Modi Challenges Naveen, Can He Name 30 Districts Without Referring A Paper | Nirbhay Gumara Katha

Поділитися
Вставка
  • Опубліковано 10 тра 2024
  • Modi Challenges Naveen, Can He Name 30 Districts Without Referring A Paper | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 616

  • @prakashkumarjena.babusan.n3760
    @prakashkumarjena.babusan.n3760 26 днів тому +34

    *ଜୟ ଶ୍ରୀ ରାମ* 🙏
    *ୱେଷ୍ଟ ବେଙ୍ଗଲ,ତାମିଲନାଡୁ,କର୍ଣ୍ଣାଟକ, ଦିଲ୍ଲୀ,ପଞ୍ଜାବ,କେରଳ, ଭଳି ରାଜ୍ୟରେ ମୁସଲିମ,ଖ୍ରୀଷ୍ଟିଆନ, ଦୋଗଲା ହିନ୍ଦୁ ଙ୍କ ଯୋଗୁ ଆଜି ଟିଏମସି,କଂଗ୍ରେସ,ଆମ ଆଦମୀ ପାର୍ଟି,କଂଗେସ,କମ୍ୟୁନିଷ୍ଟ ଦଳ ର ଶାସନ ଚାଲିଛି ଏହି ସବୁ ରାଜ୍ୟରେ ହିନ୍ଦୁ ଙ୍କ ଅବସ୍ଥା କଣ କେମିତି ଡରି ଡରି ଜୀବନ ବିତାଉଛନ୍ତି ଆପଣ ମାନେ ଜାଣିଥିବେ ହିନ୍ଦୁ ଝିଅ ବୋହୂ ଙ୍କ ଉପରେ ଅତ୍ୟାଚାର ହେଉଛି ଜୟ ଶ୍ରୀ ରାମ ନାରା ଖୋଲି କରି* *ଦେଇ ପାରିବେ ନାହିଁ,ହିନ୍ଦୁ ପର୍ବ ପର୍ବାଣୀ ଠିକ୍ ସେ ପାଳନ କରି ପାରିବେ ନାହିଁ,ଧର୍ମାନ୍ତିକରଣ ଜୋର୍ ସୋର୍ ରେ ଚାଲିଛି,ଭୋଟ ବ୍ୟାଙ୍କ ରାଜନୀତି ପାଇଁ ରୋହିଜ୍ଞା ଓ ବଙ୍ଗଳାଦେଶୀ ମାନଙ୍କୁ ଶରଣ ଦିଆ ଯାଉଛି ଯାହା ଆଗାମୀ ଦିନ ରେ ହିନ୍ଦୁ ଙ୍କ ବହୁତ୍ ବଡ ବିପଦ ଆଣିବ*.
    *କିନ୍ତୁ ଏହି ଭାରତ ରେ ବିଜେପି ଶାସିତ ରାଜ୍ୟ ଯେମିତି କି ଉତ୍ତରପ୍ରଦେଶ, ଆସାମ,ଛତିଶଗଡ,ମଧ୍ୟ ପ୍ରଦେଶ,ରାଜସ୍ଥାନ, ଗୁଜୁରାଟ ଭଳି ରାଜ୍ୟରେ ହିନ୍ଦୁ ମାନେ କେମିତି ଧୁମ୍ ଧାମ ରେ ପର୍ବ ପର୍ବାଣୀ ପାଳନ କରୁଛନ୍ତି ଆପଣ ମାନେ ଜାଣିଥିବେ ଯଦି କେବେ କୌଣସି ମୁସଲିମ ହେଉ କି କୌଣସି ଦଙ୍ଗା କାରୀ ହିନ୍ଦୁ ଙ୍କ ଉପରେ ଅତ୍ୟାଚାର କରୁଛି କି ଦେଶର ସମ୍ପତି କ୍ଷୟ କ୍ଷତି କରୁଛି କିଛି ସମୟ ମଧ୍ୟରେ ତାହାର ସମ୍ପତି କୁ ମାଟିରେ ମିଶେଇ ଦିଆ ଯାଉଛି କଡା ଆକ୍ସନ ନିଆ ଯାଉଛି*.
    *ଯଦି ମୁସଲିମ ଖ୍ରୀଷ୍ଟିଆନ ଏବଂ କିଛି ଦୋଗଲା ହିନ୍ଦୁ ମାନେ ହିନ୍ଦୁ ବିରୋଧୀ ରାଷ୍ଟ୍ର ବିରୋଧୀ ଦଳ କୁ ଶାସନ କୁ ଆଣିବା ପାଇଁ ଜୋର୍ ସୋର ରେ ଲାଗିଛନ୍ତି ତାହେଲେ ଆମେ କଣ ପାଇଁ ନିରପେକ୍ଷ ରହିବା ଆମର ମଧ୍ୟ କର୍ତ୍ତବ୍ୟ ରାଷ୍ଟ୍ର ବାଦି ଦଳ ହିନ୍ଦୁ ସପକ୍ଷ ବାଦି ଦଳକୁ ଶାସନ କୁ ଆଣିବା ପାଇଁ ଜୋର୍ ଲଗେଇ ଦେବା ତାହେଲେ ଯାଇ ଆମେ ସୁରକ୍ଷିତ ରହିବା ଆଜି ଭି ସମୟ ଅଛି ଜାତି ପ୍ରଥା ରେ ଭାଗ ବଣ୍ଟା ନହୋଇ ରାଷ୍ଟ୍ର ହିତରେ ଭୋଟ କରିବା ରାଷ୍ଟ୍ର ବାଦି ଦଳକୁ ଶାସନ ରେ ଆଣିବା ତାହେଲେ ଯାଇ ଡରି ଡରି ନୁହେଁ ଛାତି ଫୁଲେଇ ଖୋଲା ପବନ ରେ ନିଃଶ୍ୱାସ ନେଇ ପାରିବା*.
    *ହିନ୍ଦୁ ରାଷ୍ଟ୍ର ଗଠନ,ଅବୈଧ ଅନୁପ୍ରବେଶ ବନ୍ଦ୍,ହିନ୍ଦୁ ଙ୍କ ସୁରକ୍ଷା,ବିଶ୍ଵ ଗୁରୁ ହେବାର ଯଦି ସ୍ବପ୍ନ ଦେଖୁଛନ୍ତି ତାହେଲେ କେବଳ ଗୋଟିଏ ବିକଳ୍ପ ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ସମ୍ଭବ ହୋଇ ପାରିବ*।
    *ରାଜ୍ୟରେ ଦରକାର୍ ଯୋଗୀ ଜି ଙ୍କ ଭଳି ମୁଖ୍ୟମନ୍ତ୍ରୀ*।
    *ଦେଶରେ ଦରକାର୍ ମୋଦି ଜି ଙ୍କ ଭଳି ପ୍ରଧାନ ମନ୍ତ୍ରୀ*।
    *ସମୟ ଅଛି ଜାଗୃତ ହୁଅନ୍ତୁ ମୋର ହିନ୍ଦୁ ଭାଇ ଓ ଭଉଣୀ ମାନେ*🙏।
    *ଭାରତ ମାତା କି ଜୟ*🙏।

