From the dippest corner of my heart l regard the composer for his or her excellent accurate and appropriate selection of heart touching words in the song. Apart from this l pray to the All might to bless the girl who is singing the song very nicely.
Thik katha sir mu agyani kaibarta bolithile Akbar thik hoithaanta karana satare kaybarta hin agyani thila gyanarupibhagabanankar asirbada paile se bigyani hoiparante jahahau akamatra bigyani se hin parmeswar bhagabana tankara sri charanare samaste asaie
ବହୁତ୍ ସୁନ୍ଦର ଭାବେ କୀର୍ତ୍ତନ ପରିବେଷଣ କରିଛନ୍ତି ବୁଈ ମହା ପ୍ରଭୁ ଜଗନ୍ନାଥ ତୁମର ଚଲାପଥ କୁସୁମିତ କରନ୍ତୁ ଏବଂ ଆଶୀର୍ବାଦ ପ୍ରଦାନ କରନ୍ତୁ ଏହା ହିଁ ମହା ପ୍ରଭୁ ଜଗନ୍ନାଥଙ୍କ ଠାରେ ମୋର୍ ପ୍ରାର୍ଥନା
ହଁ ସାର କୈବର୍ତ୍ତ କେବେ ନିଜକୁ ବିଜ୍ଞାନୀ ତା କହି ନାହିଁ ତେଣୁ କୈବର୍ତ୍ତ ତା ଭାଷାରେ ନିଜକୁ ଅଜ୍ଞାନୀ ହିଁ କହିଛି ଏ ଭକ୍ତି ଭାବର କଥା !
ବହୁତ ସୁନ୍ଦର, ଆଉ ଟିକେ ଭାବ ରହିଲେ ଆଖିରୁ ପାଣି ବାହାରିବା ଦରକାର,
ଧନ୍ୟ, ଧନ୍ୟ ତୁମ। ଙ୍କଠ
ବହୁତ୍ ସୁନ୍ଦର କଣ୍ଠ ଓ ଗାଉଛନ୍ତି 🎉🎉🎉🎉🎉🎉 ଭଉଣୀ ଙ୍କୁ ଭଗବାନଙ୍କ ଆଶୀର୍ବାଦ ରହୁ
ପଛରେ ଧରୁଥିବା ପାଳି ର ସ୍ୱର ଠିକ୍ ହେଉନାହିଁ ସ୍କେଲ ରେ ରହୁନାହିଁ ବାଜା ଠିକ୍ ହେଉ ନାହିଁ ଚଉଦ ମାତ୍ର ବାଜିବା
ଦିବଂଗତା ଶାନ୍ତିଲତା ବାରିକ ଙ୍କ କଣ୍ଠର ଲାଳିତ୍ଯ ମୁଁ ଅନୁଭବ କରୁଛି ।🙏
, ବିଜ୍ଞାନୀ ଶବ୍ଦ କୈବର୍ତ୍ତ ବା ନାବିକ ପାଇଁ ଏଇଥି ପାଇଁ ବୋଧ ହୁଏ ସେ ନାବ ବା ଡଙ୍ଗା ତିଆରି ଓ ନଦୀ ସମୁଦ୍ର ରେ ଚଳେଇବା କଳା କୌଶଳ ପାଇଁ କବି ବ୍ୟବହାର କରି ଛନ୍ତି
ମାଆ!ମନମୁଗ୍ଧକର କଣ୍ଠସ୍ବର।ପ୍ରଭୁଙ୍କ ଆଶୀର୍ବାଦ ତୁମ ମୁଣ୍ଡରେ ବର୍ଷଣ ହେଉ,ଏହା ପ୍ରାର୍ଥନା।
ବିଜ୍ଞାନୀ ଶବ୍ଦ ହିଁ ତ - ଅହଙ୍କାରୀ ଦୁର୍ଯ୍ୟଧନ ପ୍ରକୃତିଗତ ଶବ୍ଦ ଏଣୁ ଏଥିରେ ଉଚିତ୍ ଗତି ନଥାଏ ଏବଂ ମୁକ୍ତି ମଧ୍ୟ ନଥାଏ ।
ଆପଣଙ୍କ କଣ୍ଠରେ ଏ ଗୀତଟି ଖୁବ ସୁନ୍ଦର
ଲାଗିଲା। କିନ୍ତୁ ବହୁତ ଖରାପ ଲାଗିଲା ଟଙ୍କା
ଗୁଡ଼ିକୁ ଦେହରେ ଝୁଲାଇବା। ସଂଗୀତ ପ୍ରେମି ମାନେ ପୁରସ୍କାର ସ୍ବରୂପ ଦେଉଥିବା ଟଙ୍କାକୁ ଗାୟକ କିମ୍ବା ଗାୟିକାଙ୍କ ହାତରେ ଦେଇଦେଲେ ଭଲ ହୁଅନ୍ତା।
Hi
କଣ୍ଠ ଖୋଲା, କିନ୍ତୁ ଆଉ ଟିକେ ଭାବ ସହ ସ୍ବର ଦରକାର। ଧନ୍ୟବାଦ। ଜୟ ଜଗନ୍ନାଥ 🙏
ବିଧାତା ତୁମର ଏତେ ସୁନ୍ଦର କଣ୍ଠ ଦେଇଛନ୍ତି ତୁମର ସଂଗୀତରେ ସାରଦୁନିଆ ମୁଗ୍ଧ ଉଲ୍ଲା ସୀତ ଭଃବାପୂର୍ଣ୍ଣ ହୋଇଯିବେ ଭହାଗବାନ ତୁମର ମଙ୍ଗଳ ଓ ପୁଷ୍ପମାୟ କରନ୍ତୁ ତୁମର ଚଲାପଥକୁ
From the dippest corner of my heart l regard the composer for his or her excellent accurate and appropriate selection of heart touching words in the song. Apart from this l pray to the All might to bless the girl who is singing the song very nicely.
