ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପିପିଲିର ଦୁଇ ଗୁଣ ବିକାଶ ହେବ : କାର୍ତ୍ତିକ ପାଣ୍ଡିଆନ

Поділитися
Вставка
  • Опубліковано 23 вер 2024

КОМЕНТАРІ • 173

  • @Devi_odisha
    @Devi_odisha 4 місяці тому +29

    ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।

    • @SOUMYARANJANSAHOO-x4u
      @SOUMYARANJANSAHOO-x4u 4 місяці тому +2

      ଭାଇ ଠିକ୍ କଥା କହିଛ ନବୀନ ଙ୍କ ପାଇଁ ବହୁତ୍ ଗରିବ ଲୋକ ମାନେ ବିଜୁ ସ୍ୟାସ୍ତ୍ କାର୍ଡ ରେ ଚିକିତ୍ସା ପାଉଛନ୍ତି

    • @Baby_329
      @Baby_329 4 місяці тому +3

      Kintu ajji loka mane selfish

  • @banshidhar212
    @banshidhar212 4 місяці тому +13

    ରାଜ୍ୟ ବିଜେପି ଦଳ ଏବେ ଶୋଚନୀୟ ପରିସ୍ଥିତିରେ ଗତି କରୁଛି ଯାହା ଏବେ ଜୟଦେବ ବାବୁ ସାମିଲ ହେବା ପରେ ଜଣା ପଡିଯାଉଛି ବିଜେପି ଦଳର ଅବସ୍ଥା କଣ ଆଉ ଆଗକୁ କଣ ହେବ l

  • @Debu_pradhan
    @Debu_pradhan 4 місяці тому +5

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି।

  • @Ashok_Samratbjd
    @Ashok_Samratbjd 4 місяці тому +9

    ଓଡିଶାରେ ଜନତାଙ୍କ ପାଇଁ ହେଉଥିବା ବିକାଶମୂଳକ କାର୍ଯ୍ୟକୁ ବିରୋଧ କରି ଓଡିଶାକୁ ପଛକୁ ଟାଣି ନେଉଛନ୍ତି ବିଜେପିର ନେତାମାନେ l ଓଡିଶାରେ ସରକାର ଗଠନ କରିବାର ସ୍ବପ୍ନ ଦେଖୁଛନ୍ତି l ଏମାନଙ୍କୁ ଟିକେ ହେଲେ ଲାଜନାହିଁ l

  • @Sujitking_sahoo
    @Sujitking_sahoo 4 місяці тому +10

    ଯେଉଁ ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ଦଳ ପରିବର୍ତନ କରୁଛି ସେ ଯେ କେତେ ଲୋକଙ୍କ ପାଇଁ କାମ କରିବା ଏଇଟା ଓଡିଶାବାସି ଭଲ ଭାବେ ଜାଣିଛନ୍ତି, ଆଉ ରହିଲା ବିଜେପି ବାଲାଙ୍କ କଥା ସେମାନେ ତ ହୀନ ରାଜନୀତି କରିଆସିଛନ୍ତି

  • @Sekhar_Dash
    @Sekhar_Dash 4 місяці тому +8

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @Debu_pradhan
    @Debu_pradhan 4 місяці тому +4

    ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l

  • @PRASADKUMARPALEI
    @PRASADKUMARPALEI 4 місяці тому +3

    ପିପିଲିର ଅଭିନବ ଓ ପ୍ରତିବାଦ ଦୃଶ୍ୟପଟ ନବୀନ ବାବୁଙ୍କ ନେତୃତ୍ୱରେ ପ୍ରବଳ ହୋଇଛି।

  • @Sekhar_Dash
    @Sekhar_Dash 4 місяці тому +4

    ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।

  • @ramnarayanmohanty1597
    @ramnarayanmohanty1597 4 місяці тому +1

    Jay Bjd Jay Nabin babu

  • @Ashok_Samratbjd
    @Ashok_Samratbjd 4 місяці тому +11

    ଓଡ଼ିଶା ସାରା ଦେଶ ରେ ଶାନ୍ତି ଓ ଶୃଙ୍ଖଳା ପାଇଁ ବହୁତ ପ୍ରସଂସା ସାଉଣ୍ଟୁଛି ଯାହା ବିଜେପି ଦଳ ନେତା ମାନେ ସହି ପାରୁନହାନ୍ତି lସେଥିପାଇଁ ଶାନ୍ତିପ୍ରୀୟ ଓଡ଼ିଶାରେ ସବୁବେଳେ ଅଶାନ୍ତି ସୃଷ୍ଟି କରୁଛନ୍ତି l

