ଦେଶପ୍ରେମ ଦୀପ ଜାଳ / ପୁରୁଣା ୫ମ ଶ୍ରେଣୀ କବିତା/Desa prema dipa jala full poem /sasana karjye magna sivaji

Поділитися
Вставка
  • Опубліковано 18 вер 2024
  • "Desa prema dipa jala" is a famous odia old textbook poem.
    Full Lyrics:
    ଶାସନ କାର୍ଯ୍ୟେ ମଗ୍ନ ଶିବାଜୀ ମରାଠା ଛତ୍ରପତି
    ଜନ୍ମଭୂମିର ମୁକ୍ତି ମଶାଲ ଜାଳିଲା ଯେ ମହାମତି ।
    ଶୁଣିଲା ସହସା କାହାର ଶବ୍ଦ ଆସନୁ ଚମକି ଉଠି
    ଦୁଆର ପାରୁଶେ ଡାକଇ କିଏ ସେ "ମିଳୁ ହେ ଭିକ୍ଷା ମୁଠି" ।
    ଧନ ଧାନ୍ୟରେ ପୂରିଛି ଦେଶ ତ ସେ ଯେ ତାର ଅଭିମାନ
    କିଏ ସେ ଭିକାରି? ଶିବାଜୀ ରାଜ୍ୟେ ଭିକ୍ଷାର କାହିଁ ଥାନ ?
    ତକ୍ଷଣେ ଯାଇ ଭେଟିଲା ଦୁଆରେ ଉଭା ଗୁରୁ ରାମଦାସ
    ଭିକ୍ଷାଥାଳଟି ଝୁଲାଇ ହସ୍ତେ ଅଧରେ ଫୁଟାଇ ହାସ ।
    ଚରଣ ବନ୍ଦି ଭାଷଇ ଶିବାଜୀ "କାହିଁ ପାଇଁ ଆଗମନ ?
    ଦେଇପାରେ ସବୁ ଆଦେଶିବା ହେଉ ଲୋଡା ଯେତେ ଧନଜନ ।
    କେଉଁ ରାଜ୍ୟର ଅଧିପତି ପଦ ନେବାକୁ ହେବ କି ରାଜି?
    ଛତ୍ରପତି ଯେ ଗୁରୁ ଦକ୍ଷିଣା ଦେଇପାରେ ସବୁ ଆଜି ।
    ଚିରଦିନ ପାଇଁ ଭିକ୍ଷାର ଥାଳ ଆଜି ଛାଡିବାକୁ ହେବ
    କେଉଁ ରାଜ୍ୟର ହେବ ଅଧିପତି କହ କହ ଗୁରୁଦେବ ।"
    ଗୁରୁ ଓଷ୍ଠରୁ ନିଭିନି ସେ ହାସ କହେ ଟେକିଦେଇ ଥାଳ
    ଛତ୍ରପତି ହେ ! ଏଇ ମୋର ରାଜ୍ୟ ମୁଁ ତାର ରାଜ୍ୟପାଳ ।
    ଏ ଥାଳରେ ଯେଉଁ ଭିକ୍ଷା ମିଳଇ ସେଇ ମୋର ମହାଧନ
    ମୋ ଦେଶପ୍ରୀତିର ସଙ୍କେତ ତାହା ଦିଏ କୋଟି କୋଟି ଜନ ।
    ଉପୁଜଇ ତାହା ମୋ ଦେଶ କୃଷକ ଶ୍ରମିକର ଝାଳ ଝରି
    ଅନ୍ୟ ଶାସକ ରାଜା ମୁଁ ନ ଜାଣେ ଆଉ କେହି ତାହା ସରି ।
    ତାହାଠାରୁ ବଳି ବଡ ସୈନିକ ବଡ ବୀର ନାହିଁ ମାନେ ପୂରିଉଠେ ସବୁ ଭିକ୍ଷାର ଥାଳ କେବଳ ତାହାରି ଦାନେ ।
    ନେଇ ସେ ଭିକ୍ଷା ଦିଏ ମୁଁ ବିତରି ଦେଶ କଲ୍ୟାଣ ପାଇଁ
    ଗରବ,ଦମ୍ଭ ତେଜି ଆଜି ତାହା ମାଗିଆଣ ତୁମେ ଯାଇ ।
    ନୋହି କୁଣ୍ଠିତ "ଚଳ ବୀରମଣି" ଭାଷେ ରାମଦାସ ଗିର
    ଅବାକ୍ ଶିବାଜୀ ରହେ ନିଶ୍ଚଳ ବିନୟେ ନୁଆଁଇ ଶିର ।
    ଶିଷ୍ୟ-ବଦନେ ଚାହିଁ ପୁଣି ଥରେ ହସେ ରାମଦାସ ଯତି
    ପ୍ରସାରି ହସ୍ତ ସେହି ଥାଳ ଧରେ ଶିବାଜୀ ଛତ୍ରପତି ।
    ଆଦେଶଇ ଗୁରୁ,"ଯାଅ ହେ ଯୋଦ୍ଧା ! ଭିକ୍ଷୁକ ବେଶ ଧର
    ମାଗିଆଣ ଯାଇ ପ୍ରେମର ଭିକ୍ଷା ବୁଲି ବୁଲି ଘର ଘର ।
    ଦେଶ ଜନନୀର ପୁଣ୍ୟ ପଥରେ କରେ ଧର ଏହି ଥାଳ
    ଚଳ ହେ ପାନ୍ଥ ! ଦୁଆରେ ଦୁଆରେ ପ୍ରେମର ପ୍ରଦୀପ ଜାଳ " ।
