Pandian's Restless Ego Drowns BJD | Nirbhay Gumara Katha

Поділитися
Вставка
  • Опубліковано 10 чер 2024
  • Pandian's Restless Ego Drowns BJD | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 470

  • @gopalsamall8365
    @gopalsamall8365 16 днів тому +16

    ମୁଖ୍ୟମନ୍ତ୍ରୀ ଯିଏ ହୁଅନ୍ତୁ office ଦଲାଲ ଟାଉଟର ମୁକ୍ତ ରାଜ୍ୟ ମଦ ମୁକ୍ତ ହେଉ l

  • @Bnbwq7133
    @Bnbwq7133 16 днів тому +53

    ଆପଣଙ୍କ ଗୁମର କଥା କେବଳ ଓଡ଼ିଶାର ମଙ୍ଗଳ ପାଇଁ ବହୁତ ମୂଲ୍ୟବାନ।

    • @sasthakumarpurohit2580
      @sasthakumarpurohit2580 16 днів тому +1

      ଅହଙ୍କାରୀ ପଣ୍ଡିଆଁ ଯେ।ପର୍ଯ୍ୟନ୍ତ b j d ଦଳରୁ ବହିଷ୍କାର ନ ହୋଇଛନ୍ତି,ଓଡ଼ିଶା ବାସୀ b j d କୁ ବିଶ୍ୱାସ କରିବେ ନାହିଁ,।।

    • @KhiraSwain
      @KhiraSwain 16 годин тому +1

      ଆପଣଙ୍କ ଗୁମରକଥାଓଡିଶାରମଙ୍ଗଳପାଇ

  • @prafullamohanty5557
    @prafullamohanty5557 16 днів тому +6

    କେବଳ ସରକାରୀ କଳ ର ଅପ ବ୍ୟବହାର କରି ଆଜି ପର୍ଯ୍ୟନ୍ତ ନିର୍ବାଚନ ଜିତୁ ଥିଲେ। ୨ୟ ପାଳି ଠାରୁ ଏମନେ ଏପରି କରୁଥିଲେ। କିନ୍ତୁ ସେଣ୍ଟ୍ରାଲ ନେତୃତ୍ୱ ଏମାନଙ୍କୁ ଅତି ଜଟିଳ ଭାବେ ନେଇ ନ ଥିଲେ।

  • @AlekhMohapatra-lg4qt
    @AlekhMohapatra-lg4qt 16 днів тому +20

    ମହାଶୟ, ବାସ୍ତବିକ ଆପଣଙ୍କ ତର୍ଜମା ଖୁବ ସୁନ୍ଦର l ସତେ ଯେମିତି ଅନୁଭବ ହୁଏ ଯେ ଆପଣ ଆମ ହୃଦୟ ର କଥା କୁ ପ୍ରକାଶ କରୁଛନ୍ତି l ଆପଣଙ୍କ ବିଶ୍ଳେଷଣ ରେ ନିରପେକ୍ଷତା ଓ ନିର୍ଭିକତା ସ୍ପଷ୍ଟ ବାରିହୋଇ ପଡ଼େ l 🙏

  • @chakradharmishra5274
    @chakradharmishra5274 16 днів тому +56

    BJD ସବୁ election ରେ ସରକାରୀ କଳକୁ ବ୍ୟବହାର କରି ଜିତୁଥିବାରୁ Pandian ଙ୍କ ଅହଂକାର ଓ BJD ଜିତିବାର confidence ଅନେକ ବଢିଯାଇଥିଲା l

  • @surendranarayanpanda8021
    @surendranarayanpanda8021 16 днів тому +8

    ସାଧାରଣ ଲୋକଙ୍କ ଭିତରେ ଖାଲି ପରିବର୍ତ୍ତନ ପରିବର୍ତ୍ତନ ହାୱା ଭରିଗଲା.ସେଥିପାଇଁ ବିଜେଡିର ପତନ ର କାରଣ.

