BJD In Distress, Naveen's Hinjili Meeting Flops | Nirbhay Gumara Katha

Поділитися
Вставка
  • Опубліковано 24 кві 2024
  • BJD In Distress, Naveen's Hinjili Meeting Flops | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / ni
    PH NO -9124469621

КОМЕНТАРІ • 827

  • @saratmishra7100
    @saratmishra7100 18 днів тому +128

    ଅଲଜ୍ୟା କୁ ହଟେଇବା ଆବଶ୍ୟକ।

  • @jyotirmayjena1869
    @jyotirmayjena1869 18 днів тому +246

    ନବୀନା ସଭାକୁ ଯେଉଁ ଲୋକମାନେ ଆସିଛନ୍ତି ସେଥିରୁ ୭୫% ଲୋକ ପଇସା,ଖାଦ୍ୟ ଆଉ ହେଲିକପ୍ଟର ଦେଖବା ପାଇଁ ଆସିଥିବେ ।

    • @ranjankumarmohanta2003
      @ranjankumarmohanta2003 18 днів тому +6

      100% Right ଉଡାଯାହାଜ ଦେଖି ନ ଥାନ୍ତି ସେଥିପାଇଁ ଆସିଥାନ୍ତି

    • @supravadas5617
      @supravadas5617 18 днів тому +1

      😢

    • @tribikrampanda938
      @tribikrampanda938 17 днів тому +5

      Aji sei murkha mananka pain Odisha status emiti... majority of voters are like that who are not aware of development

    • @10subrat
      @10subrat 17 днів тому

      This is applicable to all political rally

    • @sukantakumar5601
      @sukantakumar5601 17 днів тому

      😂😂😂​@@supravadas5617

  • @satyanarayanpadhi8509
    @satyanarayanpadhi8509 18 днів тому +248

    ହିଞ୍ଜିଳି ସଭା ରୁ BJD ର ପତନ ର ଚିତ୍ର ଦେଖାଗଲାଣି।
    ଏଇଟା ହିଁ ଠିକ୍ ସମୟ ପରିବର୍ତ୍ତନ ର
    ବିରୋଧୀ ଦଳ BJP କୁ ଥରେ ସୁଯୋଗ ଦେବା ଉଚିତ।

  • @santoshkumarsahoo8671
    @santoshkumarsahoo8671 18 днів тому +525

    ପରିବର୍ତ୍ତନ ଚାହୁଁଥିବା ଓଡ଼ିଶାର ଜନସାଧାରଣମାନେ ଗୋଟିଏ ଗୋଟିଏ ଲାଇକ କରନ୍ତୁ, ଜୟ ଜଗନ୍ନାଥ ❤

    • @lit575
      @lit575 18 днів тому +13

      Like sanga ku vote bi pako😊

    • @ashwinisahu6584
      @ashwinisahu6584 18 днів тому +13

      Lotus 🪷 Lotus 🪷 Lotus 🪷 Lotus 🪷 Lotus 🪷 Lotus 🪷 Lotus 🪷 Lotus 🪷 All odisha want change
      Modiji zindabad Bjp

    • @sasanandpatro496
      @sasanandpatro496 18 днів тому +1

      Jay Naveen jay bjd ❤

    • @bhaktimarga853
      @bhaktimarga853 18 днів тому +11

      ବୋଧେ ଲୋକମାନେ ଆଉ ନବୀନ ବାବୁଂକୁ ଚାହୁ ନାହାଁନ୍ତି ।

    • @bhaktimarga853
      @bhaktimarga853 18 днів тому +1

      ଯାହା ହେଉ କିଛି ସମ୍ବାଦ ପତ୍ର ବିଜ୍ଞାପନ ଦ୍ବାରା ଲାଭ ବାନ ହେଲେ ।

  • @bikramkesharijena48
    @bikramkesharijena48 18 днів тому +108

    ନବୀନ ବାବୁ ଜଣେ ମେରୁଦଣ୍ଡ ବିହୀନ ଓ ନିରିମୁଳି ଲତା ।

  • @hemantakumarmohanty849
    @hemantakumarmohanty849 18 днів тому +82

    ବିଜେଡି ର ଭାଷଣ ପ୍ରବଳ, ନବୀନ ପଟ୍ଟନାୟକ ଓଡିଶା ର ମୁଖ୍ୟମନ୍ତ୍ରୀ ସବୁ କାମରେ ଦ୍ରୁବଳ ?

