School Days Songs || ଆମ ସ୍କୁଲ୍ ଯିବା ସମୟର ଗୀତ

Поділитися
Вставка
  • Опубліковано 7 січ 2025

КОМЕНТАРІ •

  • @sanujadalabehera5717
    @sanujadalabehera5717 Рік тому +857

    ପ୍ରାଥମିକ ବିଦ୍ୟାଳୟ ସାହିତ୍ୟ ବହିର କବିତା ଗୁଡ଼ିକୁ ସଙ୍ଗୀତ ମାଧ୍ୟମରେ ଶୁଣାଇ ବୟସ୍କ ବ୍ୟକ୍ତି ମାନଙ୍କ ପିଲା ସମୟ ର ଅନୁଭୂତି ମନେ ପଡିଯାଏ। ପରିବେଷଣକାରି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।❤❤❤

  • @rajalaxmimallick1838
    @rajalaxmimallick1838 9 місяців тому +50

    କବିତା ମାଧ୍ୟମରେ ପିଲା ଦିନର ସ୍ମୃତିକୁ ମନେ ପକାଇ ଦେଇଥିବାରୁ ଅଶେଷ ଧନ୍ୟବାଦ

  • @mohantymanas4881
    @mohantymanas4881 10 місяців тому +137

    ଏବେବି ଇଚ୍ଛା ହୁଏ ସେହି ସମୟକୁ ଫେରିଯିବା ପାଇଁ।
    ପିଲା ଦିନକୁ ମନେପକାଇ ଦେଇଥିବାରୁ ହୃଦୟରୁ ଧନ୍ୟବାଦ୍।

  • @sayedsulemanali
    @sayedsulemanali 9 місяців тому +120

    ଗୀତ ଗୁଡିକ ଶୁଣି ବିଦ୍ୟାଳୟ ଦିନର କଥା ମନେ ପଡ଼ିଗଲା 😊

  • @Sumitsinghrose999
    @Sumitsinghrose999 8 місяців тому +87

    ମୁଁ ଓଡ଼ିଆ ବୋଲି ଗର୍ବିତ। ସଙ୍ଗୀତ ଗୁଡ଼ିକ ପୁର୍ନବାର ବିଦ୍ୟାଳୟ ର ପରିବେଶ କୁ ନେଇଗଲା। ଆପଣକୁ ଧନ୍ୟବାଦ୍।

  • @NarayanaMallik-c7v
    @NarayanaMallik-c7v Місяць тому +3

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୋ ପିଲା ଦିନ ସ୍ମୃତି କୁ ମନେପକେଇବା ରୁ 🙏🙏

  • @kalakarmahanta2085
    @kalakarmahanta2085 9 місяців тому +155

    ମୁଁ ପଞ୍ଚମ ଶ୍ରେଣୀରେ ପଢ଼ିଥିଲି ଏଇ କବିତା ଶିଖିବା ପାଇଁ ଅନେକ ମାଡ ଖାଇଛି ❤❤❤❤❤ ସେଦିନର ଏଇ ପୁରୁଣା ସ୍ମୃତି ମନେ ପଡିଯାଉଛି 💝💝💝

  • @SAGARSINGHSARADIHASARATMAYURBH
    @SAGARSINGHSARADIHASARATMAYURBH 9 місяців тому +59

    ବହୁତ ବଢିଆ ସାର୍, ବହୁତ ବହୁତ ଧନ୍ୟବାଦ୍ ଅତିତର ସ୍ମୃତିକୁ ଜାଗୃତ କରିଥିବାରୁ ଆପଣ ଆମମାନଙ୍କୁ ବାଲ୍ୟାବସ୍ଥାକୁ ଫେରା ନେଇଛନ୍ତି। ନମସ୍କାର 🙏

  • @harapriyapratihari9916
    @harapriyapratihari9916 Місяць тому +4

    ବାସ୍ତବରେ କେତେ ସୁନ୍ଦର ସମୟ ଥିଲା 🙏🙏ଅଶେଷ ଧନ୍ୟବାଦ ଆପଣ ଙ୍କୁ ପୁରୁଣା ସ୍ମୃତି tk ମନେ ପକାଇଦେଇଥିବାରୁ.