  • @pradippradhan4388
    @pradippradhan4388 16 днів тому +10

    ମୋଦୀ ଗାରେଣ୍ଟି କାମ କରିଛି, ନବୀନଙ୍କ ୫ବର୍ଷର ଦୁଷ୍କର୍ମ, ପାଣ୍ଡିଆନ୍ ର ଅହଂକାର କୁ ସାହାଯ୍ୟ କରିଥିବା ନବୀନ ପଟ୍ଟନାୟକ

  • @bhaskarjena7664
    @bhaskarjena7664 16 днів тому +5

    ଉଦ୍ଧବ ଅହଂକାର - କ'ଣ କରୁଥିଲେ ଦଳ, ମୁଖ୍ୟମନ୍ତ୍ରୀ ଓ ସରକାର ❤

  • @raghumaninayak9593
    @raghumaninayak9593 16 днів тому +14

    ଗର୍ବ ଗଞ୍ଜନ ନରହରି,ଗର୍ବ ନ ସହନ୍ତି କାହାରି

  • @Er.AnkeshKumarBehera1999
    @Er.AnkeshKumarBehera1999 16 днів тому +13

    ରାଜ୍ୟର ଅଣ ଓଡ଼ିଆ ମାଫିଆ, ବ୍ୟବସାୟୀ, ଠିକାଦାର ଙ୍କ ଉପରେ ଏକ ଆଲୋଚନା ହଉ

  • @nabinbeura3225
    @nabinbeura3225 16 днів тому +6

    ଲୋକେ ପ୍ରତ୍ୟେକ୍ଷ ଦେଖିଲେ ନବୀନ ବାବୁଙ୍କ ହାତ ଥରିଲାଣି, କଥା କହିବ କଷ୍ଟ ହେଲାଣି, ହାତ ଧରି ବା ଠେଲି ନେବାକୁ ପଡୁଛି.ବିଜେଡି ବହୁ ବ୍ୟବଧାନରେ ହରିବାର କାରଣ ସବୁ.

  • @soumyaranjansahoo2194
    @soumyaranjansahoo2194 16 днів тому +59

    ଓଡ଼ିଶାରେ ବିଜେପି ସରକାର ଆସିଲା.. ପ୍ରଥମ କ୍ୟାବିନେଟର ପ୍ରଥମ ଯୋଜନା (👏ଜେଲ ଯୋଜନା 👏) ରୁ ଆରମ୍ଭ ହେଉ... ପ୍ରଥମେ ଦୁର୍ନୀତି ଆଉ ଅରାଜକତା ଓଡ଼ିଶାରେ ବନ୍ଦ ହେଉ..

    • @gudlutripathy3283
      @gudlutripathy3283 16 днів тому +6

      Na...asobu pai nabin das nko time nhi...sobubale pandu aau bjd pochhore podichhonti...lajo lagiba kotha...bjp ro gunogano chalichhi

    • @pradoshnayak999
      @pradoshnayak999 16 днів тому

      🙏👏👏💐

    • @laxmidharhasda6209
      @laxmidharhasda6209 16 днів тому

      ​@@gudlutripathy3283ତମେ ବିଜେଡି କୁଜିନେତା ନିଶ୍ଚୟ । ନ ହେଲେ ବିଜେଡି ର ଦୁର୍ନୀତି କଥା କହିଲେ କାହିଁକି ବାଧୁଛି ନାରେ?

