Це відео не доступне.
Перепрошуємо.

ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18V

Поділитися
Вставка
  • Опубліковано 13 лип 2024
  • ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18VJagannath Temple Mystery: 46 साल बाद खुलेगा भगवान जगन्नाथ का रत्न भंडार|Ratna Bhandar Reopening
    LIVE : తెరుచుకోనున్న పూరీ జగన్నాథుడి రత్న భాండాగారం | Puri Temple Ratna Bhandar to Open Today
    LIVE : আজ Srimandir Ratnabhandar খুলবে । Puri র মন্দিরের রত্নভাণ্ডার to be Open Today । News
    Bhubaneswar: Odisha Law Minister Prithviraj Harichandan said that a permanent chief administrator of Shree Jagannath Temple Administration (SJTA) will be appointed soon and the process has already started.
    "This is one of the main issues in the first 100-day agenda of the government. Though no administrative irregularity has been observed, there is a need for a permanent chief administrator. Odisha government will take a decision in this regard soon," said Harichandan.
    #tunnel #mystery #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple
    #puriratnabhandar #srimandirratnabhandar #ratnabhandar #ratnabhandaropening #puri #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

КОМЕНТАРІ • 236

  • @lifeofpk4412
    @lifeofpk4412 Місяць тому +24

    ମହାପ୍ରଭୁଙ୍କ ଅନୁମତି ନେଲେ ,ଲୋକନାଥଙ୍କ ଆଜ୍ଞାମାଳ ନେଲେ , ମହାପ୍ରଭୁଙ୍କ ଇଛାନୁସାରେ ଆପଣ ମାନେ ଭିତରକୁ ଯାଇ ସୁରକ୍ଷିତ ଆସିଲେ । ବାହାରକୁ ଆସି ମଣିଷ ପକୃତି ଦେଖେଇ ଦେଲେ ଯେ ସେଗୁଡା ସବୁ ଗପ । ବା ଧନ୍ୟ ତୁମ ଭକ୍ତି ଭାବ କୁ । ଜଗାରେ ତୁ ହିଁ ଭରଷା ତୋ ଇଚ୍ଛାରେ ପତ୍ର ପା ହେଲେନି, ଏ ଛାର ମଣିଷ କଣ । ସାର ଗୋଟେ କଥା ସ୍ପଷ୍ଟ କଲେ ଯେ ସେ ଚାବି ରେ ତାଲା ଖୋଲିବନି ବୋଲି ସାର ଅନୁଭବ କଲେ ତାହାଲେ ନିର୍ଦ୍ଧିଷ୍ଟ ଚାବି ଗଲା କୁଆଡେ ।

    • @sky5215
      @sky5215 Місяць тому +7

      ହାଇଓ ବାବୁ,ସେ କଣ ମଣିଷ ପ୍ରକୁତି ଦେଖେଇଦେଲେ ? ଯାହା ଦେଖିଲେ ତାହା ଆସି କହିଲେ ତମେ ଯଦି ଦେଖିଚ କହୁନ ଟିକେ ଶୁଣିବେ ସମସ୍ତେ।ତମେ ଜଗନ୍ନାଥ ପ୍ରେମୀ ନା ଗପ ପ୍ରେମୀ ଟିକେ କହିବା ହେବେ କି
      ଲୋକ ଙ୍କୁ ଭୟଭୀତ କରି ସତ କୁ ଦବେଇ ଦେବା ପାଇଁ ଚାହୁଁଛ ବୋଧେ

    • @allaboutworld.....3983
      @allaboutworld.....3983 Місяць тому

      Are babu sabu sata kahiba thik nuha public re

    • @nibeditabal5800
      @nibeditabal5800 Місяць тому

      😊

    • @rashmibijaykumarmishra5543
      @rashmibijaykumarmishra5543 Місяць тому

      True

    • @milimohanty7232
      @milimohanty7232 Місяць тому

      Right

  • @sagarsahoo5874
    @sagarsahoo5874 Місяць тому +20

    ଚାବି କୋଉଠି ଥିଲା ଆଗ କହ, ଚାବି କାହା ପାଖେ ଥିଲା, କୋଉଠୁ ଆଣିଲ।

    • @supriyakumarmishra9177
      @supriyakumarmishra9177 Місяць тому +1

      Nai, apanankara dekhiba darkaar nahi, seta deba sampati.

