MahaPanchayat : ଖୋଲିବ କଳା କାରନାମା ଫାଇଲ୍‌ | 18 Aug 2024 | Argus News

Поділитися
Вставка
  • Опубліковано 9 лют 2025
  • MahaPanchayat : ଖୋଲିବ କଳା କାରନାମା ଫାଇଲ୍‌ | 18 Aug 2024 | Argus News
    #ArgusNews #MahaPanchayat #Political #BJD #BJP #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 473

  • @Godeepak
    @Godeepak 5 місяців тому +38

    ବହୁତ ଭଲ ପଦକ୍ଷେପ ❤ ଦଣ୍ଡ ର ଆବଶ୍ୟକତା ରହିଛି ❤

  • @Padmaloch
    @Padmaloch 5 місяців тому +22

    ହଁ ଫାଇଲ୍ ଖୋଲିବା ଦରକାର 🙈🙊🙉⚖️⚔️

  • @SusantakumarMalla-x3m
    @SusantakumarMalla-x3m 5 місяців тому +65

    ବହୁତ ଭଲ ହେବ ଦୟାକରି ପୁରୁଣା କେଶ ଖୋଲା ଯାଉ ପାପି ମାନେ ପାଇବେ ଠିକ୍ କହିଚ ସବୁଦୋଷର କାରଣ ନବିନବାବୁ ଫାଇଲି ନ ଖୋଲିଲେ ବିଜେପି ଯିବ

  • @prakashkumarjena.babusan.n3760
    @prakashkumarjena.babusan.n3760 5 місяців тому +72

    ଜୟ ଜଗନ୍ନାଥ ଜୟ ବିଜେପି ସରକାର 🙏🙏🙏🙏

  • @TapanroseBTR
    @TapanroseBTR 5 місяців тому +16

    ଅରୁଣ ସାହୁ କୁ ଆଗେ ବାନ୍ଧ.......
    ପରୀ କେଶ୍ open କରାଯାଉ

  • @prabalbehera9282
    @prabalbehera9282 5 місяців тому +20

    ଯେତେ ଶିଘ୍ର ହୋଇ ପାରିବ ଏଇ ମାଗୀଆ ମଣିଷ ମରା ଦାଗି ନେତା ମନ୍ତ୍ରୀ ମାନଙ୍କୁ ଜେଲରେ ପୁରେଇବା ଦରକାର୍ ଏହି ମେସେଜ ମାଧ୍ୟମରେ ଆଇନି ମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ

  • @tapankumaracharya2388
    @tapankumaracharya2388 4 місяці тому +3

    Good news Argus news🌹🚩🚩🚩🚩🚩🚩🚩

  • @ODISHAKISHANCOMMUNITY-
    @ODISHAKISHANCOMMUNITY- 5 місяців тому +25

    ଯିଏ ହେଉନା କାହିଁକି ଏତେ ଗୁଡିଏ ପରିବାର ନ୍ୟାୟ ପାଇଁ ପାରି ନାହାଁନ୍ତି ଅତି ଦୁଃଖର କଥା ତେଣୁ ପାପି କୁ ଉଚିତ୍ ଦଣ୍ଡ ଦିଆଯାଉ। ହେ ପ୍ରଭୁ ଜଗନ୍ନାଥ ସତ୍ୟ ର ଉପସ୍ଥାପନ ହେଉ।

  • @jeetendrakumarmohanty2963
    @jeetendrakumarmohanty2963 5 місяців тому +47

    ନବୀନ୍ ପଟ୍ଟନାୟକ ପ୍ରକୃତ ରେ ଆଖି ଥାଇ ଅନ୍ଧ, ଧୃତରାଷ୍ଟ୍ର ର ଅଭିନୟ କରୁଥିଲେ, ପ୍ରଥମ ରେ ସେ ଦାୟୀ।ସେ ସବୁବେଳେ out sourcing ରେ,,୨୪ ବର୍ଷ କାଳ ସରକାର ଚଳାଉ ଥିଲେ, ନିଜେ ପାୱାର ଉପୋଭୋଗ କରୁଥିଲେ।

