CM Naveen Patnaik's speech on BJP during high voltage campaign in Nabarangpur || News Corridor

Поділитися
Вставка
  • Опубліковано 3 тра 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 436

  • @BhagabanMarndi-lf4xq
    @BhagabanMarndi-lf4xq Місяць тому +80

    ଓଡ଼ିଆ ଭାଷା କହି ପାରିଲେ ତ ଅଧିକ କଥା କହିବେ

  • @TunaMeher-ti4ri
    @TunaMeher-ti4ri Місяць тому +71

    ପାଣ୍ଡିଆନ ର dna ଟେଷ୍ଟ କରାଯାଉ ସେ ନବୀନ ର ପୁଅ

    • @user-fb8fb5qc2n
      @user-fb8fb5qc2n Місяць тому +13

      ତମର ଏହି ଆଚରଣ ଯୋଗୁଁ ଓଡିଶା ବାସୀଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହେଉଛ। ଜଣକୁ ସମାଲୋଚନା କରିବାର ଭାଷା କଣ କଦର୍ଯ୍ୟ ହେବା ନିହାତି ଦରକାର,?।

    • @rameshmohan3427
      @rameshmohan3427 Місяць тому +8

      ନବୀନ ପରିସ୍ରାର ପାଣ୍ଡୁ ର ରକ୍ତ ବୋହୁଛି

    • @user-nq4bf9uu3m
      @user-nq4bf9uu3m Місяць тому +6

      BJP 💯

    • @rakeshmallick6567
      @rakeshmallick6567 Місяць тому

      😂😂😂

    • @asishbehera1561
      @asishbehera1561 Місяць тому

      Tuna mu sunili tu kuadea Nabin raa Pochu chu

  • @litukishorerout9776
    @litukishorerout9776 Місяць тому +49

    Only BJP

  • @gobindamangaraj1113
    @gobindamangaraj1113 Місяць тому +23

    Naveen sir jindabad

  • @rameshmohan3427
    @rameshmohan3427 Місяць тому +38

    ତାମିଲ hatao

  • @bablusahu7470
    @bablusahu7470 Місяць тому +34

    Only bjp sarkar

  • @sanjibrout424
    @sanjibrout424 Місяць тому +5

    Yes why not Jay shree jagannath mangla karantu ❤️

  • @RajaMarndi-if6cq
    @RajaMarndi-if6cq Місяць тому +12

    ନବୀନ ସରକାର ଓଡ଼ିଶାର ଭଗବାନ। ନବୀନ ହାରିଲେ ଓଡ଼ିଶା ବାସୀ ହାରିବେ ।ନବୀନ ହାରିବନି।

  • @KOBITA5559
    @KOBITA5559 Місяць тому +17

    ମୁଁ BJP କୁ ଭୋଟ ଦେଇ ପାରିବି ନାହିଁ Because DO not save to MONIPUR,,,,,,BUT ,,,,,,,❤I Like Congress❤ All Time❤ Because Congress MONIPUR Save କଲେ,,,, Monipur ରେ ଏମିତି ଭୟଙ୍କର ଦୁର୍ଘଟଣା BJP Save କରି ପାରିଲେ ନାହିଁ,,, Modi ପ୍ରଧାନମନ୍ତ୍ରୀ ଏହିକି କିନ୍ତୁ ମନେ ପଖାଅ ରାହୁଲ ଗାନ୍ଧୀ Monipur କୁ ସ୍ମରଣ କରି( Save/ସୁରକ୍ଷା) କଲେ,,,,❤ ତେଣୁ ସେହି ଘଟଣା ଦେଖି ମୁଁ ରାହୁଲ ଗାନ୍ଧୀ କୁ ନିଶ୍ଚୟ ଭୋଟ ଦେବି because He is Big Leader of INDIA in 2024❤❤❤❤❤PM=Rahul Gandhi❤❤❤❤❤❤

    • @mr.rakesh1558
      @mr.rakesh1558 28 днів тому

      Au tanka JJ maa Indira Gandhi jou 200 jana sadhu au tanka gaimanku guli Kari hatya karithilee...se kama kete bhala

