ବଜାରକୁ ଆସିଲା ନୂଆ ଚୁଲା ! ମୋବାଇଲ ଚାର୍ଜର ରେ ରେସେଇ ହବ ! New smokeless chulha ! Smart chulha ! Business

Поділитися
Вставка

КОМЕНТАРІ • 528

  • @prasantpattnaik7343
    @prasantpattnaik7343 Рік тому +200

    ତଳେ ଥିବା fan ର କମାଲ ଛଡା ଆଉ କିଛି ନୁହେଁ! ଆପଣ ଭିଡ଼ିଓ ରେ କେବେ ଦାମ କହୁନାହାନ୍ତି ଏହା ଆପଣଙ୍କ ଅଭାଦ୍ରାମୀ ଠକାମୀ ବୋଲି କୁହାଯିବ

    • @prabinaswain4224
      @prabinaswain4224 Рік тому +6

      Bada chora vali laguchi

    • @prasantpattnaik7343
      @prasantpattnaik7343 Рік тому +8

      @@prabinaswain4224 ଦେଇଥିବା ଫୋନ ନମ୍ବର ବି ସବୁବେଳେ switchoff ରହୁଛି ତେଣୁ fraud ଛଡା ଆଉ କଣ ହେଇପାରେ?

    • @prabinaswain4224
      @prabinaswain4224 Рік тому +3

      @@prasantpattnaik7343 bhai u r right

    • @neetcrackjosh824
      @neetcrackjosh824 Рік тому +2

      Aita solar chula bhai mane yaro rate 8000 9000 asibo aita ebe baharini amo ghare 3 barsa helani achhi

    • @machinemart8085
      @machinemart8085 Рік тому +1

      2300

  • @ganeshramsahu5011
    @ganeshramsahu5011 Рік тому +65

    ଅସମ୍ଭବ କେବେବି1 କିଲୋ କାଠରେ 10 ଜଣଙ୍କ ପାଇଁ ଖାଦ୍ୟ ହେବ ନାହିଁ

  • @kamadevpatra8785
    @kamadevpatra8785 Рік тому +76

    ଦାମ୍ ନ କହିବାର କାରଣ କ'ଣ ? ଗୋଟିଏ କଥାକୁ ୧୦ ଥର ରିପିଟ୍ କରୁଛନ୍ତି ଅଥଚ଼ Price କେତେ କହୁ ନାହାଁନ୍ତି ! କାରଣ କ'ଣ ??

  • @rameshchandropatro3112
    @rameshchandropatro3112 Рік тому +9

    ଚୁଲା ଜଳିବା ସମୟରେ ଦୂରେଇ ରହୁଛନ୍ତି କାହିଁକି କଣ ଏଥିରେ କିଛି ତୃଟି ରହିଛି

  • @subashmohanty5612
    @subashmohanty5612 Рік тому +8

    ମୂଲ୍ୟ କହୁନାହାନ୍ତି. ଏହା ର durability ଉପରେ ସଂଧେୟ ହେଉଛି.

  • @gyanaranjanpatra8993
    @gyanaranjanpatra8993 Рік тому +18

    ଭାଇ ୟାଙ୍କ ପାଖରେ ଜମା ଚୁଲା ନାହିଂ ଖାଲି ପ୍ରହସନ ଚଳେଇଛନ୍ତି ଭିଡିଓ କରିକି

    • @firozokhan6189
      @firozokhan6189 Рік тому

      Ame booking Kalu hele chula asilanahi ati faltu jinisa

  • @shrabanpanda8422
    @shrabanpanda8422 Рік тому +11

    ପଇସା ପତ୍ରକଥା କାହିଁକି କହୁନାହାନ୍ତି,ଲୋକଙ୍କୁ ମାରିବାକୁ ଆସିଚି

  • @santoshsahoo8296
    @santoshsahoo8296 Рік тому +2

    ଭାଇ ଆପଣ ଯେଉଁ ନମ୍ବର ଟି display କରିଛନ୍ତି ସେ ନମ୍ବର any time off ରହୁଛି, validy number display ରେ show କରନ୍ତୁ