  • @gangadharbaral7558
    @gangadharbaral7558 5 місяців тому +6

    Open🎉🎉🎉

  • @rajendranayak3009
    @rajendranayak3009 3 місяці тому +4

    ପୁରୁଣା ଫା ଇଲି ଖୁ ଲା ଯା ଓ. ଜୟ ଶ୍ରୀ ରାମ

  • @RabinarayanaSwain-jh9pf
    @RabinarayanaSwain-jh9pf 5 місяців тому +8

    Thankyou sir

  • @BIKASHPRADHAN-mb8tn
    @BIKASHPRADHAN-mb8tn 5 місяців тому +8

    Good newss

  • @manasdalai4028
    @manasdalai4028 5 місяців тому +25

    Do CBI enquiry for pari Pihu mamita

  • @nababarika4028
    @nababarika4028 5 місяців тому +10

    Many many thanks to all madam and gentlemen in this debate

  • @radhakrishnaCreation147
    @radhakrishnaCreation147 5 місяців тому +22

    ହଉ ସମୟକୁ ଅପେକ୍ଷା କର ସତ ଜଣାପଡିବ

  • @pk5993
    @pk5993 5 місяців тому +43

    ଯେତେ ଶୀଘ୍ର ଖୋଲିବା ଦରକାର

  • @bibekkumarMk
    @bibekkumarMk 5 місяців тому +9

    Thank you more argus news.

  • @Official_dilkhu_boy
    @Official_dilkhu_boy 5 місяців тому +2

    Good ଆଇଡିଆ

  • @dillipkumarkumar1959
    @dillipkumarkumar1959 5 місяців тому +5

    Thank you argus midiya

  • @user-fu5zl6pz6m
    @user-fu5zl6pz6m 3 місяці тому +4

    Thanks for your valuable discussion.

  • @SuriyaSahu-qt2yg
    @SuriyaSahu-qt2yg 5 місяців тому +6

    Good jab

  • @khalnayak1504
    @khalnayak1504 5 місяців тому +3

    ସବୁର ଦାୟୀ ନବୀନ

  • @sunilgouda2225
    @sunilgouda2225 4 місяці тому +2

    Good sir

  • @ChandanBehera-wc7cf
    @ChandanBehera-wc7cf 5 місяців тому +3

    Right bhai super 🙏🙏

  • @prasannabehera5703
    @prasannabehera5703 5 місяців тому +5

    ମାନବ ପ୍ରେମୀ ଆଦିତ୍ୟ ଦାସ ...............

  • @dayanidhl1067
    @dayanidhl1067 5 місяців тому +7

    ସରକାର ସିନା ବଦଳିଛି, ତଦନ୍ତସଂସ୍ଥା ର କର୍ମଚାରୀ ବଦଳି ନାହାନ୍ତି |ଏବେ ସେମାନେ ଅଧିକ କଣ ତଦନ୍ତ କରିବେ |ତେଣୁ ସବୁ ହତ୍ୟା କେଶ ର ତଦନ୍ତ ଭାର ସିବିଆଇ କୁ ଦିଆଯାଉ |ରାଜ୍ୟ ତଦନ୍ତ ସଂସ୍ଥା କିଛି କରିପାରିବ ନାହିଁ, କେବଳ ସମୟ ଗଡ଼ିବ |

