Odisha Elections 2024 | BJP fields Prasanta Kumar Jagadev from Khordha Assembly seat

Поділитися
Вставка
  • Опубліковано 26 кві 2024
  • 'ବିଜେଡିର ତିନି ଜଣ ଅଫିସର ଲୋକଙ୍କୁ ଡରାଉଛନ୍ତି ଧମକାଉଛନ୍ତି। ନିଜକୁ ଶକ୍ତିଶାଳୀ ଦଳ ବୋଲି କହୁଥିବା ବିଜେଡି ଏପର୍ଯ୍ୟନ୍ତ ଟିକେଟ୍ ଦେଇ ପାରୁନି। ଏଥର ବିଜେପି ସରକାର କରିବ ବିଜେଡି ହାରିବ'
    #BJP #Election2024 #PrashantJagdev #Khordha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 499

  • @prasantakumarnayak2625
    @prasantakumarnayak2625 13 днів тому +54

    ଗପ ମାରନାହିଁ।ସମସ୍ତେ ଚାହୁଁଛନ୍ତି ପରିବର୍ତ୍ତନ।ଜୟ ଶ୍ରୀରାମ

  • @gurucharansahoo9577
    @gurucharansahoo9577 13 днів тому +32

    କେବଳ ପଦ୍ମ ଫୁଲ 👍👍🙏🙏

  • @madhuricharandas1309
    @madhuricharandas1309 13 днів тому +16

    ତୁମର ହାରିବା ଥୟ

  • @GitaPadhy
    @GitaPadhy 13 днів тому +24

    ଓଡିଶା ବିଜେପି ର ଗୁଣ୍ଡା ରାଜ ସବୁବେଳେ ଓଡିଶା ବାସୀ ଦେଖିଆସୁଛନ୍ତି । ଆସନ୍ତା ନିର୍ବାଚନ ରେ ସଠିକି ଜବାବ ଦେବେ ଓଡିଶା ବାସୀ ।

  • @maheshsahoo8575
    @maheshsahoo8575 13 днів тому +8

    Harib Tu haribu

  • @Monalisha-348
    @Monalisha-348 13 днів тому +44

    ପ୍ରଶାନ୍ତ ଜଗଦ୍ଦେବ ଭଳି ଜଣେ ଅପରାଧୀ ପାଖରୁ ଓଡ଼ିଶା ବାସୀ ଆଉ ଅଧିକ କଣ ଆଶା କରିବେ।

    • @rakeshomm6166
      @rakeshomm6166 13 днів тому +2

      Naba ra hatyakari

    • @sandeepkumarsahoo3254
      @sandeepkumarsahoo3254 12 днів тому

      BJD HEALTH MINISTER KU TAMIL GULI KARI MARILA KEBALA ODISHA BJD RA GOTE NETA KU SEI DARU THILA TAMIL HATAO ODISHA BANCHO

    • @LingarajJena-nb1oo
      @LingarajJena-nb1oo 4 дні тому

      Mi hy 7:56 ​@@rakeshomm6166

  • @prakashbehera2782
    @prakashbehera2782 13 днів тому +6

    Hariba

  • @ODISHABHAI-eq8jq
    @ODISHABHAI-eq8jq 12 днів тому +1

    ଟିକେଟ ମିଳିବା ମାତ୍ରେ, ବିଜେଡି ନା ଧରା ଯାଉଚି, ନିଜେ କେମିତି ଇଯତ୍ ରଖିବ ସେ ଚିନ୍ତା କର, ବିଜେଡି ନା ଧ ର ନା

  • @BalaramNayak-cx5jh
    @BalaramNayak-cx5jh 11 днів тому

    ପ୍ରକୃତରେ ଯଦି ରାଜନିତୀ ଶିଖିବା ର ଇଚ୍ଛା ଅଛି କାହାର ପ୍ରଶାନ୍ତ ଜଗଦ୍ଦେବ ଙ୍କ ଠାରୁ ଶିକ୍ଷା ପ୍ରଦାନ କରିବ ଏକ୍ ଦମ୍ ଠିକ୍ କଥା କହିଲେ ପ୍ରଶାନ୍ତ ଜଗଦ୍ଦେବ ଜୟ ଶ୍ରୀ ରାମ ଜୟ ବିଜେପି ଜୟ ନରେନ୍ଦ୍ର ମୋଦୀ ଜୀ ସରକାର

