When Will The Odisha Hockey World Cup Scam Be Investigated ? | Nirbhay Gumara Katha

Поділитися
Вставка
  • Опубліковано 24 гру 2024

КОМЕНТАРІ • 291

  • @haraprasadBal
    @haraprasadBal 6 місяців тому +54

    ଆମେ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରୁଛୁ. ମୋହନ ସରକାର ସବୁ ଦୁର୍ନୀତି ର ତଦନ୍ତ କରନ୍ତୁ.।

  • @BishnucharanRay-xy5ox
    @BishnucharanRay-xy5ox 6 місяців тому +64

    ନିର୍ଭୟ ଶନିବାର ଓ ରବିବାର ପ୍ରଚାର ହେବାକୁ ଓଡିଶା ବାସି ଚାହାଁନ୍ତି

  • @sandhyaranimahanta8018
    @sandhyaranimahanta8018 6 місяців тому +1

    Fantastic , Excellent, Beautifully, Super , Amazing analysts

  • @ramachandrasahoo1921
    @ramachandrasahoo1921 6 місяців тому +1

    ବହୁତ ସୁନ୍ଦର କଥା ଜୟ ଶ୍ରୀରାମ 🙏🚩🚩🚩

  • @anshumanbehera1593
    @anshumanbehera1593 6 місяців тому +1

    Correct analysis. Write question must be questioned.

  • @PrasantaKumarSahoo-65
    @PrasantaKumarSahoo-65 6 місяців тому +29

    ଆଜ୍ଞା ନମସ୍କାର, ମତେ ଲାଗୁଛି ଯେ ଏ ନୂଆ ସରକାର ଆଉ ଭାଷଣ ପ୍ରିୟ ସରକାର ନୁହେଁ ତ...? ଯଦି ହଁ...ତେବେ ସେ ଭାଷଣ ର ଜବାବ ଜନତା ନିଶ୍ଚୟ ଦେବେ। ସେମାନେ ବହୁତ ଆଶା ନେଇ ବିଜେପି କୁ କ୍ଷମତା କୁ ଆଣିଛନ୍ତି।

    • @SidharthMishra99
      @SidharthMishra99 6 місяців тому

      Odisha Bhagya re bhala Sashana bhala CM nahanti

    • @PrasantaKumarSahoo-65
      @PrasantaKumarSahoo-65 6 місяців тому

      @@SidharthMishra99 ତଥାପି ଆଗାମୀ ଦିନକୁ ଆଶା ରଖିବା positively, ଦେଖିବା କଣ କଣ ହେଉଛି.....?

    • @SidharthMishra99
      @SidharthMishra99 6 місяців тому

      @@PrasantaKumarSahoo-65 taha ta thik

  • @girdharsahu3663
    @girdharsahu3663 6 місяців тому +17

    କାହିଁ କିଛି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ହେଉନି

  • @laxmidharabarik2952
    @laxmidharabarik2952 6 місяців тому +4

    ସାର୍ 🙏 ସମସ୍ତଙ୍କ ମତାମତ ପଢିବାକୁ ଅନୁରୋଧ କରୁଛି। କ୍ରୀଡା ଦୁର୍ନୀତିର ସିବିଆଇ ତଦନ୍ତ ହେବା ଦରକାର।

  • @Manoranjansahoo34680
    @Manoranjansahoo34680 6 місяців тому +7

    ଆଜ୍ଞା ନମସ୍କାର, ଆପଣଙ୍କର ଉପସ୍ଥାପନା ଖୁବ ମୂଲ୍ୟବାନ, ବର୍ତମାନ 2024 ଅଧା ହୋଇଛି ଏବଂ ମୋହନ ମାଝିଙ୍କ ସରକାରର ଆରମ୍ଭ, ଭାରତୀୟ ହକି ଫେଡେରେସନ ସହିତ ଅନୁବନ୍ଧ 2033 ପର୍ଯ୍ୟନ୍ତ ଥାଇ ସୁଦ୍ଧା ଖୁବ ତରବରିଆ ଭାବରେ ତାକୁ 2036 ପର୍ଯ୍ୟନ୍ତ ବଢାଇବା ଅତ୍ୟନ୍ତ ହାସ୍ୟାସ୍ପଦ ଆପଣଙ୍କ ସହିତ ମୁଁ ଏକମତ, ଧନ୍ୟବାଦ 👌👌👌

  • @brajakishorepadhi4022
    @brajakishorepadhi4022 6 місяців тому +7

    ହକି ନାମରେ ଅର୍ଥ ହରିଲୁଟ କଲା ନବୀନ ପଟ୍ଟନାୟକ।

  • @dr.purnendutripathy5263
    @dr.purnendutripathy5263 6 місяців тому +29

    ଏକ ନୂତନ ସରକାର ଆସିଲାଣି ବୋଲି ଅନୁଭବ ହେଉନାହିଁ।ଭାଷଣ ରେ ହିଁ ସୀମିତ ସବୁ। ପରିବର୍ତ୍ତନ ଆଭାସ ହିଁ ନାହିଁ।ବବି ଦାସ ର ଘର ଭଙ୍ଗାରୁଜା ବନ୍ଦ କରାଯିବାକୁ କାହିଁକି ଭୟ କଲେ ସରକାର?

