Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ମତେ ବହୁତ୍ ଖୁସି ଲାଗିଲା କମେଟ୍ ଦେଖି ବିରେନ୍ଦ୍ର ପଣ୍ଡା ଭଳି ଜ୍ଞାନୀ ଲୋକଙ୍କୁ ସପୋଟ କରିଥିବାରୁତାଙ୍କ ଚିନ୍ତା ଧାରା ବହୁତ୍ ଉଚ୍ଚକୋଟୀର ଗୁରୁଜୀ ଙ୍କୁ ମୋର ବହୁତ ବହୁତ୍ ଧନ୍ୟ ବାଦ ଏବଂ ମୋ ତର ଫରୁ ଆପଣଙ୍କୁ ପ୍ରଣାମ🙏🙏🙏 ଜୟ ଜଗନ୍ନାଥ
ମାନେ ଡାକ୍ତର ଜାତି ବହୁତ ପଇସା ରୋଜଗାର କରୁଥିବା ଗୋତ୍ର ଓ ଧର୍ମ ନଥିବା ବ୍ୟକ୍ତି, ଏଥିରୁ ସ୍ପଷ୍ଟ ବର୍ତମାନ ଗୋଟାଏ ଜାତି- ତାହା ହେଉଛି "ପ୍ରସଂଶା ପ୍ରତିଷ୍ଠା ଧନ ଦୌଲତ ଯାହା ପାଖରେ ସେ ଜାତି ଆଉ ଗୋତ୍ର ଓ ଧର୍ମ ନିର୍ଧାରଣ କରିବ". ଯଦି ଯଣେ ଜନ୍ମରୁ ବ୍ରାହ୍ମଣ କୁଳ ରେ ଥାଇ ନିବୃତ୍ତି ମାର୍ଗରେ ବ୍ରହ୍ମ କର୍ମ କରୁଥିଲେ ମଧ୍ୟ ଯଦି ପଇସା ର ଦାସ ହୋଇନାହିଁ ସେ କୋଉ ଜାତିର ଟିକେ କହିବେକି??? ଆଉ ସେ କୋଉ ଜାତିରେ ବାହା ହୋଇ ପାରିବ??? "ଗିତା ଅନୁସାରେ ଚତୁର୍ବର୍ଣ୍ୟ ମାୟା ସୃଷ୍ଟ ଗୁଣ କର୍ମ ବିଭାଗସ" ଏବଂ ରୁଦ୍ରାଭିଷେକ ପୁରୁଷ ସୁକ୍ତ ରେ ବର୍ଣନା କରାଯାଇଥିବା "ବ୍ରାହ୍ମାନସ୍ୟ ମୁଖମାସିତ ବାହୁ ରାଜନ୍ୟ କୃତଃଅ. ଊରୂତାଦଶ୍ୟ ୟାଦ ଵୈଶୟଃ ପଦଭ୍ୟାଗୁଁ ଶୂଦ୍ରୋ ଅଜାଆୟାତ" ବାସ୍ତବରେ ଏ ସବୁ ତଥାକଥିତ ତ୍ରିପାଠୀ, ମିଶ୍ର, ପଣ୍ଡା, ଶତପଥି ଇତ୍ୟାଦି ସାଂଜ୍ଞା ଥିବା ପରିବାରରେ ଜନ୍ମ ହୋଇଥିବା ପଇସା ର ଦାସ ହୋଇନଥିବା, ଧୋତି ଆଉ ଗାମୁଛା ପିନ୍ଧୁଥିବା ଗରିବ ମାନଙ୍କର ଏକ ପ୍ରଳାପ ମାତ୍ର.
ପଣ୍ଡିତ ବିରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ଅତି ସୁନ୍ଦର। ପ୍ରକୃତ କଥା ବସ୍ତୁ ଉପସ୍ଥାପନ କରିଛନ୍ତି। ହୃଦୟ କୁ ସ୍ପର୍ଶ କରିଲା। ପ୍ରାମାଣିକ ତଥ୍ୟ ସହ ଅବଗତ କରାଇଛନ୍ତି।
ମାନେ ଡାକ୍ତର ଜାତି ବହୁତ ପଇସା ରୋଜଗାର କରୁଥିବା ଗୋତ୍ର ଓ ଧର୍ମ ନଥିବା ବ୍ୟକ୍ତି, ଏଥିରୁ ସ୍ପଷ୍ଟ ବର୍ତମାନ ଗୋଟାଏ ଜାତି- ତାହା ହେଉଛି "ପ୍ରସଂଶା ପ୍ରତିଷ୍ଠା ଧନ ଦୌଲତ ଯାହା ପାଖରେ ସେ ଜାତି ଆଉ ଗୋତ୍ର ଓ ଧର୍ମ ନିର୍ଧାରଣ କରିବ". ଯଦି ଯେଣେ ଜନ୍ମରୁ ବ୍ରାହ୍ମଣ କୁଳ ରେ ଥାଇ ନିବୃତ୍ତି ମାର୍ଗରେ ବ୍ରହ୍ମ କର୍ମ କରୁଥିଲେ ମଧ୍ୟ ଯଦି ପଇସା ର ଦାସ ହୋଇନାହିଁ ସେ କୋଉ ଜାତିର ଟିକେ କହିବେକି??? ଆଉ ସେ କୋଉ ଜାତିରେ ବାହା ହୋଇ ପାରିବ????
ବୀରେନ୍ଦ୍ର ସାର 🙏🏻🙏🏻ଆପଣଙ୍କ ଚିନ୍ତାଧାରା ବହୁତ ବଢିଆ ଲାଗଲା ଧନ୍ୟବାଦ ସାର... ଆପଣଙ୍କ ଭଳି ଲୋକ ଦରକାର... ଏମାନେ କେହି ବ୍ରାହ୍ମଣ ନୁହେଁ ସାର... ଏମାନେ ଶୁଦ୍ର ହେବା କଥା..
Thanks Birendra Panda sir, ଆପଣଙ୍କ ଭଲିଆ ସମସ୍ତ ବ୍ରାହ୍ମଣ ମାନେ ଯଦି ଚିନ୍ତା କରିବେ ତେବେ ଏଦୁନିଆର ସମାଜ କୁ ଉନ୍ନତି କରିବାରେ କେହି ରୋକିପାରିବେ ନାହିଁ🙏🙏
Brahma kichhi kariparibeni 😡
Karuna deep bhai ..bhul katha kahuchanti kaha jati ku nei konasi katha kahiba bhul bhai
ବୀରେନ୍ଦ୍ର ପଣ୍ଡା ମୋହାଦୟ. ଆପଣଙ୍କୁ ଶତକୋଟି ପ୍ରଣାମ 🙏🙏🙏
ବୀରେନ୍ଦ୍ର ପଣ୍ଡା ମହାଶୟ 100% ଠିକ କଥା କହିଆଛନ୍ତି ଓ ତାଙ୍କ ଦୃଷ୍ଟି କୋଣ ଉତ୍ତମ ଅଟେଧନ୍ୟବାଦ ସାର
Ok
God Jagannath not create caste,Create human being.. Jadi jati thantaDuru dekhille janihuanta
", @@trnceastion6527
To@@trnceastion6527p😅😅😅😮😅😅But
ଧନ୍ୟବାଦ ବୀରେନ୍ଦ୍ର ପଣ୍ଡା ସାର ମହୋଦୟ ଓ ଅନ୍ୟ ସମସ୍ତ ଅଂଶ ଗ୍ରହଣ କରିଥିବା ଜ୍ଞାନୀ ପଣ୍ଡିତମଣ୍ଡଳୀଙ୍କୁ! ତେଣୁ ଆମ୍ଭେମାନେ ସମସ୍ତେ ସମାନ ହେବା ଉଚିତ! ଜାତିପ୍ରଥା ସମ୍ପୂର୍ଣ ଉଠିଯାଉ! 🙏🙏
Jatipratha pain dharam ra khyati houchi ,ahi Nirala satya ku tathakathita thikadar mane grahana karunahanti.
Panda sir nka chintadhara samaj sudharak bichardhra bhali laguchi
ଜାତିର ଆବଶ୍ୟକ ଅଛି
@@Satya_prabhu Yes sir
@@santabari9574 କିପରି ?
Birendra Panda sir.your opinion is correct
ଧନ୍ୟବାଦ ବୀରେନ୍ଦ୍ର ପଣ୍ଡା sir ଆପଣଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏
ବୀରେନ୍ଦ୍ର ପଣ୍ଡା ମହାଶୟ ଙ୍କର ଯୁକ୍ତି ପ୍ରକୃତରେ ଅତି ସୁନ୍ଦର 🙏🙏🙏
ବିରେନ୍ଦ୍ର ସାର୍ ଯୁକ୍ତି ଯୁକ୍ତ କଥା କହିଛନ୍ତି।ବୁଝିବା ଲୋକେ ଠିକ୍ ବୁଝିବେ ନବୁଝିବା ଲୋକ ମିଛରେ ଯୁକ୍ତି ବଡାଇବେ।Thank you Virendra sir God bless you..
