Pandian's 'Mo Sarkar' Breaks Up Naveen's Sarkar | Nirbhay Gumara Katha

Поділитися
Вставка
  • Опубліковано 4 чер 2024
  • Pandian's 'Mo Sarkar' Breaks Up Naveen's Sarkar | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 1,2 тис.

  • @bimalkantatripathy2776
    @bimalkantatripathy2776 22 дні тому +208

    ଲୁଙ୍ଗି ପିନ୍ଧା ସାମ୍ବାଦିକ ମାନଙ୍କ ବିଷୟରେ ଗୋଟିଏ ଏପିସୋଡ ଆଣନ୍ତୁ।

  • @brajabandhusahoo6043
    @brajabandhusahoo6043 22 дні тому +78

    ପ୍ରଦୀପ ପାଣିଗ୍ରାହୀ ଙ୍କୁ ମାଡ ନମାରିଥିଲେ ଏବଂ ସେ ମେଡିକାଲରେ ନଥିଲେ ନବୀନ ବାବୁ ହାରିଥାନ୍ତେ

    • @user-ic3lu7ok2p
      @user-ic3lu7ok2p 16 днів тому

      ମୂଖ୍ୟ ମନ୍ତ୍ରୀ ଏବଂ council ଅଫ ମିନିଷ୍ଟର୍ସ
      5T concept ରେ ଲିଡର V. K. Pandian.ଙ୍କ ଅହଂକାର,ଗର୍ବ ଯୋଗୁଁ ।

  • @nrushinghnathsahu1630
    @nrushinghnathsahu1630 22 дні тому +112

    ବିଜୁ ଜନତା ଦଳ ଗଠନ ପାଇଁ ନବୀନ ବାବୁ ଙ୍କର କୌଣସି ଅବଦାନ ନଥିଲା, କିନ୍ତୁ ଦଳର ସତ୍ୟାନାଶ ରେ ନିଶ୍ଚୟ ଭୂମିକା ରହିଛି

  • @trilochanpatnaik6321
    @trilochanpatnaik6321 22 дні тому +18

    ଅତି ସୁନ୍ଦର ପର୍ଯ୍ୟଲୋଚନ ନବୀନ ଦାସ ବାବୁ। ବହୁତ ଧନ୍ୟବାଦ।

  • @jayalaxmi5517
    @jayalaxmi5517 22 дні тому +203

    ଯିଏ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖ ଛାଡ଼ୁ ନଥିଲେ ଆଜି ଇସ୍ତଫା ଦେବା ବେଳକୁ କେମିତି ଛାଡ଼ିଦେଲେ 😅

  • @prakashpanigrahi6393
    @prakashpanigrahi6393 22 дні тому +178

    ପ୍ରଦୀପ ପାଣିଗ୍ରାହୀ ଅସୁସ୍ଥତା ଯୋଗୁଁ ନବୀନ ହିଂଜିଳି ରେ ଜିତିଲେ

  • @jyotirmayjena1869
    @jyotirmayjena1869 22 дні тому +38

    ବିଜେଡି ର ପତନ ପାଇଁ ନବୀନ ପଟ୍ଟନାୟକ ନିଜେ ହିଁ ଦାୟୀ । ନବୀନ ବାବୁ କଣ ଛୋଟ ପିଲା ହୋଇଥିଲେ କି ନା ମୁଖ୍ଯମନ୍ତ୍ରୀ ପଦରେ ରହି ସବୁଦିନ ପାଇଁ ଅୟସ୍ କରିବାପାଇଁ ଆସିଥିଲେ । ମୁଖ୍ଯମନ୍ତ୍ରୀ ତାଙ୍କ ପରାମର୍ଶଦାତା ମଣ୍ଡଳୀ ରେ ସବୁ ଅଣଓଡ଼ିଆ ତାମିଲ ଅଫିସରମାନଙ୍କୁ କିଏ ରଖିଥିଲା । ଆମର ଦୁର୍ଭାଗ୍ଯ ଯେ ଗୋଟିଏ ମଦୁଆକୁ ମୁଖ୍ଯମନ୍ତ୍ରୀ ଭାବରେ ବାରମ୍ବାର ଚୟନ କରିଥିବାରୁ ।

  • @Rasmi_Ranjan
    @Rasmi_Ranjan 22 дні тому +38

    ଆଜି ଆପଣ ଙ୍କ ପୁତ୍ର ର ଆତ୍ମା ଶାନ୍ତି ପାଇଥିବ। ଚକା ଆଖି ସବୁ ଦେଖୁଛି, ସବୁ କଥା ର ହିସାବ ରଖୁଛି ଆଉ ଠିକ୍ ସମୟରେ ନ୍ୟାୟ କରୁଛି।

    • @sandy-fs7pu
      @sandy-fs7pu 22 дні тому +2

      Pua ra kn heithila?