  • @CHIRAG-bjd
    @CHIRAG-bjd 4 місяці тому +4

    ମୋ ସରକାର ତଥା 5T ମାଧ୍ୟମରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି ନବୀନବାବୁ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦେଶରେ ମଡେଲ ରାଜ୍ୟହିସାବରେ ପରିଗଣିତ।

  • @aqiqueahmedshaikhahmedshai2358
    @aqiqueahmedshaikhahmedshai2358 3 місяці тому

    No1 cm❤

  • @fatefaith5147
    @fatefaith5147 4 місяці тому

    Welcome sir

  • @Raajveer-qj1hq
    @Raajveer-qj1hq 4 місяці тому +1

    Bjd ❤

  • @CHIRAG-bjd
    @CHIRAG-bjd 4 місяці тому +3

    ପୁଣୀ ନିର୍ବାଚନ ଜିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭରତର ସବୁଠୁ ଅଧିକ ଦିନଧରି ମୁଖ୍ୟମନ୍ତ୍ରୀ ଭାବେ ସେବା ଦେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ।

  • @PRASADKUMARPALEI
    @PRASADKUMARPALEI 4 місяці тому +1

    ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ଆନ୍ତର୍ଜାତୀୟ ମାନଚିତ୍ରରେ ଆପଣା ସ୍ଥାନ ହାସଲ କରିଛି।

  • @RajeshPadhee
    @RajeshPadhee 4 місяці тому

    Jay Bjd 💚✅👍

  • @karunakarmohanty89
    @karunakarmohanty89 4 місяці тому

    ପୁଣି ନବୀନ

  • @JhilliraniPatra-wl9im
    @JhilliraniPatra-wl9im 4 місяці тому +1

    ପିପିଲିରେ ବିଜେଡି ନେତା କାର୍ତିକ ପାଣ୍ଡିଆନ ବିଜେଡି ର ନିର୍ବାଚନ କେମ୍ପେନ ରେ ଯୋଗ ଦେଇ ପିପିଲି ବାସୀଙ୍କୁ ସମ୍ବର୍ଦ୍ଧନା ଜଣାଇ ବା ସାଙ୍ଗକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି |

  • @PRASADKUMARPALEI
    @PRASADKUMARPALEI 4 місяці тому +1

    ନବୀନ ବାବୁ ଓଡ଼ିଶାର ହୃଦୟରେ ସ୍ଥାନ ହାସଲ କରିଛନ୍ତି।

  • @dhaneswarhansdah6941
    @dhaneswarhansdah6941 4 місяці тому

    Jmm jindabad

  • @swarnalataMohanty-jj1of
    @swarnalataMohanty-jj1of 4 місяці тому

    ଜୟ ନବୀନ ବାବୁ , ଜୟ ବିଜେଡି

  • @jyotsnaranipanda2613
    @jyotsnaranipanda2613 4 місяці тому

    ଜୟ ବିଜେଡି, ଜୟ ନବୀନ

  • @PRASADKUMARPALEI
    @PRASADKUMARPALEI 4 місяці тому +1

    ପିପିଲିର ଅବିକଳ ମାନବିକ ଆବଶ୍ୟକତା ନବୀନ ବାବୁଙ୍କ ପ୍ରକଳ୍ପରେ ପୂରାଣ ହେଉଛି।

  • @PRASADKUMARPALEI
    @PRASADKUMARPALEI 4 місяці тому +1

    ନବୀନ ବାବୁଙ୍କ ଶପଥ ନେବା ପରେ ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ପ୍ରତିଜ୍ଞା ଅନୁପମ।