    • @vocabularylearning5195
      @vocabularylearning5195 26 днів тому +4

      ek dam thik kahile ek hua bjd hatao BJP ana ek chatia sasan chalichi ethi

    • @jchoudhury274
      @jchoudhury274 26 днів тому +4

      ଠିକ୍ କହି ଛନ୍ତି sir BJP ମୋଦି ଙ୍କ ପାଇଁ ଆମେ ହିନ୍ଦୁ ବଲି ଗର୍ବ କରିବା ମୋଦୀ ସରକାର ନ ଥିଲେ ହିନ୍ଦୁ ଙ୍କୁ ଜୟ ଶ୍ରୀ ରାମ କହିବା କୁ କଷ୍ଟ ହେଇ ଯିବ ଜୟ ଜଗନ୍ନାଥ

    • @manoranjan34680
      @manoranjan34680 26 днів тому

      ଭାରତ ମାତା କି ଜୟ, ଜୟ ଶ୍ରୀରାମ 🙏🌺🙏🌺🙏🌺ବିଜେପିକୁ ଭୋଟ ଦିଅନ୍ତୁ ମୋଦିଜୀଙ୍କ ହାତମୁଠାକୁ ଟାଣ କରନ୍ତୁ, ବର୍ତମାନ ହିନ୍ଦୁତ୍ୱ ଓ ଦେଶପାଇଁ ଏକମାତ୍ର ବିକଳ୍ପ ହେଉଛି ବିଜେପି 👌👌🙏

  • @jyotirmayjena1869
    @jyotirmayjena1869 26 днів тому +33

    ନବୀନା କହୁଛି ଆଗାମୀ ୧୦ ବର୍ଷ ଭିତରେ ଓଡିଶାକୁ ନଂ୧ କରିବ ବୋଲି । ୨୫ ବର୍ଷ ଧରି ବିଜେଡି ଓଡିଶାକୁ ଲୁଟୁଥିଲା ବୋଲି ପ୍ରମାଣିତ ହେଲା ।

  • @sangitajoshi8456
    @sangitajoshi8456 26 днів тому +151

    ଆଗରୁ ଇଣ୍ଡିଆ କୁ ଇଂରେଜମାନେ ଶାସନ କରୁଥିଲେ ବୋଲି ମୁଁ ଶୁଣିଥିଲି ଏବେ ଓଡିଶାକୁ ତାମିଲି ମାନେ ଶାସନ କରୁଥିବାର ମୁଁ ଦେଖୁଛି ।

    • @Nitishkumar23477
      @Nitishkumar23477 26 днів тому +9

      BJD ku Vote debar Natija😂

    • @amalendudash6252
      @amalendudash6252 26 днів тому

      ତାମିଲ ମାନେ ଆଗରୁ କଳିଙ୍ଗ କୁ ଶାସନ କରିଛନ୍ତି
      ଇତିହାସ ରେ ଅଛି ପାଣ୍ଡିଆନ ମାନେ ଆସି କଳିଙ୍ଗ କୁ 25 ବର୍ଷ ଶାସନ କରି ଯାଇଛନ୍ତି l ଏବେ ଆଉ ଏକ ଭୈରବ ପାଣ୍ଡିଆନ ଇତିହାସ ପୁନରାବୃତ୍ତି କରିଛି

    • @bhabanisankarrath1992
      @bhabanisankarrath1992 26 днів тому

      a7q​@@Nitishkumar23477

    • @audiobookshindi4877
      @audiobookshindi4877 26 днів тому +1

      Aai Dara huA tanashah mara hua loktantra banayega

    • @saradabarik790
      @saradabarik790 26 днів тому

      oo😊​@@Nitishkumar23477

  • @jchoudhury274
    @jchoudhury274 26 днів тому +14

    ଅଯଗ୍ୟ ମୁଖ୍ୟ ମନ୍ତ୍ରୀ କିମିତି ଓଡ଼ିଶା ବାସୀ 24 ବର୍ଷ ହେଲା ବଞ୍ଚାଇ ରଖିଛନ୍ତି BJD କୁ

  • @janardanpanda5378
    @janardanpanda5378 26 днів тому +79

    ଆମେ ଦେଖିଲୁ ନବୀନ ବାବୁଙ୍କର ଯୁଗ ଶେଷ ହୋଇଗଲା ବିଜେଡି ଭାଙ୍ଗି ଗଲାଣି ନବୀନ ବାବୁ ହଜିଗଲେ ଏଥି ପାଇଁ ପାଣ୍ଡିୟାନ ବାବୁ ଦାୟୀ