    ଛାଡି ନିଜ ବାସ ବୀର ପୁଙ୍ଗବ ଗୁରୁ ଦକ୍ଷିଣା ଲାଗି
    ଚଳେ ଭାରତର ବିଲ ବନ ପଥେ ପ୍ରେମର ଭିକ୍ଷା ମାଗି ।
    ମାଗି ସେ ଭିକ୍ଷା ଲଭଇ ଶିକ୍ଷା ତୁଟିଯାଏ ଅଭିମାନ
    ଆପଣାର ମଣେ ଏ ଦେଶ ମଣିଷ ନଗର ପଲ୍ଲୀମାନ ।
    ବୁଝଇ ଦେଶର ଅଭାବ ଦୁଃଖ ଶୁଣଇ ତାହାର କଥା
    ଶୁଣେ ମଣିଷର ପ୍ରାଣର କାହାଣୀ
    ବୁଝେ ଅନ୍ତର ବ୍ୟଥା ।
    ଦୈନିକ ନେଇ ଥାଳରୁ ଭିକ୍ଷା ଭାଷେ ରାମଦାସ ଶେଷେ
    "ସୈନିକ ତୁମେ ଶ୍ରେଷ୍ଠ ସାଧକ ବୀର ଅଗ୍ରଣୀ ଦେଶେ ।"
    search terms :
    1.Desaprema dipa jala
    2. Sasana karjye magna sibaji
    3. Sibaji story odia poem
    4. Sibaji o guru poem
    5. Childhood odia poem
    Also watch other childhood poems
    1.ଦେଲୁ ମୋତେ ମହାଶିକ୍ଷା- • ଦେଲୁ ମୋତେ ମହାଶିକ୍ଷା / ...
    2.ଦୁଃଖୀଧନ ନୀଳମଣିରେ- • ଦୁଃଖୀଧନ ନୀଳମଣିରେ / Duk...
    3.କାଳିଜାଇରେ ସନ୍ଧ୍ୟା- • କାଳିଜାଈରେ ସଂଧ୍ୟା - କାତ...
    4.ରାମଚଣ୍ଡୀରେ ସନ୍ଧ୍ୟା- • Ramachandi Re Sandhya ...
    5.ଚାରିଦିନ ଭୋକିଲା- • Video
    6.ଜୟୀ ରାଜଗୁରୁ- • ଜୟୀରାଜ ଗୁରୁ କବିତା (ପୁର...
    7.ଏଣୁ କପୋତ ଗୁରୁ ମୋର- • ଏଣୁ କପୋତ ଗୁରୁ ମୋର 🐦 / ...
    8.ବାଇ ଚଢେଇ ଓ ପିମ୍ପୁଡି ମାମୁ - • ଜୟୀରାଜ ଗୁରୁ କବିତା (ପୁର...
    9.ବିଚାର ବିଗିଡିଗଲା- • ବିଚାର ବିଗିଡିଗଲା / ପୁରୁ...
    10.ଖଦ୍ୟୋତର ଖେଦ- • ଖଦ୍ୟୋତର ଖେଦ / Khadyota...
    11.ଟୁନାଟୁନି- • ଟୁନା ଟୁନି - ହସଖେଳ / Tu...
    12.ମୁକୁଟ ଭିକ୍ଷା- • ମୁକୁଟ ଭିକ୍ଷା - ପୁରୁଣା ...
    13.ଶୁଖିଲା ପତ୍ରର କଥା- • ଶୁଖିଲା ପତ୍ରର କଥା(୫ମ ସା...
    14.ଆମ ଘର- • ଆମ ଘର / Ama Ghara Odia...
    15.ଗଛ ଓ କାଠୁରିଆ- • ଗଛ ଓ କାଠୁରିଆ🌲/ ୪ର୍ଥ ସା...
    16.ଶ୍ରୀରାମଙ୍କ ନୌଯାତ୍ରା- • Video
    17.ପୃଥିବୀ ପ୍ରତି- • ପୃଥିବୀ ପ୍ରତି / ପୁରୁଣା ...
    18.ତ୍ରିରତ୍ନ - • ତ୍ରିରତ୍ନ / ଅଳସପଣ ପରିହର...
    19.ରଖେ ସତ୍ୟରେ ଲୟ- • ରଖେ ସତ୍ୟରେ ଲୟ / ପୁରୁଣା...
    20. ସ୍ଥୂଳ କଳେବର ନୁହଁଇ ଅମର - • ସ୍ଥୂଳ କଳେବର ନୁହଁଇ ଅମର ...
    ସମସ୍ତ ପିଲାଦିନ କବିତା ଏଇ ଲିଙ୍କରେ ଦେଖନ୍ତୁ - • Odia MIL textbook Poem...
    #Desaprema_dipa_jala
    #ଦେଶପ୍ରେମ_ଦୀପ_ଜାଳ
    #VoiceOfAlok
    #Sasana_karjye_magna_sibaji
    #OldOdiaTextbookPoem