  • @snehalatamurmu3961
    @snehalatamurmu3961 9 місяців тому +12

    Sir namaskar🙏 ଏହି ଗୀତ ଟି ମୁଁ ଦୁଇ ମାସ ବାଦ ରେ ପାଇଲି ଆଉ ପାଇଛି ବହୁତ ଖୁସି ଲାଗିଲା . ସେଇ ପୁରୁଣା ସ୍ୱର ଯାହାକୁ ମୁଁ ସେଇ ସ୍ୱର ରେ ଗାଉ ଥିଲି. ବହୁତ ବହୁତ
    ଧନ୍ୟବାଦ ସାର ଆପଣଙ୍କୁ 🙏

  • @gourangacharanaDash
    @gourangacharanaDash 8 місяців тому +8

    Jay gaganatta

  • @managobindapatra4764
    @managobindapatra4764 9 місяців тому +82

    ବାସ୍ତବିକ୍ ଏହି ଗିତ ଶୁଣିଲେ ଏବେ ଆମ ଆଖିରୁ ଲୁହ ଆସିଯାଏ, ସେତେବେଳର କଥା ସବୁ ମନେ ପଡ଼େ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍

  • @spokenenglishwithsumatiajo5049
    @spokenenglishwithsumatiajo5049 9 місяців тому +209

    ସରକାରୀ school କୁ ହିନ ଭାବୁ ଥିବା ଲୋକେ ଶୁଣନ୍ତୁ କେତେ ଭାବ ଗର୍ଭକ ଗୀତ ଗୁଡ଼ିକ...ସରକାରୀ school ଶିଖେଇ ପାରିବ,ଜୀବନ ଯୁଦ୍ଧ ରେ ସାହସ ର ସହ ଲଢ଼ିବା।ବହୁତ୍ ଭଲ ଲାଗିଲା ଗୀତ ଗୁଡ଼ିକ।ଗୋଟିଏ ଭଙ୍ଗା ଦଦରା school ଥିଲା ମୋର୍।ଆଜି ବହୁତ୍ ସୁନ୍ଦର୍ ହେଇ ଯାଇଛି।ଦେଇ ରାସ୍ତା ଦେଇ ଗଲେ ଇଚ୍ଛା ହୁଏ ମୋ ସ୍କୁଲ କୁ ପ୍ରଣାମ ଟିଏ କରିବାକୁ।ଆଉ ମୁଁ ପ୍ରଣାମ ଟିଏ କରି ମଧ୍ୟ ପକାଏ।।ଆମ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବୃଦ୍ଧାବସ୍ଥା ରେ ଉପନୀତ।ହେଲେ ଆଜିବି ତାଙ୍କ ଆଖି ମୋତେ ଚିଂହିଁ ପାରେ।ମୋ ନାଆଁ ବି ମନେ ରଖିଛନ୍ତି।ଆଉ ମୁଁ ନତ ମସ୍ତକ ରେ ପ୍ରଣାମ ଟିଏ କରେ।ଲାଗେ ସେଇ ପିଲା ଦିନ କୁ ଫେରି ଯାଇଛି।ଆଖିରେ ଲୁହ ଆସିଗଲା ମୋର୍।

