Nabin Nka Charcha With BJD Leader, Dharmasala Ex-MLA PRANAB BALABANTRAY

Поділитися
Вставка
  • Опубліковано 29 лис 2024

КОМЕНТАРІ • 492

  • @ChandanCreative
    @ChandanCreative 27 днів тому +12

    ୨୦ ଟି ମହାବିଦ୍ୟାଳୟ କୁ ଟ.୧୦ କୋଟି ଖର୍ଚ୍ଚ ରେ ରୂପାନ୍ତରଣ ହୋଇଛି..
    Jay Pranab 💚💚

  • @SunilBehera-w6s
    @SunilBehera-w6s 28 днів тому +114

    ପ୍ରଣବ ବଳବନ୍ତରାୟ ହେଉଛି ଏକ ନମ୍ବର ଟାଉଟର 😂😂😂😂

    • @prakashghose7518
      @prakashghose7518 28 днів тому +10

      ଚନ୍ଦା ଗୁଡାକ ଭାରି ସ୍ୱାର୍ଥପର

    • @rajadash9390
      @rajadash9390 28 днів тому +1

      କାହିଁକି ଲୋ , ତୋ ମା କୁ ସେ ଘେଇଁ ଦେଇ ଥିଲା କି 😂😂

    • @rajadash9390
      @rajadash9390 28 днів тому +1

      @@prakashghose7518 କାହିଁକି ଲୋ , ତୋ ମା କୁ ସେ ଘେଇଁ ଦେଇ ଥିଲା କି 😂😂

    • @rajadash9390
      @rajadash9390 28 днів тому +1

      କାହିଁକି ଲୋ , ତୋ ମା କୁ ସେ ଘେଇଁ ଦେଇ ଥିଲା କି 😂😂

    • @debiprasannadeo6879
      @debiprasannadeo6879 27 днів тому

      ଏବେ ଧର୍ମଶାଳା ବିକାଶର ନାହିଁ ଉନ୍ନତି, ମାନ୍ୟବରଙ୍କ ଚାଲିଛି କେବଳ ଦୁର୍ନୀତି..

  • @maheswarparihari5189
    @maheswarparihari5189 28 днів тому +62

    M L A ସିଟ୍ ଟା କା ବାପର ନୁହେଁ କି ଓଡ଼ିଶା ଟା ନବୀନ ପଟ୍ଟନାୟକ ର ନୁହେଁ ।ସେହି ହିସାବରେ ରାଜନୀତି କରିବା ଦରକାର । ନ ହେଲେ ଲୋକେ ଏହିପରି ଗୋଡ଼ରେ ଆଡେଇ ଦେବେ ।

    • @AlokRojiLyfStyle
      @AlokRojiLyfStyle 27 днів тому

      ଠିକ କହିଛୁ ସେଇ କଥା ଭାବିକି ଟିକେ ଚୁପ ଚାପ ରହ କିଏ କହିବ କାଲି ପୁଣି କୋଉ ସରକାର ଆସୁଛି

  • @sibaprasaddash4386
    @sibaprasaddash4386 28 днів тому +12

    Bahut development karichha.khai jaichha pura

  • @Narayan6u
    @Narayan6u 27 днів тому +11

    ବଳବନ୍ତରାୟ ଗୋଟେ କଥା କୁହ ପାଣ୍ଡିଆନଙ୍କ ଛତ୍ର ଛାୟାରେ ନବୀନ ଥିଲେ ନା ନବୀନଙ୍କ ଛତ୍ରଛାୟରେ ଥିଲେ

  • @CREATORHAPI
    @CREATORHAPI 27 днів тому +5

    Good work jitu bhi ♥️👍

  • @DhaneswarDas-v6q
    @DhaneswarDas-v6q 28 днів тому +15

    ଆମେ agrigate ରେ ପାସ୍ କରିଛୁ କିନ୍ତୁ ଦୁଇଟି subject ରେ ଫେଲ୍ ହେଇଛୁ। ଏହାର ଅର୍ଥ କଣ

  • @BikashPalei-my1yz
    @BikashPalei-my1yz 28 днів тому +15

    Jadi devlopment karicha sabu village re loka chala chapara ghare kemiti rahuchanti