КОМЕНТАРІ • 253

  • @jayantiswain1732
    @jayantiswain1732 3 роки тому +22

    Memory of old school life which recalls many other things of past period of school life. Thanks.

  • @hemantkumarroutray407
    @hemantkumarroutray407 2 роки тому +16

    ଏହି ପୁରାତନ କବିତା ଟିକୁ ପାଠକରି ଆଜିର ରାଜନିତୀ କରୁଥିବା ବ୍ୟକ୍ତି ମାନେ ସାରାଂଶ କୁ ଅନୁଭବ କରିବା ଉଚିତ୍, ଜୟ ହିନ୍ଦ୍

  • @arpitacreations2792
    @arpitacreations2792 Місяць тому +3

    ବହୁତ ସୁନ୍ଦର ହେଇଛି। ଗୁରୁଭକ୍ତି ର ଏକ ଉଦାହରଣ।

  • @naturegifts6251
    @naturegifts6251 Рік тому +8

    ପୁରୁଣା କବିତା ସଂଗ୍ରହ କରି ପ୍ରସାର କରୁଥିବାରୁ ଧନ୍ୟବାଦ 🙏

  • @amlanmohapatra4380
    @amlanmohapatra4380 Рік тому +3

    ହିନ୍ଦୁ ହୃଦୟ ସମ୍ରାଟ ଛତ୍ରପତି ଶିବାଜୀଙ୍କୁ ପ୍ରଣାମ ।

    • @ashrutdas8565
      @ashrutdas8565 Рік тому

      ତୁ ମାଗିହା ବେ ଶଳା ହାରାମି ହିନ୍ଦୁ ହୃଦୟ ସମ୍ରାଟ୍ ହେଉଛନ୍ତି ଗଜପତି କପିଳେନ୍ଦ୍ର ଦେବ।

    • @amlanmohapatra4380
      @amlanmohapatra4380 Рік тому

      @@ashrutdas8565 ତୁମ ଲେଖାରୁ ଜଣାପଡ଼ିଲା ତୁମେ ଜଣେ ଭଦ୍ର ଘରର ପିଲା ।

  • @rameshchandranayak7768
    @rameshchandranayak7768 3 місяці тому +3

    ପିଲାଦିନେ ସ୍କୁଲରେ ପଢୁଥିବା ବେଳେ ଏ ଭଳି ଉପାଦେୟ ତଥ୍ୟ କୋମଳ ମତି ମାନଙ୍କୁ ଦେଶପ୍ରେମରେ ଉଦବୃତ ହେବାପାଇଁ ଆହ୍ୱାନ ଥିଲା ନିଶ୍ଚୟ ,ପୁରୁଣା ସ୍ମୁତି କୁ ଉଜାଗର କରିଥିବାରୁ ହୃଦୟରୁ ଧନ୍ୟବାଦ !

  • @chitadas6679
    @chitadas6679 2 роки тому +4

    ବହୁତ ସୁନ୍ଦର ଲାଗୁଛି ପିଲାଦିନ ମେନପଡିଯାଉଛି ।ପୁଣି ଏ ଗୁଡିକ ପଠାଯାଇ।

  • @user-zv8ik9uk9l
    @user-zv8ik9uk9l Місяць тому +2

    Mu ehi padyati padhichhi. Hele Kantha Swaro ti ebe bahut pari bartana hoichhi .khub sundar laguchhi. Thankyou you.❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏🙏💯💯💯💯💯💯

  • @harpaldhanmat2317
    @harpaldhanmat2317 3 роки тому +5

    ପୁରୁଣା କବିତା ଗୁଡିକ ଶୁଣି ହୃଦୟ ଉତଫୁଲ୍ଲ ହୋଇ ଯାଉଛିl ଆଶା ପ୍ରୟାସ ଆଗକୁ ଜାରି ରହିବ!

