‘ଲିଙ୍ଗରାଜଙ୍କ ମନ୍ଦିରର ରୂପାନ୍ତରୀକରଣରେ ବିଜେପି ନେତାମାନେ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ’

Поділитися
Вставка
  • Опубліковано 14 тра 2024
  • #kartikpandian #bjd #Election2024 #Politics #Odisha #Nandighoshatv
    ଲିଙ୍ଗରାଜଙ୍କ ମନ୍ଦିରର ରୂପାନ୍ତରୀକରଣରେ ବିଜେପି ନେତାମାନେ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ : କାର୍ତ୍ତିକ ପାଣ୍ଡିଆନ
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 116

  • @RAMAKANTABARIK-ce4vq
    @RAMAKANTABARIK-ce4vq Місяць тому +29

    ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର ।

    • @ankitamallick8574
      @ankitamallick8574 Місяць тому +1

      Chopa na Naveen aau sasana karuni aame mane ebe Tamil sasana re achhu

  • @Mithi03278
    @Mithi03278 Місяць тому +15

    ଜୟ ଜଗନ୍ନାଥ 🙏କେବଳ ନବୀନ ବାବୁ❤️ଏବଂ BJD✌️✌️| ଗତ 25 ବର୍ଷରେ ଓଡ଼ିଶା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିଥିଲେ ମଧ୍ୟ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଆଜି ସବୁ କ୍ଷେତ୍ରରେ ଉନ୍ନତି କରିପାରିଛି| ଆଇଟି କମ୍ପାନୀ ଠାରୁ Core କମ୍ପାନୀ ହେଉ କିମ୍ବା ପର୍ଯ୍ୟଟନ ହେଉ କି ମନ୍ଦିର, ତୀର୍ଥସ୍ଥଳ ରୁପନ୍ତରିକରଣ ହେଉ କି ଆଇଆଇଟି, ଆଇଆଇଏମ ଭଳି ବିଶ୍ଵସ୍ତରୀୟ ଅନୁଷ୍ଠାନ ହେଉ କି ବିମାନବନ୍ଦର, ସ୍ୱାସ୍ଥ୍ୟ କ୍ଷେତ୍ର, କ୍ରୀଡା, ନିରାପତ୍ତା ହେଉ କି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ହେଉ କି ସଫଳ ମିଲେଟ ମିଶନ୍, ସବୁଥିରେ ଆମ ରାଜ୍ୟ ଓଡ଼ିଶା ର ସଫଳତା ପ୍ରତିପାଦିତ ହୋଇଛି ।ସଫଳ ମିଲେଟ ମିଶନ କୁ ବିଲ୍ ଗେଟ୍ସ ମଧ୍ୟ ବହୁତ୍ ପ୍ରଶଂସା କରିଥିଲେ।

  • @jyotisahu621
    @jyotisahu621 Місяць тому +22

    ଜୀବନରୁ ଜଙ୍ଗଲ, ପରିବେଶରୁ ପ୍ରାଣ । ସାରା ଓଡିଶାର ସୁରକ୍ଷାଦାତା ସାଜିଛନ୍ତି ଆମ ନେତା । ସୁନାର ଓଡିଶା, ସବୁଜ ଓଡିଶା ଗଢିବାକୁ ବିଜେଡିର ପ୍ରତିବଦ୍ଧତା ।ଜୀବନରୁ ଜଙ୍ଗଲ, ପରିବେଶରୁ ପ୍ରାଣ । ସାରା ଓଡିଶାର ସୁରକ୍ଷାଦାତା ସାଜିଛନ୍ତି ଆମ ନେତା ।

  • @jyotisahu621
    @jyotisahu621 Місяць тому +27

    ଆମ ନେତା ଯେମିତି, ତାଙ୍କ ଦଳ ସେମିତି । ସବୁବେଳେ ଲୋକଙ୍କ ପାଇଁ ଭାବନ୍ତି, ଲୋକଙ୍କ ଉନ୍ନତି-ପ୍ରଗତି ଲାଗି ଲଗାତାର ଉଦ୍ୟମ କରନ୍ତି ।

  • @sukantmishra979
    @sukantmishra979 Місяць тому +18

    ଉନ୍ନତିର ନବୀନ ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ସବୁଥିରେ ଅଗ୍ରଣୀ ଥିବା ଓଡିଶାକୁ ଅନୁକରଣ କରୁଛନ୍ତି ଦେଶର ଅନେକ ରାଜ୍ୟ ...