  • @user-fo9ko2lq6x
    @user-fo9ko2lq6x 26 днів тому +50

    ପ୍ରତି ଶନିବାର ନିର୍ଭୟ ଗୁମର କଥା ପରିବେଷିତ ହେଉ ଏହା ନିର୍ଭୟର ଅଗଣିତ ଦର୍ଶକ ଓ ଶ୍ରୋତାଙ୍କ ଇଚ୍ଛା ଓ ଅନୁରୋଧ ।

    • @jnyanranjanhota4829
      @jnyanranjanhota4829 26 днів тому +2

      Very good analysis. What Modiji saying i. e. correct. So the voters of Odisha should cast their vote to B. J. P. Party.

    • @manoranjan34680
      @manoranjan34680 26 днів тому +1

      ​@jnyanranjanhota4ଜୟ ଶ୍ରୀରାମ 🙏🌺🙏🌺🙏🌺829

    • @gyanabratamohanty4219
      @gyanabratamohanty4219 26 днів тому

      ଅନ୍ତତଃ ନିର୍ବାଚନ ଫଳାଫଳ ଆସିବା ପର୍ଯ୍ୟନ୍ତ - ଶନିବାର, ରବିବାର ଏହି ସୁନ୍ଦର କାର୍ଯ୍ୟକ୍ରମ ଚାଲୁ ରହୁ 🙏👍

  • @thinkgenuine6428
    @thinkgenuine6428 26 днів тому +112

    କେନ୍ଦ୍ରାପଡ଼ା କୁ "କେନ୍ଦ୍ରାପାଡ" କହି ମଦ ମାଂସ ଦେଇ, ୨୫ ବର୍ଷ ଭୁଆଁ ବୁଲେଇ ଓଡ଼ିଆ ଟୋକା ଙ୍କୁ ଦାଦନ ପଠାଇ ଚାଲିଛି..... କ୍ରୀତଦାସ ପାଦ ଚଟା ଓଡ଼ିଶା ରେ ଭରପୁର, ନବୀନା ସେମିତି ମାରି ଚାଲି ଥିବ , ଓଡ଼ିଆ ସେମିତି ମରି ଚାଲି ଥିବେ.... କୁକର ସ୍ଵଭାବ ପରିବର୍ତ୍ତନ ହେଲେ , କିଛି ଅସ୍ମିତା ପଶିବ
    #Boycott BJD
    #Boycott TAMIL
    #SaveODISHA before everything looted

    • @vocabularylearning5195
      @vocabularylearning5195 26 днів тому +7

      ek dam thik kahile..

    • @DeepakSahoo1986
      @DeepakSahoo1986 26 днів тому +3

      Badipada chdikhola ahuri aneka

    • @TigerDon420
      @TigerDon420 26 днів тому +3

      Tathapi Odia loka Sudhuri nahanti ..Are bhai bhauni mane bjd hatao Odisha bachao bjd hatao Odisha bachao...Vote for double engine govt in Odisha and India Vote for Modijee and BJP only Modijee and BJP.

    • @TigerDon420
      @TigerDon420 26 днів тому +3

      Khali dekhile habani vote bahut number re dabaku padiba BJP and Modijee nku ....Please vote in Jodi PADMA Jodi PADMA Jodi PADMA Jodi PADMA Jodi PADMA Jodi PADMA Jodi PADMA Jodi PADMA

    • @DeepakSahoo1986
      @DeepakSahoo1986 26 днів тому +3

      First I was not going to vote from Chennai to odisha but modi ji ne kuchh Asa bola ki ticket banadala. Abb jaunga

  • @raghumaninayak9593
    @raghumaninayak9593 26 днів тому +94

    ନବୀନ ବାବୁଙ୍କୁ ବାଧ୍ୟ କରି ଜନ ସଭାକୁ ଅଣାଯାଇଛି,ସେଥିପାଇଁ BJD ଦଳ ତଳକୁ ତଳକୁ ଯାଉଛି

    • @sukantakumarpadhihari7550
      @sukantakumarpadhihari7550 26 днів тому +9

      ଇଞ୍ଜେକସନ୍ ନ ନେଲେ Sir ଉଠି ପାରୁନାହାନ୍ତି। ମୁଁ ଶୁଣିଛି କୁଆଡେ Huggies ପିନ୍ଧି କି ସଭା କରୁଛନ୍ତି। ଚିନ୍ତା କରନ୍ତୁ ୟେ ଆମକୁ କଣ ସୁରକ୍ଷା ଦେବେ??????????