    • @VOICEOFALOK
      @VOICEOFALOK  3 роки тому

      ନିଶ୍ଚିତ ସାର୍,ଅଶେଷ ଧନ୍ୟବାଦ 🙏

  • @saraswatimathseducation
    @saraswatimathseducation 28 днів тому

    ପିଲାବେଳର ସମସ୍ତ କବିତା ହୃଦୟସ୍ପର୍ଶୀ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ

  • @brahmanandabarik2077
    @brahmanandabarik2077 6 місяців тому +2

    sibaji the great worrier and HINDU RULER is a mahan SAMRAT . I SALUTE YOUR POEM WHICH SHOULD BE TORT IN SCHOOLS . Thank you .

  • @rabindradalei426
    @rabindradalei426 Місяць тому +1

    ଅନୁଭବ କବିତା ଜୟ ହିନ୍ଦ୍ 🙏🙏🙏🙏🙏

  • @Bhuvan_sir
    @Bhuvan_sir 2 місяці тому +2

    छान आवाज. छत्रपती शिवाजी महाराज की जय

  • @jayhind6187
    @jayhind6187 2 роки тому +3

    ସମସାମୟିକ ଚିର ସୁନ୍ଦର ସାହିତ୍ୟ ବହିର କବିତା । ଏପରି କବିତା ପରିବେଷଣ କରୁଥିବାରୁ ଅଶେଷ ଧନ୍ୟବାଦ

  • @abhayasahoo8794
    @abhayasahoo8794 2 роки тому +3

    ଅନନ୍ୟ

  • @hariharamaharana1989
    @hariharamaharana1989 Рік тому +2

    ହରି ଓମ୍ । ବହୁତ ସୁନ୍ଦର ପ୍ରୟାସ । Old is gold ଧନ୍ୟବାଦ ।

  • @biranchinarayansahoo2048
    @biranchinarayansahoo2048 2 роки тому +2

    ଅଶେଷ ଧନ୍ୟବାଦ । ପୂରୁଣା ଜିନିଷ ସାଉଁଟି ଥିବାରୁ ।

  • @shesadevpanda5569
    @shesadevpanda5569 3 роки тому +2

    ଅତି ସୁନ୍ଦର କଣ୍ଠସ୍ବର । ବିଷୟବସ୍ତୁ ବି ଶିକ୍ଷଣୀୟ ଆଜିର ସମାଜ ପାଇଁ,ଶାସକ-ପ୍ରଶାସକଙ୍କ ପାଇଁ । ପ୍ରଜାଙ୍କ ହିତ ଚିନ୍ତା କରିବାକୁ ଅମୃତ ପ୍ରେରଣା ଦେଉଛି । ଆଉ ଶିବାଜୀ ତ ଆର୍ଯ୍ୟାବର୍ତ୍ତର ଅପ୍ରତିଦ୍ବନ୍ଦ୍ବୀ ମହାନାୟକ । ତାଙ୍କର ଆଦର୍ଶ,ତାଙ୍କ ଗୁରୁଭକ୍ତି ଆମ କୁନିକୁନାଙ୍କ ପାଇଁ ଅନୁସରଣୀୟ ନିଶ୍ଚିତ । ପୁରୁଣା ସାହିତ୍ୟ ବହିରେ ହଜିଯାଇଥିବା ଏ ପ୍ରସଙ୍ଗ ର ପୁନରୁଦ୍ଧାର,ପୁନରାଲୋଚନା ସଦୈବ ଉଲ୍ଲେଖନୀୟ ଓ ସ୍ବାଗତଯୋଗ୍ୟ ।⚘⚘

    • @VOICEOFALOK
      @VOICEOFALOK  3 роки тому

      🙏🙏

    • @ashrutdas8565
      @ashrutdas8565 Рік тому

      ତୁ ଗୋଟାଏ ଵର୍ଗୀ ଦାସୀଙ୍କ ଗୋଳାମ ।

  • @RajendraKumar-tf9kg
    @RajendraKumar-tf9kg Рік тому +3

    ପୁରୁଣା କବିତା ଶୁଣି ମୋର ମନ ଅନଦ ହେଉଛି
    ସାର୍ ଆପଣ ଙ୍କୁ କୋଟି କୋଟି ପ୍ରଣାମ କରୁ 🌹🙏🙏🙏🙏🙏🙏🙏🙏🙏