  • @Sonamuduli-
    @Sonamuduli- Місяць тому +36

    ମାଆ, ମାଟିକୁ ସମ୍ମାନ ଦେଇ ସେମାନଙ୍କ ଉନ୍ନତି ପାଇଁ ଅହରହ ଉଦ୍ୟମ କରୁଥିବା ଦଳ, ମୋ ବିଜୁ ଜନତା ଦଳ...

  • @RajaNaik545
    @RajaNaik545 Місяць тому +15

    ମାତୃତ୍ୱର ସୁରକ୍ଷା, ଭବିଷ୍ୟତର ରକ୍ଷା । ମାଆ ଓ ଶିଶୁଙ୍କ ସୁରକ୍ଷା ପାଇଁ ସବୁବେଳେ ସେବାରେ ସରକାରଙ୍କ ‘ମମତା’ ।

  • @RajaNaik545
    @RajaNaik545 Місяць тому +29

    ସେ ବୁଝିଛନ୍ତି ଭୋକର ଭୟାବହତା । ଭୟଙ୍କର ଭୋକର ଆଁରୁ ମଣିଷକୁ ବଞ୍ଚାଇ ନବୀନ ସାଜିଛନ୍ତି ଅନ୍ନଦାତା ।

  • @Sonamuduli-
    @Sonamuduli- Місяць тому +30

    ଯିଏ ଲୋକଙ୍କ ସେବାରେ ନିଜର ସାରା ଜୀବନକୁ ସମର୍ପି ଦେଇଛନ୍ତି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଦଳ ବି ଲୋକଙ୍କର ସୁଖ ଦୁଃଖରେ ସାମିଲ ହେବାକୁ ସଙ୍କଳ୍ପବଦ୍ଧ ।

  • @RinaRath701
    @RinaRath701 Місяць тому +18

    ସେ ଭୋକ ବୁଝନ୍ତି, ସେ ଭଙ୍ଗାଘର ଭିତରୁ ଜୀବନକୁ ସୁରକ୍ଷିତ ରଖିବା ପାଇଁ ମୁଣ୍ଡ ଉପରକୁ ଛାତ ଦିଅନ୍ତି । ସେଇଥିପାଇଁ ତ ନବୀନ ପଟ୍ଟନାୟକଙ୍କୁ ଓଡିଶାବାସୀ ଭାରି ଭଲପାଆନ୍ତି ।

    • @user-yd7dq7ij6w
      @user-yd7dq7ij6w 28 днів тому

      ଛାତ ନବୀନ ଙ୍କର ନା ମୋଦୀ ଙ୍କର

    • @user-yd7dq7ij6w
      @user-yd7dq7ij6w 28 днів тому

      ପ୍ରଧାନମନ୍ତ୍ରୀ ପକ୍କା ଘର ଫଳକ ରେ ବିଜୁ ପକା ଘର ଲେଖନ୍ତି ପାଣ୍ଡିଆନ ସରକାର ଅତି ଚମତ୍କାର

  • @GOPALBEHERA-iw3fl
    @GOPALBEHERA-iw3fl Місяць тому +16

    ପ୍ରତି ଓଡିଆଙ୍କ ସ୍ପନ୍ଦନ ନବୀନ, ପ୍ରତି ପରିବାରର ସାହସ ବିଜେଡି । ମୁଁ ଗର୍ବିତ ମୋ ଦଳ ପାଇଁ, ମୋ ଦଳର ନୀତି ଆଦର୍ଶକୁ ନେଇ... ଜୟ ବିଜେଡି