    • @anvlog1851
      @anvlog1851 16 днів тому

      Prathame Mada banda heu ,
      Madhua sara kara jaichi bjd
      Bjp sarakara mada birodha karichhanti bjd sarakara ku madhua sarakara Nama karana karichhanti

    • @manoranjan34680
      @manoranjan34680 16 днів тому

      ​@@gudlutripathy3283ଗୁଣ ଚି଼ହ୍ନଇ ଗୁଣିଆ, ସୁନା ଚି଼ହ୍ନଇ ବଣିଆ, ନବୀନ ଦାସଙ୍କୁ ଏତେ ହାଲକା ଭାବନି, ସେ ଜଣେ ଜ୍ଞାନୀ ଗୁଣୀ ଏବଂ ବରିଷ୍ଠ ସାମ୍ବାଦିକ, ତାଙ୍କର କାମ ହେଲା ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚକୁ ଆଣିବା, ବିଜେଡି ସରକାର ତ କମ୍ବଳ ସଦୃଶ, ତେଣୁ ତମକୁ ଲାଗୁଛି ସେ ବିଜେଡି ଓ ତାଙ୍କର ପିୟାଦା ପାଣ୍ଡିଆନ ଙ୍କ ପଛରେ ପଡିଛନ୍ତି

  • @kcr4public
    @kcr4public 16 днів тому +3

    ନବୀନ ସରକାର ହଟିବାରେ ଆପଣଙ୍କର ବହୁତ ବଡ଼ ହାତ ରହିଛି। ସେଥିପାଇଁ ଆପଣଙ୍କୁ ହାର୍ଦ୍ଦିକ ଧନ୍ଯବାଦ। ଜୟ ଜଗନ୍ନାଥ 🙏 🙏

  • @rabinarayanpradahan9380
    @rabinarayanpradahan9380 16 днів тому +12

    ଏ ନିର୍ବାଚନ ପ୍ରକ୍ରିୟାରେ ମୋର ଗୋଟେ ଭଲ ଉପଲବ୍ଧି ହେଉଛି, "ଜନତା ଖାଇଲେ କୈାରବ ଘରେ, ଶୋଇଲେ ପାଣ୍ଡବ ଘରେ" ... 😂

    • @manoranjan34680
      @manoranjan34680 15 днів тому

      ନିଶ୍ଚିତ, ପ୍ରତି ନିର୍ବାଚନ ରେ ଏପରି କରାଇ ବିଜେଡି ତାର ଅଧର୍ମର ସାମ୍ରାଜ୍ୟ ଗଢିଥିଲା ତେଣୁ ଜନତା ଯେତେବେଳେ ଜାଗ୍ରତ ହେଲେ କୌରବ ଶିବିର ଛାଡି ଧର୍ମର ପକ୍ଷ ନେଇ ପାଣ୍ଡଵ ଶିବିରରେ ଯୋଗଦେଇ ଅଧର୍ମର ସମ୍ରାଜ୍ୟକୁ ଧୂଳିସାତ କରିଦେଲେ

  • @saratnayak2016
    @saratnayak2016 16 днів тому +37

    ନବିନ ହାରିବା ଦରକାର ଥିଲା। ଏକ ରେ ଅହଂକାର ବଢ଼ି ଯାଇଥିଲା। ଉଭୟଙ୍କର ଅହଂକାର ଥିଲା। ୨୦୦୯ ରେ ହାରିବାର ଥିଲା। ତେବେ ଓଡିଶାରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା

  • @pritankshyi2024
    @pritankshyi2024 16 днів тому +31

    ଆପଣଙ୍କର ଏ ପ୍ରୟାସ ଜାରି ରଖିଥାଆନ୍ତୁ l
    ସଲାମ

  • @arabindamishra4045
    @arabindamishra4045 16 днів тому +47

    ଓଡ଼ିଶାର ନୂତନ ଓ ପ୍ରଥମ ବିଜେପି ସରକାର। ଶୁଭାୟୁ ଭବତୁ।

  • @jaygaming2240
    @jaygaming2240 16 днів тому +9

    ଆପଣଙ୍କ ବେଶ୍ଲେଷଣ ଓଡିଶା ବାସୀଙ୍କ ହୃଦୟକୁ ଛୁଇଁ ଯାଇଛି sir

  • @KUMAR-P1020
    @KUMAR-P1020 16 днів тому +9

    BJD ର ପରାଜୟ ସେଇଦିନୁ ଆରମ୍ଭ ହୋଇଥିଲା, ଯେଉଁଦିନ bjd bjp ମେଣ୍ଟ ରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ।

  • @AmilyaPradhan
    @AmilyaPradhan 16 днів тому +5

    ପଂଚାୟତ, tahasil, block office ପୁରା corruption.... ଲୋକେ ଅନୁଭବ କରିସାରିଥିଲେ....

