Dhara Sirabana Masa Sesa Rabibara || Childhood School Time Song || Adyasha Sahu

Поділитися
Вставка
  • Опубліковано 18 вер 2024
  • Dhara Sirabana Masa Sesa Rabibara || Childhood School Time Song || Adyasha Sahu
    #bhikaribalofficial
    #ashokbal
    #childhoodsong
    Song Details :
    Song - Dhara Sirabana Masa Sesa Rabibara
    Singer - Adyasha Sahu
    Music - Ashok Bal
    Lyrics - Digambara Ratha
    Audio Mixing & Recording - Rajendra Guru
    Recording Studio - Jay jagannath Studio, Cuttack,CDA , Sector -10
    Video - Kalachand Beuria
    Channel Head - Kalachand Beuria

КОМЕНТАРІ • 179

  • @susantbarik7204
    @susantbarik7204 Рік тому +7

    ବହୁତ ଖୋଜିଛି। ଆଜି ମିଳିଗଲା ତୃତୀୟ ଶ୍ରେଣୀର ସାହିତ୍ୟ ବହିର ପଦ୍ୟ। ବହି ଖୋଲିବା ଆଗରୁ ମୁହଁ ରୁ ବାହାରି ଆସୁଥିଲା

  • @umeshchandramohapatra8291
    @umeshchandramohapatra8291 11 місяців тому +8

    ଏଭଳି ସୁନ୍ଦର ଗୀତ ସବୁ ପାଠ୍ୟଖସଡ଼ାରୁ ଦୁରେଇ ଯିବା ଦ୍ୱାରା ପିଲାମାନଙ୍କର ବୋଧଜ୍ଞାନ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି !

  • @houseofmusic.507
    @houseofmusic.507 Рік тому +6

    ଗାୟନ ଅତି ସୁନ୍ଦର ହେଇଛି।
    ପୁରାତନ ଗୀତରେ ଜୀବନ ପାଇଛି ସ୍ୱର ସଂଯୋଜନା।
    ଚମତ୍କାର।
    ସମସ୍ତଙ୍କୁ ପ୍ରଶଂସା ଏବଂ ହାର୍ଦ୍ଦିକ ଅଭିନନ୍ଦନ।
    ପ୍ରଫୁଲ୍ଲ କୁମାର ତ୍ରିପାଠୀ
    ଗୀତିକାର (ଆକାଶବାଣୀ)

  • @s2creator206
    @s2creator206 Рік тому +4

    👍🏻👍🏻👍🏻🌹🌹🌹ଜୟ ନିଧିବୁଢା 🌹🌹🌹🌹🌹🌹🌹🌹🌹🌹🌹

  • @chabisahu3950
    @chabisahu3950 Рік тому +7

    ଆମେ ପଢିଲା ବେଳକୁ ଏ ଗିତଟି ପଢା ହଉଥିଲା ବହୁତ ସୁନ୍ଦର ଭାବରେ ପରିବେଷଣ କରିଛନ୍ତି

  • @RajendraKumar-tf9kg
    @RajendraKumar-tf9kg 10 місяців тому +5

    ମନେ ପଡେ ପିଲାଦିନ ସାହିତ୍ୟ କବିତା ଆଯାକୁ 40ବର୍ଷ ତାଳେ ମୁଁ ପଡ଼ିଥିଲି ଆଜି ଗୀତ ଶୁଣି ମୁଁ ଆନନ୍ଦିତ ହେଲେ ❤

  • @krupasindhumaharana2620
    @krupasindhumaharana2620 Рік тому +32

    ପିଲାଦିନର ସ୍କୁଲ ପାଠ୍ୟ ଖସଡ଼ାର ଏକ ଶିକ୍ଷଣୀୟ ଗୀତ ଥିଲା.ଏହା ବୋଧେ ତୃତୀୟ ଶ୍ରେଣୀ ସାହିତ୍ୟ ବହିର (ବିଚାର ବିଗିଡି ଗଲା )କବିତା ଥିଲା