  • @prakashmahapatra2182
    @prakashmahapatra2182 14 днів тому +1

    ଯଦି ଆମେମାନେ ରାଜ୍ୟର ସୁଶାସନ ବିଷୟରେ ବିଚାର କରିବା ଏତିକି କହିବି ରାଜ୍ୟ ଠିକ ଦିଶାରେ ଚାଲୁ, ତାହାର ଉନ୍ନତି ହେଉ, ପ୍ରଗତି ହେଉ, ସେଥିରେ ଅପରାଧିକ ବୃଦ୍ଧି ଉତ୍ପନ ନ ହେଉ, ଅର୍ଥ ବ୍ୟବସ୍ଥା ଓ ପ୍ରଶାସନ ଶୁଦ୍ଧୃଢ଼ ଭାବରେ ଚାଲୁ, ସୁରକ୍ଷା ମଜଭୁତ ରହୁ ସମସ୍ତ ରାଜ୍ୟ ବାସି ସୁଖୀ ଓ ସନ୍ତୁଷ୍ଟ ରୁହନ୍ତୁ. ଏ ସବୁ ବିକାଶର ଦାୟିତ୍ୱ ସରକାର ର ଓ ପ୍ରଶାସନ ର. ତେଣୁକରି ଆଜିର ପରିସ୍ଥିତି ରେ ଏ ଗୁଡିକର ସମୀକ୍ଷା କରିନେବା ନିହାତି ଜରୁରୀ.

  • @tanmayarana1330
    @tanmayarana1330 28 днів тому +5

    Bhala kahila...majhire kahile... "Navin sarkar instant action nauthile" but naba das case ra conclusion asilani

  • @kdnewsodia3767
    @kdnewsodia3767 27 днів тому +10

    କର୍ମର ଫଳ ପାଇଛି

  • @acharyaone7500
    @acharyaone7500 26 днів тому +1

  • @bishnumishra8668
    @bishnumishra8668 27 днів тому +7

    ବଢ଼ିଆ ଦିଶୁଛି, ଦୁଇଟା ଚନ୍ଦା ମୁଣ୍ଡ ଚନ୍ଦ୍ର ଭଳି ଚମକୁଛି 🙌

    • @AlokRojiLyfStyle
      @AlokRojiLyfStyle 27 днів тому

      ସେଇ ଗିଟିଏ ନାଁ ବାବା ଆଜି ସାରା ରାଜ୍ୟରେ ଏକ ନିଆରା ଯାହା ତମ ମାନଙ୍କ ଭଳି କେଇଟା ଚୋର ଙ୍କୁ ସାବଡ଼ କରିଛି

  • @sop828
    @sop828 28 днів тому +9

    Development Of Crime & Corruption .

  • @Better2026
    @Better2026 28 днів тому +5

    For the first time, Podcast bhala lagi Lani,,,partially conversation....

  • @chandipadapanda4707
    @chandipadapanda4707 27 днів тому +4

    କ୍ଷମତାରେ ଥିଲେ କଥା ଗୋଟେ ପ୍ରକାର ଆଉ କ୍ଷମତାରେ ନ ଥିଲା ବେଳେ କଥା ଆଉ ଗୋଟିଏ ପ୍ରକାର,ନିର୍ବାଚିତ ହେବାପରେ ବିକାଶ କରିବାଟା କର୍ତ୍ତବ୍ଯ ,ସେଥିପାଇଁ ବାହାଦୂରୀ କରିବା ଅନାବଶ୍ଯକ ।

  • @lokanathrout6436
    @lokanathrout6436 27 днів тому +1

    ❤️❤️

  • @AkashPaik-s7h
    @AkashPaik-s7h 27 днів тому +13

    ଭାଇ ଆପଣ ଆଜି ଧର୍ମଶାଳା ର ବିଧାୟକ ନାହାନ୍ତି କିନ୍ତୁ ଆମ ଧର୍ମଶାଳା ଏବେ ଅଶାନ୍ତ ଆଡକୁ ଗତି କରୁଛି ଆପଣ ସମୟ ରେ ଏମିତି ଅଶାନ୍ତ ନଥିଲା

    • @MRShark7
      @MRShark7 9 днів тому +1

      Jitu nije ashant karuchi

  • @chinmayeebehura6107
    @chinmayeebehura6107 27 днів тому +4

    କିଛି ପୂର୍ବତନ ଆମେ ଜାଣିନୁ ଜଣିଏ ନେତା ଅମର ଜିତୁ ଭାଈ,ସେ ହିଁ ଆମ ପାଇଁ ସରକାର ସେ ହିଁ ବିଧାୟକ

