Nabin Nka Charcha With Khurdha MLA Prashant Jagdev
Вставка
- Опубліковано 20 вер 2024
- Nabin Nka Charcha With Khurdha MLA Prashant Jagdev | Nirbhay Gumara Katha #NirbhayGumaraKatha #OdishaPolitics #NavinDas
Odisha's Best Political UA-cam Channel.
Odisha's Fastest Growing Political UA-cam Channel.
Odisha's Fast Ever Only Political UA-cam Channel.
Odisha's Most Popular Political UA-cam Channel.
For Latest Odisha Political News Follow us:
UA-cam: www.youtube.co....
Facebook: / nirbhayodia
Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
Instagram: / in
PH NO -9124469621
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆତ୍ମବିଶ୍ବାସ ଓ ଲୋକପ୍ରିୟତା ଖୁବ୍ ଉଚ୍ଚରେ ! ସେ ସବୁ ଦଳ ଓ ପ୍ରତ୍ଯେକ ଚ୍ଯାଲେଂଜ ପାଇଁ ପ୍ରସ୍ତୁତ ଥିବା ବ୍ଯକ୍ତିତ୍ବ ! ତାଙ୍କ ରାଜନୀତିକ ଜୀବନ ଯେତେ ଜଟିଳ ହେଲେ ବି ସେ ସବୁକୁ ସାମ୍ନା କରିବାକୁ ସମର୍ଥ ! ବୁହୁତ ସୁନ୍ଦର ଆଜିର ନବୀନଙ୍କ ଚର୍ଚ୍ଚା !
ପ୍ରଶାନ୍ତ ଜଗଦ୍ଦେବ ଏବଂ ଶ୍ରୀକାନ୍ତ ଜେନା ତିନୋଟି ବିଭିନ୍ନ ନିର୍ବାଚନ ମଣ୍ଡଳୀ ରୁ ଜିତିଛନ୍ତି।
😊
ନିର୍ଭୟ ଗୁମର କଥାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅତିଥି ରୂପେ ପାଇ ଆମେ ବହୁ ଆନନ୍ଦିତ କାରଣ ସେ ଜଣେ ନିର୍ଭୀକ,ସ୍ପଷ୍ଟବାଦୀ ଓ ରୋକ୍ ଠୋକ୍ ବ୍ୟକ୍ତିତ୍ବ ।
ପ୍ରଶାନ୍ତ ଭାଇ ଜୟ ଶ୍ରୀରାମ ଆପଣ କେବେ ପରାଜିତ ନୁହଁନ୍ତି ସର୍ବଦା ଅପରାଜୟ
ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେଵ💪💪💪
ସଦା ପ୍ରଶାନ୍ତ ବଦନ, ହସ ହସ ମୁହଁ,କମନୀୟ କାନ୍ତି ତଥା ଜୀବନର ସବୁ ସ୍ତରକୁ ଛୁଇଁଥିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅଶେଷ ଧନ୍ୟବାଦ ।
ଆଜିର ଚର୍ଚ୍ଚାଟି ବହୁତ୍ ଭଲ ଲାଗିଲା । Excellent 👍
ମନର ସତ କଥା ର ନିଛକ କାହାଣୀ .ଧନ୍ୟବାଦ ପ୍ରଶାନ୍ତ ବାବୁ.