  • @rabichandrapal632
    @rabichandrapal632 Рік тому +6

    ସୁନ୍ଦର ତୃପ୍ତିର ଅବସାଦ ନାହିଁ.... ଯେଉଁ ଛୋଟିଆ ବେଳ ରେ ବିଦ୍ୟାଳୟ ପାଠ ଆଜିବି ଉଦ୍ଜୀବିତ... ଅତି ସୁନ୍ଦର ଭାବପୂର୍ଣ୍ଣ ଗୀତ... ଶିକ୍ଷଣୀୟ ବ୍ୟବସ୍ଥା ଥିଲା ପାଠ୍ୟ ଖସଡ଼ା ରେ

  • @Runukunu
    @Runukunu Рік тому +5

    ବହୁତ ସୁନ୍ଦର । ପିଲା ବେଳ କଥା ମନେ ପଡ଼ିଗଲା।👌👌❤️🙏

  • @amritkumarsahoo5824
    @amritkumarsahoo5824 Рік тому +3

    Puruna smurti pila bela pathapadha katha sabu manapakai dela Ashok bhai❤❤❤. Chamatkaar singing n music

  • @mohinisethi757
    @mohinisethi757 Рік тому +4

    Bahut sundar gaaicha Adyasha..!👌

  • @bhaktikatha8756
    @bhaktikatha8756 Рік тому +9

    🎉🎉🎉🎉ପିଲାଦିନେ ପଢ଼ିଥିଲି ଏପର୍ଯ୍ୟନ୍ତ ମନେ ଅଛି ଗୀତଟି,ବହୁତ ଭଲ ହୋଇଚି ଆଗାମୀ ଦିନରେ ପୁରୁଣା ଗୀତକୁ ଆଗକୁ ଆଣିବେ ବୋଲି ଆଶା।

  • @manasbarik9243
    @manasbarik9243 Рік тому +15

    ବହୁତ ଦିନ ହେଲା ଏହି ଛୋଟ ପିଲା ଦିନର ଗୀତଟି ଶୁଣିବାକୁ ମନରେ ବହୁତ ଇଛା ଥିଲା ଆଜି ଶୁଣି ବହୁତ ଖୁସୀ ଲାଗିଲା, ଜୟ ଜଗନ୍ନାଥ

  • @sweetsamratcreation3228
    @sweetsamratcreation3228 Рік тому +4

    Sweet voice 🥰👌🥰 nice song 👍

  • @champeswarbudhia3524
    @champeswarbudhia3524 Рік тому +4

    ବହୁତ ସୁନ୍ଦର, ଭୁଲି ଯିବାକୁ ହୋଇଥିଲା

  • @anantakishoreparida59
    @anantakishoreparida59 Рік тому +4

    Very very very nice......

  • @kailashswainkailashswain6878
    @kailashswainkailashswain6878 Рік тому +7

    ୫୨ ବର୍ଷ ପୂର୍ବେ ଆମେ ୩ୟ ଶ୍ରେଣୀରେ ପଢୁଥିଲୁ। ସେତେବେଳେର ସାମାଜିକ ବାର୍ତ୍ତା ଥିଲା ପରିବେଶ ଶିକ୍ଷା।