  • @ganeswramohanta5145
    @ganeswramohanta5145 Місяць тому +53

    ଟଂକାକିଆ ଚାଉଳ କୁଆଡେ ଗଲା

    • @sradhamihir5552
      @sradhamihir5552 28 днів тому +3

      ଏବେ ମାଗଣାରେ ମିଳୁଛି, ପାଉନ କି

    • @ganeswramohanta5145
      @ganeswramohanta5145 28 днів тому

      ସେଟା ତମ ବାପା ନବୀନ ଦେଉଛନ୍ତି ନା ତମ ପାନଡିଆନ ଭେଣେଇ

    • @sradhamihir5552
      @sradhamihir5552 28 днів тому +1

      @@ganeswramohanta5145 Kendra+Rajya

    • @subratmohanty3593
      @subratmohanty3593 27 днів тому

      Bhai se bhikh maga bhali hele Se je kausahi sarkar pai ✓ nuhe nije khatiba khaiba, taha hele jai Jana sankhya niantrana re rahiba..Au hevba samagra desh & rajya ra unnati..Amara eiti State re jetiki loko kebal Europe re gote country re bi setiki loko hebe nahi..Nije Pila utpadana kamao tapare Sabu kichhi sudhuriba kete free neba Rice, Health eithi pai Govt. welfare karu karu development re Pachhua, se je kausahi govt..kebala loko sankhya brudhi hin kula karana..Jao China & weatern world ku Dekha..

  • @kadambinibhoikadambinibhoi5254
    @kadambinibhoikadambinibhoi5254 Місяць тому +16

    Bjd jindabad💚

  • @srisaidesignvastu9209
    @srisaidesignvastu9209 Місяць тому +32

    ସବୁ କେନ୍ଦ୍ର ଯୋଜନା ରୁ ଆଣି ବାଣ୍ଟୁଛ

    • @sradhamihir5552
      @sradhamihir5552 28 днів тому +3

      କେନ୍ଦ୍ର ତା ବାପା ପାଖରୁ ଆଣି ଦେଉଛି

    • @srisaidesignvastu9209
      @srisaidesignvastu9209 28 днів тому

      @@sradhamihir5552ଉପା ସରକା ର ବାପ ଥିଲାବେଳେ କାହିଁକି ଏତେ ଦେଇପାରୁ ନଥିଲା ?ମନମୋହନ ସିଂ କହିଥିଲେ ଟଙ୍କା କଣ ଗଛରୁ ଫଳୁଛି ?

  • @allodia2735
    @allodia2735 Місяць тому +29

    Odisha BJP ବିଜେପି dabal sarkar

  • @villegeboypintu87146
    @villegeboypintu87146 Місяць тому +19

    ଏନବୀନ ମନ୍ତ୍ରୀ କେବଳ ନିର୍ବାଚନ ଆସିଲେ ଗାଁ ଗାଁ କୁ ବୁଲନ୍ତି
    କିନ୍ତୁ ନବୀନ ନିବାସ ଜଣେ ସ୍ଵାଭିମାନୀ ଓଡ଼ିଆ ଙ୍କୁ ବାରାଣ

  • @manojkumargarada
    @manojkumargarada Місяць тому +24

    ଜଣେ ଅକ୍ଷମ ବୁଢା ମୁଖ୍ୟମନ୍ତ୍ରୀ କୁ ପାଣ୍ଡିଆନ ନିଜେ ଚତୁରତା ସହିତ ନବୀନର ମନ କିଣି ସବୁ ଅଧିକାର ମାଲିକ ହୋଇ ଓଡିଶା ଶାସନ କରିବା କୁ ଚାଉଛି |
    ଯେମିତି ଜଣେ ମୂର୍ଖ ରାଜା ବ୍ରିଟିଶ ମାନଙ୍କ ଚତୁର କଥାରେ ପୋଷି ଯାଇ ଭାରତରେ bussiness କରିବାରେ ସୁଯଗ ଟିକେ ଦେବାରୁ ବ୍ରିଟିଶ ମାନେ ଧୀରେ ଧୀରେ ସାରା ଭାରତରେ ନିଜର ସମରାଜ୍ୟ ବିସ୍ତାର କରି ଭାରତୀୟ ମାନଙ୍କୁ ନିଜର ଗୁଲାମ କରି ଅନେକ ବର୍ଷ ଶାସନ କରିଥିଲେ,
    ଆଜି ଓଡିଶାବାସୀ ନିଜର ପୂର୍ବ ଇତିହାସ କୁ ଥରେ ମନେ ପକାଅ ଆଉ ସଚେତନ ହୁଅ 🙏