  • @anilsahoo1204
    @anilsahoo1204 18 днів тому +66

    ଓଡିଶା ବାସୀ ଏକ ହୁଅ, BJD ଦଳକୁ ହଟେଇ ଦିଅ, ସମସ୍ତେ ଆଣ ପରିବର୍ତ୍ତନ, ଖୁସିରେ ରହିବା ସଭିଏଁ ଜନ l

  • @dhamirona8662
    @dhamirona8662 18 днів тому +25

    ଆଉ ଆସିବ ନାହିଁ ବିଜେଡି ସରକାର ଏହା ଓଡ଼ିଶାର ସ୍ବର

  • @avimanyupatri4365
    @avimanyupatri4365 18 днів тому +51

    ଦାଦନ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାଦନ ପୋଷାକ ପିନ୍ଧିବେନି ଆଉ କଣ ପିନ୍ଧିବେ ? ଚେଇଁ ଶୋଇବ ଯିଏ........

  • @trilochanpatnaik6321
    @trilochanpatnaik6321 18 днів тому +131

    ଯୋଡ଼ି ଶଙ୍ଖ ମାନେ ଗୋଟିଏ BJD ମୁଖିଆ ଙ୍କ ପାଇଁ ଆଉ ଗୋଟିଏ BJD ର second ମୁଖିଆ ଙ୍କ ପାଇଁ।

  • @pradippradhan4388
    @pradippradhan4388 18 днів тому +56

    ନିଜ ଉପରେ ଭରସା ନଥିବାରୁ ନବୀନ, ବିଜେପି ସହିତ ମେଣ୍ଟ କରିବାକୁ ଚାହୁଁ ଥିଲେ

  • @jyotirmayjena1869
    @jyotirmayjena1869 18 днів тому +70

    ୫ଟି ଲେଖିବା ଷ୍ଟାଇଲ ପୁରା ବଦଳିଯାଇଛି ।

  • @geetaranisamal6638
    @geetaranisamal6638 18 днів тому +89

    ଏ ଦଳ ନିଜେ ବୁଡ଼ିବେ ଓ ଦେଶକୁ ମଧ୍ୟ ବୁଡ଼ାଇବେ।

  • @poetmadhusudannag447
    @poetmadhusudannag447 17 днів тому +3

    100% ସତ୍ୟ କଥା 👌

  • @GaneshJena-mr1hf
    @GaneshJena-mr1hf 18 днів тому +67

    ଯେସାକୁ ତେସା, କେତେ ଆଉ ଠକିବେ ,୨୫ ବର୍ଷ ଏମିତି କେତେ ଆଶା ଓ ବିଶ୍ବାସ ମାଟିରେ ମିଶିଶାରିଛି । ଏଭେ ଏମିତି ହେବା ଆଗରୁ ହେବା ଉଚିତ ଥିଲ।

  • @swarajkumarbej3768
    @swarajkumarbej3768 18 днів тому +25

    ସବୁଦିନ ନଥାଏ ଚାନ୍ଦିନୀରାତି ନା ସବୁଦିନ ନଥାଏ ଭାବପିରତୀ।

  • @abanipradhan
    @abanipradhan 17 днів тому +6

    ପରିବର୍ତ୍ତନ ହେବା ଦରକାର 🎉🎉

  • @prasantakumarsahoobidyabha6501
    @prasantakumarsahoobidyabha6501 18 днів тому +54

    ଯୋଉ ରାଜ୍ୟରେ ଚାଷୀ ତଳିତଳାନ୍ତ, ଚାଷୀର ଆୟ ବଢୁନି , ଲୋକମାନେ ଟଙ୍କିକିଆ ଚାଉଳ ଖାଇଖାଇ କୋଢି଼ଆ ହେଲେଣି...ଆଉ ଲୋକେ ଜମି ଚାଷ ନକରି ଜମିକୁ ପଥୁରିଆ କରିଦେଲେଣି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଣି କୃଷିକର୍ମଣ ପୁରସ୍କାର ପାଇଥିଲେ ।ଧନ୍ୟ ରେ ଓଡ଼ିଶା ...ଧନ୍ୟ ଆମେ ଓଡ଼ିଆ ।

  • @biswajitMohanta-bn8no
    @biswajitMohanta-bn8no 18 днів тому +17

    ଓଡିଶା ରେ ଶାସନ ବ୍ୟବସ୍ତା ଅତି ଦୟନିୟ।ସାଧାରଣ ଜନତା ବର୍ତମାନ ଶରକାରି ଚିକିରିଆଙ୍କ ଲୋଲୁପ ଦୃଷ୍ଟି ର ସିକାର। ବିନା ଲାଞ୍ଚରେ ହେଉନି କୌଣସି ଶରକାରି କାମ। ଓଡିଶାବାସି ଏହାର ଜବାବ ଦେବେ। ଏଥର ହେବ ପରିବର୍ତନ।

