Це відео не доступне.
Перепрошуємо.

ହେତୁବାଦୀଙ୍କ ବଡ଼ ବୟାନ, କହିଲେ ରତ୍ନ ଭଣ୍ତାରକୁ ନେଇ ଚାଲିଛି ....। Ratna Bhandar।Jagannath Temple।

Поділитися
Вставка
  • Опубліковано 12 лип 2024
  • ହେତୁବାଦୀଙ୍କ ବଡ଼ ବୟାନ, କହିଲେ ରତ୍ନ ଭଣ୍ତାରକୁ ନେଇ ଚାଲିଛି ....। Ratna Bhandar।Jagannath Temple।#local18 #news18odia #OdiaNews #ଆଜିରନ୍ୟୁଜ #odishanews #oriyanews #purirathyatra #rathayatra #ratnabhandar #jagannathpuritemple
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/desc-youtube
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y46bt2fm

КОМЕНТАРІ • 712

  • @bijaykumarmohakud517
    @bijaykumarmohakud517 Місяць тому +69

    ଅନ୍ୟ ସମ୍ପ୍ରଦାୟ ବିଷୟରେ ଟିକେ ହେତୁ ଜ୍ଞାନ କୁହ

    • @AmilyaPradhan
      @AmilyaPradhan Місяць тому +8

      ଆ ଗାଣ୍ଡିରେ ଦମ ନାଇଁ... କହିଲେ ସେମାନେ ଆଉ ଉତ୍ତମ ମଧ୍ୟମ ଦେବେ....😂😂😂😂😂

    • @sadanandamishra6269
      @sadanandamishra6269 29 днів тому +2

      ସେମାନେ କହିବେ ନାହିଁ କାରଣ ସେମାନେ ଜାଣନ୍ତି ଏହା ଦ୍ୱାରା ସେମାନେ ଜେଲ କୁ ଯିବେ l

    • @abhimanyudash8360
      @abhimanyudash8360 28 днів тому +2

      ସତ୍ୟ କଥା ଶୁଣିବାକୁ ବାଧୁଛି..

    • @abhimanyudash8360
      @abhimanyudash8360 28 днів тому +3

      ଏ ହାରାମି ନୁହଁ.. ବ୍ରାହ୍ମଣବାଦ, ମନୁବାଦ ତୁମର ପିଢ଼ି ପିଢି କୁ ଗୋଲମ କରି ରାଜ କରୁଛି.. ଏପରି ହାରାମି ମାନଙ୍କୁ ଚିହ୍ନ... ନହେଲେ ବାପା ମାଆ ଧୋକା ଖାଉଥିଲେ.. ତୁମେ ତୁମର ପର ପିଢି ଧର୍ମର ଗୋଲାମଗିରି କରିବେ.. ତୁମକୁ ମୁକ୍ତି ହେବ ବିଜ୍ଞାନ, ତର୍କ.. ତେଣୁ ବିଜ୍ଞାନଦାବୀ, ତର୍କବାଦୀ ହୁଅ. ଉଲ୍ଲୁ ହୁଅ ନାହିଁ.. ଏବେ ତମ ଇଛା..

    • @nilambarsahu9643
      @nilambarsahu9643 28 днів тому

      Right

  • @tusarpanda5148
    @tusarpanda5148 Місяць тому +49

    ତମେ ହେତୁବାଦ୍ଦି ଖାଲି ହିନ୍ଦୁ ଧର୍ମର ବିଷୟରେ କୋଉଚ୍ଚ ଠିକ୍ ଅଛି.ଥରେ ମାତ୍ର ମୁସଲିମ ସମ୍ପ୍ରଦାୟ ବିଷୟ ରେ କହିଲ.khrristian ବିଷୟ ରେ କହିଲ ତମ ଓକାଟ କେତେ .

    • @user-pi1lc5ov3i
      @user-pi1lc5ov3i Місяць тому +2

      Bhai apana dine boom neiki jantu au pocharontu

    • @tunathakur5802
      @tunathakur5802 Місяць тому

      Bhai e basted najayaj harami mananka himmat nahin. Emane gote gote jaraja

    • @stutikerketta2168
      @stutikerketta2168 Місяць тому

      Tama pari andhabhakt hindu mane pratek Dina mushalman au Christian mananku gali karanti.kahin semane ta reaction Karu nhanti

    • @k-manojkumar1341
      @k-manojkumar1341 Місяць тому

      Tu gote mundi bujhilu hana habu raha​@@stutikerketta2168

    • @sudhiranjansahoo1332
      @sudhiranjansahoo1332 28 днів тому

      Pura gandire gehindebe e ku😂😂😂

  • @knoweconomics1
    @knoweconomics1 Місяць тому +28

    ବହୁତ ବହୁତ ଧନ୍ୟବାଦ ସାର। ଆପଣକପରି ନିର୍ଭୀକ ଓ ସତ୍ୟବାଦୀ ଙ୍କୁ ଏ ସମାଜର ଅନ୍ଧଭକ୍ତ ମାନେ ଗ୍ରହଣ କରିବେନି। ସେମାନେ ଗ୍ରହଣ କରନ୍ତୁ କି ନ କରନ୍ତୁ ଆପଣଙ୍କର ମତ ସର୍ବଦା ସତ୍ୟ ଓ ବଜ୍ଞାନ ସମ୍ମତ।

  • @KasturbaChatriya
    @KasturbaChatriya Місяць тому +16

    U r right,sabu bhandami
    Lokaku divert kariba chhada au kichhi nahi...

  • @Golitics870
    @Golitics870 Місяць тому +11

    Really good analysis and analysed in a scientific manner.🎉🎉🎉

  • @nirodamishra907
    @nirodamishra907 Місяць тому +15

    Perfect katha.🙏

  • @pradhanfarming5161
    @pradhanfarming5161 Місяць тому +58

    ବିପଦ ପ୍ରଳୟ ଆସିବା କହିବା ଅନ୍ଧ ବିଶ୍ବାସ କିନ୍ତୁ
    ଜଗନ୍ନାଥ ଠାକୁର ନୁହଁନ୍ତି କହିବା ଉଚିତ୍ ନୁହେଁ
    ହେତୁ ବାଦି ହେତୁବାଦି ହିସାବରେ ରୁହ ଯେତିକି କହିବା କଥା କୁହ
    ଡକ୍ଟର ନପାରିଲେ ଠାକୁର ଭରସା କହୁଛନ୍ତି ନିଜେ ଡକ୍ଟର

    • @Jeetjazz52
      @Jeetjazz52 Місяць тому +1

      Kou bi thakura nahanti

    • @rameshdash779
      @rameshdash779 Місяць тому +3

      Prabhu nahanti. Jadi tu kameti banchichu pagala buda tou bou Tate kahinahati jaghanta Kia kouti lekha achi pasu maksh khiebaku tu gote kalijugara narada

    • @itishreepriyadarsaninayak3341
      @itishreepriyadarsaninayak3341 29 днів тому +1

      Ehi hetubadi ra garba pae Yara paribar bi lopa paijiba eta kilibili hoi mariba

    • @hk7154
      @hk7154 28 днів тому

      ​@@rameshdash779ନାରଦ ଙ୍କ ଚର୍ଯ୍ୟା ପଢନ୍ତୁ ନାରଦ ମୁନି ନାଟ ଲଗାନ୍ତିନି କୃପା କରନ୍ତି ତାର ଉଦାହରଣ ଭକ୍ତ ପ୍ରହଲ୍ଲାଦ, ଧ୍ରୁବ ମହାରାଜ, ଆହୁରି ଅନେକ ଭକ୍ତ...
      ୟାକୁ ତମେ ନାରଦ ମୁନି ଙ୍କ ସହ ତୁଳନା କରନି ୟେ ତ କଳିଯୁଗର ମାଂସ ଖିଆ ରାକ୍ଷସ ଟିଏ...