  • @manoranjanmullick3487
    @manoranjanmullick3487 29 днів тому +3

    💚🐚💚ଏଥର ଯୋଡ଼ି ଶଙ୍ଖ

  • @ajayabehera155
    @ajayabehera155 Місяць тому +14

    ନବୀନ ବାବୁ no-1 ମିଛୁଆ

  • @lalpatimohanta571
    @lalpatimohanta571 Місяць тому +5

    ପର ଧନ ରେ ମାଲିକ କି ? ହଁ

  • @yeshsahoo6027
    @yeshsahoo6027 Місяць тому +8

    ତମ ଘର କି? ଜଲଦି ନନ୍ ଓଡିଆ ପଳାଇ ଯାଓ

  • @gangadharsabar6184
    @gangadharsabar6184 Місяць тому +26

    ମୁଖ୍ୟତ ତାଙ୍କୁ ଓଡ଼ିଆ ଭଲଭାବେ ଜଣାନାହିଁ. ତମେ ବାଳ ପ୍ରଶଂସା କରୁଛ

  • @pradeepjena3595
    @pradeepjena3595 Місяць тому +11

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩 ଜୟ ହେଉ ବିଜେଡ଼ି ଜିନ୍ଦାବାଦ ଯୋଡ଼ି ଶଙ୍ଖ ଜିନ୍ଦାବାଦ 🚩

  • @srustidhardey5817
    @srustidhardey5817 Місяць тому +3

    ଯାହା କର BJP ଆସିବ ଓଡ଼ିଶା ରେ ସରକାର ହେବ ଏଥିରେ ସନ୍ଦେହ ନାହିଁ ❤❤❤❤❤ BJD hatau odisha ru ❤❤❤❤❤❤❤❤

  • @chandanodia6815
    @chandanodia6815 26 днів тому +2

    କିଛି ଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି ଓ ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ। କିନ୍ତୁ ବିଜେପିକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ, ତାହାର ଉତ୍ତର ଦେଇପାରିବେ ନାହିଁ। ଦମ୍‍ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ। ଦେଖିବେ ୧୦ ପ୍ରତିଶତ ଭୋଟ୍‌ ବି ପାଇବେ ନାହିଁ।

  • @user-uu7zr5jq4v
    @user-uu7zr5jq4v Місяць тому +24

    ହବ ଶଳା ନବୀନ ତର ବାପା ଦେଉଛି 1 ଟଙ୍କା ରେ ଚାଉଳ ଦଉଛୁ ତର ବାପା ମୁଦି ଚାଉଳ ଦଉଚି କେନ୍ଦ୍ର

  • @JagatrayJani-rc1hh
    @JagatrayJani-rc1hh 29 днів тому +1

    Thank you..srl

  • @jayantamadhei602
    @jayantamadhei602 Місяць тому +15

    1 ଟଙ୍କା ଚାଉଳ ନବୀନ ଦେଉଚିକି ନବୀନ କହୁଛି କାହିଁ ଆମେତ ପାଉନେ ଜଦି ଦେଉନାହଁ ଲୋକଙ୍କୁ ଭୁଆଁ ବଲାଉ ଛନ୍ତି କାହିଁକି ଭୋଟ ପାଇଁ ନୁଁହେତ

    • @sradhamihir5552
      @sradhamihir5552 28 днів тому +2

      ମାଗଣା ରେ ମିଳୁଛି, ତୁମେ ପାଉନ କେମିତି 😅

  • @user-mq2ok3no3n
    @user-mq2ok3no3n Місяць тому +9

    Love you nabinpotnayak

  • @Save_Odisha_from_looters
    @Save_Odisha_from_looters Місяць тому +8

    ଭାଇ, ଭଉଣୀମାନେ ଏକ ଯୁଟ୍ ହୁଅ ତାମିଲ ଲୁଟେରା ହଟାଇ ଦିଅ 🙏🙏🙏🙏

    • @Dilkhusodia
      @Dilkhusodia 26 днів тому

      Ame ek habuni tu Tora kahaku dhariki ho ek😂

    • @PriyankaSahoo-lf5ux
      @PriyankaSahoo-lf5ux 25 днів тому

      Right 👍 ​@@Dilkhusodia

    • @gyanaranjanbehera1400
      @gyanaranjanbehera1400 4 дні тому

      Se Tamil hele bi Bharatiya athi samastanka adhikar achhi state Devlope heba darakar❤

    • @Save_Odisha_from_looters
      @Save_Odisha_from_looters 4 дні тому

      @@gyanaranjanbehera1400 ଆବେ କୁକୁର ତୋ ତାମିଲ ପାଣ୍ଡୁ ଲାଗି ବହୁତ ଭୋକୁଛୁ। ଆଜି ଖାଇନୁ କିରେ | ହଇରେ ନିର୍ଲଜ୍ଜ କାପୁରୁଷ ତାମିଲ କ୍ରୀତଦାସ।

    • @Save_Odisha_from_looters
      @Save_Odisha_from_looters 4 дні тому

      @@gyanaranjanbehera1400 State CM should be from the state and CM should either son or daughter of the State. PM should be son / daughter of the country.

