5T and Naveen Odisha Chairman Karthik Pandian's Speech During Poll Campaign In Patkura |

Поділитися
Вставка
  • Опубліковано 19 тра 2024
  • #KarthikPandian #bjdcampaign #Election2024 #Politics #Odisha #Nandighoshatv
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 181

  • @Aishwariya-
    @Aishwariya- 26 днів тому +6

    ଯିଏ ଲୋକଙ୍କ ସେବାରେ ନିଜର ସାରା ଜୀବନକୁ ସମର୍ପି ଦେଇଛନ୍ତି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଦଳ ବି ଲୋକଙ୍କର ସୁଖ ଦୁଃଖରେ ସାମିଲ ହେବାକୁ ସଙ୍କଳ୍ପବଦ୍ଧ ।

  • @Sonaxi-
    @Sonaxi- 26 днів тому +6

    ରାଜନୀତି ନୁହେଁ ସେବାନୀତିରେ ସବୁବେଳେ ବିଶ୍ୱାସ କରେ ବିଜେଡି । ଦଳର ନୀତି, ନୈତିକତା ସ୍ପଷ୍ଟ । ଗୋଟିଏ ଲକ୍ଷ୍ୟ- ଲୋକଙ୍କ ସେବା, ଓଡିଶାର ଉନ୍ନତି ।

  • @Maheshpanda-86
    @Maheshpanda-86 26 днів тому +10

    ଲୋକଙ୍କ ବଳ, ଲୋକଙ୍କ ଦଳ- ବିଜୁ ଜନତା ଦଳ । ମୁଁ ଗର୍ବିତ ମୋ ଦଳ ପାଇଁ, ମୁଁ ଗର୍ବିତ ମୋ ସୁପ୍ରିମୋଙ୍କ ପାଇଁ...

  • @user-nb1sb5up6s
    @user-nb1sb5up6s 26 днів тому +4

    ମାଆ, ମାଟିକୁ ସମ୍ମାନ ଦେଇ ସେମାନଙ୍କ ଉନ୍ନତି ପାଇଁ ଅହରହ ଉଦ୍ୟମ କରୁଥିବା ଦଳ, ମୋ ବିଜୁ ଜନତା ଦଳ...

  • @Jayanta-22
    @Jayanta-22 26 днів тому +4

    ବିଜେଡିର ପ୍ରତି ସଦସ୍ୟଙ୍କ ରକ୍ତରେ ଜନସେବା ଲେଖା । ପରିବର୍ତ୍ତନ ପାଇଁ ପ୍ରାଣପିଣ୍ଡରେ ଭର୍ତ୍ତି ଅସୀମ ଉର୍ଜା ।

  • @Ishasatpathy
    @Ishasatpathy 26 днів тому +3

    ପ୍ରତି ଓଡିଆଙ୍କ ସ୍ପନ୍ଦନ ନବୀନ, ପ୍ରତି ପରିବାରର ସାହସ ବିଜେଡି । ମୁଁ ଗର୍ବିତ ମୋ ଦଳ ପାଇଁ, ମୋ ଦଳର ନୀତି ଆଦର୍ଶକୁ ନେଇ... ଜୟ ବିଜେଡି

  • @sweta-982
    @sweta-982 26 днів тому +3

    ଖାଦ୍ୟ ବିନା ଖାଲି ପେଟରେ ରହୁନି ଓଡିଶା । ନବୀନଙ୍କ ଉଦ୍ୟମ ଏବଂ ଦୃଢ ସଂକଳ୍ପ ଖାଦ୍ୟ ସୁରକ୍ଷାରେ ଓଡିଶାକୁ କରିଛି ଶ୍ରେଷ୍ଠ ।

  • @BLPlus6940
    @BLPlus6940 26 днів тому +1

    ହସୁଛି ରାଜ୍ୟ ହସେ ଓଡ଼ିଆ ନବୀନ ବାବୁ ଭାରି ବଢିଆ ❤
    ଘରେ ଘରେ ଶଙ୍ଖ ଘରେ ଘରେ ନବୀନ
    ଆମ ପରିବାର କୁ ବିଜୁ ସ୍ୱାସ୍ଥ୍ୟ କାଡ ଦେଇଥିବାରୁ ମୁଁ ନବୀନ ବାବୁ ଙ୍କୁ ଭୋଟ ଦେବୀ❤