  • @babujibhol6608
    @babujibhol6608 12 днів тому +1

    ନିଶା ସେବନ କରିବା ତାଙ୍କର ଲକ୍ଷ୍ୟ ତେଣୁ ସେ ସବୁବେଳେ ବାଚାଳାମି କରୁଛନ୍ତି

  • @jagannathpatnaik8409
    @jagannathpatnaik8409 13 днів тому +16

    କାଳୁ ଭାଇନା କ'ଣ ଶୋଇପଡ଼ିଲା କି? ଗଦ ଶୁଙ୍ଘି,ଆଉ ବିଜେପି ଅଫିସ ରେ କାହିଁକି ନାଟକ କରୁଥିଲେ। ଆଗରୁ ମାଡମ୍ ଘୋଷଣା କରିଥିଲେ।

  • @TituPradhan-pg1mg
    @TituPradhan-pg1mg 13 днів тому +4

    Haribu

  • @HasnainMohammed-xu6qe
    @HasnainMohammed-xu6qe 13 днів тому +6

    Tame 15 barsa MLA haiki kn karicha nija gaan pain mati road ru pichu road heini abe jaye 😂😂😂😂😂

  • @user-pv9yi1td6h
    @user-pv9yi1td6h 13 днів тому +41

    ଓଡିଶା ବିଜେପି ରେ ବଡ଼ ବଡ଼ ନେତାଙ୍କ ପାରିବା ପଣିଆ ଏବେ ଅନୁଭବ କରୁଛନ୍ତି ସାରା ଓଡ଼ିଶା ବାସୀ ଓ ତାଙ୍କୁ ଉଚିତ ଜବାବ ଦେଉଛନ୍ତି l

  • @prakashrath3205
    @prakashrath3205 13 днів тому +13

    30 000 vote re hariba jay jagannath

  • @user-nh4ob6rw4w
    @user-nh4ob6rw4w 13 днів тому +65

    ଜଗଦେବ୍ ତୁମ ଅବସ୍ଥା ଆଗକୁ କ'ଣ ହେଉଛି ଦେଖ, ଓଡିଶା ବାସୀ ତମକୁ ଲଙ୍ଗଳା କରି ଛାଡିବେ

  • @WorldEntertainmentpresent
    @WorldEntertainmentpresent 13 днів тому +6

    To paie aparajita sarangi hariba

  • @himansudash9149
    @himansudash9149 13 днів тому +7

    ମଦୁଆ ନ ଜିତିଲେ ବିଜେପି ର ଉର୍ନତି ହେବନି। ବାହାପିଆଂକ ବାରବାଟୀ ଚାଷ

  • @maheshsahoo8575
    @maheshsahoo8575 13 днів тому +5

    Harib

  • @sandeepkumarpradhan8997
    @sandeepkumarpradhan8997 12 днів тому

    ବିଜେପି ପ୍ରାର୍ଥୀ ରାଘବ ମଲିକ ପାଇଁ ଦଶପଲ୍ଲା ବାସୀ ଜନ ଅସନ୍ତୋଷ l ତାକୁ ଲୋକ ପସନ୍ଦ କରୁନାହାନ୍ତି l ଲୋକ ଙ୍କ ମନ ଭିତରେ ପରିବର୍ତନ ପ୍ରାର୍ଥୀ ହେଲେ ଦଶପଲ୍ଲା ରେ ବିଜେପି ନିଶ୍ଚିତ..... ନହେଲେ ଲୋକ ବାଧ୍ୟ୍ୟ ହେଇ କଂଗ୍ରେସ କୁ ଭୋଟ ଦେବେ l

  • @Merry-24
    @Merry-24 13 днів тому +17

    ନିର୍ବାଚନ ଅଧିକାରୀ ଙ୍କୁ ଅନୁରୋଧ ଏହି ଘଟଣା କୁ ସଠିକି ତଦନ୍ତ କରାଯାଇ ଦୋଷୀ କୁ ଦଣ୍ଡ ମିଳିବା ଦରକାର ।