    • @AshutoshKar-qp1jd
      @AshutoshKar-qp1jd Місяць тому +3

      Abe murkha se chabi re ba kholilani, asali chabi pandu nei paleichi

    • @sagarsahoo5874
      @sagarsahoo5874 Місяць тому

      @@supriyakumarmishra9177 Tame kn sabu dari gehi chaiti, dekhiba

  • @MTlifesoro
    @MTlifesoro 29 днів тому +1

    ଠିକ୍ କହିଛନ୍ତି ଆପଣ , ଯଦି ଚାବି ସବୁ ଆସିଥିଲା, ତେବେ ଭିତର ଘରର ଚାବି କୁଆଡ଼େ ଗଲା, ଏ ବିଷୟରେ କହିଲେନି।

  • @user-by2ri4it3r
    @user-by2ri4it3r Місяць тому +3

    ମୋତେ ଲାଗୁଛି ଏମାନେ କିଛି ଵୀ କରିନାହାନ୍ତି ଭିତରେ 3.4 ଘଣ୍ଟା ବସି ବସି ବାହାରେ ଆସି ସବୁ ମିଛ କଥା କହୁଛନ୍ତି..

  • @Sambalpurgobind
    @Sambalpurgobind Місяць тому +19

    ମହାପ୍ରଭୁ ଚଳନ୍ତି ଠାକୁର , ... ସେ ହିଁ ଶ୍ରୀ ମନ୍ଦିରର ସର୍ବାଧିକାରୀ , ମାଲିକ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ସେ ଯେତେବେଳେ ମାଉସୀ ଘର କୁ ଯାଇଛନ୍ତି, ତାଙ୍କ ଅନୁପସ୍ଥତିରେ ତାଙ୍କର ନିଜର ଘର ତାଲା ଭାଙ୍ଗି ଅଳଙ୍କାର ଦେଖିବା ଯୁକ୍ତିଯୁକ୍ତ ଲାଗିଲା ନାହିଁ 🥺

    • @supremesports7404
      @supremesports7404 Місяць тому +1

      Malika nathi le kn hela
      Malikani achanti
      Maa laxmi

    • @rashmibijaykumarmishra5543
      @rashmibijaykumarmishra5543 Місяць тому +1

      His Good Lady Maa Lakshmi Ji is there . His sister Maa Bimla is there .
      When our husbands are not at home don't we allow our support staff to our house ?

  • @minaketan5562
    @minaketan5562 21 день тому

    ଏବେ ବିଜେପି ସରକାର ଓଡ଼ିଶା ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରତ୍ନ ଭଣ୍ଡାର ସୁନା ଅଳଙ୍କାର ଲୁଟ୍ କରିବେ ଚୋର ସରକାର ତା ପରେ ଆନ୍ଧ୍ର ପ୍ରଦେଶ ର ତିରୁପତି ମନ୍ଦିର ର ରତ୍ନ ଭଣ୍ଡାର ଉପରେ ନଜର କରିଛି ବିଜେପି ସରକାର । କେଦାର ନାଥ ମନ୍ଦିର ସୁନା ଚୋରି କରିଛି ବିଜେପି ସରକାର ଆଉ ରାମ ରାଜ୍ୟ ର ରାମ ମନ୍ଦିର ରତ୍ନ ଭଣ୍ଡାର ବି ଲୁଟ୍ ହେଇଛି । ଏଇ ମାନଙ୍କ କଥାରେ କିଛି ତାଳ ମେଳ କିଛି ନାହିଁ ।

  • @bibhuprasaddas75
    @bibhuprasaddas75 Місяць тому +19

    କହୁ କହୁ କହିଦେଲେ ବହୁତ କଥା ଆହୁରି ବହୁତ କଥା କହିଲେନି ବି

  • @arunachandrarath639
    @arunachandrarath639 Місяць тому +44

    ମୁ ଜଣେ ଓଡ଼ିଆ ହିସାବ ରେ କହିବି. ଏ ସବୁ ଜୋ ହେଲା ବିନା ଭଗବାନ ରେ ସେଇଟା ଠିକ ନୁହଁ.
    ଯେହେତୁ ଭଗବାନ ବର୍ତ୍ତମାନ ମନ୍ଦିର ରେ ନାହାନ୍ତି.
    ବିଲମ୍ବ ତ ହେଲାଣି ଆଉ ୧୦ଦିନ୍ ବିଲମ୍ବ ହୋଇଥିଲେ କଣ ଭାସି ଯିବ କି.
    ଏ ମୋର ନିଜସ୍ୱ ମତ