  • @jagannthbehera8555
    @jagannthbehera8555 Рік тому

    Thank you brother, very nice stove

  • @mihiraranjanparida1841
    @mihiraranjanparida1841 Рік тому +7

    ଗୋଟିଏ କଥା ବାର ବାର୍ କାହିଁକି କହୁଛ।।
    ତୁମ କମେଟ୍ରି ଭଲ ଲାଗୁନି ।।
    କେତେ ଟଙ୍କା କାହିଁକି କହିଲନି ।।
    କେହି ବାଳ କିଣିନି,,ଏ ଚୋର ସଂସ୍ଥା

  • @manoramapati3568
    @manoramapati3568 Рік тому +22

    କେତେ ଟଙ୍କା

  • @MMedia-xg4qb
    @MMedia-xg4qb Рік тому +2

    ମୁଁ କଲ କରିଥିଲି ୮୫୦ ଟଙ୍କା ଏକବର୍ଷ ଗରେଣ୍ଟି ଚୁଲା ଉପରେ ତଳେ ଯେଁଉ ଫ୍ୟାନ ଚାର୍ଜର ୬ ମାସ ଗାରେଣ୍ଟୀ

  • @mythpatshorts4825
    @mythpatshorts4825 Рік тому +6

    Due to burning of wood,definitely increases of carbon dioxide in atmosphere occure.

  • @bhaskarmalik1066
    @bhaskarmalik1066 Рік тому +10

    ଜାଳ ସରିଗଲେ ତା ଭିତରେ ପୁଣି ଜାଳ ପୁରାଇବା ପାଇଁ ବହୁତ ଅସୁବିଧା ହେବ

  • @bishnupriyaodiadailyroutin5090

    New friends beautiful beautiful video beautiful sharing so thanks brother

  • @krushnagkb9521
    @krushnagkb9521 Рік тому +6

    ଠକେଇ ଅଭିଯୋଗରେ ଗିରଫ କର

    • @TARMTR
      @TARMTR Рік тому

      😉😭😭😭😭

  • @paricreations7739
    @paricreations7739 Рік тому

    Great job 👍👌

  • @saratkumarsingh4489
    @saratkumarsingh4489 Рік тому +3

    ସାରେ ମୋର ଆପଣଂକୁ ଗୋଟେ ପ୍ରଶ୍ନ ଏଠି ଚାର୍ଜର ଭୂମିକା କୋଉଠି ରହିଲା...

    • @subashbehera9104
      @subashbehera9104 Рік тому

      ତଳେ ଲାଗିଥିବା ଫେନ୍ ଟା କୁ ଚାର୍ଜର ଘୁରାଉଛି ।

  • @sachikantasahoo6981
    @sachikantasahoo6981 Рік тому

    ସୁନ୍ଦର ଝିଅ ଟି
    ବହୁତ କାମିକା ଝିଅ ଟି ଇଏ
    ବହୁତ କାମ କରୁଛି
    ତା ସ୍ବାମୀ ଭଗବାନ

  • @pradeepkumarsahoo3509
    @pradeepkumarsahoo3509 Рік тому +3

    ଯାଜପୁରରୁ ଆସିଛ,ଆମକୁ ମାରିବାକୁ, Price ta kahuna kahinki....

  • @dineshchandrasardar7495
    @dineshchandrasardar7495 Рік тому +5

    Price jodi kohi paru nahanti tebe video kanhi ki koru chhanti ?

  • @jayhind6187
    @jayhind6187 Рік тому +6

    ବାଘ ଦୁଧ ଗରମ କରିବା ପାଇଁ ଗୋଟେ ଆଣିବା

  • @tunakumarswain3455
    @tunakumarswain3455 Рік тому

    So beautiful make in odisa

  • @girindrakumarnayak1866
    @girindrakumarnayak1866 Рік тому

    Nice. Kindly intimate it's cost

  • @sidharths2362
    @sidharths2362 Рік тому

    କଂସେପ୍ଟ ଟା ଭଲ ଅଛି ଗୋଟେ ଷ୍ଟିଲ ଚୁଲା ତଳେ ଗୋଟେ ଫ୍ୟାନ 5volt ର ଡିସି ଫ୍ୟାନଯାହା ନିଆଁ କୁ ଅମ୍ଳଜାନ ଯୋଗାଇ ବ