    • @jbstudycentre9950
      @jbstudycentre9950 Місяць тому

      Advertisement kariki dara dekhaaibaa uchit nuhen 😅😅😅😅

    • @LTRENDER
      @LTRENDER Місяць тому

      @@jbstudycentre9950tu gote parama maghia

  • @sukantmishra979
    @sukantmishra979 Місяць тому +9

    ବେକାରୀ ହାତରେ ଚାକିରୀ । ନିଯୁକ୍ତିର ନୂଆ ସୁଯୋଗ ଆଣିଛି ଯୁବପିଢିଙ୍କ ମୁହଁରେ ଖୁସିର ଲହରୀ ।

  • @nirmalbarik4275
    @nirmalbarik4275 Місяць тому +4

    ଯାହା ହଉ. ଖୁସି ଲାଗୁଚି ପାଣ୍ଡିଆନ ବାବୁଙ୍କ ଭାଷଣ... ଅତି ସରଳ ମଧୁର କଥା.. ଟାଣ କଥା ନୁହେଁ. ରାଗିବାର ନାହିଁ... ଜୟ ବିଜେଡି...❤❤❤

    • @user-yd7dq7ij6w
      @user-yd7dq7ij6w 28 днів тому +1

      ଖୁବ ବଢିଆ ଓଡ଼ିଆ କହନ୍ତି କାର୍ତିକ. ବାବୁ

  • @RAMAKANTABARIK-ce4vq
    @RAMAKANTABARIK-ce4vq Місяць тому +5

    ଦକ୍ଷ ଦୂରଦୃଷ୍ଟି ଓ ସ୍ୱଚ୍ଛ ଶାସନ ପାଇଁ ଆଜି ସାରା ବିଶ୍ୱରେ ନବୀନଙ୍କ ବିକାଶର ମଡେଲ୍ ଅନୁକରଣୀୟ । ଓଡିଶା ଆଜି ଅନେକ କ୍ଷେତ୍ରରେ ଅଗ୍ରଣୀ ।

  • @GOPALBEHERA-iw3fl
    @GOPALBEHERA-iw3fl Місяць тому +24

    ବିଜେଡିର ପ୍ରତି ସଦସ୍ୟଙ୍କ ରକ୍ତରେ ଜନସେବା ଲେଖା । ପରିବର୍ତ୍ତନ ପାଇଁ ପ୍ରାଣପିଣ୍ଡରେ ଭର୍ତ୍ତି ଅସୀମ ଉର୍ଜା ।

  • @gatikrushnasarangi8062
    @gatikrushnasarangi8062 Місяць тому +8

    ବିଜେଡି଼ର ବିଜୟ ସୁନିଶ୍ଚିତ 👍❤

  • @RinaRath701
    @RinaRath701 Місяць тому +14

    ଖାଦ୍ୟ ବିନା ଖାଲି ପେଟରେ ରହୁନି ଓଡିଶା । ନବୀନଙ୍କ ଉଦ୍ୟମ ଏବଂ ଦୃଢ ସଂକଳ୍ପ ଖାଦ୍ୟ ସୁରକ୍ଷାରେ ଓଡିଶାକୁ କରିଛି ଶ୍ରେଷ୍ଠ ।

  • @sudarshansamantaray3118
    @sudarshansamantaray3118 Місяць тому +3

    ନବୀନ ମହାନ.
    ଜୟ ଜଗନ୍ନାଥ.

  • @CHINMAYA683
    @CHINMAYA683 Місяць тому +10

    ଗାଁ ଗାଁରେ ବିପ୍ଳବ, ସାହି ସାହିରେ ସଶକ୍ତ ହେବାର ଅଭିଯାନ । ମହିଳା ସ୍ୱାବଲମ୍ବୀ ହେଉଛନ୍ତି, ନବୀନଙ୍କ ‘ମିଶନ ଶକ୍ତି’ ମହାଶକ୍ତିରେ ପରିଣତ ହେଉଛି ।

    • @user-yd7dq7ij6w
      @user-yd7dq7ij6w 28 днів тому

      ମିଶନ ଶକ୍ତି କାହାର

  • @sudarshansamantaray3118
    @sudarshansamantaray3118 Місяць тому +1

    ଆପଣଙ୍କ ସହଯୋଗ ପାଇଁ ଓଡ଼ିଶାବାସୀ କୃତଜ୍ଞ.