  • @Mahakal123g
    @Mahakal123g 13 днів тому +30

    ପ୍ରଶାନ୍ତ ଜଗଦେବ ଝିନ୍ଦାବାଦ

  • @sisirkumarsahoo5416
    @sisirkumarsahoo5416 13 днів тому +7

    Very Beautiful

  • @subhabala4355
    @subhabala4355 13 днів тому +4

    Aku kie delabe tiket

  • @balaramsahoo4850
    @balaramsahoo4850 4 дні тому

    ପ୍ରଶାନ୍ତ ଜଗଦେବ ବାହୁବଳୀ ବବିଧାୟକ, ଗାଡ଼ି ଚଢ଼େଇ ଦେବା ବିଧାୟକ ଏମିତି ବହୁ ଉପାଧି ହାସଲ କରିଛନ୍ତି, ବାସ୍ ଏବେ ସେ ମୁଖ୍ୟ ମନ୍ତ୍ରୀ ହେବେ BJP ର

  • @user-gs4zd2ww7w
    @user-gs4zd2ww7w 13 днів тому +26

    ଓଡିଶା ରେ ବିଜେପି ଦଳ ଓ ତାଙ୍କ ନେତା ମାନଙ୍କ ଏହିଭଳି ଦୟନୀୟ ଅବସ୍ଥା ଦେଖି ସତରେ ଭାରି ଦୟା ଲାଗୁଛି!

    • @NiranjanMallick-cw9nv
      @NiranjanMallick-cw9nv 13 днів тому

      ତମକୁ ଲଜ୍ୟା ଲାଗୁନି ଜଣେ ତାମିଲର କ୍ରିତଦାସ ହେଉଛ।କାଲି ଯେଉମାନେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରୁଥିଲେ ଲେଖାଶ୍ରୀ ,ଭୃଗୁ ଓଗଣେଶ ବେହେରା ଓ ବହୁତ ଅନ୍ୟ ଦଳର ନେତାଙ୍କୁ ଟିକଟ ଦେଇଛି।

    • @littoncool
      @littoncool 12 днів тому +2

      Tame tamil na odia ?

    • @sandeepkumarsahoo3254
      @sandeepkumarsahoo3254 12 днів тому

      TAMIL HATAO ODISHA BANCHAO

  • @SSamantaray0007
    @SSamantaray0007 13 днів тому +2

    ନିର୍ବାଚନ ରେ ତ ହାର ଜିତ ଲାଗି ରହିଛି କିନ୍ତୁ ତମର କାର୍ଯ୍ୟ କଳାପ ସାରା ଓଡିଶା ଦେଖୁଚି. ଦେଖ ଜିତୁଛ କି ଅମାନତ ହରାଉଛ ସମୟ କହିବ.

  • @user-el5gg8tg
    @user-el5gg8tg 13 днів тому +22

    ପ୍ରଶାନ୍ତ ଜଗଦେବ ଯେଉଁ ଦଳ ର ରାଜ୍ୟ ସଭାପତି ମୋନମହନ ସାମଲ ଜଣେ ଅପରାଧୀ ସେ ଦଳ ରୁ ଆଉ କଣ ଆଶା କରାଯାଇ ପାରେ ଖାଲି ଗଣ୍ଡଗୋଳ l

    • @brahmanandam7370
      @brahmanandam7370 13 днів тому +4

      Bjd re kahaku ticket deichhanti semane sabu serial killer, Kain tu kahuni ta

  • @Save_Odisha_from_looters
    @Save_Odisha_from_looters 12 днів тому +3

    ପାଣ୍ତି ଜଣେ ଧଳା ସାଟ୍ ପିଦ୍ଧା କଳାପାହାଡ.... । ସବୁ ଧ୍ବସଂ କରିଦେବ । ରାଜ ରାସ୍ତାରେ ଆନ୍ଦୋଳନ କର । ନଚେଚ ଏ ତାମିଲ ବାବୁ ଦିନରେ ଲଣ୍ଠନ ଦେଖେଇ ଲୁଣ୍ଠନ କରିନେବ । ଏହା ସତ୍ୟ । ଜାଗ ଓଡିଆ ଜାଗ ।

  • @AGcreatechannel
    @AGcreatechannel 13 днів тому +8

    ଜୟ ଶ୍ରୀରାମ
    ବିଜେପି ଜିନ୍ଦାବାଦ 🎉

    • @JAGAMAMALIJS
      @JAGAMAMALIJS 12 днів тому

      bhai jay shree ram jay jagannath but eita ba tm bjp karmi nku gadi chadheithila yaku kemit support karucha ..modi ku kara but e gunda taku kaiii support karuchha

  • @satyanandasahu335
    @satyanandasahu335 13 днів тому +5

    Jay shree Ram

  • @gangadharbehera1042
    @gangadharbehera1042 13 днів тому +3

    Jagdev & aparajita sarangi both defeated by bjd.