  • @bidyutpravapattnaik5759
    @bidyutpravapattnaik5759 2 роки тому +1

    Many many. Thanks for the above music

  • @pritikar5409
    @pritikar5409 2 роки тому +1

    ଷଷ୍ଠ କି ସପ୍ତମ ଶ୍ରେଣୀରେ ଥିଲା "ସୁନା ପ୍ରତିମା ଟି କହଇ ଗରବେ ଛଳି, ମାଟି ପ୍ରତିମା ଲୋ ଯିବୁ କି ମୋ ତହୁଁ ବଳି ।
    ଚତୁର୍ଥ ଶ୍ରେଣୀର ଚାରିଦିନ ଭୋକିଲା ।
    ଏହି ଦୁଇଟି କବିତା ରେକର୍ଡିଙ୍ଗ୍ କରିବା ପାଇଁ ଅନୁରୋଧ ।
    ସତ୍ୟ ପ୍ରକାଶ କର, ଝାଡ଼ଖଣ୍ଡ, ପୁରୁଣା ଟିଉସନ ସାର୍ ।

    • @VOICEOFALOK
      @VOICEOFALOK  2 роки тому

      ua-cam.com/video/2ECOY01ixxU/v-deo.html
      ଚାରିଦିନ ଭୋକିଲା

  • @hrushikeshswain9144
    @hrushikeshswain9144 2 роки тому +3

    Desa prema Dipajal in class-v It memorise me at the time of the student in class-v.Thank u sir you are so great pranam

  • @rashmirekhajena796
    @rashmirekhajena796 2 роки тому +2

    Remembering amazing old school teaching methods.

  • @labanyabhatara3960
    @labanyabhatara3960 Рік тому +2

    ଵହୁତ ସୁନ୍ଦର 🙏🙏🙏

  • @pratimabehera7150
    @pratimabehera7150 Місяць тому +1

    ବହୁତ ଖୋଜୁଥିଲି ଏ ପୁରୁଣା ମନଛୁଆଁ ଗୀତ। ଆଜି କାଲି ଏ ସବୁ ବିରଳ। ସ୍କୁଲରେ ପିଲାଙ୍କୁ ଶୁଣାଇବାକୁ। ବହୁତ ଧନ୍ୟବାଦ ଆପଣଙ୍କୁ।

  • @JishukrishnaDas-et4ek
    @JishukrishnaDas-et4ek Місяць тому +1

    Dhany odia kabi 🙏🙏🙏

  • @samantkumar3883
    @samantkumar3883 Рік тому +1

    Dhanyavad bhai, Mana Mugdha karidele ae kabita prasarana dwara Praya Mora samasta bandhu Ananda hoithibe.❤ 🙌💯👌

  • @semlaSS
    @semlaSS 2 роки тому +1

    Bahut sundar heichhe sir

  • @rakeshkumarsahoo1734
    @rakeshkumarsahoo1734 2 роки тому +2

    ବହୁତ ସୁନ୍ଦର🙏🙏

  • @babajicharanrout3194
    @babajicharanrout3194 11 місяців тому +1

    Today's political leaders should learn from it.

  • @anusrutinayak669
    @anusrutinayak669 3 роки тому +3

    Thanks for uploading such a great poetry of our childhood.vry sweet voice.

  • @pankajinimishra1139
    @pankajinimishra1139 3 роки тому +2

    Bahut vala hoichi alok sir.avula o chira sabuja ei kabita.

    • @VOICEOFALOK
      @VOICEOFALOK  3 роки тому

      ଅଶେଷ ଧନ୍ୟବାଦ ମାମ୍

  • @gangadharsahoo2785
    @gangadharsahoo2785 2 роки тому +3

    Thanks to remember old songs of our childhood.

  • @himansusekhar6330
    @himansusekhar6330 2 роки тому +2

    A great thank u from my deep corner of heart with ocean of love to such a great lovely Alok sir

  • @amulyanidhisahu1652
    @amulyanidhisahu1652 2 роки тому +2

    You are grate j Bharat Mata , ilike your songs

  • @kuragouda6531
    @kuragouda6531 2 роки тому +2

    Heart toching song my childhood

  • @susantipatnaik2678
    @susantipatnaik2678 7 місяців тому +1

    Old memory,old is always gold thank you 🎉🎉🎉

  • @user-us6bk3lm6s
    @user-us6bk3lm6s 4 місяці тому +1

    ଭାଇ ଜଗତେ କେବଳ ଜନେ ହସିବେ ବନେଇବାକୁ ଅନୁରୋଧ ❤❤

  • @maheswarroutrout3363
    @maheswarroutrout3363 10 місяців тому +1

    Jay bholenath vai

  • @subaschandrabarik9411
    @subaschandrabarik9411 3 місяці тому +1

    Very beautiful

  • @nityanandpatnaik4917
    @nityanandpatnaik4917 2 роки тому +2

    Nice tune, Alok Sir. I am very happy to listen to the song. When I was in 5th class, our class teacher used to tell us to sing the poem with melodious tune. Today I am very happy to remember my past days.