Birendra sir Geeta ra tathya anusare kahuchhanti.....baki Anya Mananku Geeta ra Gyan nahi
ପଣ୍ଡିତ ବିରେନ୍ଦ୍ର ପଣ୍ଡା 🙏🙏 ମହାନ
Write panda sir
Jadi jane baman alaga jatira ledias sahita sari rika sampark rakhe ao pegnet heigala janma heigala taha hele se keo jati heba Kuhantu baman heba na ao
ବହୁତ ସୁନ୍ଦର ଉପସ୍ଥାପନା ବୀରେନ୍ଦ୍ର ପଣ୍ଡା ମହାଶୟଙ୍କ ବାଣୀ. ତାଙ୍କର ସବୁ ପ୍ରବଚନ ସତ୍ଯ ଯଥାର୍ଥ ଏମିତି ପଣ୍ଡିତ ମାନେ କ୍ବଚିତ ପ୍ରଣାମ ଗୁରୁ ଜୀ ଜୟ ଜଗନ୍ନାଥ🙏
ବିରେନ୍ଦ୍ର କୁମାର ପଣ୍ଡା sir ହେଉଛନ୍ତି ଜଣେ ଜ୍ଞାନୀ ମଣିଷ , ବାକି ସବୁ ତିନି ତୁଣ୍ଡରେ ଛେଳି କୁକୁର ....❤❤❤
ପଣ୍ଡା sir 👍👍👍👍👍😊😊❤❤❤❤❤❤❤❤❤❤❤❤❤❤
ଓମ୍, ପଣ୍ଡିତ ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କୁ ଆନ୍ତରିକ ନମନ, କର୍ମ ଅନୁସାରେ ଜାତି ଠିକ୍।
Jati eka Matra manish jati !!!
ବୀରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ସତ୍ୟ ଉପରେ ଆଧାରିତ 🙏🙏🙏
ବୀରେନ୍ଦ୍ର ସାର ଆପଣଙ୍କୁ ଧନ୍ୟବାଦ
ପଣ୍ଡା ସାର ଙ୍କ ଅଭିଜ୍ଞତା ଯାହା ଅଛି , ଏମିତି ଗୁରୁ ଜନଙ୍କୁ ଶତକୋଟି ପ୍ରଣାମ, ତାଙ୍କର ଉପଦେଶ କୁ ବୁଝିପାରି କାମ ରେ ଲଗାଇଲେ ପ୍ରକ୍ରୃତରେ ଶାନ୍ତି ଫେରି ଆସନ୍ତା। "ଜୟ ଜଗନ୍ନାଥ"
ବହୁତ ବହୁତ ଧନ୍ୟବାଦ ♥️🙏👍❤️କର୍ମଅନୁସାରେ ଜାତି ଏହା ମୋମତରେ ଠିକ ♥️
ବିରେନ୍ଦ୍ର ପଣ୍ଡା ଆଜ୍ଞା ଙ୍କୁ ସାଦର ନମସ୍ତେ ।ଯୁକ୍ତି ପୂର୍ଣ୍ଣ ଉପସ୍ଥାପନା କରୁଛନ୍ତି 🙏🙏🙏💐
ଧାନ ବୁଣିଲେ କେବଳ ଧାନ ପାଇବା ।କିନ୍ତୁ 1001 ଧାନ ବୁଣିଲେ 1014 ଧାନ ପାଇବା କି?
ଧନ୍ୟବାଦ,ପଣ୍ଡା ମହୋଦୟ ନମସ୍ତେ।
ଆଜି ସନାତନ ଧର୍ମ ଯଦି ନଷ୍ଟ ହେଇଚି କେବଳ ଏଇ ବ୍ରାହ୍ମଣ ଙ୍କ ପାଇଁ।
ଆପଣ ନିଜକୁ କଣ ଭାବୁଛନ୍ତି ବ୍ରାହ୍ମଣ ମାନଙ୍କୁ ଏପରି କଥା କେହୁ ଛନ୍ତି
Right katha
ସତ କହିଲେ
@@alekhkumarpanda7999 ଆପଣ ଜଣେ ଅହଙ୍କାରୀ ଅଟନ୍ତି
ପଣ୍ଡିତ ବୀରେନ୍ଦ୍ର ପଣ୍ଡା ମହୋଦୟ.. ଆଜି ଆପଣ ପ୍ରମାଣ କରି ଦେଖେଇଲେ ପକୃତରେ ଆପଣ ବେଦଶାସ୍ର ଗବେଷକ 🙏🙏🙏🙏🙏ଅତି ସୁନ୍ଦର ଓ ଉଚକୋଟିର ଆପଣ ଙ୍କ ଭାବନା ଓ ପରିବେଷଣ.. Asa କରୁଛି ଅନ୍ୟାନ ବରଣ୍ୟ ବିଦ୍ୟାନ ମାନଙ୍କୁ ସେ ଆପଣଙ୍କ ଠାରୁ କିଛି ଶିକ୍ଷା ଲାଭ କରନ୍ତୁ 🙏🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏
😊ମୁଁ ଜ୍ଞାନରେ ବ୍ରାହ୍ମଣ, ଯୁଦ୍ଧରେ କ୍ଷେତ୍ରୀୟ, ଉପର୍ଜନରେ ବୈଷ୍ୟ ଓ ସେବାରେ ଶୁଦ୍ର ମନେକରେ।⛳
Birendra panda, you are great 👍
ସତରେ👍
ବୀରେନ୍ଦ୍ର କୁମାର ପଣ୍ଡା ଜଣେ ବହୁତ୍ ଭଲ ମଣିଷ ଟିଏ ବେଦ କୁ ଭଲ ଭାବରେ ବୁଝିଚନ୍ତି ବହୁତ ବହୁତ ଧନ୍ୟବାଦ ଜଣାଉଛି ହୂର୍ଦ୍ୟ ୟର ସହିତ ଜୟ ଜଗନ୍ନାଥ
ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କ କଥା ହିଁ ଯୁକ୍ତି ଯୁକ୍ତ ଓ ଗ୍ରହଣୀୟ ଯାହା କି ସମାଜ ର ମଙ୍ଗଳ ଓ ଉନ୍ନତି ପାଇଁ ଆବଶ୍ୟକ । ସମସ୍ତେ ଆଲୋଚନା ରେ ଅଂଶ ଗ୍ରହଣ କରିଥିବାରୁ ଧନ୍ୟବାଦ ।
;
❤😊😅😮😢🎉😂 40:38
ବିବାହ କଲା ବେଳେ ଖୋଜୁଛ ଜାତି ରକ୍ତ ନେଲା ବେଳେ ଜାତି ଖୋଜୁଛ, ନା ନାହିଁ
Right 👍
Right
Sata ❤
𝐉𝐚𝐲𝐚 𝐛𝐡𝐞𝐞𝐦
ମୋ ମତରେ ଜାତି ହେଉଛି ଜନ୍ମରୁ କିନ୍ତୁ କର୍ମ ଅନୁସାରେ ତାହା ବଦଳି ଯାଏ l
Birendra panda is always right
କାଳିଆ ପାଖରେ ନାହିଁ ଲୋ ଜାତି ଅଜାତି
ପଣ୍ଡା ବାବୁ ଙ୍କ ମତରେ ଯେ କେହି ବି ସଂସ୍କାରିତ ହୋଈ ବ୍ରାହ୍ମଣ ହୋଈ ପାରିବେ
ଧର୍ମ ର ସମ୍ବିଧାନ, ଚାରିଧାମ ଶଙ୍କର୍ଚ୍ଚାର୍ଯ୍ୟ ବୋଲି କିଛି ରହିବନାହିଁ, ବିଧର୍ମୀ ମାନଙ୍କର ଆକ୍ରମଣ ରେ ଧର୍ମ ଲୋପ ପାଇଯିବ, ପ୍ରତେକ ଧର୍ମ ର ସମ୍ବିଧାନ ଅଛି, ଏ ଧର୍ମ ର ମୂଳ କୁ ନଯାଇ ପଣ୍ଡା ବାବୁ ଆଧୁନିକ ମତ ଦେବା ମୁ ଠିକ ମନେ କରୁନାହିଁ, ଜୟ ଜଗନ୍ନାଥ
Sir sanskarita hela pare brahman hoi na pare sata bt brahman sadrusa hoi pariba ta
@@gobindachandrasatapathy4685 balata janichu panda sar TQ kahuchanti
ବ୍ରହ୍ମ ମାନେ କଣମନ୍ଦିର ର ପୂଜା ପାଇଁ ବ୍ରାହ୍ମଣ ଦରକାର କଣ ପାଇଁ।
@@gobindachandrasatapathy4685 କଣ ଧାର୍ମିକ ସମ୍ବିଧାନ ଅଛି?
ଆପଣଙ୍କ ଯୁକ୍ତି ବହୁତ ସୁନ୍ଦର ବୀରେନ୍ଦ୍ର ପଣ୍ଡା ମହୋଦୟ 🙏 ଏହାକୁ କୁହାଯାଏ ପ୍ରକୃତରେ ଜ୍ଞାନୀ 👌କିନ୍ତୁ ଜାତି ବାଦ ସମ୍ପୂର୍ଣ୍ଣ ଉଛେଦ କରିବା ଉଚିତ
ବିରେନ୍ଦ୍ର sir ଙ୍କୁ ମୋର ହୃଦୟରୁ ପ୍ରଣାମ ଆପଣ ଠିକ୍ କହୁଛନ୍ତି ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ
Panda sir you are right
Virendra Sir is a great reformer . This society should follow his thoughts .