  • @gangadharsabar6184
    @gangadharsabar6184 Місяць тому +11

    ସବୁ ଲୁଟି ନେଇଯିବରେ ତାମିଲନାଡୁ କୁ. Be carefull

  • @Sillu12br
    @Sillu12br 29 днів тому +2

    We like win congress ❤❤❤❤

  • @RajaMarndi-if6cq
    @RajaMarndi-if6cq Місяць тому +6

    ନବୀନ ଆମର ଗରିବ ଲୋକର ଭଗବାନ। H.Marndi. Mbj.Odisha.

  • @ashokkumardas6003
    @ashokkumardas6003 Місяць тому +3

    BJD jindabad 👍 JAY NAVEEN BABU Go-ahead Jay BJD ✅

  • @KOBITA5559
    @KOBITA5559 Місяць тому +3

    I dont like BJP But ,,,,,,I like congress❤❤❤

  • @prafullakumarpradhan8129
    @prafullakumarpradhan8129 Місяць тому +5

    ଚମତ୍କାର ବାଷଣ..... ଶକ୍ତି, ସମୟ, ସମ୍ପଡ ସଦବିନିଯୋଗ l ବିକାଶ ପ୍ରଦର୍ଶନ ମାଧ୍ୟମ କେବଳ ହେଲିକ୍ୟାପ୍ଟର

  • @jaduguruofficial7928
    @jaduguruofficial7928 Місяць тому +30

    BJP jindabad ❤❤❤❤❤❤❤

  • @kalucharansahu8191
    @kalucharansahu8191 Місяць тому +3

    Biju babu amara rahe.

  • @RasmitaSahoo-mp9tg
    @RasmitaSahoo-mp9tg Місяць тому +2

    Only Jay JAGANNATH

  • @satyabannaik4539
    @satyabannaik4539 Місяць тому +7

    ଏଇଟା ମିଚ୍ଛ କଥା l କଥା ତ କହି ଆସେନି l କହିବ କଣ ? ତାଙ୍କୁ କିମିତି ଭାଷଣ ଦିଆଯାଏ ଜଣା ହିଁ ନାହିଁ l ସେ କଥା ତ କହି ପାରେ ନାହିଁ ମୋ ଦାଦା ବି ଏଇ ଭଳିଆ ଲୋକଟା l ତଣ୍ଟିରେ ତାଙ୍କର ଜlମ ହେଇଯାଇଛି l ଆଉ କଥା କମ l ସେ ତ କହି ପାରେନି କହିବ ଛେନା ଗୁଡ଼ l

  • @manojkumargarada
    @manojkumargarada Місяць тому +14

    ଭାରତରେ ଜଣେ ରାଜା ଯେମିତି ବ୍ରିଟିଶ ମାନଙ୍କୁ ସୁଯଗ ଓ ଅଧିକାର ଦେଇ ସାରା ଭାରତ କୁ ଛାରଖାର କରିଦେଇଥିଲେ, ସେମିତି ହିଁ ଓଡିଶା ରାଜ୍ୟରେ ପାଗଳ ମୁଖ୍ୟମନ୍ତ୍ରୀ ଜଣେ ତାମିଲି କୁ ନିଜ ଦଳର ଅଧିକାର ଦେଇ ନିଜ ଜାତିର ଗର୍ବ ଗୌରବ ଓ ସ୍ୱାବିମାନ କୁ ନଷ୍ଟ କରିବା ସହିତ ସାରା ରାଜ୍ୟ କୁ ଛାରଖାର କରିଦେବ
    ସଜାଗ ହୁଅ ସଚେତନ ହୁଅ
    ନିଜକୁ କହୁଛ ଯଦି ଓଡ଼ିଆ 🙏

  • @AnilkumarDas-fi1jg
    @AnilkumarDas-fi1jg 28 днів тому +1

    Jay Jagannath aam Odisha Nabini Odisha June 4 re 6 thar Nabin patnayak Mukhyamantri Jodi sankha No 1 Nabin Odisha