  • @deepakkumarsahu4085
    @deepakkumarsahu4085 3 роки тому +2

    What a mellifluous voice! Heartiest lovable sir for your sweet voice.. 🥰🥰🥰🥰🥰🥰🥰🥰

    • @VOICEOFALOK
      @VOICEOFALOK  3 роки тому +1

      ଅଶେଷ ଧନ୍ୟବାଦ ସାର୍

  • @golakabehera8135
    @golakabehera8135 Рік тому +1

    Many many thanks sir.

  • @nabinchandrasahu769
    @nabinchandrasahu769 2 роки тому +3

    Very very nice

  • @jamunadash6574
    @jamunadash6574 2 роки тому +1

    ସୁନ୍ଦର ହୋଇଛି,ଶୁଣି ପିଲାଦିନ ର ସ୍ମୃତି ଉଦ୍ରେକ ହେଲା।

  • @e.simadripatro624
    @e.simadripatro624 2 роки тому +2

    ବହୁତ ଦିନ ପରେ ନିଜ ପଠିତ କବିତାଟିକୁ ଶୁଣି ମୁଁ ଖୁସି ହୋଇଗଲି ।

  • @kedarchandrabarik9799
    @kedarchandrabarik9799 Рік тому +2

    Good.

  • @abhimanyumahakud852
    @abhimanyumahakud852 Місяць тому

    Bahut badhiya

  • @sankarsanswain8142
    @sankarsanswain8142 2 роки тому +1

    Sundar ଅତିବ Sundar hey mahamanab

  • @sagarika3455
    @sagarika3455 2 роки тому +1

    Satare pila dina kabita sabu mame pakai dela God bless you beta

  • @narayanswami7253
    @narayanswami7253 2 роки тому +1

    Narayana! Jibanare diskshya gurunkara abasyakata achhi, tatsaha deshamatrukara seba surakshya pradhana kartabya.

  • @rashmibapuji
    @rashmibapuji 3 роки тому +2

    Thank you sir
    Beautiful voice

  • @651563
    @651563 Рік тому +1

    Sir🎉🎉🎉

  • @khirodmahapatra6433
    @khirodmahapatra6433 6 місяців тому +1

    Namaskar. Sir. Very good

  • @mohanmajhi5362
    @mohanmajhi5362 Рік тому +1

    Thank you so much sir...❤ Bahut sundar video

  • @rabindranathbaral1813
    @rabindranathbaral1813 Місяць тому +2

    ଯଦି ସମ୍ଭବ ଏହାର ନାଟ୍ୟ ରୂପାନ୍ତର କଲେ ଭଲ ହୁଅନ୍ତା

  • @ashutoshsahu6065
    @ashutoshsahu6065 2 роки тому +1

    Bahut Dinar abasos ei geetati pain. Aaji mote bahut khusi laagilaa.Thank you sir.

  • @anshumanthakur4471
    @anshumanthakur4471 3 роки тому +1

    Bahutt sundar angya ..Jay sitaram🙏

    • @VOICEOFALOK
      @VOICEOFALOK  3 роки тому +1

      Thank u sir , jay sitaram 🙏

  • @gandhipradhan5801
    @gandhipradhan5801 2 роки тому +1

    Old. Is. Gold

  • @rabidash3067
    @rabidash3067 2 роки тому +2

    Thanks

  • @laxmidharjena5427
    @laxmidharjena5427 2 роки тому +2

    Nice👍👍👍

  • @narendrasahu9513
    @narendrasahu9513 2 роки тому +1

    Bahut sundar alike bhai

  • @bhaktidhara5456
    @bhaktidhara5456 3 роки тому +1

    Pura chokha heichhi ho bhai ..... 👌👌

  • @SubashChandraNandi-zh9mm
    @SubashChandraNandi-zh9mm Рік тому +1

    🎉🎉🎉🎉🎉🎉

  • @pramilakar4983
    @pramilakar4983 2 роки тому +1

    Uttam Swara Sanjo jana

  • @plmdigital5970
    @plmdigital5970 3 роки тому +3

    Nice voice

  • @manjuladash3373
    @manjuladash3373 3 роки тому +2

    ବହୁତଭଲ

    • @VOICEOFALOK
      @VOICEOFALOK  3 роки тому

      Thank u mam

    • @manjuladash3373
      @manjuladash3373 Рік тому

      Mue jitendr ପଣ୍ଡା teacher tankar maen

    • @manjuladash3373
      @manjuladash3373 Рік тому

      ପୁରୁଣା ବହି ରଖିଛ କି ଦେବଦତ୍ତ ଓ ଗୌତମ ରାଜ ଉପବନ ହସିଉଠୁଥିଲ ସୂର୍ୟ ଆଲୋକ ହାସେ ରୋହିଣୀ ତଟିନୀ ବହି ଯାଉଥିଲା ଅସ୍ଫୁଟ କଲ ହା ସେ