  • @CHINMAYA683
    @CHINMAYA683 Місяць тому +8

    ମାଆମାନେ ହିଁ ଏ ସମାଜର ମୂଳପିଣ୍ଡ, ଏ ରାଷ୍ଟ୍ରର ମୂଳଦୂଆ । ସେମାନଙ୍କ ପ୍ରଗତି, ଘରେ ଘରେ ଆଣିବ ଉନ୍ନତି । ମହିଳାଙ୍କ ସହ ସବୁବେଳେ ସାଥିରେ ନବୀନଙ୍କ ‘ମିଶନ ଶକ୍ତି’

  • @Utkarsh8823
    @Utkarsh8823 Місяць тому +1

    ଓଡିଶା ଆମର ଜଗନ୍ନାଥ ଙ୍କ ରାଜ୍ୟ। ଏଠି ଭଗବାନ ବଡ଼ ପଣ୍ଡା ଙ୍କୁ ଯେତିକି ଭଲ ପାଆନ୍ତି ଦାସିଆ ବାଉରୀ କୁ ବି ସେତିକି ଭଲ ପାଆନ୍ତି, ସେତିକି ଭଲ ଭକ୍ତ ସାଲବେଗ ଙ୍କୁ ବି ପାଆନ୍ତି।
    ଭିକାରୀ ବଳ ଙ୍କ ଭଜନ ତାଙ୍କର ଯେତିକି ପ୍ରିୟ ସିକନ୍ଦର ଆଲାମ ଙ୍କ ଭଜନ ବି ସେତିକି ପ୍ରିୟ।
    ତେଣୁ ଜାତି ଧର୍ମ ନା ରେ ସବୁଆଡେ ଦଙ୍ଗା କରୁଥିବା ଦଳ କୁ ଆମ ଶାନ୍ତି ପ୍ରିୟ ଜଗନ୍ନାଥ ଙ୍କ ରାଜ୍ୟରେ ସ୍ଥାନ ମିଳିବା ଉଚିତ୍ ନୁହେଁ। So for peace and development of Odisha, only Naveen babu❤️ and BJD. Jai Jagannath 🙏

  • @manojkumargarada
    @manojkumargarada Місяць тому +3

    ତାମିଲି ହଟାଓ

  • @monalisajena4924
    @monalisajena4924 Місяць тому +1

    Ghare ghare jodi Sankha ❤❤❤

  • @BLPlus6940
    @BLPlus6940 Місяць тому

    ଜୟ ଜଗନ୍ନାଥ ❤
    ଘରେ ଘରେ ଶଙ୍ଖ ଘରେ ଘରେ ନବୀନ

  • @monalisajena4924
    @monalisajena4924 Місяць тому +1

    Aama Odisha Naveen Odisha ❤❤

  • @bishnuprakashsuna
    @bishnuprakashsuna Місяць тому

    I like the smile of Pandian Sir❤❤❤❤❤❤❤❤❤❤❤❤❤❤❤

  • @theuniverse8816
    @theuniverse8816 Місяць тому

    ଭଗବାନଙ୍କୁ ବି ରାଜନୀତି ରେ ଟାଣିଲ..ତୁ ତ ସବୁ ତାଡି ଦେଇଚୁ.. Public ଠୁ tax ନେବ public ଲାଗି କାମ ହେଲା.. ଥୋଡେ ତୁ ଆଉ ତୋ କକା ନବୀନ କୋଉଠୁ ପାଇଲ ଯେ ଏତେ ପଇସା କାମ କଲ ତାହା କହୁନ.. ଲୋକଙ୍କ tax ପଇସା ଲୋକଙ୍କ ପାଇଁ କାମ ହେଲା ନୁଆଁ କଣ ହେଲା

  • @ODISHABHAI-eq8jq
    @ODISHABHAI-eq8jq Місяць тому

    ଜୟ ବାବା ଲିଙ୍ଗରାଜ 🙏🏻🙏🏻🙏🏻 ଜୟ ବିଜେଡି 🙏🏻🙏🏻

  • @BINODDAS-pw2eg
    @BINODDAS-pw2eg Місяць тому

    Thank you so much ❤

  • @arabinddas5543
    @arabinddas5543 Місяць тому

    You are great sir🙏

  • @sagarmohanty9675
    @sagarmohanty9675 Місяць тому +2

    Jay Naveen Jay Pandian Jay BJD 🎉

  • @gyanaranjannayak6257
    @gyanaranjannayak6257 Місяць тому

    Govt. Public ମାନଙ୍କ ପାଇଂ କରିଥାଏ । ନୁଆ କଣ କଲେ

  • @user-tw9le4mi8w
    @user-tw9le4mi8w Місяць тому

    ପଚିଶ ବର୍ଷ ଦେଖିଲୁ ଏଥର ବିଜେପିକୁ ଭୋଟ ଦେଇ ଦେଖିବା କିଏ ଠିକ୍ ପାଞ୍ଚବର୍ଷରେ କିଛି ଅସୁବିଧା ହେବନି