    • @sagarkumarpal
      @sagarkumarpal Місяць тому +1

      Mate b seya laguchi,thik katha 🙋🙋👍👍

    • @pareshkhuntia1
      @pareshkhuntia1 Місяць тому +1

      Right

    • @pareshkhuntia1
      @pareshkhuntia1 Місяць тому +1

      BJP ର ଆଉ କିଛି କାମ ନାହିଁ ତ। ଆଉ କଣ କରିବେ। 10 ଦିନ ପରେ କଣ ଅସୁବିଧା ହେଲା

    • @pratyushmohanty542
      @pratyushmohanty542 Місяць тому +1

      କାଇଁ ଅପେକ୍ଷା ହବ??? ଭଗବାନ୍ ନାହାନ୍ତି କଣ ki logic ଏସବୁ..

    • @jaminsahoo3124
      @jaminsahoo3124 Місяць тому +1

      Malikani ta maa Laxmi......asubida kn.....? Jaha hela Prabhu nka echa ....Tame logical reason dia

  • @biswakesh07
    @biswakesh07 Місяць тому +6

    Only a true devotee can explain like this,🙏

  • @pabitrapradhan8060
    @pabitrapradhan8060 Місяць тому +20

    Jay Jagannath 🙏🙏🙏

  • @ashokkumarmoharana7946
    @ashokkumarmoharana7946 28 днів тому

    ଏପରି ଅନ୍ଧବିଶ୍ୱାସୀ କିପରି ଏତେବଡ ପଦବୀ ରେ ଥିଲେ ! ନା ଲୋକମାନଙ୍କୁ ଆସ୍ଥା / ଠାକୁରଙ୍କ ନାମରେ ଭଣ୍ଡେଇ ଯୁଗ ଯୁଗକୁ ଠକିବାର ଜୋଯନା ? ରତ୍ନ ଭଣ୍ଡାର 1905 23 February ରେ ଖୋଲାଯାଇ ସମ୍ପୂର୍ଣ୍ଣ ଗଣତି ହୋଇଥିଲା । ଏପରି ଭଣ୍ଡାମୀ ହୋଇନଥିଲା । ଭଣ୍ଡାମୀ ଛାଡ ।

  • @bijayakumarpanda7902
    @bijayakumarpanda7902 Місяць тому +8

    ଭିତର ଭଣ୍ଡାର ର ଦୁଇଟା ତାଲା ର ସିଲ କିଏ ଭାଙ୍ଗିଥିଲା?
    ଚାବି କୁଆଡେ ଗଲା?
    ତଦନ୍ତ ହେଉ।

    • @Jswain-en4sr
      @Jswain-en4sr Місяць тому +1

      Multiple tala re seal hueni. Gote re seal hue.

    • @tapandalal201
      @tapandalal201 Місяць тому +1

      Half knowledge is really dangerous 💀

    • @Jswain-en4sr
      @Jswain-en4sr 29 днів тому

      @@tapandalal201 ryt

  • @nabaghanasahoo8964
    @nabaghanasahoo8964 Місяць тому +2

    ଉପଯୁକ୍ତ ଚାବି ନୁହେଁ ! 2 ଟି ତାଲା Unsealed ଥିଲା...ହଉ ଠାକୁରଙ୍କ ଇଛା ଆଉ କଣ ଅଛି ଦେଖାଯାଉ।

  • @RakeshKumar-cf3xr
    @RakeshKumar-cf3xr Місяць тому +10

    ଆଗରୁ କଣ ଜାଣିନଥିଲେ ବାହୁଡା଼ ଯାତ୍ରା ଅଛି ବୋଲି ସବୁ ଦେଖାଣିଆ ଯାହା ଦେଖିଛ degitally ସାର୍ବଜନୀନ କର

    • @pratyushmohanty542
      @pratyushmohanty542 Місяць тому +3

      କଣ ପାଇଁ??? ସାର୍ବଜନୀନ ହେବ....masjid madrasa ra property public ku ଜାଣୁଛନ୍ତି?? ଆମେ କାଇଁ ଏମିତି କରିବା??? କଣ problem ହେଲା ଆରମ୍ଭ ତ ହେଇଚି...navin babu ତ ତାଲା ଭାଙ୍ଗି ପାରିଲେନି...oukat less loka ta..