  • @Bikrampanda-
    @Bikrampanda- 26 днів тому +1

    ସେ ବୁଝିଛନ୍ତି ଭୋକର ଭୟାବହତା । ଭୟଙ୍କର ଭୋକର ଆଁରୁ ମଣିଷକୁ ବଞ୍ଚାଇ ନବୀନ ସାଜିଛନ୍ତି ଅନ୍ନଦାତା ।

  • @Bikrampanda-
    @Bikrampanda- 26 днів тому +1

    ମାତୃତ୍ୱର ସୁରକ୍ଷା, ଭବିଷ୍ୟତର ରକ୍ଷା । ମାଆ ଓ ଶିଶୁଙ୍କ ସୁରକ୍ଷା ପାଇଁ ସବୁବେଳେ ସେବାରେ ସରକାରଙ୍କ ‘ମମତା’ ।

  • @Sanjana-224
    @Sanjana-224 26 днів тому +1

    ଏବେ ଆଉ ଡରାଇ ପାରୁନି ଭୋକ, ପେଟରେ ଦେଉନି ପ୍ରହାର । ଭୋକିଲାଙ୍କ ପାଇଁ ‘ଆହାର’ ଯୋଗାଇଛନ୍ତି ନବୀନ ସରକାର ।

  • @sweta-982
    @sweta-982 26 днів тому +1

    ସେ ଭୋକ ବୁଝନ୍ତି, ସେ ଭଙ୍ଗାଘର ଭିତରୁ ଜୀବନକୁ ସୁରକ୍ଷିତ ରଖିବା ପାଇଁ ମୁଣ୍ଡ ଉପରକୁ ଛାତ ଦିଅନ୍ତି । ସେଇଥିପାଇଁ ତ ନବୀନ ପଟ୍ଟନାୟକଙ୍କୁ ଓଡିଶାବାସୀ ଭାରି ଭଲପାଆନ୍ତି ।

  • @Sanjana-224
    @Sanjana-224 26 днів тому +1

    ଆମ ଘର ଆମ ମନ୍ଦିର, ରହୁନାହିଁ ଆଉ ବିପଦକୁ ଡର । ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।

  • @Ishasatpathy
    @Ishasatpathy 26 днів тому +1

    ଆମ ନେତା ଯେମିତି, ତାଙ୍କ ଦଳ ସେମିତି । ସବୁବେଳେ ଲୋକଙ୍କ ପାଇଁ ଭାବନ୍ତି, ଲୋକଙ୍କ ଉନ୍ନତି-ପ୍ରଗତି ଲାଗି ଲଗାତାର ଉଦ୍ୟମ କରନ୍ତି ।

  • @Srustirout
    @Srustirout 26 днів тому +1

    ଗାଁ ଗାଁରେ ବିପ୍ଳବ, ସାହି ସାହିରେ ସଶକ୍ତ ହେବାର ଅଭିଯାନ । ମହିଳା ସ୍ୱାବଲମ୍ବୀ ହେଉଛନ୍ତି, ନବୀନଙ୍କ ‘ମିଶନ ଶକ୍ତି’ ମହାଶକ୍ତିରେ ପରିଣତ ହେଉଛି ।

  • @Ankitasubudhi04
    @Ankitasubudhi04 26 днів тому

    ଶାସନ ନୁହେଁ ସେବାରେ ବିଶ୍ବାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତା, ସବୁଥ୍ରେ ମୁକାବିଲାରେ ମାଷ୍ଟର ନବୀନ ସରକାର । ଜୟ ବିଜେଡ଼ି ଜୟ ନବୀନ ଜୟ ଶଙ୍ଖ

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    କୃଷି କ୍ଷେତ୍ରରେ ଆଜି ରାଜ୍ୟ ଦେଶ ର ତୃତୀୟ ବୃହତମ ରାଜ୍ୟ ଭାବରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି ଓ ଏହା କେବଳ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ଭବ ହୋଇଛି l

  • @Ankitasubudhi04
    @Ankitasubudhi04 26 днів тому

    ୨୫ ବର୍ଷ ହେଲା ଏକ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜକୁ ଓଡ଼ିଶା ବାସୀଙ୍କ ସେବାରେ ନିୟୋଜିତ ରଖୁଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ।

  • @brahmanandanandajena8421
    @brahmanandanandajena8421 26 днів тому

    Jai shree jagannath

  • @kruteetpradhan
    @kruteetpradhan 25 днів тому

    ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇନଥିବା ପରିବାର ମାନେ ଖୁବ୍ ଶୀଘ୍ର ଯୋଡ଼ି ହେବେ ଆମ ନବୀନ ବାବୁଙ୍କ ଯୋଜନା ରେ ।