  • @DhaneswarDas-v6q
    @DhaneswarDas-v6q 27 днів тому +5

    ଏବେବି ଏମାନଙ୍କର Pandian Babu ଙ୍କ ପ୍ରତି ଭୟ ଅଛି

  • @gokulanandadas4048
    @gokulanandadas4048 25 днів тому +1

    Nabin Babu nirbhik ଉପସ୍ଥାପନ ପାଇଁ ଅଶେଷ ଧନ୍ୟବାଦ ,ଓଡ଼ିଶା ବାସୀଙ୍କ ଆଖିରୁ ଅନ୍ଧପୁଟୁଳି ଖୋଲିବାକୁ ଆପଣ ଶତଚେଷ୍ଟା ପ୍ରୟାସ କରୁଥିବାରୁ ଆପଣଙ୍କ ମଙ୍ଗଳ କାମନା କରୁଛି ,ଆପଣଙ୍କ chanel ମାଧ୍ୟମରେ ପ୍ରଣବ ବାବୁଙ୍କୁ 2/3 ତ ପ୍ରଶ୍ନ , 1- ଗତ 24 ବର୍ଷରେ BJD ନେତାମାନଙ୍କର ସମ୍ପତି ଯେଉଁ ହରରେ ବଢ଼ିଛି ଓଡ଼ିଶାର ସାଧାରଣ ଜନତାଙ୍କ ପ୍ରଗତି ସେହି ଅନୁପାତରେ ହୋଇଛି କି ,2- Black rose ship ସହିତ ତାଙ୍କର କାନ ସମ୍ପର୍କ ,3- ମାମୁ ଭଣଜା ଘାଇ ସାତ କି ,4- ନବୀନ ବାବୁ CM charge neba purbaru Odishara Runa bhara ketey thila 2024 re duty ଛାଡ଼ିବା ପୂର୍ବରୁ ଓଡ଼ିଶାକୁ ketey ଟଙ୍କା ରୁନରେ ଦୁବାଇ BJP ku charge dele , Mote ଲୋକସଂଖ୍ୟା 81% BPL ,ଋଣଭାର ଅସମ୍ଭାଳ ,ବେକାରୀ ହର ବଢ଼ିଛି , ଡକ୍ଟର ,Master ,abhaba pragati kahaku kahuchhanti ,kebala ଚିକ୍କଣ କଥା କହି ପ୍ରଗତି ହୁଏନି ,

  • @prashantajena1149
    @prashantajena1149 26 днів тому +2

    ଧର୍ମଶାଳାରେ କୃଷି ଓ କୃଷକ ଏବଂ ଶ୍ରମିକମାନଙ୍କର ବିକାଶ କିଛି ହୋଇନାହିଁ,ଏ ବିଷୟରେ ଆଲୋଚନା ନହେବା ଦୁର୍ଭାଗ୍ୟଜନକ

  • @anitabehera2903
    @anitabehera2903 27 днів тому +2

    ହାର ଜିତ୍ ତ ଲାଗି ରହିଛି କିନ୍ତୁ ଧର୍ମଶାଳା ପାଇଁ ଯିଏ ସବୁବେଳେ ନିଜର ଯୋଗ୍ୟ ସିଏ ଆମ ପ୍ରଣବ ଭାଇ 🙏🏻

  • @rohitswain6942
    @rohitswain6942 27 днів тому +1

    Dharmashala No-1👍👍 jitu Bhai 💚💚👍👍💐

  • @soumyaranjan.bairiganjan3816
    @soumyaranjan.bairiganjan3816 27 днів тому +1

    ନବୀନ ସାର୍ ମୁଁ ଆପଣଙ୍କ ର ସାମ୍ବାଦିକତା ବହୁତ ବଡ ପ୍ରଶଂସକ ସାର୍ ଆପଣ ଏହିପରି ସମ ଭାବ ରଖି ଶାସକଦଳ ଓ ବିରୋଧୀଦଳର ନେତା ଙ୍କୁ ଡାକନ୍ତୁ ଆଉ ସମସ୍ତଙ୍କ ଦୋଷ କୁ ସମାଲୋଚନା କରନ୍ତୁ ଆପଣଙ୍କୁ ଅନୁରୋଧ 🙏🙏

  • @debasisbaral4521
    @debasisbaral4521 27 днів тому +2

    ଧର୍ମଶାଳା ପାଈଁ ଆପଣ ଯାହା କରିଛନ୍ତି l ଆପଣଙ୍କୁ ଯେତେ ଧନ୍ୟବାଦ୍ ଦେଲେ ବି କମ ପଡିଯିବ । ଧନ୍ୟବାଦ ପ୍ରଣବ ବଳବନ୍ତରାୟ 🙏🙏

  • @b.k.sachindra5852
    @b.k.sachindra5852 28 днів тому +17

    Toutor ra barabati chsa

  • @KamalakantaNayak-z3o
    @KamalakantaNayak-z3o 28 днів тому +10

    ଯାହା ଡେଭଲପମେଣ୍ଟ ବାପାଙ୍କ ବେଳେ ହୋଇଥିଲା।

  • @CREATORHAPI
    @CREATORHAPI 27 днів тому +2

    ଜୟ ପ୍ରବଣ 🙏🙏

  • @subhrajitsamaljajpur1536
    @subhrajitsamaljajpur1536 27 днів тому +1

    ସତରେ ନବୀନ ବାବୁଙ୍କ ସରକାରରେ ଆମ ବିଂଝାରପୁର ବି ବହୁତ ଉନତି ହେଇଛି ❤

  • @maheswarswain1429
    @maheswarswain1429 27 днів тому +2

    ଭାଇ ଆପଣ ହାରିଯାଇଛନ୍ତି ସତ କିନ୍ତୁ ଆମ ହୃଦୟରେ ସଦାବେଳେ ଅଛନ୍ତି ରହିଥିବେ ମଧ୍ଯ..
    ପ୍ରଣବ ଭାଇ 💚