  • @nrushinghnathsahu1630
    @nrushinghnathsahu1630 16 днів тому +11

    ଠିକ୍ କହିଲେ, ଜଣେ ବ୍ୟକ୍ତି ର ଅହଙ୍କାର.
    ସେଇ ବ୍ୟକ୍ତି ଟି ହେଲେ ନବୀନ୍ ପଟନାୟକ.
    ପାଣ୍ଡିଆନ୍ କେବଳ ମୋହରା

  • @annapurnasahoo7184
    @annapurnasahoo7184 16 днів тому +3

    ଆପଣଙ୍କ ଉପସ୍ଥାପନା ଅତିସୁନ୍ଦର ଏବଂ ସଠିକ୍ ତଥ୍ୟ ପ୍ରଦାନ ପାଇଁ ଅନେକ ଅନେକ ଶୁଭେଚ୍ଛା

  • @AdiluPatra
    @AdiluPatra 16 днів тому +8

    Sir ଗର୍ବ ଅଂକାର ହିଂସା ଲୋଭ ଏହି ଚାରିଟା ଯେଉ ମଣିଷ ପାଖରେ ଅଛି ଭଗବାନ ସହି ପାରନ୍ତିନାହିଁ ଅମିଥି ଦୋସାହନ୍ତି ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏

  • @swarajkumarbej3768
    @swarajkumarbej3768 16 днів тому +11

    ଆପଣା ହସ୍ତେ ଜିହ୍ଵା ଛେଦି ନଥାଏ କେହି ପ୍ରତିବାଦୀ

  • @BishnucharanRay-xy5ox
    @BishnucharanRay-xy5ox 16 днів тому +10

    ଓଡିଶା ବାସୀଙ୍କରେ BJP ଉପରେ ବହୁତ ଭରସା

  • @jchoudhury274
    @jchoudhury274 16 днів тому +4

    ମୁ 2009ମସିହା ରୁ ପ୍ରୟାସ ଜାରି ରଖିଥିଲି BJP ସରକାର କୁ ଭୋଟ ଦେବା ପାଇଁ 2024 ସଫଳ ହେଲା jay jagannath

  • @niranjannayak6173
    @niranjannayak6173 16 днів тому +1

    ସାର ଆପଣଙ୍କ ବିସ୍ଲେସଣ ବହୁତ ସୁନ୍ଦର,
    ଭଗବାନ ଜଗନ୍ନାଥ ଆପଣଙ୍କୁ କୃପା କରନ୍ତୁ.
    ନିର୍ଭୟ ଆଗକୁ ଆଗକୁ ବଢୁ.

  • @pranatidildilbecharasahoo6719
    @pranatidildilbecharasahoo6719 16 днів тому +1

    You are absolutely right.Thank you sir.

  • @sribastabapanigrahi9009
    @sribastabapanigrahi9009 16 днів тому +9

    ଆଜ୍ଞା ପାଣ୍ଡିଆନ ନିଶ୍ଚୟ କିଛି ଗୁପ୍ତ ଫୋଟୋ ଓ ଦସ୍ତାବିଜ ରଖିଛନ୍ତି, ଯାହା ଲୋକଙ୍କ ସମ୍ମୁଖରେ ରଖିଦେଲେ, ନବୀନଙ୍କ ଭାବମୂର୍ତ୍ତି ମାଟିରେ ମିଶିଯିବ | ନବୀନ ଙ୍କ ଭୟ ସେଇଠି, ପାଣ୍ଡିଆନ କେତେବେଳେ ନବୀନଙ୍କ ମୁଖା ଖୋଲିଦେବ |