    • @Inner.divinity
      @Inner.divinity 27 днів тому

      ​@@itishreepriyadarsaninayak3341andhbhakt spotted

  • @trinathBehera-nt2xq
    @trinathBehera-nt2xq Місяць тому +17

    Andhakaraku dura karithibaru apananku koti koti pranam

  • @manoranjanlenka4241
    @manoranjanlenka4241 29 днів тому +9

    ସାର୍ ! ଆପଣଙ୍କ କଥା ଗୁଡ଼ିକ ବହୁତ ଭଲ ଲାଗିଲା। ଏହା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ମଧ୍ୟ। ପ୍ରଚଳିତ ଅନ୍ଧବିଶ୍ୱାସ ଜନିତ ଜୀବନ ଧାରା କୁ ଆମର ଏହି ବିଜ୍ଞାନ ହିଁ ବଦଳାଇ ପାରିବ।ଦୁଃଖର କଥା ବିଜ୍ଞାନକୁ ବୁଝାଇବା ପାଇଁ ଆମ ପାଖରେ ସୁବ୍ୟକ୍ତି ର ଅଭାବ ରହିଛି।

    • @Sandiptheking
      @Sandiptheking 24 дні тому

      Are bhai kau bigyana Katha kahucha janma hela bele bigyana ku sathire nei ki asi thila

    • @rahulpolei4102
      @rahulpolei4102 23 дні тому

      ମିଛପଚାରକକୁ ଧରାଯାଉ ବେସିମିଡୀଆବାଲାସୋକରୁଛନ୍ି

  • @pabitrapradhan6184
    @pabitrapradhan6184 29 днів тому +2

    Thank you Ratha sir for being the torch bearer of rationalism

  • @studioranee3392
    @studioranee3392 Місяць тому +22

    100% right sir

  • @abhimanyudash8360
    @abhimanyudash8360 28 днів тому +5

    ଉଲ୍ଲୁ ବନେଇବା, ହତ୍ୟା କରିବା, ସ୍ବର୍ଗ ନର୍କ, ଭୁତ ପ୍ରେତ ଧର୍ମର ଆବିଷ୍କାର.. କିନ୍ତୁ ସମୟ ଆସିଲାଣି ଧିରେ ଧିରେ ଲୋକମାନଙ୍କ ଆଖି ଖୋଲିଲାଣି.. ଭାଣ୍ଡାମି, ବ୍ରାହ୍ମବାଦ, ମନୁବାଦ ଚଳିବ ନାହିଁ..

  • @kathaokabitabysunanda2136
    @kathaokabitabysunanda2136 Місяць тому +10

    ଏସବୁକୁ ବୁଝିବା ପାଇଁ ଆତ୍ମ ସମ୍ମାନ ଓ ଜ୍ଞାନ r ଆବଶ୍ୟକତା ଅଛି। ନହେଲେ ଅଦୃଶ୍ୟ ଭୟ ଓ ଅନ୍ଧ ଭକ୍ତି ରେ ଜୀବନ ଚାଲେ

    • @abhimanyudash8360
      @abhimanyudash8360 28 днів тому

      ବ୍ରାହ୍ମଣବାଦ, ମନୁବାଦ ତୁମର ପିଢ଼ି ପିଢି କୁ ଗୋଲମ କରି ରାଜ କରୁଛି.. ଏପରି ହାରାମି ମାନଙ୍କୁ ଚିହ୍ନ... ନହେଲେ ବାପା ମାଆ ଧୋକା ଖାଉଥିଲେ.. ତୁମେ ତୁମର ପର ପିଢି ଧର୍ମର ଗୋଲାମଗିରି କରିବେ.. ତୁମକୁ ମୁକ୍ତି ହେବ ବିଜ୍ଞାନ, ତର୍କ.. ତେଣୁ ବିଜ୍ଞାନଦାବୀ, ତର୍କବାଦୀ ହୁଅ. ଉଲ୍ଲୁ ହୁଅ ନାହିଁ.. ଏବେ ତମ ଇଛା..

    • @benudharpadhi2288
      @benudharpadhi2288 23 дні тому

      ​​@@abhimanyudash8360ତୁମ ହେତୁବାଦୀ ମାନେ ଅନ୍ଧଭକ୍ତ ଧର୍ମ କାହାକୁ ଗୁଲାମ କରିନି ବାସ୍ତବରେ ତୁମ ପରି କେତେକ ଲୋକ ଧର୍ମ କୁ ଅପମାନ କରୁଛ । ତୁମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ୍ । ବ୍ରାହ୍ମଣ କୌଣସି ପ୍ରକାର ଖରାପ ଭୁଲ କାର୍ଯ୍ୟ କରନ୍ତି ନାହିଁ । ବ୍ରାହ୍ମଣ ଶବ୍ଦ ର ଅର୍ଥ ଯିଏ ବ୍ରହ୍ମ କୁ ଜାଣେ । ବ୍ରାହ୍ମଣ କାହାକୁ ଗୁଲାମ କରିନାହାନ୍ତି ବରଂ ସେ ପୂଜା ଯଜ୍ଞ ବୈଦିକ କର୍ମ କରନ୍ତି । ଭାରତୀୟ ସନାତନ ଧର୍ମ କାହାକୁ ଗୁଲାମ କରେ ନାହିଁ ବରଂ ଏହା ଭାରତୀୟ ସନାତନ ଧର୍ମ ମାନବ କୁ ଏକ ଶ୍ରେଷ୍ଠ ମାନବ ରୂପେ ଗଠନ କରେ । ବାସ୍ତବରେ ତୁମ ହେତୁବାଦୀ ମାନେ ଅନ୍ଧଭକ୍ତ ତୁମ ହେତୁବାଦୀ ମାନେ ଭାରତୀୟ ସନାତନ ଧର୍ମ କୁ ଅପମାନ କରୁଛ ତୁମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ୍। ବାସ୍ତବରେ ତୁମ ହେତୁବାଦୀ ମାନେ ହିଁ ହାରାମି

