ପଦାକୁ ଆସିଲା ପାଣ୍ଡିଆନଙ୍କ ଦରମା | Odisha Reporter

Поділитися
Вставка
  • Опубліковано 25 жов 2024

КОМЕНТАРІ • 440

  • @JaiUtkalaMaa
    @JaiUtkalaMaa 6 місяців тому +114

    ବହୁତ ଧନ୍ୟବାଦ ମୋର ସାହସୀ ଓଡ଼ିଆ ଭାଇ ମାନଙ୍କୁ ଯୋଉମାନେ ନିଜ ଜିବନକୂ ବାଜି ଲଗାଇ ଓଡ଼ିଶା ଲାଗି ଲଢେଇ ଜାରି ରଖିଛନ୍ତି। ଏମାନେ ଓଡ଼ିଶା ମାର ବୀର ସନ୍ତାନ। ❤🙏

  • @UpendraBehera-o1z
    @UpendraBehera-o1z 6 місяців тому +88

    ସାଧାରଣ ଲୋକ ମାନେ ଏକଥା ଜାଣିବା ଦରକାର । ଯେଉଁ ମାନେ ଆଖି ବୁଜି ସମର୍ଥନ କରୁଛନ୍ତି ଜାଣିବା ଦରକାର

  • @pashupati55
    @pashupati55 6 місяців тому +67

    ଯଦି ୯୭ ହଜାର ପାଉଛି ତାହାଲେ ତାମିଲନାଡୁ ରେ ସପ୍ତମ ଧନୀ ହେଲା କେମିତି। ମାନେ ଓଡ଼ିଶା ରୁ ସବୁ ମାରି ଖାଉଛି ପାଣ୍ଡୁ ଆଉ ଓଡ଼ିଶା ବସି ଗାନ୍ଧିଜୀ ଙ୍କ ୩ ମାଙ୍କଡ଼ ପରି ବସିଛନ୍ତି।😂😂

  • @prasantagouda8277
    @prasantagouda8277 6 місяців тому +113

    ପାଣ୍ଡିଆନ ହଟାଓ ଓଡିଶା କୁ କ୍ରୀତଦାସ ମୁକ୍ତ ରାଜ୍ୟ କରିବା..........

  • @villegeboypintu87146
    @villegeboypintu87146 6 місяців тому +57

    ଦେଖ ରେ ଦେଖ ଓଡ଼ିଆ ମାନେ କିପରି ଜଣେ ତାମିଲ୍ ଲୋକ ଆମକୁ ଲୁଟୁଚି

  • @gsentertainments5174
    @gsentertainments5174 6 місяців тому +80

    ଲୁଟେରା ଗ୍ୟାଙ୍ଗ ⭐

  • @chinmayadhal7082
    @chinmayadhal7082 6 місяців тому +132

    ପାଣ୍ଡିୟାନ ବିଜେଡି କୁ ଧ୍ବଂସ କରି ବିଜେପି ରେ ବିଲୀନ କରିବ

    • @Dr.AlokabandhuNayak
      @Dr.AlokabandhuNayak 6 місяців тому +1

      Pura thik

    • @rajalaxmirl
      @rajalaxmirl 6 місяців тому +3

      😂😂😂😂😂😂😂😂😂😂😂😂❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤​@@Dr.AlokabandhuNayak

    • @tikeswarsahu1555
      @tikeswarsahu1555 4 місяці тому

      Q

  • @manoranjancreations9040
    @manoranjancreations9040 6 місяців тому +54

    ସରକାର ବଦଳିବା ନିହାତି ଦରକାର

  • @chhabindramansingh73
    @chhabindramansingh73 6 місяців тому +36

    ପାଣ୍ଡୁଆ bjd ର ସାଧାରଣ କର୍ମୀ ଏତେ ସୁବିଧା ପାଉଛି, ତେବେ ଆମେ ଯେଉଁ କର୍ମୀ ଅଛୁ ଆମକୁ ଏତିକି ଦରମା, ସୁବିଧାମିଳୁ