  • @amarendramahanta7211
    @amarendramahanta7211 5 місяців тому +3

    Very good sir

  • @Official_dilkhu_boy
    @Official_dilkhu_boy 5 місяців тому +5

    ଖବର ବହୁତ ଚାପିଦେଇଛନ୍ତି ବିଜେଡି ସରକାର ।

  • @ManoranjanBhuiyan
    @ManoranjanBhuiyan 5 місяців тому +4

    Bahut badhia thank you bjp

  • @rohitpradhan-fi7ln
    @rohitpradhan-fi7ln 4 місяці тому +2

    Bahuta bhala heba

  • @AnisatMunda
    @AnisatMunda 3 місяці тому +2

    Joy shree ram

  • @PradeepNayak-h3r
    @PradeepNayak-h3r 4 місяці тому +2

    🇮🇳🙏💐BJP💯👍

  • @PrasanaKumardadh
    @PrasanaKumardadh 3 місяці тому +2

    Ok, a, 🙏🙏🙏🙏🙏🙏🙏🙏🙏

  • @BikramKuPal-z4l
    @BikramKuPal-z4l 5 місяців тому +7

    ଗଣେଶ ସାହୁ mg ଚୋର ପେଲେଇ ପୁଅ ହାରାମ ଖୋଲ

  • @hemantsamant8993
    @hemantsamant8993 5 місяців тому +6

    Anxiously waiting for

  • @DamodarSwain-d7s
    @DamodarSwain-d7s 5 місяців тому +2

    Jay sri ram

  • @purnanayak5383
    @purnanayak5383 5 місяців тому +9

    ଏଇ ଗଣେଶ ସାହୁ କୁ କାହିଁକି ଡାକିଛନ୍ତି, ତାଙ୍କ ପରିବାର ରୁ କେହି ଜଣେ ଏମିତି ହତ୍ୟା ହେଇଥିଲେ ତାଙ୍କର ପାଟି ରୁ କ'ଣ ଏଇଆ ବାହାରି ଥାଆନ୍ତା ,, ଛିଃ ଛିଃ ଗଣେଶ ସାହୁ।

  • @santoshkumarmishra2620
    @santoshkumarmishra2620 5 місяців тому +12

    ପ୍ରଥମେ ପରୀ କେସ୍ କୁ ଖୋଲାଯାଉ.

  • @RajibBiswal-bl9dp
    @RajibBiswal-bl9dp 5 місяців тому +4

    Immediately take action. . odisha gov 🙏🙏

  • @ମନୋଜବେହେରା-ବ5ଦ
    @ମନୋଜବେହେରା-ବ5ଦ 3 місяці тому +1

    ❤❤❤❤ ମୁଁ ବି କହୁଛି ତଦନ୍ତ ହେଉ❤❤❤❤❤❤❤

  • @threeshaktimusic6560
    @threeshaktimusic6560 5 місяців тому +4

    କାମ କରିବା ଦରକାର କଥାରେ ନୁହେଁ

  • @nipalnaik7805
    @nipalnaik7805 Місяць тому +1

    Ok madam,

  • @RudraNarayan-p1b
    @RudraNarayan-p1b 3 місяці тому +2

    ପରୀ କୁ ନାୟ ମି ଳ ଉ ମହୋନ ସାର୍

  • @ashokmohanty7626
    @ashokmohanty7626 4 місяці тому +2

    Kebe kholib Sir odisha basi bharosha karichanti Mohan sir 🙏🏽🙏🏽🙏🏽

  • @PrasanaKumardadh
    @PrasanaKumardadh 5 місяців тому +2

    Okay

  • @chhatishmohanta4282
    @chhatishmohanta4282 5 місяців тому +3

    Good news action should taken very quick against creaminal

  • @AnisatMunda
    @AnisatMunda 3 місяці тому +3

    Bhauni koti koti pranam

  • @AnisatMunda
    @AnisatMunda 3 місяці тому +2

    BJP zindabad zindabad zindabad bahut bahut thankyou very good

  • @DhirenMalik-q9j
    @DhirenMalik-q9j 5 місяців тому +7

    ଗଣେଶ ସାହୁ ମାଗିଆ ତୋ ଝିଅ କୁ ନବୀନ ପଟ୍ଟନାୟକ କୁ ବାହା କରି ଦେ ଶଳା ଗଣେଶ

  • @ajaysamal1195
    @ajaysamal1195 5 місяців тому +5

    ବିଜେଡି ସମୟରେ ଜାହା ଘଟିଛି ତାହା ଖୋଲିବା ଦରକାର କିଏ ଶଚଟ କିଏ ମଛୁଆ

  • @SambhunathDas-rp7cx
    @SambhunathDas-rp7cx 5 місяців тому +5

    ଏ ସବୁ ଶୁଣି ଶୁଣି କାନ ବଧିର ହୋଇ ଗଲାଣି. ଏ ସରକାରର ଦମ ନାହିଁ, ଏ ସବୁ high profile ଘଟଣା ଖୋଲିବାକୁ

  • @AnisatMunda
    @AnisatMunda 3 місяці тому +2

    2, and bhauni mananku, very good

  • @hrushikeshsahoo5289
    @hrushikeshsahoo5289 5 місяців тому +6

    କାର୍ୟ୍ଯ କରି ଦେଖ।। ଭାଷଣ ମାରନା ।

  • @ashokbadajena8568
    @ashokbadajena8568 5 місяців тому +3

    ଶିଘ୍ର ସେ ନବୀନ ହିଁ ରହିଛି,ଏହା ଆଲୋଚନା କରନ୍ତି ଲୋକ କାରଣ ସେ କେବଳ ଏମାନଙ୍କୁ ସାହାଯ୍ୟ କରୁଥିଲା ,,,,ତଦନ୍ତ ନ କରି,,ଆଇନ୍ କହେ ଦୋଷୀକୁ ସାହାଯ୍ୟ କରିବା ମଧ୍ୟ ଦୋଷୀ,,ଏହା ଆଲୋଚନା ହୁଏ