    • @Bimanpradhan-x2o
      @Bimanpradhan-x2o 27 днів тому

      ହାରିକି ବି ଭାଇ ସମସ୍ତଙ୍କ ହୃଦୟରେ

  • @Sambhunath_Patra
    @Sambhunath_Patra 27 днів тому +1

    Not expected but expected

  • @subratbeura6735
    @subratbeura6735 27 днів тому +13

    ତୁ ତ ଏତେ ଛୋଡ଼ିଦେଲୁ.. ହାରି ଗଲୁ କଣ ପାଇଁ

  • @BibhutibhushanNayak-
    @BibhutibhushanNayak- 27 днів тому +1

    Right 👍

  • @pravatsahoo311
    @pravatsahoo311 27 днів тому +1

    Fantastic speech by jitu bhai

  • @MaabirajaSKM
    @MaabirajaSKM 26 днів тому +1

    ନିର୍ଭୟ କୁ ଅଶେଷ ଅଶେଷ ଧନ୍ୟବାଦ....🎉

  • @abhijitpatnaik7438
    @abhijitpatnaik7438 26 днів тому +1

    Looks like an honest interview.

  • @maheswarswain1429
    @maheswarswain1429 27 днів тому +1

    ଧର୍ମଶାଳା ବିକାଶ ର ରୂପକାର ଆମ ପ୍ରିୟ ନେତା
    ଜୟ ପ୍ରଣବ 💚

  • @kaisarajamkhan
    @kaisarajamkhan 27 днів тому +1

    One and only Pranab Bhai ❤️🙏

  • @sashibhusandas1315
    @sashibhusandas1315 27 днів тому +8

    ଲଙ୍କାରେ ହରିନାମ

  • @lokanathrout6436
    @lokanathrout6436 27 днів тому +1

    ସୁଖରେ ଦୁଃଖରେ ସଦାବେଳେ ସବୁ ସମୟରେ ଆମ ଭାଇ ଆମ ସାଥିରେ Jay Pranab 💚

  • @banajena5123
    @banajena5123 4 дні тому

    A 5star interview.Lage raho Jitu Babu.Time is the best healer.

  • @arriyanakashnayak61
    @arriyanakashnayak61 27 днів тому +1

    We ❤️ Jitu Bhai

  • @subasnayak1510
    @subasnayak1510 28 днів тому +35

    2024 ସାଧାରଣ ନିର୍ବାଚନ ରେ ବିଜେପି 1 କୋଟି 13ଲକ୍ଷ ରୁ ଅଧିକ ଭୋଟ ପାଇଲା 20 mp ଜିତିଲେ , ବିଜେଡି 93 ଲକ୍ଷ 82 ହଜାର ଭୋଟ ପାଇଲା, ବିଜେଡି ନେତା କହୁଛନ୍ତି ଆମେ ବିଜେପି ଠାରୁ ଅଧିକ ଭୋଟ ପାଇଛୁ, ବାସ୍ତବ ତଥ୍ୟ କଣ

    • @chiranjibimohantycm2004
      @chiranjibimohantycm2004 28 днів тому +1

      MLA vote re

    • @SaileshDehuri
      @SaileshDehuri 27 днів тому +1

      😂😂😂😂😂😂

    • @MohanSahoo-j1x
      @MohanSahoo-j1x 27 днів тому

      ମିଛ ପ୍ରଚାର କରୁଛି ବିଜେଡି ।

    • @satyabratmahalik7237
      @satyabratmahalik7237 25 днів тому

      Bjd jadi michha kahuchi tahara sata jawab BJP dauni kn pain muhanre kn tundi marajaichi​@@MohanSahoo-j1x

  • @AlokRojiLyfStyle
    @AlokRojiLyfStyle 27 днів тому +7

    ଶାନ୍ତ ଧର୍ମଶାଳା ଆଜି ଅଶାନ୍ତ ହୋଇଛି ଏଥିରୁ ଜଣା ଯାଉଛି ପ୍ରଣବ ଭାଇ ବହୁତ ଭଲ ଥିଲେ

  • @maheswarswain1429
    @maheswarswain1429 27 днів тому +4

    ପ୍ରଣବ ଭାଇ ରାଜନୀତି ସମୟ ରେ ଏକ ଶାନ୍ତ ଧର୍ମଶାଳା ଥିଲା ଏବେ ଗୁଣ୍ଡା ରାଜ ଚାଳିଛି ଅଶାନ୍ତ ହୋଇ ପଡିଛି।