St to go See
ଗୁରୂଜୀ ବିରେନ୍ଦ୍ର ପଣ୍ଡା ମହୋଦୟ ଚିର ନମସ୍ଯ ତାଙ୍କ ଶୀଲ କଥା ଏବଂ ଯୁକ୍ତି ଯୂକ୍ତ କଥା ପାଇଁ ।।🙏🏻🙏🏻🙏🏻🙏🏻
ଜାତି ବନେଇଛି ବ୍ରାହ୍ମଣ ଭେଦ୍ଧ ଭାବ କରିଛି ବ୍ରାହ୍ମଣ
ଆମକୁ ଜାତୀ ହିଁ ଦରକାର ନାହିଁ ନା ଜନ୍ମରୁ ନା କର୍ମରୁ।
ବୀରେନ୍ଦ୍ର ପଣ୍ଡା ଙ୍କ ଭଳି ଯଦି ସମସ୍ତେ ହେତୁବାଦୀ ହେଇ ପାରିବେ ତା ହେଲେ ହିନ୍ଦୁ ଧର୍ମ ଖଣ୍ଡ ବିଖଣ୍ଡିତ ହେବ ନାହିଁ ତେଣୁ ପ୍ରତେକ ବ୍ୟକ୍ତିଙ୍କ ଚିନ୍ତାଧାରା ବୀରେନ୍ଦ୍ର ସାର ଙ୍କ ପରି ହଵା ଦରକାର 🙏🙏🙏🙏🙏
ନିହାତି ଭାଇ ସପୋଟ କର ପ୍ଲଜ଼ 🙏
Eaha hi heba
ବହୁଲୋକ ମାନୁଛନ୍ତି ବୋଲି କୁହନ୍ତୁ ନାହିଁ ଯାହା ସତ୍ୟ ତାହା ହିଁ ମାନଙ୍କୁ 🙏🙏🙏ଅତି ସୁନ୍ଦର୍ ପଂକ୍ତି....you are universal right sri ସୁରେନ୍ଦ୍ର ପଣ୍ଡା ସାର୍ ମହାଶୟ 🙏
You are absolutely right Sir
ବିରେନ୍ଦ୍ର ପଣ୍ଡା ସବୁବେଳେ ନମନୀୟ 🙏🙏🙏🙏
ଏଇଭଳି ଆଲୋଚନା ଅତି ସୁନ୍ଦର୍ , ଏମାନେ ସମସ୍ତେ ଜଣେ, ଜଣେ ଭଲ ଜ୍ଞାନୀ ବ୍ୟକ୍ତି , ଅତି ଉଚ କୋଟିର ଓ ଅତି ସୁନ୍ଦର୍ ଆଲୋଚନା
ପଣ୍ଡା sir ଙ୍କ ଉପସ୍ଥାପନା 100%ଠିକ କଥା 🙏🏻
ବୀରେନ୍ଦ୍ର ବହୁତ ବହୁତ ଭଲରେ ବୁଝାଉଛନ୍ତି ମୂର୍ଖ ପଣ୍ଡିତ ମାନେ ବୁଝୁନାହାନ୍ତି ମଣିଷ ମାନେ ମଣିଷ ପଶୁ ମାନେ ପଶୁ l ମୋ ଜାତି ବଡ ମୁ ପଣ୍ଡିତ ଏହା ଚାଲାକି ଏବଂ ଅହଂକାର ଏଲୋକ ପର ସମ୍ପତି ଠକି ଖାଏଜୟ ଭୀମ
ଭାଇ ଠିକ୍ କଥା
ua-cam.com/video/xX5NU0QV1IE/v-deo.html
Absolutely right
ବୀରେନ୍ଦ୍ର ପଣ୍ଡା ମହୋଦୟ 🙏ଓ💯%✅️ କଥା କହିଛନ୍ତି
Karmaru hi jati
ବୀରେନ୍ଦ୍ର ସାର ବହୁତ ସୁନ୍ଦର ବୁଝାଉଛନ୍ତି 👌👌🙏🙏🙏🙏.. ବାକିଲୋକ ବୁଝିପାରୁନାହାନ୍ତି 🤔🤔🤔
ଆମର ଲକ୍ଷ୍ୟ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଉ 🙏🚩ଆମେ ସମସ୍ତେ ସନାତନୀ 🙏
Kan tuma manku
ବୀରେନ୍ଦ୍ର ପଣ୍ଡା ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ.ତାଙ୍କର ଯୁକ୍ତି, ତତ୍ୱ ଓ ଉପସ୍ଥାପନା ଖୁବ ଉଚ୍ଚ କୋଟିର. 🙏
ବୀରେନ୍ଦ୍ର ପଣ୍ଡା ଙ୍କୁ ଶତ କୋଟି ନମନ
Birendra sir is right 👍ମଣିଷ ଗୋଟିଏ ଜାତି
1000 jatita
Birendra panda sir is great...... I respect their thought process
Brahmana jadi chiken dokana kare chiken khaa taku kana kahiba
ମୁଁ ସେତେବେଳେ ଭଗବାନ ଙ୍କୁ ମନିବି ଯେତେବେଳେ ତମମାନଙ୍କ ଭଗବାନ ଆମ ଆଦିବାସୀ ଜାତି ରେ ଜନ୍ମ ନେବେ🙏🙏
Prabhu jagannath bhi ta sabar nka hata ru puja pau thile jothi bhagwan jati dekhi nahanti tebe ame manisa kn jati dekhiba
You are 100% right🙏, Jay jagannath 🙏🙏🙏
Bhagaban janma neleni
Siba Thakur nka jati kn
Birendra siarnku.koti.pranama🙏🙏🙏
ଜାତି ଦୁଇ ପ୍ରକାର ଗୋଟେ ସ୍ତ୍ରୀ ଗୋଟେ ପୁରୁଷ
It is very true
Bt constitutionally same
1
ବିରେନ୍ଦ୍ର ପଣ୍ଡା ମହୋଦୟଙ୍କ ଆଦର୍ଶ ମତାମତ ପାଇଁ ହୃଦୟରୁ କୋଟି ପ୍ରଣାମ ଜଣାଉଛି।
ଜାତି ବାଦ ଉଠେଇ ଦିଆ ଯାଇଛି ସମସ୍ତ ଙ୍କୁ ସମାନ ଅଧିକାର ଦେଇ ସଂରକ୍ଷଣ ଉଠାଇ ପ୍ରକୃତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆ ଯାଉ ସମସ୍ତେ ମନ୍ଦିରରେ ପ୍ରବେଶ ଅଧିକାର ଦେବା ଦରକାର,
କେବେ ଉଠିଲା? ଜାତିଭେଦ,ଭଳି ଅମାନବୀୟ ପ୍ରଥା ବନ୍ଦ ହେବା ଦରକାର।। ତାପରେ ସଂରକ୍ଷଣ ସମାନତା ମନ୍ଦିର ରେ ବି ସମସ୍ତ ଙ୍କ ଅଧିକାର ରହିବା ଦରକାର ।।
Mandir Ku jibanahi....karan tame Sudra hua.
@@ashokkumarnayak3300 you are ki kiiiiooop
@@ashokkumarnayak3300 pgcvgh
@@ashokkumarnayak3300 uh bj hi 8
ସମସ୍ତେ ନିଜ ନିଜ ସ୍ୱାର୍ଥ ପାଇଁ ନିଜ ନିଜର ମାତା ପୋଷଣ କରୁ ଛନ୍ତି, ପ୍ରକୃତ ରେ ଜାତି କେବଳ ଗୋଟିଏ ତାହା ମଣିଷ ଜାତି
All are equal ❤
କର୍ମଫଳ ଯେଉଁ ବ୍ୟକ୍ତିକୁ ବାନ୍ଧିପାରେ ନାହିଁ ଅର୍ଥାତ ଯେଉଁ ବ୍ୟକ୍ତି ଗୁଣାତୀତ, ପ୍ରକୃତରେ ସେ ହିଁ ବ୍ରାହ୍ମଣ : ସପ୍ରେମ ଜୟଜୀବ🌷🌷👌👌💯💯👏👏👍👍🙏🙏🙏🙏
Semane janmru brahmana ta tenu bujhiparunahanti
ବିରେନ୍ଦ୍ର ପଣ୍ଡା ମହୋଦୟ ଉଚିତ୍ ଯୁକ୍ତି ବାଢ଼ିଛନ୍ତି।
Birendra panda is right
ମହୋଦୟ ବୀରେନ୍ଦ୍ର ପଣ୍ଡା ଯାହା କହିଲେ ଠିକ ଧନ୍ୟବାଦ ବୀରେନ୍ଦ୍ର ମହୋଦୟ 👌👌👌👌👌👌👌
ବୀରେନ୍ଦ୍ର ବାବୁ ଠିକ କହୁଛନ୍ତି 🌹🌹🌹🙏
କର୍ମ କୁ ନେଇ ଜାତି ହେଇଚି ଦୁଇ ଟି ଜାତି ନାରୀ ପୁରୁଷ 👍👍
କିନ୍ତୁ ଜିନ ସମାନ ନୁହଁ, ବିଜ୍ଞାନ ମତ
All not brah.aru jati karmru ati parant all communit never do their tradition
brahmana sudra sampark thilesebrahmana or oBC
ବିରେନ୍ଦ୍ର ପଣ୍ଡା ସାର ପ୍ରଣାମ ଓ ଫୁଜନୀୟ ଆଉ ସବୁ ଗୋଲିଆ ସଂଙ୍କରା
ଯେଉଁମାନେ ଜାତିବାଦ କୁ ସମର୍ଥନ କରିଛନ୍ତି ସେମାନଙ୍କୁ ପ୍ରଶ୍ନ 1500 ବର୍ଷ ପୂର୍ବରୁ ସମସ୍ତଙ୍କ titel ଖୋଜି କୁହନ୍ତୁ।
କଳିଯୁଗ ୫୦୨୩ବର୍ଷ ହେଲାଣି ଇଏ ୧୫୦୦ବର୍ଷ ପଚାରୁଛି ।
@@suryasadhika4157 bekar chij nai kaha jug Bali kichi nai
ସୁନ୍ଦର ପ୍ରଶ୍ନ ଆଜ୍ଞା, ଧନ୍ୟବାଦ
ଠୀକ କହିଲ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏👍🌹
@@suryasadhika4157 taahele... Ye prashan ra uttara dia
ଧନ୍ୟବାଦ ପଣ୍ଡିତ ମଂଚ ନମସ୍କାର ଆପଣଙ୍କ କହିବାଶୈଳି
ଯଦି କର୍ମରୁ ଜାତି ପରିଚୟ ସୃଷ୍ଟି ହୋଉଛି ତେବେ ଜାତି କଥା ଏବେବି କଣ ପାଇଁ ଉଠୁଛି
Birendra sir really apanka pari loka bahut bahut darkar🙏🙏🙏🙏🙏🙏
Birendra guruji is right koti koti pranam 🙏🙏🙏🙏🙏
Sair🙏ଏମିତି ପ୍ରୋଗ୍ରାମ ପୂର୍ବରୁ ଜଣାଇବେ କି ମୁଜିବାପାଇଁ ଚାଁହୁଛି 🙏
best conversation birendra sir
ସୃଷ୍ଟି ରୁ ମଣିଷ ଜାତି ,ଲିଂଗ ଅନୁସାରେ ପୁରୁଷ ଓ ସ୍ତ୍ରୀ ର ନିରୂପଣ କରାଯାଇଛି , କର୍ମ ଅନୁସାରେ ବୃତ୍ତି ହୋଇଥାଏ ! କେବଳ ବିବାହ ପାଇଁ ସମାଜରେ ବ୍ରାହ୍ମଣ ମାନେ ବୃତି କୁ ଜାତିର ସଂଜ୍ଞା ଦେଇଛନ୍ତି , ରାଜରାଜୁଡା ତଥା ଜମିଦାରୀ ଶାସନ ରେ ରାଜ୍ୟ ଓ ସମାଜ ମୁରବି ମାନେ ଓ ସେ ସମୟର ପଣ୍ଡିତ ମାନେ ସମାଜକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ମାତ୍ର ଶାସ୍ତ୍ରରେ ଯାହା ଲେଖା ଅଛି ସେ ଅନୁସାରେ ସମାଜରେ ତାହା ଚାଲୁନାହିଁ । ସରକାର ସମସ୍ତ ସାଂଗିଆ ଓ ଜାତି ସମାପ୍ତ କଲେ ଦେଶର ଉନ୍ନତି ହେବ !