    • @bijaykumarmishra7689
      @bijaykumarmishra7689 26 днів тому +2

      Dhanya BJD gotie pratham dhadi neta kariparila nahihn

    • @IshwarchandraPatra-by1jh
      @IshwarchandraPatra-by1jh 26 днів тому

      @@sukantakumarpadhihari7550 😄😄😄😄😄😄😄😄😄😄

    • @sivashaktisalessupply6857
      @sivashaktisalessupply6857 25 днів тому

      Ù6ùù​@@bijaykumarmishra7689

  • @jyotirmayjena1869
    @jyotirmayjena1869 26 днів тому +25

    ଶନିବାର ଦିନ ଏପିସୋଡ଼ କରିଥିବାରୁ ଅନେକ ଅନେକ ଧନ୍ଯବାଦ ।

  • @brajakishorepadhi4022
    @brajakishorepadhi4022 26 днів тому +62

    ନବୀନ ପଟ୍ଟନାୟକ ର ଚଉଦ ପୁରୁଷ କେହି ଜଗନ୍ନାଥ ମହାବାହୁ କୁଂ ଭକ୍ତି କରିଥିଲା ନା। ଛଳନା ନବୀନ ବୁଢା।

  • @KahnucharanPollai
    @KahnucharanPollai 26 днів тому +7

    ଚାକର ଟା କୁ ଏତେ ଗୁରୁତ୍ୱ କାହିଁକି ଦେଉଛ ଓଡ଼ିଆ ଙ୍କୁ ମୋର ପ୍ରଶ୍ନ

  • @laxmidharapanda6086
    @laxmidharapanda6086 26 днів тому +41

    ସାର ଆପଣଙ୍କୁ ବହୁତ ଧନ୍ୟବାଦ ଆଜି ଶନିବାର ନିର୍ଭୟ ଗୁମରକଥା ପାଇଁ ଏବଂ ଅନୁରୋଧ ନିର୍ବାଚନ ଫଳ ପ୍ରକାଶ ହେବାପର୍ଯ୍ୟନ୍ତ ଶନିବାର ରବିବାର ଗୁମର କଥା ଚାଲୁରଖନ୍ତୁ !

  • @suryakantamohanty8276
    @suryakantamohanty8276 26 днів тому +66

    ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି କାଗଜ ନଦେଖି ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ର 10ଟି ଗାଁ ନାମ କୁହନ୍ତୁ, ମୁଁ ଭାବୁଛି ଭୁବନେଶ୍ୱର ର 10ଟି ଗାଁ ନାମ କହିପାରିବିନି

    • @KukuaryVibhar
      @KukuaryVibhar 25 днів тому

      ବୁଢା କାର୍ତ୍ତିକ ନାଁ ଛଡା ଆଉ କିଛି ଯାଣି ନାହି

  • @driverdas6496
    @driverdas6496 26 днів тому +43

    Correct ପରିବର୍ତ୍ତନ ଆବାସ ପୁରା ମିଳୁଛି, ଓଡିଶା ରେ ସରକାର ପରିବର୍ତ୍ତନ ହେବ 🙏

  • @user-no2bd6xp9n
    @user-no2bd6xp9n 26 днів тому +5

    ସାର ନବୀନ ବାବୁଙ୍କ ଠାରୁ କ୍ଷମତା ଲୋଭି ନେତା ପୃଥିବୀରେ ବିରଳ l ଯାହାର କଥା ପଦେ କହିବାର କ୍ଷମତା ନାହିଁ କି ଚାଲିବାର ଛିଡା ହେବାର ଶକ୍ତି ନାହିଁ କିନ୍ତୁ କ୍ଷମତା ଲୋଭ ଏତେ କେ କଡୀ ଭଗବାନ ଙ୍କୁ ଟଙ୍କା ଦେଇ ମାହାଙ୍ଗା ଆୟୁଷ କିଣିବାର ବ୍ୟବସ୍ଥା ଥାନ୍ତା ତେବେ ଛି ଛି ଏ କେମିତିକା ମଣିଷ l

  • @L.kstatus694
    @L.kstatus694 26 днів тому +54

    Modi he ta munkin he👍👍👍 , ନବୀନ ପଟ୍ଟନାୟକ ହଜିଯିବେ

  • @binayakumarsethi6114
    @binayakumarsethi6114 26 днів тому +35

    ଜୟ ଜଗନ୍ନାଥ, ମୋଦି ଅଛନ୍ତି ମାନେ ସବୁ ସମ୍ଭବ

  • @binayakmishra8091
    @binayakmishra8091 26 днів тому +13

    ଗଣ ଏବଂ ତନ୍ତ୍ର ମଧ୍ଯରେ ଲଢେଇ ହେବ 2024 ଦେଖିବାକୁ ମିଳିବ ଗଣ ଜିତିବେ ନା ତନ୍ତ୍ର.

  • @nabakishoresubudhi2647
    @nabakishoresubudhi2647 26 днів тому +101

    ନବୀନ ବାବୁ ଶୁଦ୍ଧଭାବେ ଗୋଟିଏ ଜିଲ୍ଲାର ନାମ କହିପାରିବେ କି.....?

  • @eletronicsjugaaad741
    @eletronicsjugaaad741 26 днів тому +6

    🙏 ସାର Election ପୁର୍ବରୁ କିଛି ଦୁର୍ଘଟଣା ଘଟିବ ନାହଁ ତ ବିଜେଡିରେ ,...................……………

  • @sukantakumar5601
    @sukantakumar5601 26 днів тому +5

    ନବୀନ ଦାସ ର କଥା ରେ ପୁରା ଦମ୍ ଅଛି।

  • @debadattapattanaik2427
    @debadattapattanaik2427 26 днів тому +19

    ଆପଣଙ୍କୁ ଲାଗୁନି.......
    ମତେ କାହିଁକି ଲାଗୁଛି ଏଥର ନବୀନ ବାବୁ ବାଧ୍ୟ ହୋଇଛନ୍ତି ନିର୍ବାଚନ ଲଢ଼ିବା ପାଇଁ ।