  • @saratmishra7100
    @saratmishra7100 5 місяців тому +5

    କୋଲକାତା ରେ R.G.Kar ମେଡ଼ିକାଲ କଲେଜ ଓ ହସପିଟାଲ ରେ ଜଣେ ଲେଡୀ ଡକ୍ଟର ପୀଡ଼ିତା, ରାକ୍ଷସ ମାନଙ୍କ ଆକ୍ରମଣରେ,ଯେମିତି ସମସ୍ତଙ୍କୁ ବାପା, ଭାଇ, ସାଙ୍ଗ ବୋଲି ଭାବି ତାର ସୁରକ୍ଷା ପାଇଁ ଆକୁଳ ବିନମ୍ର ପ୍ରାର୍ଥନା କରୁଥିଲା, ରକ୍ଷା କର, ରକ୍ଷା କର, just before her death, ତାହା ବହୁତ୍ ହୃଦୟସ୍ପର୍ଶି। ଆମେ ସମସ୍ତେ ମର୍ମାହତ। ଦୁଃଖ ଲାଗୁଛି। ଏମିତି ଘଟଣା ଆମ ଭାରତ ରେ ସବୁବେଳେ ଚାଲୁଛି ଓ କ୍ରମାଗତ ଭାବେ ଚାଲି ଆସୁଛି।
    କିନ୍ତୁ, ପୂରୁଷ ସମାଜର ଲୋକମାନେ, ମାନେ ,ଆମେ ଥରେ ଭାବିବା ଦରକାର, ନାରୀ ମାନେ ସତରେ କଅଣ, ଅବହେଳିତ ଓ ସଦାବେଳେ ନିଷ୍ପେସିତ। ହଁ, ଆଜ୍ଞା। ଏହା କିନ୍ତୁ ସତ୍ୟ ଯେ, କିଛି ନାରୀ ବ୍ୟଭିଚାରୀ, ନଷ୍ଟ,ଓ ଭ୍ରଷ୍ଟ, ସେମାନଙ୍କୁ, ଉଚିତ୍ ସାମାଜିକ ଶିକ୍ଷ୍ୟା ମିଳିବା ଦରକାର। ନ୍ୟାୟିକ ବ୍ୟବସ୍ଥା ରେ ସୁଧାର ଆସିବା ଦରକାର।
    ପୁରୁଷ କମିଶନ ର, ଯଦିଓ ଆବଶ୍ୟକତା ଅଛି, ତାର, ଦୁରାପୁଯୋଗ ଯେପରି ନ ହେଉ।
    କାହିଁକି ନା, ଆମର, କେଇହି ନା କେହି, ଭଉଣୀ, ଝିଅ, ଝିଆରୀ, ଭାଣିଜୀ, ମା, ମାଉସୀ ଅଥବା ସ୍ତ୍ରୀ ଅଛନ୍ତି। ମୋ ମତରେ
    ଭାରତରେ UCC ଅଣାଯାଉ, କଠୋର ଆଇନ କାନୁନ ତିଆରି ହେଉ। ସେ, ଯେ, କେଉଁ ଲୋକ, ଜାତି ରେ ହେଉନା, କାହିଁକି, ଦୃଢ଼ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନିଆଯାଉ । ରାଷ୍ଟ୍ର ର ନାଗରିକ ର ସୁରକ୍ଷା ଆଗେ, ପରେ political parties and others। And, please stop, political polarization. It harms India a lot for progress and further growth.
    Jay Hind.
    ଓଡ଼ିଶା ରେ ଏପରି ନେ ହେଉ। ନହେଲେ, BJP ଦାୟୀ ରହିବ।

  • @MaheswarJena-ed6db
    @MaheswarJena-ed6db 5 місяців тому +3

    ଗଣେଶ ଗାଲୁଆକୁସେଠାରୁ ବାହିର କରି ଦିଆନ୍ତୁ.

  • @AmilyaPradhan
    @AmilyaPradhan 5 місяців тому +5

    କାଇଁକି e ବାଳ ଖବର କେତେଥର କହୁଛୋ...... ବିଜେପି ର ଦମ nai କୋଉ file ଖୋଲିବାକୁ.//ସବୁ ବିଜେପି mla ଡରୁଆ, //ଆଗ hau ତାପରେ news ରେ କହିବ...