  • @malayapatra9564
    @malayapatra9564 Місяць тому +8

    ସତ ଶାର

  • @manoranjanjena6161
    @manoranjanjena6161 Місяць тому +8

    ମୁଁ ମଧ୍ୟ ପ୍ରଳୟ ଆସିବାକୁ ବିରୋଧ କରେ ତା ଅର୍ଥ ନୁହେଁ ଜଗନ୍ନାଥ ଙ୍କୁ ଅବିଶ୍ବାସ କରିବା ଯେଉଁମାନେ ହେତୁବାଦି ଚୋଦୋଉଛନ୍ତି ମୋର ସେମାନଙ୍କୁ ପ୍ରଶ୍ନ ଯେତେବେଳେ ଚନ୍ଦ୍ରାୟନ ୩ ଆଉ ମଙ୍ଗଳାୟନ୨ ଲଞ୍ଚ କରାଗଲା କ'ଣ ପାଇଁ ସେମାନେ ତିରୁପତି ଯାଇଥିଲେ ? କ'ଣ ହେତୁବାଦିମାନେ ତାଙ୍କଠାରୁ ଅଧିକ ଗ୍ୟାନି ? ଗତ କିଛି ଦିନ ତଳେ ଇସ୍ରୋ ଅଧ୍ୟକ୍ଷ S somanath କେରଳର ଗୋଟିଏ ହିନ୍ଦୁ ମନ୍ଦିରକୁ ଯାଇଥିଲେ ତାଙ୍କୁ ସାମ୍ବାଦିକ ଭାଇମାନେ ପ୍ରଶ୍ନ କରିଥିଲେ ଆପଣ କ'ଣ ଠାକୁର ଙ୍କୁ ବିଶ୍ବାସ କରନ୍ତି? ସେ ଉତ୍ତର ରଖିଥିଲେ କି ଭଗବାନଙ୍କ ବିନା ମୁଁ ନିମିତ୍ତ ମାତ୍ର ଆଜି ଯାହା susses ହେଇଛି ତାହା ଭଗବାନ ଙ୍କ ଇଛାରେ ହୋଇଛି ମୁଁ ମାତ୍ର ମାଧ୍ୟମ । ତେଣୁ ଏମାନେ ଯଦି ଗୋଟିଏ ଗୋଟିଏ ବୈଜ୍ଞାନିକ ହୋଇଥାନ୍ତେ କହିଥାନ୍ତେ ଦିନରାତି ଆମେ କରୁଛୁ ।

    • @Inner.divinity
      @Inner.divinity 27 днів тому +1

      @@manoranjanjena6161 ବୈଜ୍ଞାନିକ ମାନେ ବିଜ୍ଞାନ ପଢି ବୈଜ୍ଞାନିକ ହେଇଛନ୍ତି ନ ବେଦ, ଉପନିଷଦ,ପୁରାଣ ପଢି ? ତୁମ ଦେହ ଖରାପ ହେଲେ ଡାକ୍ତର ଙ୍କ ପାଖକୁ ଯାଉଛ ନ ଚନ୍ଦନ , ସିନ୍ଦୁର ମାରି କୀର୍ତ୍ତନ କରି ମନ୍ଦିର ରେ ଅଧିଆ ପଡୁଛ ? 🤣😁..

  • @ashokkumarmoharana7946
    @ashokkumarmoharana7946 29 днів тому +4

    U R very correct. ଲୋକେ ଅନ୍ଧବିଶ୍ୱାସ ରୁ ଦୁରେଇ ରୁହନ୍ତୁ । ପଣ୍ଡାଙ୍କ ଦଇତାପତି ଙ୍କ ମିଥ୍ୟାର ଅନ୍ଧବିଶ୍ୱାସ ଅପପ୍ରଚାର କୁ ତ୍ଯାଗ କରନ୍ତୁ ।

  • @BasantMohapatra-jh6vw
    @BasantMohapatra-jh6vw Місяць тому +66

    ଆପଣ ବାସ୍ତବ କଥା କହୁଛନ୍ତି ସାର, ଆପଣଙ୍କୁ ବହୁତ ଧନ୍ୟବାଦ l

  • @biswajitdas-ss2rx
    @biswajitdas-ss2rx Місяць тому +45

    ଲୋକେ ଠିକ କହିଥିଲେ ତମ ପାଖରୁ ବଂଶ ବୁଡି ଯାଇଛି ତମେ ବଂଶ ରେ ଗଣା ନୁହେଁ

    • @manashnayak2794
      @manashnayak2794 Місяць тому +2

      ନଡ଼ିଆ ର କେତୋଟା କଣା ତୋତେ ମୋ ପେଳ ଟା ଜଣା ମୁଁ 💯ଥର କହିବି କଳିଯୁଗ ରେ ଭଗବାନ ନାହାନ୍ତି ଇୟେ କଳି ଯୁଗ କେବେ ଆଖିରେ ଭଗବାନ ଙ୍କୁ ଦେଖିଛ ମୋ କମେନ୍ଟ କୁ ଜିଏ ଖରାପ ଭାବିଲେ ମୋର ଢ଼ୋ

    • @akashtripathy9488
      @akashtripathy9488 29 днів тому

      ​@@manashnayak2794tu paban dekhichu, ta bali paban nai ki

    • @abhimanyudash8360
      @abhimanyudash8360 28 днів тому +1

      ତମେ ସବୁ ପାଠପଢ଼ି ମହା ମୂର୍ଖ ... ବ୍ରାହ୍ମଣବାଦ, ମନୁବାଦର ଗୋଲାମ... ଆମେ ସତ୍ୟ, ବିଜ୍ଞାନର ଅନୁଚର..ଜୟ ସମ୍ବିଧାନ..

    • @ayushmaanb8095
      @ayushmaanb8095 27 днів тому

      Thik kahi chhanty

  • @user-nh4fl4bk2c
    @user-nh4fl4bk2c Місяць тому +5

    Gote jinisha nuhen se bhagaban balaram

  • @surathanaik1169
    @surathanaik1169 Місяць тому +27

    ଯାହା କହିଲେ ଠିକ କହିଛନ୍ତି

  • @laxmidharsahoo8344
    @laxmidharsahoo8344 Місяць тому +13

    ବାସ୍ତବ ରେ ଏ ବ୍ୟକ୍ତି ଜଣେ ମହାନ୍, କାରଣ ସବୁର ପ୍ରମାଣ ଓ କାରଣ ଖୋଜନ୍ତି ଆଉ ଜାଣନ୍ତି, I oblige him,

    • @skr471
      @skr471 Місяць тому

      Toh boppa tate janma deichi tara pramana kan mate de 😅😅😅 toh bou ku tike patha bujhiba se pramana deipariba ta

    • @biswajit750
      @biswajit750 Місяць тому

      😂😂Andhabhakt​@@skr471

    • @nilambarmohanty9385
      @nilambarmohanty9385 29 днів тому

      ​@@skr471 jadi ta BAPAA & BOU ra GIAA GEI photo patheiba mu biswas karibi😂😂😂😂😂😂😂😂😂😂😂😂😂

  • @skprusty2953
    @skprusty2953 Місяць тому +12

    Right sir but,apanamanaku bujhiba lokonku bahut time lagiba mu bujhi jaichhi sanastanku anurodh please sir nka kathaku bujha emiti kharap coment diantuni

  • @user-fl9ds4zu2w
    @user-fl9ds4zu2w Місяць тому +5

    Thik katha kahuchhanti pratap sir

  • @Dinosaur222
    @Dinosaur222 12 днів тому

    💯 true salute to this grand old man

  • @sushantakumardas9901
    @sushantakumardas9901 25 днів тому

    Highly Commendable, Too Much Appreciable, Extremely Praiseworthy, Very Very True as well as Absolute Realistic Talks / Statements of the Most Eminent Mr Pratap Ratha on Orthodox Hindu Blind Believes.