  • @malaykumarpraharaj1864
    @malaykumarpraharaj1864 6 місяців тому +68

    ପାଣ୍ଡୁର ଦରମା କେବଳ 3:53 ଲୋକ ଦେଖାନଣିଆଁ, ମାସକୁ ସେ ଚାଳିଶ କୋଟି ଉପରେ ରଯୋଗାର କରନ୍ତି 👌👌

    • @MukeshKumarSahu-gw4sq
      @MukeshKumarSahu-gw4sq 6 місяців тому

      Hn ଚାଳିଶ କୋଟି ରୋଜଗାର କରନ୍ତି କଣ ହେଲା ସେ ବିଜନେସ କରନ୍ତି

    • @Itish43
      @Itish43 6 місяців тому +2

      Odisha jau job govt sabu bikri kariki 40corr

    • @bimalrout784
      @bimalrout784 6 місяців тому +1

      ​@@MukeshKumarSahu-gw4sqତମେ ପରା ପାଣ୍ଡିଆନ ର ତଳ ଟା କୁ ଟେକିଛ ସେଇଥି ପାଇନିଂ ବାଧୁଛି

    • @MukeshKumarSahu-gw4sq
      @MukeshKumarSahu-gw4sq 6 місяців тому +1

      @@bimalrout784 ଆଉ ତୁ ନରେନ୍ଦ୍ର ମୋଦି ର ତଳ କୁ ଟେକିକି ରଖିଛୁ

    • @babubabu9867
      @babubabu9867 6 місяців тому +1

      Haire magia daripila to maku kukura geu re😂😂😂​@@MukeshKumarSahu-gw4sq

  • @biranchinarayanmallick8033
    @biranchinarayanmallick8033 6 місяців тому +17

    ଓଡ଼ିଶାର ନେତା ମନ୍ତ୍ରୀମାନେ ପାଣ୍ଡିଆନର କ୍ରୀତଦାସ l ଏବେ ଯେଉଁ ସବୁ ପାର୍ଥି ଆସିବେ ସେମାନେ ନିଶ୍ଚୟ ପାଣ୍ଡିଆନର ଅପସ୍ତୁ ଚୁଚୁମି ଥିବେ l

  • @bibhutiparida4870
    @bibhutiparida4870 6 місяців тому +30

    ବିଡମ୍ବନା ଯେ ଆମ ବିଧାୟକ ଗଣ ଏଇ ରାଜ୍ୟର ଅଧିବାସୀ ହୋଇ ମଧ୍ୟ ଏହା ଉପରେ ଦୃଷ୍ଟି ଦେଇ ନାହାଁନ୍ତି କି କିଛି କରିପାରୁ ନାହାଁନ୍ତି ।

    • @surendramajhi1173
      @surendramajhi1173 6 місяців тому +2

      Ticket

    • @PramodDash-i1j
      @PramodDash-i1j 6 місяців тому +2

      Na hele ticket kati jiba

    • @bibhutiparida4870
      @bibhutiparida4870 6 місяців тому +3

      @@PramodDash-i1j ଆହୁରି ବିଡମ୍ବନା ଯେ ଯିଏ ଆମ ଲୋକଙ୍କ ଟିକସ ରୁ ଦରମା ନିଅନ୍ତି ସିଏ ଆମ ଲୋକଙ୍କୁ ଟିକଟ ଦିଅନ୍ତି !!

    • @gyanabratamohanty4219
      @gyanabratamohanty4219 6 місяців тому +2

      କିଛି କରୁନାହାନ୍ତି କାହିଁକି କହୁଛ ? ନିଜ ଭତ୍ତା ବୃଦ୍ଧି ପାଇଁ ସବୁ ଦଳ ବିଧାୟକ ତ ଏକ ହୋଇ ପାରୁଛନ୍ତି , ରାଜ୍ୟ ଚୂଲିକୁ ଯାଉ |

    • @SouravKumarJoshi-jx9ix
      @SouravKumarJoshi-jx9ix 6 місяців тому +2

      କିଛିଦିନ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର

  • @JaiUtkalaMaa
    @JaiUtkalaMaa 6 місяців тому +17

    ତାମିଲ କ୍ରୀତଦାସ ମାନେ ତାମିଲ ଅଇଂଠା ଖାଇବେ। ତାଙ୍କୁ କେହି ବୁଝେଇ ପାରିବେନି । ସେଥିପାଇ ଅନାଥ ପାଣ୍ଡୁ ଅଜି ଏତେ ବଡ ଧନୀ ଓ ଶକ୍ତିଶାଳୀ ହେଇଛି ।

  • @bimalsamal-u4k
    @bimalsamal-u4k 6 місяців тому +9

    ପାଣ୍ଡିୟାନ ଓଡ଼ିଶାକୁ କେମିତି ଲୁଟୁଥିବା ରାଜ୍ୟବାସୀ ଦେଖିବା ହୁଅନ୍ତୁ।

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ନବୀନ ମଦୁଆ ପାଗଳା ହେଇ ତାକୁ ଦାୟିତ୍ୱ ଦେଉଦେଲା ଆମେ ମଦ ମାଂସ ଖାଇ ନବୀନକୁ ମା ର ଘଇତାଭାବି ଭୋଟ ଦେଲୁ

    • @pabitranath5075
      @pabitranath5075 6 місяців тому

      Abe budhi pasila ta sudhuri jao bjd hatao odisha banchao

    • @gyanabratamohanty4219
      @gyanabratamohanty4219 6 місяців тому +2

      ମୋ ଭାଇଟା ପରା, କିଛି ଅସନା ଭାଷା ଲେଖନା, ଆମ ଲେଖା ବହୁତ ଲୋକ ପଢୁଛନ୍ତି 🙏🙏🙏

    • @birajaprasannamohapatra9661
      @birajaprasannamohapatra9661 6 місяців тому

      ​@@gyanabratamohanty4219❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @pinku393
      @pinku393 6 місяців тому

      😂😂​@@gyanabratamohanty4219

    • @pinku393
      @pinku393 6 місяців тому +3

      Loka b Vasa kahibe bhai ..aei vali chora nku soda sodi re comment darkar

  • @rkm3611
    @rkm3611 6 місяців тому +4

    ତାମିଲ୍ ଡକାୟତ ନର୍କ ରେ ସଢ଼ିବ । ଆମ ଓଡ଼ିଶା କୁ ଲୁଟୁଥିବା ଏଇ ଡକାୟତ ନର୍କ ରେ ସଢ଼ିବ ।

  • @srisaidesignvastu9209
    @srisaidesignvastu9209 6 місяців тому +12

    ଉତ୍କଳ ର ବୀର ସନ୍ତାନ ମାନେ ସରକାର ବିରୋଧରେ ଲଢନ୍ତି !