  • @PRASADKUMARPALEI
    @PRASADKUMARPALEI 4 місяці тому +1

    ପିପିଲିର ମାନଂକ ସ୍ୱାସ୍ଥ୍ୟ ସୁବିଧା ଓ ଶିକ୍ଷା ଯୋଜନାରେ ଏକ ପ୍ରକାଶ ନେଇ ଆସିଛନ୍ତି ନବୀନ ବାବୁ।

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 4 місяці тому +1

    ଓଡ଼ିଶା ର ଶୁଭଚିନ୍ତକ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ସ୍ଵାଗତ କରିବାକୁ ପ୍ରସ୍ତୁତ ଅଛନ୍ତି ଓଡ଼ିଶା ବାସୀ।

  • @SudhamMalik-qy2nl
    @SudhamMalik-qy2nl 4 місяці тому

    Ok

  • @swarnalataMohanty-jj1of
    @swarnalataMohanty-jj1of 4 місяці тому

    ନବୀନ ବାବୁ ଯେଉଁଠି ବିକାଶ ସେଇଠି |

  • @subhransudalai8360
    @subhransudalai8360 4 місяці тому

    ଜୟ ଜଗନ୍ନାଥ

  • @RajeshPadhee
    @RajeshPadhee 4 місяці тому

    💚✅

  • @ramnarayanmohanty1597
    @ramnarayanmohanty1597 4 місяці тому +1

    Manyabara mukhyamantri nabin babu nko pai pragati pathare agei chalichi Odisha

  • @PRASADKUMARPALEI
    @PRASADKUMARPALEI 4 місяці тому +1

    ତାଙ୍କ ପ୍ରତିବଦ୍ଧତା ଓ ପ୍ରତିକ୍ରିୟା ପାଇଁ ପିପିଲିର ମାନଂକୁ ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ମିଳୁଛି।

  • @somanathmoharana
    @somanathmoharana 4 місяці тому

    Jay ❤BJD❤ rudra bhai 🔥🔥🔥

  • @PRASADKUMARPALEI
    @PRASADKUMARPALEI 4 місяці тому

    ଓଡ଼ିଶାର ଉନ୍ନତିରେ ନବୀନ ବାବୁଙ୍କ ଯୋଗଦାନ ଅନୁପମ।

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 4 місяці тому

    ନବୀନଙ୍କ ନେତୃତ୍ୱ ଏବଂ 5T ର ସଂକଳ୍ପ ପାଇଁ ଓଡ଼ିଶା ବିକାଶର ସ୍ପିଡ଼ ଦ୍ବିଗୁଣିତ ହୋଇଛି ଏବଂ ପ୍ରଗତି ପଥରେ ଆମ ରାଜ୍ୟ ସଫଳତାର ପ୍ରତିଟି ପାହାଚ ଅତିକ୍ରମ କରୁଛି l

  • @ramnarayanmohanty1597
    @ramnarayanmohanty1597 4 місяці тому +1

    Odisha basi nko prati manyabara mukhyamantri nabin babu nko abadan atulania

  • @swarnalataMohanty-jj1of
    @swarnalataMohanty-jj1of 4 місяці тому

    କଥା କମ୍ କାମ ଅଧିକ ରେ ସଦାବେଳେ ଗୁରୁତ୍ୱ ଦେଇଥାନ୍ତି ନବୀନ ସରକାର ।

  • @ganeshjena1830
    @ganeshjena1830 4 місяці тому

    Jay bjd

  • @ramnarayanmohanty1597
    @ramnarayanmohanty1597 4 місяці тому +1

    Odisha basi nko swapna ku purana karuchanti manyabara mukhyamantri nabin babu

  • @JhilliraniPatra-wl9im
    @JhilliraniPatra-wl9im 4 місяці тому +1

    ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର l

  • @PratyushDas-v7l
    @PratyushDas-v7l 4 місяці тому

    ଆମ ପ୍ରିୟ ନବୀନ ବାବୁ ଜୁନ ନଅ ତାରିଖ ଦିନ 11.30 ରୁ 1.30 ମଧ୍ୟରେ ଓଡିଶାବାସୀଙ୍କ ଆଶୀର୍ବାଦ ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏବଂ ସେହିଦିନ ଫ୍ରି ବିଜୁଳି ଏବଂ BSKY ନବୀନ କାର୍ଡ ରେ ଦସ୍ତଖତ କରିବେ |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 4 місяці тому