  • @alokkumarmall4864
    @alokkumarmall4864 17 днів тому +5

    ଆପଣ ଦୀର୍ଘଜିବି ହୁଅନ୍ତୁ ବହୁତ ଭଲ କଥା କହୁଛନ୍ତି ଜୟ ଜଗନ୍ନାଥ

  • @ArunDas-hc5zz
    @ArunDas-hc5zz 18 днів тому +41

    ଗୁମର କଥା ପାଇଁ ଅନେକ ତଥ୍ୟ ଜାଣିପାରୁଛୁ ଧନ୍ୟ ବାଦ,ଭଗବାନ ଆପଣଙ୍କୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ,ଆପଣ ଆମ ଓଡ଼ିଶା ପାଇଁ ଗର୍ବ ଓ ଗୌରବ। ବରଂ ଗୃହିଣୀ ବଜେଟ କରି ନିତ୍ୟ ବ୍ୟହର ଜିନିଷ ଉପରୁ GST ନ ନିଅନ୍ତୁ,

  • @madhabswain8815
    @madhabswain8815 17 днів тому +5

    ନବୀନ ଦାସ ଙ୍କ ନିର୍ଭୟ କଥାକୁ ଧନ୍ୟବାଦ

  • @soubhagyarout7991
    @soubhagyarout7991 18 днів тому +17

    ଓଡିଶା ସ୍ୱାଭିମାନ ଜାଗୁ

  • @JBREAL996
    @JBREAL996 18 днів тому +28

    ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ

  • @subhakanta1975
    @subhakanta1975 17 днів тому +8

    ନିରାଟ ସତ୍ୟତା ପ୍ରକାଶ କଲେ । ଅନେକ ଅନେକ ଧନ୍ୟବାଦ।

  • @piyushrajkumar15
    @piyushrajkumar15 18 днів тому +23

    ସେ ତାମିଲ କିଏ ତାକୁ ଆମ ପଇସା ରେ ସୁରକ୍ଷା ଦିଆଯାଉଛି ଏ କାମ କିଏ କରୁଛି ତାକୁ ଘିସାରିକି ବାଡେଇ ବାଡେଇ ତା ଠାରୁ ପଇସା ଆଦାୟ କରାଯାଉ ସେ ଯିଏ ହେଉନା କାହିଁକି. ତମ ବୋପା ଟଙ୍କାରେ ଯାହା କରିବା କଥା କର ଆମର କିଛି ଯାଏ ଆସେ ନାହିଁ

  • @jchoudhury274
    @jchoudhury274 18 днів тому +11

    ପରିବର୍ତ୍ତନ ର ଅlଭାସ୍ ଆସୁଛି ହିଞଳି ବାସୀ ଆଉ ବକା ନାହାନ୍ତି ଜୟ ଜଗନ୍ନାଥ

  • @jogendramishra243
    @jogendramishra243 18 днів тому +40

    ହିଂଜିଲିରେ ହାରିବା ଜାଣି କଣ୍ଟାବାଞ୍ଜି କୁ ଆସିଛନ୍ତି ମୂଖ୍ୟ ମନ୍ତ୍ରୀ ମହୋଦୟ। ବିଜେପୁର ଓ ପଦ୍ମପୁର ଉପ ନିର୍ବାଚନ ସମୟରେ ସେଠିକାର ଲୋକଙ୍କୁ ଯେତେ ପ୍ରତିଶ୍ରୁତି ଦେଇଥିଲେ ତାହା କେତେ ପାଳନ ହୋଇଛି। ଏହାକୁ ଦେଖି ଆମ ଅଂଚଳର ଲୋକେ ଭୋଟ୍ ଦେବେ।

  • @bijaysahoo5544
    @bijaysahoo5544 18 днів тому +7

    ଦାଦନରେ ଏକ ନମ୍ୱର,ମଦ ରେ ଏକ ନମ୍ବର, ଚୋରି ରେ ଏକ ନମ୍ବର,ଓଡ଼ିଶା ଲୋକ ଙ୍କୁ ଠକିବା ରେ ବି ଏକ ନମ୍ୱର ହେ ଓଡ଼ିଶାବାସୀ ସମୟ ଆସିଗଲା ଏ ଚୋରା ନବୀନ ଆଉ ପାଣ୍ଡୁ କୁ ବିନା ଭଣ୍ଡାରି ରେ ଖିଆର କର ହାର୍ମଜାଦ ଗୋଟେ ତାମସା ଚଲେଇ ଛନ୍ତି