  • @user-nr2ju5ku5o
    @user-nr2ju5ku5o 13 днів тому +20

    ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଓଡ଼ିଶା ବିରୋଧୀ ବିଜେପି ଦଳ ତୁମକୁ ଆଗରୁ ଏତେ ଅପମାନିତ କରିଛି ତୁମେ ଶେଷରେ ସେହି ଦଳରେ ସାମିଲ ହୋଇ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲ।

  • @SujataRani-rh6lp
    @SujataRani-rh6lp 13 днів тому +24

    ବିଜେପି ଏତେ ଅଲଜ୍ୟା ସେଥିପାଇଁ ପ୍ରଶାନ୍ତ ଜଗଦେବ ଓ ପ୍ରଦୀପ ପାଣିଗ୍ରାହୀ ପରି କଳଙ୍କିତ ଚେହେରାକୁ ଦଳରେ ସାମିଲ କରିଛନ୍ତି l

    • @Travellandmore
      @Travellandmore 13 днів тому

      Tame sabu janico na kiye kn nije kn kruthibe seita jana nai

    • @littoncool
      @littoncool 12 днів тому +1

      Sei hisab re ta naveen pandian aga odisha chadi paleiba katha

    • @sandeepkumarsahoo3254
      @sandeepkumarsahoo3254 12 днів тому +1

      NAI TAMIL BJD KU TICKET DEI THANTA

    • @balarambehera971
      @balarambehera971 12 днів тому +1

      ଭାଇ ପ୍ରତାପ ଜେନା ସେ ବିଜେଡି re

    • @balarambehera971
      @balarambehera971 12 днів тому

      କ୍ୟାପ୍ଟିନ ସାହବ,

  • @user-wg7ql5bg5x
    @user-wg7ql5bg5x 13 днів тому +9

    ଜନସାଧରଣଙ୍କ ଉପରକୁ ହାତ ଉଠେଇବାକୁ ଆରମ୍ଭ କରିଦେଲଣି। କି ଭଳି ଭାବରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଠିଆ କରିଛନ୍ତି BJP ପାଟି।

  • @99Boss328
    @99Boss328 13 днів тому +5

    Bahut badhia କଥା

  • @AshokBiswal910
    @AshokBiswal910 13 днів тому +30

    ଆରମ୍ଭ ହୋଇଯାଇଛି ପ୍ରଶାନ୍ତ ଜଗଦେବଙ୍କ ପାଗେଳାମି ,ବିଜେପି ଦଳ ଏଭଳି ନେତାଙ୍କୁ ଦଳରେ ସାମିଲ କରି କି ସୁନାମ ଅର୍ଜନ କରିଛି ଏହାର ଜ୍ଵଳନ୍ତ ଉଦାହରଣ ।

  • @ganeshpanigrahi5258
    @ganeshpanigrahi5258 13 днів тому +1

    🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ🙏...
    🚩ଜୟ ଜୟ ଶ୍ରୀରାମ🙏...
    🇮🇳ବନ୍ଦେ ଉତ୍କଳ ଜନନୀ🚩...
    🇮🇳ଭାରତ ମାତା କି ଜୟ🚩...