  • @L.kstatus694
    @L.kstatus694 26 днів тому +31

    Pandiyan ସମସ୍ତଙ୍କୁ ଛୋଟ ମାନୁଛନ୍ତି ,କିଛି ସହନୁ ଭୂତି ନାହିଁ pandian ଙ୍କର

  • @niranjanswain412
    @niranjanswain412 26 днів тому +9

    ଧନ୍ୟବାଦ sir ଅପଣଂକ ଠାରୁ ବହୁତ କିଛି ଶିଖିବାକୁ ମିଳୁଛି ଆମ ରାଜ୍ୟ ରାଜନୀତି ରେ କଣ ସବୁ ଚାଲୁଛି, ଯେବେବି ମୁଁ you tub ଆସେ ସାବପ୍ରଥମେ ଅପଣଂକୁ ଶୁଣେ 🙏🏾🙏🏾🙏🏾❤

  • @sarojrout9173
    @sarojrout9173 26 днів тому +4

    ଏଥର ଓଡ଼ିଶା ରୁ ନବୀନ ମୁକ୍ତି ପାଣ୍ଡୁ ବାଏ ବାଏ କରିବେ ଓଡ଼ିଆ ସଂସ୍କୃତି ବଂଚିବ ଓଡ଼ିଶା ରେ ମୋଦି ଙ୍କ ଗ୍ୟାରେଣ୍ଟି ଜରୁରୀ ଆବଶ୍ୟକ 🎉

  • @bhaktabandhusahu3905
    @bhaktabandhusahu3905 26 днів тому +16

    Saturday re dekhiki khusi lagila ... please continue ❤🎉

  • @nikunjabiharisahani2070
    @nikunjabiharisahani2070 26 днів тому +34

    ନବୀନ ବାବୁ,ଏହା ସ୍ପଷ୍ଟ ଭାବେ ଜଣାଯାଏ ଯେ ୧୯ ମସିହା ବିଜେଡି ଆଉ ୨୪ ମସିହାରେ ନାହିଁ।ବିଜେଡି ର ସବୁ ଗୁମର ସାଧାରଣ ଜନତା ବୁଝି ପାରିଲେଣି।ଭାଜପା କୁ ଆଉ ବିଶେଷ କିଛି ଅସୁବିଧା ନାହିଁ।କେବଳ ପ୍ରଧାନମନ୍ତ୍ରୀ ଙ୍କୁ ନବୀନ/ ପାଣ୍ଡିଆନ ଙ୍କ ବିରୁଦ୍ଧରେ ସଭା ମାନଙ୍କରେ ଖୋଲାଖୋଲି କହିବାକୁ ପଡ଼ିବ।ଆପଣ ଦେଖିବେ କିପରି ସହଜରେ ବିଜେଡି ହଟିଯିବ।କଂଗ୍ରେସ ତ ପୁରାପୁରି ଏଠି ରୋଗ ଶଯ୍ୟା ଉପରେ,ଶେଷ ସମୟରେ।
    ନବୀନ/ପାଣ୍ଡିଆନ ଓଡ଼ିଶାର ଅସ୍ମିତା କୁ ରାସ୍ତାଘାଟରେ ବିକି ସାରିଲେଣି।ଆଉ କେତେଦିନ ପରେ ଓଡ଼ିଆ ଲୋକମାନେ ଚେତିବେ।ସମସ୍ତେ ଏବେ ଅନୁଭବ କଲେଣି,କିପରି ଏହି ଦୁର୍ନୀତିଗ୍ରସ୍ତ ବିଜେଡି ସରକାର ର କବର ଖୋଳା ହେବ।
    ତେଣୁ ମୋଦି ଏବଂ ଭାଜପା ଠିକ୍ ଭାବେ ଚୁନାବ ଯୁଦ୍ଧ ଲଢ଼ିବା ଦରକାର।

    • @user-wj3lf4xi7n
      @user-wj3lf4xi7n 26 днів тому +2

      That was grate thank you Sir

    • @ashwinisahu6584
      @ashwinisahu6584 26 днів тому +3

      CHAKA AKHI SABU DEKHUCHHI
      ETHARA CHANGE HEU

    • @anantabag6811
      @anantabag6811 25 днів тому

      Thhil kahile sir.. sabke sachetan karantu..

  • @bimalkantatripathy2776
    @bimalkantatripathy2776 26 днів тому +21

    ପୂର୍ବ ରଙ୍ଗ ଛାଡି ଯାଇଛି।

  • @user-od2fs9gq4v
    @user-od2fs9gq4v 26 днів тому +13

    ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @ajitkumarpanda6388
    @ajitkumarpanda6388 26 днів тому +4

    ଅତି ଗର୍ବେ ହତ ଲଙ୍କା,,,,,,,,,,
    କଥା ରେ ଅଛି,,,,ଘର ର କେହି ନୁହଁ କିନ୍ତୁ ଚାଳ ରେ କାଉ ବସେଇ ଦେଉନି,,,,

  • @binayakpaikaray8221
    @binayakpaikaray8221 26 днів тому +4

    ଧନ୍ଯ ଧନ୍ଯ ମୋଦି। କି ବିନୟଭାବ!

  • @akshayakumarnayak3480
    @akshayakumarnayak3480 26 днів тому +4

    ଆପଣ ଙ୍କୁ ଅଶେଷ ଧନ୍ୟବାଦ ଏହି ସ୍ପେସିଆଲ episod ପାଇଁ

  • @rajanikantachoudhury2343
    @rajanikantachoudhury2343 26 днів тому +17

    ପ୍ରକୁତରେ ନବୀନବାବୁ ସନ୍ୟାସ ନେଇଯିବାକଥା ଧୃତରାଷ୍ଟ୍ର ଅନ୍ଧ ଥଲେ କିଂନ୍ତୁ ନବୀନ ବାବୁ ଅନ୍ଧ ନୁହନ୍ତି. ବିଜେପି ବର୍ତମାନ ପିଜେପି ହେଲାଣି. ପଣ୍ଡୁ ଦଳକୁ ଭାଙ୍ଗିଦେଇ ଯିବ. ତଥାପି ବିଜେଡି କର୍ମୀ ମନେ ବୁଝୁନାହାନ୍ତି କାହିଁକି.?