  • @chhabindramansingh73
    @chhabindramansingh73 18 днів тому +42

    ,Bjd mp ୱାର୍ଡ ମେମ୍ବରଠୁ ହିନ,2036କୋଉଠି ଏବେତ ଓଡ଼ିଆଙ୍କୁ ଲୁଟି ଖୋଳ କରି ସାରିଲଣି ସଳାଙ୍କୁ 25ବର୍ଷ ଆଣ୍ଟିଲାନି ଜେ 12ବର୍ଷ ନୁହେଁ ଏଇଟା 15ବର୍ଷ ରେ ତାଡି ପକେଇବେ, କଙ୍କାଳ ମୟ ଓଡିଶା ହେବ bjd ଶାସନରେ bjd ହଟାଅ

  • @duryodhannayak73
    @duryodhannayak73 18 днів тому +20

    ବିଜେଡି ଦୁଇ ତିନି ବର୍ଷ ଭିତରେ ଲୋପ ପାଇଥାନ୍ତା ତାମିଲ ସକାଶେ ଆଗରୁ ବୁଡିଗଲା

  • @srisaidesignvastu9209
    @srisaidesignvastu9209 18 днів тому +8

    ଧାନ ବିଲ ଖସ ଖସ ସେ ପୁଣି ସଂସଦ ବୋଲଈ ଆମ ପ୍ରମିଳା ଆଇ
    ପାଣ୍ଡିୟାନ ବାବୁ କୁ ସେ ଯେ ମୂଖ୍ୟ ମନ୍ତ୍ରୀ ବୋଲଈ
    ଆମ ପ୍ରମିଳା ଆଇ
    ଅଗାଣ୍ଡିଆ ସେ ରାଜା କୁ ପାଳ ଚୁଣ୍ଟା ମନ୍ତ୍ରୀ ଆମ ଓଡ଼ିଶା ରାଜ୍ୟ

  • @jagannathabehera9914
    @jagannathabehera9914 17 днів тому +6

    ବଡ ଦୁଃଖତ କଥା ଆମର ଏଠି ଅଫିସର ମାନେ ଫୋନ କରି ସଭାକୁ ଡକୁଛନ୍ତି

  • @nirakarasahu8622
    @nirakarasahu8622 18 днів тому +19

    ନବୀନ ବାବୁ ବିଜେଡି ର କେବଳ poster boy ....ଓଡ଼ିଶାର ପ୍ରକୃତ ଶାସନ ତାମିଲ ହାତରେ

  • @kamarajjena5461
    @kamarajjena5461 18 днів тому +6

    Sir, ନବୀନ ବାବୁ ସହ ବିଜେଡି ର ସବୁ ମନ୍ତ୍ରୀ, ବିଧାୟକ ଆଉ ଆଗ ଧାଡ଼ିର ସବୁ କର୍ମୀ ଗୋଟେ ଗୋଟେ ମାଙ୍କଡ଼. ଏମାନଙ୍କ ମାଲିକ ପାଣ୍ଡିଆନ. ପାଣ୍ଡିଆନ ଇସାରାରେ ଏମାନେ ନାଚୁଛନ୍ତି. ନାଚିବାକୁ ବାଧ୍ୟ. କାରଣ ଏ ସମସ୍ତଙ୍କ ଦୁର୍ବଳ point ପାଣ୍ଡିଆନ ହାତରେ. ତେଣୁ ଏ ଅଲଜ୍ୟା, ନିର୍ଲଜ, ଗାଲୁଆ, ମହାଚୋର, ଟେଣ୍ଟ ଭିଡା, କ୍ରୀତଦାସ, ଟ୍ରାଫିକ ପୋଲିସ, ନିର୍ମୁଳି, ମେରୁଦଣ୍ଡ ହୀନ ଗୁଡାକ ର ନିଜସ୍ୱ ବୋଲି କିଛି ନାହିଁ. ଧିକ ଏ ଦଳ. ଧିକ ଆମ ଓଡିଶା ବାସି ଏଭଳି ମାଙ୍କଡ଼ ଖେଳ ର ମାଙ୍କଡ ଗୁଡାକୁ ଅନିଚ୍ଛା ସତ୍ୱେ ଦେଖୁଛେ.