  • @chandipadapanda4707
    @chandipadapanda4707 16 днів тому +2

    ପାଣ୍ଡିଆନ ସରକାରୀ କ୍ବାଟର୍ସ କଣ ପାଇଁ ଅଧିକାର କରି ଏଠାରେ ଅବସ୍ଥାନ କରିଛନ୍ତି,ସେ ନେଇ ଏକ ସ୍ପଷ୍ଟୀକରଣ ଆବଶ୍ଯକ ହେଉଛି ।

  • @bidhubhusandas4146
    @bidhubhusandas4146 16 днів тому +4

    ଯେଉଁ ମାନେ ସଦ୍ୟ ଅନ୍ୟ ଦଳ ଛାଡି bjd କୁ ଯାଇ ହାରି ଯାଇଛନ୍ତି ସେମାନଙ୍କ ଦୁଃଖ କହିଲେ ନ ସରେ

  • @gunanidhinaik3699
    @gunanidhinaik3699 16 днів тому +2

    ପାପର ମାଠିଆ ପୁର୍ଣ୍ଣ ହେବା ପରେ ହିଁ ବି.ଜେ.ଡି କୁ କ୍ଷମତାରୁ ବିଦାୟ ନେବାକୁ ପଡିଲା।ଆଗାମୀ ଦିନରେ ଯିଏ ବି ପୁର୍ବସରକାର ଭଲି କାର୍ୟ୍ଯ କରିବ ତାଙ୍କର ଅବସ୍ଥା ମଧ୍ୟ ଅନୁରୁପ ହେବ।

  • @sanjaynaik1442
    @sanjaynaik1442 16 днів тому +3

    Salute to you sir. You are the only channel who predicted the fall of BJD far before. No body might acknowledge but everybody has realised it

  • @AdiluPatra
    @AdiluPatra 16 днів тому +5

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @AmilyaPradhan
    @AmilyaPradhan 16 днів тому +3

    50lakh କୁ ନେଇ ପଂଚାୟତ ରେ କାମ ପାଇଁ worker ମାନଙ୍କ ଭିତରେ ଅସନ୍ତୋଷ ଥିଲା...

  • @gunanidhinaik3699
    @gunanidhinaik3699 16 днів тому +2

    ଜୁନ ୯ ରେ ବି.ଜେ.ଡି ସରକାର ର ଶପଥ ଗ୍ରହଣ ଉତ୍ସବ ହେବାକୁ ଥିଲା।ତାହାତ ହୋଇ ପାରିଲା ନାହିଁ ।ନିର୍ବାଚନ ରେ ଜନତା ଜନାର୍ଦ୍ଦନ ହିଁ ସର୍ବେସର୍ବା ।ଏହାକୁ ନ ବୁଝି ସେ କିପରି କହିପାରିଲେ ଯେ ଜୁନ ୯ ରେ ବି.ଜେ.ଡି ର ସରକାର ହେବ ବୋଲି ।

  • @mantoshmohanty3712
    @mantoshmohanty3712 16 днів тому +3

    BJP Should invite to Respected Nabin Das Sir to the oath ceremony of Odisha CM. He is an honest,layal and daring person. He is giving much awareness and knowledge to Odisha people. Jay Nabin Das❤

  • @LambodarLDB
    @LambodarLDB 16 днів тому

    ବହୁତ ସୁନ୍ଦର -ଜୟ ଜଗନ୍ନାଥ

  • @arabindamishra4045
    @arabindamishra4045 16 днів тому +16

    ନବୀନଙ୍କ ପାଣ୍ଡିଆନ ପାଖରେ ଦୁର୍ବଳତା ଓ ଅସହାୟତା ସମ୍ପର୍କରେ ତଦନ୍ତ ହୋଇ ଲୋକଲୋଚନକୁ ଆସିବା ଆବଶ୍ୟକ।