    • @sitaramsahoo3913
      @sitaramsahoo3913 8 місяців тому +5

      Yes mam

    • @DevineGamerz1
      @DevineGamerz1 8 місяців тому +3

      Omra bie eka mata e sabu dekhi mu koha sambhali paruni akhire luha asi jauchi

    • @satyajetsahu6715
      @satyajetsahu6715 7 місяців тому

      Right

    • @SangramPurohit
      @SangramPurohit 7 місяців тому +2

      Ama bele sarakari school ra maryada thila abe au nahi😢

    • @onlineodisha6994
      @onlineodisha6994 6 місяців тому

      Ohhh... ଦିଦି kn କହିଦେଲେ ସ୍କୁଲ ଦିନ କଥା ସତ ରେ ଲୁହ ଆସିଗଲା

  • @sudhirguntha2251
    @sudhirguntha2251 8 місяців тому +28

    ଆମ ଅଭୁଲା ସ୍ମୁତି କୁ ସାଉଁଟିବା ନିମନ୍ତେ ଆପଣଙ୍କ ଏହି ପ୍ରୟାସ ଅତି ପ୍ରଶଂସନୀୟ l🙏

  • @drdcsarangi-wp8so
    @drdcsarangi-wp8so 10 місяців тому +39

    ଗୀତ ଗାଉଥିବା ବ୍ୟକ୍ତିଙ୍କୁ ଅଶେଷ ଧନ୍ୟବାଦ
    ପିଲାଦିନ ମନେପଡେ। ଶୁଭକାମନା।

  • @jaykrushnabarik6137
    @jaykrushnabarik6137 11 місяців тому +151

    ଏହି ଗୀତ ଶୁଣି ମୋ ବିଦ୍ୟାଳୟର ସାହିତ୍ୟ ଦିଦି ,sir ଙ୍କ କଥା ମନେ ପଡ଼ୁଚି ପୁଣି ସେଇ ପୁରୁଣା ଦିନ ଫେରି ଆସନ୍ତା କି କାହାରି ମନରେ ରାଗ ଅହଙ୍କାର ନଥିଲା ସବୁ ଭାଇ ଭାଇ ଥିଲେ miss you 😢😢😢😢😢😢😢

    • @OdiaKatoon
      @OdiaKatoon 11 місяців тому +2

      😢😢😢😭😭

    • @BibhutiBibhutimaharana-u1l
      @BibhutiBibhutimaharana-u1l 10 місяців тому

    • @BibhutiBibhutimaharana-u1l
      @BibhutiBibhutimaharana-u1l 10 місяців тому

      😮❤😅😮😅😢😢😅😢😅😮😮😮😮😅

    • @kalpanahota8047
      @kalpanahota8047 7 місяців тому +1

      Satare,pila Dina ra sei Gita ghosa class room re...kete bhalodipaka sate thila,.😢😢sabu aji mane PADI jauchi au akhil re luha asi jauchi. Thank u ❤

  • @dhaneswarmallikdhana1631
    @dhaneswarmallikdhana1631 9 місяців тому +26

    ସତରେ ଆମ ବାପା, ମାଆଙ୍କ ଅମଳର କବିତା ସବୁକୁ ଗୀତ ମଧ୍ୟମରେ ଉତ୍ଥାପନ ଅତ୍ୟନ୍ତ ଉଚ୍ଚ କୋଟିର, ହୃଦୟରୁ ଅଭିନନ୍ଦନ ଜଣାଉଛି

  • @RinaRani-m3n
    @RinaRani-m3n 5 місяців тому +4

    Ama school samyra geeta Mane pakai dela appanaku bahut bahut dhanyawad 🙏🙏🙏🙏🙏

  • @AshishSahu-p5w
    @AshishSahu-p5w 4 місяці тому +2

    Nice song

  • @chandusoren2815
    @chandusoren2815 4 місяці тому +5

    ସତରେ ପିଲା ବେଳ କଥାମନେ ପଡ଼ିଗଲା । ଧନ୍ୟବାଦ ।

  • @biswajitpattnaik9325
    @biswajitpattnaik9325 5 місяців тому +4

    ଅତି ଉଚ୍ଚ କୋଟିର ପ୍ରୟାସ।ପୁରୁଣା କବିତା ଗୁଡିକୁ ଗୀତମାଧ୍ୟମରେ ମନେ ପକେଇଥିବାରୁ ଅଶେଷ ଧନ୍ୟବାଦ।ଆଜି ଏହା ମାଧ୍ୟମରେ ମୋର ସେହି ଶିକ୍ଷକ ମନେ ମନେ ପଡନ୍ତି।

  • @sibabadatya8937
    @sibabadatya8937 11 місяців тому +79

    ଛୋଟ ବେଳର ଗୀତ ମନ ପକାଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି ❤❤❤❤❤

  • @ମୋକବିତାmypoetry
    @ମୋକବିତାmypoetry 9 місяців тому +119

    ଯେଉଁ ମାନେ ଏ କବିତା ଲେଖି ଯାଇଛନ୍ତି ସେମାଙ୍କୁ କୋଟି କୋଟି ନମସ୍କାର 🙏

  • @nalinipravaprusty1101
    @nalinipravaprusty1101 5 місяців тому

    Very nice

  • @rameshmalik4723
    @rameshmalik4723 6 місяців тому +28

    ବହୁତ ସୁନ୍ଦର ପୁରୁଣା କଥା ମନେ ପଡ଼ିଯାଏ ଏ ଗିତ ଶୁଣିଲେ ପିଲାଦିନ ଫେରି ଆସନ୍ତା ଜୟ ଜଗନ୍ନାଥ ସ୍ବାମୀ ❤❤❤