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ମାନବ ସେବା ହିଁ ମାଧବ ସେବା ଏହାକୁ ସତକରି ଦେଖାଉଛନ୍ତି ରାଜ୍ୟ ସରକାର l ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା କରି ଓଡିଶାର ଜଣ ସାଧାରଣଙ୍କ ଜୀବନକୁ ସୁନ୍ଦର ଓ ସରଳ କରୁଛନ୍ତି ରାଜ୍ୟ ସରକାର l

  • @KrrishDevRaazDas-ew3wg
    @KrrishDevRaazDas-ew3wg 25 днів тому

    ଯାହାଙ୍କ ନେତୃତ୍ଵପାଇଁ ଅଭାବୀ ଓଡିଶା ସ୍ୱଭାବୀ ହୋଇଛି, ସବୁ କ୍ଷେତ୍ରରେ ବିକାଶର ଶିଖର ଛୁଉଁଛି । ସାମୁହିକ ବିକାଶ ଓ ନିସ୍ୱାର୍ଥପର ସେବା ପାଇଁ ଯିଏ ସମର୍ପିତ, ସିଏ ହେଉଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @Ankitasubudhi04
    @Ankitasubudhi04 26 днів тому

    ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶା ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଲବ ଆଣିଛି ଲୋକେ ଏତେ ଉପକୃତ ହୋଇଛନ୍ତି ଯେ ମୁହଁ ରେ ପ୍ରକାଶ କରି ପାରୁ ନାହାନ୍ତି!

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 25 днів тому

    Thismove by the Chief Minister has set anew benchmark for politicalengagement, highlighting thenecessity for tangible benefits overrhetoric."

  • @KrrishDevRaazDas-ew3wg
    @KrrishDevRaazDas-ew3wg 25 днів тому

    ଯିଏ ଆମ ସହିତ ସବୁବେଳେ ଅଛି, ଯିଏ ଆମ ସୁଖ ଦୁଃଖକୁ ବୁଝି ସବୁ ଆବଶ୍ୟକତା ପୂରଣ କରିଛି, ଯାହା ପାଇଁ ଆମ ପରିବାର ଆଜି ଖୁସିରେ ଅଛି... ସେ ହିଁ ଆମର ପ୍ରିୟ 'ଶଙ୍ଖ' ଚିହ୍ନ।

  • @Nilamprasad528
    @Nilamprasad528 25 днів тому

    ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜୁ ସ୍ୱାସ୍ଥ୍ୟ କାର୍ଡ, କାଳିଆ ଯୋଜନା , ମିଶନ ଶକ୍ତି ଯୋଜନା, ମଧୁବାବୁ ପେନସନ ଯୋଜନା ସମସ୍ତ ପାଖରେ ଠିକ୍ ଠାକ୍ ପହଞ୍ଚିଚ୍ଛି ଏହା ଖବର ନେଇଥିଲେ।

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ସେ ହେଉଛନ୍ତି ଜଣେ ପ୍ରମୁଖ ନେତା l ତାଙ୍କର ପ୍ରତିଟି କାର୍ଯ୍ୟ ସାରା ରାଜ୍ୟବାସୀ ପାଇଁ ଆଦର୍ଶ l

  • @AshishNayak-fy9cz
    @AshishNayak-fy9cz 25 днів тому

    ଓଡିଶା ବାସୀଙ୍କ ଜଣେ ନେତା ଜଣେ ହୃଦୟ ରେ ଅଛନ୍ତି ସେ ହେଉ ଛନ୍ତି ଆମ ଅତି ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 26 днів тому

    TheChief Minister's announcement haschanged the dynamics of the politicalgame, emphasizing the need forinnovative policies that directly impactthe people's lives."

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 26 днів тому

    "Their sleepis broken," he noted, "and they are nowforced into a reactive stance.

  • @Ankitasubudhi04
    @Ankitasubudhi04 26 днів тому

    ଓଡ଼ିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ ଉଚିତ୍ ପଦକ୍ଷେପ ଗ୍ରହଣ କରିଛନ୍ତି !