Birendra Sir is great...
Birendra sir is great
Excellent Birendra Panda sir. ଏ ସଂସାର ରେ ପ୍ରକୁତ ଜ୍ଞାନୀ ବ୍ୟକ୍ତି ବହୁତ୍ କମ୍। ଜାଣେ ଜ୍ଞାନୀ ହିଁ ଠିକ୍ କଥା ବୁଝି ପାରିବେ। Keep your spirit High, GOD BLESS ALWAYS WITH YOU.
Thik
ବିରେନ୍ଦ୍ର wrong
ଠୀକ କହିଲ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🌹
ବହୁତ ବହୁତ ଧନ୍ୟବାଦ ପଣ୍ଡା ମହୋଦୟ ଆପଣଙ୍କୁ କୋଟି କୋଟି ନମସ୍କାର ଧନ୍ୟବାଦ
ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କ ତଥ୍ୟ ଶାସ୍ତ୍ର ଆଧାରରେ ହୋଇଛି ।ସୁନ୍ଦର ତର୍କ ଦେଇ ଛନ୍ତି ।
ଇଶ୍ୱରଙ୍କ ଦୃଷ୍ଟିରେ ଜାତି କିଛି ନାହିଁ ସେ ସମସ୍ତଙ୍କୁ ପ୍ରେମ କରନ୍ତି
ଇଶ୍ଵର ଙ୍କ ଠାରୁ ଚାରି ବର୍ଣ୍ଣ ର ସୃଷ୍ଟି ହୋଇଛି । ଜୟ ଶ୍ରୀ ରାମ
@@priyacharandas653 👇4kahila hebani 4kana janiba najani kahiba
ମଣିଷ ଜାତି ହିଁ ଏକ ଜାତି l ବିରେନ୍ଦ୍ର ପଣ୍ଡାଙ୍କ ଆଲୋଚନା ଭଲ ଲାଗିଲା l
ଗୋଟେକଥା ମନେରଖ ମଣିଷ ତାର କର୍ମ କୁ ନେଇ ବ୍ରାହ୍ମଣ ହୋଇଥାଏ। ଜାତୀଦ୍ବାରା କେହି ବ୍ରାହ୍ମଣ ହୋଇନଥାଏ। ବ୍ରାହ୍ମଣ ତାକୁ କୁହାଯିବ ଯିଏ ବ୍ରହ୍ମଚର୍ଯ୍ୟ ପାଳନ କରେ,ମାନେ ତାମସିକ କାର୍ଯ୍ୟ,ଖାଦ୍ୟ,ଦୃଷ୍ଟି ଓ ବ୍ୟବହାର ଠାରୁ ଦୂରରେ ରହି ସାତ୍ବିକବୃତି ଆପଣାଏ ସିଏ ବ୍ରାହ୍ମଣ। ଆମର ଅଧିକାର ନାହିଁ କାହାକୁ ଉଚା ନିଚା ଦେଖିବା। ସେହି ସଂସାର ପାଇଁ ଶତୃ ଯିଏ ଯାତି ଭେଦ ଆଣୁଛି ।ସେଥିପାଇଁ ହିନ୍ଦୁ ମୁସଲିମ ଶିଖ୍ ଇଶାଇ ଆମେ ସମସ୍ତେ ଭାଇ ଭାଇ
ଜାତି ମନର ବ୍ୟାଧି
ଜୟ ଜଗନ୍ନାଥ ମ ବୁଝି ବା ଭିତରେ ମଣିଷ ଗୋଟେ ଜାତି ତାକୁ ପୁଣି ତିନି ପ୍ରକାର ସୃଷ୍ଟି କରା ଯାଇଛି ଯଥା ନାରୀ. ପୁରୁଷ.. ଏବଂ ଯେଉଁ ମାନେ ପୁରୁଷ ନୁହେଁ କୀ ନାରୀ ନୁହେଁ ଏ ତିନି ପ୍ରକାର ଜାତି କିନ୍ତୁ ଏ ସବୁ ମଣିଷ ଜାତି ଏଣୁ ଆମେ ଯଦି ଏହାକୁ ସମ୍ପୃନ ଜାଣି ବା ପାଇଁ ଚାହେଁ ତାହେଲେ ଭଗବାନ ଙ୍କ ର ସୃଷ୍ଟି କେମିତି ଆରମ୍ଭ ହେଇଥିଲା ଶେଇ ଜାଗା କୁ ଯାଇ ଖଜ ସବୁ ପ୍ରଶ୍ନ ର ଉତ୍ତର ପାଇ ଯିବେ... ମଣିଷ ଜାତି ଟା କେତେ ପ୍ରକାର ସବୁ ପ୍ରଶ୍ନ ଉତ୍ତର ନିଜେ ପାଇ ଯିବ ଜୟ ଜଗନ୍ନାଥ
Birendra sir is cent percent right. Society needs such type reformer
Yes 👍
Yes his arguments is scientific and genuine
Birendra panda jii🙏
🙏🌹 ବୀରେନ୍ଦ୍ର SIR RESPECTED, YOU TOLD RIGHT. THANKS 🙏
ସତ୍ୟ ଯୁଗରୁ କର୍ମ ରୁ ମାନସ ଜାତି, ତାପରେ କୁଳ ଓ କର୍ମ ରୁ ଜାତି, ଶେଷ ରେ କଳି ରେ କର୍ମ ଧର୍ମ କୁଳ ଅଧିକାର ରୁ ଜାତି ନିର୍ଣ୍ଣୟ କରି ସମାଜରେ ବସ ବାସ କରୁଛନ୍ତି, ସବୁ ସରି ଯିବସତ୍ୟରେ ଯାହା ଥିଲା ସେଇଆ ହେଇ ଯିବ, କଳି ରେ ସବୁ freedom fighter କାହାକୁ ରୋକିବ କିଏ ଶେଷ ସମୟ ଟଙ୍କା ପଛରେ ସମସ୍ତେ
ଵିରେନ୍ଦ୍ର ପଣ୍ଡା ସାର ଙ୍କୁ ସତସତ ନମନ 🙏
ଜାତି ଯୋନି ରୁ ବର୍ଣ୍ଣ କର୍ମ ରୁ ।
ଆପଣ ମା ଆଡରୁ ଜାତି କି
ଆଞା !! ଜାତି କର୍ମ ରୁ । ❗⚜️❗⚜️❗⚜️❗⚜️❗⚜️❗⚜️❗⚜️❗⚜️
Birendra sir is a great scholar, such a great revolutionary.....I appreciate his wisdom 🙏
ତ୍ରିପାଠୀ ଆର୍ମି ଜାଣିନୁ ହେ। କିନ୍ତୁ ବ୍ରାହ୍ମଣ ବି ମଣିଷ।।ପଶୁମାନେ।ଅଲଗା ଅଲଗା ଜାତି।ଚେନାଲକୁ।ଆସୁଛ।ଭାଷାଭଲକିଵୁଝାଇବ।ବୟଷବେଶିହୋଇଗଲାଣୀ
Virendra sir salute aapnku jati janam ru nhi jati karma ru achi
Excellent speech of Pandit birendra
Birendra sir you are right Jay jagannath🙏
Birendra panda sir bahut bhala katha kahuchanti eha jukti jukta
Virendra sir ur great🙏
ଜୟ ଜଗନ୍ନାଥ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଙ୍କ ତର୍କ ସତ୍ୟ ଏବଂ ସମୟ ଉପଯୋଗୀ ପରାମର୍ଶ ଆପଣଙ୍କୁ ପ୍ରଣାମ
ବୀରେନ୍ଦ୍ର ପଣ୍ଡା ସାର କଥା ଅତି ତାତ୍ୱିକ ଓ ଚମତ୍କାର 👍🙏🌹 ଉପସ୍ଥାପକ ବନ୍ଧୁ ଠିକରେ ପ୍ରଶ୍ନ କରିପାରୁନାହାଁନ୍ତି
ମତେ ବହୁତ୍ ଖୁସି ଲାଗିଲା କମେଟ୍ ଦେଖି ବିରେନ୍ଦ୍ର ପଣ୍ଡା ଭଳି ଜ୍ଞାନୀ ଲୋକଙ୍କୁ ସପୋଟ କରିଥିବାରୁ
ତାଙ୍କ ଚିନ୍ତା ଧାରା ବହୁତ୍ ଉଚ୍ଚକୋଟୀର ଗୁରୁଜୀ ଙ୍କୁ ମୋର ବହୁତ ବହୁତ୍ ଧନ୍ୟ ବାଦ ଏବଂ ମୋ ତର ଫରୁ ଆପଣଙ୍କୁ ପ୍ରଣାମ🙏🙏🙏 ଜୟ ଜଗନ୍ନାଥ
ମାନେ ଡାକ୍ତର ଜାତି ବହୁତ ପଇସା ରୋଜଗାର କରୁଥିବା ଗୋତ୍ର ଓ ଧର୍ମ ନଥିବା ବ୍ୟକ୍ତି, ଏଥିରୁ ସ୍ପଷ୍ଟ ବର୍ତମାନ ଗୋଟାଏ ଜାତି- ତାହା ହେଉଛି "ପ୍ରସଂଶା ପ୍ରତିଷ୍ଠା ଧନ ଦୌଲତ ଯାହା ପାଖରେ ସେ ଜାତି ଆଉ ଗୋତ୍ର ଓ ଧର୍ମ ନିର୍ଧାରଣ କରିବ". ଯଦି ଯଣେ ଜନ୍ମରୁ ବ୍ରାହ୍ମଣ କୁଳ ରେ ଥାଇ ନିବୃତ୍ତି ମାର୍ଗରେ ବ୍ରହ୍ମ କର୍ମ କରୁଥିଲେ ମଧ୍ୟ ଯଦି ପଇସା ର ଦାସ ହୋଇନାହିଁ ସେ କୋଉ ଜାତିର ଟିକେ କହିବେକି??? ଆଉ ସେ କୋଉ ଜାତିରେ ବାହା ହୋଇ ପାରିବ???