  • @birabhadrabehera1476
    @birabhadrabehera1476 6 місяців тому +18

    Change the govt in 2024.

  • @sibapadhi3133
    @sibapadhi3133 6 місяців тому +1

    ଓଡିଶା ସରକାରୀ କୋଳ ସବୁ କାମରେ ଦୁର୍ବଳ ସରକାରୀ ସମ୍ବିଧାନ ଆଇନରେ ଦୁର୍ନୀତି ର ମୂଳ ଏ କି ପ୍ରକାର ଆଇନ ଓଡିଶା ବାସି ଙ୍କୁ ଅନ୍ଧ କୁ ଚଷମା ଲଗାଇଲାଭଳି ଆଇନ ଚାଲିଛି ଓଡିଶା ବାସି ହିଁ ଏକ ମାତ୍ର ଦୋଳ କୁ ଭୋଟ ଦେଇ ପ୍ରଶାସନ ଦାୟିତ୍ୱ ଦେବା ଓଡିଶା ବାସି ଙ୍କ ବଡ଼ ଭୁଲ ଆଇନ ଚାଲିଛି ବାଟରେ ମିଛ ମାୟା ସରକାର ଆଇନ ଅନ୍ଧ କାହାର ଜୟ ଜଗନ୍ନାଥ ଓଡିଶା

  • @narendrakarali3469
    @narendrakarali3469 6 місяців тому +8

    Right

  • @patitakumarchoudhury9855
    @patitakumarchoudhury9855 6 місяців тому +23

    ଫୋନ ବିଲ 15000, କଣ ବାଳ କଥା ହଉଛ ବେ?

    • @subhashreedixit3695
      @subhashreedixit3695 6 місяців тому

      😂😂

    • @timepasswithguruji3636
      @timepasswithguruji3636 6 місяців тому

      ମାସକୁ କୋଟିଏ ଖର୍ଚ୍ଚ କରୁଛି କମୀୟ ଜନୀ କୁ ଜଗନ୍ନାଥ ମନ୍ଦିର ବୁଲିବାକୁ 4କୋଟି ଦେଲା ତା ବାପା ଘରୁ ଦେଉଛି

    • @binodkhandual2305
      @binodkhandual2305 6 місяців тому +1

      To sange ba se daily katha hauchi phone re

    • @akclasses.4796
      @akclasses.4796 6 місяців тому +1

      Secret chatting chalithiba IT cell saha

  • @RajibDakua-l8s
    @RajibDakua-l8s 6 місяців тому +18

    ଆମ ମାନଙ୍କ ଟାକ୍ସରେ

  • @natureindian4346
    @natureindian4346 6 місяців тому +4

    This is transparency at another level

  • @nirmalsahoo9804
    @nirmalsahoo9804 6 місяців тому +3

    Jay sriram

  • @sidd5547
    @sidd5547 6 місяців тому +11

    ଏ ବାବୁଙ୍କ ନାଁ ପାଣ୍ଡିଆନ ନା ଗାଣ୍ଡିଆନ୍ ? ଚେନ୍ନାଇ ଲୋକ କହୁଛନ୍ତି ୟାଙ୍କ ନାଁ ଗାଣ୍ଡିଆନ୍ ବୋଲି ???

  • @Prs5820
    @Prs5820 6 місяців тому +17

    Chora pandian ku odisha ru bahar Kara jay jagannath

  • @swagat7894...
    @swagat7894... 6 місяців тому

    ଧନ୍ୟ ଓଡ଼ିଆ ବୀର. . . . . !

  • @gyanabratamohanty4219
    @gyanabratamohanty4219 6 місяців тому +1

    ସାରା ରାଜ୍ୟର ସବୁ ଜିଲ୍ଲାକୁ ଦୌଡ଼ି ଦୌଡି ବହୁତ କାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ କରିଛନ୍ତି | ଦରମା, ଭତ୍ତା ସବୁ ନିଅନ୍ତୁ - କିନ୍ତୁ ସରକାରୀ ନିୟମ ଅନୁଯାୟୀ 🙏🙏

    • @prajnyadash
      @prajnyadash 6 місяців тому

      ପାଣ୍ଡୁ କଣ କରୁଛି... ଖାଲି ଲୁଟୁଛି ସେତିକି ରେ ପେଟ ପୁରୁନି.. ଆହୁରି ରାଜକୋଷ ରୁ ନଉଛି..ମଦୁଆ, ମୁକ,ମୂର୍ଖ ମନ୍ତ୍ରୀ ଲାଗି ଆଜି ଏତିକି କାଣ୍ଡ 😇

  • @sukantmishra979
    @sukantmishra979 6 місяців тому +3

    Kartik Pandian's leadership in the 5T initiatives showcases a forward-thinking approach to governance.