☀️ Very Very Nice Explanations 🌼🌹👌🌹🌼
Thanks..NIRVAYA ♥️GUMARA KATHA💙
ବହୁତ ବହୁତ ଧନ୍ୟବାଦ ପ୍ରଶାନ୍ତବାବୁ, ମହାପ୍ରଭୁ ଆପଣଙ୍କର ଉତ୍ତରୋତ୍ତର ଉନ୍ନତି କରାନ୍ତୁ, ଜୟ ଜଗନ୍ନାଥ 🙏🙏🙏
ଲଢୁଆ ଓ ଲୋକପ୍ରିୟ ନେତା ପ୍ରସାନ୍ତ ଜଗଦେବ ।
ସ୍ୱାଧୀନ ଭାରତ ବର୍ଷରେ
ଏହିଭଳି କାମିକା ନେତାଙ୍କ ଆବଶ୍ୟକତା ଅଛି
🎉🎉🎉🎉🎉🎉🎉🎉🎉🎉🎉
*ନବୀନଙ୍କ ଚର୍ଚ୍ଚା " ଜୟହେଉ
ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ
ନିଭିର୍କ ନେତା।ସବୁବେଳେ ସାହାସିକ ପଦକ୍ଷେପ ନିଅନ୍ତି। ପ୍ରଶାନ୍ତ ବାବୁଙ୍କର ଉନ୍ନତି ହେଉ।
ନବୀନଙ୍କ ଚର୍ଚ୍ଚାକୁ ଥରେ ନବୀନ ପଟନାୟକଙ୍କୁ ଡାକନ୍ତୁ ! ସିଏ ଆସିବେନାହିଁ ମୁଁ ଜାଣେ କାରଣ ତାଙ୍କର ସବୁଠାରୁ ଅଧିକ ଭୟ ସାମ୍ବାଦିକ ମାନଙ୍କୁ ! ତଥାପି ଡାକନ୍ତୁ.....
ନବୀନ ବାବୁ ଆସିବ 😆😆😆😆
ତା....... ରେ ଦମ ନାହିଁ
ନବୀନ ପଟ୍ଟନାୟକ ଆଦୋୖ ଆସିବେନି, କାହିଁକିନା ସେ ଓଡ଼ିଆ କହିପାରିବେ ନାହିଁ 😅
Nabin babu Kamare dekhanti kathare nahi okkk
@@kanhuchbehera2580 25ବର୍ଷ ଦେଖି ସାରିଛୁ ନବୀନ କାମକୁ
ଜୟ ଶ୍ରୀ ଜଗନ୍ନାଥ 🙏🌹।
ଜୟ ଜୟ ଶ୍ରୀ ଜଗନ୍ନାଥ ।
ବହୁତଧନ୍ୟବାଦ
ପ୍ରଶାନ୍ତ ମହାସାଗରର ଅପ୍ରତ୍ୟାଶିତ ଝଡ ହେଉଛନ୍ତି ଗଣେଶ ବାବୁ,👍👍👍👍👍🙏👍👍👍
ଗଣେଶ ଵେଗୁନିଆ ବୋଲଗଡ ଚିଲିକା ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ବିଧାୟକ ଭାବେ ନିର୍ବାଚିତ ହୋଈଥିବା ବେଳେ ଶ୍ରୀକାନ୍ତ ଜେନା ବରୀ ବିଧାନସଭା ର ବିଧାୟକ ଓ।କଟକ ଏବଂ।ବାଲେଶ୍ଵର ଲୋକସଭା ନିର୍ବାଚନ ମଣ୍ଡଳୀ ର ଲୋକସଭା ପ୍ରାର୍ଥୀ ଭାବେ ଅତୀତରେ ନିର୍ବାଚିତ ହୋଇଛନ୍ତି।
Jay Jagannath
Many many thanks 👍 to our veterans leader Prashant jagdev.
Great leader ଆଜି ର ଓଡିଶା ରାଜନୀତି ରେ ପ୍ରଶାନ୍ତ ଜଗଦେବ ଙ୍କ ଭଳି ନେତା ଙ୍କ ଆବଶ୍ୟକତା ରହିଛି
ଧନ୍ୟବାଦ ନବୀନ ବାବୁ, ପ୍ରଶାନ୍ତ ଜଗଦେବ ଙ୍କ ର Interview ନେଇ ଥିବାରୁ । ବହୁତ ଅଜଣା କଥା ଆମେ ଜାଣିଲୁ ।
ନନା ପ୍ରଣାମ 🙏 ଆପଣ Versatile multi Talented
Jaya jagannath
ଆମର ଟୋକା ଷଣ୍ଢ ମାର୍କା।
ସାର ପ୍ରଣାମ 🙏🌹
Congratulations🎉 Hon'ble MLA Sir
Prashanta babu jane apratidwandi raja neta ?God bless you Sir ?
Great jagdev babu
Best wishes
He is having a very pleasant personality. I was really waiting for this interview. Thanx Nabin Bhai.
Political fighter PJ 🤘
I like prasant bhai...dairing personality in politics..