ବହୁତ ଗୁରୁତ୍ବପୁର୍ଣ ଗୀତ
Thik katha sir mu agyani kaibarta bolithile Akbar thik hoithaanta karana satare kaybarta hin agyani thila gyanarupibhagabanankar asirbada paile se bigyani hoiparante jahahau akamatra bigyani se hin parmeswar bhagabana tankara sri charanare samaste asaie
ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି
ଅତି ଉତ୍ତମ ଭାବରେ ସ୍ୱର ବାଜା ବଜାଇବା
ଶୈଳୀ ଅତି ସୁନ୍ଦର ! ଜୟ ଜଗନ୍ନାଥ ♥️🇮🇳🙏🙏🙏
ଗାଇବା ଅତି ସୁନ୍ଦର ବାଜା ହେଉନାହିଁ
ଗୀତଟି କୁ ପାଳିଆ ଅତି ଖରାପ୍ କରି ଦେଉଛନ୍ତି👊👊👊
କି ସୁନ୍ଦର ସତେ ଭଉଣୀ ତୁମର
କି ସୁନ୍ଦର ତୁମ ସ୍ବର,
ଭାନୂମତୀ ସେଠ୍
କୁଆଁ କୁଆଁ କାନ୍ଦେ
କେତେ ନ ଲାଗୁଛି ଡର ।
ପାଳିଆ ମାନେ ଆଉ ମୃଦଙ୍ଗର ଟିକେ ଠିକ୍ ହେଉନାହିଁ.... ତଥାପି ଉତ୍ତମ,
ସର୍ବୋତ୍ତମ ହେବା ପାଇଁ ଟିକିଏ ସମୟ ଲାଗିବ 💐👍
ବହୁତ ସୁନ୍ଦର କଣ୍ଟ ସୋର
Excellent maa
Jai Sri Ram
ବହୁତ୍ ସୁନ୍ଦର୍ ପରିବେଷଣ
ଆପଣଙ୍କର
धन्य हो,सदा सुखी रहो, प्रभु कृपा बना रहे।🙏🙏🙏🙏🙏🌺🌺🌺🌺🌺
❤ ବହୁତ୍ ସୁନ୍ଦର ଗାଇବା ଶୈଳୀ।ଅତି ସୁନ୍ଦର ।❤
ରୁପାଲି କଣ୍ଠ ଅତି ସୁନ୍ଦର ରୁପ ଦେଇଛନ୍ତି ରାଧା
ଶ୍ରୀକୣଷ୍ଣଙ୍କୁ
ସୁନ୍ଦର କଣ୍ଠ
Chandrama ki sital kiran, ati sundar ❤
bahuta bahut sundar
ବହୁତ ବହୁତ ସୁନ୍ଦର ହୃଦୟସ୍ପର୍ଶୀ,
ଆଗକୁ ଆହୁରି ଭଲ ଗାଅ ,ଭଗବାନ୍ ମଙ୍ଗଳ କରନ୍ତୁ ଅଶେଷ ଅଶେଷ ଶୁଭକାମନା
ଜୟ ବଜରଂଙ୍ଗ୍ ବାଲି ଜୟ ମାଁ ତାରାତାରିଣୀ ଙ୍କର କୃପା ଶଦୈବ୍ ବାବୁ ଏ ମୋର ବହୁତ୍ ବହୁତ୍ ପ୍ରାର୍ଥନା
ବହୁତ୍ ବହୁତ୍ ଧନ୍ୟବାଦ୍ ବାବୁ
ବହୁତସୁନ୍ଦର ଗାଇବା ଶୈଳୀ ଓ ସୁନ୍ଦର କଣ୍ଠ ଭଗବାନ କରନ୍ତୁ ବହୁତ ଆଗକୁ ଯାଅ
ଭଲ ହୋଇଛି କିନ୍ତୁ ପାଳିଆ ଙ୍କ ସଙ୍ଗତ ଠିକ୍ ହେଉନାହିଁ , ହଉ ଚଳିବ।
God bless u .maa sarala tamaku sahaya huantu
Bigyani means bigata hoichhi gyana jahara.Thik achhi
ମନଲୋଭା ସଂଗିତ,ଧନ୍ୟବାଦ
ଅତି ସୁନ୍ଦର ବହୁତ ଭଲ ଆଗକୁ ଯାଅ ଜୟ ଜଗନ୍ନାଥ ଧନ୍ୟବାଦ
Very nice
ବହୁତ ବଢିଆ ରଚନା,ଆହା
ସୁନ୍ଦର ରଚନା ସୁନ୍ଦର ଗାଇବାଧାରା କଣ୍ଠ ସ୍ୱର ବହୁତ ମଧୁର ଧନ୍ୟବାଦ ମାଡାମ ଶବ୍ୟାରାଣୀ , ଭକ୍ତକବି ଚଣ୍ଡୀଦାସ ।