  • @saratsahoo268
    @saratsahoo268 26 днів тому +24

    ସିଏ, କଣ ପରା ତାମିଲ ନାଦୁ ର ସପ୍ତମ ଧନୀ ହୋଇ ଗଲେଣି ? ଯାହା ମାରି ମୁରି ନେଇଗଲେଣି ଆଉ କାଇଁ ଓଡ଼ିଶାରେ ରହିବେ। ରହିଲେ ବେଶୀ ବିପଦରେ ପଡ଼ିବେନି କି ?

    • @OdishaTraderBharat
      @OdishaTraderBharat 26 днів тому +2

      Wikipedia re search karantu vk pandian networth- 4th richest person of tamilnadu

  • @sagarodisha
    @sagarodisha 26 днів тому +10

    ମାନନୀୟ ନବୀନ ଦାସ ବାବୁ, ମୁଁ ଆପଣଙ୍କ dedication and conviction କୁ ସଲାମ କରେ ଏତେ ବର୍ଷ ହେବ ଆପଣଙ୍କ ଆଲୋଚନା ଦେଖୁଛି, ଆପଣ ନିରନ୍ତର ଭାବରେ bjd ra ରାଜନୀତି କୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ଲୋକଙ୍କ ମଧ୍ୟ ରେ ଉପସ୍ଥାପନା କରୁଛନ୍ତି, ଇତି ମଧ୍ୟ ରେ ଆପଣ ନିଜର ପୁତ୍ର କୁ ହରେଇ ମଧ୍ୟ ନିଜର ସ୍ଵର କୁ ରୁଦ୍ଧ କରି ନାହାନ୍ତି। ଏଥି ପାଈଁ ଆପଣଙ୍କୁ ଓଡ଼ିଶା ବାସୀ ନିଶ୍ଚୟ ମନେ ରଖିବେ। ଭଗବାନ ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରନ୍ତୁ।🙏🏻

  • @ambrishkumarbanchhor2200
    @ambrishkumarbanchhor2200 26 днів тому +15

    ନବୀନ ପଟ୍ଟନାୟକ କୁ pandian jabardasti ସଭା କୁ ଟାଣି କି ଆଣୁଛି।

  • @sipunpradhan4007
    @sipunpradhan4007 26 днів тому +7

    Jay jagannath sir

  • @PRADEEPKUMAR-hc9zz
    @PRADEEPKUMAR-hc9zz 26 днів тому +4

    ଜୟ ଜଗନ୍ନାଥ,ସତ କହିବାକୁ ଗଲେ ଆଜି ମୁ ଭାବୁଥିଲି ଆପଣଙ୍କର ନିଶ୍ଚୟ ଗୋଟିଏ ସାମ୍ବାଦିକ ବାର୍ତ୍ତା ଆସିବ ,,,ଜୟ ଶ୍ରୀରାମ

  • @AlineOp
    @AlineOp 26 днів тому +3

    ଏଥର ଓଡ଼ିଶାର ବିଜେପି ୭୬ଆସନପାଇସରକକାରକରିବଲେଖିରଖ

  • @raghupatisahoo3475
    @raghupatisahoo3475 26 днів тому +2

    ଆପଣଙ୍କ କଥା ସାରା ଓଡ଼ିଶା ରେ ସମସ୍ତେ ଗ୍ରହଣ କରିବେ ନିଶ୍ଚିତ ଅତି ନିଖୁଣ ଭାବରେ ବୁଝି ହେଉଛି ମୋଦୀ ଜି ଙ୍କ କଥା ନିଶ୍ଚିତ ହେବାକୁ ଯାଉଛି

  • @durgacharanpradhan5309
    @durgacharanpradhan5309 26 днів тому +2

    Many many thanks.

  • @sipunpradhan4007
    @sipunpradhan4007 26 днів тому +9

    Bhala hela sir eba episode Asila khusi lagila

  • @dsmcreator2584
    @dsmcreator2584 26 днів тому +22

    ଆପଣଙ୍କ ବିଶ୍ଲେଷଣ ଅତି ଚମତ୍କାର...

  • @manaupabana499
    @manaupabana499 26 днів тому +18

    ଆରେ ଢାମଣା ,ବୁଲି ବୁଲି କରି ଏଇ ଅଗଣା ।ଏଇଟା ହେଉଛି ତାମିଲ୍ ଚୋର ଟାଉଟର ପାଣ୍ଡିଆନର ଲକ୍ଷଣ । ନବୀନ ହେଉଛି ମଲା ଘୋଡା ।

  • @arjunsahu9278
    @arjunsahu9278 26 днів тому +2

    Sir Namaskar..Right sir

  • @keshabbhue6992
    @keshabbhue6992 26 днів тому +1

    ବହୁତ ସୁନ୍ଦର ଆଜ୍ଞା

  • @pitambardasdas7751
    @pitambardasdas7751 26 днів тому +1

    Bahut bhala lagila

  • @ajaysahoo5825
    @ajaysahoo5825 26 днів тому +1

    ଆଜ୍ଞା ଆଜିର ଆଲୋଚନା ମନ ମୁଗ୍ଧ କର ଓ ନିରାଟ ସତ୍ୟ କଥା ଉପସ୍ଥାପନା। ବିଜେଡ଼ି ର ପାଦ ତଳେ କୁ ତଳକୁ ଖସୁଛି