  • @prakashkanhar2772
    @prakashkanhar2772 Рік тому +4

    ମୋ ଅଜାକାଳର ଗୀତ ରଚନା କରିଥିବା ରୁ ଭିକାରୀ ବଲ Sir ତୁମକୁ ବହୁତ ବହୁତ ଧନ୍ୟବାଦ୍

  • @gyanahotaspeaks8578
    @gyanahotaspeaks8578 Рік тому +3

    ବହୁତ ବଢ଼ିଆ

  • @suvrajyotinayak763
    @suvrajyotinayak763 Рік тому +3

    Sundar swar lagi Ashok bal nku dhanyabad

  • @subratdas4074
    @subratdas4074 Рік тому +4

    ଅତି ସୁନ୍ଦର ଭାବରେ ପରିବେଷଣ.....❤

  • @sivacharana3867
    @sivacharana3867 Рік тому +5

    ସ୍ୱାସ୍ଥ୍ୟ ବିଭାଗ ନିଧି ରଥ ବୁଲାଇଲା କିନ୍ତୁ
    ଗଣଶିକ୍ଷା ବିଭାଗ ନିଜ ଯିଦିରେ ଅଟଳ
    ପିଲାଙ୍କ ବହିରେ ଆଣିଲା ନାହିଁ ।

  • @rangalataraj8176
    @rangalataraj8176 Рік тому +4

    Bahut sundar. Mana khusi heigala.

  • @houseofmusic.507
    @houseofmusic.507 Рік тому +4

    ❤❤❤❤।

  • @mangulidehuri514
    @mangulidehuri514 Рік тому +4

    ମୋ ହଜିଲା ଅତିତ❤

  • @gayadharpatra3233
    @gayadharpatra3233 Рік тому +3

    My child hood school time song.good.

  • @simanchalbhai740
    @simanchalbhai740 Рік тому +7

    ଏ ଗୀତଟି ଶୁଣିଲାପରେ ପିଲାଦିନର ସବୁ ସ୍କୁଲ କଥା ମନେ ପଡ଼େ,ଏବେବି ଗୀତଟି ମନେଅଛି ମୋର,,,,

  • @sachikantakharsel2487
    @sachikantakharsel2487 Рік тому +2

    Bahut sunder Gita . Pila dina katha mane pade...

  • @rangalataraj8176
    @rangalataraj8176 Рік тому +3

    Mun mane mane ai gitatiku mane Palau thili.bahut bhala lagila.

  • @nilambarbehara3562
    @nilambarbehara3562 Рік тому +3

    ତୃତୀୟ ଶ୍ରେଣୀ ରେ ଆମକୁ ପଢା ହେଉଥିଲା 1987 ମସିହାରେ, ଶ୍ରୀମାନ ନିରଞ୍ଜନ ନାୟକ (ଅରସୁଲ) Sir ସୁନ୍ଦର୍ ମନଛୁଆଁ ପଢ଼ାଇଥିଲେ, ହାୟ ରେ ବାଲ୍ୟ ଜୀବନ

  • @LokanathSahoo-kl6sm
    @LokanathSahoo-kl6sm 16 днів тому +1

    Good

  • @NirupamaBhoi-fs8ed
    @NirupamaBhoi-fs8ed 10 місяців тому +2

    କବି,ସଂଗୀତ ନିର୍ଦ୍ଦେଶକ ଗାୟିକା ସମସ୍ତ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

  • @sujatamaharana8417
    @sujatamaharana8417 Рік тому +4

    Ahi gitati ama sahitya bahira ahaku sunu sunu mo piladina katha Mane padigala so thank you.

  • @tapankumarpradhan-yr8uk
    @tapankumarpradhan-yr8uk Рік тому +6

    ମନେପଡ଼େ ଗୀତ ଗୁଡ଼ିକ, ମନେ ପଡ଼େ ପିଲାଦିନର କଥା l ପଢୁଥିଲା ସମୟରେ ମୁଁ ଯେତେବେଳେ ଏଇ ଗୀତଟି ବୋଲୁଥିଲି ଜଣେ ବୁଢ଼ୀ ମାଆ (ଲାଲ୍ ମାଆ) ବହୁତ ଖୁସି ହେଇ ଯାଉଥିଲା, ଆଉ ମୋର ମାଆଙ୍କୁ କହୁଥିଲା ତୋର ପୁଅର କଣ୍ଠସ୍ୱର ବହୁତ ମଧୁର l ହାୟରେ ବିଧାତା ଆଉ ଖୋଜିଲେ ପିଲାବେଳ କଣ ମିଳିବ ? ଭଉଣୀ ଗାଇ ଶୁଣାଇ ଥିବାରୁ ମୁଁ ଅନେକ ଅନେକ ଧନ୍ୟବାଦ ସହିତ ଆଶୀର୍ବାଦ ଦେଉଛି ✋ଭଉଣୀଙ୍କ ମଙ୍ଗଳ ହେଉ, ଚଲାପଥ ପୁଷ୍ପିତ ହେଉ 🌷💐 ସର୍ବେ ଭବନ୍ତୁ ସୁଖିନଃ... 🙏🙏