  • @sanjuktamohanty9668
    @sanjuktamohanty9668 29 днів тому

    Sir namaste 🙏 ♥️. You are unique and bold,practical. I am agreed with you and respect you. 🙏

  • @RameshKandi-b1w
    @RameshKandi-b1w 29 днів тому

    Right sir Jay hetubadi Jay bharat

  • @paridacreation7307
    @paridacreation7307 Місяць тому +105

    Aama ଠାକୁରଙ୍କୁ ଏ ହାରାମି ଗୋଟେ ଜିନିଷ ବୋଲି କହୁଛି ଏ mediabala କାହିଁକି ୟା ସାଙ୍ଗରେ କଥା ହେଉଛନ୍ତି

  • @user-sl6kf5dt8s
    @user-sl6kf5dt8s Місяць тому +5

    Right sir

  • @xitish
    @xitish 29 днів тому

    Always with you legend rath sir 🫡

  • @BHUMANYUBAG
    @BHUMANYUBAG 29 днів тому

    You are salute sir intelligent personality

  • @user-ex8tp9bo9h
    @user-ex8tp9bo9h Місяць тому +4

    Right sir right sir right 👍🙏

  • @laxmidharsamantaray9750
    @laxmidharsamantaray9750 29 днів тому +1

    Your reasoning fundamental thoughts are no doubt prase worth. I hope real life depends upon how we are educated practical way not in spiritual way. Success will possible in systematic constant work for long time.

    • @hk7154
      @hk7154 28 днів тому

      ବେଶୀ ଇଂରାଜୀ ଝଡେନି ଓଡ଼ିଆ କହ ଏଇଟା ଓଡ଼ିଶା ଲଣ୍ଡନ ନୁହେଁ

  • @bimalcharanmishra3002
    @bimalcharanmishra3002 Місяць тому +2

    Your points are right but don't use any insulting remark for LORD JAGANNATH.
    You have seen this world for 75/ 80 years. But people having been worshipping Jagannath for years together.
    You have to admit that there is a supreme power under whose control we all are working.
    LORD Jagannath is uniting all of us .
    Don't try to break this unity

  • @prakashmodiodisha
    @prakashmodiodisha Місяць тому +2

    ସତ୍ୟ... ଧର୍ମ... ନ୍ୟୟ...ଅହିଁଶା...କ୍ରୋଧ...
    କର୍ମ... ପ୍ରକୃତି...ପରିବେଶ. ଗୁରୁଜ୍ଞାନ

  • @user-ex8tp9bo9h
    @user-ex8tp9bo9h Місяць тому +11

    Right sir e duniya re Satya ku bujhiba bahut kasta 😂

  • @manbodrana5313
    @manbodrana5313 Місяць тому +21

    ଏ ଭଦ୍ର ବ୍ୟକ୍ତି ଠିକ୍ କରୁଛନ୍ତି ଭାବୁଛି ।

  • @prafullachandrasahoo9688
    @prafullachandrasahoo9688 Місяць тому +40

    ଏଭଳି ବ୍ୟକ୍ତି ମାନଙ୍କୁ କମିଟି ଭିତରେ ରଖିଥାନ୍ତେ ଓ ବିରିୟାନୀ ଖାଇ ରତ୍ନଭଣ୍ଡାର ଖୋଲିବାକୁ ଯାଇଥାନ୍ତେ. ତାହେଲେ ଜଣାପଡିଥାନ୍ତା ପ୍ରକୃତ ରହସ୍ୟ କଣ.

    • @amitbehera9861
      @amitbehera9861 Місяць тому +2

      Bhai Seiloka pure Vegan......pure Veg thu adhika....

    • @JamesParichha.
      @JamesParichha. Місяць тому

      Thik thik

    • @abhimanyudash8360
      @abhimanyudash8360 28 днів тому

      ଏ ହାରାମି ନୁହଁ.. ବ୍ରାହ୍ମଣବାଦ, ମନୁବାଦ ତୁମର ପିଢ଼ି ପିଢି କୁ ଗୋଲମ କରି ରାଜ କରୁଛି.. ଏପରି ହାରାମି ମାନଙ୍କୁ ଚିହ୍ନ... ନହେଲେ ବାପା ମାଆ ଧୋକା ଖାଉଥିଲେ.. ତୁମେ ତୁମର ପର ପିଢି ଧର୍ମର ଗୋଲାମଗିରି କରିବେ.. ତୁମକୁ ମୁକ୍ତି ହେବ ବିଜ୍ଞାନ, ତର୍କ.. ତେଣୁ ବିଜ୍ଞାନଦାବୀ, ତର୍କବାଦୀ ହୁଅ. ଉଲ୍ଲୁ ହୁଅ ନାହିଁ.. ଏବେ ତମ ଇଛା..

  • @bishnumallick4372
    @bishnumallick4372 28 днів тому

    Sir, you are right.

  • @lunarayinstrumental
    @lunarayinstrumental 26 днів тому

    Totally logically

  • @ashokkumarsamal4864
    @ashokkumarsamal4864 29 днів тому

    Sir, you are really genius. My heartiest congratulations and pranam to you.

  • @theunluckypila3418
    @theunluckypila3418 Місяць тому +16

    I agree with u
    Sabu bakbas
    One day people will agree with u
    Some years ago these people believe that world is flat.