    • @ranginodia
      @ranginodia 6 місяців тому +1

      Kemiti heba bhai Remote ba delhi re achi

    • @chandrakantsutar2922
      @chandrakantsutar2922 6 місяців тому

      Bobby should be arrested immediately for the lapses on his part

  • @gokulchandradas2507
    @gokulchandradas2507 6 місяців тому +6

    ଆପଣଙ୍କ ଜରିଆରେ ନିବେଦନ କରୁଛିକି ନୂଆ cm ଙ୍କ କାନରେ ପକାନ୍ତେ କି ରାଜ୍ୟର ଉପାସନା ସ୍ଥଳ ମାନଙ୍କରେ ଉଚ୍ଚ ସ୍ବରରେ ବାଜୁ ଥିବା ଡାକବାଜୀ ଯନ୍ତ୍ର କୁ ନିଷିଦ୍ଧ କରାନ୍ତୁ,

  • @TirtharajPanda
    @TirtharajPanda 6 місяців тому +6

    Jai Jagannath
    Very true and eye opening analysis
    Proud of U sir for showing mirror to the Government and Common people.

  • @padmacharandash8249
    @padmacharandash8249 6 місяців тому +14

    ଆଜ୍ଞା ନମସ୍କାର, ଗାଁ ନିର୍ମଳ ଧୋବାତୁଠରୁ ଜଣାପଡିଲା ଭଳି ବୋଧ ହୁଏ Bjd-Bjp ସରକାର ମୁଦ୍ରାର ଦୁଇପାର୍ଶ୍ବ ଭଳି । ଲାଗିଲାଣି ମୋହନ ସରକାର ମଧ୍ଯ ନବୀନ ଙ୍କ ଭଳି ଅତି ସ୍ବଛ ଶାସନ ଦେବେ ।

  • @kamarajjena5461
    @kamarajjena5461 6 місяців тому +4

    👍ନବୀନ sir, ମୋହନ ସରକାର ଙ୍କ ପଦକ୍ଷେପ ଭୁଲ. ଆପଣ ଠିକ କହିଛନ୍ତି

  • @bulusethy9220
    @bulusethy9220 6 місяців тому +8

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    ❤❤❤

  • @mituprdhan2020
    @mituprdhan2020 6 місяців тому +8

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻

  • @saratmishra7100
    @saratmishra7100 6 місяців тому +3

    Well said and perfect analysis.
    ଯେମିତି ଜଣେ ମନ୍ତ୍ରୀ ଅବକାରୀ ସେବା ବନ୍ଦ ହେବ ବୋଲି ସର୍ବ ସାଧାରଣ ରେ କହିଲେ, ବିନା କ୍ୟାବିନେଟ୍ ନିଷ୍ପତି ରେ।
    ଖାଲି ଭାଷଣ ଜୋର ରେ ଚାଲିଛି।
    କାମ କାମ, ଯେତିକି ଭି ହେଉଛି, ପୁରୁଣା ecosystem ରେ।

  • @deepanjalimohanty9756
    @deepanjalimohanty9756 6 місяців тому +2

    ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻

  • @ajitkumarpanda6388
    @ajitkumarpanda6388 6 місяців тому +2

    ୨୦୩୩ ତ ଆହୁରି ୮ ବର୍ଷ ବାକି ଅଛି,,,,,,,ତୁରନ୍ତ ନିଷ୍ପତି ପଛରେ କିଛି ତ ଅଛି,,,,,,,ଏ ଓଡ଼ିଶା କୁ ପ୍ରଭୁ ଜଗନ୍ନାଥ ହିଁ ଭରଷା,,,,,,,

  • @manjupravamishra8000
    @manjupravamishra8000 6 місяців тому +4

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @prafullamohanty5557
    @prafullamohanty5557 6 місяців тому +2