  • @RAJENDRAMAHAPATRA-ph5ou
    @RAJENDRAMAHAPATRA-ph5ou 6 місяців тому +1

    His emphasis on teamwork, transparency, and technology reflects modern governance principles.

  • @srimayeemansingh6197
    @srimayeemansingh6197 6 місяців тому +13

    ଆର ବାଳ ପାଣିଡ୍ଆ ତୁ ଗୋଟେ Ward member ନୁହେଁ କଣ ପାଇଁ ଆମ ମାନଙ୍କର କଷ୍ଟ ଅର୍ଜିତ ଟଙ୍କା କୁ ଖାଇଯାଉଛୁ ନବୀନ ଵୁଢା ହୋଇ ଯିବାରୁ ସେ କିଛି ନ ଜାଣିବାକୁ ନବୀନ କୁ ଭକୁଆ ଵନେଇ ଓଡିଶା କୁ ଖାଇଯିଵୁ

  • @Ashokmartha239
    @Ashokmartha239 6 місяців тому +1

    His proactive governance style, including rapid district visits, demonstrates a hands-on approach to problem-solving.

  • @sanjayparida2861
    @sanjayparida2861 6 місяців тому

    RTI ଅଧିକାରୀ ମାନଙ୍କୁ ଧନ୍ୟବାଦ । ଗଣମାଧ୍ୟମ ନିଜ କର୍ତ୍ତବ୍ୟ ନକରି, ରାଜନୈତିକ ଦଳ ଏଵଂ ନେତା ମାନଙ୍କ ପାଇଁ କାମ କରୁଛନ୍ତି। ଯଦ୍ୱାରା ସେମାନେ ଅକ୍ଲେଶରେ ଭୁଲ୍ କାମ କରୁଛନ୍ତି।

  • @suryanarayansahu5375
    @suryanarayansahu5375 4 місяці тому

    ଆଜି ଯେଉଁ ମାନେ ଦେଶର ଜନସାଧାରଣ ସେବା କରିବା ନାଁ ରେ ରାଜନୀତି ରେ ପ୍ରବେଶ କରିବାକୁ ଶାସନ କ୍ଷମତା ହାସଲ କରୁଛନ୍ତି। ସେମାନେ ନିଜେ ନିଜପାଇଁ କରିବା ଦରମା ଓ ପେନସନ ନିଜେ ନିର୍ଧାରଣ କରି ରାଜକୋଷରୁ ଚଳୁ କରିବା ।ଏହା ଗଣତନ୍ତ୍ରର ଏକମାତ୍ର ଲମ୍ବା ଷ୍ଟ୍ରୋକ।ହେ ପ୍ରଭୁ ଜଗନ୍ନାଥ ଏମାନେ ଅମର ହେବେ ।କିଏ କେବେ ମରିଵେନି। କୈାଣସି ଧର୍ମ ଶାସ୍ତ୍ର ନାମରେ ଏ ରାଜନୀତି କରନ୍ତୁ ନାହିଁ।ହେ ବୁଦ୍ଧି ମାନ ମଣିଷ ଵିଚାର କର।

  • @rkm3611
    @rkm3611 6 місяців тому

    ନବୀନ କାହିଁକି ୟା କଥାରେ ଉଠ ବସ୍ ହଉଚି ବୁଝ। ଏମିତି କଣ ଦୁର୍ବଳତା ଅଛି ଯେ ଏଇ ଡକାୟତ ଯାହା କହୁଛି, ତା କଥାରେ ସବୁ କାମ କରୁଛୁ ନବୀନl ।

  • @piush.biswal3615
    @piush.biswal3615 6 місяців тому +1

    ଦରମା କଣ ହେବ ତାଙ୍କର.... ଓଡ଼ିଶାକୁ ଲୁଟି ସାରିଲାଣି

  • @RAMAKANTABARIK-ce4vq
    @RAMAKANTABARIK-ce4vq 6 місяців тому +1

    Through data-driven insights, Pandian has tailored initiatives to address societal challenges effectively.

  • @Abirachandramajhi
    @Abirachandramajhi 6 місяців тому

    ଅଯୋଗ୍ୟ ନବୀନ ପାଇଁ ଏସବୁ ସମ୍ଭବ ।

  • @trilochanpatnaik6321
    @trilochanpatnaik6321 6 місяців тому

    ସବୁ ଜାଗାରୁ ପାଣ୍ଡିଆ ନା ହଟିଲେ ମଧ୍ୟ ସେ ଯାହା କରୁଥିଲା ତାହା ସବୁ ଚାଲୁ ରହିଛି।

  • @MukeshKumarSahu-gw4sq
    @MukeshKumarSahu-gw4sq 6 місяців тому

    ଯେଉଁ ମାନେ pandian sir ଙ୍କୁ ବିରୋଧ କରୁଛନ୍ତି ସେମାନଙ୍କୁ ମୋର ଗୋଟିଏ ପ୍ରଶ୍ନ କଣ ପ୍ରମାଣ ଅଛି ସେ ଓଡ଼ିଶା କୁ ଲୁଟୁଛନ୍ତି ବୋଲି
    ଉଚିତ୍ ନାଗରିକ ଭାବେ ଉଚିତ୍ କଥା କୁହ ବିରୋଧୀ ଦଳର କଥା ସୁଣିକି ନୁହଁ