"ଗିତା ଅନୁସାରେ ଚତୁର୍ବର୍ଣ୍ୟ ମାୟା ସୃଷ୍ଟ ଗୁଣ କର୍ମ ବିଭାଗସ" ଏବଂ ରୁଦ୍ରାଭିଷେକ ପୁରୁଷ ସୁକ୍ତ ରେ ବର୍ଣନା କରାଯାଇଥିବା "ବ୍ରାହ୍ମାନସ୍ୟ ମୁଖମାସିତ ବାହୁ ରାଜନ୍ୟ କୃତଃଅ. ଊରୂତାଦଶ୍ୟ ୟାଦ ଵୈଶୟଃ ପଦଭ୍ୟାଗୁଁ ଶୂଦ୍ରୋ ଅଜାଆୟାତ" ବାସ୍ତବରେ ଏ ସବୁ ତଥାକଥିତ ତ୍ରିପାଠୀ, ମିଶ୍ର, ପଣ୍ଡା, ଶତପଥି ଇତ୍ୟାଦି ସାଂଜ୍ଞା ଥିବା ପରିବାରରେ ଜନ୍ମ ହୋଇଥିବା ପଇସା ର ଦାସ ହୋଇନଥିବା, ଧୋତି ଆଉ ଗାମୁଛା ପିନ୍ଧୁଥିବା ଗରିବ ମାନଙ୍କର ଏକ ପ୍ରଳାପ ମାତ୍ର.
ପଣ୍ଡିତ ବିରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ଅତି ସୁନ୍ଦର। ପ୍ରକୃତ କଥା ବସ୍ତୁ ଉପସ୍ଥାପନ କରିଛନ୍ତି। ହୃଦୟ କୁ ସ୍ପର୍ଶ କରିଲା। ପ୍ରାମାଣିକ ତଥ୍ୟ ସହ ଅବଗତ କରାଇଛନ୍ତି।
ମାନେ ଡାକ୍ତର ଜାତି ବହୁତ ପଇସା ରୋଜଗାର କରୁଥିବା ଗୋତ୍ର ଓ ଧର୍ମ ନଥିବା ବ୍ୟକ୍ତି, ଏଥିରୁ ସ୍ପଷ୍ଟ ବର୍ତମାନ ଗୋଟାଏ ଜାତି- ତାହା ହେଉଛି "ପ୍ରସଂଶା ପ୍ରତିଷ୍ଠା ଧନ ଦୌଲତ ଯାହା ପାଖରେ ସେ ଜାତି ଆଉ ଗୋତ୍ର ଓ ଧର୍ମ ନିର୍ଧାରଣ କରିବ". ଯଦି ଯେଣେ ଜନ୍ମରୁ ବ୍ରାହ୍ମଣ କୁଳ ରେ ଥାଇ ନିବୃତ୍ତି ମାର୍ଗରେ ବ୍ରହ୍ମ କର୍ମ କରୁଥିଲେ ମଧ୍ୟ ଯଦି ପଇସା ର ଦାସ ହୋଇନାହିଁ ସେ କୋଉ ଜାତିର ଟିକେ କହିବେକି??? ଆଉ ସେ କୋଉ ଜାତିରେ ବାହା ହୋଇ ପାରିବ????
ବୀରେନ୍ଦ୍ର ସାର 🙏🏻🙏🏻ଆପଣଙ୍କ ଚିନ୍ତାଧାରା ବହୁତ ବଢିଆ ଲାଗଲା ଧନ୍ୟବାଦ ସାର... ଆପଣଙ୍କ ଭଳି ଲୋକ ଦରକାର... ଏମାନେ କେହି ବ୍ରାହ୍ମଣ ନୁହେଁ ସାର... ଏମାନେ ଶୁଦ୍ର ହେବା କଥା..
Thanks Birendra Panda sir, ଆପଣଙ୍କ ଭଲିଆ ସମସ୍ତ ବ୍ରାହ୍ମଣ ମାନେ ଯଦି ଚିନ୍ତା କରିବେ ତେବେ ଏଦୁନିଆର ସମାଜ କୁ ଉନ୍ନତି କରିବାରେ କେହି ରୋକିପାରିବେ ନାହିଁ🙏🙏
Brahma kichhi kariparibeni 😡
Karuna deep bhai ..bhul katha kahuchanti kaha jati ku nei konasi katha kahiba bhul bhai
ବୀରେନ୍ଦ୍ର ପଣ୍ଡା ମୋହାଦୟ. ଆପଣଙ୍କୁ ଶତକୋଟି ପ୍ରଣାମ 🙏🙏🙏
ବୀରେନ୍ଦ୍ର ପଣ୍ଡା ମହାଶୟ 100% ଠିକ କଥା କହିଆଛନ୍ତି ଓ ତାଙ୍କ ଦୃଷ୍ଟି କୋଣ ଉତ୍ତମ ଅଟେ
ଧନ୍ୟବାଦ ସାର
Ok
God Jagannath not create caste,
Create human being.. Jadi jati thanta
Duru dekhille janihuanta
",
@@trnceastion6527
To@@trnceastion6527p😅😅😅😮😅😅
But
ଧନ୍ୟବାଦ ବୀରେନ୍ଦ୍ର ପଣ୍ଡା ସାର ମହୋଦୟ ଓ ଅନ୍ୟ ସମସ୍ତ ଅଂଶ ଗ୍ରହଣ କରିଥିବା ଜ୍ଞାନୀ ପଣ୍ଡିତମଣ୍ଡଳୀଙ୍କୁ! ତେଣୁ ଆମ୍ଭେମାନେ ସମସ୍ତେ ସମାନ ହେବା ଉଚିତ! ଜାତିପ୍ରଥା ସମ୍ପୂର୍ଣ ଉଠିଯାଉ! 🙏🙏
Jatipratha pain dharam ra khyati houchi ,ahi Nirala satya ku tathakathita thikadar mane grahana karunahanti.
Panda sir nka chintadhara samaj sudharak bichardhra bhali laguchi
ଜାତିର ଆବଶ୍ୟକ ଅଛି
@@Satya_prabhu Yes sir
@@santabari9574 କିପରି ?
Birendra Panda sir.your opinion is correct
ଧନ୍ୟବାଦ ବୀରେନ୍ଦ୍ର ପଣ୍ଡା sir ଆପଣଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏
ବୀରେନ୍ଦ୍ର ପଣ୍ଡା ମହାଶୟ ଙ୍କର ଯୁକ୍ତି ପ୍ରକୃତରେ ଅତି ସୁନ୍ଦର 🙏🙏🙏
ବିରେନ୍ଦ୍ର ସାର୍ ଯୁକ୍ତି ଯୁକ୍ତ କଥା କହିଛନ୍ତି।
ବୁଝିବା ଲୋକେ ଠିକ୍ ବୁଝିବେ ନବୁଝିବା ଲୋକ ମିଛରେ ଯୁକ୍ତି ବଡାଇବେ।
Thank you Virendra sir God bless you..