  • @MANOJKUMAR-l6q4e
    @MANOJKUMAR-l6q4e 27 днів тому +1

    ଜୟ ବିଜେଡି,, ଜୟ ନବୀନ 💚

  • @nigamanandasahoo3942
    @nigamanandasahoo3942 26 днів тому +1

    Good

  • @sudeepkumardian1548
    @sudeepkumardian1548 27 днів тому +3

    ନବୀନ ବାବୁ ଆପଣ ଗୁମର କଥାରେ ବିଜେଡିକୁ ଯେତିକି ସମାଲୋଚନା କରୁଛନ୍ତି ପ୍ରଣାବବାବୁଙ୍କ ସାମ୍ନାରେ ସେ ଦୃଷ୍ଟିଭଙ୍ଗୀ ଆପଣଙ୍କର ଦେଖିବାକୁ ମିଳିଲାନି. ଏହାର କାରଣ କଣ?. ନା ଆଉକିଛି ମଜବୁରି ଅଛି

  • @MarutiEntertainment5241
    @MarutiEntertainment5241 28 днів тому +6

    Jay shree jagarnath

  • @biswanathpadhy8371
    @biswanathpadhy8371 28 днів тому +13

    ଦାସଙ୍କ ପୁଅ ବଳବନ୍ତରାୟ ?

  • @ganeswarrout1352
    @ganeswarrout1352 27 днів тому +3

    ଧର୍ମଶାଳା ର ଅନେକ ଗାଁ ଅଛି ଏପର୍ଯ୍ୟନ୍ତ କିଛିବି developments ହୋଇନାହିଁ ଖାଲି ଫାଉ ମାରିଲେ କ'ଣ ହେବ ଏଇ ଥରକ ପୁଣି ଏମେଲ ଟୋଟାଲେ ଖାଇକି ଖୋଳ କରି ଦେଇଥାନ୍ତା 😅😅😅

  • @Subrat_3656
    @Subrat_3656 27 днів тому +1

    ଆପଣ ଯେତିକି ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ଯଦି ଏ 5ବର୍ଷ କିଛି ନୂଆ ଉନ୍ନତି ମୂଳକ କାର୍ଯ୍ୟ ନହେଲେ ବି ଲୋକ ଙ୍କୁ କିଛି ଜଣାପଡ଼ିବ ନାହିଁ ବର୍ତ୍ତମାନ ର ବିଧାୟକ ଯଦି ଖାଲି Repairing ଆଉ Clour କରିବେ ତାହା ମଧ୍ୟ ଯଥେଷ୍ଟ କିନ୍ତୁ ଆମ ଭୁଲ ପାଇଁ ଆମେ ଅନୁତପ୍ତ 🙏

  • @unlimitedstatus7362
    @unlimitedstatus7362 28 днів тому +16

    ମୋର ପ୍ରଶ୍ନ... B. J. D. ର ମୁଖ୍ୟ କିଏ ? V. K. ପାଣ୍ଡିଆନ ନା ନବୀନ ପଟନାୟକ....

  • @arriyanakashnayak61
    @arriyanakashnayak61 27 днів тому +2

    ଆଜି ଯଦି ଅନ୍ୟ ନିର୍ବାଚନ ମଣ୍ଡଳୀ ଅନୁସାରେ ଧର୍ମଶାଳା ର ରାସ୍ତା ଘାଟ ବୋହୁତ ଉନ୍ନତି ହେଇଚି

  • @AlokRojiLyfStyle
    @AlokRojiLyfStyle 27 днів тому +2

    ଧର୍ମଶାଳା ପାଇଁ ଉପଯୁକ୍ତ ଥିଲେ ପ୍ରଣବ ତାଙ୍କ ପାଇଁ ବହୁତ ବିକାଶ ହେଇଛି ଧର୍ମଶାଳା ରେ

  • @maheswarswain1429
    @maheswarswain1429 27 днів тому +2

    ଯାହା ଆମେ ଦେଖୁଛୁ ପ୍ରଗତିର ପ୍ରୟୋଗଶାଳା ଆମ ଧର୍ମଶାଳା ଯାହା ଆଜି ତଳକୁ ତଳକୁ ଯାଉଛି..

  • @AlekhChandraDas-wh4pt
    @AlekhChandraDas-wh4pt 7 днів тому

    Thank you rabi babu for your discussion

  • @benudharpradhan4323
    @benudharpradhan4323 27 днів тому +3

    ପ୍ରଣବ ବାବୁ BDO ଙ୍କ କଥା କହିଲେ . ସେ ଓ ତାଙ୍କ BJD ର ନେତା ମାନେ ପାଣ୍ଡିଆନ କୁ ଡରୁଥିଲେ କାହିଁକି. ପ୍ରଣବ ବାବୁ ଙ୍କୁ ଲାଜ୍ୟା ଲାଗିବାର କଥା..