  • @ManoranjanMano-bo4jc
    @ManoranjanMano-bo4jc Місяць тому +2

    ଦାଦନ ଭଲ କି

  • @Indianarmy143
    @Indianarmy143 Місяць тому +6

    ଓଡ଼ିଆ କହି ଜାଣିଲେ ତ ଭାଷଣ ଦେବେ ଲେଖା ନ ଦେଖି ଅ ରୁ କ୍ଷ ପର୍ଯ୍ୟନ୍ତ ପଢିକି ଦେଖନ୍ତୁ

  • @LAXMIPRIYAMANNA-jm3uu
    @LAXMIPRIYAMANNA-jm3uu Місяць тому +1

    Vala katha kahanti

  • @srisaidesignvastu9209
    @srisaidesignvastu9209 Місяць тому +5

    କ଼ଂଗ୍ରେସ କେନ୍ଦ୍ର ରେ ଥିଲାବେଳେ କେତେ ଯୋଜନା କରୁଥିଲେ ? ୨୫ ବର୍ଷ କାଗଜ ଯୋଜନା ଭଲନୂହେଁ

  • @bhagabanrana4898
    @bhagabanrana4898 25 днів тому

    ବିଜୁପଟ୍ଟନାୟକ ଥିଲେ ତାମିଲର କ୍ରୀତଦାସ ହୋଇ ରହିଥାଆନ୍ତେ ଭଲ କି🙏🙏🙏

  • @ramakantabarik4944
    @ramakantabarik4944 Місяць тому +8

    ମୁଖ୍ୟମନ୍ତ୍ରୀଙ୍କ ଗାଲୁଆ ଗପ

  • @pradeepnayak4378
    @pradeepnayak4378 Місяць тому

    All are very very good

  • @srisaidesignvastu9209
    @srisaidesignvastu9209 Місяць тому +10

    ସବୁ ଯୋଜନା କାଗଜରେ ଲୋକ କମ୍ ଉପକାର ପାଉଛନ୍ତି ,ସବୁ ତୁମ କର୍ମୀ ପାଉଛନ୍ତି

  • @GouryMunda
    @GouryMunda 15 днів тому

    ସବୁ ଯଦି ମିଛ ସତ କଣ ?ଦରଦାମ,ବେକାରୀ,ଦାଦନ, ଚିଟଫଣ୍ଡ,ମାଇନ୍ସ ଘୋଟଲା,ନାରୀ ନିର୍ଯାତନା ସବୁ ମିଚ୍ଛ ଯଦି ସତ କଣ? ଟିକେ କୁହନ୍ତୁ?

  • @raghunathmurmu5631
    @raghunathmurmu5631 Місяць тому +2

    ଏଥର ଶଳା ନବୀନ ବୁଢ଼ା ତୁ ହାରିବୁ ଓଡ଼ିଆ ରେ ଶଳା ଭାସଣ ଦେଇପାରୁନ ତୁ କେମିତିକା ମୁର୍ଖ ମନତିରି

  • @user-vh6ib4qe1d
    @user-vh6ib4qe1d Місяць тому +4

    ଦୁଇ ପଦ ନୁହଁ ଆଉ ଅଧିକ କହିବାକୁ ଦେହରେ ବଳନାହି।ତାପରେ ଓଡ଼ିଆ ଶିଖିଥିଲେ ତ ଟିକେ ଅଧିକ କହିବେ ।ଯେତିକି ବି କହିଲେ ସେଇଟା ବି କାନ ପାଖରେ ପ୍ରମ୍ପଟିଂ କରାଯାଉଥିଲା ।

  • @Sillu12br
    @Sillu12br 29 днів тому +1

    କାଳିଆ ଯୋଜନା ପ୍ରତି ମାସରେ ଦେଉନାହାନ୍ତି

  • @kalipadamandal1830
    @kalipadamandal1830 Місяць тому

    ସରକାର ଯେତେ ଯୋଜନା କଲେ SGST, ଦରଦାମ ବୃଦ୍ଧି ଓ ଘରେ ଘରେ ମଦ ଖୋଲି ଲୋକଙ୍କୁ ଅଧିକ ଚଳୁ କଲେ। ରାଜ୍ୟରେ ପରିବର୍ତ୍ତନର ଆବଶ୍ଯକତା ଅଛି।

  • @Hellboyz360
    @Hellboyz360 Місяць тому

    Bjd ଜିତିବ ହେଲେ ମୋ vote congress କୁ ଯିବ 😎😎😎😎

  • @ajitkumardash1673
    @ajitkumardash1673 Місяць тому +2

    ରୁହ ସଲା ଅନ୍ଧାର କଣା 15ଲଖ୍ୟ ଆକାଉଣ୍ଟ ରେ ମୋଦିଙ୍କ ଗ୍ୟାରେଣ୍ଟି ଦେଲେ ସେହି କଥା ଚିନ୍ତା କଲେ ଭଲ ହୁଅନ୍ତା