  • @Nilamprasad528
    @Nilamprasad528 25 днів тому

    ଶିକ୍ଷା ହେଉ କିମ୍ବା ସ୍ବାସ୍ଥ୍ୟ,କ୍ରୀଡା ହେଉ ବା ଗମନାଗମନ କ୍ଷେତ୍ର ହେଉ ସବୁ କ୍ଷେତ୍ରରେ ଆଜି ଓଡ଼ିଶା ର ପରିଚୟ କୁ ସ୍ବତନ୍ତ୍ର ସ୍ନାନ ପାଇଛି ।

  • @KrrishDevRaazDas-ew3wg
    @KrrishDevRaazDas-ew3wg 25 днів тому

    ଓଡ଼ିଶାବାସୀ ବିକାଶ ଓ ସମୃଦ୍ଧିର ନୂଆ ସୂର୍ଯ୍ୟୋଦୟ ଦେଖିବେ ଓଡ଼ିଶାର କୋଟି କୋଟି ଜନତା। ଯୋଡ଼ି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ପ୍ରମାଣ କରିଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଆମର ଟାଣୁଆ ନେତା।

  • @KrrishDevRaazDas-ew3wg
    @KrrishDevRaazDas-ew3wg 25 днів тому

    ନିର୍ବାଚନ ଆସିଲେ କଣ କେନ୍ଦ୍ର ନେତା ଓ ମନ୍ତ୍ରୀ ମାନଙ୍କର ଓଡିଶା ଲୋକମାନଙ୍କ କଥା ମନେପଡେ. ଅନ୍ୟ ସମୟରେ ସେମାନେ ଥାଆନ୍ତି କୁଆଡେ l

  • @AshishNayak-fy9cz
    @AshishNayak-fy9cz 25 днів тому

    ନୂଆ ଓଡିଶା ନବୀନ ଓଡିଶା ଯୋଜନା ଗ୍ରାମାଞ୍ଚଳ ର ଯେଉଁ ବିକାଶ ଆଣିଦେଇଛି ତାହା ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବୃଦ୍ଧି କରିଛି!

  • @kruteetpradhan
    @kruteetpradhan 25 днів тому

    ଗାଁ ରୁ ସହର ସବୁଆଡେ ବିକାଶ ର ମନ୍ତ୍ର ଫୁଙ୍କି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ହୃଦୟରେ ଶଙ୍ଖ ଚି଼ହ୍ନ ର ଛାପ ଛାଡିଛନ୍ତି |

  • @Nilamprasad528
    @Nilamprasad528 25 днів тому

    ଆମ ପ୍ରୀୟ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ନିଷ୍ପତି ପାଇଁ ଆଜି ସାରା ଓଡ଼ିଶାର ବିକାଶ ହେବା ସହିତ ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ସ୍କୁଲ ଆଉ କଲେଜର ବିକାଶ ମଧ୍ୟ କରିଛନ୍ତି l

  • @Nilamprasad528
    @Nilamprasad528 25 днів тому

    ପ୍ରଗତି ପଥରେ ଓଡିଶାକୁ ଆଗକୁ ନେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ଭି.କେ ପାଣ୍ଡିଆନ୍ ସାର୍ ଙ୍କ ବହୁତ ସାହାଯ୍ୟ ଏବଂ ସହଯୋଗ ରହିଛି।

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 26 днів тому

    The bold move, aimed ateasing the financial burden onhouseholds and small businesses, wasmet with widespread approval from thepublic.

  • @Srustirout
    @Srustirout 26 днів тому

    ମାଆମାନେ ହିଁ ଏ ସମାଜର ମୂଳପିଣ୍ଡ, ଏ ରାଷ୍ଟ୍ରର ମୂଳଦୂଆ । ସେମାନଙ୍କ ପ୍ରଗତି, ଘରେ ଘରେ ଆଣିବ ଉନ୍ନତି । ମହିଳାଙ୍କ ସହ ସବୁବେଳେ ସାଥିରେ ନବୀନଙ୍କ ‘ମିଶନ ଶକ୍ତି’

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ଵ ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟଦକ୍ଷତା ଯୋଗୁଁ ପ୍ରଗତି ପଥରେ ଆଗେଇ ଚାଲିଛି ଓଡ଼ିଶାର ବିକାଶ l

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ରେ ବିଶ୍ୱାସ କରନ୍ତି ନାହିଁ ବରଂ ସେ କାମ କୁ ପ୍ରାଧାନ୍ୟ ଦିଅନ୍ତି। ବିରୋଧୀ ଙ୍କ ମିଥ୍ୟା ବାର୍ତ୍ତା କୌଣସି କାମ କୁ ନୁହେଁ।

