Це відео не доступне.
Перепрошуємо.

‘ରତ୍ନଭଣ୍ଡାରକୁ ଯାଇଥିବା ଜଣେ ବ୍ୟକ୍ତି ଉଭାନ ହୋଇଯାଇଥିଲେ’ | Odisha Reporter

Поділитися
Вставка
  • Опубліковано 13 лип 2024
  • ରତ୍ନଭଣ୍ଡାରର ରହସ୍ୟମୟୀ କାହାଣୀ କହିଲେ ଐତିହ୍ୟ ବିଷାରଦ ସୁରେନ୍ଦ୍ର କୁମାର ମିଶ୍ର । ଅନେକ ବର୍ଷ ପୂର୍ବେ ବେତାରେ ବସାଇ ଜଣେ ବ୍ୟକ୍ତିଙ୍କୁ ଦୁହୁଡ଼ି ସହ ତଳ ରତ୍ନଭଣ୍ଡାରକୁ ଛଡ଼ାଯାଇଥିଲା । କିନ୍ତୁ ତଳରତ୍ନଭଣ୍ଡାରକୁ ଛାଡ଼ିବା ପରେ କିଛି ସମୟ ପରେ ହାଲୁକା ଲାଗିବାରୁ ବେତାଟିକୁ ଉପରକୁ ଆଣି ଦେଖିଲା ବେଳକୁ ସେଥିରେ ସେ ଲୋକ ଜଣକ ନଥିଲେ । ଦୁଇ ତିନୋଟି ପାରା ସେଥିରେ ଲାଗିଥିଲେ । ଏହାପରେ ସମସ୍ତେ ଭୟଭୀତ ହୋଇଯାଇଥିଲେ, ଆଉ ଅଧାରୁ ରତ୍ନଭଣ୍ଡାର ଗଣତି ବନ୍ଦ କରିଦେଇଥିଲେ ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Ratnabhandar #mystery #puri #Srimandir #JayJagannath

КОМЕНТАРІ • 51

  • @raghumaninayak9593
    @raghumaninayak9593 Місяць тому +36

    ନାନା ମୁନି ନାନା ମତ ଦିଅନ୍ତି,କିନ୍ତୁ ପ୍ରଭୁଙ୍କ ରତ୍ନ ଭଣ୍ଡାର ଗଣତି ସୁରୁଖୁରୁ ହେଉ ଜୟ ଜଗନ୍ନାଥ ⭕❗⭕🙏🕉️🚩🇮🇳

    • @Humanity299
      @Humanity299 29 днів тому +2

      ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ଓଏଏସ୍ ରବୀନ୍ଦ୍ର ନାରାୟଣ ମିଶ୍ର ବି କିଛି ଏମିତି କହୁଥିଲେ

    • @BasantaNayak-ki5wd
      @BasantaNayak-ki5wd 29 днів тому

      ଏଇଟା ତୁମ ପୁରୋହିତ ମାନଙ୍କର ଜଜମାନୀ କଥା ନୁହେଁ କିମ୍ବା ପାରମ୍ପରିକ କୁଟିଳ କୂଟନୈତିକ ବୟାନ ଦେଇ ଭଣ୍ଡୁର କରିବା ଆଉ ସମ୍ଭବ ନୁହଁ

  • @BasantaNayak-ki5wd
    @BasantaNayak-ki5wd Місяць тому +9

    ପ୍ରଣାମ ଗୁରୁଜୀ ! ଓଡ଼ିଶାର ପ୍ରକୃତ ଇତିହାସ କୁ ଲୋକେ ଜାଣିଲେ ଲୋକ ମାନଙ୍କର ମଂଗଳ ,କଲ୍ୟାଣ ହେବ, ସେଥିପାଇଁ ଆଜି ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ମୁଖରେ ଏ ସଵୁ କଥା ଶୁଣାଉଛନ୍ତୀ ! ଏଥର ସଠିକ୍ ଵଜ୍ରା ଆଘାତ ଓଡିଆ ଜାତିର ମେରୁଦଣ୍ଡ ର ପ୍ରାଣ ସ୍ୱରପ ଯୁବ ସମାଜ ର ଚିନ୍ତା ଚେତନା ଉପର ପଡ଼ିବ