ଗଣେଷ ଭାଇ ୩ଟି ନିର୍ବାଚନ ମଣ୍ଡଳୀରୁ ଜିତିଛନ୍ତି
Good ଲିଡର
କୋଉ ଭାଜପା ନେତା ବି କାମ କୁ ନୁହନ୍ତି । କଣ ପାଈ ବାଂଗ୍ଲାଦେଶୀ ରୋହିଂଗିଆ ବିରୁଦ୍ଧ ରେ ଚୁପ ରହୁଛନ୍ତି ।
ଚବିଶି ବର୍ଷ b j d ସେ ମା ନ ଙ୍କୁ ଆ ମ ନ୍ତ୍ର ଣ କରିଛନ୍ତି ।
Jay Jagannath.Jay Prasant Ganesh Jagdev.Honble MLA BJP.
Great personality Mr prasanta Jagdev Best Wishes.
Thanks Naveen sir called a Daring MLA for today's Program..❤
ଜୟ ଶ୍ରୀ ଜଗନ୍ନାଥ
Best analices sir ji
Welcome prashant jagadev 🙏🙏🙏
Prashant Babu is a popular politician
ଏପରି ଦାମ୍ଭିକତା ପ୍ରଶାନ୍ତ ବାବୁ ଙ୍କ ଠାରେ ଅଛି ରାଜ୍ୟ ଓ ଦେଶ ପାଇଁ ବର୍ତମାନ ପାଇଁ ଜରୁରୀ. ମୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଉଛି. 🙏
Prasant bhai strongly welcome to nirbhaya. 🎉
Selfconfidence is the last achivement that you have blessed .very lucky person.thank you so much.may lord jagannath bless you.
Jay Jagannath Ji ❤,my all time favorite prasanta Bhai n pradip panigrahi.
Prasant jagdeb sir🎉
Ganesh babu, I like you, you are a very very politician, 👍👍👍👍👍👍👍👍👍👍👍
People's Leader.… Ganesh Jagdev❤
ଅପରାଜିତାକୁ ପଚାରନ୍ତୁ ସେ କିଛି ନଜାଣି କାଇଁ କହୁଥିଲା ଜଗଦେବ ଜାଗା ଜେଲରେ !!
I love prasanta jaydev 🎉❤❤❤
ଯା ହେଉ, ଆପଣ ସେତେବେଳେ କାହାକୁ ନରହନ୍ତା କାରୀ ବୋଲି କହିଥିଲେ , ବାହୁବଳୀ (ଭଲ ପାଇଁ ନୁହେଁ) ଆଖ୍ୟା ଦେଇଥିଲେ ତାକୁ ଆଣି ଷ୍ଟୁଡିଓ ରେ ବସେଇଛନ୍ତି, ସତରେ ପରିବର୍ତ୍ତନ।
Verry good. Prasant vai
Tku. Jogdeb
🎉🎉🎉🎉❤❤❤❤good popular leader apana
He is a really gentleman.
Sir i really like u
ମୋ ନେତା ମୋ ଗର୍ବ❤
Bhai God bless you 🙏🙏🙏
Jay Jagannath 🙏
ପ୍ରଶାନ୍ତ ବାବୁ ଙ୍କ ଭବିଷ୍ୟତ ଉଜ୍ଜଳ ହେଉ,,,ନବୀନ ଙ୍କ ଚର୍ଚା ଭଲଲାଗିଲା,,, ଧର୍ମେନ୍ଦ୍ର ବାବୁ ଏବଂ ନବୀନ ପଟ୍ଟନାୟକ ଙ୍କୁ ଡାକନ୍ତୁ,,,,,,,,,
Minister of state Home
ପ୍ରଶାନ୍ତ ବାବୁ। ଜୟ ଶ୍ରୀରାମ
Always smile
ଶୁଭ କାମନା କରୁଛି
He is an youth icon of odisha ❤
You are a Brave man
ଭାଈ ର ହସ ତୋ କୋଟି ଟଙ୍କା ର
Very wonderful person ❤❤❤❤❤❤🎉
ବାହୁବଳୀ ପ୍ରଶାନ୍ତ ଜଗଦେବ ।
ସତ ଲାଗୁନି......