  • @gnwonder6432
    @gnwonder6432 Місяць тому +8

    Media ବାଲା ନିଜ TRP ପାଇଁ ଏହା record କରୁଛନ୍ତି। ସତ କଥା ହେଲା ଏପରି ଲୋକ ଯେ ଏହି ଯୁଗରେ ଅଛନ୍ତି ତାହା ନୁହେଁ। ସୃଷ୍ଟି ଆରମ୍ଭରୁ ଦୁଷ୍ଟ ଶିଷ୍ଟ , ଦେବତା ଅସୁର , ଭଲ ମନ୍ଦ ଏଵଂ ଆସ୍ତିକ ନାସ୍ତିକ ଅଛନ୍ତି। ଏ ଲୋକର ଯାହା ସ୍ଵଭାବ ସେ ସେୟା କହିବ ଏବଂ ଏହି ଜିନିଷ(ପ୍ରତାପ ରଥ)ର ସ୍ଵଭାବ ସହିତ ମେଳ ଖାଉଥିବା କିଛି ଲୋକ ଏ ମାନସିକ ରୋଗୀକୁ ପ୍ରଶଂସା କରିବେ। ଏଇ ଜିନିଷଟା ତ ବିଜ୍ଞାନରେ ଡିଗ୍ରୀ କରିନି ସେ କାହିଁକି ବିଜ୍ଞାନ ବିଜ୍ଞାନ ହଉଚି। Dr. APJ Abdul Kalam ଜଣେ ମହାନ୍ ବୈଜ୍ଞାନିକ। ତାଙ୍କ ପାଦ ଧୂଳିର ଯୋଗ୍ୟ ନୁହେଁ ଏହି ଲୋକ। କିନ୍ତୁ ସିଏ ସବୁ ଦିନ ତାଙ୍କ ନମାଜ ପଢନ୍ତି ଏପରିକି ସବୁଦିନେ Bhagawat Gita ଅଧ୍ୟୟନ କରନ୍ତି। ସେ ସବୁ ସାଧୁଙ୍କୁ ପ୍ରଣାମ କରନ୍ତି। ସେ ତାଙ୍କ ଆତ୍ମଜୀବନୀ "Wings of fire" ରେ ଲେଖିଛନ୍ତି ଯେତେବେଳେ ସେ ବାରମ୍ବାର ପ୍ରଚେଷ୍ଟା ସତ୍ତ୍ୱେ କୌଣସି ସଫଳତା ପାଇ ନଥିଲେ ସେତେବେଳେ ସେ ବହୁତ ଭାଙ୍ଗି ପଡ଼ିଥିଲେ। ସେତେବେଳେ ସ୍ବାମୀ ଶିବାନନ୍ଦଙ୍କ ମାର୍ଗ ଦର୍ଶନରେ ସେ ସଫଳତା ପାଇଥିଲେ। ସେ କୋଉ ହେତୁବାଦୀକି ତ ଦେଖେଇ ପାରିଥାନ୍ତେ? ତେଣୁ ଯିଏ ବିନମ୍ର ସେ ସବୁ ବୁଝିପାରେ। କିନ୍ତୁ ଯିଏ ଅହଙ୍କାରୀ ସେ ଭାବେ ସେ ହିଁ ଶ୍ରେଷ୍ଠ , ସବୁ ଜାଣିଚି । ତେଣୁ ପ୍ରତାପ ରଥ ଭଗବାନଙ୍କୁ ମାନେନି ତ ସେଟା ତାର ବ୍ୟକ୍ତିଗତ ବିଚାର। ଯେପରି ହେତୁବାଦକୁ କେହି ଦେଖେଇ ପାରିବେ? ତେବେ ହେତୁବାଦରେ କିପରି ବିଶ୍ୱାସ କରାଯାଇ ପାରିବ? ଯଦି ବି ମନସ୍ତତ୍ତ୍ୱ ଶାସ୍ତ୍ର ଅଛି , ସେଟା ସତ୍ୟ କି ଗାଲୁପେଲା କଥା କିପରି ବିଶ୍ୱାସ କରାଯିବ?

    • @Inner.divinity
      @Inner.divinity 27 днів тому

      ବୈଜ୍ଞାନିକ ମାନେ ବିଜ୍ଞାନ ପଢି ବୈଜ୍ଞାନିକ ହେଇଛନ୍ତି ନI ବେଦ, ଉପନିଷଦ,ପୁରାଣ ପଢି ? ତୁମ ଦେହ ଖରାପ ହେଲେ ଡାକ୍ତର ଙ୍କ ପାଖକୁ ଯାଉଛ ନ ଚନ୍ଦନ , ସିନ୍ଦୁର ମାରି କୀର୍ତ୍ତନ କରି ମନ୍ଦିର ରେ ଅଧିଆ ପଡୁଛ ? 🤣😁..

    • @benudharpadhi2288
      @benudharpadhi2288 23 дні тому

      ​​@@Inner.divinityବାସ୍ତବରେ ତୁମ ହେତୁବାଦୀ ମାନେ ଅନ୍ଧଭକ୍ତ ଧର୍ମ କୁ ଅପମାନ କରୁଛ । ଭାରତୀୟ ସନାତନ ଧର୍ମ କୁ ଅପମାନ କରୁଛ । ଭାରତୀୟ ସନାତନ ଧର୍ମ ରେ ଆୟୁର୍ବେଦ ଅଛି । ଯାହା ଆୟୁର୍ବେଦ ବୈଦ୍ୟ ଅଛନ୍ତି । । ଆୟୁର୍ବେଦ ବୈଦ୍ୟ ବିବିଧ ପ୍ରକାରର ରୋଗ କୁ ଠିକ୍ କରନ୍ତି । ଭାରତୀୟ ସନାତନ ଧର୍ମ ରେ ଆୟୁର୍ବେଦ ବୈଦ୍ୟ ଅଛନ୍ତି ସେ ସମସ୍ତ ପ୍ରକାର ରୋଗ କ ନିରାକରଣ କରନ୍ତି ପ୍ରାକୃତିକ ଉପାୟରେ ରେ । ଭାରତୀୟ ସନାତନ ଧର୍ମ ରେ ଏପରି ମନ୍ତ୍ର ଅଛି ଯାହା ସମସ୍ତ ପ୍ରକାର ରୋଗ କୁ ଠିକ୍ କରେ । ବାସ୍ତବରେ ତୁମ ହେତୁବାଦୀ ହିଁ ଅନ୍ଧଭକ୍ତ ତୁମ ହେତୁବାଦୀ ମାନେ ହିଁ ଭାରତୀୟ ସନାତନ ଧର୍ମ କୁ ଅପମାନ କରୁଛ । ବେଦ ପଢ଼ି ସେ ଆୟୁର୍ବେଦ ବୈଦ୍ୟ ଅଛନ୍ତି। 😂😂😂😂😂😂😂😂😆😆😆😂😂🤣🤣🤣😁😁😁😁🤣

    • @Inner.divinity
      @Inner.divinity 23 дні тому

      @@benudharpadhi2288 ଅନ୍ଧଭକ୍ତ ଙ୍କୁ ଆୟୁର୍ବେଦ ର କି ଆବଶ୍ୟକତା ଅଛି ? ସେମାନେ ଅସୁସ୍ଥ ହେଲେ ଭଗବାନ ,ଦେବୀ, ଦେବତା ଙ୍କୁ ପୂଜା, ପ୍ରାର୍ଥନା କରି ସୁସ୍ଥ କାହିଁକି ହେଉନାହାନ୍ତି ? ଆୟୁର୍ବେଦ ର ଆବଶ୍ୟକତା କାହିଁକି ପଡିଲା ସେ କଥା ଆଗ ବୁଖିବାକୁ ଚେଷ୍ଟା କର, କାରଣ ତୁମର କଥା, କାହାଣୀ ର କାଳ୍ପନିକ ଦେବୀ,ଦେବତା, ଭଗବାନ ମାନେ ରୋଗ ରୁ କାହାକୁ ସୁସ୍ଥ କରିବା କୁ ଅସମର୍ଥ |..

    • @Inner.divinity
      @Inner.divinity 23 дні тому

      @@benudharpadhi2288 ଅନ୍ଧଭକ୍ତ ଙ୍କୁ ଆୟୁର୍ବେଦ ର କି ଆବଶ୍ୟକତା ଅଛି ? ସେମାନେ ଅସୁସ୍ଥ ହେଲେ ଭଗବାନ ,ଦେବୀ, ଦେବତା ଙ୍କୁ ପୂଜା, ପ୍ରାର୍ଥନା କରି ସୁସ୍ଥ କାହିଁକି ହେଉନାହାନ୍ତି ? ଆୟୁର୍ବେଦ ର ଆବଶ୍ୟକତା କାହିଁକି ପଡିଲା ସେ କଥା ଆଗ ବୁଖିବାକୁ ଚେଷ୍ଟା କର, କାରଣ ତୁମର ସୁନ୍ଦର ପରି କଥା, କାହାଣୀ ର କାଳ୍ପନିକ ଦେବୀ,ଦେବତା, ଭଗବାନ ମାନେ ରୋଗ ରୁ କାହାକୁ ସୁସ୍ଥ କରିବା କୁ ଅସମର୍ଥ |🤣😁