  • @Gitanjali-y4y
    @Gitanjali-y4y 6 місяців тому

    Thank you brother

  • @gyanendrajena6854
    @gyanendrajena6854 6 місяців тому +1

    Thik katha

  • @prasannakumarswain3819
    @prasannakumarswain3819 6 місяців тому

    ଏ ସବୁ ଆମ ଓଡ଼ିଶା ଭୋଟର ଙ୍କର ଦୋଷ

  • @bikramtoppo
    @bikramtoppo 6 місяців тому

    ମୋବସ, ଲକ୍ଷ୍ମୀ ବସ ଏବଂ ଅଖାବ୍ୟାଗ ତାମିଲନାଡୁ ରୁ ଆସିଅଛି।

  • @devidattasisirkumarsabata6446
    @devidattasisirkumarsabata6446 6 місяців тому

    ବେଈମାନ୍ ପଙ୍ଗୁ ମୁଖ୍ୟ ମନ୍ତ୍ରୀ ନବୀନା ଓ ତା'ର ନୀଳବର୍ଣ ଶୃଗାଳ ତନ୍ତ୍ରୀ ଧୂର୍ତ୍ତ ମ୍ଳେଚ୍ଛ V K Pandianଯୋଡି଼ର କଳା କର୍ତ୍ତୃତ୍ୱ ଓଡି଼ଶା ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ହୋଇସାରିଲାଣି। ଏହାପରେ ମଧ୍ୟ ଯେଉଁ ଅଡି଼ଆ ଲୋକ କିମ୍ବା ଓଡି଼ଶାବାସୀ ଏହି ଭ୍ରଷ୍ଟାଚାରୀ ମାନଙ୍କୁ କିମ୍ବା ଏମାନଙ୍କ ଅଇଁଠାଚଟା ସମର୍ଥକଙ୍କୁ ଭୋଟଦେବ ସିଏତ ନିଶ୍ଚିତରୂପେ ଏକ ଅବିବେକୀ ଅମଣିଷ ଏବଂ ସବୁଠାରୁ ଘୃଣ୍ୟ ଜୀବହିଁ ହୋଇଥିବ।
    ବିଜ୍ଞ ଓଡି଼ଶାବାସୀ ଏହି ସ୍ୱାର୍ଥନ୍ୱେଷୀ ଦୁରାଚାରୀ ଚତୁର ଶୃଗାଳଦଳକୁ ପ୍ରତ୍ୟାଖ୍ୟାନ କରି ଆମ ରାଜ୍ୟ ଶାସନ କ୍ଷମତାରୁ ହଟାଇଦେବା ଉଚିତ। ନଚେତ୍
    ଅଖା ଧୋଉଥିବ ଗୁଣ ଗାଉଥିବ।
    ତୁଚ୍ଛ ମଦ ମାଂସ ଓ ସାମାନ୍ୟ ଅର୍ଥ ଲାଳସାର ଶିକାର ହୋଇ ଯିଏ ଏହି ଧପ୍ପାବାଜୀ ଦଳକୁ ଭୋଟ ଦେବ କିମ୍ବା ସମର୍ଥନ କରିବ, ତାଙ୍କ ଉତ୍ତରପିଢୀ଼ ହିଁ ଏହାର କୁପରିଣତି ଭୋଗିବ।
    ଅଖା ଧୋଉଥିବ ଗୁଣ ଗାଉଥିବ।

  • @shibaprasadpanda4797
    @shibaprasadpanda4797 4 місяці тому

    Appointed,

  • @keshabkumarmoldtek7445
    @keshabkumarmoldtek7445 6 місяців тому +9

    Ask to sasmit Patra BJD SPOKES PERSON in this regard. He will explain .

  • @sarojpradhan7102
    @sarojpradhan7102 6 місяців тому

    ପାଣ୍ଡିୟାନ କୁ ଓଡିଶା ରାଜ୍ୟ ରୁ ନ ହଟାଇବା ପର୍ଯ୍ୟନ୍ତ ସେ ଓଡିଶା ରାଜ୍ୟ ପାଇଁ ଗୋଟିଏ ମାରାତ୍ମକ ଗ୍ରହ ଭାବେ ବିନାଶ କରୁଥିବେ

  • @harimachha5054
    @harimachha5054 6 місяців тому

    Right sir

  • @Katak_Dk
    @Katak_Dk 6 місяців тому

    ତାମିଲ୍ ଶାସନ ଆଉ ବେଶୀ ଦିନ ନୁହେଁ ଲୋକେ ପରିବର୍ତ୍ତନ କହିଲେଣି

  • @sanjaysaha-nl4ge
    @sanjaysaha-nl4ge 6 місяців тому +1

    Pandian's dedication to understanding the needs of Odisha's populace underscores his commitment to inclusive governance.