  • @_tiranjit_97
    @_tiranjit_97 Місяць тому +8

    ଆମ sir 5 hours ରହିଲା ପରେ ବି କେତୋଟି ସିନ୍ଦୁକ ଆଉ ଆଲମିରା ଗଣି ପାରିଲେନି

  • @MTlifesoro
    @MTlifesoro 29 днів тому

    ତାଲା କେମିତି onseal ହେଲା। ସେଇଟା କାହିଁକି ଜାଣିବାକୁ ଚାହିଁଲେ ନାହିଁ।

  • @lionsdebasismohanty2095
    @lionsdebasismohanty2095 Місяць тому +4

    Moribo Sobu, khorap time asigola. Tomo ghore kn ornaments achhi tome midia samna re ki kaha samna re kohibo ki, semiti Bhogoban nko Ornaments related kichhi kahaku daya kori kuhontuni. Nohele dangerous situation asibo puri ku. Jagannath somostonku surakhito rokhontu. Jay Jagannath

    • @yanildev
      @yanildev Місяць тому

      he mandabudhi manisha, kana ta bhasijiba kahile?

  • @theperfectlaw922
    @theperfectlaw922 Місяць тому +6

    This is may not be full answer

  • @rajibparida9672
    @rajibparida9672 Місяць тому +5

    Where is Original Key ?Why the Wrong key was deposited in Treasury ? Jai Jagannath 🙏

    • @hometventertain
      @hometventertain Місяць тому

      Kie wrong key treasury re rakhithila ? May be treasury re original key thila se Pandian lock Bhangi ki looti sariki alga lock key pakeithila. 100% sure

    • @jamesrodes560
      @jamesrodes560 Місяць тому +1

      ​@@hometventertain😂😂😂😂 gapa ta Kia kahila???

  • @prasantakumarjenamani362
    @prasantakumarjenamani362 Місяць тому +1

    ଆଜିର ଦିନଟି ଓଡ଼ିଶା ବାସୀଙ୍କ ପାଇଁ ଏକ ଐତିହାସିକ ଦିନ ଜୟ ଜଗନ୍ନାଥ

  • @basantarout9538
    @basantarout9538 Місяць тому +2

    ଭିତରେ ହେଇଥିବା videigraphy ଜନ ସାଧାରଣ ଦେଖି ପାରିବେ କି sir?

    • @pratyushmohanty542
      @pratyushmohanty542 Місяць тому

      କାଇଁ ଦେଖିବେ ଜନତା ??? ଦେଖିଲେ କଣ ଲାଭ ହେବ???ସମସ୍ତେ ଜାଣିବେ ତା ପରେ muslim ଆତଙ୍କବାଦୀ attack କରିବେ श्री ମନ୍ଦିର କୁ

  • @kumaranil2399
    @kumaranil2399 Місяць тому

    ମୋ ଅନୁସାରେ ଆମ ଘର ର ସିନ୍ଦୁକ ଆମେ କାହାକୁ ଦେଖାଉଛେ କି,?ପ୍ରଭୁଙ୍କ ଅନୁପସ୍ଥିତ ରେ ଯିବା କେତେଦୂର ଠିକ୍?