  • @narayanmohanty5100
    @narayanmohanty5100 16 днів тому +2

    ସାର, ଆପଣଙ୍କ ଏପିସୋଡ୍ ଟି ବହୁତ୍ ଭଲ ଲାଗିଲା।

  • @brajabandhusahoo6043
    @brajabandhusahoo6043 16 днів тому

    ଧନ୍ୟବାଦ

  • @sridharjagannathkarkoundin4616
    @sridharjagannathkarkoundin4616 9 днів тому

    अति दर्पे हता लंका अति मानेश्च कौरवाः ! अति दाने बलिः बध अति सर्वत्र गर्हितम् !

  • @susantasahu4627
    @susantasahu4627 16 днів тому

    Thank you sir apanaka nirbhaya ku dhanyabad salut

  • @chakradharswain9603
    @chakradharswain9603 16 днів тому +3

    ଓଡ଼ିଶା ଲୋକ ତାମିଲ ବଦମାସୀ ର ବଦଲା ନେଲେ, କେବଳ ବାକି ରହିଲା ପାଣ୍ଡିଆ କେବେ ଜେଲରେ ରହିବ, 👍👍👍👍

  • @debashishacharya3814
    @debashishacharya3814 16 днів тому +5

    ବିଜେଡି ନିଜ ଦୋଷକୁ ଏପର୍ଯ୍ୟନ୍ତ ବୁଝିବାକୁ ଅସମର୍ଥ ବୋଧହୁଏ ।

    • @manoranjan34680
      @manoranjan34680 16 днів тому

      ସେମାନେ କେବେବି ବୁଝିପାରିବେ ନାହିଁ, କାରଣ ବୁଝିବା ତାଙ୍କର ମାନସିକତା ନୁହେଁ

  • @ranjankumarboxi5957
    @ranjankumarboxi5957 16 днів тому

    ସୁନ୍ଦର ଉପସ୍ଥାପନା

  • @unparhi
    @unparhi 16 днів тому

    ଉପାଦେୟ bishleshna. ଧନ୍ୟବାଦ.

  • @sukantadas-sv5wn
    @sukantadas-sv5wn 16 днів тому +3

    100% right

  • @sabitamishra3732
    @sabitamishra3732 16 днів тому

    Bahut vala laguchhi dhanyabad pranam

  • @ankitcreation5282
    @ankitcreation5282 16 днів тому +5

    ସାର ଏବେ ବିଜେପି ବିଷୟରେ କୁହନ୍ତୁ
    ପାଣ୍ଡୁ କଥା ଛାଡ଼ନ୍ତୁ

  • @bijanmishra5021
    @bijanmishra5021 16 днів тому +1

    ସେଥିପାଇଁ ଆପଣଙ୍କ ର ପ୍ରଚେଷ୍ଟା ଅଭିନନ୍ଦନୀୟ।

  • @narendrapradhan3511
    @narendrapradhan3511 16 днів тому

    Bahut dhanyabad

  • @rabindramohansahu2459
    @rabindramohansahu2459 16 днів тому

    Very good. U r giving spot information Many Many Thank u🎉

  • @mituprdhan2020
    @mituprdhan2020 16 днів тому +2

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @manjupravamishra8000
    @manjupravamishra8000 16 днів тому

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @deepanjalimohanty9756
    @deepanjalimohanty9756 16 днів тому

    ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻

  • @lokanathmohapatra9375
    @lokanathmohapatra9375 16 днів тому +1

    Very good analysis

  • @pramodkumarrout7641
    @pramodkumarrout7641 16 днів тому +1

    There is no place of Ego in Democracy.