ବହୁତ ସୁନ୍ଦର ଝିଅ ଗୀତ ଗାଇବାର ଶୈଳୀ
ଶୂନ୍ୟ ନାଵ ବଦଳରେ ଜୀବନ ନାବ ହେଲେ ମୋ ମତରେ ଭଲ ହୋଇଥାନ୍ତା
କାରଣ ଶୂନ୍ୟ ନାଵ ଭାସିଯିବ ଅବା ଭାଙ୍ଗି ଯିଵ କିପରି ?
ମୋ ମତ ମୁଁ ଫେରାଇ ନେଉଛି ।କବି ପ୍ରଭୁ ନଥିବା ନାଵକୁ ଶୂନ୍ୟ ନାଵ କହିଛନ୍ତି । ମୁଁ ପରେ ବୁଝି ପାରିଛି । ଅପୂର୍ବ ଖୁବ୍ ସୁନ୍ଦର ଭାବ ଗର୍ଭକୁ ସର୍ଜନା ଅଶେଷ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ଆଜ୍ଞା ପ୍ରଣାମ
Sunya naba thik a6i sunya mane naba ta khali achhi bujhibaku chesta kara
ବହୁତ ସୁନ୍ଦର ଲେଖା। ଅତିସୁନ୍ଦର ଗାୟନ ଶୈଳୀ। ବଡ ମଧୁର କଣ୍ଠସ୍ବର। ଧନ୍ଯବାଦ
Very nice
Thanks
Excellent performance with sweet voice Maa. May Goddess Saraswati bless you for devotional song.🎉🎉
Bigyani kaibrata ku agyni kaibrat comment diyantu nahi
Jete kritan dekhuchi a bhauni janaka sabu bele sara gita bolu chhanti, bahuta bhala laguchi,
ବହୁତ୍ ସୁନ୍ଦର୍
ବହୁତ ସ୍ୱର ବହୁତ ବଢିଆ ଗାଇବା ଶୈଳୀ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
ବହୁତ ସୁନ୍ଦର ସ୍ୱର ରେ ଗାଇଛନ୍ତି।
ପ୍ରୟାଶ ଜାରି ରଖ ;ମା ସବୁ ଠିକ୍ ଅଛି
Tuin kena kaibarta aau re mo namare bije hebe shree ram om raang ramaya nama❤
Bohut sundar thnks
ଆଉ ଟିକେ ସ୍ୱର ଲେହେରେ ଦେବା ଦରକାର besi shott ହଉଛି ଆଉ ଟିକେ ଚେଷ୍ଟା kara
Really very nice voice Jay shree jagannath Swami Prabhu
କୈବର୍ତ୍ତ ନିଜେ କହିଲେ ନିଜକୁ ଅଜ୍ଞାନୀ, କବି କହିଲେ ବିଜ୍ଞାନୀ କୈବର୍ତ୍ତ ହେବ l
ତ୍ରୁଟି ସୁଧାରି ନିଅନ୍ତୁ l
କଣ୍ଠ ମଧୁର ଢ଼ଂଗରେ ସରସତା ରହିଛି ପ୍ରୟାସ ବି ରହିଛି ଆଗେଇ ଚାଲ ଇଶ୍ଵର ମଂଗଳ କରିବେ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
Are maa bahut sundar gaucha God bless you maa jai Raghunath
Thank you so much for your beautiful devosanal thinking song.mind blowing with heart touching.