  • @achyutanandadas1670
    @achyutanandadas1670 Місяць тому

    ବିଚାରପତି ଠିକ୍ କହୁଛନ୍ତି

  • @samarendradakhinakabat3653
    @samarendradakhinakabat3653 Місяць тому +4

    Jai shree Jagannath

  • @rajumeher-dq7gi
    @rajumeher-dq7gi Місяць тому +1

    ଚାବି ଟା କୁଆଡେ ଗଲା
    ପଣ୍ଡା ମାନେ ସୁନା ଚେନ ଯେନ ପିନ୍ଧୁଛନ ହେନର ସୁନା ଆଏ କେନ

  • @parsuramsahoo7509
    @parsuramsahoo7509 29 днів тому

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🎉❤🎉

  • @subashchmohanty2457
    @subashchmohanty2457 Місяць тому

    ସାମ୍ବାଦିକଙ୍କୁ ରତ୍ନ ଭଣ୍ଡାର କୁ ପ୍ରବେଶ ପାଇଁ ଅନୁମତି ଦିଆଯିବା କଥା,କା‌ହିକି ନା ସେମାନେ ସେହି ଭଣ୍ଡାର ସ୍ଥାନ ରୁ ସାରା ଦେଶ ଦୁନିଆ କୁ ତଥ୍ୟ ଯୋଗାଇଥାନ୍ତେ । କମିଟିର ନୀତି ନିୟମ କୁ ସମ୍ମାନ ଦେବା ସାମ୍ବାଦିକ ବନ୍ଧୁ ମା‌ନେ ଭୁଲି ଯାଉଛନ୍ତି ।

    • @allaboutworld.....3983
      @allaboutworld.....3983 Місяць тому

      He bhagban tm kn Jagannath nka sampati Lüti jau history kichhi Janina bodhe

  • @laduliparida
    @laduliparida Місяць тому

    ଭିତର ରତ୍ନଭଣ୍ଡାର ରେ ଜିନିଷ ଅଛି ନା ନାହିଁ

  • @SanjuktaDandasena
    @SanjuktaDandasena Місяць тому +2

    Dharmendra pradhan kahuthila para pandian neichhi boli

  • @sankarsandas19790
    @sankarsandas19790 Місяць тому

    ଯାହା କରୁଛ କର ତାର ସୁରକ୍ଷିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରା ଯାଉ ।

  • @lingarajcreative
    @lingarajcreative Місяць тому

    Pandian ରତ୍ନଭଣ୍ଡାର ଚାବି ନେଇଥିଲା ତାପାଖରୁ ନ ଆଣି ଭଙ୍ଗିଦେଲ!!!!

  • @susantasahu7310
    @susantasahu7310 Місяць тому +3

    ସବୁଠୁ ବେକାର news ଚେନାଲ୍

  • @rabinarayanmohapatra4733
    @rabinarayanmohapatra4733 Місяць тому

    Bhagwan mandirare nathila bele tame sabu ratnavandar ku chhuinba aparadh

  • @gangadharbhoi7359
    @gangadharbhoi7359 Місяць тому +4

    Jay Jagannath

  • @G.B.eatingchallenge7457
    @G.B.eatingchallenge7457 Місяць тому +2

    ନନ୍ଦିଘୋଷ ରିପୋର୍ଟର କୁ ଟିକେ ଦେଖ ତା ମୁଁହ କେବେ ଦେଖିନି ଆଜି ଦେଖିବି

    • @user-zf8jo6ut4h
      @user-zf8jo6ut4h Місяць тому +1

      କାହିଁ ତୁ କିଏ କି ବେଶି କଥା କହୁଚୁ ତୁ ପୁରା ଚୁପ ଚାପ ଶୁଣୁ

    • @user-zf8jo6ut4h
      @user-zf8jo6ut4h Місяць тому

      @@Royal-tl9mw ଚୁପ

    • @user-zf8jo6ut4h
      @user-zf8jo6ut4h Місяць тому

      @@G.B.eatingchallenge7457 ତୁ ତତଲା ଖାଇବୁ ଜଣାପଡୁଛି

  • @truptiranjan863
    @truptiranjan863 Місяць тому

    ଯିଏ ଯାଇଥିଲେ ସବୁ କାହାର କାହା କଥାରେ ମେଳ ଖାପ ଖାଉନି

  • @subhasmitabhanja3020
    @subhasmitabhanja3020 Місяць тому +3

    Mausa , tama katha suniki pura rachana lekhila bhalia laguchhi,achha gote katha kahibe Kia kahaku kana luchau chhanti,aau gote katha Tama rajaneeti bodhe hue a lola odisha basi bujhi nahanti,aau gote katha ebethu bhabisyata bani karuchhi,Tama mananku kebebi chabi hajeibara karana aau kaha dwara chabi hajila tamaku milibani