  • @AshishNayak-fy9cz
    @AshishNayak-fy9cz 25 днів тому

    ଓଡ଼ିଶା ବାସୀଙ୍କ ବିଶ୍ୱାସ ଓ ଭରସାର ପାତ୍ର ହୋଇ ପାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଓଡ଼ିଶାରେ ଡବଲ ଇଞ୍ଜିନି ର କିଛି ଆବଶ୍ୟକତା ନାହିଁ ଏଠି ନବୀନ ଇଞ୍ଜିନି ର କ୍ରେଜି ଚାଲିଛି ।

  • @Ankitasubudhi04
    @Ankitasubudhi04 26 днів тому

    ଆମ ପ୍ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ବିଶ୍ବାସ ଓ ଭରସା ଜିତି ଆସୁଛନ୍ତି।

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ଓଡିଶା ବିକାଶ ପାଇଁ ଆଜି ଓଡିଶା ବାସୀଙ୍କ ମନରେ ବସି ସାରିଛନ୍ତି ରାଜ୍ୟ ସରକାର।

  • @Nilamprasad528
    @Nilamprasad528 25 днів тому

    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପରିଵର୍ତ୍ତନ ଆଣିଛି, ଲୋକେଏଥିରେ ଏତେ ଉପକୃତ ହୋଇଛନ୍ତି ଯେ ସେମାନେ ପ୍ରକାଶ କରି ପାରୁ ନାହାନ୍ତି!ଏ ଭଳି ଯୋଜନାକୁ ବିଜେପି ବନ୍ଦ କରିବାକୁ ଷଡ଼ଯନ୍ତ୍ର ଆରମ୍ଭ କରୁଛି ।

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ରେ ବିଶ୍ୱାସ କରନ୍ତି ନାହିଁ ବରଂ ସେ କାମ କୁ ପ୍ରାଧାନ୍ୟ ଦିଅନ୍ତି। ବିରୋଧୀ ଙ୍କ ମିଥ୍ୟା ବାର୍ତ୍ତା କୌଣସି କାମ କୁ ନୁହେଁ l

  • @AshishNayak-fy9cz
    @AshishNayak-fy9cz 25 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତ ଓ କାର୍ଯ୍ୟ ଦକ୍ଷତା ତାଙ୍କୁ ଜାତୀୟ ସ୍ତରରେ ଏକ ନମ୍ବର ର ପରିଚୟ ଦେଇଛି l

  • @kruteetpradhan
    @kruteetpradhan 25 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ଚିନ୍ତା ଧାରା ପାଇଁ ଓଡିଶା ଆଜି ପ୍ରତି କ୍ଷେତ୍ରରେ ବିଜୟ ଲାଭ କରିପାରିଛି ଏବଂ ସଫଳତାର ଶୀର୍ଷରେ ପହଞ୍ଚିଵାରେ ସକ୍ଷମ ହୋଇଛନ୍ତି ।

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 26 днів тому

    Thnkuful for having such supporter and responsible cm in our state

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ପୁରୀ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ନବୀନ ବାବୁ ବହୁ ପଦକ୍ଷେପ ନେଇଛନ୍ତି । ଖାଲି ଶ୍ରୀ ମନ୍ଦିର ନୁହେଁ ପୁରୀର ଅନେକ ମଠ ମନ୍ଦିର,ଯାଗା ଘର, ସ୍କୁଲ,ମାର୍କେଟ ରୂପାନ୍ତରିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନୂଆ ରୂପ ଦେଇଛନ୍ତି ।

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ମାନ୍ୟବର ନବୀନ ବାବୁ ତାଙ୍କର ଦୃଢ଼ ନେତୃତ୍ୱ , ନିଃସ୍ଵାର୍ଥପର ସେବା, ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଦକ୍ଷତା ବଳରେ ସେ ଆଜି ଭାରତ ବର୍ଷ ରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ରୂପେ ପରିଗଣିତ ।

  • @Ankitasubudhi04
    @Ankitasubudhi04 26 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବଳିଷ୍ଠ ନେତୃତ୍ବ ଏବଂ ଅତୁଳ ନୀୟ ଅବଦାନ ପାଇଁ ଓଡ଼ିଶା ଆଜି ବିଶ୍ବ ଦରବାର ରେ ଖ୍ୟାତି ଅର୍ଜନ କରି ପାରିଛି ।

  • @RajCreationAmmOdisha
    @RajCreationAmmOdisha 26 днів тому

    ବଳଦେବଜୀଉଙ୍କ ପାଇଁ କିଛି ନାହିଁ.......
    ତୁଳସିକ୍ଷେତ୍ର ପାଇଁ ଟିକେ ଧ୍ୟାନ ଦିଅନ୍ତୁ.