  • @sarojrout9173
    @sarojrout9173 6 місяців тому +7

    ପାଣ୍ଡୁ ମହାଶୟ ବିଜେଡି ର ସାଧାରଣ କର୍ମୀ ହେଇକି ତା'ର ଦରମା ସହିତ ଘର ଗାଡି ଦିଆଯାଇଛି ତାହେଲେ ବିଜେଡି ଅନ୍ୟ କର୍ମୀ ମାନେ ଭୋଟ ପାଇଁ ଆଣ୍ଠୁ ଗଣ୍ଠି ଛିଡାଇ ତମକୁ ଗାଦି ରେ ବସିଛନ୍ତି ହେଲେ ତାଂକ ପାଇଁ ଅନ୍ୟାୟ ଅଳ୍ପ ବହୁତ କିଛି ପାଇବା କଥା
    ନବୀନ ପଟ୍ଟନାୟକ ଅନ୍ୟାୟ କରୁଛ

    • @gurucharanbarik7817
      @gurucharanbarik7817 5 місяців тому

      ବୋଧହୁଏ,, ବିଜେଡି ର ଅନ୍ୟ କର୍ମୀ ମାନେ ଦନା ଚଟା କୁକୁର ହୋଇଥିବେ ବୋଲି ଦଳର ସୁପ୍ରିମୋ ଭାବୁଥିବେ. 🤔🤔🤔🤔🤔

  • @nagenbehera978
    @nagenbehera978 6 місяців тому +2

    Jay shree ram

  • @mithunabhoi8732
    @mithunabhoi8732 6 місяців тому

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ🕉❤❤❤❤🙏🙏🙏🙏
    BK Pandya Pandian IAS officer ତମ ଘର ଚାକର ନୁହଁ
    Is great BK Pandian sir
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ🕉❤❤❤🙏🙏🙏

    • @rajendranathnayak6904
      @rajendranathnayak6904 6 місяців тому

      Tamil manankara kouta dekhi odia tanku bhari bhala panti aau tankara pada chatibaku pachhanti nahi 😅😊😊

  • @ganeshpanigrahi5258
    @ganeshpanigrahi5258 6 місяців тому

    ଆଉ କେତେ ଦିନ ଧରି ଓଡ଼ିଆମାନେ ବିଶେଷ କରି ଯୁବସମାଜ ଅତ୍ୟନ୍ତ ଶୋଚନୀୟ ଅବସ୍ଥା ସୃଷ୍ଟି କରାଇ ରାଜ୍ୟରେ ଏହିଭଳି ଶୋଷଣ, ଲୁଣ୍ଠନ, ଭ୍ରଷ୍ଟାଚାର, ବ୍ୟଭିଚାର ଓ ଦୁର୍ନୀତିକୁ ସହି ଚାଲିଥିବେ...???!!!

  • @mamatamana
    @mamatamana 6 місяців тому

    Good.

  • @siddharthaprasaddas2488
    @siddharthaprasaddas2488 6 місяців тому

    ଆରେ ଭାଇ ବୁଦ୍ଧି ରେ ସେ ପାଣ୍ଡିଆନ କୁ ପାରୁନଥିବା ଲୋକ ର ଏ ଚିତ୍କାର,ବୁଦ୍ଧି ରେ ପରାସ୍ତ କର,

  • @rajanisahu4577
    @rajanisahu4577 6 місяців тому

    ୟେ ରାଜା ମହୁମାଛି ମୁହଁରେ ନିଆଁ ମାରିବା ଦରକାର ତାହେଲେ ଅନ୍ୟ ଶ୍ରମିକ ମହୁମାଛି, ଯୋଦ୍ଧା ମହୁମାଛି ମାନେ ଉଡ଼ିଯିବେ।

  • @littlequeenrakhi
    @littlequeenrakhi 6 місяців тому

    ଓଡିଆ ଲୋକେ ଏହାକୁ ତୁରନ୍ତ ଅନୁଧ୍ୟାନ କରି ବହିସ୍କାର କରନ୍ତୁ ନଚେତ୍ ଓଡ଼ିଆ ଲୋକ ସମସ୍ତେ ଆଗକୁମହା ବିପଦ ଭୋଗି ଚାଲିବ

  • @sanjauakumar8999
    @sanjauakumar8999 5 місяців тому

    5T ରେ କାହିଁକି ରହିବେ ,ଓଡ଼ିଆ IAS ଙ୍କୁ ରଖା ଯାଉ

  • @CHINMAYA683
    @CHINMAYA683 6 місяців тому +1

    His focus on completing projects efficiently highlights his management skills and commitment to progress.

  • @chittaranjandehury6450
    @chittaranjandehury6450 6 місяців тому

    Good job sir

  • @RakeshNayak-lf8oe
    @RakeshNayak-lf8oe 6 місяців тому

    After all this things, He is a well educated persons.

  • @angular_dotnet_web_api_ful1231
    @angular_dotnet_web_api_ful1231 6 місяців тому +13

    500 koti tamilnadu re. purei sarilani... darama na nele bi chaliba

    • @nirmalbehera2741
      @nirmalbehera2741 6 місяців тому +2

      800 koti

    • @alokpanigrahi6448
      @alokpanigrahi6448 6 місяців тому +1

      Bhai 500 CR kn dayaa karucha 5000cr kuha

    • @angular_dotnet_web_api_ful1231
      @angular_dotnet_web_api_ful1231 6 місяців тому

      @@alokpanigrahi6448 0 ta type helani....5000 cr nuhen besi hei pare nischaya....2 guna hei pare....Odia nku buan bulauchhanti Odia na jani thiba loka.