    Sir
    ଲାଗୁନି ଏ ସରକାର କିଛି କରି ପାରିବ। ଓଡ଼ିଆ ଲୋକ ମାନେ ଭକୁଆ ବନିଗଲେ।୫ ବର୍ଷ ବରବା ଦ୍ ହେଇଗଲା। ମହରଗ ରୁ ଯାଇ କନ୍ତର ରେ ପଡିଗଲେ। ଧନ୍ୟ ରେ ରାଜନେତା। ଧନ୍ୟ ତୁମର ସ୍ୱାଭିମାନ। ଛି ଛି।

  • @biswajitsethi7008
    @biswajitsethi7008 6 місяців тому

    ବହୁତ୍ ସୁନ୍ଦର ଏବଂ ତଥ୍ୟ ଭିତ୍ତିକ ବିଶ୍ଳେଷଣ କରିଛନ୍ତି ସାର୍.... ମୋହନ ସରକାର୍ ଆଗକୁ ଏହାର କଣ ତଦନ୍ତ କରୁଛନ୍ତି ଅପେକ୍ଷାରେ ରହିଲୁ

  • @indiradutta5837
    @indiradutta5837 6 місяців тому +2

    ମୋହନ ସରକାରଙ୍କ ଘରେ ନ ପଶୁଣୁ ଚାଳ ବାଜିଲାଣି ।ହେ କାଳିଆ ସାଆନ୍ତ ତାଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ ।

  • @pramodkumarrout7641
    @pramodkumarrout7641 6 місяців тому +2

    I request to Hon'ble Chief Minister,Odisha to watch every day the episode of Nirvaya Gumar Katha in the interest of the people of Odisha.

  • @amitakar948
    @amitakar948 6 місяців тому +4

    ଜୟ ଜଗନ୍ନାଥ 🙏🏿

  • @manojpanda2956
    @manojpanda2956 6 місяців тому

    ସାର୍ ଆପଣଙ୍କୁ ଧନ୍ୟବାଦ, ଯେତେ ଗୁମର କହିଲେ ବି ସରକାର ଙ୍କ ପରିଚୟ ଗୋଟିଏ, ମୋହନ ସରକାର ନିରବ କାହିଁକି କିଛି ବୁଝି ହେଉନି

  • @sushildash1265
    @sushildash1265 6 місяців тому +9

    ବିଗତ ସରକାର ରେ ହକି ଖେଳ କୁ ନେଇ ଯେଉଁ ଦୁର୍ନୀତି ହୋଇଛି ତାହା ଉପରେ ଯଦି ବର୍ତ୍ତମାନର ମୋହନ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ସେ ରାଜ୍ୟବାସୀଙ୍କ ଆସ୍ଥା ହରେଇବା ସୁନିଶ୍ଚିତ ତଥା ଭୀଷଣ ଭାବେ ବଦନାମ୍ ହୋଇ କଳଙ୍କିତ ହେବେ,ଏଥିରେ ତିଲେମାତ୍ର ସନ୍ଦେହ ନାହିଁ।

  • @padmanayak9883
    @padmanayak9883 6 місяців тому

    ଜୟ ଜଗନ୍ନାଥ
    ନବିନ ବାବୁ ଆପଣ ସଠିକ୍ ବିଶ୍ଲେଷଣ କରି ସରକାର ଙ୍କୁ ଚେତାଉଥାନ୍ତୁ

  • @Ajitpanda2739
    @Ajitpanda2739 6 місяців тому +8

    ସାର ନମସ୍କାର ଦୟାକରି ଗୋଟିଏ ଟପିକ ରେ ନିୟୁଜ ପରିବେଷଣ ନ କରି କିଛି ରାଜ୍ୟ ର କିଛି ଦେଶର ଏବଂ ଓଡିଶା ର ବିଭିନ୍ନ ଜିଲ୍ଲା ର ଖବର ପରିବେଷଣ କଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି 🙏

    • @RockySanz54
      @RockySanz54 6 місяців тому

      Sir nka problem hela ki se khali anti-BJD agenda topic upare charchaa karuchanti sabubele. Most of the "Gumara Katha" is either totally false or unproven