    • @kulubhai3060
      @kulubhai3060 21 день тому +1

      ମାରିକି ପୋଖରୀ ରେ ପକେଇ ଦେଇଥିଲେ ବିଜଡ଼ି ଗୁଣ୍ଡା

    • @sandy-fs7pu
      @sandy-fs7pu 21 день тому +1

      @@kulubhai3060 Ankit das jou se case ta?

    • @kulubhai3060
      @kulubhai3060 21 день тому +2

      @@sandy-fs7pu yes

    • @rajpattnaik1730
      @rajpattnaik1730 20 днів тому

      କଉ ପୁଅ.... ଯେ ମଦ ପିଈକି ଟୋକି ସହ ରାତି 2ଟା ବେଳେ ବାର ରୁ ବାହାରୁଥିବା ଭିଡିଓ ସବୁ ଦେଖିଲେ????????

  • @PurnachandraBehera-if5tu
    @PurnachandraBehera-if5tu 22 дні тому +93

    ମୁଁ ଜାଣିଛି ନବୀନ ବାବୁ ନିଜେ ନିଜର ପତନ ପାଈଁ ଦାୟୀ।

  • @santoshpradhan4520
    @santoshpradhan4520 22 дні тому +128

    ନିଜ ବସ୍ତ୍ର ପରକୁ ଦେଇ ଶିଵ ପଳାଇଲେ ଲଙ୍ଗଳା ହୋଇ ।
    ନବୀନ ବାବୁ ହିଁ ଦାୟୀ ।

  • @drsushantkumarmishra1181
    @drsushantkumarmishra1181 22 дні тому +50

    ନବୀନ ବାବୁ ଏ ସରକାର ବଦଳିବା ପାଇଁ ଆପଣ ବହୁତ ପରିମାଣରେ ଦାୟି. ଏମିତି ଦିଗଦର୍ଶନ ଦିଅନ୍ତୁ ନୂଆ ସରକାରକୁ

  • @anadicharansamal7033
    @anadicharansamal7033 22 дні тому +12

    ହିଞ୍ଜିଳିରେ ନବୀନ ବାବୁ ପ୍ରଶାସନ ଓ ଅର୍ଥ ବଳ ପ୍ରୟୋଗ କରି ଜିତିଛନ୍ତି।

  • @MrRanjankumarsahoo
    @MrRanjankumarsahoo 22 дні тому +35

    ଆପଣ ଙ୍କୁ ବହୁତ୍ ବହୁତ୍ ଧନୟବାଦ୍

  • @ramakrishnamahapatro1271
    @ramakrishnamahapatro1271 22 дні тому +127

    ପାଣ୍ଡିଆ ତାମିଲନାଡୁ ଯିବା ପାଇଁ ପୁରୀର କିଛି ଭିକାରୀ ଚାନ୍ଦା ଆଦାୟ କରି ଟିକେଟ କିଣୁଛନ୍ତି

    • @user-yd7dq7ij6w
      @user-yd7dq7ij6w 22 дні тому +5

      ଭିକାରି. ଗଣ ଙ୍କୁ. ଅଶେଷ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ

    • @baijnathagrawal3099
      @baijnathagrawal3099 22 дні тому

      श्री जगन्नाथ स्वामीजी के कोप दृष्टि से हुआं है

    • @babulpanigrahi8944
      @babulpanigrahi8944 21 день тому

      😅😅😅😅😮 ii
      😊​@@user-yd7dq7ij6w

  • @deepakmoharana5272
    @deepakmoharana5272 22 дні тому +17

    ବେତାଳ ବିକ୍ରମର କାନ୍ଧରେ ବସି ଶାସନ ଚଳାଉ ଥିଲା, ଓଡ଼ିଶାର ସ୍ୱାଭିମାନି ଲୋକେ ଏ "ବିକ୍ରମ ଓ ବେତାଳ" ଯୋଡିକୁ ଭାଙ୍ଗିଦେଲେ ।