  • @harirana2269
    @harirana2269 Рік тому +3

    Ha

  • @nirmalbharati1307
    @nirmalbharati1307 Рік тому

    Yes

  • @harasahu6560
    @harasahu6560 Рік тому

    Nise

  • @pranatibarik2551
    @pranatibarik2551 Рік тому

    ଅଳ୍ପ ଜାଳେଣୀ ରେ/ମାନେ ଥରେ କାଠ ଦେଇ ହିଁ ଏହା ଯେତେସମୟ ଜଳୁଛି ତ କେମିତି ଜଳୁଛି ବୁଝି ହେଉନି। ଆମେ ସାଧାରଣତଃ କାଠ ଜାଳିଲା ବେଳେ ମଝିରେ ମଝିରେ ଆଉ ଦେଇଥାଉ। ହେଲେ ଏଥିରେ ସେମିତି ବୋଧେ ହେଉନି। ତେଣୁ କେମିତି ହେଉଛି ଟିକେ କହିବେ

  • @manojsethi4308
    @manojsethi4308 Рік тому

    Very nice chula

  • @sadanandamishra6269
    @sadanandamishra6269 Рік тому +7

    During demo I observed nonluminous flame, so how can it be smokeless?

    • @lovelysoren111
      @lovelysoren111 Рік тому

      ପ୍ରଚାରରେ ମିଛ କହିବା ସରକାର ଶିଖେଇଚି ସେମାନଙ୍କ ଭୁଲ୍ ନାହିଁ

  • @ashishkumardas3186
    @ashishkumardas3186 Рік тому

    Beautiful Products 👍

  • @brajakishoresahoo8270
    @brajakishoresahoo8270 Рік тому

    ୧) ସ୍ବାମୀ, ସ୍ତ୍ରୀ ମାତ୍ର ୨ଜଣ ଥିଲେ କେତେ ଗ୍ରାମ କାଠ ଲାଗିବ?
    ୨) ଫିକ୍ସ୍ଡ ପ୍ରାଇସ୍ ନା ବାର୍ଗେନିଂ ଅଛି?
    ୩) ଗାରେଣ୍ଟି/ଓ୍ବାରେଣ୍ଟି ବୋଧହୁଏ ନାହିଁ।
    ୪) ଡୋର୍ ଡେଲିଭରି ସପ୍ଲାଇ କରିବେ?
    ୫) ରାଜଧାନୀ ବଜାରରେ କେଉଁଠି ମିଳିବ?
    Plz Reply.

  • @falturandam4662
    @falturandam4662 Рік тому

    Nice 👍👍👍

  • @hemantsahoo7279
    @hemantsahoo7279 Рік тому

    Super 🎉

  • @saritasahoo6282
    @saritasahoo6282 Рік тому +1

    ଆପଣ ଚୁଲାର ଦାମ କହିଲେ ଅସୁବିଧା କଣ

  • @saritasahoo6282
    @saritasahoo6282 Рік тому +1

    ନମ୍ବର ଦେଇକି switch off କାରି ରଖିଛନ୍ତି
    ହେଲେ contact କରିବୁ କେମିତି ମୋବାଇଲ switch off

  • @biswadebbehera6871
    @biswadebbehera6871 Рік тому

    So exlent

  • @jagagareje7608
    @jagagareje7608 Рік тому +1

    ବହୁତ ସୁନ୍ଦର 👍 କେମିତି ମୀଳୀବ ଭାଇ

  • @shibaprasadpodh5308
    @shibaprasadpodh5308 Рік тому +2

    ଏଇଟା ବହୁତ ବର୍ଷ ତଳର କଥା
    ହାରାହାରି 10 ବର୍ଷ ଆଗରୁ ଆସିଥିଲା ଆଉ ଆପଣ ଆମକୁ ଭକୁଆ ବନେଇ ଦେଲେ