  • @sureshchandradash6900
    @sureshchandradash6900 6 місяців тому +2

    5 ବର୍ଷ ମଧ୍ୟରେ କିଛି ଦେଖିପାରିବେ ନାହିଁ, ରାଧେ ରାଧେ ତୁମର ଅଧେ କୁ ଆମର ଅଧେ

  • @Iloveyou-p7g
    @Iloveyou-p7g 5 місяців тому

    ଜୟ ଜଗନ୍ନାଥ

  • @biswanathpadhy8371
    @biswanathpadhy8371 6 місяців тому +2

    ଜୟ ନାରାୟଣ ମିଶ୍ର ଂକୁ home minister କରାଗଲେ ସବୁ investigation ହେବ।

  • @successfullife6722
    @successfullife6722 6 місяців тому +1

    ଜୟ ଶ୍ରୀରାମ l🙏

  • @sarojpradhan830
    @sarojpradhan830 6 місяців тому +3

    Jay Sri Rama Jay jay ❤❤❤❤❤❤❤

  • @successodisha2581
    @successodisha2581 6 місяців тому +18

    କିଛି ବି ତଦନ୍ତ ହେବନି । ନା ରଥ ଯାତ୍ରା ପୂର୍ବ ରୁ ନା ପରେ। ଆପଣ ଲେଖିକି ରଖନ୍ତୁ। ସବୁ ମିଳି ମିଶି ଚଳାଉଛନ୍ତି। ନା ଆପଣ ମାନେ କଣ କହୁଛନ୍ତି।😅😅😅😅

  • @surendranarayanpanda8021
    @surendranarayanpanda8021 6 місяців тому +3

    ବର୍ତ୍ତମାନ ଓଡ଼ିଶାରେ ବିଜୁଜନତାଦଳ ବିରୁଦ୍ଧ ରେ ଓଡ଼ିଶାବାସୀଙ୍କ ଏତେ ପରିମାଣର ଅସନ୍ତୋଷ ଆଗରୁ କେବେ ଦେଖିନଥିଲୁ.

  • @BHARATSAGAROFFICIAL
    @BHARATSAGAROFFICIAL 5 місяців тому +1

    ହକି ନାରେ କୋଟି କୋଟି ଟଙ୍କା ଲୁଟ ହେଇଛି

  • @ashokkumarsahoo7041
    @ashokkumarsahoo7041 5 місяців тому

    ଆଜ୍ଞ୍ୟା କହିବା କାହାକୁ ଶୁଣିବ କିଏ? ସମସ୍ତଙ୍କର ଜାତୀୟ ଚରିତ୍ର ପ୍ରାୟତଃ ସମାନ 😊

  • @KushaRaut-eg1yr
    @KushaRaut-eg1yr 6 місяців тому

    ଭିତିରି ଭୟ ରେ ମୋହନ

  • @PuneshSenapati
    @PuneshSenapati 6 місяців тому +4

    ପରଦା ପଛରେ ବହୁତ କିଛି ଚାଲିଛି। ତିନି ମୁଖ୍ୟମନ୍ତ୍ରୀ ଉପ ମୁଖ୍ୟମନ୍ତ୍ରୀ ଓ କିଛି ବରିଷ୍ଠ ନେତୃତ୍ବ ଦିଲ୍ଲୀ ଯିବା ପଛରେ ବହୁତ ରହସ୍ୟ ରହିଛି।

  • @sureshpatel1309
    @sureshpatel1309 6 місяців тому

    ଦୁର୍ନୀତି କୁ ବାହାର ନ କଲେ, ଏ ସରକାର କୁ ଦୁର୍ନୀତି ର ସମର୍ଥକ କୁହାଯିବ। ଏମାନଙ୍କୁ ମଧ୍ଯ ବାଟ ଦେଖାଇ ଦିଆଯିବ।

  • @netajidash9367
    @netajidash9367 6 місяців тому +1

    ଏହିଭଳି ଚାଲିଲେ ଏ ସରକାର ଏକ ନିକମ୍ମା ସରକାର ବୋଲି ବାର୍ତ୍ତା ଯିବ।

  • @srinibashpanda9726
    @srinibashpanda9726 6 місяців тому +2

    Jay Jagannath 🙏

  • @thirdeye9492
    @thirdeye9492 6 місяців тому +1

    ବିଜେପି ହେଉ କି ବିଜେଡି
    ଧାନ ନୁହଁ ସବୁ ଅଗାଡି 😄
    ଗତାନୁ ଗତିକ ଧାରାରେ
    ଚାଲଇ ଶାସନ ପରାରେ
    ଧଣ୍ଡିଆ ହେଉ କି ତମ୍ପ
    ସମସ୍ତେ ଗିଳନ୍ତି ଥୋପ
    ବୃଥା ନ କରିବା ରୋଷ
    ସବୁ ସେ ଗାତର ଦୋଷ
    😢😢😢