  • @krushnachandradash4327
    @krushnachandradash4327 26 днів тому +3

    ନବୀନ ପଟ୍ଟନାୟକ ବ୍ୟାଟେରୀ ରେ ଆଉ ମସଲା ନାହିଁ। ଏଣୁ ନବୀନ ଟର୍ଚ୍ଚ ଦିକି ଦିକି ଜଳୁଛି।
    ଓଡ଼ିଶାରେ ଟର୍ଚ୍ଚ ବ୍ୟାଟେରୀ ମିଳୁ ନଥିବାରୁ,ଆଉ ଯାହା ମିଳୁଛି ନକଲି ବ୍ୟାଟେରୀ ମିଳୁ ଥିବାରୁ ନବୀନ ପଟ୍ଟନାୟକ ବ୍ୟାଟେରୀ କିଣିବା ପାଇଁ ତାମିଲନାଡୁ ଯାଇ ତାମିଲ ଇସାଇ ପାଣ୍ଡିଆନ ବ୍ୟାଟେରୀ ଆଣି ତାଙ୍କ ଧତରା ଟର୍ଚ୍ଚ ଜଳେଇ ବାକୁ ଅସହାୟ ଚେଷ୍ଟା କରିବା ପାଇଁ ଅପଚେଷ୍ଟା କରିବାର ସୁଯୋଗ ସୃଷ୍ଟି କରିବା ପାଇଁ ଗୁପ୍ତ ଷଡ଼ଯନ୍ତ୍ର କରିଚାଲିଛନ୍ତି ବୋଲି ଲୋକେ କହୁଛନ୍ତି।

  • @arjunbag5441
    @arjunbag5441 26 днів тому +2

    ଶନିବାର ଦିନ ଆସିଥିବାରୁ ଧନ୍ୟବାଦ,ପାଣ୍ଡିଆନ୍ ବାହାନା ଖୋଜୁଛନ୍ତି ଓଡ଼ିଶାରୁ ପଳେଇବା ପାଇଁ, କିନ୍ତୁ ସବୁ ହିସାବ କି ଯିବାକୁ ପଡିବ।

  • @SimanchalChaudhuri
    @SimanchalChaudhuri 26 днів тому +4

    4 ତାରିଖରେ ଜଣାପଡ଼ିବ କେତେଜଣ ଚିତ୍କାର କରୁଥିଲେ ହାରିଲେ ମୁଁହ ନିର୍ଲଜ୍ଜ ମାନେ ଚୁପ୍ ହେଇ ରହିବେ ନା ଏମିତି କହିଚାଲିବେ ।

  • @raghubirdas7621
    @raghubirdas7621 26 днів тому +1

    Very good analysis

  • @basantapattnaik7812
    @basantapattnaik7812 26 днів тому +3

    ସାର ପ୍ରଣାମ 🙏🌹

  • @user-nh9no1cj3h
    @user-nh9no1cj3h 26 днів тому +1

    Nirbhaya is the perfect social media ❤ sir good job.

  • @santoshpurohit7553
    @santoshpurohit7553 26 днів тому +2

    jay shree jagannath

  • @jagannathmishra5300
    @jagannathmishra5300 26 днів тому +2

    ନବୀନ ବାବୁ, ଆପଣ ଗାଦି ଛାଡ଼ନ୍ତୁ। ବହୁତ କ୍ଷତି କଲେଣି ଓଡ଼ିଶା ରାଜ୍ୟର। କହିଲେ ସରିବନି।

  • @finditwithskb8851
    @finditwithskb8851 26 днів тому +4

    ମୁଁ ବିଜେଡି ଦଳର ସମର୍ଥକ ନୁହେଁ, ଆପଣଙ୍କ ସଠିକ ତର୍କ ପାଇଁ ଆପଣଙ୍କ ଚାଁନେଲ ଦେଖେ. କିନ୍ତୁ ଆପଣଙ୍କ ଯୁକ୍ତି ଏକ ତରଫା ବିଜେପି ମୁହାଁ ବିଜେଡି ବିରୋଧୀ. ଏହା ଲୋକଙ୍କୁ ସଠିକ ବାର୍ତା ଦେଉନାହିଁ

  • @user-wu4ld3bh4c
    @user-wu4ld3bh4c 26 днів тому +1

    ବହୁତ ସୁନ୍ଦର କଥା କହିଲେ ସାର

  • @adityaprasad3441
    @adityaprasad3441 26 днів тому +1

    Great

  • @bhabanemallick1801
    @bhabanemallick1801 26 днів тому +1

    Bilkul. Wright sir

  • @himansusekharrout2433
    @himansusekharrout2433 26 днів тому +2

    🙏JAY JAY JAGANNATH 🙏

  • @nandakumarjagdila7861
    @nandakumarjagdila7861 26 днів тому +1

    Good analysis,Jai Hind,Jai Sri Ram

  • @bipenbiharipanday7526
    @bipenbiharipanday7526 26 днів тому +1

    ଓଁ ଜୟ ଶ୍ରୀ ଜଗନ୍ନାଥ 🚩🙏ସାର ହରି ଓଁ 🙏

  • @ManasMallick-fc3bq
    @ManasMallick-fc3bq 26 днів тому +1

    Good analysis ❤sir

  • @user-if2sh3de7n
    @user-if2sh3de7n 26 днів тому +1

    Thankyou opsthap sir🎉🎉🎉

  • @user-dk5ni4df5g
    @user-dk5ni4df5g 26 днів тому +1

    Jay jagannath 🙏 Jay shree Ram 🙏 har har Mahadev 🙏

  • @BhaktaHari-xy3lf
    @BhaktaHari-xy3lf 26 днів тому +1

    Bahut bhala sir

  • @bijayapanigrahi554
    @bijayapanigrahi554 25 днів тому

    Many many many many many many many many many many many thanks। ,Sir

  • @kabitasahoo8385
    @kabitasahoo8385 26 днів тому

    "Odisha will create history " Tathastu. 🙏👍❤

  • @user-qv2zv7ex1e
    @user-qv2zv7ex1e 26 днів тому +1

    Very nice

  • @bhikarinaik3117
    @bhikarinaik3117 26 днів тому +4

    ❤🎉🎉 thanks for your nirbhay gumar katha🎉🎉🎉❤❤❤🎉🎉🎉🎉❤

  • @ramchandrahota2430
    @ramchandrahota2430 26 днів тому +2

    No Change No Develop in Odisha .