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ନବୀନ ବାବୁ ଆମ ପାଇଁ ଯଥେଷ୍ଟ କାର୍ଯ୍ୟ କରିଆସିଛନ୍ତି। ତେଣୁ ଏହି ନିର୍ବାଚନ ରେ ଆମେ ଓଡିଶାବାସୀ ପୁନର୍ବାର ତାଙ୍କୁ ହିଁ ଜୟଯୁକ୍ତ କରିବୁ।

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 26 днів тому

    He continued, "The BJP now faces aformidable challenge. They need toreassess their strategies and addressthe immediate concerns of theelectorate with similar boldness.

  • @Nilamprasad528
    @Nilamprasad528 25 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ରେ ମଧୁ ବାବୁ ଯୋଜନା ୫୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।

  • @Nilamprasad528
    @Nilamprasad528 25 днів тому

    ସୁସ୍ଥ ଓଡ଼ିଶା ଗଠନରେ ଓଡ଼ିଶା ବିଶ୍ୱରେ ଉଦାହରଣ ପଲାଟି ଯାଇଛି ଆଉ ଏହା କେବଳ ସମ୍ଭବପର ହୋଇଛି ଆମ ପ୍ରାୟ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ l

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ପୁନର୍ବାର ବିଜୁ ଜନତା ଦଳ କୁ ଆଶୀର୍ବାଦ କରିବେ ଓ ପୁଣିଥରେ ସରକାର ଗଠନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @AshishNayak-fy9cz
    @AshishNayak-fy9cz 25 днів тому

    ନବୀନ ବାବୁଙ୍କ ଶାସନରେ ଓଡ଼ିଶାର ବିକାଶ ଶୀର୍ଷକ ଛୁଇଁଛି ସବୁ କ୍ଷେତ୍ରରେ ବିକାଶ ହିଁ ବିକାଶ ଲୋକେ ଓଡିଶାରେ କେବଳ ନବୀନ ବାବୁ କୁ ହିଁ ଚାହାଁନ୍ତି ଆଉ କାହାକୁ ନୁହେଁ l

  • @Nilamprasad528
    @Nilamprasad528 25 днів тому

    ବିଜେପି ୫ ବର୍ଷରେ ଓଡ଼ିଶାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରି ନାହିଁ ତାହେଲେ ନିର୍ବାଚନରେ ଭୋଟ ପାଇବାକୁ ଏତେ ଆଶା କାହିଁକି କରୁଛନ୍ତି ।

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 25 днів тому

    Free electricity for Odisha residents is a historic decision by Naveen Patnaik.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 26 днів тому

    Chief Minister Naveen Babu has asked whether the BSKY, Kalia, Mission Shakti, Madhu Babu pension schemes are good.

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ଗରିବ ଙ୍କ ଆଶା ଏବଂ ଭରସା ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଟନ୍ତି।ତେଣୁ ଆଉ ଥରେ ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିବ ବିଜେଡି

  • @kruteetpradhan
    @kruteetpradhan 25 днів тому

    ମିଛ କହିବା ମିଛ ପ୍ରତିଶ୍ରୁତି ଦେଇ ସାଧାରଣ ଜନତା ଙ୍କ ସହିତ ପ୍ରତାରଣା କରିବା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଭ୍ୟାସ ନୁହେଁ!

  • @AshishNayak-fy9cz
    @AshishNayak-fy9cz 25 днів тому

    ଏକ ବିକଶିତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେଉଁ ଉଦ୍ୟମ ଓ ସଫଳତା ତାଙ୍କୁ ଦେଶ ର ଏକ ନମ୍ବର ମୁଖ୍ୟମନ୍ତ୍ରୀ କରିଛି!

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସରଳତା ନିସ୍ୱାର୍ଥପରତା ଏବଂ ଲୋକ ମାନଙ୍କ ପ୍ରତି ସେବା ମନୋଭାବ ତାଙ୍କୁ ଶ୍ରେଷ୍ଟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ କରିପାରିଛି l

  • @Nilamprasad528
    @Nilamprasad528 25 днів тому

    ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କର ପ୍ରଥମ ତିନୋଟି ଦସ୍ତଖତ ହେବା l ୧-ଓଡିଶାରେ ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ଼ ୨- ରାଜ୍ୟ ର ପ୍ରତ୍ୟେକ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିବା । ୩- ୬୦ ବର୍ଷରୁ ଅଧିକ ମିଶନ ଶକ୍ତି ମା ମାନଙ୍କୁ ପେନ୍ ସେନ ଦେବା ।

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 25 днів тому

    When the Chief Minister announced the provision of free electricity, it sent shockwaves through the political landscape.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 25 днів тому

    However, it caught the BJP offguard. Party members were seenscrambling to formulate a response,their complacency shattered.