  • @gobindajena6521
    @gobindajena6521 17 днів тому +1

    ନମସ୍କାର ଆଜ୍ଞା ନବୀନ ବାବୁ ୨୪ ବର୍ଷରେ ଓଡ଼ିଶାକୁ ସବୁଥିରେ ତଳ ଆଦୁ ଏକ ନମ୍ବର ରେ ପରିଣତ କରିସାରିଲେଣି। ସବୁକିଛି ଧ୍ଵଂସ କରି ସାରିଲେଣି। ଆପଣଙ୍କ ର ବିଶ୍ଳେଷଣ ସୁନ୍ଦର। ଧନ୍ୟବାଦ୍

  • @lingarajdash9585
    @lingarajdash9585 17 днів тому +2

    ଚମତ୍କାର
    ବହୁତ ଭଲ ହୋଇଛି

  • @Prabeena929
    @Prabeena929 17 днів тому +2

    ଆପଣଙ୍କୁ ଧନ୍ୟବାଦ ସାର୍ ପ୍ରକୃତ ତଥ୍ୟ ଓଡ଼ିଶାବାସୀଙ୍କ ପାଇଁ ରଖୁଛନ୍ତି।ନବୀନ ବାବୁଙ୍କ କିଛି ଭିତିରି ତଥ୍ୟ ପାଇଁ ପାଣ୍ଡିଆନ ବ୍ଳାକମେଲ କରୁଛନ୍ତି

  • @bulusethy9220
    @bulusethy9220 18 днів тому +7

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @kamalakantadas6050
    @kamalakantadas6050 17 днів тому +1

    ପ୍ରକୃତିର ନିୟମ ହେଇଛି ପରିବର୍ତ୍ତନ ଏହା ଅବଶ୍ୟମ୍ଭାବୀ ଓ ଆସନ୍ନ ପ୍ରାୟ ।ଜୟ ଜଗନ୍ନାଥ 🙏

  • @muralidharswain9784
    @muralidharswain9784 17 днів тому +1

    You are perfect sir thanks a lot

  • @user-od2fs9gq4v
    @user-od2fs9gq4v 18 днів тому +9

    ଜୟ ଜଗନ୍ନାଥ

  • @ravipatnaik79
    @ravipatnaik79 18 днів тому +19

    ଗୋଟିଏ ଅସତ୍ୟକୁ ଘୋଡାଇବାକୁ ଅନେକ ମିଛ କହିବାକୁ ପଡେ ...

    • @10subrat
      @10subrat 17 днів тому +1

      agreed ☑. So no more "JUMULA". only facts

  • @user-fw4wf1hb3z
    @user-fw4wf1hb3z 18 днів тому +7

    Nabin Das God bless you

  • @dillipkumarnayak1021
    @dillipkumarnayak1021 18 днів тому +5

    Sir 🙏 , ଆମ ଓଡ଼ିଶା ତ ୧ନମ୍ବର ରାଜ୍ୟ ହୋଇସାରିଛି ଓଡ଼ିଆ ଲୋକଙ୍କର ଆଉ କୌଣସି ସମସ୍ୟା ନାହିଁ ତେଣୁ ଆମ ମୂଖ୍ୟ ମନ୍ତ୍ରୀ ହିଞ୍ଜିଳି ସଭାରେ ବିଶେଷ କିଛି କହିଲେ ନାହିଁ,

  • @prsdeeptamohanty8885
    @prsdeeptamohanty8885 17 днів тому +1

    Excellent political analysis(.apriya satya)

  • @akshayabhol2458
    @akshayabhol2458 18 днів тому +8

    JAI JAGANNATH

  • @premanandajena6209
    @premanandajena6209 18 днів тому +10

    Jay Jagannath 🙏🏾

  • @BasantKumarMishra-ik8tb
    @BasantKumarMishra-ik8tb 17 днів тому +1

    ନିର୍ଭୟ ମାଧ୍ୟମରେ ଲୋକ ଲୋଚନକୁ ଅନେକ ରୋଚକ ତଥ୍ୟ ଉନ୍ମୋଚିତ ହୋଇପାରିଛି।

  • @saratsahoo268
    @saratsahoo268 18 днів тому +4

    କେନ୍ଦ୍ର ବିରୁଦ୍ଧରେ ନ କହିବା ନବୀନ ଙ୍କ ଗେମ ପ୍ଲାନ ନୁହେଁ ତ? ବାକି ରହିଲା 2036। ୟାଙ୍କୁ 3036 ପର୍ଯ୍ୟନ୍ତ ସମୟ ଦେଲେ ମଧ୍ୟ ଏକ ନମ୍ୱର୍ କରି ପାରିବେ କି ? ମୋ ମତରେ ନବୀନ ବାବୁ ଜଣେ କାମଚଳା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳ ମିଛ କହି ଏତେ ଦିନ ଶାସନ କହୁଛନ୍ତି। ସହଜେ ତ ଓଡ଼ିଆ ମାନେ ସତ କଣ୍ ବୁଝିବାକୁ ଚାହାନ୍ତି ନାହିଁ।