  • @prasantkudas3438
    @prasantkudas3438 6 місяців тому

    ନବୀନା ମାଇଚିଆ ଯୋଗୁଁ ଓଡ଼ିଶା ଶାସନ ବ୍ୟବସ୍ଥା ଏଭଳି,

  • @sibaprasadmohanty2677
    @sibaprasadmohanty2677 6 місяців тому +11

    239 jio pack pakeile saruni amane 15000rs phone bill nei kana gandire purau chanti

  • @liteshkumar2496
    @liteshkumar2496 6 місяців тому +1

    ଏ ଦରମା ର କୋଡିଏ ଗୁଣା କାମାଇ କରେ ପାଣ୍ଡୁ
    ଏ ଦରମା କେବଳ ଲୋକ ଦେକାଣୀ

  • @ashokswain6025
    @ashokswain6025 6 місяців тому

    5T ନା୍ଁ ରେ ଓଡ଼ିଶା ର ଲୋକଙ୍କୁ ଭୁଆଁ ବୁଲେଇ ପ୍ରକୃତ ତଥ୍ୟ ଲୁଚାଉ ଛନ୍ତି ।5T ର କିଛି କାର୍ଯ୍ୟାଳୟ ଅଛି କି ନାହିଁ? ଯଦି ଅଛି ସେଠାରେ ଅନ୍ୟାନ୍ୟ କର୍ମଚାରୀ ମାନେ ଅଛନ୍ତି କି ନାହିଁ ନା କେବଳ ପାଣ୍ଡୁ ତାହାର ସର୍ବେସର୍ବା? ପାଣ୍ଡୁ କେଉଁ ଆଧାରରେ ଏହାର ଅଧ୍ୟକ୍ଷ ହେଲେ ଏକଥା ନବୀନ ବାବୁ ସାର୍ବଜନୀନ କରିବା ଉଚିତ।

  • @Ttyilojg
    @Ttyilojg 6 місяців тому

    ଓଡ଼ିଶା ର ବିକାଶ ଚୁଲି ମୁହଁକୁ 😂😂😂😂

  • @debashisjena7717
    @debashisjena7717 6 місяців тому +1

    ତାମିଲ ପାଣ୍ଡିଆ ଓଡ଼ିଶା କୁ ଲଣ୍ଡା କରି ସବୁ ଖlଇଯିବ।

  • @KushaRaut-eg1yr
    @KushaRaut-eg1yr 6 місяців тому +12

    ED cBI lagajau

    • @smohanty3507
      @smohanty3507 6 місяців тому

      kicchi milibani...sabu salary investment details income tax office pakhare thiba..BJP ra natak election jitiba pain..khali.pandian na re bhika maga vote

  • @sukantakumarpradhan8127
    @sukantakumarpradhan8127 6 місяців тому

    ଆମ ଶଙ୍ଖ ଆଶ୍ରମର ସାରଥୀ ବାବା
    ମୁଖିଆ କରିଛନ୍ତି ତାକୁ ସର୍ବେ ସର୍ବା।

  • @prakashviewsupdatesanalysi9759
    @prakashviewsupdatesanalysi9759 6 місяців тому

    ଯଦି ଭଲରେ ବଞ୍ଚିବାର ଅଛି ରାଷ୍ଟ୍ର ହିତରେ ଭୋଟ ଦିଅ ଆମର ଆଗାମୀ କାଲି ଓ ଭବିଷ୍ୟତ ପାଇଁ ନ ହେଲେ ମଦ + ୫୦୦ ଟଙ୍କାରେ ବିକି ହେଇଗଲେ ସରିଲା।

  • @Buddhi118
    @Buddhi118 6 місяців тому +1

    Pandian's role in infrastructure, healthcare, and education projects highlights his diverse impact on Odisha's development.

  • @rkm3611
    @rkm3611 6 місяців тому

    ଏଇ ଡକାୟତ କୁ ED arrest କଲେ ସବୁ ଲୁଟ୍ ଟଙ୍କା ପଦାକୁ ଆସିବ ।

  • @azubizu2534
    @azubizu2534 6 місяців тому

    ଏଠି ସମ୍ବିଧାନ ନକଲି
    ଆଇନ କାନୁନ ସବୁ ପକେଟରେ
    🤣🤣🤣🤣🤣🤣🤣🤣🤣

  • @KAJALSETHI-tl8ho
    @KAJALSETHI-tl8ho 6 місяців тому +1

    The personal touch Pandian brings to governance, such as receiving public petitions, enhances his connection with citizens.

  • @SwaymPravaDas
    @SwaymPravaDas 5 місяців тому

    ଓଡ଼ିଶା ବାସି ଙ୍କ tax ଟଙ୍କା ନିଜ ରା ଜ୍ୟ ର ଟଙ୍କା ହେଲେ ସିନା ବାଧିବ

  • @manojkumarlenka2288
    @manojkumarlenka2288 4 місяці тому

    Bah bah re no.1 cm.