  • @ghanashyamswain4941
    @ghanashyamswain4941 6 місяців тому

    Neet UG ଦୁର୍ନୀତି ବିଷୟରେ ଜଣାନ୍ତୁ

  • @madhusudanchhachhan7405
    @madhusudanchhachhan7405 6 місяців тому

    Good narration

  • @kastucharansahu6656
    @kastucharansahu6656 6 місяців тому

    Right

  • @SibaPrasadPadhi-nw5rt
    @SibaPrasadPadhi-nw5rt 6 місяців тому

    U r right sir

  • @subhasishrout6859
    @subhasishrout6859 6 місяців тому +1

    Jay Jagannath 🙏🙏 sir

  • @trilochanpatnaik6321
    @trilochanpatnaik6321 6 місяців тому +1

    ବିର୍ସା ମୁଣ୍ଡା hockey stadium ଯେପରି ଗିନିସ ବୁକ୍ ରେ ସ୍ଥାନ ପାଇଲା ଏ stadium ରେ ଯେତିକି ଦୁର୍ନୀତି ହେଲା ତାହା ମଧ୍ୟ ଗିନିସ ବୁକ୍ ରେ ସ୍ଥାନ ପାଇଥିବା କଥା।

  • @bmmedia6408
    @bmmedia6408 6 місяців тому +1

    Jaya jagannath

  • @KrishuvlogsYT
    @KrishuvlogsYT 6 місяців тому

    Dada 🎉🎉

  • @rabindrarath9474
    @rabindrarath9474 6 місяців тому

    ସାର ଆମେ ଆପଣଙ୍କ ଉପସ୍ଥାପନାରେ ସତପ୍ରତିଶତ ଏକମତ ପ୍ରଥମେ ମୁଖ୍ୟମନ୍ତ୍ରୀ 24ବର୍ଷର ଦୁର୍ନୀତିର ପେଡି ଖୋଲନ୍ତୁ ସିବିଆଇ ଇଡି ସମସ୍ତ ଦୁର୍ନୀତିର ତଦନ୍ତ କଲେ ଏ ଓଡିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବେ

  • @narendrabarik9855
    @narendrabarik9855 6 місяців тому

    Jagannatha Bharasa

  • @SaratkumarPrusty-t8w
    @SaratkumarPrusty-t8w 6 місяців тому

    Jai sriram

  • @sureshchandradash6900
    @sureshchandradash6900 6 місяців тому

    ଆଜ୍ଞା ଆପେକ୍ଷ କରନ୍ତୁ ହାତି ପାଡିବ ପାଡିବ ଫୁସ

  • @pratappadhi8400
    @pratappadhi8400 6 місяців тому

    ଶେଷରେ କ'ଣ ହେଲା, ଖାଅ ପିଅ ଆଉ ଯାହାକୁ ଦେବା କଥା ଦିଅ ନୀତି ଆପଣେଇନେଲେ ପରା😆

  • @rabindarnathdash2512
    @rabindarnathdash2512 6 місяців тому +1

    ସବୁ ଏକା ଭାଡିର ପାରା । କହିବା କାହାକୁ,କପାଳରେ ହାତ ମାରିବା ସାର ।

  • @arunkumarprusty1968
    @arunkumarprusty1968 6 місяців тому

    ମହାଶୟ, ନବୀନ ସରକାର ହୁଅନ୍ତୁ କି ମୋହନ ସରକାର, ବିଜେଡି ସରକାର ହୁଅନ୍ତୁ କି ବିଜେପି ସରକାର, ସେମାନେ ଜାଣି ରଖିବା ଦରକାର ଏକା ମାଘରେ ଶୀତ ଯାଏ ନାହିଁ।ଭୋଟରମାନଙ୍କ ପାଖରେ କମ୍ବଳ ସବୁବେଳେ ସୁରକ୍ଷିତ ଅଛି।ଯେତେବେଳେ ଶୀତ ଆସିବ ଭୋଟରମାନେ କମ୍ବଳକୁ ପାଣିରେ ଓଦା କରି ଧରାଇଦେବେ।

  • @manoranjanmalla1349
    @manoranjanmalla1349 6 місяців тому +1

    ଜୟ ଶ୍ରୀ ଜଗନ୍ନାଥ 🙏
    Sir, ଖାଲି ଚଉକି ରେ ବସି ଗଲେ ପରିବର୍ତ୍ତନ ହବ ନାହିଁ। ଗୁରୁ ଦାୟିତ୍ଵ ନେଇ ଛ ବୋଲି କହୁଛ କିନ୍ତୁ ମୂଳ କାରଣ ଯାହା ପାଇଁ ଲୋକେ ଭୋଟ ଦେଇଥିଲେ ତାହା ଭୁଲି ଯିବା କଥା ନାହିଁ। ଯାହା ସବୁ ଦୁର୍ନୀତି ହେଇଚି ତାକୁ ସବୁ ଲୋକ ଙ୍କ ସମ୍ମାନ ଙ୍କୁ ଆଣିବା କଥା। ନ ହେଲେ 5 ବର୍ଷ ବେଶି ଦିନ ନୁହେଁ।
    ଜୟ ଶ୍ରୀ ରାମ 🙏