    • @YouthTalkSibaram
      @YouthTalkSibaram Місяць тому

      ଯୋଉ ଦିନ ଗାଁ ବିକାଶ କଥା ବୁଝିବ, ପଞ୍ଚାୟତ ବିକାଶ କେମିତି ହେବ, ବ୍ଲକ ବିକାଶ କେମିତି ହେବ, ଜିଲ୍ଲା ବିକାଶ କେମିତି ହେବ, ରାଜ୍ୟ ବିକାଶ କେମିତି ହେବ, ଦେଶ ବିକାଶ କେମିତି ହେବ ଚିନ୍ତା କଲେ ସବୁ ହେଇ ପାରିବ ଖାଲି ୧୫ ଲକ୍ଷ ପାଇଁ ଗୁଣ୍ଡା ଗିରି କରିଲେ ସବୁ ଦାଦନ ଖଟିବାକୁ ବାହାର ରାଜ୍ୟ ଓଡ଼ିଶା ତଳ ପଟରୁ ୧ ନମ୍ବର

  • @bijaykumarrout4161
    @bijaykumarrout4161 Місяць тому +4

    Basipada and chadikhole

  • @DamburPradhan-ze4qm
    @DamburPradhan-ze4qm 28 днів тому +1

    Har har mr navin ghar mr navin sarkar

  • @user-mo5ni2ld8x
    @user-mo5ni2ld8x Місяць тому +7

    Only bjd

  • @smrutiranjanrout7544
    @smrutiranjanrout7544 Місяць тому +1

    Laguchi duiti Katha very important 😂😂😂😂😂😂

  • @ConfusedCardinal-gp3dr
    @ConfusedCardinal-gp3dr 25 днів тому

    Jai Jagannath❤🙏 BJD JINDAVAD💚 Naveen babu JINDAVAD💚 Kartik bhai Jindavad💚🙏

  • @kedarpradhan6292
    @kedarpradhan6292 Місяць тому +5

    Jai BJP

  • @Save_Odisha_from_looters
    @Save_Odisha_from_looters Місяць тому

    ହେଲୋ ନବୀନ, ହିସାବା ଦିଅ - ଗତ 25 ବର୍ଷରେ ଆପଣ କେତେ ଓଡିଆ ଦାଦନ ସୃଷ୍ଟି କରିଛ ?? କେତେ କରଖାନା, ଶିଳ୍ପ ଏବଂ ଚାକିରି ସୃଷ୍ଟି କରିଛ ? ତୁମେ ଓଡିଶାରେ କେତେ ମଦ ଦୋକାନ ଖୋଲିଛ ?? କେତେ ଓଡିଆ ଯୁବକ, ଗରିବ ପରିବାର କୁ ତୁମେ ମଦ ଦେଇ ଧ୍ବସଂ କରିଛ ??
    ଗରିବ ଓଡିଆ ଲୋକଙ୍କ ଚିଟ୍ ଫଣ୍ଡରେ କେତେ ଟଙ୍କା ଲୁଟ୍ କରିଛନ୍ତି ? ଜୟ ଜଗନ୍ନାଥ 🙏🙏🙏

  • @bhushanmohanty6378
    @bhushanmohanty6378 Місяць тому +2

    Orissa develop only regional party bjd

  • @rakeshmathan6261
    @rakeshmathan6261 28 днів тому +1

    Hello Naveen babu aame tama fan❤❤❤❤❤❤❤

  • @tikeswarrout55
    @tikeswarrout55 Місяць тому +16

    Bjp jindabad

  • @bhadrabhatra8396
    @bhadrabhatra8396 28 днів тому

    ଯାଆ କରିବେ ବିଚାର ପ୍ରଭୁ ଜଗନ୍ନାଥ କରିବେ ସେ ହିଁ। ଜାଣନ୍ତି। କିଏ ଭଲ କିଏ କୋରାପ କିଏ କାମ କରୁଛି କିଏ ନ କରୁଛି ଆମେ ବିଚାର କରିବାକୁ କିଏ। ଜୟ ଜଗନ୍ନାଥ

    • @subratmohanty3593
      @subratmohanty3593 27 днів тому

      With due reverence to Lord Chakaakhi..but we are the Democracy, it not theocracy that Religion decide what has to be done in Politics..Ei election manisha karichji ta manisha decide kariba...Han bhagaban ei bhali Khudra kama karanti nahi..ki tanka pakhare ei sabu pai samay bi nathiba..boli moro dharana..