  • @jagabandhuparida1236
    @jagabandhuparida1236 2 дні тому

    Sir always favourite ...🙏❣️

  • @kalpanaparida3178
    @kalpanaparida3178 28 днів тому +4

    Actually bhala charecter lokanku podcast ku dakantu please🙏

  • @susantasahoo9544
    @susantasahoo9544 27 днів тому +2

    ନବୀନ ପଟ୍ଟନାୟକ ବିନା ମାର୍ଗଦର୍ଶକରେ ଦିନଟିଏବି ଶାସନ କରିନାହାନ୍ତି.ନବୀନ ବାବୁଙ୍କର ଚମକ ବଢୁଛି, କାରଣ ଦୀପ ଲିଭିଲା ବେଳକୁ ଭଲକରି ଓ ଜୋରରେ ଜଳିଥାଏ.

  • @neerennayak7417
    @neerennayak7417 28 днів тому +9

    ପାଗଳ ପବ୍ଲିକ କି

  • @arucharanpradhan5502
    @arucharanpradhan5502 27 днів тому +1

    ମୁଁ ଆଜି ପର୍ଯ୍ୟନ୍ତ ଦ୍ଵନ୍ଦରେ ଅଛି କି କଳ୍ପତରୁ ଦାସଙ୍କ ପ୍ରଣବ ପୋଷ୍ଯ ପୁତ୍ର ହୋଇ ଥିବେ ବୋଲି।କାରଣ କଳ୍ପତରୁ ଦାସ ଓ ପ୍ରଣବ ମଧ୍ୟରେ ଜ୍ଞାନ, ବିବେକର ବହୁତ ଫରକ ଦେଖା ଯାଉଛି।

  • @swarajnayak3775
    @swarajnayak3775 27 днів тому +1

    ଜିତୁ ବାବୁ ବହୁତ ଭଲ କାମ କରିଛନ୍ତି ଧର୍ମଶାଳା ରେ ଯାହା ଆଜି ଲୋକ ମାନେ ଉପକୃତ ହଉଛନ୍ତି.... କହିବା କରିବା ରେ ବହୁତ ଫରକ ଥାଏ କିନ୍ତୁ ଜିତୁ ବାବୁ devloment କାମ କୁ କରିକି ଦେଖେଇଛନ୍ତି... 👍

  • @RutwikDas
    @RutwikDas 27 днів тому +2

    Bapa nambari beta donambari.😂😂

  • @ChandanCreative
    @ChandanCreative 27 днів тому +1

    ଶାସାକ ଦଳ khali କାମୁଡ଼ା କୁକୁର ଭଳି ହେଇଛନ୍ତି ଯେଉଁମାନେ ଦୁର୍ନୀତି କରିଛନ୍ତି ତାଙ୍କୁ ବାନ୍ଧିବା ପାଇଁ କଣ ଡର ଲାଗୁଛି କି..

  • @AkashPaik-s7h
    @AkashPaik-s7h 27 днів тому +1

    ଭାଇ ରାଜନୀତି ରେ ହାରଜିତ ଅଛି କିନ୍ତୁ ଆପଣ ଆଗକୁ ମାଡି ଚାଲନ୍ତୁ ଆପଣ ସାଥିରେ ଆମେ ଅଛୁ

  • @PrafullaSahoo-o1f
    @PrafullaSahoo-o1f 27 днів тому +8

    ଜଣେ ସ୍ଵାଧୀନ ପ୍ରାର୍ଥୀ ଙ୍କ ଠାରୁ ହରାଇଥିବା ଲୋକଙ୍କୁ ଡାକି ଆପଣଙ୍କ ଚ୍ୟାନେଲ ଅପବିତ୍ର ହୋଇଛି ।କେତେ ଦୁର୍ନୀତିମୁକ୍ତ ଲୋକ ଜନିଥା ।

  • @rajeshhappyworld1071
    @rajeshhappyworld1071 27 днів тому +2

    ପ୍ରଶ୍ନ କଡା ପଚାରିଦେଲେ

  • @rabindramohanty1325
    @rabindramohanty1325 28 днів тому +52

    ଏହିଭଳି ନେତାଙ୍କୁ podcast କୁ ଆଣିଥିବାରୁ ଦୁଃଖିତ

  • @Manoranjansahoo34680
    @Manoranjansahoo34680 28 днів тому +9

    ସାର, ପୂର୍ବରୁ ଅମର ଶତପଥୀ ବି ଆସିଥିଲେ ବିଜେଡିରୁ, ଧନ୍ୟବାଦ

    • @amiyajena8701
      @amiyajena8701 27 днів тому

      ଅରବିନ୍ଦ ମହାପାତ୍ର ବି ଆସିଥିଲେ.