Birendra sir Geeta ra tathya anusare kahuchhanti.....baki Anya Mananku Geeta ra Gyan nahi
ପଣ୍ଡିତ ବିରେନ୍ଦ୍ର ପଣ୍ଡା 🙏🙏 ମହାନ
Write panda sir
Jadi jane baman alaga jatira ledias sahita sari rika sampark rakhe ao pegnet heigala janma heigala taha hele se keo jati heba
Kuhantu baman heba na ao
ବହୁତ ସୁନ୍ଦର ଉପସ୍ଥାପନା ବୀରେନ୍ଦ୍ର ପଣ୍ଡା ମହାଶୟଙ୍କ ବାଣୀ. ତାଙ୍କର ସବୁ ପ୍ରବଚନ ସତ୍ଯ ଯଥାର୍ଥ ଏମିତି ପଣ୍ଡିତ ମାନେ କ୍ବଚିତ ପ୍ରଣାମ ଗୁରୁ ଜୀ ଜୟ ଜଗନ୍ନାଥ🙏
ବିରେନ୍ଦ୍ର କୁମାର ପଣ୍ଡା sir ହେଉଛନ୍ତି ଜଣେ ଜ୍ଞାନୀ ମଣିଷ , ବାକି ସବୁ ତିନି ତୁଣ୍ଡରେ ଛେଳି କୁକୁର ....❤❤❤
ପଣ୍ଡା sir 👍👍👍👍👍😊😊❤❤❤❤❤❤❤❤❤❤❤❤❤❤
ଓମ୍, ପଣ୍ଡିତ ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କୁ ଆନ୍ତରିକ ନମନ, କର୍ମ ଅନୁସାରେ ଜାତି ଠିକ୍।
Jati eka Matra manish jati !!!
ବୀରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ସତ୍ୟ ଉପରେ ଆଧାରିତ 🙏🙏🙏
ବୀରେନ୍ଦ୍ର ସାର ଆପଣଙ୍କୁ ଧନ୍ୟବାଦ
ପଣ୍ଡା ସାର ଙ୍କ ଅଭିଜ୍ଞତା ଯାହା ଅଛି , ଏମିତି ଗୁରୁ ଜନଙ୍କୁ ଶତକୋଟି ପ୍ରଣାମ, ତାଙ୍କର ଉପଦେଶ କୁ ବୁଝିପାରି କାମ ରେ ଲଗାଇଲେ ପ୍ରକ୍ରୃତରେ ଶାନ୍ତି ଫେରି ଆସନ୍ତା। "ଜୟ ଜଗନ୍ନାଥ"
ବହୁତ ବହୁତ ଧନ୍ୟବାଦ ♥️🙏👍❤️କର୍ମଅନୁସାରେ ଜାତି ଏହା ମୋମତରେ ଠିକ ♥️
ବିରେନ୍ଦ୍ର ପଣ୍ଡା ଆଜ୍ଞା ଙ୍କୁ ସାଦର ନମସ୍ତେ ।
ଯୁକ୍ତି ପୂର୍ଣ୍ଣ ଉପସ୍ଥାପନା କରୁଛନ୍ତି 🙏🙏🙏💐
ଧାନ ବୁଣିଲେ କେବଳ ଧାନ ପାଇବା ।କିନ୍ତୁ 1001 ଧାନ ବୁଣିଲେ 1014 ଧାନ ପାଇବା କି?
ଧନ୍ୟବାଦ,ପଣ୍ଡା ମହୋଦୟ ନମସ୍ତେ।
ଆଜି ସନାତନ ଧର୍ମ ଯଦି ନଷ୍ଟ ହେଇଚି କେବଳ ଏଇ ବ୍ରାହ୍ମଣ ଙ୍କ ପାଇଁ।
ଆପଣ ନିଜକୁ କଣ ଭାବୁଛନ୍ତି ବ୍ରାହ୍ମଣ ମାନଙ୍କୁ ଏପରି କଥା କେହୁ ଛନ୍ତି
Right katha
ସତ କହିଲେ
@@alekhkumarpanda7999 ଆପଣ ଜଣେ ଅହଙ୍କାରୀ ଅଟନ୍ତି
Right katha
ପଣ୍ଡିତ ବୀରେନ୍ଦ୍ର ପଣ୍ଡା ମହୋଦୟ.. ଆଜି ଆପଣ ପ୍ରମାଣ କରି ଦେଖେଇଲେ ପକୃତରେ ଆପଣ ବେଦଶାସ୍ର ଗବେଷକ 🙏🙏🙏🙏🙏ଅତି ସୁନ୍ଦର ଓ ଉଚକୋଟିର ଆପଣ ଙ୍କ ଭାବନା ଓ ପରିବେଷଣ.. Asa କରୁଛି ଅନ୍ୟାନ ବରଣ୍ୟ ବିଦ୍ୟାନ ମାନଙ୍କୁ ସେ ଆପଣଙ୍କ ଠାରୁ କିଛି ଶିକ୍ଷା ଲାଭ କରନ୍ତୁ 🙏🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏
😊ମୁଁ ଜ୍ଞାନରେ ବ୍ରାହ୍ମଣ, ଯୁଦ୍ଧରେ କ୍ଷେତ୍ରୀୟ, ଉପର୍ଜନରେ ବୈଷ୍ୟ ଓ ସେବାରେ ଶୁଦ୍ର ମନେକରେ।⛳
Birendra panda, you are great 👍
ସତରେ👍
ବୀରେନ୍ଦ୍ର କୁମାର ପଣ୍ଡା ଜଣେ ବହୁତ୍ ଭଲ ମଣିଷ ଟିଏ ବେଦ କୁ ଭଲ ଭାବରେ ବୁଝିଚନ୍ତି ବହୁତ ବହୁତ ଧନ୍ୟବାଦ ଜଣାଉଛି ହୂର୍ଦ୍ୟ ୟର ସହିତ ଜୟ ଜଗନ୍ନାଥ
ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କ କଥା ହିଁ ଯୁକ୍ତି ଯୁକ୍ତ ଓ ଗ୍ରହଣୀୟ ଯାହା କି ସମାଜ ର ମଙ୍ଗଳ ଓ ଉନ୍ନତି ପାଇଁ ଆବଶ୍ୟକ । ସମସ୍ତେ ଆଲୋଚନା ରେ ଅଂଶ ଗ୍ରହଣ କରିଥିବାରୁ ଧନ୍ୟବାଦ ।
;
❤😊😅😮😢🎉😂 40:38
ବିବାହ କଲା ବେଳେ ଖୋଜୁଛ ଜାତି ରକ୍ତ ନେଲା ବେଳେ ଜାତି ଖୋଜୁଛ, ନା ନାହିଁ
Right 👍
Right
Sata ❤
𝐉𝐚𝐲𝐚 𝐛𝐡𝐞𝐞𝐦
ମୋ ମତରେ ଜାତି ହେଉଛି ଜନ୍ମରୁ କିନ୍ତୁ କର୍ମ ଅନୁସାରେ ତାହା ବଦଳି ଯାଏ l
Birendra panda is always right
କାଳିଆ ପାଖରେ ନାହିଁ ଲୋ ଜାତି ଅଜାତି
ପଣ୍ଡା ବାବୁ ଙ୍କ ମତରେ ଯେ କେହି ବି ସଂସ୍କାରିତ ହୋଈ ବ୍ରାହ୍ମଣ ହୋଈ ପାରିବେ
ଧର୍ମ ର ସମ୍ବିଧାନ, ଚାରିଧାମ ଶଙ୍କର୍ଚ୍ଚାର୍ଯ୍ୟ ବୋଲି କିଛି ରହିବନାହିଁ, ବିଧର୍ମୀ ମାନଙ୍କର ଆକ୍ରମଣ ରେ ଧର୍ମ ଲୋପ ପାଇଯିବ, ପ୍ରତେକ ଧର୍ମ ର ସମ୍ବିଧାନ ଅଛି, ଏ ଧର୍ମ ର ମୂଳ କୁ ନଯାଇ ପଣ୍ଡା ବାବୁ ଆଧୁନିକ ମତ ଦେବା ମୁ ଠିକ ମନେ କରୁନାହିଁ, ଜୟ ଜଗନ୍ନାଥ
Sir sanskarita hela pare brahman hoi na pare sata bt brahman sadrusa hoi pariba ta
@@gobindachandrasatapathy4685 balata janichu panda sar TQ kahuchanti
ବ୍ରହ୍ମ ମାନେ କଣ
ମନ୍ଦିର ର ପୂଜା ପାଇଁ ବ୍ରାହ୍ମଣ ଦରକାର କଣ ପାଇଁ।
@@gobindachandrasatapathy4685 କଣ ଧାର୍ମିକ ସମ୍ବିଧାନ ଅଛି?
ଆପଣଙ୍କ ଯୁକ୍ତି ବହୁତ ସୁନ୍ଦର ବୀରେନ୍ଦ୍ର ପଣ୍ଡା ମହୋଦୟ 🙏 ଏହାକୁ କୁହାଯାଏ ପ୍ରକୃତରେ ଜ୍ଞାନୀ 👌କିନ୍ତୁ ଜାତି ବାଦ ସମ୍ପୂର୍ଣ୍ଣ ଉଛେଦ କରିବା ଉଚିତ
ବିରେନ୍ଦ୍ର sir ଙ୍କୁ ମୋର ହୃଦୟରୁ ପ୍ରଣାମ ଆପଣ ଠିକ୍ କହୁଛନ୍ତି ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ
Panda sir you are right
Virendra Sir is a great reformer . This society should follow his thoughts .