  • @biranchimahanta614
    @biranchimahanta614 Рік тому +3

    Old is gold.very nice

  • @gadadharkar3527
    @gadadharkar3527 10 місяців тому +3

    ସ୍ଵର ,ଲୟ , ତାଳ ସର୍ଵୋପରି ଅଭିନୟ ପାଇଁ ପୁନର୍ବାର ଧନ୍ୟଵାଦାର୍ହ ।

  • @subelalkurmi6497
    @subelalkurmi6497 Рік тому +2

    Chhota belara katha mane padigala very nice 👍

  • @champeswarbudhia3524
    @champeswarbudhia3524 Рік тому +4

    ❤old is gold ❤❤❤❤❤❤❤

  • @sushantamohanty6448
    @sushantamohanty6448 Рік тому +4

    Pila Dina kotha bht Mane poduchi

  • @bpatra508
    @bpatra508 11 місяців тому +2

    ମୋ ପିଲାଦିନ ମନେ ପଡିଗଲା
    ବହୁତ ସୁନ୍ଦର ଲାଗିଲା

  • @suvrajyotinayak763
    @suvrajyotinayak763 Рік тому +3

    Nidhibudha ki jay ho

  • @puritasahu6555
    @puritasahu6555 Рік тому +2

    Very nice song and voice, aame padhi thilabele bahu thara gaeechhu , bahut maja lagu thila ,thankyou so much 💐

  • @pratimasamal2055
    @pratimasamal2055 Рік тому +2

    Piladina gita suni bahut khusilagilaa.
    .

  • @BABANKANHAR
    @BABANKANHAR Місяць тому +1

    ଏହି ଗୀତ ତୃତୀୟ ଶ୍ରେଣୀ ସାହିତ୍ୟ ବହିରେ ( ବିଚାର ବିଗିଡ଼ି ଗଲା ) ୧୯୮୮ ମସିହାରେ ପାଠ ପଡ଼ିଥିଲି, ପୂନରାବୃତ୍ତି ହୃଦୟ ସ୍ପର୍ଶି ଗୀତକୁ କଣ୍ଠଦାନ କରିଥିବା ଭଉଣୀଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ୍ 🙏🙏🙏

  • @ChitamDami-b5e
    @ChitamDami-b5e 7 місяців тому +2

    ବହୁତ ଧନ୍ୟବାଦ କି ପିଲା ଦିନ ସ୍କୁଲ ଯିବା କଥା 30ବର୍ଷ ପରେ ମାନେ ପକାଇ ଦେଲ ❤❤❤

  • @NiranjanPanda-f2o
    @NiranjanPanda-f2o Місяць тому +1

    ବହୁତ ସୁନ୍ଦର. ପିଲାଦିନେ ଶୁଣିଥିବା ଗୀତ ମାନଙ୍କ ମଧ୍ୟରୁ ଏହା ଅନ୍ୟତମ. ବେଶ ହୃଦୟ ସ୍ପର୍ଶୀ.