    ବିଜେପି ଦଳ ଜାଣି ସାରିଛନ୍ତି ଷଷ୍ଠ ଥର ପୁଣି ନବୀନ ବାବୁ ଆସୁଛନ୍ତି l ସେଥିପାଇଁ ବିଜେପି ହୀନ ରାଜନୀତି କରୁଛନ୍ତି।

  • @ramnarayanmohanty1597
    @ramnarayanmohanty1597 4 місяці тому +1

    Pipili basi nko biswas abang bharasha Biju janata dala upare rahichi

  • @msbabul777
    @msbabul777 4 місяці тому

    Jay BJD

  • @Devi_odisha
    @Devi_odisha 4 місяці тому +5

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 4 місяці тому

    ଏଥର ଘରେ ଘରେ ଶୁଭ ଶଙ୍ଖ ବାଜିବ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଷଷ୍ଠ ଥର ବିଜୟର 👑 ମୁକୁଟ ପିନ୍ଧିବେ ।

  • @swarnalataMohanty-jj1of
    @swarnalataMohanty-jj1of 4 місяці тому

    ପିପିଲି ରେ ପାଣ୍ଡିଆନ ସାରଙ୍କ ପ୍ରଚାରରେ ଏ ଜନ ସମୁଦ୍ର ଦେଖି ସେଥିରୁ ସ୍ପଷ୍ଟ ପ୍ରମାଣିତ ଯେ , ବିଜୁ ଜନତାଦଳ ପ୍ରତି ଲୋକଙ୍କ ମନରେ ଭରି ରହିଛି ବହୁତ ସାରା ଭଲ ପାଇବା |

  • @swarnalataMohanty-jj1of
    @swarnalataMohanty-jj1of 4 місяці тому

    ଶଙ୍ଖ ବିକାଶ ର ଚିହ୍ନ ।

  • @PRASADKUMARPALEI
    @PRASADKUMARPALEI 4 місяці тому

    କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପିପିଲିରେ ଦ୍ୱିତୀୟ ଭଳି ଉନ୍ନତି ହେବ।

  • @rajatkumarnaik2614
    @rajatkumarnaik2614 4 місяці тому

    Pipili re rudra babu asibe but odisha re modi sarkar hin asibo

  • @ramnarayanmohanty1597
    @ramnarayanmohanty1597 4 місяці тому +1

    Sankha bajuchi ghare ghare Nabin sarkar puni thare

  • @fatefaith5147
    @fatefaith5147 4 місяці тому

    Rudra Babu ethara mantri home minister hebe

  • @SabitaKar9
    @SabitaKar9 4 місяці тому

    Mission sakti maa mananku 60 barsa pare pension debe mukhya mantri Srijukto Naveen Pattnaik

  • @ramnarayanmohanty1597
    @ramnarayanmohanty1597 4 місяці тому +1

    Odisha ra bikas ku agei nebaku hele amo ku Odisha ra luka sabha abang bidhansabha duie guti vote sankha chinha re debaku heba

  • @ramnarayanmohanty1597
    @ramnarayanmohanty1597 4 місяці тому +1

    Biju janata dala upare Odisha basi nko biswas abang bharasha rahichi

  • @PratyushDas-v7l
    @PratyushDas-v7l 4 місяці тому

    ପିପିଲି ର ହବ ପାଇଁ 12.5 କୋଟି ଟଙ୍କା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି |ପିପିଲି ର ମନ୍ଦିର, ଚର୍ଚ୍ଚ, ମସଜିଦ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଛନ୍ତି |