    • @Inner.divinity
      @Inner.divinity 23 дні тому

      @@benudharpadhi2288 ଅନ୍ଧଭକ୍ତ ଙ୍କୁ ଆୟୁର୍ବେଦ ର କି ଆବଶ୍ୟକତା ଅଛି ? ସେମାନେ ଅସୁସ୍ଥ ହେଲେ ଭଗବାନ ,ଦେବୀ, ଦେବତା ଙ୍କୁ ପୂଜା, ପ୍ରାର୍ଥନା କରି ସୁସ୍ଥ କାହିଁକି ହେଉନାହାନ୍ତି ? ଆୟୁର୍ବେଦ ର ଆବଶ୍ୟକତା କାହିଁକି ପଡିଲା ସେ କଥା ଆଗ ବୁଖିବାକୁ ଚେଷ୍ଟା କର, କାରଣ ତୁମର ସୁନ୍ଦର ପରି କଥା, କାହାଣୀ ର କାଳ୍ପନିକ ଦେବୀ,ଦେବତା, ଭଗବାନ ମାନେ ରୋଗ ରୁ କାହାକୁ ସୁସ୍ଥ କରିବା କୁ ଅସମର୍ଥ | 🤣

  • @amiyakumarmohanty7518
    @amiyakumarmohanty7518 27 днів тому

    Vagaban sahaya huantu.Vala manisa t a hele vala huanta.
    Vala manisa nkara abasyakata rahichi

  • @romeojeet9839
    @romeojeet9839 27 днів тому

    90% right 10% wrong
    Apana bohut bhala bhabare bujheiki kahuchati sir....🙏

  • @sashibhusanmohapatra5746
    @sashibhusanmohapatra5746 Місяць тому +9

    I salute your valuable opinion

  • @vinpalgaria8818
    @vinpalgaria8818 26 днів тому

    Pura right katha.. We support sir always

  • @SaradaPrasadDas
    @SaradaPrasadDas 29 днів тому

    ❤❤ Perfect 100 ❤❤

  • @rizwanmadani9293
    @rizwanmadani9293 Місяць тому +3

    ପ୍ରତାପ ସାର
    ନମସ୍କାର

  • @BAD_HERO14
    @BAD_HERO14 Місяць тому

    He is said the truth... Ratna bhandar khola v mahaprabhu nka ichha ❤

  • @ranjankhadiratna1167
    @ranjankhadiratna1167 Місяць тому +2

    Heavy knowledge 😂😂😂😂😂
    He is a most dramatic,comedian and anti Hinduism person

  • @manojbiswal6799
    @manojbiswal6799 28 днів тому

    Ea aksha ru asihi odisha re rahiki Jagannath nku ninduhi

  • @priyankaranikhara3685
    @priyankaranikhara3685 28 днів тому

    Excellent talk🙏

  • @premsunani4922
    @premsunani4922 27 днів тому

    Jai hetu badi❤❤❤❤

  • @ArjunDas-kl1xs
    @ArjunDas-kl1xs 28 днів тому +2

    କାଠ ପାଷାଣ ଲହୂବତା ଏ ନୁହେଁ ମାନବ ଦେବତା ରଥ ବାବୁ କହିଲା ଭଳି ଏସବୁ ବେକାର

  • @biswajitdas-ss2rx
    @biswajitdas-ss2rx Місяць тому +4

    ସେଇଥି ପାଇଁ ତୁ ଜନମ୍ମ ହେଇଛୁ

  • @facetoface2156
    @facetoface2156 Місяць тому +1

    ଜୟ ହୋ

  • @prakashsatapathy476
    @prakashsatapathy476 Місяць тому

    Bhala tarka ଉପସ୍ଥାପନ I like this

  • @tikchanbenupaniofficial1848
    @tikchanbenupaniofficial1848 Місяць тому

    💯 right

  • @KanhaKanha-ns7tk
    @KanhaKanha-ns7tk Місяць тому

    Jayshree jagannatha 🙏🙏🙏🙏🙏harinkanamnia babhaja manisabhagaban timehatarawhach

  • @ZeoOnemusic
    @ZeoOnemusic Місяць тому +4

    ehaku thare mo agaku ana e loka ta sathev debateb karibi

  • @dinabandhumalik4884
    @dinabandhumalik4884 29 днів тому +2

    ରଥ ମହାଶୟ ଙ୍କୁ ସାଲୁଟ୍, ଏ ଭଳି ଅନ୍ଧ ବିଶ୍ୱାସ କୁ ଲୋକ ଲୋଚନ କୁ ଆଣିଥିବାରୁ l

  • @loknathmeher994
    @loknathmeher994 29 днів тому

    Jai jagannath

  • @gdstechnical4403
    @gdstechnical4403 27 днів тому

    Athara Ratna bhandara chabi Raja ku diajau Jay Jagannath

  • @aratipanda1472
    @aratipanda1472 Місяць тому

    Bahut sundar upasthapan

  • @gangadharsatapathy316
    @gangadharsatapathy316 Місяць тому +1

    ( ହେତୁବାଦୀ --ଏହି ଭଦ୍ର ବ୍ୟକ୍ତି ବିଶେଷଙ୍କୁ ଘୃଣା କରେ କିନ୍ତୁ ‌) ବର୍ତ୍ତମାନ୍ କହୁଥିବା ବିଷୟଟି ଗୁରୁତ୍ବପୂର୍ଣ୍ଣ ଏବଂ ଅତି ଚମତ୍କାର୍ ଲାଗିଲା। ଅନୁରୋଧ ରଖିବି କି କେହି ଦେହକୁ ନେବେ ନାହିଁ ଏବଂ ଅଲୌକିକ ଶକ୍ତି କୁ ମଧ୍ୟ ଭୁଲ୍ ବୋଲି କେହି ବି ଖଣ୍ଡନ କରି ପାରିବେ ନାହିଁ। ବାସ୍ତବ କଥା ହେଉଛି !! ଜଗନ୍ନାଥ ( ଜଗତ - - ନାଥ ) ଜଗତ୍ ଅର୍ଥାତ୍ ଶାରା ବିଶ୍ଵ - ର ନାଥ ଅର୍ଥାତ୍ ସ୍ୱାମୀ, ପ୍ରଭୂ, ପିତା , ମାଲିକ, ଭଗବାନ୍ ଶିବ। ଶିବ ଅର୍ଥାତ୍ କଲ୍ୟାଣ କାରି।। ❤❤❤❤❤❤❤❤❤❤❤❤

  • @ramyamohanty7403
    @ramyamohanty7403 Місяць тому

    You are Mahan

  • @santoshakumarsahoo244
    @santoshakumarsahoo244 Місяць тому

    Tu Bala Katha kahuchu Amar istadebata jay jaganath ❤

  • @yoursnihar
    @yoursnihar Місяць тому +1

    #KindlyTakeYourMedicineInRightTimeSir

  • @chudamanimugri4016
    @chudamanimugri4016 29 днів тому

    You are correct sir

  • @rudrakinkarpanda1202
    @rudrakinkarpanda1202 28 днів тому +1

    Hetubadi manaka head quarter kouthi ?