  • @geetiranjanpal8490
    @geetiranjanpal8490 Місяць тому

    Best Speaker

  • @AjayakumarGochhi
    @AjayakumarGochhi Місяць тому +2

    ନବୀନ ପଟ୍ଟନାୟକ ତାମିଲ ଚାମଚା

  • @haripadabehera649
    @haripadabehera649 28 днів тому

    🙏🙏🙏

  • @lalatendubihari9514
    @lalatendubihari9514 Місяць тому

    Our new C M Pandian 💐💐

  • @user-nt4vl6yp3g
    @user-nt4vl6yp3g Місяць тому

    Good job pandian sir

  • @BijayDurlabh
    @BijayDurlabh Місяць тому

    Pandyaan ,nice leader,nice speech,🎉❤

  • @BibunaBibhuti
    @BibunaBibhuti Місяць тому +1

    Dabalsankha nabeen odisha record in odisha.joy

  • @user-sf2rn3ts1i
    @user-sf2rn3ts1i Місяць тому

    ଜୟ ଜଗନ୍ନାଥ 🙏

  • @BibunaBibhuti
    @BibunaBibhuti Місяць тому

    Right your speaker bjd saarathi.thanks

  • @Hunter35046
    @Hunter35046 29 днів тому

    ମୋର ଭୋଟ ପାଇକ ମାଟି ଲାଗି
    ମୋର ଭୋଟ ପାଇକ ଯୋଧ୍ୟା ଲାଗି
    ମୋର ଭୋଟ ମନ୍ମଥ ଲାଗି ❤❤

  • @Thelaughterday
    @Thelaughterday Місяць тому

    Pandian sir bahut mehnati loka

  • @rakeshmathan6261
    @rakeshmathan6261 Місяць тому

    I love Naveen babu ❤️❤️❤️❤️

  • @Hunter35046
    @Hunter35046 29 днів тому

    ବିହାରୀ ହଟାଓ ଖୋର୍ଦ୍ଧା ବଞ୍ଚାଓ ✊✊❤️❤️❤️❤️

  • @tuluachary1033
    @tuluachary1033 Місяць тому

    HAR HAR MAHADEV 🙏🙏🙏

  • @dillipsahoo7921
    @dillipsahoo7921 Місяць тому

    Lingaraj temple development work ku oppose karuthile Aparajita Sarangi. Tenu Aparajita Sarangi minimum 3 lakhs votes re hariba nischaya

  • @amiyabhusanacharya7743
    @amiyabhusanacharya7743 Місяць тому +1

    ସବୁ ଠିକ୍ ଯେ ତୁ ଓଡିଶା ରେ କିଏ

  • @sarojbehera4731
    @sarojbehera4731 Місяць тому

    ବିଦୂତ ବିଲ ଛାଡ ହେଲେ ମୁଁ ଏସି ଆଣିବି 😅

  • @BibunaBibhuti
    @BibunaBibhuti Місяць тому

    Nabeen cm lahar in odisha record again joy

  • @pradeepbarik9862
    @pradeepbarik9862 27 днів тому

    Har har mahadev

  • @sarojkumarmisra9075
    @sarojkumarmisra9075 28 днів тому

    Men proposes and God disposes.