  • @gyanaranjanpatra8993
    @gyanaranjanpatra8993 Рік тому +5

    ଫୋନ ରିସଭି କରନ୍ତି ନା whatsapp ରେ ରିପ୍ଲାଇ କରନ୍ତି କିଛି କରନ୍ତିନି

  • @saratkushal1747
    @saratkushal1747 9 місяців тому

    ମୂଲ୍ୟ କେତେ କହୁନାହିଁ ଅର୍ଥ ଏଥିରେ ଠକାମୀ ଅଛି।

  • @biplabdas4137
    @biplabdas4137 Рік тому +3

    Beautiful

  • @kichigapa..kichistory...3628
    @kichigapa..kichistory...3628 Рік тому +2

    Bhai Adhika micha kahucha...
    1kg katha re 10jananka pai rosei haba...

  • @chandrasekharnayaka9658
    @chandrasekharnayaka9658 Рік тому

    କେତେ ଜଣଙ୍କ ପାଇଁ ସେଥିରେ ରୋଷେଇ ହେଇ ପାରିବ ? 50 kg ହଣ୍ଡା ବସେଇ ହେବ କି ? ଆଗକୁ ତମର ତିଆରି ଚୁଲା ବଜାରରେ ଚାଲୁ ଆଉ ସରକାରଙ୍କ ଚୂଲା ବନ୍ଦ ହେଉ ।ତେଣୁ ତମେ ସେ ଚୁଲା ଗୁଡ଼ିକ ତିଆରି କରି ଚାଲ ।ଅଧା ବାଟରେ ସାହାଯ୍ୟ ମିଳିଲାନି ବୋଲି ଅଟକି ରହିବନି । ମାଡ଼ି ଚାଲ ।

  • @manojkumar-pk7ml
    @manojkumar-pk7ml Рік тому

    Good

  • @catmomjyotsnamayee1042
    @catmomjyotsnamayee1042 Рік тому

    Kete tanka nice super bahut badhia heichi

  • @diptikicreation2315
    @diptikicreation2315 Рік тому

    Bhala haichhi
    Kintu sethire panijadi tale padijiba kharap heijiba ki

  • @raghumaninayak9593
    @raghumaninayak9593 Рік тому +1

    ବହୁତ୍ ବଢିଆ ଭାଇ ଧନ୍ୟବାଦ।

  • @Sambalpuriaa
    @Sambalpuriaa Рік тому

    Very good items

  • @joginathsahoo9358
    @joginathsahoo9358 Рік тому

    Nice

  • @hirachandmunda7541
    @hirachandmunda7541 Рік тому

    good idea 👍

  • @ubabuladora8565
    @ubabuladora8565 Рік тому

    Jay jagannth

  • @shibaramsahoo3068
    @shibaramsahoo3068 Рік тому

    Ok

  • @susilsusil4906
    @susilsusil4906 Рік тому +12

    So beautiful ❤️

  • @sadhanaranibehera9332
    @sadhanaranibehera9332 Рік тому +2

    Charger ra use kana katha aau kerosene re ta nia lagila aancha bhali, charger kana karagala kichhi jani helani,detail kuhantu

  • @sidhantbehera9180
    @sidhantbehera9180 Рік тому

    Gjb

  • @rameshswain5449
    @rameshswain5449 Рік тому +10

    Price. Sir

  • @RS-yn2bd
    @RS-yn2bd Рік тому +3

    ଦୟାକରି ମିଥ୍ୟା କୁହ ନାହିଁ

  • @KumarKumar-gy6yg
    @KumarKumar-gy6yg Рік тому +4

    ମୁଁ ଏପରି ଅଙ୍ଗାର ଚୁଲା ଆଗରୁ କରି ଜଳାଉଛି

  • @smileynikkysshortzing6957
    @smileynikkysshortzing6957 Рік тому

    A Chula ta mate modern chuli valia laguchi🥰

  • @diyacuttack
    @diyacuttack 8 місяців тому

    ଧୂଆଁ ନାହିଁ ତ ରୋଷେଇ ହେଉଥିବା ବାସନ କଳା ପଡୁଛି କେମିତି? କାଠ ଜଳିଲେ ଧୂଆଁ ହେବା ନିଶ୍ଚିତ। ତୁମେ ବିଜ୍ଞାନ ର ସିଦ୍ଧାନ୍ତ କୁ ବଦଳେଇ ପାରିବ ନାହିଁ।