  • @adichem
    @adichem 17 днів тому +1

    ଦୟା କରି ଟିକେ ଜଣେଇବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୋଉ ସେକ୍ୟୁରିଟୀ ମିଳିଛି

  • @UttamKumar-lv2vv
    @UttamKumar-lv2vv 17 днів тому +1

    ନବୀନ ଯେନ୍ ବିକାଶ କରିଛନ୍ ପଶ୍ଚିମ୍ ଓଡ଼ିଶାର
    ଯେ ଦିନେ ପଶ୍ଚିମ୍ ଓଡ଼ିଶା ଓଡ଼ିଶାରୁ ଅଲଗା ହେବା
    ଜୟ କୋଶଲ୍

  • @ganeshpanigrahi5258
    @ganeshpanigrahi5258 17 днів тому

    🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ🙏 ...

  • @user-gj1oz8by8l
    @user-gj1oz8by8l 17 днів тому +1

    ଲୋକ ନାହାନ୍ତି । ଦାଦନ୍ ଖଟିବାକୁ ଯାଇଛନ୍ତି। ଇଲେକ୍ସନ ପୂର୍ବରୁ ଫେରିବେ ।

  • @jayakrushnabarik7985
    @jayakrushnabarik7985 17 днів тому +1

    Sir Namaskar you are correct

  • @user-xc2sy2ju7c
    @user-xc2sy2ju7c 12 днів тому

    ପ୍ରତି ପାଞ୍ଚ ବର୍ଷ ରେ ଥରେ ଶରକାର ପରିବର୍ତନ କରାଯାଉ....

  • @tanujamishra2999
    @tanujamishra2999 18 днів тому +7

    Pandian chela CM

  • @user-od2fs9gq4v
    @user-od2fs9gq4v 18 днів тому +1

    ଜୟ ଶ୍ରୀ ରାମ ଜୟ ଜଗନ୍ନାଥ

  • @jskdeuli8413
    @jskdeuli8413 15 днів тому +1

    ନିର୍ଭୟ ସାର କିଛି ଲାଭ ନାହିଁ । ଆପଣ already ଫ୍ଲପ ହୋଇ ସାରିଛନ୍ତି।

  • @user-ql2wg8os8x
    @user-ql2wg8os8x 17 днів тому +1

    ଶୁଖିଲାରେ ଭଡ ଭଡ ହଉଥା ବିଜେଡି ସରକାର କଲେ ତମକୁ ପଚାରିବା

  • @ashwinisahu6584
    @ashwinisahu6584 18 днів тому +4

    JAYANARAYANA
    JAY SHRIRAM

  • @subhendrakumarsatapathy5769
    @subhendrakumarsatapathy5769 10 днів тому +1

    Very nice comment

  • @janardanpanda5378
    @janardanpanda5378 17 днів тому +1

    ଏମାନେ ସବୁ ଶାସନରେ ଅଛନ୍ତି ବୋଲି ଏମାନେ ମନ ଇଚ୍ଛା ସବୁ କରୁଛନ୍ତି ଲୋକଙ୍କୁ ଭୂଆଁ ବୁଲାଯାଉଛି ଲୋକଙ୍କ ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ଭୂଆଁ ବୁଲାଯାଉଛି

  • @upendranathswain2022
    @upendranathswain2022 15 днів тому

    Excellent analysis.

  • @dillippradhan2354
    @dillippradhan2354 10 днів тому

    Excellent.....

  • @prakashpanda-811
    @prakashpanda-811 16 днів тому

    Correct correct 💯

  • @baikunthanathbiswal5878
    @baikunthanathbiswal5878 18 днів тому +2

    Thankyou Nabin das sir, eamit sata Katha paribeasan Kari thiba ru,bjd sarkar hatiba darkar,

  • @priyabratamohapatra3172
    @priyabratamohapatra3172 17 днів тому

    କେବଳ ଭୋଟ ପାଇଁ ସବୁ ପ୍ରପଞ୍ଛ ଚାଳିଛି।

  • @rabindrarath9474
    @rabindrarath9474 17 днів тому +1

    ବିକାଶ ସରକାରର ବିନାଶ ବେଳ ପହଂଚିଗଲେଣି ଆଉ ଓଡ଼ିଆଙ୍କୁ ଭୁଆଁ ବୁଲେଇପାରିବେନି ଓଡିଶାର ପରିବର୍ତନ ବେଳ ପହଁଚି ଗଲେଣି

  • @PrafulaSwain-xe5sz
    @PrafulaSwain-xe5sz 18 днів тому +2

    Thanks to you

  • @chhabindramansingh73
    @chhabindramansingh73 18 днів тому +17

    କଟୋଗୋରି ତେବେ କଣ bjd କହିବକି, ତାମିଲପାଣ୍ଡୁଆ କୁତି କୁ କିଆଁ ସିକ୍ୟୁରିଟି, ସେକଣ ଭାରି ଦାମୀ ଲୋକଟାଏ, ଚୋରଟା ଟାଉଟର କୁ ଏତେ, bjd କହୁଚି ଭାରିପ୍ରିୟ ଟା

  • @alloffyou4995
    @alloffyou4995 17 днів тому

    ନବୀନଙ୍କୁ ED , CBI ଭୟ
    ଘାରିଲା ନି‌ ଆଜ୍ଞା‌ ?