  • @user-bw7hb3kw1p
    @user-bw7hb3kw1p 22 дні тому +11

    ଆପଣଙ୍କ ମହାମାନଵୀୟ ଵ୍ଯକ୍ତିତ୍ଵ ପାଇଁ ହୃଦୟ ରୁ କୋଟି କୋଟି ପ୍ରଣାମ ଜଣାଉଛି।

  • @rashmiranjanmishra5725
    @rashmiranjanmishra5725 22 дні тому +5

    ସଂପୂର୍ଣ୍ଣ ଠିକ୍ ବିଶ୍ଳେଷଣ ଥିଲା ଭାଇ ଆପଣଙ୍କର ....🙏

  • @munatv4313
    @munatv4313 22 дні тому +17

    କେବେ ଜେଲ ଯିବ ପାଣ୍ଡିଆନ ଆମ ଓଡିଶାରୁ ଲୁଟିଥିବା ଟଙ୍କା କେବେ ଦବ

  • @aswinkumarrauta2024
    @aswinkumarrauta2024 22 дні тому +8

    ଆପଣଂକୁ ସାଲୁଟ, ଆପଣ ଏକମାତ୍ର ଓଡ଼ିଶାର ପ୍ରଥମ ସାମ୍ବାଦିକ ଯିଏ କି ନିର୍ଭୟ ଗୁମର କଥା ମାଧ୍ୟମରେ ସରକାରଙ୍କ ଦୋଷ ତ୍ରୁଟି, ଅନ୍ୟାୟ ଓ ଅତ୍ୟାଚାର କୁ ପଦାକୁ ଆଣୁଥିଲେ.. ଆପଣଙ୍କ ବିଶ୍ଳେଷଣ ବହୁତ ଠିକ !ଧନ୍ୟବାଦ ସାର

    • @chandankumarsundaray2539
      @chandankumarsundaray2539 22 дні тому

      ଆପଣଙ୍କ ମଜବୁତ ମତାମତ ପ୍ରତି ଅନେକ ଶୁଭେଚ୍ଛା |

    • @madhurihembram8234
      @madhurihembram8234 21 день тому

      Agaku bjp government ra truti , injustice auuu aatyachara Katha padaku anibe ta. Nai nai seita para nija dala . BJP dalal.

  • @odianee1505
    @odianee1505 22 дні тому +11

    ସାର୍ ଦୟାକରି
    ଜାତୀୟ ରାଜନୀତିର ବିଶ୍ଲେଷଣ ଅଧ୍ଯାୟ
    ମଧ୍ଯ ଆଣନ୍ତୁ। 🙏

  • @satya_29...
    @satya_29... 22 дні тому +17

    ସବୁଠୁ ବଡ଼ ଭୁଲ୍ ତାମିଲ ବାବୁ ଆସିକି ସିଧା ସଳଖ ଦଳ ପାଈଁ ପ୍ରଚାର କରିବା...

  • @kashinathdash4772
    @kashinathdash4772 22 дні тому +3

    ସମୂର୍ଣ୍ଣ ଠିକ୍ କଥା କହିଲେ।।❤
    ଉତ୍ତମ ଓ ନିରପେକ୍ଷ ବିଶ୍ଳେଷଣ ପାଇଁ ବହୁତ ବହୁତ ଧନ୍ୟବାଦ।।

  • @ashokchandrabehera2718
    @ashokchandrabehera2718 22 дні тому +9

    ଠିକା ନିଯୁକ୍ତି ଉଠାଇଥିଲେ ମଧ୍ୟ ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ର ଦରମା 11000 ରେ ରଖିଲେ ଠିକା ପ୍ରଥା ଉଠିଲା କୋଉଠି!

  • @devendramaharana3540
    @devendramaharana3540 22 дні тому +4

    ସ।ର ,ଆପଙ୍କର ବିଶ୍ଳେଷଣ ବହୁତ ସୁନ୍ଦର ।

  • @pabitramohandas6943
    @pabitramohandas6943 22 дні тому +48

    ବିପର୍ଯୟ ପାଇଁ ନବୀନ ବାବୁ ନିଜେ ଦାୟୀ l

  • @gourishankarsingh.9182
    @gourishankarsingh.9182 22 дні тому +33

    ନିଶ୍ଚିତ ଭାବରେ ପାଣ୍ଡୁ ପାଇଁ, ବରବାଦ

  • @smrutibehera3361
    @smrutibehera3361 22 дні тому +12

    ନଵୀଵ ବାବୁ ଦିନେ ତାଙ୍କ ଦଳର ପ୍ରତିଷ୍ଠାତା ଙ୍କ ପିଠିରେ ଛୁରୀ ମାରିଥିଲେ, ତେଣୁ ତାଙ୍କୁ ଛୁରୀ ମାରି ପାଣ୍ଡିଆନ ନବୀନ କୁ ନିଜର କର୍ମ ଫଳ ପ୍ରଦାନ କରିଲେ