  • @surendrabaag7690
    @surendrabaag7690 5 місяців тому +2

    Hey prabhu daya kara 🙏

  • @chandankumarmohanty9849
    @chandankumarmohanty9849 7 місяців тому +4

    satare akhiru luha asigala bohut bohut dhanyabad

  • @PurnachandtaMurmu
    @PurnachandtaMurmu 8 місяців тому +1

    Purna. chandra. Murmu. Bhikari. Sirnku. Dhanyabad. Tankara. Atmachira. Smaroniyo. Rahu❤❤

  • @LohitkiranMeher-m3c
    @LohitkiranMeher-m3c 11 місяців тому +36

    ଛୋଟ ଦିନର ବହି ଗୀତ କୁ ମନେ ପକାଇ ଦେଇ ଥିବାରୁ ବହୁତ ଧନ୍ୟବାଦ

  • @SusilkumarSusil-g1n
    @SusilkumarSusil-g1n 5 місяців тому

    Super❤

  • @archanadash776
    @archanadash776 7 місяців тому +10

    ଅନେକ ଖୋଜିଛି " ଧାରା ଶ୍ରାବଣ ମାସ" ଗୀତ ଟିକୁ କିନ୍ତୁ ପାଇନି। ଧନ୍ୟବାଦ୍ ଆପଣଙ୍କ ପାଇଁ ଖୋଜିବାର ଅନ୍ତ ଘଟିଲା।🙏🙏

  • @premanandasahoo2882
    @premanandasahoo2882 9 місяців тому +1

    Old is gold and very nice

  • @krishnachandrasabar4771
    @krishnachandrasabar4771 6 місяців тому +20

    ବହୁତ ବହୁତ ଧନ୍ୟବାଦ ପିଲାଦିନର ସୃତିକୁମନେ ପଡିବା ସେହି ସମୟ ଆସନ୍ତା କି

  • @haripriyaharipriya-vj4hl
    @haripriyaharipriya-vj4hl 7 місяців тому +3

    This songs should be introduced again in UP schoos

  • @rabindranathsahu8712
    @rabindranathsahu8712 7 місяців тому +4

    ମୋ ମାଆଙ୍କ ପଢ଼ିଲାବେଳର ପାଠ - ଧାରା ଶ୍ରାବଣ ମାସ। ବହୁତ ମନେ ପଡେ ଏ ଗୀତ। ❤

  • @JayakrisnaChhatria
    @JayakrisnaChhatria 5 місяців тому +5

    ବହୁତ ଭଲ ଲାଗିଲା ପିଲା ବେଳ ସ୍କୁଲ ଲାଇଫ କଥା ମାନେ ପଡିଗଲା

  • @krushnachandrabehera314
    @krushnachandrabehera314 11 місяців тому +43

    🙏ଭାଇ ସତରେ❤ ଅତି ସୁନ୍ଦର ମହତ୍ଵ ପୂଣ୍ୟ ସଂଗୀତ ପାର୍ଥନା ଆଜି ବି ମନେପଡୁଛି

  • @bikashparida3366
    @bikashparida3366 10 місяців тому +13

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ , ମନେ ପଡିଯାଏ ପିଲା ବେଳର କଥା , ଆଖିରୁ ଲୁହ ଆସି ଯାଉଛି, ସେତେବେଳେ ସାର ମାନଙ୍କୁ ପିଲା ଡରୁଥିଲେ , ଏବେ ସବୁ ବଦଳି ଯାଇଛି, ଆପଣଙ୍କୁ ମୋର ନମସ୍କାର ଭିଡିଓ ଦେଇଥିବାରୁ

  • @umakantabagarti2923
    @umakantabagarti2923 5 місяців тому

    Ama jiban ra khusi ra Gita ❤👍

  • @prasantakumarsahoo4893
    @prasantakumarsahoo4893 4 місяці тому +4

    Thank you Apanku bahut bahut dhanyabad ahisabu ama pilabelara Gita pai

  • @samsonmoharana4448
    @samsonmoharana4448 4 місяці тому +1

    Ati sundar Gita.

  • @manasranjansahu9174
    @manasranjansahu9174 9 місяців тому +17

    ଭଲ ଲାଗିଲା ସାର୍। ଆପଣ ଜଦି ଗିତ ବାଜିଲା ବେଳେ ସେହି ବହିର ଛବି ଗୁଡିକ ଏବଂ ବହିର ଚିତ୍ର ଗୁଡିକ ଦେଇଥିଲେ ଆହୁରି ଅଧିକ ଭଲ ହେଇଥାନ୍ତା ❤ ଧନ୍ୟବାଦ ଆପଣଙ୍କୁ❤

  • @sumimahanand
    @sumimahanand 5 місяців тому +2

    ଆହା କି ଆନନ୍ଦ👍

  • @upendrabarik7142
    @upendrabarik7142 3 місяці тому +3

    Many many thanks to the organizers. It proves that OLD IS GOLD. There is no requirement development as the so called development has destroyed the Humanity and Rationality.