  • @bapimishra-sv4oz
    @bapimishra-sv4oz 18 днів тому +2

    Jai shree jagannath 🙏

  • @lipu8637
    @lipu8637 17 днів тому +1

    2019 ପରେ ତ ସବୁ ଯୁବକ ତ ଦାଦନ କୁ ପଳାଇ ଲାଣି ଏହାହିଂ ତ ଯୁବନୀତି

  • @mahakal8756
    @mahakal8756 18 днів тому +14

    5T ଚୋର ପାଣ୍ଡୁ ଆଉ ମଦୁଆ ପାଗଳ ଅଥର୍ବ ବୁଢ଼ା ମାଙ୍କଡ଼ ନବିନ ଗେଣ୍ଡା ନାୟକ ଖେଳ ଶେଷ ହେବା ସମୟ ଆସିଗଲା ଜୟ ଶ୍ରୀ ରାମ 🚩🚩🚩

  • @binayakpatra4595
    @binayakpatra4595 17 днів тому

    Please sir ଅମିତ ସାହା ଙ୍କ ଓଡିଶା ଗସ୍ତ ଏବଂ ସଭା ଉପରେ ଗୋଟେ program କରନ୍ତୁ

  • @gopabandhubehera453
    @gopabandhubehera453 17 днів тому +2

    ନବିନ ଦାସ ଶାରେ ମିଛ ଖବର ପରିବେଷଣ କରିବାର ଗୋଟିଏ ସିମା ଥାଏ କିନ୍ତୁ ତମେ ଜଣେ ଦୁର୍ଦାନ୍ତ ମିଛୁଆ ଏଭଳୀଆ ମିଛ କହିକହି କୋଉ ଜାଗାରେ ପହଞ୍ଚିବ ଆମେ ଅପେକ୍ଷା କରିଛୁ

  • @drpanda9462
    @drpanda9462 18 днів тому +1

    Now you told a correct statement that there is no effective opposition in Odisha.

  • @cricketelation9371
    @cricketelation9371 17 днів тому +1

    Sir you are doing great job... please make more UA-cam shorts video that help you to produce more audience.

  • @dinabandhutarai49
    @dinabandhutarai49 16 днів тому +1

    ଆମ ଓଡ଼ିଆ ଓ ଓଡ଼ିଶା ର ଦୁର୍ଭାଗ୍ୟ ଯେ ୨୫ ବର୍ଷ କ୍ଷମତାରେ ରହି ମଧ୍ୟ ଓଡ଼ିଆ ଭାଷା ଶିଖି ପାରିଲେନି କି କହି ମଧ୍ୟ ପାରୁ ନାହାଁନ୍ତି। ବରଂ ଓଡ଼ିଶାକୁ ଭାରତର ୧ ନମ୍ୱର ମଦୁଆ ଙ୍କ ରାଜ୍ୟ ର ମାନ୍ୟତା କରିଦେଇ ପାରିଛନ୍ତି। ଧନ୍ୟ ଓଡ଼ିଶାର ମୂର୍ଖ ଭୋଟର।

  • @gunanidhinaik3699
    @gunanidhinaik3699 17 днів тому

    ଆଗରୁ ଲୋକଙ୍କ ଘରେ ଅଖା ବ୍ୟାଗ ନ ଥିଲା।

  • @santoshpradhan4520
    @santoshpradhan4520 17 днів тому

    ଲୋକେ ଭୁଲିଗଲେଣି ୧୦୦୦ ଟଙ୍କା ଓ ୨ଟା ବ୍ୟାଗ କଥା ।
    ଆଉ ଥରେ ପୁଣି ଦିଆଯାଉ ।😀😀😀😀😀

  • @user-wu4ld3bh4c
    @user-wu4ld3bh4c 17 днів тому

    ଧନ୍ୟବାଦ ସାର

  • @sureshchandradash6900
    @sureshchandradash6900 17 днів тому

    ଆଉ ଥିବଜେ ରୁଟି ଖାଇବ, 25 ବର୍ଷ କରିପାରିଲେ ନାହିଁ ଏହି 5 ବର୍ଷରେ କରିଦେବ
    ଜୟ ଶ୍ରୀରାମ

  • @gunanidhinaik3699
    @gunanidhinaik3699 17 днів тому

    ଶିଖିବା ମନୋବୃତି ନ ଥିଲେ କିଛି ବି ଶିଖି ହୁଏନା.