    • @FudanHandah
      @FudanHandah 6 днів тому

      Bahut,bahut,dhanyabad,sir,prakruta,satakatha,prakashkarithibbaru🎉😢

  • @gyanabratamohanty4219
    @gyanabratamohanty4219 21 день тому +4

    ନବୀନ ହେଲେ - ଧୃତରାଷ୍ଟ୍ର | ପାଣ୍ଡିଆନ ହେଲେ - ପ୍ରବଳ ଅହଙ୍କାରୀ, ଅନ୍ୟାୟୀ - କୌରବ ବଂଶ ର ଧ୍ବଂସ ପାଇଁ, ଈଶ୍ୱର ପ୍ରେରିତ " ଶକୁନି " | ଏ ସରଳ ଓଡ଼ିଆ ଓ ଓଡିଶାର ରାଜା ପରା ସ୍ୱୟଂ ଶ୍ରୀଜଗନ୍ନାଥ | ସତ୍ୟ ନ୍ୟାୟ ର ଜିତ ହେଲା, ସବୁ ଅନ୍ୟାୟୀ ଧ୍ବଂସ ହେଲେ | ବିରାଟ ଚକ୍ରାନ୍ତ ର ସୁନ୍ଦର ଅନ୍ତ ହେଲା | 🙏🙏🙏

  • @bulusethy9220
    @bulusethy9220 22 дні тому +21

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    1st

  • @swaticreation6559
    @swaticreation6559 22 дні тому +32

    ମୁଁ ଭୋଟ ଦେଇଛିbjp ,,ଆଜି ର ପ୍ରସଙ୍ଗ କୁ wait କରି ଥିଲି

  • @purnachandrameher8441
    @purnachandrameher8441 21 день тому

    ସୁନ୍ଦର ବିଶ୍ଳେଷଣ। ଗର୍ବ ଓ ଅହଂକାର ର ଫଳ ପରେମଶ୍ବର ଜଗନ୍ନାଥ ଦେଇଛନ୍ତି। 🙏

  • @bishnucharnrana3282
    @bishnucharnrana3282 22 дні тому +8

    ବିଶ୍ୱାସଘାତ'ର ଜନକ ହିଁ ନବୀନ ପଟ୍ଟନାୟକ କାରଣ ବହୁ ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ତାଙ୍କୁ ସହଯୋଗ କରିଥିବା ବିଜେପି ଦଳ ପ୍ରତି ମଧ୍ୟ ବିଶ୍ଵାସଘାତକତା କରିବାର ପରିଣାମ ନିଜେ ଭୋଗ କଲେ ।

  • @jchoudhury274
    @jchoudhury274 22 дні тому +13

    ଗର୍ବ ଅହଙ୍କାର ଏ ମାନେ ଭଗବାନ ଠାରୁ ବଡ ଭାବୁ ଥିଲେ ଆଉ ନବିନ ଙ୍କ ନା ହିଁ କlଫି ବୋଲି କହୁ ଥିଲେ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms 22 дні тому +22

    ଆଜିର topic କଣ ହବ,ଆଜି ଆପଣ କୋଉ ପ୍ରସଙ୍ଗ କୁ ଲୋକଙ୍କୁ ଶୁଣାଇବେ ମୁଁ ଅପେକ୍ଷାରେ ଥିଲି

  • @Kalundia436
    @Kalundia436 22 дні тому +20

    ବିଜେଡି ହାରିବା ପଛ ରେ ଆପଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବହନ କରି ଅଛି. ମୁଁ ବହୁତ ଖୁସି.