  • @kamalakantamahapatra3302
    @kamalakantamahapatra3302 13 днів тому +13

    ପ୍ରଶାନ୍ତ ଜଗଦ୍ଦେବ ଜିତିଯିବେ

  • @Deepali2024
    @Deepali2024 13 днів тому +33

    ପ୍ରଚାର ବେଳେ ପ୍ରଶାନ୍ତ ଜଗଦେବ ଦେଖାଇଲେ ଦାଦା ଗିରି ପ୍ରତିଶୃତି ଦେଇଯାଇଥିଲେ ହେଲେ କିଛି ବି ପ୍ରତିଶୃତି ପାଳନ କଲେ ନାହିଁ l

  • @user-zc6xl5gk1q
    @user-zc6xl5gk1q 13 днів тому +3

    ଜିଅନ୍ତା ଘୋଡା କୁ କାଳୁ ଖଣ୍ଡାୟତ ମୃତ କରିବ ?

  • @PremanandaPalei
    @PremanandaPalei 13 днів тому +4

    Original.fighter

  • @abhishek_5101
    @abhishek_5101 11 днів тому

    ବାହୁବଳୀ 💪🏻 ଲଢ଼ୁଆ ନେତା ଯୋଉଠିକି ଯିବେ ଜିତିବେ

  • @RaviPatel-187
    @RaviPatel-187 13 днів тому +27

    ଲୋକେ ବିକାଶ ସହିତ ଅଛନ୍ତି , ତେଣୁ ବିଜୁ ଜନତାଦଳ ହିଁ ବାଜିମାତ କରିବ ଏବଂ ନବୀନ ବାବୁ ହିଁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ।

  • @MuOdia1994
    @MuOdia1994 10 днів тому +1

    ଆମର ଖୋର୍ଦ୍ଧା ନୁହଁ କିନ୍ତୁ ଏଇ ଶଳାଟା ବେଇମାନ ଏବଂ ବଡ଼ଚୋର ଭଳି ଦେଖା ଯାଉଛି

  • @r.screationsodisha9256
    @r.screationsodisha9256 13 днів тому +4

    ବେଗୁନିଆ ରୁ ମାଡ଼ ଖାଇଲୁ,ଚିଲିକା ରୁ ମାଡ଼ ଖାଇଲୁ ବହୁତ୍ ଜଲଦି ଖୋର୍ଦ୍ଧା ରୁ ଖାଇବୁ,ତୁ ଗୋଟେ ଅଲାଜୁକ ତୋତେ ଯିଏ ଟିକେଟ ଦେଇଛି ସେ ହେଲା ଅଲାଜୁକ ଙ୍କ ବାପା

  • @sudhirbehera344
    @sudhirbehera344 12 днів тому

    ❤ଜୟ ଜଗଦେବ❤
    ❤ଜୟବିଜେପି❤

  • @subhrangi-tg7zr
    @subhrangi-tg7zr 13 днів тому +2

    Don't vote him..only an opportunist...bahut bekar loka..😂😂😂

  • @RakeshNayak-hd2ve
    @RakeshNayak-hd2ve 13 днів тому +6

    Bjp jindabad

  • @sambalmurmu2752
    @sambalmurmu2752 12 днів тому

    ପ୍ରଶାନ୍ତ ଜଗଦ୍ଦେବ ଇତିହାସ ରଚିବ।

  • @abhimanyudhal9266
    @abhimanyudhal9266 13 днів тому +6

    ପୁଣି ଗାଡ଼ି ଚଢ଼େଇ କି ମାରିବ bjp balanku ସଜାଗ ହେଇ ଯା bjp bala

  • @Pabitra816
    @Pabitra816 13 днів тому +2

    Prashant babu wait n watch 😂😂result pare kn kahiba vaba ebe tharu

  • @DilipKumarMajhi-gw9oj
    @DilipKumarMajhi-gw9oj 12 днів тому

    ହାରିବ 100.100

  • @Purna-GaonTOKA
    @Purna-GaonTOKA 13 днів тому +25

    ବିଜେପି ଦଳ ଓ ତାଙ୍କ ପ୍ରାର୍ଥୀ କେଉଁଭଳି ଭାବରେ ନିର୍ବାଚନ ଆଚରଣ ଵିଧି ଉଲଂଘନ କରୁଛନ୍ତି ତାର ସମସ୍ତ ପ୍ରମାଣ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ କମିଶନ କୁ ଲିଖିତ ଅଭିଯୋଗ କରିବା ଉଚିତ l

  • @a1learner383
    @a1learner383 13 днів тому +1

    Hariba re......