  • @laxmidhardas3981
    @laxmidhardas3981 Рік тому

    The technology has not been properly mentioned for which the object may not be trustworthy and it looses faith.As the flame is yellow in colour it can not produce more heat for which it may not roast rice and meat properly that require more heat.Price life and guaranty are also not furnished.However you are requested to open one stall in coming Balijatra to be held at Cuttack where you will be able to exbit the demo and win the trust of people for bumper sale.Call of the time is to save energy or minimise the consumption of energy.If you are realy successful in this applied technology no doubt you will win heart of people.People surely opt to procure your equipment even at little higher cost.Awaiting for your stall to be opened on the Balijatra ground Cuttack in Nov.2022.

  • @dnandadinesh
    @dnandadinesh Рік тому

    ଫାଲତୁ ଟାରେ ୨ମିନିଟର ଭଡିଓକୁ ୧୨ ମିନିଟ କରି ସମୟ ନଷ୍ଟ କରନ୍ତୁ ନାହିଁ

  • @ManojBehera-he5sv
    @ManojBehera-he5sv Рік тому

    Sata katha bhai mane gov taraf ru a gudika banta jiba kahikina mu rourkela re ruhe,kichhi dina agaru kichhi loka gote sample pic ani dekhou thile rasan kard re gote matra gharaku diajiba,rasan card thile 600nebe nathile 3000,baki kebe debe seita dekhibare achhi

  • @malayakumarmohanty2961
    @malayakumarmohanty2961 Рік тому

    thanks 👍🙏🙏

  • @jagadishadabar6206
    @jagadishadabar6206 Рік тому

    Thank s

  • @mkrcreate3498
    @mkrcreate3498 7 місяців тому

    Thank you brother

  • @bijaykumarnayak8024
    @bijaykumarnayak8024 Рік тому +3

    So beautiful

  • @sibammusic8832
    @sibammusic8832 Рік тому +1

    No1 thaka,,,

  • @pradipkalika0066
    @pradipkalika0066 Рік тому +5

    Great job sir 🙏🏻🙏🏻❤️😍😍

  • @RameshSingh-qc6qz
    @RameshSingh-qc6qz Рік тому

    Very nice sir

  • @healthquestpintu8155
    @healthquestpintu8155 Рік тому +2

    ଫୋନ୍ ନମ୍ବର ଲାଗୁନି

  • @RAJESHpradhan01994
    @RAJESHpradhan01994 Рік тому +1

    ଠକ

  • @rajaandrap1770
    @rajaandrap1770 Рік тому +3

    ଏହି ଜିନିଷ ଟା ତଳେ ଛଟ ଫେନ୍ ଲାଗିଚି ଏନୁ ତାରୋ ହାବ ଉପରକୁ ଆସୁଚି ଏବଂ ମୋବାଇଲ୍ ଚାର୍ଜ ଆବଶ୍ୟକ ପଡୁଚି ଏନୁ କାଠ ଜାଳିଲେ ନିଅଁ ଉପରକୁ ଆସୁଛି

  • @himanshunayak2849
    @himanshunayak2849 Рік тому

    How it is smoke less describe that .......that is imp

  • @spvlogs3650
    @spvlogs3650 Рік тому

    ସତରେ ୧୦ ଜଣଙ୍କ ପାଇଁ ୧ କେଜି କାଠରେ।।।।

  • @menkasorensoren4971
    @menkasorensoren4971 Рік тому

    ତମେ ପାଗଳ ବୋଲି ସମସ୍ତେ ପାଗଳନା କଣ ମୋବାଇଲ ଚାର୍ଜର ଏବଂ ପାୱାର ଵ୍ୟାଙ୍କ ଖରାପ୍ କରିବୁନା କଣ

  • @babulaswain2835
    @babulaswain2835 Рік тому

    ମାତ୍ର ୪୦୦ଟଙ୍କା ଗୋଟିଏ ପରେ ଗୋଟିଏ ଫ୍ରି

  • @anjalimahapatro3668
    @anjalimahapatro3668 Рік тому +1

    Apana mane rate kahiki kohunahanti sabu kichhi kohuchanti lekin price ta kahunahanti,semiti 10 jananku rosei heyijibo kohuchanti kn kn rosei koriparibu matro 1kg wood re.