  • @RJfilms99
    @RJfilms99 3 роки тому +2

    What a voice oswm oswm 👌👌👌👌

    • @VOICEOFALOK
      @VOICEOFALOK  3 роки тому +1

      ଅଶେଷ ଧନ୍ୟବାଦ ସାର୍

  • @chandannayak2222
    @chandannayak2222 Рік тому +1

    Beautiful

  • @puspalatarout3059
    @puspalatarout3059 Рік тому +1

    I return my memory

  • @rangalataraj8176
    @rangalataraj8176 2 роки тому +1

    Nice Alok Babu.Thanks.

  • @NitinPadhan-x9l
    @NitinPadhan-x9l Рік тому +1

    I love you and your choice

  • @rabinarayansabat9166
    @rabinarayansabat9166 2 роки тому +1

    Nice

  • @MrPpcops
    @MrPpcops 2 роки тому +2

    ଶ୍ରଦ୍ଧେୟ ଆଲୋକ ବାବୁ, ଆପଣଙ୍କ ଏହି ଉଦ୍ୟମ ମୋ ପରି ଅନେକ ଙ୍କୁ ତାଙ୍କ ସ୍କୁଲ ଜୀବନକୁ ଫେରେଇ ନେବା ସହ ଆନନ୍ଦିତ ନିଶ୍ଚୟ କରିଥିବ । ଆପଣଙ୍କ କଣ୍ଠସ୍ୱର ସହ ସଙ୍ଗୀତ ମଧ୍ୟ ଅତି ଚମତ୍କାର । ଆପଣ ପରିବେଷଣ କରିଥିବା ସମସ୍ତ ଗୀତର ଲେଖକ ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଆହୁରି ଭଲ ଲାଗନ୍ତା । ଆପଣଙ୍କ ଏହି ଚେଷ୍ଟା ନିଶ୍ଚୟ ଆମ ସଂସ୍କୃତି କୁ ରକ୍ଷା କରିବାରେ ସହାୟକ ହେବ । ଆପଣଙ୍କୁ ହୃଦୟରୁ ସାଧୁବାଦ ଓ ଅନେକ ଶୁଭେଚ୍ଛା ।

  • @Students954
    @Students954 2 роки тому +1

    Mind blowing daa

  • @tussarmohanta
    @tussarmohanta 3 роки тому +1

    ବହୁତ ବଢିଆ ସାର।କୁଆଡେ ଗଲା ସେ ପିଲା ଦିନ,ଭାବିଲା ବେଳେ ଦୁଃଖ ଲାଗୁଛି।

  • @bikashkumarsamal990
    @bikashkumarsamal990 2 роки тому +1

    Good

  • @mimanudas7064
    @mimanudas7064 3 роки тому +2

    Very nice voice sir

    • @VOICEOFALOK
      @VOICEOFALOK  3 роки тому

      ଅଶେଷ ଧନ୍ୟବାଦ ସାର୍

  • @naturegifts6251
    @naturegifts6251 Рік тому +1

    🙏❤👍👌

  • @pratapbhai8603
    @pratapbhai8603 2 роки тому +1

    🌹👍🇮🇳🌹

  • @gmdvoiceworld8640
    @gmdvoiceworld8640 3 роки тому +3

    ବହୁତ ସୁନ୍ଦର ହେଇଛି 👍❤️❤️❤️

  • @premarajkuanr
    @premarajkuanr Рік тому +1

    ଆଜି ଏସବୁ କବିତା ଆଉ କାହିଁ...