  • @krutibashmohanta968
    @krutibashmohanta968 Місяць тому

    ନବୀନବାବୁ ଆଶୀର୍ବାଦ କରି କରି 25ବର୍ଷ ହେଲା ଅଭିଶାପ ଦେବାପାଇଁ ବାଧ୍ୟ ହେଉଛନ୍ତି ଜନତା

  • @PriyankaSahoo-lf5ux
    @PriyankaSahoo-lf5ux 25 днів тому

    Odisha ra Bahut development heichi

  • @josadasahu
    @josadasahu 23 дні тому

    କାହିଁକି ପଡିଆନ ସନ୍ୟାସ ନେବାର କଥା କହିଲେ ଜାଣିଛ ସେ ଜାଣି ଗଲାଣୀ BJP ଜିତି ଗଲେ BJD ଦଳ ଭାଙ୍ଗି ଯିବ

  • @BijanKumar-pl5dz
    @BijanKumar-pl5dz 26 днів тому

    💚💚💚

  • @bijayakumarmohanty8180
    @bijayakumarmohanty8180 Місяць тому

    କଣ କଣ ଯୋଜନା ଅଛି ନିଜକୁ ଜଣା ଅଛିତ?

  • @ranjeetkumarsi1499
    @ranjeetkumarsi1499 Місяць тому +1

    Ki kasta re

  • @jyotiprakashdash8940
    @jyotiprakashdash8940 Місяць тому +1

    Request not to vote bjd only for pandian

  • @dailyshovideo2630
    @dailyshovideo2630 27 днів тому

    BJD ପ୍ରତି ଗାଁ ର ବଡ଼ ବଡ଼ businessmen ଆଉ contractor ମାନଙ୍କୁ ଧରିଛନ୍ତି ପଇସା ବଣ୍ଟନ ପାଇଁ ଆଉ transition ₹1 rupees ବି ହେବ ନାହିଁ ସେଇ idea ରେ ଏବେ ବି ଜିତିବା ପ୍ଲାନ୍ କରିଛି BJD

  • @prabadhdas7213
    @prabadhdas7213 Місяць тому +1

    In advance congratulations to BJD for winning 2024 general election 💐🎊🎉🎉🎉🕺🕺🕺🕺🥰🤗🤗🤗🤗

  • @sachindramajhi3398
    @sachindramajhi3398 Місяць тому +1

    କିଛି କରନ୍ତି ନାହିଁ l କଥା କହିବା ଆସେ ନାହିଁ ବୋଲି କମ୍ କଥା କହନ୍ତି l

    • @Ys....kamalochaN
      @Ys....kamalochaN 24 дні тому

      Tate akhi naiki be dekhiparunu kn kama karuchi nabin babu

  • @satyabratmahalik7237
    @satyabratmahalik7237 28 днів тому

    Bhala ki.......

  • @Jagatrayfc
    @Jagatrayfc Місяць тому

    Nabarangapur kn pain lekhilo

  • @manbodrana5313
    @manbodrana5313 Місяць тому

    ନବିନ ଯାହା କହନ୍ତି ତାହା ମିଛ ଯଥା ପଦ୍ମପୁର ଜିଲ୍ଳା କୁ ତାଙ୍କର ଜବାବ ବା ଇଜତ ।

  • @kanhupattanayak8072
    @kanhupattanayak8072 Місяць тому

    ସବୁ ଭଲ ସବୁ ଓଡିଶା ର ଯୁବକ ଯୁବତୀ ତାମିଲନାଡୁ ଯାଉଛନ୍ତି ଦାଦନ ଖଟି ବାକୁ...5T ନା ରେ ପାଣ୍ଡିଆନ ଓଡିଶା କୁ ଲୁଟୁଚି....
    ଏ ସବୁ କତେ ଭଲ...
    ଲାଜ ଥାଉ ମୁହଁ କୁ.

  • @SSJAIN-xe1sf
    @SSJAIN-xe1sf Місяць тому

    Govt. Ku Tax Revenue Milba. Wiman, Youths, Senior Citizens, Welfare Schemes, Lagu Karba. Sabku Drinking Water Facilities Milba. Roads, Infrastructure Development Heba.