  • @baliarana
    @baliarana 8 місяців тому

    Nice

  • @narayanswain872
    @narayanswain872 5 місяців тому

    Dhanyabad aapannku amaku piladinku neichhanti

  • @pabitramohanpasha8525
    @pabitramohanpasha8525 10 місяців тому +13

    ଏପରିକି ଗୀତାର ପ୍ରଥମ ଅଧ୍ୟାୟ -ଅର୍ଜୁନସ୍ୟ ବିଷାଦ ଯୋଗ ବି ପଢା ଯାଉଥିଲା।

  • @jyotirmaypanda6223
    @jyotirmaypanda6223 4 місяці тому +1

    Kata Sundar Sai jiban

  • @TruptiPanigrahi-ge4vp
    @TruptiPanigrahi-ge4vp 6 місяців тому +3

    Heart touching...thanks a lot for these memories

  • @biswasahoo3084
    @biswasahoo3084 8 місяців тому

    Bahut bahut dhanyabad

  • @LilimaLohar
    @LilimaLohar 9 місяців тому +4

    Pila bela ra a madhura gita gudiku sunila mara sanga manaku mane paduchi. Very very thanks. ❤❤❤❤

  • @omprakashrana8793
    @omprakashrana8793 5 місяців тому +2

    💞bahut sundar gita🙏

  • @debadattjena7505
    @debadattjena7505 7 місяців тому +13

    ପିଲା ଦିନ ମନେ ପଡିଗଲା ।
    ଅଶେଷ ଧନ୍ୟବାଦ

  • @bidyadharsahusahu3473
    @bidyadharsahusahu3473 5 місяців тому

    ❤❤ lovely moments with lots of love memories

  • @RajaBabu-jj8ri
    @RajaBabu-jj8ri 5 місяців тому +5

    ଅତି ସୁନ୍ଦର ପ୍ରୟାସ

  • @sumanjyotinath5624
    @sumanjyotinath5624 5 місяців тому +1

    Bahut Sundar..🙏

  • @amirsahu46
    @amirsahu46 11 місяців тому +40

    ଛୋଟ ବେଳ ର କଥା ମନେ ପକାଇ ଦେଲ । ଏହି ସବୁ ଗୀତ ବହୁତ ସୁନ୍ଦର ଭାବେ ପରିବେଷଣ କରିବା ପାଇଁ ଅଶେଷ ଅଶେଷ ଧନ୍ୟବାଦ ❤❤❤❤

  • @MahaKal-k2g
    @MahaKal-k2g 5 місяців тому +1

    Super bro

  • @MadhusudanKutua
    @MadhusudanKutua 7 місяців тому +17

    ଦୀର୍ଘ ୩୭ବର୍ଷପରେ ଆଜି ମନେ ପଡ଼ିଯାଉଛି ସେଇ ପିଲା ଦିନ, ସେଇ ଖପର ଛାଉଣି ସ୍କୁଲ, ସେଇ କବିତା କବିତାରେ ଥିବା ଫଟୋଗୁଡ଼ିକ , ଡିବିରି ଆଲୁଅରେ ରାତିର ପାଠପଢ଼ା ଓ ସେଇ ମୋର କାଲି ସରିଯାଇଥିବା ପେନ ଆଉ ମୋ ଅଜାଙ୍କ ପ୍ରଶ୍ନ |ମୋର ଗୁରୁଜୀ ଗୁରୁମା ଙ୍କୁ କୋଟି ନମସ୍କାର , ଆପଣଙ୍କୁ ଅଶେଷ ଧନ୍ୟବାଦ ❤❤❤❤