St to go See
ଗୁରୂଜୀ ବିରେନ୍ଦ୍ର ପଣ୍ଡା ମହୋଦୟ ଚିର ନମସ୍ଯ ତାଙ୍କ ଶୀଲ କଥା ଏବଂ ଯୁକ୍ତି ଯୂକ୍ତ କଥା ପାଇଁ ।।🙏🏻🙏🏻🙏🏻🙏🏻
ଜାତି ବନେଇଛି ବ୍ରାହ୍ମଣ ଭେଦ୍ଧ ଭାବ କରିଛି ବ୍ରାହ୍ମଣ
ଆମକୁ ଜାତୀ ହିଁ ଦରକାର ନାହିଁ ନା ଜନ୍ମରୁ ନା କର୍ମରୁ।
ବୀରେନ୍ଦ୍ର ପଣ୍ଡା ଙ୍କ ଭଳି ଯଦି ସମସ୍ତେ ହେତୁବାଦୀ ହେଇ ପାରିବେ ତା ହେଲେ ହିନ୍ଦୁ ଧର୍ମ ଖଣ୍ଡ ବିଖଣ୍ଡିତ ହେବ ନାହିଁ ତେଣୁ ପ୍ରତେକ ବ୍ୟକ୍ତିଙ୍କ ଚିନ୍ତାଧାରା ବୀରେନ୍ଦ୍ର ସାର ଙ୍କ ପରି ହଵା ଦରକାର 🙏🙏🙏🙏🙏
ନିହାତି ଭାଇ ସପୋଟ କର ପ୍ଲଜ଼ 🙏
Eaha hi heba
ବହୁଲୋକ ମାନୁଛନ୍ତି ବୋଲି କୁହନ୍ତୁ ନାହିଁ ଯାହା ସତ୍ୟ ତାହା ହିଁ ମାନଙ୍କୁ 🙏🙏🙏ଅତି ସୁନ୍ଦର୍ ପଂକ୍ତି....you are universal right sri ସୁରେନ୍ଦ୍ର ପଣ୍ଡା ସାର୍ ମହାଶୟ 🙏
You are absolutely right Sir
ବିରେନ୍ଦ୍ର ପଣ୍ଡା ସବୁବେଳେ ନମନୀୟ 🙏🙏🙏🙏
ଏଇଭଳି ଆଲୋଚନା ଅତି ସୁନ୍ଦର୍ , ଏମାନେ ସମସ୍ତେ ଜଣେ, ଜଣେ ଭଲ ଜ୍ଞାନୀ ବ୍ୟକ୍ତି , ଅତି ଉଚ କୋଟିର ଓ ଅତି ସୁନ୍ଦର୍ ଆଲୋଚନା
ପଣ୍ଡା sir ଙ୍କ ଉପସ୍ଥାପନା 100%ଠିକ କଥା 🙏🏻
ବୀରେନ୍ଦ୍ର ବହୁତ ବହୁତ ଭଲରେ ବୁଝାଉଛନ୍ତି ମୂର୍ଖ ପଣ୍ଡିତ ମାନେ ବୁଝୁନାହାନ୍ତି ମଣିଷ ମାନେ ମଣିଷ ପଶୁ ମାନେ ପଶୁ l ମୋ ଜାତି ବଡ ମୁ ପଣ୍ଡିତ ଏହା ଚାଲାକି ଏବଂ ଅହଂକାର ଏଲୋକ ପର ସମ୍ପତି ଠକି ଖାଏ
ଜୟ ଭୀମ
ଭାଇ ଠିକ୍ କଥା
ua-cam.com/video/xX5NU0QV1IE/v-deo.html
Absolutely right
ବୀରେନ୍ଦ୍ର ପଣ୍ଡା ମହୋଦୟ 🙏ଓ💯%✅️ କଥା କହିଛନ୍ତି
Karmaru hi jati
ବୀରେନ୍ଦ୍ର ସାର ବହୁତ ସୁନ୍ଦର ବୁଝାଉଛନ୍ତି 👌👌🙏🙏🙏🙏.. ବାକିଲୋକ ବୁଝିପାରୁନାହାନ୍ତି 🤔🤔🤔
ଆମର ଲକ୍ଷ୍ୟ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଉ 🙏🚩ଆମେ ସମସ୍ତେ ସନାତନୀ 🙏
Kan tuma manku
ବୀରେନ୍ଦ୍ର ପଣ୍ଡା ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ.ତାଙ୍କର ଯୁକ୍ତି, ତତ୍ୱ ଓ ଉପସ୍ଥାପନା ଖୁବ ଉଚ୍ଚ କୋଟିର. 🙏
ବୀରେନ୍ଦ୍ର ପଣ୍ଡା ଙ୍କୁ ଶତ କୋଟି ନମନ
Birendra sir is right 👍ମଣିଷ ଗୋଟିଏ ଜାତି
1000 jatita
Birendra panda sir is great...... I respect their thought process
Brahmana jadi chiken dokana kare chiken khaa taku kana kahiba
ମୁଁ ସେତେବେଳେ ଭଗବାନ ଙ୍କୁ ମନିବି ଯେତେବେଳେ ତମମାନଙ୍କ ଭଗବାନ ଆମ ଆଦିବାସୀ ଜାତି ରେ ଜନ୍ମ ନେବେ🙏🙏
Prabhu jagannath bhi ta sabar nka hata ru puja pau thile jothi bhagwan jati dekhi nahanti tebe ame manisa kn jati dekhiba
You are 100% right🙏, Jay jagannath 🙏🙏🙏
Bhagaban janma neleni
Siba Thakur nka jati kn
Birendra siarnku.koti.pranama🙏🙏🙏
ଜାତି ଦୁଇ ପ୍ରକାର ଗୋଟେ ସ୍ତ୍ରୀ ଗୋଟେ ପୁରୁଷ
Right
It is very true
Bt constitutionally same
1
ବିରେନ୍ଦ୍ର ପଣ୍ଡା ମହୋଦୟଙ୍କ ଆଦର୍ଶ ମତାମତ ପାଇଁ ହୃଦୟରୁ କୋଟି ପ୍ରଣାମ ଜଣାଉଛି।
ଜାତି ବାଦ ଉଠେଇ ଦିଆ ଯାଇଛି ସମସ୍ତ ଙ୍କୁ ସମାନ ଅଧିକାର ଦେଇ ସଂରକ୍ଷଣ ଉଠାଇ ପ୍ରକୃତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆ ଯାଉ ସମସ୍ତେ ମନ୍ଦିରରେ ପ୍ରବେଶ ଅଧିକାର ଦେବା ଦରକାର,
କେବେ ଉଠିଲା? ଜାତିଭେଦ,ଭଳି ଅମାନବୀୟ ପ୍ରଥା ବନ୍ଦ ହେବା ଦରକାର।। ତାପରେ ସଂରକ୍ଷଣ ସମାନତା ମନ୍ଦିର ରେ ବି ସମସ୍ତ ଙ୍କ ଅଧିକାର ରହିବା ଦରକାର ।।
Mandir Ku jibanahi....karan tame Sudra hua.
@@ashokkumarnayak3300 you are ki kiiiiooop
@@ashokkumarnayak3300 pgcvgh
@@ashokkumarnayak3300 uh bj hi 8
ସମସ୍ତେ ନିଜ ନିଜ ସ୍ୱାର୍ଥ ପାଇଁ ନିଜ ନିଜର ମାତା ପୋଷଣ କରୁ ଛନ୍ତି, ପ୍ରକୃତ ରେ ଜାତି କେବଳ ଗୋଟିଏ ତାହା ମଣିଷ ଜାତି
All are equal ❤
କର୍ମଫଳ ଯେଉଁ ବ୍ୟକ୍ତିକୁ ବାନ୍ଧିପାରେ ନାହିଁ ଅର୍ଥାତ ଯେଉଁ ବ୍ୟକ୍ତି ଗୁଣାତୀତ, ପ୍ରକୃତରେ ସେ ହିଁ ବ୍ରାହ୍ମଣ : ସପ୍ରେମ ଜୟଜୀବ🌷🌷👌👌💯💯👏👏👍👍🙏🙏🙏🙏
Semane janmru brahmana ta tenu bujhiparunahanti
ବିରେନ୍ଦ୍ର ପଣ୍ଡା ମହୋଦୟ ଉଚିତ୍ ଯୁକ୍ତି ବାଢ଼ିଛନ୍ତି।
Birendra panda is right
ମହୋଦୟ ବୀରେନ୍ଦ୍ର ପଣ୍ଡା ଯାହା କହିଲେ ଠିକ ଧନ୍ୟବାଦ ବୀରେନ୍ଦ୍ର ମହୋଦୟ 👌👌👌👌👌👌👌
ବୀରେନ୍ଦ୍ର ବାବୁ ଠିକ କହୁଛନ୍ତି 🌹🌹🌹🙏
କର୍ମ କୁ ନେଇ ଜାତି ହେଇଚି ଦୁଇ ଟି ଜାତି ନାରୀ ପୁରୁଷ 👍👍
କିନ୍ତୁ ଜିନ ସମାନ ନୁହଁ, ବିଜ୍ଞାନ ମତ
Right
All not brah.aru jati karmru ati parant all communit never do their tradition
brahmana sudra sampark thilesebrahmana or oBC
ବିରେନ୍ଦ୍ର ପଣ୍ଡା ସାର ପ୍ରଣାମ ଓ ଫୁଜନୀୟ ଆଉ ସବୁ ଗୋଲିଆ ସଂଙ୍କରା
ଯେଉଁମାନେ ଜାତିବାଦ କୁ ସମର୍ଥନ କରିଛନ୍ତି ସେମାନଙ୍କୁ ପ୍ରଶ୍ନ 1500 ବର୍ଷ ପୂର୍ବରୁ ସମସ୍ତଙ୍କ titel ଖୋଜି କୁହନ୍ତୁ।
କଳିଯୁଗ ୫୦୨୩ବର୍ଷ ହେଲାଣି ଇଏ ୧୫୦୦ବର୍ଷ ପଚାରୁଛି ।
@@suryasadhika4157 bekar chij nai kaha jug Bali kichi nai
ସୁନ୍ଦର ପ୍ରଶ୍ନ ଆଜ୍ଞା, ଧନ୍ୟବାଦ
ଠୀକ କହିଲ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏👍🌹
@@suryasadhika4157 taahele... Ye prashan ra uttara dia
ଧନ୍ୟବାଦ ପଣ୍ଡିତ ମଂଚ ନମସ୍କାର ଆପଣଙ୍କ କହିବାଶୈଳି
ଯଦି କର୍ମରୁ ଜାତି ପରିଚୟ ସୃଷ୍ଟି ହୋଉଛି ତେବେ ଜାତି କଥା ଏବେବି କଣ ପାଇଁ ଉଠୁଛି
Birendra sir really apanka pari loka bahut bahut darkar🙏🙏🙏🙏🙏🙏
Birendra guruji is right koti koti pranam 🙏🙏🙏🙏🙏
Sair🙏ଏମିତି ପ୍ରୋଗ୍ରାମ ପୂର୍ବରୁ ଜଣାଇବେ କି ମୁଜିବାପାଇଁ ଚାଁହୁଛି 🙏
best conversation birendra sir
ସୃଷ୍ଟି ରୁ ମଣିଷ ଜାତି ,ଲିଂଗ ଅନୁସାରେ ପୁରୁଷ ଓ ସ୍ତ୍ରୀ ର ନିରୂପଣ କରାଯାଇଛି , କର୍ମ ଅନୁସାରେ ବୃତ୍ତି ହୋଇଥାଏ ! କେବଳ ବିବାହ ପାଇଁ ସମାଜରେ ବ୍ରାହ୍ମଣ ମାନେ ବୃତି କୁ ଜାତିର ସଂଜ୍ଞା ଦେଇଛନ୍ତି , ରାଜରାଜୁଡା ତଥା ଜମିଦାରୀ ଶାସନ ରେ ରାଜ୍ୟ ଓ ସମାଜ ମୁରବି ମାନେ ଓ ସେ ସମୟର ପଣ୍ଡିତ ମାନେ ସମାଜକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ମାତ୍ର ଶାସ୍ତ୍ରରେ ଯାହା ଲେଖା ଅଛି ସେ ଅନୁସାରେ ସମାଜରେ ତାହା ଚାଲୁନାହିଁ । ସରକାର ସମସ୍ତ ସାଂଗିଆ ଓ ଜାତି ସମାପ୍ତ କଲେ ଦେଶର ଉନ୍ନତି ହେବ !