  • @pradeepkumarbhuyan9681
    @pradeepkumarbhuyan9681 5 місяців тому +3

    ନବୀନ ବାବୁ ଓଡିଶା ର ମୁଖ୍ୟ ଖଳନାୟକ

  • @hadubandhupradhan4938
    @hadubandhupradhan4938 5 місяців тому +3

    BJD ର ଆଉ କେହି ମିଲୁ ନାହାନ୍ତି.

  • @kumarnayak2641
    @kumarnayak2641 3 місяці тому +1

    ଅତିସୁନ୍ଦର କଥା ପୁରୁଣା ଫାଇଲି ଖୋଲାଯାଉ, ଠିକ୍ ହବ

  • @SantunuMahanty-e8c
    @SantunuMahanty-e8c 5 місяців тому +1

    ❤❤❤❤❤❤❤❤❤❤❤

  • @Sankirtan-g3q
    @Sankirtan-g3q 5 місяців тому +2

    ନିହାତି ଭାବରେ ପେଡ଼ି ଖୋଲିବା ଦରକାର ଏବଂ ନବୀନ ସରକାର ଲୋକଙ୍କୁ କେତେ ନ୍ୟାୟ ଦେଉଥିଲେ ବିଜେଡ଼ି ନେତାମାନେ ଟିକିଏ ଦେଖନ୍ତୁ

  • @rajaashoksamrat417
    @rajaashoksamrat417 4 місяці тому +1

    ଖାଲି ମିଛ ଗପ କହୁଛନ୍ତି କେହିବି ଧରା ହେଉନାହାନ୍ତି

  • @niranjanmallick3830
    @niranjanmallick3830 4 місяці тому +1

    Time is short. Immediate action required

  • @manojdikshit1308
    @manojdikshit1308 5 місяців тому +3

    ଏହି ତଦନ୍ତ କେବେ ଶେଷ ହେବ ? ମିଡିଆରେ ଆଉ ବାଜିବ ନାହିଁ l ଶୀଘ୍ର ଶେଷ କରାଯାଉ l

  • @user-fu5zl6pz6m
    @user-fu5zl6pz6m 5 місяців тому +3

    Immediate arrest with necessary legal Actions against concerned M.L.A.s are essentially needed.

  • @chitaranjansethi4069
    @chitaranjansethi4069 5 місяців тому +9

    Kebe haba 5years pare

  • @rahulbadset
    @rahulbadset 4 місяці тому +1

    ପାଣ୍ଡିଆନ ପାଇଁ ଓଡିଶା develop ହୋଇଛି

  • @BipinPattanaik
    @BipinPattanaik 4 місяці тому +1

    Jay Jagannath🙏Jay Nila Madhab🙏Jay Shri Krishna🙏Jay Omm🕉️Jay Maa Samaleswari🙏Jay Maa Tarini🙏Jay Shri Ram🙏BJP🙏Jay Modi ji🙏Jay Yogi ji🙏Jay ABVP🙏Jay Akhand Bharat🙏First of all BJP goverment must reach to every police station and wipe the tears of every needy SABKA SAATH SABKA VIKASH SABKA BISWAS MODI PARIVAAR.GPHKBG DOUBLE ENGINE GOVERMENT

  • @fagulakra520
    @fagulakra520 4 місяці тому +1

    Justice for public

  • @BimbadharMangaraj
    @BimbadharMangaraj 5 місяців тому +1

    ଗାଲୁଆ ଙ୍କ ବାରବାଟୀ ଚାଷ
    ୨୪ ବର୍ଷର ଶାସନରେ ଜଡିତ
    ସମସ୍ତ ନେତା କର୍ମଚାରୀ ବ୍ଯକ୍ତି
    ଅପରାଧରେ ଅଭ୍ଯସ୍ତ ଥିଲେ
    ୨ମାସରେ ଆସୁଥିବା ଅଭିଯୋଗ
    ବଜେପି ସରକାରକୁ ଦାୟୀ କରିବା
    ଉଚିତ ହେବନାହିଁ

  • @MilanMohanty-b3n
    @MilanMohanty-b3n 5 місяців тому +3

    ଗାଲୁଆ ଗଣେଷ

  • @Prakash-d4r4p
    @Prakash-d4r4p 3 місяці тому +1

    🙏🙏🙏

  • @subrat7828
    @subrat7828 3 місяці тому +5

    Thanks argus

  • @ODISHAKISHANCOMMUNITY-
    @ODISHAKISHANCOMMUNITY- 5 місяців тому +4

    ଏତେ ପରିବାର ସତରେ ନ୍ୟାୟ ପାଇବା ଆଶାରେ ବସିଛନ୍ତି ପ୍ରଭୁ???। ତୁମେ ନ୍ୟାୟ ଦିଅ ପ୍ରଭୁ????