  • @Save_Odisha_from_looters
    @Save_Odisha_from_looters 17 днів тому +1

    ପାଣ୍ତି ଜଣେ ଧଳା ସାଟ୍ ପିଦ୍ଧା କଳାପାହାଡ.... । ସବୁ ଧ୍ବସଂ କରିଦେବ । ନାରୀ ମାନେ, ଯୁବକ ଭାଇ ମାନେ , । ରାଜ ରାସ୍ତାରେ ଆନ୍ଦୋଳନ କର । ନଚେଚ ଏ ତାମିଲ ବାବୁ ଦିନରେ ଲଣ୍ଠନ ଦେଖେଇ ଲୁଣ୍ଠନ କରିନେବ । ଏହା ସତ୍ୟ । ଜାଗ ଓଡିଆ ଜାଗ ।

  • @gangadharjena6580
    @gangadharjena6580 17 днів тому

    Naveen das u r great

  • @user-ik7jp7qb6s
    @user-ik7jp7qb6s 17 днів тому

    Jay jagannath, satyameb jayte

  • @NalinikantaPahi
    @NalinikantaPahi 17 днів тому +1

    Bjd ସଭାକୁ ଯେଉଁମାନେ ଆସୁଛନ୍ତି କେବଳ ପଇସା ଲୋଭରେ ଏଥର ହିଞ୍ଜିଲିରୁ ନବୀନବାବୁ ଚିତ୍ ପଟାଙ୍ଗହେବେ

  • @Praveetdas5463
    @Praveetdas5463 17 днів тому

    Sir presentation good

  • @BCFunnyAi
    @BCFunnyAi 17 днів тому

    ଏଥର ଡବଲ ଫୁଲ 👍🚩

  • @jagannathmishra5300
    @jagannathmishra5300 17 днів тому

    ମହୋଦୟ
    ଓଡ଼ିଶା ରେ କେବଳ out source ଦେଖିବେ
    ଓଡ଼ିଶା ରେ କେବଳ ଚୁକ୍ତି ଭିତ୍ତିକ ୨୭ ବର୍ଷ। ଜାଲିଆତି କରି ଶାସନ କୁ ଆସୁଛନ୍ତି। ସବୁ ବର୍ବାଦ କରିଦେଲେ।

  • @avayakumarbarik2882
    @avayakumarbarik2882 18 днів тому +3

    Jay shreeRam sir 🙏🏽❤️🙏🏽

  • @srinivasapanda1344
    @srinivasapanda1344 17 днів тому +1

    ମୁଣ୍ଡ ଖରାପ ହୋଇଗଲାଣି, ସେଥିପାଇଁ ବାଉଳା ହେଉଛ

  • @lalatakishorepatra2210
    @lalatakishorepatra2210 17 днів тому

    Good Analysis

  • @KushaRaut-eg1yr
    @KushaRaut-eg1yr 17 днів тому

    ନବୀନ ଦାସ ସାର୍ ଆଜି ଠିକ୍ କହିଲେ

  • @bidhubhusanmishra6358
    @bidhubhusanmishra6358 16 днів тому

    ବୃଦ୍ଧବ୍ଯାଘ୍ରର ସ୍ୱର୍ଣ୍ଣ କଙ୍କଣ ଲୋଭରେ କେହି ପଡିଲେ ନାହିଁ.

  • @JayadevPradhan-xt5nm
    @JayadevPradhan-xt5nm 17 днів тому

    Nice explanation

  • @trailokyapradhan5565
    @trailokyapradhan5565 17 днів тому

    ଦୁଇଟା ଶଙ୍ଖ ଆଣିବ ଦୁଃଖ ହୁସିଆର

  • @janardanpanda5378
    @janardanpanda5378 17 днів тому

    କିଛି ଲୋକଙ୍କୁ ଟଙ୍କା ଦିଆଯାଇଛି ଆଉ ପ୍ରତି ଗାଁକୁ ଗାଡି ପଠାଇ ଲୋକଙ୍କୁ ବୁହା ଜାଇଛି ଏଥିରେ ଲୋକମାନେ ଖୁସି ନାହାଁନ୍ତି ଭୋଟ ବେଳେ ସବୁ ଜଣାପଡିବ