  • @amiyauniqartcreation8567
    @amiyauniqartcreation8567 3 місяці тому

    ଏଥରୁ ଫାଇଦା କ'ଣ ହେବ।

  • @RashmiraniMalik
    @RashmiraniMalik 3 місяці тому

    BJD jingabad 💪💪

  • @PRASADKUMARPALEI
    @PRASADKUMARPALEI 4 місяці тому

    ନବୀନ ବାବୁଙ୍କ ଯୋଜନା ଓ ପ୍ରକଳ୍ପ ରାଜ୍ୟରେ ଏକ ନୂତନ ଆଶା ଆଣିଛି।

  • @PRASADKUMARPALEI
    @PRASADKUMARPALEI 4 місяці тому

    କାର୍ତ୍ତିକ ପାଣ୍ଡିଆନଙ୍କ କହିବା ଅନୁଯାୟୀ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପିପିଲି ତୀବ୍ର ବିକାଶ ପାଇବ।

  • @SabitaKar9
    @SabitaKar9 4 місяці тому

    Odisabasinka problem samadhana pai bivinno padakhepa nouchanti mukhya mantri Srijukto Naveen Pattnaik tanku asirbada karantu sakha ku jitantu

  • @binapaninaik5932
    @binapaninaik5932 4 місяці тому

    Aalo akaranare pravu nama niani

  • @PratyushDas-v7l
    @PratyushDas-v7l 4 місяці тому

    ବିଜେପି ଶାସିତ ଗୁଜରାଟ 25ବର୍ଷ ଭିତରେ ଏକ ନମ୍ବର ହୋଇପାରିଲା ନାହିଁ |ସାତ ନମ୍ବର ରହିଛି ଏମାନେ ପୁଣି ଓଡିଶାକୁ ଏକ ନମ୍ବର କରିବେ |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 4 місяці тому

    ମୁଖ୍ୟମନ୍ତ୍ରୀଙ୍କର ଲୋକ ପ୍ରିୟତା ପାଇଁ ଲଗାତାର ୫ଥର ଦୀର୍ଘ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ବସି ଆସିଛନ୍ତି ଏଥିରୁ ଜଣାପଡ଼ୁଛି ଏଡିଶା ବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ କେତେ ଭରଷା ଏବଂ ବିଶ୍ୱାସ କରୁଛନ୍ତି ।

  • @SabitaKar9
    @SabitaKar9 4 місяці тому

    Mukhya mantri Srijukto Naveen Pattnaiknka Bsky jujana garibanka pai asabadi sajichi jau mananku ei jujana mili nahin samastanku miliba

  • @PratyushDas-v7l
    @PratyushDas-v7l 4 місяці тому

    ପୁରୀ କୁ ଯାଉଥିବା ଭକ୍ତ ମାନେ ପିପିଲି ରେ ବୁଲି ଦେଖିଥାନ୍ତି | ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପିପିଲି କୁ ୱାର୍ଲଡ କ୍ଲାସ କରିବାକୁ ନିଷ୍ପତ୍ତି ନେଇଛନ୍ତି |

  • @PratyushDas-v7l
    @PratyushDas-v7l 4 місяці тому

    ଯେମିତି ଟୁରିଷ୍ଟ ମାନେ ଆସନ୍ତି ପରିଦର୍ଶନ କରି ଚାଲି ଯାନ୍ତି ସେମିତି ବିଜେପି ର ଆମଦାନୀ ନେତା ମାନଙ୍କୁ ନିର୍ବାଚନ ପରେ ଆଉ ଦେଖିବାକୁ ମିଳିବ ନାହିଁ |ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କିନ୍ତୁ ଓଡିଶାବାସୀଙ୍କ ସାଥିରେ ଅଛନ୍ତି ଆଗକୁ ମଧ୍ୟ ରହିବେ |

  • @ramnarayanmohanty1597
    @ramnarayanmohanty1597 4 місяці тому +1

    Biju janta dala Odisha basi nko bolo

  • @Divyasantosh11221
    @Divyasantosh11221 4 місяці тому

    Kichhi farak padibani

  • @sukantpatra4475
    @sukantpatra4475 4 місяці тому

    Hariba bjd

  • @amiyauniqartcreation8567
    @amiyauniqartcreation8567 3 місяці тому

    କଣ କଲା ରେ ସ 😅😅😅😅

  • @SabitaKar9
    @SabitaKar9 4 місяці тому

    July masa ru magana bijuli debe mukhya mantri Srijukto Naveen Pattnaik odisabasinka varasa jitichanti