  • @user-mc7hj4up4k
    @user-mc7hj4up4k 13 днів тому +3

    Go ahead

  • @ashokkumarsahoo7498
    @ashokkumarsahoo7498 13 днів тому +3

    Khordha ru lekha chhindiba .

  • @kanhadalai5827
    @kanhadalai5827 13 днів тому +3

    BJP ପ୍ରଶାନ୍ତ ଜଗଦେବ କୁ ବଳି ପକେଇ ଦେଲା 😂😂 କାଳୁ ଖଣ୍ଡାୟତ ରାୟ ଗେମ୍ ଚେଞ୍ଜର ସାଜିବେ 😂 ଜୟ ଜଗନ୍ନାଥ 🙏

  • @Save_Odisha_from_looters
    @Save_Odisha_from_looters 12 днів тому +1

    ନବୀନ ଜଣେ ମୃତ ବ୍ୟକ୍ତି। ଗତ 25 ବର୍ଷ ନବୀନ ମୁଖ୍ୟମନ୍ତ୍ରୀ | ଆଜି ଓଡିଶା ଭାରତର ସବୁଠାରୁ ଗରିବ ରାଜ୍ୟ। ଏକ କୋଟି ଓଡ଼ିଶା ଲୋକ ଦାଦନ | 25 ବର୍ଷରେ ଗୋଟିଏ ବି ଶିଳ୍ପ ନୁହେଁ |

    • @htckesinga8678
      @htckesinga8678 12 днів тому

      Sabu heichi nabin sir nka pain Narendra modi ki Bala karichi Rama mandira prana pratistha mane Rama kou ade jaithile ki.. bjp asile Mariba sale bjp chora always

  • @subhabala4355
    @subhabala4355 13 днів тому +3

    Ag prkuti badalaa parerajaniti

  • @prasantbehera78
    @prasantbehera78 13 днів тому +1

    ତୁ ହାରିବା ବା ଟା ଥୟ

  • @user-zm9co3jn7e
    @user-zm9co3jn7e 13 днів тому +12

    ବିଜୁ ଜନତା ଦଳ ସବୁବେଳେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ୟ କରିବ ବିଜେପି ରାଜ୍ୟ ସାକାରଙ୍କୁ ଯେତେ ବଦନାମ କରିଲେ କିଛି ଫରକ ପଡିବ ନାହିଁ l

  • @successfullife6722
    @successfullife6722 13 днів тому

    ଜୟ ଶ୍ରୀରାମ l🙏

  • @pitambarkhamari5572
    @pitambarkhamari5572 10 днів тому

    ମୋର ହୃଦୟ ସ୍ପର୍ଶି ନେତା ପ୍ରଶାନ୍ତ ଜଗଦେବ ଏବଂ ମାନନୀୟ kalu ଖଣ୍ଡାୟତ ବଡଭାଇ ନିଶ୍ଚୟ ସାନ ଭାଇ କୁ ସହଯୋଗ କରିବେ

  • @rajeshkumarrout233
    @rajeshkumarrout233 13 днів тому +11

    କି ଦାନ୍ତ mg କୁ ଖାଲି ଚପଲ ମାଡ଼ ଦରକାର ତୁ ବାଳ ଟା କରିବୁ ଚିନ୍ତା ନା ତୋ ମାଇପ ସେଇଟା ଚିନ୍ତା କରୁଛୁ ରେ mg 😅😅😅

  • @babumuduli-dr1pf
    @babumuduli-dr1pf 13 днів тому +3

    ସବୁ ଚୋର ଏକାଠି

  • @rasmitanayak4662
    @rasmitanayak4662 13 днів тому +2

    Kharap loka

  • @dhamirona8662
    @dhamirona8662 13 днів тому +2

    Jay ho prashant bhai

  • @satyabannaik4539
    @satyabannaik4539 12 днів тому +1

    ନା ନା ମୁନି ନାମ ନା ନା ମତ l ଅନେକ ଲୋକ l ତେଣୁ ତାଙ୍କର ନିଜସ୍ୱ ପ୍ରତିକ୍ରିୟା ଦେବା ବି ଅଧିକାର ରହିଛି l ତେଣୁ ନିଜ ଘର l ନିଜ ଏରିଆ l ଡର କାହାକୁ ? ଏଥର ଅଫିସର ରାଜ ହଟିବ l କଥା ଶୁଣିବ ନାହିଁ l ମାଡ଼ ଅଭାବରୁ ଏ ସବୁ ଚାଲୁଛି l କମେଣ୍ଟ ରେ ଅନେକ କଥା ଲେଖୁଛନ୍ତି l ଏମାନଂକୁ ବି ଖୋଜି ଖୋଜି ବାହାର କରାଯିବ ସମୟ ଆସୁ l