  • @pratapchandraswain873
    @pratapchandraswain873 10 місяців тому +4

    ପ୍ରାୟ ମନେ ପଡୁଛି 50 ବର୍ଷ ତଳେ ଏହାର ନାଟିକା କରିଥିଲୁ

  • @balakrushnadas-fc1tr
    @balakrushnadas-fc1tr Місяць тому +1

    ଏହି ସଂଗୀତ ଆଉ ଶୁଣିବାକୁ ମିଳେ ନହିଁ ବହୁତ ପୁରୁଣା ସୃତି ଶୁଣିଲେ ବହୁତ ଆନନ୍ଦ ଲେଗା

  • @trilochanmallick9321
    @trilochanmallick9321 Рік тому +4

    Dhanyabad bhauni a kabita pain

  • @pabitramohanpasha8525
    @pabitramohanpasha8525 10 місяців тому +2

    ଆମ ପିଲା ଦିନର ଗୀତ। ବହୁତ ବହୁତ ଧନ୍ୟବାଦ।

  • @gadadharkar3527
    @gadadharkar3527 7 місяців тому +2

    ଅତିଉପାଦେୟାତ୍ମକ ନୀଚିଶିକ୍ଷା ମୂଳକପଦ୍ଯ। ଘରର ଚତୁର୍ପାର୍ଶ୍ୱ ରେଯଦି ଏଭଳି ମାରାତ୍ମକ ମାନବ ଥାଆନ୍ତି ତେବେ ନିଧିବୁଢାପରି ସେମାନଙ୍କୁ ବ୍ଯବହାର ଶିଖାଇବା ଦରକାର। ଝିଅଟିର କଣ୍ଠସ୍ବର ଅଭିନୟବେଶ୍ ଆନନ୍ଦ ଦାୟକ ଥିବାରୁ ସେ ଧନ୍ଯବାଦାଶୀର୍ବାଦାର୍ହ।

  • @gadadharkar3527
    @gadadharkar3527 Рік тому +5

    ନାଟକୀୟ ସ୍ଵରରେ ପିଲା ଦିନର ପାଠପଢ଼ା ଗୀତଟି ମା ତୋ ମୁହଁ କୁ ବହୁତ ଶୋଭା ପାଉଛି ।ଆଉ ଭଲ ଭାବରେ ଗୀତ ଗାଇ ଜୀବନରେ ଉନ୍ନତି କରିବାରେ ସଚ୍ଚେଷ୍ଟ ହୁଅ । ଧନ୍ୟବାଦ୍।

  • @santoshkanhar7082
    @santoshkanhar7082 Рік тому +3

    Beautiful song

  • @AkashKumar-in7iz
    @AkashKumar-in7iz 5 місяців тому +3

    ଆମ ବେଳେ ବଦଳାଯାଇଥିଲା

  • @ssroy6362
    @ssroy6362 Рік тому +2

    Bahut bhala heichi 😊

  • @brajasahu9518
    @brajasahu9518 10 місяців тому +2

    music sound system excellent and sweet song also

  • @gopalpatro1047
    @gopalpatro1047 5 місяців тому +2

    ମୁଁ ଗୀତଟିକୁ ଶୁଣି ଭାରି ଆନନ୍ଦ ପାଇଲି, ଆଜିକାଲି ଏପରି ଗୀତ ପିଲାମାନଙ୍କୁ ଶୁଣିବାକୁ ଦେଲେ କିଛି ଶିକ୍ଷା ଲାଭ ପାଅନ୍ତେ.

  • @JogiNathaNaik-e3j
    @JogiNathaNaik-e3j 4 місяці тому +2

    ଏଇ ଗୀତ ଆମ ପାଠପଢିଵାବେଳେ ଥିଲା ଭାରିବଢିଆ ଗୀତ

  • @adyashasahoo6543
    @adyashasahoo6543 Рік тому +3

    Very Good

  • @dancesatawithkriti9076
    @dancesatawithkriti9076 11 місяців тому +2

    Bahut sundr Kain aama pla dna aau aaji ra pla ta mobile bhaiya ku srkr aahuri buaa pathya khasada tenu aama pla a sabu paibe kouthu bahut sundr lagila