  • @SusantaBarik-ki2wz
    @SusantaBarik-ki2wz 6 місяців тому

    ସାର ମୋହନ ସରକାର ଖେଳକୁଦରେ ମନ ନଦେଇ କାମଖେତ୍ରରେ ଅଧିକ ସହଯୋଗ ଦରକାର ଜୁଵ ପିଲା ମାନେ ଵହୁତ ‌ଅସିଵିଦାରେ ଅଛନ୍ତି

  • @surendranathlenka3599
    @surendranathlenka3599 6 місяців тому

    ଆଜିର ବିଶ୍ଳେଷଣ ରୁ ମୋହନ ସରକାର କିଛି ଶିଖିବା ଉଚିତ। ପୂର୍ବ ସରକାରଙ୍କ ସମୟର ନିଷ୍ପତ୍ତି ର ସମୀକ୍ଷା କରି ଓଡ଼ିଶାର ସ୍ୱାର୍ଥରେ ହୋଇଥିବା ନିଷ୍ପତ୍ତି ବ୍ୟତୀତ ଅନ୍ୟ ନିଷ୍ପତ୍ତି ବାତିଲ ହେବା ଆବଶ୍ୟକ।

  • @skdreamland8486
    @skdreamland8486 6 місяців тому

    ଯେମିତି ଜୟ ନାରାୟଣ ଙ୍କ ସହ one 2 one episode କରିଥିଲେ ସେମିତି 1 ଏପିଶୋଡ ମୋହନ ମାଝି ଙ୍କ ସହ କରନ୍ତୁ

  • @acharyaone7500
    @acharyaone7500 5 місяців тому

  • @KrishuvlogsYT
    @KrishuvlogsYT 6 місяців тому

    যুক্তরাজ্য

  • @padarbindasamal4365
    @padarbindasamal4365 6 місяців тому

    Tamsha Chalichi

  • @prakashpanigrahi6393
    @prakashpanigrahi6393 6 місяців тому

    ବିଜେଡି ସରକାରଙ୍କ ସବୁ କାର୍ଯ୍ୟ ବିଶ୍ବ ସ୍ତରୀୟ ହୋଇଛି ବୋଲି ଦଳ ଘୋଷଣା କରିଆସୁଥିଲା। ଦୁର୍ନୀତି କେମିତି ପଛରେ ପଡ଼ିଥାନ୍ତା। କିନ୍ତୁ ଏହା ମଧ୍ୟ ବିଶ୍ଵ ସ୍ଥରୀୟ।ଅବଶ୍ୟ ଏହା ଅଘୋଷିତ !

  • @Jagannath-oc9ht
    @Jagannath-oc9ht 6 місяців тому

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @KushaRaut-eg1yr
    @KushaRaut-eg1yr 6 місяців тому

    ମୋର ଚାଲେଞ୍ଜ ରହିଲା BJP ଓଡ଼ିଶା ରେ 5 ବର୍ଷ ପୂର୍ଣ୍ଣ ଦରକାର୍ ହବ ନାହିଁ 😂😂😂😂😂

  • @Ajitpanda2739
    @Ajitpanda2739 6 місяців тому

    ବିଜେଡି ମଧ୍ୟ ସମାନ ଅବସ୍ଥା କଲା

  • @UttamKumar-lv2vv
    @UttamKumar-lv2vv 6 місяців тому

    ଓଡ଼ିଶା 2 ଭାଗ ହେବା ଥୟ

  • @AshokPanda-qt4qn
    @AshokPanda-qt4qn 6 місяців тому

    Pura Mane Achhi Sir Seya Bhuli hebanahi Mon Oriya nkar Prabhab Odisare Ahata Amara Parampara re Parinata Heijeichhi JaiJaganath 🙏

  • @pratapchandrasamal2396
    @pratapchandrasamal2396 6 місяців тому

    ସାର୍, ଦୟାକରି NEET ଦୁର୍ନୀତି ଉପରେ କିଛି କହିବେ କି। ଏଥିରେ ଓଡ଼ିଶା ସମେତ ପ୍ରାୟ 25 ଲକ୍ଷ ପିଲାଙ୍କର ଭବିଷ୍ୟତ ବନ୍ଧା ପଡ଼ିଗଲା। ସବୁ ଦୁର୍ନୀତି ଠାରୁ ମାରାତ୍ମକ ହେଉଛି ଶିକ୍ଷା ଆଉ ସ୍ବାସ୍ଥ୍ୟ ଦୁର୍ନୀତି।

  • @gitanjalinath3030
    @gitanjalinath3030 6 місяців тому

    l ହକିପାଇଁ କିଛି ଭିତ୍ତିଭୂମି ନଥାଇ ପ୍ରାୟୋଜକ ହେବା କେତେଦୂର ଠିକ.ଖେଳାଳି ବି ଜଣେ. ଆପଣ ଏମିତି କହୁଥିବେ ମୋତେ ଲାଗୁନି ଏଠି କିଛି ପରିବର୍ତ୍ତନ ହେବ

  • @shradhakarbarik708
    @shradhakarbarik708 6 місяців тому

    ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବା ଦରକାର

  • @ajitmohanty4777
    @ajitmohanty4777 6 місяців тому

    ମୋହନ ସରକାର ଙ୍କ କାମ effective feel ହଉନି ....