  • @ArunDas-hc5zz
    @ArunDas-hc5zz 6 місяців тому

    5T ହେଲା ପାଞ୍ଚ Tantra (ତନ୍ତ୍ର) ଭଣ୍ଡେଇବା , ଟାଉଟରି,ଚୋରି, ଅନିତି,ଦୁର୍ନୀତି

  • @milanmamafarmhouse4323
    @milanmamafarmhouse4323 6 місяців тому +2

    ତାକୁ ଓଡିଶା ବାସୀ ମୁଣ୍ଡରେ ବସାଇବାରୁ ଏ ପରିସ୍ଥିତି ଆଜି ହୋଇଛି

  • @BijayalaxmiMoharana-tj9cv
    @BijayalaxmiMoharana-tj9cv 6 місяців тому +1

    For his dedication towards odisha development, his getting very less..Govt should paid more to Pandian sir,

  • @mr.mathurihansdah
    @mr.mathurihansdah 6 місяців тому

    ବିଜେଡି ହଟାଅ ଓଡ଼ିଶା ବଂଚାଅ।😲😲😲😲😲😲😲😲😲

  • @Official_Khusi1
    @Official_Khusi1 6 місяців тому

    ସତର୍କ ହୁଅ ଓଡ଼ିଶା ବାସୀ

  • @Hhhg-y3x
    @Hhhg-y3x 6 місяців тому +1

    ତାକୁ ତାମିଲନାଡ଼ୁ କୁ ଟ୍ରକ୍ ରେ ପଠେଇଦିଅ
    5Tamilnadu haba

    • @artanayak1736
      @artanayak1736 6 місяців тому

      Truck re jibara jogyata nahi tali re pathaile thik heba

  • @rajeshshows3989
    @rajeshshows3989 6 місяців тому

    One n only Narendra modii 🙏🙏🙏

  • @biranchinarayanmallick8033
    @biranchinarayanmallick8033 6 місяців тому +1

    ଲୁଟେରା ଗ୍ୟାଙ୍ଗ l Arrest him immediately.

  • @AshokBarik-w1w
    @AshokBarik-w1w 6 місяців тому

    Thank you odisha vai❤❤Naveen hatao odisha bacchon😮😮😮

  • @BiranchiMaharana-l8c
    @BiranchiMaharana-l8c 6 місяців тому +12

    Odisha Loot govt

  • @MisGita-fg1oj
    @MisGita-fg1oj 6 місяців тому +1

    Jai bjp Jai odisha Jai shree ram ❤❤❤🎉🎉🎉

  • @basantakumar2381
    @basantakumar2381 6 місяців тому

    Save our Odisha and take immediate action against him...

  • @ashokkumardash1032
    @ashokkumardash1032 6 місяців тому +4

    Nabina aau pandiyan ku Dharma sahibani.jagannath mahaprabhu keve sahibeni🙏🙏🙏

    • @laxmanmeher484
      @laxmanmeher484 6 місяців тому

      Ghoda dimba
      BHAGWAN
      ACHHI
      KALIYUGG
      GHOOR KALIYUGG

  • @hrushikeshkar3297
    @hrushikeshkar3297 6 місяців тому

    Sir apana RTI madhyamare tathya janai thibaru aneka dhanyavaad.

  • @basantakumar2381
    @basantakumar2381 6 місяців тому

    Take action against him... immediately

  • @SatrughanNayak-qf1rt
    @SatrughanNayak-qf1rt 6 місяців тому

    ଏସବୁ କାଗଜ କଲମରେ କିନ୍ତୁ ଗା,,,,,, ମାରୁଥିଲା କୋଟି କୋଟି

  • @biplabsarangi93
    @biplabsarangi93 6 місяців тому

    Pandian good person

  • @debasishnayak464
    @debasishnayak464 6 місяців тому

    This is the real face of 5T. Nothing else

  • @jayantsethi3353
    @jayantsethi3353 6 місяців тому +10

    Rajya pura durnitee re budi sarilani . Raja cosha ku khaigaleni . 😂😂😂

  • @bulubag-s1t
    @bulubag-s1t 6 місяців тому +3

    ଓଡ଼ିଶାର ଲୋକେ ପାଣ୍ଡୁ ର ଏସବୁ ଦେଖି ବୁଝିପାରୁଛନ୍ତି ତ ? ଲୋକମାନେ ବୁଝିବାକୁ ଚେଷ୍ଟା କରୁନ୍ତୁ, ପାଣ୍ଡୁ ଓଡ଼ିଶାର ନୁହଁ ସେ ତାମିଲନାଡୁ ର ସେ କାହିଁକି ଆମ ଓଡ଼ିଶାର ଲୋକଙ୍କ ବିକାଶ ଚିନ୍ତା କରିବ।ସେ ସବୁ ଓଡ଼ିଶାର ଲୁଟି ଚାଲିଛି।

  • @shibaprasadpanda4797
    @shibaprasadpanda4797 4 місяці тому

    How many police appinted since last5years?