  • @pandavbarik2625
    @pandavbarik2625 6 місяців тому +1

    Heart touching memory ❤

  • @pharishchandra
    @pharishchandra 8 місяців тому +5

    Very beautiful song reminder children school career

  • @upendrabarik7142
    @upendrabarik7142 6 місяців тому +2

    Memorise these meaningful and heart- touching songs around long years back

  • @Sagarkumar-9494
    @Sagarkumar-9494 6 місяців тому +8

    ଅତି ସୁନ୍ଦର ଭାବରେ ଲେଖିଛନ୍ତି ଆମର ସେଇ ଓଡ଼ିଆ ଭାଷା ସାହିତ୍ୟରେ ଆହାଃ କୀ ସୁନ୍ଦର 😢😢😢😢

  • @chandraDahita
    @chandraDahita 5 місяців тому +2

    ବହୁତ୍ ସୁନ୍ଦର୍ ପ୍ରୟାସ।ଛୋଟ ବେଲ ର ସବୁ ଗୀତ ମନେ ପଡ଼ି ଗଲା

  • @PrashantKumar-w8h
    @PrashantKumar-w8h 9 місяців тому +14

    Bahuta bhala lagila pila bela school life katha mane padigala

  • @ERprasanta3223.
    @ERprasanta3223. 9 місяців тому +1

    woww very nice and thanks for remember this type song

  • @pintusahu8793
    @pintusahu8793 5 місяців тому +3

    ଅତି ସୁନ୍ଦର ଆମ ଏ ଓଡ଼ିଆ ପୁରୁଣା ଗୀତ ।
    ଆଜିର ଏହି ନୂତନ ଦିନରେ ଆସୁଥିବା ନୂତନ ଗୀତ ଗୁଡିକରେ ଏଭଳି ମାଧୂର୍ଯ୍ୟ କଉଠୁ ଆସିବ !

  • @PravatKumarNayak-j9f
    @PravatKumarNayak-j9f 8 місяців тому

    Super 🎉🎉🇨🇮🇮🇳🇮🇳

  • @omprakasahoosahoo5244
    @omprakasahoosahoo5244 7 місяців тому +3

    ବହୁତ ସୁନ୍ଦର ଆମର ଏ ଗୀତ ସବୁ ♥️

  • @a.k.enterprisesenterprise7651
    @a.k.enterprisesenterprise7651 6 місяців тому +1

    Very Very good, our school time songs,remember me.
    T.u

  • @smdondwa
    @smdondwa 6 місяців тому +16

    ପୁଣି ଫେରିଯିବାକୁ ମନେ ହେଉଛି ସେହି ପିଲା ଦିନକୁ କିଏ ଅଛନ୍ତି ଫେରେଇ ଦେବ ସାଙ୍ଗ ମନେ❤❤❤❤❤❤❤😢😢😢😢

  • @gurudevkarjee5061
    @gurudevkarjee5061 Місяць тому +1

    ବହୁତ ସୁନ୍ଦର ଏବଂ ଭାବପୂର୍ଣ ଗୀତ

  • @PapuMajhi-uu4eq
    @PapuMajhi-uu4eq 6 місяців тому +8

    ମୋର school Life ମନେ ପଡିଯାଉଛି ଏଇ ଗୁଡ଼ାକ ଶୁଣିଲେ 😭😭😭😭😭🙏🏽🙏🏽

  • @nirupamabarik1505
    @nirupamabarik1505 5 місяців тому +1

    Beautiful song ❤️

  • @pharishchandra
    @pharishchandra 8 місяців тому +4

    Very nice song reminder old school life

  • @sibarambehera3211
    @sibarambehera3211 5 місяців тому +1

    Bahut sundar gita gudika thank you so much

  • @JitendraDigal-ng9vs
    @JitendraDigal-ng9vs 4 місяці тому +4

    ଆଜି ଏହି ଗୀତ ଶୁଣି ମୁଁ ବହୁତ ଖୁସି.ମନେପଡେ ସେଇ ପିଲାଦିନ ପାଠ. ସତରେ ଆଜି ଆଉ ଏହି ପାଠ ନାହିଁ.

  • @rabindrakumarmajhee1269
    @rabindrakumarmajhee1269 5 місяців тому +2

    ଜୟ ଜଗନ୍ନାଥ
    ପିଲାଦିନର ଅଭୁଲା ଓ ଦୁର୍ଲ୍ଲଭ ଅତୀତକୁ ମନେପକାଇ ଅପୂର୍ବ ଆନଦ ଦେଇଥିବାରୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି l

  • @bhagyalatapradhan4061
    @bhagyalatapradhan4061 11 місяців тому +31

    ବହୁତ ବହୁତ ଅଭିନନ୍ଦନ!