  • @krishnaprasadrath
    @krishnaprasadrath Рік тому +2

    Bahut sundar 45 barsa talara patha.Bahut sandesha ethire Nidhibudha deijaithile e saaja ra lokanka pain hele aajikara e janata kan eha palana karuchhanti??? 🙏 Jai Srikrishna 🙏

  • @debendrabhoi2744
    @debendrabhoi2744 10 місяців тому +2

    ପ୍ରାୟ 23 ବର୍ଷ ତଳେ ଏହି ଗୀତ ରେ ନାଟକ କରିଥିଲୁ ଓ ପ୍ରାଈଜ ମଧ୍ୟ ମିଳିଥିଲା ❤❤❤

  • @ita43763
    @ita43763 10 місяців тому +1

    ପରିବେଶ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁନ୍ଦର ଗୀତ.

  • @soumyatutorial3010
    @soumyatutorial3010 Рік тому +2

    Very nice, IT remembered me child hood

  • @gayadharpatra3233
    @gayadharpatra3233 Рік тому +2

    Mama, thank you for your tuning voice.

  • @sushantamohanty6448
    @sushantamohanty6448 Рік тому +4

    Mana ku chui jauchi

  • @samantkumar3883
    @samantkumar3883 Рік тому +2

    So sweet and beautiful message by this & back the child hood through this Poem.👌👌💯

  • @PRABHUKRUPAPRODUCTION
    @PRABHUKRUPAPRODUCTION Рік тому +3

    old is gol

  • @munumunu363
    @munumunu363 10 місяців тому +2

    Thank you very much for brought this very classic poem from our 🙏🏿Odisha's odia literature. I was witnessed how I was enjoying to reciting this un forgettable poem.If I am wrong this beautiful poem was available in late 80's .I was discovered in between 1984 ,85. Thank u so much to re alive my childhood memories 🙏🏿🌾

  • @purnachandranaik1014
    @purnachandranaik1014 10 місяців тому +1

    ବହୁତ୍ ସୁନ୍ଦର ଉପସ୍ଥାପନା

  • @NILANCHAL6515
    @NILANCHAL6515 4 місяці тому +2

    Satare bhauni ❤ mana khusire nachi uthila

  • @krushnasahoo7401
    @krushnasahoo7401 11 місяців тому +1

    E padyati ati chamatkar o upadeya

  • @gayatrichakrabarty317
    @gayatrichakrabarty317 Рік тому +2

    Old is gold❤❤❤❤❤

  • @anakarsethi4385
    @anakarsethi4385 5 місяців тому +3

    ୫୨ ବର୍ଷ ତଳେ ମୁଁ ଏ କବିତା ପଢ଼ିଥିଲି ୧୯୭୨ ମସିହାରେ

  • @koushalyamutkia5186
    @koushalyamutkia5186 Рік тому +3

    Good❤

  • @bhawanichhachhan4020
    @bhawanichhachhan4020 Рік тому +2

    Old is Gold aaau dabae sir

  • @kedarchandrabarik9799
    @kedarchandrabarik9799 10 місяців тому +1

    Mo piladinara Gita. Bahut Sundar.

  • @user-zv8ik9uk9l
    @user-zv8ik9uk9l 10 місяців тому +1

    Dharasirabanamasasesarabibara nidhibudhabadipatepadichhibichara sampurna gitati lekhibakuichhaachhi ta❤😮❤❤❤

  • @bhaskarchandrabehera2089
    @bhaskarchandrabehera2089 Рік тому +2

    Congratulations

  • @bijayroutray9647
    @bijayroutray9647 11 місяців тому +2

    Very. Nice. Song

  • @Kumarlipuofficialodia
    @Kumarlipuofficialodia Рік тому +3

    ❤❤❤

  • @nibedanamusic7718
    @nibedanamusic7718 Рік тому +2

    Jogya bapanka sujogya pua thank you very much

  • @kailashchandrapadhiary5512
    @kailashchandrapadhiary5512 11 місяців тому +1

    ❤❤❤ Thanks reminding me the Childhood Sahitya bahi gita !!!!!!
    Pila bela, pila mana, very nice song to remember our respected teachers!!!!