  • @aiswaryamohapatra.6710
    @aiswaryamohapatra.6710 Місяць тому

    Yes sir , every year bahut pila baharuchanti but govt ra 20 k advertisement but only 8 k.

  • @PinkuBarik-ut2mr
    @PinkuBarik-ut2mr 27 днів тому

    Right sar

  • @SumantakumarSahani
    @SumantakumarSahani 28 днів тому

    Ratha baby urr right 👍 speech

  • @skaifoundation8120
    @skaifoundation8120 Місяць тому

    🙏👍Drama.

  • @pradipkumarsahoo7640
    @pradipkumarsahoo7640 Місяць тому

    Right Right sir
    Loka sachetana heba darkar

  • @subratkumar2185
    @subratkumar2185 25 днів тому

    ଠିକ୍ bro

  • @baishnabcharansahoo9119
    @baishnabcharansahoo9119 Місяць тому

    ବହୁତ ସୁନ୍ଦର କଥା କହି ଅନେକ ଅନ୍ଧଭକ୍ତ ମାନଙ୍କର ଆଖି ଖୋଲି ପାରିବେ ନାହିଁ।କାରଣ ଅନ୍ଧଭକ୍ତି ଏପରି ଏକ ପଦାର୍ଥ ଥରେ ଯେଉଁ ବ୍ୟକ୍ତି ମସ୍ତିସ୍କ ରେ ପଶି ଯାଏ ତାହା କେବଳ ମୃତ୍ୟୁ ସହିତ ସମାପ୍ତ ହୋଇଥାଏ। ଅନ୍ଧଭକ୍ତ ମାନଙ୍କୁ ଏହା ବୁଝିବା ଦରକାର ଯେ ଯେତେବେଳେ ଜଗନ୍ନାଥ ମନ୍ଦିର ନ ଥିଲା ସେତେବେଳେ ମଧ୍ୟ ଲୋକମାନେ ଓଡ଼ିଶା ରେ ବସବାସ କରୁଥିଲେ।ତେଣୁ ରଥରୁ ବଳଭଦ୍ର ପଡିଯିବା ବିଷୟକୁ ନେଇ ଲୋକମାନଙ୍କୁ ଭୟଭୀତ କରିବା ଏହା ଏକ ଦୁର୍ଭାଗ୍ୟର ବିଷୟ।ଇତିହାସ ରୁ ଜଣା ପଡ଼େ ଯେ ମୋଗଲ ଶାସନ ସମୟରେ ୩୨ ଥର ପାଇଁ ରଥଯାତ୍ରା ପାଳନ ହୋଇ ପାରି ନ ଥିଲା।କଣ ସେହି ସମୟରେ ମହାପ୍ରଳୟ ଦେଖା ଦେଇଥିଲା କି?ରଥବାବୁ କହିଲା ଭଳି କେବଳ ବିଜ୍ଞାନ ଲାଗି ପୁରା ବିଶ୍ୱ ଆଜି ଅନେକ ଶକ୍ତି କୁ ନିଜ ହାତ ମୁଠାରେ ରଖି ପାରିଛି।ଏମିତିକି ସେବାୟତ ମାନେ ଯେଉଁ ମୋବାଇଲ ଧରି ରଥ ଉପରେ ଚଢ଼ି ତିନି ମୂର୍ତ୍ତି ମାନଙ୍କର ଫୋଟ ଉତୋଳନ କରୁଛନ୍ତି,ତାହା କେବଳ ବିଜ୍ଞାନର ବରଦାନ।

  • @ashirbad9612
    @ashirbad9612 28 днів тому

    Sabu sahihaba hele balabhadra nku heavy jinisha kahilu seta thik kaluni...ae to katha ra phala bahut alpa Dina re paibu....apekhya kar 🙏

  • @lambodharsethi8568
    @lambodharsethi8568 27 днів тому

    हम लोगों को पुस्तक पढ़ना चाहिए, पुरातत्व साक्ष्य देखना चाहिए, पता चलेगा और भारत का इतिहास, पुराण इतिहास पढ़ना चाहिए, भारत की सभ्यता का पढ़ना चाहिए, सिंधु सभ्यता घटी पढ़ो...

  • @purnachandranag9719
    @purnachandranag9719 Місяць тому +48

    Sir ଆପଣଙ୍କ କଥା ଶୁଣି ଅନ୍ଧବିଶ୍ୱାସ ମାନଙ୍କୁ ମିରିଚି ଲାଗୁଛି,

    • @Ranjan.628
      @Ranjan.628 Місяць тому

      Andhaviswash kn ?

    • @KanhuPahan
      @KanhuPahan Місяць тому +3

      ଚାମଚା ଜେତେଲେ ବିଜ୍ଞାନ ଆସିନଥିଲା ନବ ଗ୍ରହ ବିଷୟରେ ଆମ ମୁନି ୠଷି ମାନେ ଜାଣିପାରିଥିଲେ ଗ୍ରହଣ କେବେ ହବ ସେମାନେ ଜାଣିପାରୁଥିଲେ କୁମ୍ଭ ମେଳା କାହିଁକି ହୁଏ ପଚାରି ବୁଝ୍ ଏଥିରେ ବି ବିଜ୍ଞାନ ଅଛି

    • @NareshKumarPatra-um3ms
      @NareshKumarPatra-um3ms Місяць тому +1

      2000barsa purbaru asithiba bhagaban au 1400barsa purbaru asithiba bhagaban Mane asli..ehanka againstre hetubadi kahiba agaru hagi pakeiba..

    • @Ranjan.628
      @Ranjan.628 Місяць тому +2

      @@NareshKumarPatra-um3ms right ✅. Segudaka hetubadi nuhe Segudaka missionary agent

    • @raghumaninayak9593
      @raghumaninayak9593 29 днів тому +2

      ମାଡି ଚାଲନ୍ତୁ we are bihand TQ you sir

  • @upaduchandrasekhar5835
    @upaduchandrasekhar5835 27 днів тому

    ହେ ! ଯା ବେ..

  • @swapnilraja1409
    @swapnilraja1409 Місяць тому

    ❤❤❤hau tanka Katha se Bujhibe....Roga Rusa Nahin Mora....PRABHU JAGNNATH sabu dekhuchanti❤❤❤