  • @jamunabhujabala6114
    @jamunabhujabala6114 13 днів тому +1

    Wait kara jagdev babu
    Asuchhanti kalu babu

  • @debasisnayak7408
    @debasisnayak7408 13 днів тому +1

    Hariba sure

  • @samarendrarout4341
    @samarendrarout4341 13 днів тому +1

    Jay Shree Ram

  • @ashwinssc
    @ashwinssc 13 днів тому +1

    Challenge ନାଇ,,, ଜାଣିଛୁ ତ ତୋ opposite re କିଏ ଅଛି,,,, ଖାଲି ବଡ଼ ବଡ଼ କଥା କହିଲେ ହବନି,,,,, ଆଗ election ରେ ଲଢ଼ିକି ଅସେ

  • @rahulkumarmali2681
    @rahulkumarmali2681 13 днів тому +3

    1:52 ଓଡ଼ିଶା ରେ ଯୋ ସମ୍ପତ୍ତି ଅଛି କେମିତି ମିଶିକି ଖାଇବା ସେଥିପ୍ରତି ଗୁରୁତ୍ୱ ଦେବା 😅😂😂

  • @chhabipradhan4049
    @chhabipradhan4049 13 днів тому +5

    Tangi block ru weni bjp ❤❤❤❤

  • @parsurambhoi8518
    @parsurambhoi8518 7 днів тому

    ଏ ଶଳା ହାରିବା ଥୟ 👍

  • @TarunisenSahu-ke9bl
    @TarunisenSahu-ke9bl 13 днів тому +4

    Joy bjp

  • @kalligamer2699
    @kalligamer2699 13 днів тому +2

    A great speaker of the time

  • @PradeepKumar_yt
    @PradeepKumar_yt 13 днів тому +4

    🎉👍👍Bjp ଜିନ୍ଦାବାଦ

  • @chhabipradhan4049
    @chhabipradhan4049 13 днів тому +5

    Khurdha dist bjp weni ❤❤❤❤🎉🎉

  • @debasisdash2451
    @debasisdash2451 11 днів тому

    ପ୍ରଶାନ୍ତ ଭାଇ ଜିନ୍ଦାବାଦ

  • @purnapattnaik6354
    @purnapattnaik6354 13 днів тому

    ଖୋର୍ଦ୍ଧା ରେ ହାରିବା ସୁନିଶ୍ଚିତ

  • @subrajitnayak8976
    @subrajitnayak8976 13 днів тому +2

    ତୋ ଖୁସି ଖାଲି ଟିକେଟ ପାଇବା ଆଊ କିଛି ଆଶା କରନି

  • @prustynaresh3875
    @prustynaresh3875 13 днів тому +1

    Jay shree Ram 🙏🙏🙏🙏

  • @chitrasenchhotaray9512
    @chitrasenchhotaray9512 2 дні тому

    Verry good

  • @bossboss-pq4mz
    @bossboss-pq4mz 13 днів тому +2

    Bhala speech deucha 😂😂

  • @bhagabanrana4898
    @bhagabanrana4898 13 днів тому +4

    ପ୍ରଶାନ୍ତ ଭାଇ ଜିନ୍ଦାବାଦ ଜିନ୍ଦାବାଦ 🙏🙏🙏

    • @Dipsy860
      @Dipsy860 10 днів тому

      Murdabad 😂😂

  • @ajubhaicreation
    @ajubhaicreation 9 днів тому

    ପ୍ରଶାନ୍ତ ୩୦,୦୦୦ ରୁ ହାରିବ ❤

  • @biswanathpanda8228
    @biswanathpanda8228 13 днів тому +1

    ପରିସ୍ଥିତି ଭଲ ଜଣା ପଡୁନି,

  • @BISWARANJAN-118