  • @satya-gx2ht
    @satya-gx2ht 28 днів тому

    ଭଦ୍ର ମୁଖା ପିନ୍ଧା ଅଭଦ୍ର....ପଛରେ ପାଣି ଅଛି ତ jaiki ତାମିଲନାଡୁ ରେ ବାହାଦୁରି ଦେଖାନ୍ତୁ......ଜମା ବି ପାରିବେନି.....ଦୟା କରି ସବୁ ବଦଳି ଯାଅ ....ସବୁ ଓଲଟାଇବା ପଛରେ ତୁମେ ନା

  • @user-vj5fi7if3d
    @user-vj5fi7if3d Місяць тому +1

    Only bjd no 1 CM 💚🙏

  • @jbstudycentre9950
    @jbstudycentre9950 Місяць тому

    Free rice na kariki free paikhana safei karantu double shankha vote miliba....🙏🙏🙏

  • @RAJENDRAMAHAPATRA-ph5ou
    @RAJENDRAMAHAPATRA-ph5ou Місяць тому +2

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @biswamberbhutia3280
    @biswamberbhutia3280 Місяць тому

    ଲୋକ ଟା ଓଡିଶା ପାଇଁ ଯେତିକି ଖଟୁଛି ମାନିବାକୁ ପଡିବ। ଟଙ୍କା ତ ସମସ୍ତେ ଇନକମ କରୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଆଜି ଭାବୁଥିଵେ ଜଣେ ଆଇ ଏ ଏସ ଅଫିସର ଘରକୁ ସେ ଦିନ ପାନଡିୟାନ ନଥିଲା ଵେଳେ କଣ ପାଇଁ ଗୁଣ୍ଡା ପଠେଇଥିଲେ ଘରେ 1 ଜଣେ ମହିଳା ଥିଲେ ଓ ତାର 2 ଟା ଛୁଆ ଥିଲେ ଧର୍ମେନ୍ଦ୍ର ପ୍ରଧାନ ସେ ଦିନ ଯେଉଁ ଅମାନବତା ଦେଖେଇଥିଲେ ଭଗବାନ ତାଙ୍କୁ ହରେଇବେ ଟଙ୍କା ତାକୁ ଜିତେଇ ପାରିବ ନାହିଁ

  • @user-ym5li7kf5i
    @user-ym5li7kf5i Місяць тому +1

    Only bjd

  • @ambujasahoo4202
    @ambujasahoo4202 Місяць тому

    Pandian sir mahana....

  • @RajatDas-dn7pp
    @RajatDas-dn7pp 27 днів тому

    Jay ho BJD 👍👍👍

  • @prakashbarik2039
    @prakashbarik2039 Місяць тому

    Mathn babu akia. Tamili paene harib. . Athar . B j p❤❤❤❤❤

  • @basudebjena8893
    @basudebjena8893 Місяць тому

    Dharmedra Siteee O Aparajita Sarangi O Aswani Baisntab Keun Raya Loka Odissa BJP Reply

  • @manojkumargarada
    @manojkumargarada Місяць тому +1

    ତାମିଲି ବିଜେଡି ହଟାଓ

  • @RAJENDRAMAHAPATRA-ph5ou
    @RAJENDRAMAHAPATRA-ph5ou Місяць тому +2

    ସେ ସେବାରେ ବିଶ୍ୱାସୀ, ସମୃଦ୍ଧିରେ ବିଶ୍ୱାସୀ । କଥା କମ୍, କାମରେ କରି ଦେଖାଉଥିବା ସଫଳ ପୁରୁଷ, ନୂଆ ଓଡିଶା ଗଢିବାରେ ନିମଗ୍ନ ନିର୍ମାତା...

  • @monalisajena4924
    @monalisajena4924 Місяць тому +1

    Only BJD ❤❤

  • @subratkumarbehera95
    @subratkumarbehera95 28 днів тому

    Pandian Babu sabu tharu birat tautar ta, Sabu bele emotional blackmail karuchi, kichi loka bujhiparunahanti.

  • @Techgamerpriyam
    @Techgamerpriyam Місяць тому

    Jay bjd jay nabin jay pandian jay

  • @dillipsahoo7921
    @dillipsahoo7921 Місяць тому

    Free Electricity jogu Bjd clean sweep kariba and Nabin babu will be cm for 6th time