  • @user-yh2vt9hv4j
    @user-yh2vt9hv4j 29 днів тому +1

    Bjp bala tike kana kholi sunantu sir kn kahuchhanti 1985 ru khola heinii au jou tautar mane utube re kahuchhanti pandian neijaichi boli sei mane tike bhalase dekhantu ratna bhandar bjd thik se dautyo nauthila hele bjp sabu khaijiba puri basi tike satrak kahiba besi bipada puri lokanku achhi agaru badathakura jeneideichhanti

  • @laduliparida
    @laduliparida Місяць тому

    ବାହୁଡ଼ା କଣ ସଙ୍ଗେ ସଙ୍ଗେ ଆସିଲା, ଆଗରୁ ଜାଣିନଥିଲା

  • @GHOST-BATTLE
    @GHOST-BATTLE Місяць тому

    Ashirbaad dele na nai.....asirbad milila ta ?na khali kahi deiki paleila ?

  • @SunilKumar-kb7xc
    @SunilKumar-kb7xc Місяць тому

    Sankaracharjya nka paramarsa neithila ki

  • @Lat4688
    @Lat4688 Місяць тому +3

    ନୁଆ ଚାବି କେଉଁ କମ୍ପାନୀର?

  • @asutoshpanda4923
    @asutoshpanda4923 Місяць тому

    Justice Rath's statements are true. There is nothing mystery about Ratna Bhandar.

  • @nilakanthasahoo8101
    @nilakanthasahoo8101 Місяць тому +4

    ଏ ମିଡ଼ିଆ ବାଳ ଗୋଟିଏ କଥା କୁ ଥମନେଲ ନା ବ ଦା ଲାଇ 100ଥର ଦେଖେଉଛି

    • @user-fl9ds4zu2w
      @user-fl9ds4zu2w Місяць тому

      Thik katha bhai head line lekha alaga news alaga

    • @hometventertain
      @hometventertain Місяць тому

      3:10 - 3:25 dekhe bhalase lock re seal nathila😢

  • @SAIDARSHAN134
    @SAIDARSHAN134 Місяць тому

    🙏ହେ ପ୍ରଭୁ ସାହା ହୁଅ🙏

  • @chamdrashekar2262
    @chamdrashekar2262 Місяць тому

    Jay Jagannath Swami Nayan Patha gami bhava tame 🙏🙏🙏🌹♥️

  • @user-hp2lq2jd9u
    @user-hp2lq2jd9u Місяць тому +2

    SIR KADHIKI RAKHI DEANTU FUNI 45 BARASA PARE KHOLIBA ,AMA PILA MANE SETEBELE FUNI EHIBHALI BIRALA GHATANA SUNIBE,

  • @subashchandraswain7995
    @subashchandraswain7995 Місяць тому

    Abiswas bartamaana jeun maane aasichhanti, seimaanaka thila achhi.

  • @sukadevdas9310
    @sukadevdas9310 Місяць тому

    Chabi kholilani mane, anya kehi chabi kholi tala change karidethiba. Nahele chabi kholilani kn pain..!!! 3 ta tala padithila hele gote b tala kholiparilani mane ae ghatana ku janch karajau.

  • @bandhubabu2324
    @bandhubabu2324 Місяць тому

    ଅତି ସୁନ୍ଦର ଓ ଯଥାର୍ଥ ଉତ୍ତର!
    ଜୟ ଜଗନ୍ନାଥ!

  • @saumyakantaswain9984
    @saumyakantaswain9984 Місяць тому

    ମହାପ୍ରଭୁ ଆଶିର୍ବାଦ ଦେଇଦେଲେ

  • @TheTripathy07
    @TheTripathy07 Місяць тому

    HAR HAR MAHADEV
    JAY SHREE RAM
    JAY SHREE KRISHNA
    JAY SHREE GANESH
    JAY BAJRANG BALI
    JAY JAGANNATH
    JAY MATA DI
    RADHE RADHE

  • @jitendramahananda6157
    @jitendramahananda6157 Місяць тому +2

    Live telecast karuna kana pain maha prabhunkara Alankar dekhiba pain samaste utsuka... Bite dauchha Kichhi lucheila bhali Kichhi ta hauchhi nija vitare jadi Loka lochana ku anibara nahin tahele Ratna bhandara tala kholibaku nei kana pain ete rajaniti

    • @Eatingexperiment07
      @Eatingexperiment07 Місяць тому

      Ghara kttha heichi to

    • @Jswain-en4sr
      @Jswain-en4sr Місяць тому +1

      Bhai Tama ghara gahana alankara live karuna ame tk dekhu.