    @BISWARANJAN-118 13 днів тому +13

    ରାଜ୍ୟ BJP ଦଳର ଉଦୀୟମାନ ବଦ୍ଧପାଗଳ ଦୁର୍ନୀତିକ୍ଷର ଅପରାଧୀ ପ୍ରଦୀପ ପାଣିଗ୍ରାହୀ କୁ ବ୍ରହ୍ମପୁରବାସୀ ଗୋଇଠା ବିଧା ଦେଇ ବାଡ଼େଇ ଥିଲେ। ସେମିତି ଖୋର୍ଦ୍ଧା ରେ ପ୍ରଶାନ୍ତ ଜଗଦେବ କୁ ଉତ୍ତମ,ମଧ୍ୟମ ଦେଇ ଘଉଡ଼ାଇ ଦେଇଛନ୍ତି।

  • @DivineSakha_official.
    @DivineSakha_official. 13 днів тому +5

    BJP jitiba

  • @bharatkumarbehera6897
    @bharatkumarbehera6897 11 днів тому

    Prasant jagdev bhai love you.bhai mote dakuna mu jibilo Bhai tama prachar re

  • @SumiKumari-vu5od
    @SumiKumari-vu5od 13 днів тому +15

    ପ୍ରତି ନିର୍ବାଚନ ସମୟରେ ରେ ବିଜେପି ଦଳ ହାରିବା ଭୟ ରେ ଏମିତି ଗୁଣ୍ଡାରାଜ ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି l

    • @kaibalyarath3512
      @kaibalyarath3512 13 днів тому +2

      25ବର୍ଷ ର ସରକାର law n order situation kichi nahi।

  • @khusi_Gudu_2k
    @khusi_Gudu_2k 13 днів тому +2

    Win

  • @bhismadas7687
    @bhismadas7687 13 днів тому

    Jaysree. Ram

  • @ashirbad-
    @ashirbad- 13 днів тому +20

    ଏଥର ସାରା ଓଡ଼ିଶାରେ ଶୁଭଶଙ୍ଖ ଧ୍ଵନି ପ୍ରତିଧ୍ଵନିତ ହେବ ଆଉ ଆସୁରିକ ପ୍ରବୃତ୍ତି ନେତା ମାନଙ୍କ ସଂଗଠନ ରାଜ୍ୟ BJP ଦଳର ଅନ୍ତ ଘଟିବ।

    • @rahulk934
      @rahulk934 13 днів тому +2

      Tamil cm darkar

    • @jagabandhupattanayak5782
      @jagabandhupattanayak5782 13 днів тому +3

      ବିଜେପି ସମୁଦ୍ର ତା ପାଣି ସୁଖିବନି ବିଜେଡି କୂଅ ତାପାଣି ଖରଦିନେ ଶୁଖି ଯାଏ

    • @agriculturenaturevillager7531
      @agriculturenaturevillager7531 13 днів тому +1

      Unditha re pua

    • @SurprisedBassGuitar-cq5jc
      @SurprisedBassGuitar-cq5jc 13 днів тому +1

      BJD 🤣🤣🤣🤣

    • @bapisadangi3373
      @bapisadangi3373 13 днів тому

      ଓଡ଼ିଶାରେ ପାକିସ୍ତାନ ଶାସନ ବିଜେଡିଦଳ ଧୁଆଁ, ପାଣ୍ଡିଆ ବାଣ୍ଡରେ ଘଷି ହବ ବିଜେଡି ନେତ୍ରୀ, ଟଙ୍କା

  • @binodbiswal323
    @binodbiswal323 11 днів тому

    ଶ୍ରୀ ରାମ କଣ ବିଜେପି ବାଲାଙ୍କ ବାପ ସମ୍ପତି

  • @user-fp9se7oj3p
    @user-fp9se7oj3p 13 днів тому +1

    Jay shree Ram ji ki,🪷💯 percent.🎉🎉🎉🎉🎉

  • @prasantbehera78
    @prasantbehera78 13 днів тому +1

    ତୁ କୋଉ ବାଳ ନେତା କହିଲୁ ତୋର ଅଖା ଅଛି ନା ବିରି

  • @chittaranjanswain010
    @chittaranjanswain010 13 днів тому +1

    Defeat guaranteed...