  • @mandapakasrinivasarao1191
    @mandapakasrinivasarao1191 16 днів тому

    You are right

  • @bipinbiharigouda6270
    @bipinbiharigouda6270 16 днів тому

    Thank you sir

  • @user-dp8ou6kq6g
    @user-dp8ou6kq6g 16 днів тому +4

    ଦୁଇ ଜଣ ବ୍ଯକ୍ତିଙ୍କର ଉଦ୍ଧତ ଅହଂକାର ଯୋଗୁଁ😅😅😅

  • @rabindrakumarpuhan7688
    @rabindrakumarpuhan7688 16 днів тому +1

    Nice apisode

  • @sibaprasadswain5060
    @sibaprasadswain5060 16 днів тому

    Sir, Namaskar, Your introduction and conclusion of today's real and mind blowing.

  • @arjunkisku3306
    @arjunkisku3306 16 днів тому

    Bahut bahut dhanyawad

  • @sachidanandapradhan-ev6fy
    @sachidanandapradhan-ev6fy 16 днів тому

    ଆପଣଙ୍କ ଗୁମର କଥା କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଲାଗୁଛି । ସମ୍ପୁର୍ଣ୍ଣ ସତ୍ୟ ବିଚାରକୁ ଉପସ୍ଥାପନ କରୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

  • @successfullife6722
    @successfullife6722 16 днів тому

    ଜୟ ଶ୍ରୀରାମ l🙏

  • @bhagirathimohapatra7621
    @bhagirathimohapatra7621 16 днів тому

    Sir thanks as a advisor right way of people odisha

  • @DR.B.NAYAK1980
    @DR.B.NAYAK1980 15 днів тому

    🙏ନିରାକାର ପରଂବ୍ରହ୍ମ ଜଗନ୍ନାଥ ଅନନ୍ତ ଶକ୍ତିର ମାଲିକ 🙏 l ତାଙ୍କ ବିଚାରରେ ଯାହାହୁଏ ପ୍ରାଣୀର. ମଙ୍ଗଳ ପାଇଁ l🙏

  • @GayatriJyotiSangeetPrashikhyan
    @GayatriJyotiSangeetPrashikhyan 16 днів тому

    Exlent analysis and forecast for BJP ,not to be punished by repeating the same in Future.It is Warning also.thanks.Hariom.

  • @adventindia2783
    @adventindia2783 16 днів тому

    Great

  • @bijaykumarsahoo7429
    @bijaykumarsahoo7429 16 днів тому

    Really Very nice presentation

  • @bijaykumarsahoo7918
    @bijaykumarsahoo7918 16 днів тому

    Very Nice Presentation namaste 🎉

  • @birajamishra2238
    @birajamishra2238 16 днів тому

    Excellent

  • @mituaswain4524
    @mituaswain4524 16 днів тому

    Best explanation sir...

  • @sahooagency1696
    @sahooagency1696 16 днів тому

    Great analysis sir

  • @kaliasahu3009
    @kaliasahu3009 16 днів тому

    Yes

  • @madanlohar8284
    @madanlohar8284 16 днів тому

    Very good advice Sir

  • @prasantaswain8431
    @prasantaswain8431 16 днів тому +1

    ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🙏

  • @sarojkumartripathy5033
    @sarojkumartripathy5033 16 днів тому

    ତଥ୍ୟ ଭିତ୍ତିକ ଉପ ସ୍ଥାପନ ଧନ୍ୟବାଦ

  • @ManojKumar-yw8cr
    @ManojKumar-yw8cr 16 днів тому

    Thanks

  • @user-fo9ko2lq6x
    @user-fo9ko2lq6x 16 днів тому +11

    ବିଳମ୍ୱ ହେଲେ ମଧ୍ୟ କର୍ମ ଫଳ ଫଳେ ୨୦୦୦ ମସିହା ରୁ ପର୍ଯ୍ୟାୟକ୍ରମେ ଯେଉଁ ବିଶ୍ୱାସଘାତକତାର ପ୍ରକ୍ରିୟା ବଳବତ୍ତର ଥିଲା [ ବିଜୟ ମହାପାତ୍ର ଠାରୁ ପ୍ରଦୀପ ପାଣିଗ୍ରାହୀ ପର୍ଯ୍ୟନ୍ତ ତା'ର ଫଳ ଗତ ୪ ତାରିଖରେ ପ୍ରକାଶିତ ହେଲା । ଏହାକୁ ଆପଣ ଅହଂକାର କୁହନ୍ତୁ ବା ଭାଗ୍ୟଫଳ କୁହନ୍ତୁ ଚଳିବ।

  • @amitamanjaridalai7961
    @amitamanjaridalai7961 16 днів тому

    Nabin sir, thank you.