  • @madhabchandrasing7621
    @madhabchandrasing7621 Місяць тому +1

    Odia bhasa janithile to au ki6i ପଦ kahibe, se to anaodia 2 ପଦ hin jani6i

  • @rnjbhajansandhyagandakipur9857
    @rnjbhajansandhyagandakipur9857 27 днів тому

    ଖାଲି ଚହଳ କରୁଛ ମୋଦି ଚାଉଳ ଦଉଛି ,କହିଲ ଦେଖି ମୋଦି କେତେ ଜମି ବିକ୍ରି କରି ଆଣି ଚାଉଳ ଦଉଛି, ଏ ହେଉଛି ଗୋଟିଏ ସଂଘୀୟ ବ୍ୟବସ୍ଥା,ଲୋକ ମାନଙ୍କ ସୁବିଧା ପାଇଁ ସରକାର ସର୍ବଦା ଚେଷ୍ଟିତ

  • @Abirachandramajhi
    @Abirachandramajhi Місяць тому

    ଭଲକି ? ମାନେ under doubt

  • @djpadalam3640
    @djpadalam3640 Місяць тому

    ସଳା ନବିନ ଓଡ଼ିଶା ରେ ଚାଉଳ ଦେଉନୁ। ପୁଣି ଏକ ଟଙ୍କା ଚାଉଳ ପଚାରୁଛି

  • @user-ms9kj9zd4b
    @user-ms9kj9zd4b 29 днів тому

    ପଚାରିଲେ କି ଓଡ଼ିଶା ଭଲ ମଦ ବିକିରି ହୋଉଛି କି

  • @SSJAIN-xe1sf
    @SSJAIN-xe1sf Місяць тому

    BJP Sarkar MP , Chattisgarh re Kishan Manku Dhan Rate 3,100/- tanka Quintal Deu chi. Mahila Manku Masku Mas 1,000/- Tanka Mahila Samman Nidhi Deu chi. Odisha re v Deba.

  • @kalucharansahu8191
    @kalucharansahu8191 Місяць тому +1

    Bjd jindabad.

  • @PravasiniRout-vv8yf
    @PravasiniRout-vv8yf 26 днів тому

    Pithha yojona bhala heichhi ki nai

  • @kishorchsrichandan307
    @kishorchsrichandan307 Місяць тому

    Should be clearly clarified that which michha Katha.

  • @user-vy9im3jy7i
    @user-vy9im3jy7i Місяць тому +1

    नवीन पटनायकजिंदाबाद

  • @manojkumarnayak5949
    @manojkumarnayak5949 Місяць тому

    ପ୍ରତି ପାଞ୍ଚ କିଲୋମିଟର ରେ ଲାଇସେନ୍ସ ମଦ ଦୋକାନ ଭଲ କି ଓଡ଼ିଶା ବାସୀ

  • @user-ce6zc7zh6n
    @user-ce6zc7zh6n Місяць тому

    Haa Haa

  • @antaryamimishra449
    @antaryamimishra449 Місяць тому

    ଭାଈ ମାନେ ତୁମକୁ ଅନୁରୋଧ କରୁଛି ଗୁଜରାଟ ରାଜ୍ୟର ଜଣେ ଆସି ରାଜନୀତି କଲେ ଭଲ କି ତାମିଲ ନାଡୁ ରୁ ଆସି ରାଜନୀତି କଲେ ଭଲ ଅମିତ୍ ଶାହା ଆଉ ମୋଦୀ ଗୁଜରାଟ ରାଜ୍ୟର ପାଣ୍ଡିଆନ୍ ତାମିଲନାଡୁ ର

  • @surendradash5650
    @surendradash5650 Місяць тому

    Kalinga bjd ସପକ୍ଷ ରେ କହୁଛନ୍ତି ଆଉ ଦେଖନି ଚାନେଲ

  • @badalcreation204
    @badalcreation204 8 днів тому

    5t sachiba thank you

  • @SSJAIN-xe1sf
    @SSJAIN-xe1sf Місяць тому

    Kanak News Only , one side News dekhba ku miluchi . Anya Odiya Channels v dekhba jaruri like OTV , Odisha Reporter, Argus News .

  • @basantakumarsethi3621
    @basantakumarsethi3621 Місяць тому +1

    Jay shree Ram

  • @chanti124
    @chanti124 Місяць тому

    Vote asile sir anka loka anka katha mane pakanti bahut durgama jaga achi jauti aji bi piba pani, electricity,network bi nahi sethi bikash kebe haba 2050 vitare bodhe heaijiba

  • @swagatmisra8984
    @swagatmisra8984 Місяць тому

    Manipur Bisayare Bhabi Vote Diantu