  • @PujaSwain-jt4gp
    @PujaSwain-jt4gp Місяць тому

    Right Sir I full support BJD

  • @krushnasunani-qw7cr
    @krushnasunani-qw7cr Місяць тому

    Jay BJD 🎉🎉🎉🎉

  • @ankitamallick8574
    @ankitamallick8574 Місяць тому

    Ebe time achhi e tamil ku hatei dia mora yuba pidhi

  • @aneelkumarrath2093
    @aneelkumarrath2093 Місяць тому +1

    To bopaa paisa re 6 taa jagaa built ki

  • @odisha.nlover
    @odisha.nlover 28 днів тому

    Mgh chhua jay pandiya kahuchanti..ghare kebe bapa nku emit kahunathibe

  • @killersubhaff1167
    @killersubhaff1167 Місяць тому

    Only bjd only sankha

  • @BanamaliMali-ry6xj
    @BanamaliMali-ry6xj Місяць тому

    Jay nabin

  • @user-rd7ci2dn8x
    @user-rd7ci2dn8x Місяць тому

    Gapa

  • @JagannathMoharana-fh6tk
    @JagannathMoharana-fh6tk Місяць тому

    Jai pjp odisa

  • @simanchalgauda2723
    @simanchalgauda2723 Місяць тому

    Bhagaja tamilnadu pandu

  • @user-fv7rf4vp6z
    @user-fv7rf4vp6z Місяць тому

    Joy Naveen Pattanayak ❤❤❤

  • @prafuldas4568
    @prafuldas4568 Місяць тому

    Kichhi kariparibeni Bjp, madichala

  • @user-yd7dq7ij6w
    @user-yd7dq7ij6w 28 днів тому

    ବଜେପି ଚାଉଳ ରେ ତାମିଲ. ମୁଣା

  • @user-fv7rf4vp6z
    @user-fv7rf4vp6z Місяць тому

    Joy bjd ❤❤❤

  • @Raibari-zw6nu
    @Raibari-zw6nu Місяць тому

    ନବୀନ ଆଉ ତାମିଲ ଚୁର ମିଛ କଥା ବନ୍ଦକର ଓଡିଶା ବାସୀଙ୍କୁ ଆଉ ଭକୁଆ ବନାନ୍ତୁ ନାହିଁ

  • @nakulabehera8456
    @nakulabehera8456 Місяць тому

    ଆରେ ଶଳା କୁକୁର ବିଜେପି ଦଳ ତମର ମିଛ ଆଉ ଚଳିବ ନାହିଁ

  • @urdesign2219
    @urdesign2219 Місяць тому +1

    ବହୁତ ଠକିଲ.... ଆଉ ନୁହେଁ...
    ଏଥର B J P ସରକାର

  • @parshuramsatapathy9855
    @parshuramsatapathy9855 29 днів тому

    Pls pandianji bjd ra vote harantuni .other leader mananku prachara re anantuni .you are not Nabin .

  • @barunabagha1982
    @barunabagha1982 Місяць тому

    Ama sarakara bjd sarakara..

  • @AnishaNayak-vt3ex
    @AnishaNayak-vt3ex 26 днів тому

    Bjd tv

  • @manojkumargarada
    @manojkumargarada Місяць тому +1

    ଓଡିଶା ମାଟିରେ ଓଡ଼ିଆ ତଳେ, ତାମିଲି ହୋଇଛି ଉପରେ 😭

  • @jitendrakumarjena6341
    @jitendrakumarjena6341 Місяць тому

    A..LINGARAJ MAHAPRABHU TAMIL KUKUR RA BICHAR KARIBE.

  • @tapankumardehury7852
    @tapankumardehury7852 Місяць тому

    Michha katha pandu

  • @swagsesaroj47
    @swagsesaroj47 Місяць тому

    Gapa hele bi micha

  • @afsheenchoudhry0123
    @afsheenchoudhry0123 Місяць тому

    ହଁ ବନ୍ଦ କରି ଭଲ କରିଛନ୍ତି

  • @TusarTikina
    @TusarTikina 29 днів тому

    To bou bia pandu

  • @tapankumardehury7852
    @tapankumardehury7852 Місяць тому

    Tauter

  • @manojkumargarada
    @manojkumargarada Місяць тому +1

    ମୂର୍ଖ ଓଡ଼ିଆ ଚତୁର ତାମିଲି, ଓଡ଼ିଆ ପ୍ରଜା ତାମିଲି ରାଜା

  • @basantkumarmohanty5588
    @basantkumarmohanty5588 Місяць тому

    ନବୀନ ମୁକର ତାମିଲ କୁକୁର