  • @PRASADKUMARPALEI
    @PRASADKUMARPALEI 4 місяці тому

    ନବୀନ ବାବୁଙ୍କ ଶପଥ ନେବା ସହ ପିପିଲିରେ ଉନ୍ନତିର ନୂଆ ପର୍ଯ୍ୟାୟ ଆରମ୍ଭ ହେବ।

  • @BijayaPradhan-e6i
    @BijayaPradhan-e6i 4 місяці тому

    Jay Jagannath swami Jay b j d 💗❤️💖💖💖💖💕💕💕💕❤❤❤❤❤❤❤❤❤❤❤❤❤ Jay sri Naveen Babu jinda baad ❤❤❤❤❤❤❤❤❤❤❤❤❤❤❤

  • @sunilkumarpatnaik6953
    @sunilkumarpatnaik6953 4 місяці тому

    Clean sweep kari Odisha ku first /NO.1 STATE karajau. Don't allow JUMLA PARTY. .... 2014 paratharu Odisha VOTERS DEEPLY waiting for New New Railway Factories, NEW COLD STORAGES, NEW NEW HOME APPLIANCES MANUFACTURING UNITS. ...New 2nd AIIMS in ODISHA.

  • @JhilliraniPatra-wl9im
    @JhilliraniPatra-wl9im 4 місяці тому

    ତୃଣମୂଳ ସ୍ତରରୁ ସହର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିକାଶ କୁ ଗୁରୁତ୍ୱ ଦେଇ ଲୋକପ୍ରିୟତା ର ଶୀର୍ଷରେ ରହିଛନ୍ତି ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ l

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 4 місяці тому

    ନବୀନବାବୁଙ୍କର ସୁଶାସନ, ବିକାଶ ଓ ଜନହିତକର କାର୍ଯ୍ୟ କ୍ଷେତ୍ରରେ ଜାତୀୟ ସ୍ତରରେ ନିଜର ମାନ୍ୟତା ବଜାଇ ରଖିଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @PRASADKUMARPALEI
    @PRASADKUMARPALEI 4 місяці тому

    ଅନେକ ପ୍ରକଳ୍ପ ଓ ବିକାଶ କାର୍ଯ୍ୟ ପିପିଲିରେ ନବୀନ ବାବୁଙ୍କ ପରିଚାଳନାରେ ସଫଳ ହୋଇଛି।

  • @JhilliraniPatra-wl9im
    @JhilliraniPatra-wl9im 4 місяці тому

    ପିପିଲିରେ ପାଣ୍ଡିଆନଙ୍କ ପ୍ରଚାର ଖୁବ୍ ଜୋରସୋରରେ ଚାଲିଛି ଜନ ସାଧାରଣ ମାନେ ପାଣ୍ଡି ଆନ ସାର୍ ଙ୍କୁ ଅତି ପାଖରୁ ଦେଖି ଅତ୍ୟନ୍ତ ଖୁସି ହୋଇ ତାଙ୍କ ସାଙ୍ଗରେ ସେଲଫି ଉଠାଉଛନ୍ତି ।

  • @swarnalataMohanty-jj1of
    @swarnalataMohanty-jj1of 4 місяці тому

    ବିଜୁ ଜନତାଦଳ ଓଡ଼ିଶା ବାସୀଙ୍କ ବଳ

  • @JhilliraniPatra-wl9im
    @JhilliraniPatra-wl9im 4 місяці тому

    ପିପିଲିରେ ବିଜୁ ଜନତାଦଳ ପ୍ରତି ଲୋକଙ୍କ ଭଲ ପାଇବା ଦେଖି ବିରୋଧୀ ଦଳ ପୂରା ଭୟଭିତ ।

  • @SabitaKar9
    @SabitaKar9 4 місяці тому

    Pipili re bjd pai prahara karichanti VK Pandyan sir tanka sava re jana samudra rahichi