    • @Manoranjansahoo34680
      @Manoranjansahoo34680 27 днів тому

      @@amiyajena8701 ହଁ, ଅରବିନ୍ଦ ମହାପାତ୍ର 5 ମାସର ବିଜେଡି ନେତା, ତାଙ୍କର କହିବା ଉଦ୍ଦେଶ୍ୟ ଥିଲା ପୁରୁଣା ବିଜେଡି ନେତା, ଧନ୍ୟବାଦ

  • @ChandanCreative
    @ChandanCreative 27 днів тому

    ୭୩ ହଜାର ପରିବାର କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମିଳିଛି..
    #BSKY

  • @gayadharpanda9747
    @gayadharpanda9747 28 днів тому +3

    Durnitira prayogasala ei ama dharmasala

  • @ChandanCreative
    @ChandanCreative 27 днів тому

    ଧର୍ମଶାଳା କୁ ପ୍ରଗତି ର ପ୍ରୟୋଗ ଶାଳ ଭାବେ ଗଢ଼ି ତୋଳିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ....
    Jay Pranab ❤️❤️

  • @ChandanCreative
    @ChandanCreative 27 днів тому

    ଧର୍ମଶାଳାରେ ମନ୍ଧିର,ମସଜିଦ, ଚର୍ଚ୍ଚ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ର ବ୍ୟୟ କରାଯାଇଛି...

  • @manashpradhan8580
    @manashpradhan8580 28 днів тому

    True, Sri Kalpataru Das has done lots of development in his constituency. Road connectivity is perhaps the best and is highly appreciated by the people of his constituency.

  • @biswanathpadhy8371
    @biswanathpadhy8371 28 днів тому +2

    Pl don't call tainted people ,sir.

  • @AkashPaik-s7h
    @AkashPaik-s7h 27 днів тому +2

    ଧର୍ମଶାଳା ଏକ ନୁମ୍ବର ନେତା ପ୍ରଣବ କୁମାର ବଳବନ୍ତରାୟ

  • @ChandanCreative
    @ChandanCreative 27 днів тому

    ୭୩ ହଜାର ପରିବାର କୁ ରାସନ୍ କାର୍ଡ ମିଳିଛି..

  • @BidyabhusanKuldy-yy4cb
    @BidyabhusanKuldy-yy4cb 27 днів тому

    Jitu bhal and paripakwa neta te, mistha bhasi madhya. Loaka rahibe tanka sangare ethire sandeha nahin. Good podcast. Thank you🙏.

  • @satanicverses1
    @satanicverses1 27 днів тому +2

    Bamana Rakshyas

  • @pradiptakumarsatapathy3599
    @pradiptakumarsatapathy3599 27 днів тому +1

    କଥାରେ ଅଛି ସହି ସହି ମହାଶୟ,ମହାଶୟ ରୁ ବଦଲୋକ ।

  • @ChandanCreative
    @ChandanCreative 27 днів тому

    ୨୬ ଟି ପଞ୍ଚାୟତ ରେ ମୋ ବ୍ୟାଙ୍କ ଖୋଲାଯାଇଛି.. ଜୟ ପ୍ରଣବ 💚💚

    • @p.k.mansing3447
      @p.k.mansing3447 26 днів тому

      ଯାହା ହୋଇଥିଲା ତା ବାପା ଅମଳରେ

  • @rabindranathbehera5172
    @rabindranathbehera5172 28 днів тому +1

    No , public relation.Hence not accepted.

  • @ChandanBhadra-m3k
    @ChandanBhadra-m3k 27 днів тому +7

    ପ୍ରଗତି ର ପ୍ରୟୋଗ ଶାଳା ଆମ ଧର୍ମଶାଳା ଏହା କେବଳ କଥା ରେ ନୁହେଁ କାମ ରେ କରି ଦେଖାଇଛନ୍ତି ପୂର୍ବତନ ବିଧାୟକ ମାନ୍ୟବର ପ୍ରଣବ ବଳବନ୍ତରାୟ

  • @Narayan6u
    @Narayan6u 27 днів тому +9

    ଆଜିର ଅତିଥି ଚର୍ଚ୍ଚାରେ ଆପଣଙ୍କ ଦର୍ଶକଙ୍କ ମନରେ ବିଶ୍ୱାସ ଓ ଉତ୍ସାହ ଭାଙ୍ଗିଦେଲେ ଏହା ନିରାଟ ସତ ( କୁହନ୍ତୁ କାହିଁକି......? )

    • @soumyaranjansamal1189
      @soumyaranjansamal1189 27 днів тому

      Kain kn Khali gerua nka galua gapa sunibaku daka heuthibe na kn....