  • @anandmarkeyvlogs4766
    @anandmarkeyvlogs4766 Рік тому +1

    Price botao bhai, Video bonanti bholo bholo kintu price botanti nai eithi pai bholo lageni Price pai hi ete comment asuchi ,Price doyakori sobu video re botantu

  • @heronya1353
    @heronya1353 Рік тому +1

    Kou jagaru apan kahuchnti tam address please pathantu

  • @hemantapadhan5114
    @hemantapadhan5114 Рік тому

    Nice equipments

  • @k4238n
    @k4238n Рік тому +1

    ପାଣି ଗରମ. ଆଉ. ଚା ପାଇଁ.
    ରୋସେଇ ପାଇଁ ନୁହେଁ.

  • @odiasong539
    @odiasong539 Рік тому

    ସେମିତି ତ ଟିଣ କାଟିକି ଚୁଲା ହେଇଯିବ ତମେ କଣ କହୁଛ ତମ ମାନଙ୍କର ୱାଚିଙ୍ଗ ଟାଇମି.ଆଉ ଭିବର୍ଷ ବଢିବ ଆଉ

  • @s.n.electronic2004
    @s.n.electronic2004 Рік тому +1

    A chula re fan lagichhi

  • @biswabhusanbhanja1561
    @biswabhusanbhanja1561 Рік тому

    Not declaring the price we think you are going to cheat us. Declaring the price you will gain the faith of the people and it will lead to boost your business.

  • @rishikesh4340
    @rishikesh4340 Рік тому +6

    Cost କେତେ ରହୁଛି?

  • @pokestar5119
    @pokestar5119 Рік тому

    Wow

  • @niranjankandi9880
    @niranjankandi9880 Рік тому

    Bahut.bahut.dhanybad.sir

  • @bibhutibhusanpanda5680
    @bibhutibhusanpanda5680 Рік тому +1

    ମୁଁ ଏ ଚୁଲା କଲିକତା ରୁ ଆଣିଛି ମୋତେ 350/-- ଟଙ୍କା ପଡିଲା ମୁଁ 500/- ଟଙ୍କା ରେ ବିକୁଛି

    • @bibhutibhusanpanda5680
      @bibhutibhusanpanda5680 Рік тому +1

      ଯେ ନେବେ ମୋତେ ୟୁ ଟ୍ୟୁବ ରେ କହିବେ

  • @subratanayak8170
    @subratanayak8170 Рік тому

    ପଇସା କେତେ କାହିଁକି କହୁନ.....1kg କାଠ ରେ 10 ଲୋକ ହେବ ନି ଖାଇବାର ବେକାର

  • @d.rajeswarpatra5043
    @d.rajeswarpatra5043 Рік тому

    Price affordable?

  • @bishnumohan1500
    @bishnumohan1500 Рік тому

    If wood require to burn to cook then why it require electric charge or power bank in this smokeless chula

  • @b.mcreations8612
    @b.mcreations8612 Рік тому

    Bahut badhiya, price kete bhai

  • @santoshmakar7648
    @santoshmakar7648 Рік тому

    Power band ରୁ plug ରେ pin ରେ ଲଗା ଇବା technique ରୁ କଣ ହୁଏ ?

  • @banikantanayak1384
    @banikantanayak1384 Рік тому

    Amazing device

  • @bijayrout6288
    @bijayrout6288 Рік тому

    Bhut bhala,chulara dam kete

  • @mavisbommana9038
    @mavisbommana9038 Рік тому

    What is the caloric value?

  • @bikashbiswal9752
    @bikashbiswal9752 Рік тому +1

    Kom Kari dekhantu.