  • @Kalpanamanjaribehera
    @Kalpanamanjaribehera 25 днів тому

    Hon'ble Chief Minister has increased Madhu Babu Yojana from Rs.500 to Rs.1000 in Odisha.

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଓଡ଼ିଶାର ପ୍ରାୟ 90% ଲୋକ ମାଗଣା ବିଜୁଳି ବ୍ୟବହାର କରିବେ |

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 26 днів тому

    Karthik Pandian, a prominent politicalanalyst, remarked, "The BJP was in astate of shock. Their comfortableslumber, assuming electoraldominance, was rudely interrupted bythis unexpected announcement.

  • @Ankitasubudhi04
    @Ankitasubudhi04 26 днів тому

    ବିଜୁ ଜନତା ଦଳ ସବୁବେଳେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ଯ କରିବ ବିଜେପି ରାଜ୍ୟ ସରକାରଙ୍କୁ ଯେତେ ବଦନାମ କରିଲେ କି ମିଛ କ‌ହିଲେ କିଛି ଫରକ ପଡିବ ନାହିଁ

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 26 днів тому

    Naveen pattnaik sir will surely make odishaa a better version of itself

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ରାଜ୍ୟ ବାସୀଙ୍କର ଶୁ ଶାସନ ପାଇଁ ଆଜି ଓଡିଶା ଅଗ୍ରଗତି ହେବା ସହ ବିଶ୍ୱରେ ପ୍ରଥମ ସ୍ଥାନରେ ରହି ପାରିଛି.

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    'ନବୀନ ପଟ୍ଟନାୟକ' କେବଳ ଏକ ନାଁ ନୁହେଁ, ଏକ ଆନ୍ଦୋଳନ ଯିଏ ସାଢେ ଚାରିକୋଟି ଓଡ଼ିଆଙ୍କ ପାଇଁ ଭରସାର ପ୍ରତୀକ

  • @AshishNayak-fy9cz
    @AshishNayak-fy9cz 25 днів тому

    ଓଡିଶା ବାସୀଙ୍କ ପାଇଁ ସବୁବେଳେ ଚିନ୍ତା କରିବା ଓଡିଶା ବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ହେଉଛି ମୁଖ୍ୟମନ୍ତ୍ରୀ ଙ୍କ ମୂଳ କାର୍ଯ୍ୟ l

  • @Ankitasubudhi04
    @Ankitasubudhi04 26 днів тому

    ବିଜୁ ଜନତା ଦଳ ସମାଜ ର ସବୁ ସ୍ମରର ଲୋକ ଙ୍କ ପ୍ରତି ତାର ଦାୟିତ୍ଵ ନିର୍ବାହ କରି ଆସିଛି ।

  • @AshishNayak-fy9cz
    @AshishNayak-fy9cz 25 днів тому

    ବିଜୁ ଜନତା ଦଳ ର ଯାହା କହେ ତାହା ନିଶ୍ଚିତ ଭାବରେ କାର୍ଯ୍ୟ କରି ଦେଖାଏ ପୁଣି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ହେବେ l

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 25 днів тому

    Families not covered under Biju Swasthya Kalyan Yojana will soon be added to Aam Naveen Babu's Yojana.

  • @Ankitasubudhi04
    @Ankitasubudhi04 26 днів тому

    ଓଡ଼ିଶାର ସାଢେ ଚାରି କୋଟି ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କ ପାଖରେ ସହିତ ଅଛନ୍ତି କୌଣସି ନିର୍ବାଚନ ଜିତିବା ପାଇଁ କଷ୍ଟକର ନୁହେଁ।

  • @Ankitasubudhi04
    @Ankitasubudhi04 26 днів тому

    ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ବିଶ୍ବାସ ଓ ଭରସା କରି ଆସୁଛନ୍ତି ସାରା ଓଡ଼ିଶା ବାସୀ କିନ୍ତୁ ବିଜେପି ଏହାକୁ ସହି ପାରୁ ନାହିଁ ।

  • @Kalpanamanjaribehera
    @Kalpanamanjaribehera 25 днів тому

    Hon'ble Chief Minister is a public-spirited Chief Minister who loves the people and is very inspired by the people of Odisha!