    • @seemamishra4118
      @seemamishra4118 29 днів тому +1

      ଅତି ସୁନ୍ଦର୍ ଯା ଶରୀର ।ଇ ଷତହାସ୍ୟ ବିମ୍ବାଧର 🙏🏿 ସେ ସ୍ଥାନରେ ଓଁକାର ପୁରୁଷ ପରମ ପିତା ପରମେଶ୍ବର ଅଛନ୍ତି।

  • @routking8192
    @routking8192 Місяць тому +2

    ତଳ ରତ୍ନଭଣ୍ଡାର ହୁଏତ ଟ୍ରକ ଭରାପରୀ ରତ୍ନ ଥାଇପାରେ 40 ଟା ରାଜାଙ୍କର ପ୍ରବଳ ସୁନା ଅଳଙ୍କାର ହେଇଥିବ ରବୋଟ ରେ ଖୋଜିଲେ ଜଣା ପଡିବ

  • @anubhapanda9761
    @anubhapanda9761 Місяць тому +6

    Very good knowledge

  • @akshayakumarbhol4132
    @akshayakumarbhol4132 Місяць тому +2

    ସାଥିରେ ରତ୍ନ ତାଲିକା ନେଇ ରତ୍ନ ଭଣ୍ଡାରରେ ତଦାରଖ କମିଟି ପ୍ରବେଶ କରିଛି ନା ଖାଲି ହାତରେ ଅନ୍ଧାର ଘରେ ସିନେମା ଦେଖିବାକୁ ଯାଇଛି , ଜାଣି ହେଉନି ।

  • @user-tu1vl9oh5t
    @user-tu1vl9oh5t Місяць тому +2

    Jay jagannath swami

  • @GOPINATHBHOI-yn6ux
    @GOPINATHBHOI-yn6ux Місяць тому +9

    Anek loka anek katha kahuchhanti lekin ratna bhandar sathik katha kahauku jana nahin jay jagannath

  • @baishnabcharansahoo7420
    @baishnabcharansahoo7420 Місяць тому +1

    Kedarnath mandir ru amane 228 k g gold gayab kari purimandr ku asichanti

  • @rabindranathmishra7809
    @rabindranathmishra7809 Місяць тому +3

    Right sir.

  • @bijayaharichandan1592
    @bijayaharichandan1592 Місяць тому +2

    ଗାଲୁଆଙ୍କ ର ବାରବାଟୀ ଚାଷ

  • @subasnayak1510
    @subasnayak1510 Місяць тому +1

    ଗାଲୁ ଗପ

  • @debendrasa
    @debendrasa Місяць тому +3

    ଏବେ 19 ତମ ଲୂଟ ର ପ୍ରୟାସ

  • @himansupatra9717
    @himansupatra9717 Місяць тому +2

    ସବୁ ଅତିରଞ୍ଜିତ କଥା.

  • @purusottamnayak7939
    @purusottamnayak7939 Місяць тому +5

    ଏଇ ଲୋକଟି ସ୍ବର୍ଗ ରୁ ଆସିଛି

  • @prafullakumarbehera7774
    @prafullakumarbehera7774 Місяць тому +1

    ଲୋକ କଥା ପ୍ରକୃତ ତଥ୍ଯ ଏବେ committee ସଦସ୍ୟ ଜାଣି ପାରିବେ

  • @saratbiswal9258
    @saratbiswal9258 Місяць тому +3

    Mahasaya apan ku beta re purei 3 ratna bhandar ku patha jau,Apan hisab kari kahibe,pakala hoigalani seithi nikhoj hele mukti paijiba.