  • @AshokSahoo-k8d
    @AshokSahoo-k8d 5 місяців тому +1

    Thanks for remember it..

  • @rajesh89191
    @rajesh89191 11 місяців тому +29

    ଏଇ ଗୀତ ଗୁଡା ମୋ ବାପା ଙ୍କ ସମୟ ରେ ଥିଲା
    ସେ ମୋତେ ଏ ଗୀତ ସବୁ ଶୁଣାନ୍ତି
    ତାଙ୍କ ପ୍ରିୟ ପଦ୍ୟ - କାତ ଧରି ଧିରେ ନାଉରୀ ❤❤❤❤

  • @pruthwirajbhoi6962
    @pruthwirajbhoi6962 8 місяців тому +1

    It a memorable thing in my childhood life

  • @SubashNath-jg4je
    @SubashNath-jg4je 6 місяців тому +3

    ହୃଦୟକୁ ଛୁଇଁଗଲା 👌

  • @kartikeswarmahanta4297
    @kartikeswarmahanta4297 5 місяців тому +1

    Reminds our children life.

  • @sarojbehera2956
    @sarojbehera2956 9 місяців тому +6

    କି ସୁନ୍ଦର ❤
    ଧନ୍ୟବାଦ

  • @IndianCultures-xy5xm
    @IndianCultures-xy5xm 7 місяців тому +1

    Remembering my childhood memories...

  • @elohimhomekitchen
    @elohimhomekitchen 8 місяців тому +3

    Bahut sunder haechi thankyou ❤❤💝💝💘👍👍

  • @abhimanyusurya2638
    @abhimanyusurya2638 4 місяці тому +1

    ବହୁତ୍ ବଢିଆ ଲାଗିଲା ମୁଁ ପିଲା ଦିନ, ଗାଇ ଥିବା ଗୀତ ଗାନ କରି ଥିବାରୁ ବହୁତ ବହୁତ୍ ଧନ୍ୟବାଦ୍

  • @kishortripathysongs1094
    @kishortripathysongs1094 10 місяців тому +41

    ଏହି ଗିତ ଶୁଣି ସେହି ପିଲାଦିନ କଥା ଏବଂ ସାଥି ମନକୁଂ ମନେ ପଡି ଆଖିରୁ ଲୁହ ବାହାରି ପଡିଲା😢😢😢ଜଦି ପୁନି ଥରେ ସେହି ପିଲାଦିନ କୁ ଫେରି ଜାଈ ପାରନ୍ତେ ଭଲ ହୋଈଥାନ୍ତା।

  • @arunapurnanayak1517
    @arunapurnanayak1517 5 місяців тому

    Bahut bahut Dhanyabad piladina ku mane pakei deithibaru.bahut manepde sei dina

  • @jitendranahak4645
    @jitendranahak4645 9 місяців тому +4

    Manju aati anand lagila

  • @TapanMalik-b8t
    @TapanMalik-b8t 4 місяці тому +1

    ସତରେ ବହୁତ ଭଲ ଥିଲା ସେ ସ୍କୁଲ ଦିନ miss you sir

  • @PithbadJani
    @PithbadJani 8 місяців тому +4

    Verynicesong

  • @purnamahanta4935
    @purnamahanta4935 8 місяців тому

    Realy very good attempt

  • @taraprasadpaikaray7666
    @taraprasadpaikaray7666 Рік тому +40

    ଏ ଗୀତ ଶୁଶିଲ୍ଲେ ସ୍କୁଲ ମନେ ପଡ଼ୁଛି

  • @sambitrath8123
    @sambitrath8123 5 місяців тому +1

    🎉🎉🎉अति सुंदर

  • @ajitsahu9835
    @ajitsahu9835 11 місяців тому +7

    Khubsurat Memorable song's ❤❤❤❤❤

  • @sidhantkumarraut8790
    @sidhantkumarraut8790 7 місяців тому +2

    The thing of beauty is joy for ever. The thing of old memories is eternal for ever. Mahan mo rajya mahan mo bhasha

  • @babuldas3529
    @babuldas3529 10 місяців тому +38

    ଏ ଗୀତ ସୁଣିକି ଆଖିରୁ ଲୁହ ଆସିଗଲା ଭାଇ ତମକୁ ହୃଦୟରୁ ପ୍ରଣାମ 🙏🙏🙏

  • @shantanukumarsahu8696
    @shantanukumarsahu8696 7 місяців тому

    VeryGood