    • @jitendramahananda6157
      @jitendramahananda6157 Місяць тому

      @@Jswain-en4sr kaha ghara sampatti pain ete media Chabi hajiba miliba Katha ase Ki ... thakuranka alankar pain kana pain ete rajaniti...

    • @Jswain-en4sr
      @Jswain-en4sr Місяць тому

      @@jitendramahananda6157 kie karuchi. Tama bhalia loka. Kama nae kichi Khali pabana

  • @jyotsnamayeebehera4388
    @jyotsnamayeebehera4388 Місяць тому +1

    Joy jagannath, ❤❤❤ joy maa laxmi

  • @samitaupadhaya3096
    @samitaupadhaya3096 Місяць тому

    Sabu tathya ku bahut sundar vabe bujhei kahichanti...🙏

  • @pravkakarnayak9117
    @pravkakarnayak9117 Місяць тому

    ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମ ଇଚ୍ଛା

  • @debeeprasadbaxipatra808
    @debeeprasadbaxipatra808 Місяць тому

    Mahaprabhu kahile jibaku?

  • @brundaban4
    @brundaban4 Місяць тому

    News 18 ଏକ National ଚ୍ୟାନେଲ କାହିଁକି ଏମିତି news ପ୍ରଚାର କରୁଛି ?

  • @antaryamibehera531
    @antaryamibehera531 Місяць тому

    ବିରଧୀ ନେତା ରହିବା କଥା

  • @sangrambiswal676
    @sangrambiswal676 Місяць тому

    Jay Shree Jagannath 🙏🙏🙏🙏

  • @dasharathipani9768
    @dasharathipani9768 29 днів тому

    Mu Jani paruni ei Mane jete michha kahuchhanti govt semananka birudhare kichhi bi step nau nahin. All these persons telling lies.

  • @sujaydas7347
    @sujaydas7347 Місяць тому

    Jai Jagannath swmi 🙏🙏

  • @user-bl4kp5br1w
    @user-bl4kp5br1w Місяць тому

    Joy jagannath❤❤❤

  • @user-yh2vt9hv4j
    @user-yh2vt9hv4j 29 днів тому

    Sei katha tike bjp bala nku kuhantu sir apananku dhanyawad sir sabu sata kahithibaru

  • @ashokrout3910
    @ashokrout3910 Місяць тому

    E sarkar nuhe, Remote sarkar.

  • @sandeepkumarpani9234
    @sandeepkumarpani9234 29 днів тому

    Green shirt wala prabal ranga.. Kahuchi ସନ୍ତ ସନ୍ତିଆ ଥିଲା କି 😅😅

  • @DhrubacharanMishra-ik5zo
    @DhrubacharanMishra-ik5zo Місяць тому

    Jay Jagannath. 🙏🙏🙏🙏🙏🙏

  • @lipucreation6794
    @lipucreation6794 Місяць тому

    Jay Jagannath 🙏

  • @sambhabkumardandasena5382
    @sambhabkumardandasena5382 Місяць тому +1

    Mohon sir tike dimag lagei Kama karantu ama mahaprabhu kalia thaukura 4crore odia kna maudamani se , se tanka ratna singhasana re nathiba bele ratna bhandar kholiba ta choro sange saman heigala sir kn eita thik hela ki, please Odisha people justice for our lord

  • @kartikpanda6389
    @kartikpanda6389 Місяць тому

    Jay Jagannath 🙏🏻🙏🏻🙏🏻🙏🏻🙏🏻

  • @tapankumar2468
    @tapankumar2468 Місяць тому

    You 11 are the lucky ones .GOD BLESS YOU 11

  • @ranjanpani7615
    @ranjanpani7615 Місяць тому

    ସାର୍ ତା ଭିତରେ ତେଲଗୁଣି ପୋକ ଥିଲେ କି ? କେତୋଟି ଚେମିଣିଆ ଉଡିଗଲେ ?

  • @bijayakumarnayak2113
    @bijayakumarnayak2113 Місяць тому

    ସୁନାବେଶ ପାଇଁ ଅଳଙ୍କାର ଆସିବତ?

  • @ashokrout3910
    @ashokrout3910 Місяць тому

    JAI Jagannath,kala thakura bada thakura.