  • @bikaskumarsahoo4740
    @bikaskumarsahoo4740 4 місяці тому

    Only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP only BJP

  • @mahendraojha9198
    @mahendraojha9198 4 місяці тому

    Electric Metre lagana aau o jou electric meter achhi taku hatei dia jau. Good luck

  • @SabitaKar9
    @SabitaKar9 4 місяці тому

    Mukhya mantri Srijukto Naveen Pattnaiknka pai odisa ra bikasa druta gati re chalichi tanku odisabasi purno samarthana kari jitaibe

  • @jyotidas3867
    @jyotidas3867 3 місяці тому

    Bjd ama odisha Re rahiba katha because bjp Kendra Re rahib... Odisha puni sei garib hei rahib.... Kendra Re bjp rahu but odisha Re bjd💚💚

  • @SabitaKar9
    @SabitaKar9 4 місяці тому

    Bjd odisabasinka pai samarpita hoi kama karuchi odisabasi ei party ku vote kari jitaibe

  • @SabitaKar9
    @SabitaKar9 4 місяці тому

    Kuna anukuna re bikasa hoiparichi kebala mukhya mantri Srijukto Naveen Pattnaiknka pai pipili ra ei bikasa jari rahichi ahuri adhika bikasa haba

  • @ramnarayanmohanty1597
    @ramnarayanmohanty1597 4 місяці тому +1

    Biju janata dala prati Pipili basi nko bishal jana samarthan dekhi birodhi Bjp dala neta nko munda kharap

  • @SabitaKar9
    @SabitaKar9 4 місяці тому

    Rupantarikarana kari Odisa ra manachitra badalai deichanti mukhya mantri Srijukto Naveen Pattnaik tanku asirbada kariba pai anuroda karichanti VK Pandyan sir

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 4 місяці тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସବୁବେଳେ କଥା କମ୍ କାମ ବେଶି କରିକି ଦେଖାନ୍ତି ସେଥିପାଇଁ ତ ସେ ଆଜି ଓଡ଼ିଶାର ଘରେ ଘରେ ପରିଚିତ।

  • @SabitaKar9
    @SabitaKar9 4 місяці тому

    Mukhya mantri Srijukto Naveen Pattnaik odisabasinka sopna sakara karuchanti tanku asirbada kari puni mukhya mantri karibe odisabasi

  • @PratyushDas-v7l
    @PratyushDas-v7l 4 місяці тому

    ପିପିଲି ପୁରୀ ଲୋକସଭା ଆସନ ମଧ୍ୟରେ ଯାଉଥିବାରୁ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ କାର୍ତିକ ପାଣ୍ଡିଆନ ଜନତାଙ୍କୁ ଅପିଲ କରିଥିଲେ |

  • @PratyushDas-v7l
    @PratyushDas-v7l 4 місяці тому

    ଆଗରୁ ଓଡ଼ିଶାବାସୀ ଖାଦ୍ୟ ଅଭାବ ରେ ମୃତ୍ୟୁ ବରଣ କରୁଥିଲେ କିନ୍ତୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଚେଷ୍ଟା ଯୋଗୁଁ ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇପାରିଛି |

  • @rahuldas4293
    @rahuldas4293 3 місяці тому

    ଏଥର BJD କରିବ ଟି

  • @PRASADKUMARPALEI
    @PRASADKUMARPALEI 4 місяці тому

    ପିପିଲିର ମାନଂକୁ ସୁବିଧା ଓ ସେବା ଦେବା ପାଇଁ ନବୀନ ପଟ୍ଟନାୟକ ସଦା ଏଗ୍ରାତି ହୋଇଛନ୍ତି।

  • @Satyahisanatan-n9v
    @Satyahisanatan-n9v 4 місяці тому

    ବୋଟ ଦେଇ ଯାଜନ ଯିବା.

  • @PRASADKUMARPALEI
    @PRASADKUMARPALEI 4 місяці тому

    ଏଥିରେ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଯୋଜନାରେ ମହତ୍ତ୍ୱ ଦେବାର ପ୍ରତିବଦ୍ଧତା ନବୀନ ବାବୁଙ୍କର।