    • @Bzyck1
      @Bzyck1 24 дні тому

      #ଅନ୍ଧଭକ୍ତ

  • @prakashsatapathy4855
    @prakashsatapathy4855 27 днів тому +1

    ଧର୍ମଶାଳା ର ଗାଁ ଗାଁ ରେ ଆପଣଙ୍କ ଉନ୍ନତି ଆଜି ବି ପ୍ରଣାମ କରେ ଆପନଙ୍କ କାର୍ଯ୍ୟ
    ଆଉ ଆପଣଙ୍କ ବେକ୍ତିତ୍ୱ ଓ
    ଆପଣଙ୍କ ସୁନ୍ଦର ଉନ୍ନତି ର ଚିନ୍ତାଧାରା ଆଉ କାର୍ଯ୍ୟ

    • @PrafullaSahoo-o1f
      @PrafullaSahoo-o1f 27 днів тому

      ହାରିଲେ କାହିଁକି କୁହ

    • @prakashsatapathy4855
      @prakashsatapathy4855 27 днів тому

      ​@@PrafullaSahoo-o1f
      Valse dekhantu.. Aapana kan ans ta video re achhi aangya

  • @ChandanCreative
    @ChandanCreative 27 днів тому

    ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନାରୁ ୧୧୫ ଟି ପ୍ରକଳ୍ପ ପାଇଁ ଟ. ୧୫ କୋଟି ଖର୍ଚ୍ଚ ହୋଇଛି..

  • @AkashPaik-s7h
    @AkashPaik-s7h 27 днів тому

    ଭାଇ ଆପଣଙ୍କ ସହିତ ଆମେ ଅଛୁ ଆଉ ଆଗକୁ ମଧ୍ୟ ରହିବୁ ଆପଣ ହାରିଯାଇଛନ୍ତି ସତ କିନ୍ତୁ ଆମ ଧର୍ମଶାଳା ବାସୀ ଙ୍କ ହୃଦୟ ରେ ସଦାସର୍ବଦା ରହିଥିବେ

  • @AlokRojiLyfStyle
    @AlokRojiLyfStyle 27 днів тому +10

    ଆଜି ବି ଧର୍ମଶାଳା ର କୋଣ ଅନୁକୋଣ ରେ ବିକାଶ ଆକାଶ ଭହଁ5ହେଇଛି ଯାହା ସମ୍ଭବ ହୋଇଛି ପ୍ରଣବ ଵଳବନ୍ତରାୟ 💚

  • @lokanathrout6436
    @lokanathrout6436 27 днів тому +1

    ପ୍ରଣବ ଜଣେ ଏମିତି ନେତା
    ଏମାନେ ଯେତେ ଚେଷ୍ଟା କଲେ ମଧ୍ୟ୍ୟ ତାଙ୍କ ଭଳି ହୋଇପାରିବେ ନାହିଁ

  • @priyabratakhandai2892
    @priyabratakhandai2892 27 днів тому

    ପ୍ରଗତି ର ପ୍ରୟୋଗ ଶାଳା ଆମ ଧର୍ମଶାଳା ଏହା କେବଳ କଥା ରେ ନୁହେଁ କାମ ରେ କରି ଦେଖାଇଛନ୍ତି ପୂର୍ବତନ ବିଧାୟକ ମାନ୍ୟବର ପ୍ରଣବ ବଳବନ୍ତରାୟ🙏🙏🙏

  • @lokanathrout6436
    @lokanathrout6436 27 днів тому

    ଏ ଦରମା ଦେଇ ଭଲ ପାଇବା ନୁହେଁ ଏ ଆପଣଙ୍କୁ ସଚ୍ଚା ଭଲ ପାଇବା❤❤

  • @sukantmahapatra8043
    @sukantmahapatra8043 26 днів тому

    ପ୍ରତ୍ୟୁଷା ରଜେଶ୍ୱରି, ବିଜେପି ବିଧାୟକ ପାର୍ଥି ନୟାଗଡ଼ ଙ୍କ ସାକ୍ଷାତକାର ନିଅନ୍ତୁ

  • @gadadharmohapatra4830
    @gadadharmohapatra4830 28 днів тому +4

    Bala ta nai, au kn kareba

    • @rajadash9390
      @rajadash9390 28 днів тому +1

      ନବୀନା ଦାସ ର 😂😂

  • @ranjitrout8272
    @ranjitrout8272 27 днів тому

    ବିକାଶର ଶୀର୍ଷରେ ଆଜି ଧର୍ମଶାଳା ଯାହା ସମ୍ଭବ ହୋଇପାରିଛି ତାହା କେବଳ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପାଇଁ 🙏

  • @chinmayeebehura6107
    @chinmayeebehura6107 27 днів тому

    ଜୟ ପ୍ରଣବ

  • @lokanathrout6436
    @lokanathrout6436 27 днів тому

    ପରାଜୟ ହେଇପାରନ୍ତି କିନ୍ତୁ ଧର୍ମଶାଳା ଲୋକଙ୍କ ହୃଦୟରେ ରହିଛନ୍ତି ଆଉ ରହିଥିବେ

  • @Subrat_3656
    @Subrat_3656 27 днів тому +5

    Ur answer was absolutely right and responsible,The people of Dharmasala r now desperate after defeating a calm, simple and honest leader like you.🙏🙏