  • @subash-fe1mg
    @subash-fe1mg 28 днів тому

    ଭଲ ଚିନ୍ତା ଶୈଳୀ ଧନ୍ୟବାଦ ସାରେ

  • @purnachandrakumbhar3550
    @purnachandrakumbhar3550 Місяць тому +13

    ହେ ମାନବ ସମାଜ, ଯଦି ବଂଚିବ ସଂସାରେ କେବଳ ସମ୍ଭବ ବିଜ୍ଞାନ ବଳରେ l କାହାର ଆଶୀର୍ବାଦ କିମ୍ବା କୃପା ବଳରେ l କରୋନା ବେଳେ ଠାକୁର ମାନେ କେଉଁଠି ଥିଲେ l କଳିଙ୍ଗ ଯୁଦ୍ଧରେ ଲକ୍ଷ ଲୋକକୁ ଅଶୋକ ମାରିଦେଲା ନିରୀହ ଲୋକ କି ଦୋଷ କରିଥିଲେ l ସବୁଜଦି ଭଗବାନ ଙ୍କ ଇସାରା ରେ, ତାହେଲେ ଥରେ ଚିକିତ୍ସା ଲୟକୁ ବୁଲି ଆସ ବିଜ୍ଞାନ କଣ ଵା ନ କରୁଛି l ଆପଣଙ୍କ ପିଲାଛୁଆ ଙ୍କୁ ସର୍ବଦା ବିଜ୍ଞାନ ବିଶ୍ୱାସୀ କରନ୍ତୁ ଅନ୍ଧ ବିଶ୍ୱାସୀ ନୁହଁ l ଆପଣମାନେ ବିଜ୍ଞାନବଳରେ ଟିଭି ରେ ସବୁଜାଣି ପାରୁଛନ୍ତି l ସତ୍ୟ ସର୍ବଦା ପିତା l ସେଇଥିପାଇଁ ହେତୁବାଦୀଙ୍କ କଥାକୁ ଖରାପ ଭାବୁଛନ୍ତି l କାରଣ ସେ ସତ କହୁଛନ୍ତି ବୋଲି

    • @tunathakur5802
      @tunathakur5802 Місяць тому +1

      Jete bele kaunasi rogi ra sesa samay re hospital doctor cikiststa kariba re bifal hue setebele se doctor kahithae bhagwaan nka hata re

    • @Gopabandhu91
      @Gopabandhu91 Місяць тому +1

      Suna bhai bigyana patha amaku jana paduchi kahinki na seita bastubadi kintu bhagwan nkra sakti adrusya kanhiki na doctor nd sceientist also said later faith on GOD

    • @purnachandrakumbhar3550
      @purnachandrakumbhar3550 Місяць тому

      ଶରୀରର ପାର୍ଟସ ଗୁଡାକ ଅକାମି ହେବା ଟା ଏହା ଜୀବନ ପ୍ରକ୍ରିୟା l lifestyle ହେଉ ଅବା ବିପଥଗାମୀ ଜୀବନ ଧାରଣା ଯୋଗୁଁ ଅଳ୍ପୟୁଷ ହେବାକୁ ହୁଏ l ଏଥିବାଇ ନିଜେ ହିଁ ଦାୟି l ଧୀରେ ଧୀରେ ପାର୍ଟସ ନଷ୍ଟ ହେଲେ କେହି ରଖିପାରିବେ ନାହିଁ l ଭାଗ୍ୟ ଯଦି 100ବର୍ଷ ଲେଖିଛି ମୋର ମୃତ୍ୟୁ କାମଦିନରେ ହେବ କାହିଁକି? କର୍ମଲିଖନ ଅନର୍ଥ ହେବ କାହିଁକି? ଆହୁରି ଗୋଟେ କଥା, ସମସ୍ତେ କହନ୍ତି ମୃତ୍ୟୁବେଳେ ଦେବୀଦେବତାଙ୍କ ଆଶୀର୍ବାଦରୁ କିମ୍ବା ଅଭିଶାପରୁ ମଲା l ହେଲେ କାହିଁକି postmurtem ବେଳେ ଏକଥା ରିପୋର୍ଟ ରେ ଲେଖାଯାଉ ନାହିଁ

    • @umakantabhuyan8128
      @umakantabhuyan8128 Місяць тому

      Tume Bala pandita au karona bele tumapain bhagaban asithante😅

  • @sarojabehera5099
    @sarojabehera5099 Місяць тому

    👌👍

  • @lambodharsethi8568
    @lambodharsethi8568 27 днів тому

    जितना भी पुराना मंदिर भारत में, जितना भी पुराने मंदिर सब बुद्ध का मंदिर है, जितना भी पुराने मंदिर भारतवर्ष में

  • @TusharBiologyclasses1
    @TusharBiologyclasses1 29 днів тому

    Sir apana jaha kahuchanti thik je but Balaram bada thakuranku emiti jinisa kahiba ta apanankara jama bi thik heuni...Bhagavan tumaku sad budhi diantu. Jay Jagannath....

  • @bhagabanpradhan7500
    @bhagabanpradhan7500 29 днів тому

    Thanks

  • @rinkubehera6641
    @rinkubehera6641 29 днів тому

    Odisha re bahut asubidha re loka achhanti setha ku jai media bhauni khabara prasarana karantu.emiti anka sahita mana ichha jaha paila taha gapuchha.dhanya tama media.sethia pain aji ama indian media rank 159 world re.jay jagannath

  • @SamarySingh
    @SamarySingh Місяць тому +1

    BRAHMN=BIDESI(TANKO AITHI KICHI ODHIKAR NAHI)

  • @lambodharsethi8568
    @lambodharsethi8568 27 днів тому

    हम लोगों को सिर्फ कल्पना आती है, कल्पना यह होना ऐसा कैसे हुआ, या क्या हुआ ऐसे ही आता है लेकिन हमको कुछ बनाना नहीं आता, कुछ भी बनाना नहीं आता, एक सुई भी बनाना नहीं आता

  • @bikashkumarpanda742
    @bikashkumarpanda742 Місяць тому

    Bela... Ra 1 number

  • @benudharpadhi2288
    @benudharpadhi2288 23 дні тому

    ଭାରତୀୟ ସନାତନ ଧର୍ମ କୁ ମାନୁ ବା ନମାନୁ ଭାରତୀୟ ସନାତନ ଧର୍ମ ସଠିକ ଭାବରେ ଚାଲାବ । ବାସ୍ତବରେ ମିଡିଆ trp ପାଇଁ ଏହି ପରି କରୁଛି । ବାସ୍ତବିକ ମତ ।

  • @sudiptabhol9358
    @sudiptabhol9358 23 дні тому

    Sir,
    Very well said.
    A nasty politics is going on, on Ratna Bhandar since last 3 months.
    Unnecessarily it is highlighted, to increase insecurity of temple and invite miscreants.
    BJD has done some development here. But without doing anything BJP started politics and changing names only.

  • @bhaktajena4095
    @bhaktajena4095 Місяць тому

    ଆପଣଙ୍କ ମତ ଚିରସ୍ମରଣୀୟ 👏🏿

  • @umakantapanda192
    @umakantapanda192 29 днів тому

    Asalaku amisa nei lokanatha nka mandira bhitaraku jai pariba ta dekhiba kou bigyan aku banchaiba

  • @skchannel496
    @skchannel496 29 днів тому

    Right

  • @saratsenapati9325
    @saratsenapati9325 26 днів тому

    ତୁ ଏବଂ ତୋ ପୂର୍ବ ପୁରୁଷ ଏ ଧରିତ୍ରୀକୁ ଆସିଲ କେମିତି,ଏ ଚନ୍ଦ୍ର ସୁର୍ଯ୍ୟ ଦିନ ରାତି କିଏ ସୃଷ୍ଟି କଲା ଉତ୍ତର ଦେ, ନଚେତ୍ ତୋ ସ ପରିବାରକୁ ପ୍ରଭୂ ଜଗନ୍ନାଥ ବିକଳାଙ୍ଗ କରିଦିଅନ୍ତୁ

  • @lambodharsethi8568
    @lambodharsethi8568 27 днів тому

    जो अपना इतिहास नहीं जानता वह अपना भविष्य निर्माण नहीं कर सकता।