ବହୁତ୍ ସୁନ୍ଦର୍ ଗାଉଛ ବୁହେନ୍ ଲେକିନ୍ ବିଜ୍ଞାନୀ କି ଅଜ୍ଞାନୀ ଟିକେ ଇ ଶବ୍ଦ ଟା ଅଲଗା ଲା ଗୁଛେ଼
EXCELLENT SONG SISTER.
Swara bhabapurna nuhe ki aakarshaniya nuhe .mu 0 no. debi Jai Jagannath ❤❤❤
Sweet Voice and Excellent -Singinging. Thanks.
Radhe radhe 🙏🙏🙏 bahut sundar 🙏🙏🙏
Very nice, Jay shree Jaganath
Very beutiful
Hari om
Beautiful presentation very nice best voice thanks 👍👍 from RUKMINI PRODUCTION 🎉🎉🎉
ଧନ୍ୟବାଦ ସ୍ୱପ୍ନା
Best of luck Jai Jagannath.
ବହୁତ ସୁନ୍ଦର ବେଟା ଆଗେ ବଢୋ
ବହୁତ ସୁନ୍ଦର ଗାଇବା ଶୈଳୀ, ସୁମଧୁର କଣ୍ଠ, ଏବଂ ପରିବେଷଣ ଧନ୍ୟବାଦ
Harekrishna Jay SriJagannath sweet voice thank s to all artist
Maa Saraswoti Maa Sharala
Bahut sundar
So beautiful attempt. God bless you, mardichala👍
ବଜ୍ଞାନୀ କୈବର୍ତ୍ତ ଜାଗାରେ ଅଜ୍ଞାନୀ ଲଗାନ୍ତୁ ବହୁତ ବଢିଆ ଲାଗିବ l
ବିଜ୍ଞାନୀ ର ଅର୍ଥ ଜ୍ଞାନ ବିହୀନ ମଣିଷ
8:32 8:33 8:34
ମହାଶୟ ,ଯେଉଁ କୈବର୍ତ୍ତ ଶ୍ରୀରାମଙ୍କର ପାଦକୁ ଧୋଇଦେଇ ଡଙ୍ଗାରେ ବସାଇଥିଲେ ତାଂକର ନାମ କହିପାରିବେକି?
Kn to maa ku ghei delaki
Real song jenta achhe senta gauchhan. Aau Tumar mane mane gute alga word lagei kari gaibe ke .
Ati sundar paribesan❤❤
ଧନୟଵାଦ ଭଉଣୀ ଏତେ ସୁନ୍ଦର ଭାବରେ ଗାଇଲେ
Very nice song. Keep it up. Jai Shree Ram.
Bahut Sundar kirtan
Jay jagannath God bless you maa
ବହୁତ ସୁନ୍ଦର ଜ୍ଜୟ ଜଗର ନାଥ
ଏହି ଭଳିଆ plane dress ପିନ୍ଧନ୍ତୁ
ଏହି ଗୀତର ଗୀତିକାର ମୁଁ ପ୍ରକାଶ ପଣ୍ଡା ଏବଂ ସ୍ବରଦେଇଛନ୍ତି ଅରବିନ୍ଦ ମୁଦୁଲି,,ଆମନାଁ ଲେଖିଥିଲେ କଣ ପାପଲାଗିଥାଆନ୍ତାକି ?
Sorry Sir
Desciptionre Ebe Dei Deuchhu
Thank You Sir🙏🙏🙏🙏🙏
Excellent ❤❤❤
Jay jagannath 🙏🙏
Hrudaya swarsi gita very nice
Radhe Radhe 🙏
Ati sundar 🎉🎉🎉🎉 Jay jagannath
Verenicre
Very good performance.Jai Shree Ram.
ଗାୟିକା ଙ୍କ ନାମ କଣ ବହୁତ ସୁନ୍ଦର
Beautiful singer but,ପାଳିଆ ଓ ବାହାକ ନାଏ ହେବାର
Excellent voices & song god bless you a
❤
Bahut sundar swara
Heart touching voice
Verry verry good
Voice of Odisha
Jay Sriram very sweet heart touching and devotional song.
Tu bigyani nuhe❤