ସତ କହିଲେ ଭଲ ହୁଅନ୍ତା......
Thank u Prashant ji, u're very nice person and brave one but Odisha needs more from you, please be more strategic and tactical to do welfare work for our state.
ସରକାରୀ ଦଳର ଚକ୍ରାନ୍ତ ଯୋଗୁଁ କ୍ରମାଗତ ଭାବରେ ଚାରୋଟି ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ଜିତିବାରେ ପ୍ରଥମ ବ୍ୟକ୍ତି ପୂର୍ବତନ ବାଚସ୍ପତି ପ୍ରସନ୍ନ କୁମାର ଦାଶ।
No. 1 mla... From begunia
❤❤❤
Prasant Jagdeb is good persan but He have spend stragle live in pultice.
But my request is never leave BJP and Modijee.....We love only BJP and Modijee....We love Modijee and Mohan Babu and team.....Our loveliest party is BJP only....Only BJP is for Our state and country...Only BJP and Modijee are for India and Bharat and Odisha....We all love BJP and Modijee....
Dainomic leader jagdev
Namaste naveen sir pandu auu disuni
Upasana kebe asibe
🎉🎉🎉🎉🎉🎉🎉🎉🎉
🙏
Agei chal Prasant bhai
ଜଗଦେବ ତୁ ବାସନ୍ତୀ ଅପା କୁ ଧରି ଗାଢି ମରେଇବୁ ତୋର ଦଳରେ କିଛି କାମ ନାହିଁ
ଗୁମର କଥାଟି କହିଦିଅନ୍ତୁ
ଚୂଡ଼ା ଗୁଡ ମିଳନ
THE POINT M L A ARISES MIRACLE IS CORRECT. NO DOUBT HAPPENED BY SUPREME LORD.
କୁହା ମୁଣ୍ଡା କପିଳା ସରକାର..
କଥା ଘନ ଘନ କାମରେ ଶୂନ
ଖାଲି ଏତିକି ନିଯୁକ୍ତି ଦେଇ ଦବୁ ସେତିକି ଦେଇଦେବୁ.. 100 ଦିନ ପୁରିଲା ଗୋଟେ ବି ନୂଆ ନିଯୁକ୍ତିର ନୋଟିଫିକେସନ ଆସିନି ଯାହା ଚାଲିଛି ସବୁ ନବୀନ ବାବୁଙ୍କ ସମୟରୁ ବାହାରିଥିଲା ସେୟାକୁ ଏମାନେ ବାଃ ବାଃ ନେଉଛନ୍ତି...
ମନମୋହନ ଯାଦୁମଲମ ବହୁତ ଅପକାରୀ.,ବେକାରୀ ଯୁବକ ଯୁବତୀଙ୍କୁ ଜୁମଲା ଦେଖେଇ ଜୀବନ ଦେଲା ମାରି
Media zindabad
ଗଣେଶବାବୁ ଭଳି ଲଢ଼ୁଆ ଯୁବକ ଓଡିଶା ପାଇଁ ଆବଶ୍ୟକତା ରହିଛି କିନ୍ତୁ ଅତନୁ ଭଳିଆ କିଛି ଗାଲୁଆ ଚତୁରିଆ କୈାଣସି ଅବଦାନ ନଥାଇ ଅନେକ ସୁବିଧା ଉପଭୋଗ କରିଛନ୍ତି ସେଥିପାଇଁ ବିଜେଡି ଧ୍ୱଂସ ଅବସ୍ଥା କୁ ଆସିଜାଇଛି
Jagdeb Bhai manmunda re b.j.p bhai manaku badaithile.
Khali kahile Kan haba sir kichi karya Kari kale sina haba
jayJagannath
ସାର୍, ଗୋଟିଏ ଛୋଟିଆ ପରାମର୍ଶ, thumbnail ଆଉ video name ରୁ ଜଣା ପଡ଼ି ଯାଉଛି ଆଜିର ଅତିଥି କିଏ
Ganesh bhai❤
ଆମ ବାହୁବଳୀ
Thank you Prasanta Jagdev. You actual leader & dare person.
Ae netankara jibanare ate problem thile bi bahut smiling face bahut agaku jibe