    • @JyoshnamayeeMishra
      @JyoshnamayeeMishra 5 місяців тому

      AkAhya. Hau. Prunya. Jagata. Dharmara. Hau. Jaya. Jai. Jagannath.

  • @s.kbehera2828
    @s.kbehera2828 5 місяців тому +6

    କଳା କାରନାମା ଫାଇଲ ନ ଖୋଲାହେଲେ। ମମତା ଭଳି ମୋହନ ସରକାର ବି ବିଦାୟ ହେବେ , ସେଥିପାଇଁ ଦିନ ଗଣନ୍ତୁ।

  • @bahanbishoyi5578
    @bahanbishoyi5578 5 місяців тому +5

    ବିଜେପି ଯଦି ଓଡ଼ିଶାରେ ଆଉ ଥରେ ପୂର୍ବକୁ ଯଦି ସରକାର ଗଢ଼ି ବାକୁ ଯିବ ତାହା ହେଲେ ଏସବୁ କେସ କୁ cbi କୁ ଦିଅନ୍ତୁ n ହେଲେ next କଂଗ୍ରେସ ସରକାର ଏହାକୁ ଅସ୍ତ୍ର କରି ଢୋଲ ବଜେୟୀ ବଜେୟୀ ସରକାର କୁ ବିଜେଡି କିଛି ନେତା କୁ ଧରି କଂଗ୍ରେସ ସରକାର ଗଠନ କରିଦେବ ତେଣୁ ବିଜେପି ଚାହିଁଲେ ଏସବୁ cbi କୁ ଦେଇ ଆଗାମୀ ସରକାରଙ୍କୁ ପକା କରୁ କାହିଁକି ନା bjd ଚାଲକି ହୋଇ ଚୋର ମୁଁହ tan pari jothi ବି ଭଡ ଭଡ ହେଉଛି ତେଣୁ ଯାହା ଏହି ନୂଆଁ ସରକାର କରିବେ

  • @brundabangouda3592
    @brundabangouda3592 5 місяців тому +1

    🇮🇳🙏🌹🙏🌹🇮🇳Good🙏🏿❤️🙏🏽 Newss🙏🏿💘🙏🏽 Sar🇮🇳🙏🌹🙏🌹🇮🇳

  • @ArjunBarik-c3x
    @ArjunBarik-c3x 3 місяці тому

    Myadam apananku salut❤❤

  • @bipinimallickbipini6793
    @bipinimallickbipini6793 5 місяців тому +5

    A, ମାଗିଆ. ଗଣେଶକୁ. କିଏ. ଡାକିଲା

  • @jamudaproduction7670
    @jamudaproduction7670 5 місяців тому

    Open 🎉🎉🎉

  • @FudanHandah
    @FudanHandah 5 місяців тому +2

    Bhsan.bahuthela.Agyan.Atisighra.karjyarePorinataKarantu.janatankarakhusi.AnantuJayjaganathJaySriRam❤❤

  • @Sukanta-hi3pq
    @Sukanta-hi3pq 5 місяців тому

    ସବୁ ଯିବେ ଜେଲ 😢😢😢😢😢

  • @santoshpatra4401
    @santoshpatra4401 4 місяці тому +1

    ଗଣେଶ ବାବୁ ଙ୍କୁ ଡାକି ବିତର୍କ ଟି ଖରାପ ଦିଗକୁ ଗତି କରୁଛି , ଆପଣଙ୍କୁ ଅନୁରୋଧ ଏହି ବ୍ୟକ୍ତି ଙ୍କୁ ନ ଡାକିବା ଭଲ ହୁଅନ୍ତା। ଧନ୍ୟବାଦ