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 26 днів тому

    Look at the massive public meeting in Patkura and the opposition will lose its slander.

  • @Nilamprasad528
    @Nilamprasad528 25 днів тому

    ସାଢେ ୪ କୋଟି ଓଡିଶାବାସୀଙ୍କୁ ନିଜ ପରିବାର ଭାବି ସେବା ଯୋଗାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ।

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 25 днів тому

    Pandian observed that theannouncement has ignited a flurry ofactivity within BJP circles.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji 26 днів тому

    We all are greatful towards Naveen pattnaik sir for bringing such facilities for odisha and odisha's people

  • @Nilamprasad528
    @Nilamprasad528 25 днів тому

    2014ଓ 2019ବିଜେପି କହିଥିଲା ଚାଷୀ ମାନଙ୍କର ଫସଲ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇ ଗୁଣ କରିବେ କୁଆଡେ ଗଲା ବିଜେପିର ପ୍ରତିଶୃତି l

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ଓଡିଶା ମାଟିରେ ବିକାଶର ବିନ୍ଧାଣୀ ସାଜି ଗୋଟେ ପରେ ଗୋଟେ ବିକାଶମୁଖୀ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @AshishNayak-fy9cz
    @AshishNayak-fy9cz 25 днів тому

    ନବୀନ ବାବୁ ଙ୍କର ଓଡିଶା ର ବିକାଶ ଏକମାତ୍ରା ଲକ୍ଷ ସେଠି ପାଇଁ ବିକାଶ କହିଲେ ଓଡ଼ିଶାର ନବୀନ ବାବୁ ଙ୍କୁ ବୁଝାଏ l

  • @KrrishDevRaazDas-ew3wg
    @KrrishDevRaazDas-ew3wg 25 днів тому

    ବିଜେପି ଯେତେ ଭଡାଟିଆଙ୍କୁ ଆଣି ନିର୍ବାଚନରେ ଲଗାଇଲେ ମଧ୍ୟ ଓଡ଼ିଶାବାସୀ ବିଜୁଜନତା ଦଳକୁ ହିଁ ଭୋଟ ଦେବେ ।

  • @anushkapal-
    @anushkapal- 26 днів тому

    5 t school satare students mananku bohut help milichi .
    Emiti ahuri help paiin ame naveen Pattnaik ku vote dabu

  • @BaisakhiSahoo-bo1kx
    @BaisakhiSahoo-bo1kx 25 днів тому

    ବିଜୁ ଜନତା ଦଳ କଥାରେ ନୁହେଁ କାମରେ ବିଶ୍ୱାସ କରେ ଯାହା ନବୀନ ବାବୁଙ୍କ ପ୍ରେରଣାରେ l

  • @Ankitasubudhi04
    @Ankitasubudhi04 26 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଭାବରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ, ଏଥିରେ ଆଦୌ ସନ୍ଦେହ ନାହିଁ ।

  • @kruteetpradhan
    @kruteetpradhan 25 днів тому

    ମୁଖ୍ୟମନ୍ତ୍ରୀ ନବୀନ ବାବୁ BSKY, କାଳିଆ, ମିଶନ ଶକ୍ତି, ମଧୁ ବାବୁ ପେନସନ ଯୋଜନା ଭଲ କି ପଚାରି ବୁଝିଛନ୍ତି l

  • @Sumitadas2211
    @Sumitadas2211 26 днів тому

    Bikaso ro barta sara rajyo re gunji gunji maruchi biju jonata dolo ro procharo jaha rajyo ro bikaso koribare sohayoko heuparuchi

  • @Kalpanamanjaribehera
    @Kalpanamanjaribehera 25 днів тому

    Chief Minister Naveen Patnaik's popularity and efficiency have made him the number one national leader

  • @Sumitadas2211
    @Sumitadas2211 26 днів тому

    Tik kohichanti pandian babu odisha ro bikaso dekhi sohiparuni bharatiya janata party

  • @AshishNayak-fy9cz
    @AshishNayak-fy9cz 25 днів тому

    ଓଡ଼ିଶା ରେ ଡବଲ ଇଞ୍ଜିନ ର ଆବଶ୍ୟକତା ନାହିଁ, କାରଣ ନବୀନ ବାବୁଙ୍କ ଉପରେ ଓଡ଼ିଶା ବାସି ଙ୍କ ସମ୍ପୁର୍ଣ୍ଣ ଭରସା ରହିଛି।