  • @kishoripunji8060
    @kishoripunji8060 2 роки тому +1

    Bahut badhia guruji

  • @saraswatishishumandirsarba1528
    @saraswatishishumandirsarba1528 3 роки тому +1

    ସ୍ବର ସଂଯୋଜନା ବହୁତ ବହୁତ ସୁନ୍ଦର

    • @saraswatishishumandirsarba1528
      @saraswatishishumandirsarba1528 3 роки тому +1

      ସତରେ ପୁରୁଣା ଦିନ ମନେ ପଡିଗଲା

    • @VOICEOFALOK
      @VOICEOFALOK  3 роки тому

      bahut bahut dhanyabad

    • @divyaranjan1350
      @divyaranjan1350 2 роки тому

      🙏 ଦେଶ ପ୍ରେମ ଭାବନା କୁ ସ୍ୱର ମାଧ୍ୟମରେ କରୁଥାଅ ଜାଗ୍ରତ, ଧନ୍ୟ ତୁମେ ହେ ଉତ୍କଳ ସୁତ l

  • @akshaykumarpatra6989
    @akshaykumarpatra6989 2 роки тому +3

    Amazing lyrics! Heart touching singing. Heroism is the colour of Patriotism. Earnest Request to you to sing the song in Raaga " Bangalaashree" for feel of 'Bira-Rasa.'

  • @arunnayak1879
    @arunnayak1879 2 роки тому +1

    Jay Sri krishna 💐 ବହୁତ ଭଲ।

    • @namitasahoo4309
      @namitasahoo4309 Рік тому

      ଆଜିକା ଦିନରେ. ଯଦି ଏମିତି. ଶାସକ ମିଳନ୍ତେ ରାଜ୍ୟରେ ଆଉ କେହି ଦୁଖୀ ରହିବେନାହିଁ

    • @arunnayak1879
      @arunnayak1879 Рік тому

      @@namitasahoo4309 ଆଜ୍ଞା ଭଗିନୀ।

  • @SRADHARESAHITYA34
    @SRADHARESAHITYA34 7 днів тому

    ❤❤❤very nice

  • @netranandamaharana2366
    @netranandamaharana2366 2 роки тому +1

    ବହୁତ ସୁନ୍ଦର

  • @hrudanandamahato3611
    @hrudanandamahato3611 Рік тому

    ଆଲୋକ ଭାଇ ଧନ୍ୟବାଦ ପିଲା ଦିନର ପାଠ ପଢା ମନେପଡେ

  • @SANTANUPADHAN-v9s
    @SANTANUPADHAN-v9s 29 днів тому

    Very Nice

  • @shibanisahoo269
    @shibanisahoo269 3 роки тому +3

    So sweet voice 👍👍

  • @sarbeswarbehera7086
    @sarbeswarbehera7086 2 роки тому +1

    Oh badhia

  • @desivillagefoods2837
    @desivillagefoods2837 2 роки тому +1

    Bahut Sundar

  • @dolamanimaharana7790
    @dolamanimaharana7790 3 роки тому +1

    Khub sundar paribesana alok bhai

    • @VOICEOFALOK
      @VOICEOFALOK  3 роки тому

      ଅଶେଷ ଧନ୍ୟବାଦ ସାର୍

  • @kedarbehera9941
    @kedarbehera9941 2 роки тому +1

    How nice bro thanks 🙏 bro please upload ଜାତୀୟ ପକ୍ଷୀ ମୟୂର

  • @kunagond4013
    @kunagond4013 2 місяці тому +1

    ବହୁତ ସୁନ୍ଦର,
    "(ଦେଲୁ ମୋତେ ମହାଶିକ୍ଷା )"
    ଅପ୍-ଲୋଡ଼ କରନ୍ତୁ ।
    ଧନ୍ୟବାଦ ❤

    • @VOICEOFALOK
      @VOICEOFALOK  2 місяці тому

      ua-cam.com/video/hNC1AsYMJlk/v-deo.htmlsi=YzJkKyvUGknEBYY7

    • @kunagond4013
      @kunagond4013 2 місяці тому

      @@VOICEOFALOK thanks for the information.very nice

  • @ramakantameher1448
    @ramakantameher1448 3 роки тому +1

    Bahut bahut dhanyabad bhai

  • @ମୋଗାଆଁ-ଠ5ଧ
    @ମୋଗାଆଁ-ଠ5ଧ 2 роки тому +1

    Khub sundar gauchhanti. Pila Dina mane padigala. Music bi tatodhika sundar hoichhi

  • @hrushikessamantra9238
    @hrushikessamantra9238 3 роки тому +2

    Very nice voice

  • @snehalataprusty8059
    @snehalataprusty8059 Рік тому +1

    ସୁନ୍ଦର ପ୍ରୟାସ। ସାଧୁବାଦ।ନିଧି ବୁଢ଼ା ବାଡି ପଟେ ପଡ଼ିଛି ବିଚାର... କବିତା ଟି ପୋଷ୍ଟ କରି ବେକି ଦୟାକରି।

    • @VOICEOFALOK
      @VOICEOFALOK  Рік тому +1

      ua-cam.com/video/V9Tqsr6aZlk/v-deo.html
      ଦେଖନ୍ତୁ