  • @gouranganayak6989
    @gouranganayak6989 6 місяців тому

    Good afternoon sir

  • @rabinarayanpradahan9380
    @rabinarayanpradahan9380 6 місяців тому

    ଦଳ ଭର୍ତ୍ତି ପୋଖରୀ ରେ ପହଁରିଲା ଭଳି ମତେ ଲାଗୁଚି,,,,,😅

  • @janardanpanda5378
    @janardanpanda5378 6 місяців тому

    ମତେ ଯେତେ ମାଠୁଛୁ ମାଠ୍ ମୁଁ ସେହି ଦର ପୋଡା କାଠ ସବୁ ଗୋଟିଏ ଲାଉର ମଞ୍ଜି

  • @duryodhanghadai556
    @duryodhanghadai556 6 місяців тому

    ଯଥା ପୂର୍ବମ୍ ତଥା ପର

  • @manasmandal4983
    @manasmandal4983 6 місяців тому +1

    🎉🎉🎉

  • @umeshchandradash2881
    @umeshchandradash2881 6 місяців тому

    ନମସ୍କାର ଆଜ୍ଞା।ଏ ମୋହନ ସରକାର କିଛି କାମକୁ ନୁହେଁ। ଲୋକ ମାନେ ଯେଉଁ ଥି ପାଇଁ ଭୋଟ ଦେଲେ ସେ କାମ କିଛି କରୁ ନାହାନ୍ତି।ବଡ଼ ଦୁଃଖର ବିଷୟ

    • @lalitranjangaon4015
      @lalitranjangaon4015 6 місяців тому

      ଭାଇ sir, BJD ଯାହା କରିଛନ୍ତି ସେୟା କହୁଛନ୍ତି।bjp abe ଯାହା କରୁଛି ସେୟାକୁ ବି କହୁଛନ୍ତି। ରାମ ମନ୍ଦିରରେ ପାଣି galuni news ଭଲରେ ଦେଖ।

    • @lalitranjangaon4015
      @lalitranjangaon4015 6 місяців тому

      Sir,nku ନିନ୍ଦା କରିବା ପୂର୍ବରୁ ଭାବେ

    • @sandhyaranimahanta8018
      @sandhyaranimahanta8018 6 місяців тому

      ସତ କଥା

  • @baikunthabehera3971
    @baikunthabehera3971 6 місяців тому

    PUNASCHA BHAI BHAI KOLLA LOLLI NITI CHALILA .JANATA HEBE BHAKUA .JAY SRI JAGANNATHA .

  • @sureshchandradash6900
    @sureshchandradash6900 6 місяців тому

    ଏମାନେ କଂସାରୀ ଘରର ପାରା, ଢୋଲ ଶବ୍ଦ କିଛି ଶୁଭିବ ନାହିଁ

  • @padmanavsahoo8432
    @padmanavsahoo8432 6 місяців тому

    ବିଜେଡି ର ୨୪ ବର୍ଷ ଶାସନ କାଳରେ ଯେତିକି ସ୍କାମ ହେଇଛି ଏହି ସରକାର କଣ କିଛି କରିପାରିବେ ନାହଁ କଥାରେ ଅଛି ସବୁ ଗୋଟେ ନାଉର ମଞ୍ଜି l

  • @chakradharmohanta8751
    @chakradharmohanta8751 6 місяців тому

    ମୁନ୍ନାଭାଇ ଏମ୍.ବି.ବି.ଏସ୍ ର ମୁନ୍ନାଭାଇ ଭଳି ରୋଗୀ ସେବା କର। ମାତ୍ର ମୁନ୍ନାଭାଇ ଡାକ୍ତରୀ ପାଠ ପଢି ନ ଥିଲେ। ଏଣୁ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବିବୃତ୍ତିର ମୂଲ୍ୟ କ'ଣ ରହିଲା ??

  • @pro10classes
    @pro10classes 6 місяців тому

    "ମୁଁ ନବୀନ ଦାସ ରୋକଠକ" ରେ କିଏ ମନେରଖିଛନ୍ତି??