  • @sushilray4557
    @sushilray4557 Місяць тому +1

    Very very good opinion

  • @chinmayasahoo4805
    @chinmayasahoo4805 29 днів тому

    କଂଚା ମନଗଢା କଥା

  • @BasantaNayak-ki5wd
    @BasantaNayak-ki5wd Місяць тому

    ଶତାବ୍ଦୀର ଏକ ମହାନ ଗଣତାନ୍ତ୍ରିକ ପ୍ରଶ୍ନ ଓଡ଼ିଆ ଅସ୍ମିତା ର ବିଜ୍ଞାନ ଓ ଇତିହାସ ଜ୍ଞାନ ର ଯୁବ ସ୍ବାଭିମାନ ତଥା ପରିଚୟ ପତ୍ର ହେବ ।

  • @BasantaNayak-ki5wd
    @BasantaNayak-ki5wd Місяць тому

    ଆଜି ଭାରତଵାସୀ ,ଆର୍ଯ୍ୟଭୂମି ର ଅମୃତ ସନ୍ତାନଗଣ କଣ ପାଇଁ ଆଜି ଏତେ ପଛଘୁଞ୍ଚା,ଳ୍କିଵତା କଣ ପାଇଁ ପ୍ରଦର୍ଶନ କରୁଛନ୍ତି , ଇତିହାସ କୁ ରୋମନ୍ଥନ କରିବା କ୍ଷମତା ହରାଇ ବସିଛି

  • @gaganparida811
    @gaganparida811 Місяць тому +2

    Galu katha kuhani

  • @rubiashokpanda3019
    @rubiashokpanda3019 Місяць тому +1

    Jay Jagannath

  • @kanchanapathra3129
    @kanchanapathra3129 Місяць тому

    ❤❤❤omshanri
    🙏💅🇲🇰🇮🇳🌹💅🇲🇰🇮🇳🙏❤👌❤🙏🇮🇳🇲🇰💅🇮🇳

  • @bishnumallick4372
    @bishnumallick4372 Місяць тому

    Please wait.

  • @Loneco
    @Loneco Місяць тому +1

    Ubhana heinathile tame mane dariki taku sudanga re chadi asithila au se sei bhitare mrutu barana karithile😢

  • @prasantachaudhury8250
    @prasantachaudhury8250 Місяць тому +1

    Mausa story 😢

  • @s.k.sahoo2
    @s.k.sahoo2 Місяць тому +1

    Fake

  • @pintukhuntiakattarhindurss3697
    @pintukhuntiakattarhindurss3697 Місяць тому +3

    Chesta Kariba ....

  • @harekrushnapujari.7337
    @harekrushnapujari.7337 Місяць тому

    କଳିଯୁଗେ ସବୁ ସମ୍ଭବ, କିନ୍ତୁ ନ ଡରିକି ଗଲେ

  • @kiranbehera8309
    @kiranbehera8309 Місяць тому

    କୁଲା ଏବ ମାନେ ଏବ କିଛି ଏବନି

  • @rupalibehera3377
    @rupalibehera3377 Місяць тому +1

    Sabu raja manankara mukuta nathiba

  • @gourangasahoo1216
    @gourangasahoo1216 26 днів тому

    Setebele cc tv nathila bodhe ......

  • @ramachandrapanigrahy8319
    @ramachandrapanigrahy8319 Місяць тому

    Who was that man and was he traced or not ? These are may be just rumours !

  • @NITYANANDAMALLICK_111.
    @NITYANANDAMALLICK_111. Місяць тому +1

    Galu gapa

  • @chitahem5495
    @chitahem5495 Місяць тому

    ଗଲୁ ଦସ 😂😂😂😂

  • @gaganparida811
    @gaganparida811 Місяць тому

    Kiye kahitile nabin babu aebe dekantu kn hela nibin na mohan

  • @adityamohapatravlogs09090
    @adityamohapatravlogs09090 Місяць тому +2

    Ye mogal nka bela ra loka ate sathik spasta bhaba re pura mantabya ku sata boli kahichanty

  • @Meenakaibartta
    @Meenakaibartta Місяць тому

    Bania chori Ratna bhandar

  • @UkilPutel
    @UkilPutel Місяць тому

    😅😅😅😅😅😅😂😂😂