  • @rabindrakumarpuhan7688
    @rabindrakumarpuhan7688 16 днів тому

    Sir your mode of presentation is hert touching so good and based upon truth welcome 🤗

  • @bhabanemallick1801
    @bhabanemallick1801 16 днів тому

    Wright sir

  • @user-od2fs9gq4v
    @user-od2fs9gq4v 16 днів тому +1

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ପଞ୍ଚସଖା

  • @chittaranjanbehera8173
    @chittaranjanbehera8173 16 днів тому +1

    We congratulate sir Mohan ch Majhi as our next CM

  • @user-sl4yh2yt4c
    @user-sl4yh2yt4c 16 днів тому +2

    ସାଦର ପ୍ରଣାମ, କଥାରେ ଅଛି, "ଅତି ଗର୍ବେ ହତଲଙ୍କା..."ଆପଣଙ୍କ ବିସ୍ଲେଷଣ ଶତପ୍ରତିଶତ ଠିକ... ଅହଙ୍କାରୀ ପାଣ୍ଡିଆନ ଯୋଗୁଁ ନବୀନ ସରକାରର ପତନ ଘଟିଲା. ଜୟ ଶ୍ରୀରାମ 🙏🙏🙏

  • @laxmidharnayak4191
    @laxmidharnayak4191 16 днів тому

    Ati sundar o sathik bislesan. Ases2 dhanyabad namaskar ji 🙏

  • @kdivyesh01
    @kdivyesh01 15 днів тому

    ଆଶା , ଓଡ଼ିଶାର ସାମଗ୍ରିକ ଉନ୍ନତିରେ ଆପଣଙ୍କ ପ୍ରୟାସ ନିଶ୍ଚିତ ଉପଯୋଗୀ ହେବ।

  • @sarojshankarmishra8223
    @sarojshankarmishra8223 16 днів тому

    ଆପଣଙ୍କ ବର୍ଣଣା ଅତି ଚମତ୍କାର। ବବି ଦାସ କ୍ରୀତଦାସ ବିଶୟ ରେ କୁହନ୍ତୁ।

  • @radheshyammishra2694
    @radheshyammishra2694 16 днів тому

    Very nice episode 👏

  • @rabindrakumarpuhan7688
    @rabindrakumarpuhan7688 16 днів тому

    Cent percent right 👍

  • @pranatidildilbecharasahoo6719
    @pranatidildilbecharasahoo6719 16 днів тому

    Very nice sir.

  • @snigdharanidash9310
    @snigdharanidash9310 16 днів тому

    Sir pranam apanka upastapana bahut bhalalaguchi ahuri agaku badhantu Jai jagannath

  • @subashrout6328
    @subashrout6328 16 днів тому

    Jaha kahile sata kahile. Jai Jagannath❤❤❤❤❤❤❤

  • @prasantkumarpanda3442
    @prasantkumarpanda3442 16 днів тому

    Very nice 👌👌

  • @prabhasray675
    @prabhasray675 16 днів тому +1

    Jay Shriram

  • @srikantasunderpanda5872
    @srikantasunderpanda5872 16 днів тому

    Nice analysis.

  • @radheshyammishra2694
    @radheshyammishra2694 16 днів тому

    My favorite programme

  • @tusharmohapatra7704
    @tusharmohapatra7704 16 днів тому

    Nice analysis sir as always 🙏