Birendra Sir is great...
Birendra sir is great
Excellent Birendra Panda sir. ଏ ସଂସାର ରେ ପ୍ରକୁତ ଜ୍ଞାନୀ ବ୍ୟକ୍ତି ବହୁତ୍ କମ୍। ଜାଣେ ଜ୍ଞାନୀ ହିଁ ଠିକ୍ କଥା ବୁଝି ପାରିବେ। Keep your spirit High, GOD BLESS ALWAYS WITH YOU.
Thik
ବିରେନ୍ଦ୍ର wrong
ଠୀକ କହିଲ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🌹
ବହୁତ ବହୁତ ଧନ୍ୟବାଦ ପଣ୍ଡା ମହୋଦୟ ଆପଣଙ୍କୁ କୋଟି କୋଟି ନମସ୍କାର ଧନ୍ୟବାଦ
ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କ ତଥ୍ୟ ଶାସ୍ତ୍ର ଆଧାରରେ ହୋଇଛି ।ସୁନ୍ଦର ତର୍କ ଦେଇ ଛନ୍ତି ।
ଇଶ୍ୱରଙ୍କ ଦୃଷ୍ଟିରେ ଜାତି କିଛି ନାହିଁ ସେ ସମସ୍ତଙ୍କୁ ପ୍ରେମ କରନ୍ତି
ଇଶ୍ଵର ଙ୍କ ଠାରୁ ଚାରି ବର୍ଣ୍ଣ ର ସୃଷ୍ଟି ହୋଇଛି । ଜୟ ଶ୍ରୀ ରାମ
@@priyacharandas653 👇4kahila hebani 4kana janiba najani kahiba
ମଣିଷ ଜାତି ହିଁ ଏକ ଜାତି l ବିରେନ୍ଦ୍ର ପଣ୍ଡାଙ୍କ ଆଲୋଚନା ଭଲ ଲାଗିଲା l
ଗୋଟେକଥା ମନେରଖ ମଣିଷ ତାର କର୍ମ କୁ ନେଇ ବ୍ରାହ୍ମଣ ହୋଇଥାଏ। ଜାତୀଦ୍ବାରା କେହି ବ୍ରାହ୍ମଣ ହୋଇନଥାଏ। ବ୍ରାହ୍ମଣ ତାକୁ କୁହାଯିବ ଯିଏ ବ୍ରହ୍ମଚର୍ଯ୍ୟ ପାଳନ କରେ,ମାନେ ତାମସିକ କାର୍ଯ୍ୟ,ଖାଦ୍ୟ,ଦୃଷ୍ଟି ଓ ବ୍ୟବହାର ଠାରୁ ଦୂରରେ ରହି ସାତ୍ବିକବୃତି ଆପଣାଏ ସିଏ ବ୍ରାହ୍ମଣ। ଆମର ଅଧିକାର ନାହିଁ କାହାକୁ ଉଚା ନିଚା ଦେଖିବା। ସେହି ସଂସାର ପାଇଁ ଶତୃ ଯିଏ ଯାତି ଭେଦ ଆଣୁଛି ।ସେଥିପାଇଁ ହିନ୍ଦୁ ମୁସଲିମ ଶିଖ୍ ଇଶାଇ ଆମେ ସମସ୍ତେ ଭାଇ ଭାଇ
ଜାତି ମନର ବ୍ୟାଧି
ଜୟ ଜଗନ୍ନାଥ ମ ବୁଝି ବା ଭିତରେ ମଣିଷ ଗୋଟେ ଜାତି ତାକୁ ପୁଣି ତିନି ପ୍ରକାର ସୃଷ୍ଟି କରା ଯାଇଛି ଯଥା ନାରୀ. ପୁରୁଷ.. ଏବଂ ଯେଉଁ ମାନେ ପୁରୁଷ ନୁହେଁ କୀ ନାରୀ ନୁହେଁ ଏ ତିନି ପ୍ରକାର ଜାତି କିନ୍ତୁ ଏ ସବୁ ମଣିଷ ଜାତି ଏଣୁ ଆମେ ଯଦି ଏହାକୁ ସମ୍ପୃନ ଜାଣି ବା ପାଇଁ ଚାହେଁ ତାହେଲେ ଭଗବାନ ଙ୍କ ର ସୃଷ୍ଟି କେମିତି ଆରମ୍ଭ ହେଇଥିଲା ଶେଇ ଜାଗା କୁ ଯାଇ ଖଜ ସବୁ ପ୍ରଶ୍ନ ର ଉତ୍ତର ପାଇ ଯିବେ... ମଣିଷ ଜାତି ଟା କେତେ ପ୍ରକାର ସବୁ ପ୍ରଶ୍ନ ଉତ୍ତର ନିଜେ ପାଇ ଯିବ ଜୟ ଜଗନ୍ନାଥ
Birendra sir is cent percent right. Society needs such type reformer
Yes 👍
Yes his arguments is scientific and genuine
Birendra panda jii🙏
🙏🌹 ବୀରେନ୍ଦ୍ର SIR RESPECTED, YOU TOLD RIGHT. THANKS 🙏
ସତ୍ୟ ଯୁଗରୁ କର୍ମ ରୁ ମାନସ ଜାତି, ତାପରେ କୁଳ ଓ କର୍ମ ରୁ ଜାତି, ଶେଷ ରେ କଳି ରେ କର୍ମ ଧର୍ମ କୁଳ ଅଧିକାର ରୁ ଜାତି ନିର୍ଣ୍ଣୟ କରି ସମାଜରେ ବସ ବାସ କରୁଛନ୍ତି, ସବୁ ସରି ଯିବସତ୍ୟରେ ଯାହା ଥିଲା ସେଇଆ ହେଇ ଯିବ, କଳି ରେ ସବୁ freedom fighter କାହାକୁ ରୋକିବ କିଏ ଶେଷ ସମୟ ଟଙ୍କା ପଛରେ ସମସ୍ତେ
ଵିରେନ୍ଦ୍ର ପଣ୍ଡା ସାର ଙ୍କୁ ସତସତ ନମନ 🙏
ଜାତି ଯୋନି ରୁ ବର୍ଣ୍ଣ କର୍ମ ରୁ ।
ଆପଣ ମା ଆଡରୁ ଜାତି କି
ଆଞା !! ଜାତି କର୍ମ ରୁ । ❗⚜️❗⚜️❗⚜️❗⚜️❗⚜️❗⚜️❗⚜️❗⚜️
Birendra sir is a great scholar, such a great revolutionary.....I appreciate his wisdom 🙏
ତ୍ରିପାଠୀ ଆର୍ମି ଜାଣିନୁ ହେ। କିନ୍ତୁ ବ୍ରାହ୍ମଣ ବି ମଣିଷ।।ପଶୁମାନେ।ଅଲଗା ଅଲଗା ଜାତି।ଚେନାଲକୁ।ଆସୁଛ।ଭାଷାଭଲକିଵୁଝାଇ
ବ।ବୟଷବେଶିହୋଇଗଲାଣୀ