  • @akpanda833
    @akpanda833 6 місяців тому

    Sports Minister moving with Secretary & sleeping mode

  • @Ffffffeecvbutreerfhyhuj
    @Ffffffeecvbutreerfhyhuj 6 місяців тому

    ଆପଣ ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ.
    ଲଙ୍କା କୁ ଯିବେ ଯୋଉ ଜନ,
    ସେସବୁ ରାବଣ ସମାନ.

  • @rajalaxmimohanty1356
    @rajalaxmimohanty1356 6 місяців тому

    ଓଡ଼ିଶା ରୁ କେତେ ଟଙ୍କା ଦିଆଯିବ 2033 ସୁଦ୍ଧା ଜଣାଇଲେ ଉପକୃତ ହେବୁ।

  • @deepakkumarmohapatra5056
    @deepakkumarmohapatra5056 6 місяців тому

    👍👍🙏🙏

  • @durgaprasadsamantaray7084
    @durgaprasadsamantaray7084 6 місяців тому

    ଘୋଡ଼ା ତର ତର ବିକାଯାଏ,ମଣିଷ ତର ତର ବିକାଯାଏନି।

  • @jayshreeramharharmahadev1108
    @jayshreeramharharmahadev1108 6 місяців тому

    ଟିକେ ଟାଇମ ଲାଗିବ ଏବେ ମନ୍ତ୍ରୀ ମାନେ ନୂଆ ନୂଆ ମଲାଇ ଖାଉଚୋନ୍ତି ନା ବେଶୀ ଉତୁରି ପଡୁଚି ସେମାନେ ଆଉ କରିବେ କଣ୍ ବାକି ସରକାର ଚାହିଁଲେ ସବୁ ଚୁପ୍ ହେଇଯିବ

  • @gurumohanty8208
    @gurumohanty8208 6 місяців тому

    କେନ୍ଦୁଝରିଆ ମୋହନ କଣ ମୋଦି ଘରେ??? ଜମା ସପ୍ତାହେ ହେଇନି, କାଇଁ ଅଦାନୀ ଅମ୍ବାନୀ ଆଉ ଖଣି ରେ ପଶୁ ନାହାନ୍ତି ତ??? ସେ ଯୋଉଠି ରହିଲେ କାହାର କିଛି ଆପତ୍ତି ନାହିଁ ହେଲେ ଗୁଜରାଟ ମାଫିଆ ଖଣି ରେ ଯେମିତି ନ ପଶନ୍ତି 😂😅😊😢

  • @Sahityapanda
    @Sahityapanda 6 місяців тому

    ଆଜ୍ଞା.... ନମସ୍କାର୍,........ କହିଲେ... କହିବ..... କହୁଚି। ମୋହନ ମାଝି ଯେବେ ତଦନ୍ତ ଆରମ୍ଭ କରିବେ 😂😂

  • @KushaRaut-eg1yr
    @KushaRaut-eg1yr 6 місяців тому

    ଚିପାଙ୍ଗି ମାନେ ଘର ଦେଶ ଚଳେଇବେ କିଛି ଅସୁବିଧା ନାହିଁ ହେଲେ ସହରୀ ଲୋକ ର ବିଚାର ବିମର୍ଶ କରିବା ଜରୁରୀ

  • @mahapatra787
    @mahapatra787 6 місяців тому

    ନବୀନ ବାବୁ
    ଆପଣଙ୍କର ସମସ୍ତ episode ର ସମୀକ୍ଷା ଅତ୍ୟନ୍ତ databased। ଧନ୍ୟବାଦ ଆପଣ ଙ୍କୁ। ମୁଁ ଆପଣ ଙ୍କ ସମସ୍ତ episode ଦେଖେ।
    ହକି ପାଇଁ ଯାହା କଲେ ଯେମିତି ତରବରିଆ ଭାବେ କଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। BJD ସହ ଭିତିରିଆ ସମ୍ପର୍କ ଆଉ ନାହିଁ ତ।
    ନୀଳାଦ୍ରି ମହାପାତ୍ର

  • @PradiptaRout-qh2ze
    @PradiptaRout-qh2ze 6 місяців тому

    Sir କଟକ CDA ଦୁର୍ନୀତି ବିଷୟ ରେ ଭିଡ଼ିଓ ଆଣନ୍ତୁ

  • @bijayakumarchoudhury959
    @bijayakumarchoudhury959 6 місяців тому

    ମୋହନ ବୋକା ନୁଁ ହ।କିଛି ସମୟ ପରେ ସେ ଯିବ, କିଛି କମାଇ କରି ପାରିବେନି।