  • @DEVASISHMOHANTY
    @DEVASISHMOHANTY Місяць тому

    Justice sir explained well

  • @vidyaartist01
    @vidyaartist01 Місяць тому

    Asirbad mahaprabhu dele?

  • @Anikprusty
    @Anikprusty Місяць тому

    Mariba Jia jiba au asibani dekhiki magia marijiba se hele Jagannath 🙏🙏🙏

    • @sanjaydhal1183
      @sanjaydhal1183 29 днів тому

      Chori karibaku jau nahanti jagannath nka ornaments kemiti surakhita rahiba sethipai jaithile.Se gale Jana padiba j jou BJD sarkar thila kete ornaments chori karichi

  • @chandrakanta1389
    @chandrakanta1389 Місяць тому

    Bahut sundar
    Jay jagannath 🙏🙏

  • @MrDeepakkumardash82
    @MrDeepakkumardash82 Місяць тому

    Sabu bhala Jai Jagannath

  • @vedicvichariiiivedictviive3229
    @vedicvichariiiivedictviive3229 Місяць тому

    Wrong interpretation and wrong information about second Ratna bhandar.

  • @bismaykumalla9418
    @bismaykumalla9418 Місяць тому

    Sir ta 2 ta Bhandardara ghara kahile kintu 3 ta achi ..

  • @manaskumar1875
    @manaskumar1875 Місяць тому

    Sabu suna chori au jaha balaka ...chabi jadi nahi tahale chori nischaya

  • @user-oh7vx6zs5n
    @user-oh7vx6zs5n Місяць тому

    Ab kya karega orissa ka government..
    Balbhadra ko Gira diya..
    Avi sona lut ho raha hai

  • @tusarsahoo1497
    @tusarsahoo1497 Місяць тому

    Committee not known about bhauda Yatra

  • @akhilchandrabarik6440
    @akhilchandrabarik6440 Місяць тому

    Long time fursh for Ratna Bhandar
    ?

  • @subratanayak-tc4kx
    @subratanayak-tc4kx Місяць тому

    Jay Jagannath 🙏🙏

  • @anandamohakuda4943
    @anandamohakuda4943 Місяць тому

    Chabi kuadu paila ago kuha

  • @manasmohapatra1794
    @manasmohapatra1794 Місяць тому

    Misguided by the thumbnail... Nothing that much excited inside

  • @kumar1992dev
    @kumar1992dev Місяць тому

    Bhitara ku jai na thibe dari ki.

  • @user-ib2xt3od4c
    @user-ib2xt3od4c Місяць тому

    fast internal storage open???

  • @pramodkumarmahapatra3746
    @pramodkumarmahapatra3746 Місяць тому

    Jay jagannath 🙏

  • @studywithlaxmidhar1373
    @studywithlaxmidhar1373 Місяць тому

    Room ra owner room re nathila bele room door bhangiba loka mananku kn kuhajaaaa

  • @prafullakumarbehera8832
    @prafullakumarbehera8832 Місяць тому

    Jai jagannath maa lakshmi sahayahuantu

  • @akshayakumarbhol4132
    @akshayakumarbhol4132 Місяць тому

    ରତ୍ନ ତାଲିକା କାହା ପାଖେ ଅଛି ?

  • @saratabehera1795
    @saratabehera1795 Місяць тому

    ମଣିଷ ର ପ୍ରକୃତି ମଲେ ତୁଟେ ।

  • @suryanarayan848
    @suryanarayan848 Місяць тому

    sabu lokanatha, jagannatha, laxmi o bimala nka anumati nele tenu kichhi sapa baharileni.

  • @arjunpadiami136
    @arjunpadiami136 Місяць тому

    Raid kala bhali tala bhangila bhagaban nka anupastiti re

  • @ashokrout3910
    @ashokrout3910 Місяць тому

    Ama thhakur nahanti,kholiba thik nuha,E faltu sarkar natak karuchi.

  • @maverickmarvin
    @maverickmarvin Місяць тому

    Key point he doesn't remember exactly many almiras how many boxes what other things he saw, it us unnatural 😂

  • @pravirpattanaik1950
    @pravirpattanaik1950 Місяць тому

    BJP ku kuhantu, BJD nare jou arapo lagauchanti taha mithya