  • @BinodsahooBinodsahoo-f8g
    @BinodsahooBinodsahoo-f8g 4 місяці тому +1

    ଯଦି।ଏହିସବୁ।ଅପରାଧ।କରିଥିବା।ଅପରାଧୀମାନଙ୍କୁ। BJP। ସରକାର।ଦୋଷିସାବ୍ୟସ୍ତ।କରି।ଓସେମାନଙ୍କୁ।କଠୋର।ଦାଣ୍ଡରେ।ଦଣ୍ଡିତକରି।ପୀଡ଼ିତା।ମାନଙ୍କୁ।ଉଚିତ୍।ନ୍ୟାୟ।ମିଳି।ତାହେଲେ। ଏ। BJP। ସରକାର।ସବୁଦିନ।ପାଇଁ। କ୍ଷମତା ରେ।ରହିବ

  • @mrprasantakumarpradhan4569
    @mrprasantakumarpradhan4569 5 місяців тому

    Jete jaldi kholiba bhala huanta, jay BJP, Jay CM Mohan sir 🙏🙏🙏🙏🙏🙏

  • @pitabashsethi9005
    @pitabashsethi9005 5 місяців тому +1

    ନବୀନ ପଟ୍ଟନାୟକ ଙ୍କ ର ମାଇପ ନାହିଁ କି ପିଲାଛୁଆ ନାହାନ୍ତି,ସେ ଚୁଠାର ଦୟା ଆସିଲା କେଉଁଠୁ

  • @bipinbihariswain3511
    @bipinbihariswain3511 5 місяців тому +1

    Naveen Patnaik is the mastermind. Jai Jagannath.

  • @PailiKadraka
    @PailiKadraka 2 місяці тому

    Good news 👍👍👍💯

  • @FAKIRJENA-du2zs
    @FAKIRJENA-du2zs 5 місяців тому +1

    ଖୋଲିବ ଖୋଲିବ ଏମିତି କେତେ ଦିନ ପ୍ରଚାର ଚଲେଇବ? ଶିଘ୍ର ଖୋଲ। କିଛି ନ କଲେ ସେଇ ସାଙ୍କୁଚ ଓ ମଗର ମାଛ ଦୁଇଟା ମାନେ ପାଣ୍ଡୁ ନବିନ ଯୋଡ଼ି କୁ ଧରି ଆଗପଛ କରି ଜେଲ ଭିତରେ ପୁରେଇ ଶୁଆଇ ପକାଅ।Ok ?

  • @rahulbadset
    @rahulbadset 4 місяці тому +1

    ସତରେ file ଖୋଲିଲେ ନ୍ୟାୟ ମିଳିବ କିନ୍ତୁ ବିଜେପି କୁ ଭରଷା ନାହିଁ

  • @RameshMohanty-p1f
    @RameshMohanty-p1f 5 місяців тому

    I like this statement. I know BJP Sarkar work. Not bring new case . Only against will go to court . That's BJP Sarkar work.Very very thanks.

  • @srikantsahoo6563
    @srikantsahoo6563 5 місяців тому +1

    ବିଜୁ ବାବୁ ଓଡ଼ିଶା କୁ ବହୁତ୍ ଭଲ ପାଉଥିଲେ।ତାଙ୍କ ପୁଅ ମାନଙ୍କୁ ଓଡ଼ିଶା ଆଣୁ ନ ଥିଲେ କାହିଁକି?ସିଏ ଜାଣିଥିଲେ ଏ ଚୋର ଙ୍କୁ ଓଡ଼ିଶା ନେଲେ ଲୁଟିକ୍ ଖାଇଯିବେ।ଶେଷରେ ସେଇ କଥା ହୋଇଗଲା।

  • @jitunayak157
    @jitunayak157 5 місяців тому

    Good.b.j.p

  • @SambhunathDas-rp7cx
    @SambhunathDas-rp7cx 5 місяців тому +1

    ଭାଇ, ସେଥିପାଇଁ Argus Channel କୁ ଲୋକେ ସମାଲୋଚନା କରନ୍ତି. News ପରେ କିଛି action ହୁଏ ନାହିଁ.

  • @Sanjay-r1l3w
    @Sanjay-r1l3w 15 днів тому

    Jaya Jagannath

  • @sunilrauto5923
    @sunilrauto5923 4 місяці тому

    କଳା କାରନାମା ଖୋଲିବା ନିହାତି ଜରୁରୀ

  • @sanjibray3786
    @sanjibray3786 5 місяців тому +2

    Pradeep maharathi , Naba Das

  • @GeriGeri-wt8jm
    @GeriGeri-wt8jm 5 місяців тому +1

    Justice for Aditya Das slso