  • @bibhutiparida7565
    @bibhutiparida7565 26 днів тому +3

    ଓଡ଼ିଆ ଭାଷା ଜାଣିଥିଲେ , ଓଡ଼ିଆ ରେ ଭଲଭାବେ କଥା ହେଉଥିଲେ , ଓଡ଼ିଶା ବାସୀଙ୍କୁ ଭେଟୁଥିଲେ ଆଉ ଓଡ଼ିଶାର କିଛି କିଛି ଗାଁ ଗଣ୍ଡା ବଜାର ସହର ମଝିରେ ମଝିରେ ବୁଲି ଦେଖୁଥିଲେ ନବୀନ ବାବୁ ଏତେ ଦିନ ମୂଖ୍ୟମନ୍ତ୍ରୀ ରହିପାରି ନଥାନ୍ତେ ବା କିଛି ଗୋଷ୍ଠୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଏତେ ଦିନ ରଖେଇ ଦେଇ ନଥାନ୍ତେ । ଆଉ କେତେଟା ଜିଲ୍ଲା କେତେଟା ଗ୍ରାମ ଆଦି ସଂଖ୍ୟା କ'ଣ , ତାଙ୍କ ଦଳରେ ଏବେ କେତେ ବିଧାୟକ ଆଉ କିଏ ସବୁ ସେକଥା କହିବେ କି ନାହିଁ କେଜାଣି !

  • @rudalisatapathy1185
    @rudalisatapathy1185 26 днів тому +1

    It is very interesting

  • @debasistripathy2798
    @debasistripathy2798 25 днів тому

    Apananku bahut bahut dhanyavad

  • @dr.bidhubhusannayak6658
    @dr.bidhubhusannayak6658 26 днів тому +1

    ଜୟ ମା ଲଷ୍ମୀ l🙏

  • @geetaranisamal6638
    @geetaranisamal6638 26 днів тому +3

    ବିନା କାଗଜରେ ସତରେ ସେ କହି ପାରିବେ ନାହିଁ।

  • @jhasa3416
    @jhasa3416 26 днів тому +4

    KRITADAS nKu sangare nebaa mane pandian prestige loss hebani ?? 😂😂

  • @pabitrachampati5239
    @pabitrachampati5239 21 день тому

    ଧର୍ମ ର ଜୟ ହେବ। ଜୟ ଜଗନ୍ନାଥ।

  • @premanandajena6209
    @premanandajena6209 26 днів тому +1

    Jay shree Jagannath 🙏🏾

  • @successfullife6722
    @successfullife6722 26 днів тому +1

    ଜୟ ଶ୍ରୀରାମ l🙏🙏🙏

  • @sudhirkumargiri3609
    @sudhirkumargiri3609 26 днів тому +5

    Welcome sir.

  • @manjupravamishra8000
    @manjupravamishra8000 26 днів тому +1

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @manojkumarsaint7803
    @manojkumarsaint7803 26 днів тому +1

    Jay Shree Ram, Jay Shree Jagannath , Jay Shree Krishna

  • @hemantkumarsingh1387
    @hemantkumarsingh1387 26 днів тому +1

    Jay shree Jagannath.

  • @kundansahu9310
    @kundansahu9310 26 днів тому +1

    This Episode was One Of The best episode in this Season .It was clearly visible future of Odisha.I think that The People of Odisha Change the current govt. And go for BJP.

  • @trisankudas9935
    @trisankudas9935 26 днів тому +1

    Real challenge.

  • @pksendha
    @pksendha 26 днів тому

    Hari omm, very nice ❤

  • @bhikaripradhan3777
    @bhikaripradhan3777 26 днів тому

    Thik katha

  • @sudarshanchand3858
    @sudarshanchand3858 25 днів тому

    Very good

  • @mantunayak8847
    @mantunayak8847 25 днів тому

    100%right spech

  • @trilocanmahali9126
    @trilocanmahali9126 26 днів тому +2

    Where is Mr. Nabin Pattnaik?Is he unable to attend meeting and rally? Where are local politicians of Odisha?

  • @tararay1942
    @tararay1942 25 днів тому

    Right sir 🙏

  • @prashantkumarbehera8999
    @prashantkumarbehera8999 26 днів тому +3

    First view 🎉🎉

  • @basantibalapanigrahi5289
    @basantibalapanigrahi5289 26 днів тому +1

    ଅସ୍ତରାଗ ,ସମୟ ।

  • @chaitanyanayak1783
    @chaitanyanayak1783 26 днів тому

    Jay jagannatha swami

  • @rashmibijaykumarmishra5543
    @rashmibijaykumarmishra5543 26 днів тому +1

    New Sambalpuri Shirt looks good

  • @sushantadas2518
    @sushantadas2518 26 днів тому

    Nice

  • @sudamcharannaik679
    @sudamcharannaik679 26 днів тому

    Good❤❤❤

  • @narayanmohanty5100
    @narayanmohanty5100 26 днів тому +1

    Mr.Modi Ji is highly appreciated by the people of Odisha . There must be a change . The 24 election is going to be a turning point for Odisha .