  • @santanukumarsahoo1143
    @santanukumarsahoo1143 Місяць тому

    ବହୁତ୍ ବଢିଆ ଲାଗିଲା । ଏହାକୁ ଆମେ ସ୍କୁଲ୍ ରେ ତୃତୀୟ ଶ୍ରେଣୀ ରେ ପଢ଼ୁଥିଲୁ । ସ୍କୁଲ୍ ବେଳର କଥା ମନେ ପଡ଼ିଲା ।
    ବହୁତ୍ ବହୁତ୍ ଧନ୍ୟବାଦ୍ ।

  • @tapankumarswain6515
    @tapankumarswain6515 Рік тому +4

    ଆମ ପିଲା ଦିନେ ପଢ଼ୁଥିଲି

  • @JishukrishnaDas-et4ek
    @JishukrishnaDas-et4ek Місяць тому

    ବହୁତ ଭଲ ଲାଗିଲା ଧନ୍ୟବାଦ୍ ଆଶା ବାନ୍ଧିଥିବା ଗୀତ ଶୁଣି 🙏

  • @bharatmallick4032
    @bharatmallick4032 Рік тому +3

    Bapa ka time ra gita

  • @susilkumarmahanta4588
    @susilkumarmahanta4588 Рік тому +2

    Nice song ❤❤❤❤

  • @LokanathBehera-ip3ll
    @LokanathBehera-ip3ll Місяць тому

    ,ବିଗତ। ୫୦। ବର୍ଷ। ତଳର। ଅଭୁଲା। ସ୍ମୃତି। କେତେ ମଧୁର। ଲାଗୁଛି ସତେ ଗୀତଟି। ଶୁଣିଲେ ସେ ଦିନର। ସବୁ। ଦୃଶ୍ୟ। ଆଖି। ଆଗରେ। ନାଚି। ଯାଉଛି

  • @PRABHUKRUPAPRODUCTION
    @PRABHUKRUPAPRODUCTION Рік тому +3

    old is gold.

  • @suchandanjena8557
    @suchandanjena8557 Рік тому +2

    Excellent ❤

  • @rajanisahu4577
    @rajanisahu4577 Рік тому +3

    ଗଣତନ୍ତ୍ର ର ରକ୍ଷା କରିବା ଜନସାଧାରଣ ଙ୍କ ଦାୟିତ୍ଵ, ତଥାପି ଅଦାଲତି ହସ୍ତକ୍ଷେପ ଦରକାର ଗଣତନ୍ତ୍ର କୁ ରକ୍ଷା କରିବା।

  • @simantinitripathy506
    @simantinitripathy506 3 місяці тому +2

    Very nice sir

  • @pradeepmohanty1905
    @pradeepmohanty1905 Місяць тому

    Swachhata bisayare kte sundar barna......

  • @Sundarmani-f6m
    @Sundarmani-f6m Місяць тому

    ବହୁତ୍ ବଢିଆ ଗୀତ।

  • @hadubandhumaharana5382
    @hadubandhumaharana5382 Місяць тому

    52 ବର୍ଷ ତଳର ସ୍ମୃତି
    I enjoyed very much.
    Thank you for reminding me

  • @prashantpalo5688
    @prashantpalo5688 10 місяців тому +1

    I have red this poetry in my school days

  • @subasinimishra5841
    @subasinimishra5841 Рік тому +1

    Very nice song❤

  • @mitabarik4127
    @mitabarik4127 10 місяців тому +1

    Very very❤ Beautiful😍✨❤

  • @narasundarmishra5233
    @narasundarmishra5233 10 місяців тому +1

    ପିଲା ଦିନ ମନେ ପଡ଼ିଲା