  • @baikunthamajhi3416
    @baikunthamajhi3416 22 дні тому +3

    ବହୁତ ବଢ଼ିଆ ଉପସ୍ଥାପନା ଆଜ୍ଞା

  • @arundhatibehera9197
    @arundhatibehera9197 22 дні тому +15

    ଦୈବବଳେ ବଳବନ୍ତ ଦୁର୍ବଳ ହୁଅଇ,
    ଦୁର୍ବଳକୁ ବଳବନ୍ତ ଦଇବ କରଇ

  • @manoranjanmalla1349
    @manoranjanmalla1349 22 дні тому +18

    Sir, Pyarimohan Mohapatra was doing to remove Navin Babu behind the door but Pandian made it happened on the face of Naveen Babu.
    Jay Shree Ram..🙏

    • @RajSahoo-cv3jt
      @RajSahoo-cv3jt 21 день тому

      Seta sata nuhe seta bhi pyari Babu nka sahita politics heithila

  • @rajendra_behera89
    @rajendra_behera89 22 дні тому +7

    ସାର୍, ମୁଁ ନିର୍ଭୟ ଗୁମର କଥାର ସବୁ ଅଧ୍ୟାୟ ଦେଖେ । କିନ୍ତୁ ଆଜି ଅନୁଭବ ହେଲା ଯେ ଆମେ ଚାଂହୁଥିବା ସରକାର ଆସିଲା , ସେଥିରେ ନିର୍ଭୟ ଗୁମର କଥାର ଅବଦାନ ଅତୁଳନୀୟ। ଧନ୍ୟବାଦ୍ ନବୀନ ସାର୍ । ଜୟ ଶ୍ରୀଜଗନ୍ନାଥ 🙏🙏

  • @ashokkumarsahoo7041
    @ashokkumarsahoo7041 22 дні тому +6

    ଅତ୍ୟନ୍ତ ସୁନ୍ଦର ବିସ୍ଲେସଣ. ଏକଛତ୍ର ବାଦ ତଥା chatukar ର ପରିଣାମ

  • @neegambehera4009
    @neegambehera4009 22 дні тому +57

    ଆପଣଙ୍କ ନିରପେକ୍ଷତା ଆଗାମୀ ଦିନରେ ବିଜେପି ସରକାରକୁ କିଭଳି ପ୍ରଶ୍ନ ପଚାରୁଛି ଦେଖାଯାଉ | ଓଡ଼ିଶାର ଅର୍ଣ୍ଣବ ଗୋସ୍ୱାମୀ ଆପଣ |

    • @gyanaytchannel8605
      @gyanaytchannel8605 22 дні тому +4

      राइट्

    • @biswajeetsahu7173
      @biswajeetsahu7173 22 дні тому +2

      Hau...sir....sei nirbhayata agaku dekheibe boli asa...jay bjp

    • @TigerDon420
      @TigerDon420 22 дні тому

      Tu ta sala bjd pandu pela chata...

    • @madhurihembram8234
      @madhurihembram8234 21 день тому

      Sei para bjp chamcha. Dine khande electral bond baaa covi shield bisayare ta charcha karunahanti. Modi rra bhula aaeei loka ku dekha jaini. Amankara lungi ku nei ate problem hele Manipur case bisaya re kebe charcha karina.

  • @user-od2fs9gq4v
    @user-od2fs9gq4v 22 дні тому +13

    ଜୟ ଶ୍ରୀ ଜଗନ୍ନାଥ

  • @akshyamohanty8955
    @akshyamohanty8955 22 дні тому +4

    ଯେଉଁମାନେ ଓଡ଼ିଶା ରାଜନୀତି ବିଷୟରେ ଜ୍ଞାନ ଆହାରଣ କରିବାକୁ ଚାହାଁନ୍ତି ନିର୍ଭୟ ଗୁମର କଥା ଦେଖନ୍ତୁ

  • @sidheswarsahoo8331
    @sidheswarsahoo8331 18 днів тому

    ଆପଣଙ୍କୁ ବହୁତ ଧନ୍ୟବାଦ

  • @bhubanmohanty3853
    @bhubanmohanty3853 22 дні тому +34

    ତା ପରେ ମୋ ବସ ମୋ ସାଇକେଲ ମୋ ଗାଁ ମୋ ସ୍କୁଲ ଇତ୍ୟାଦି ତଥା ଲକ୍ଷ୍ମୀ ବସ କୁଆଡ଼େ ଯିବ

  • @binayakumarsethi6114
    @binayakumarsethi6114 22 дні тому +8

    ଜୟ ଜଗନ୍ନାଥ ସାର, ଅଭିନନ୍ଦନ, ଆପଣଙ୍କ ର ପ୍ରଛଦପଟ ପ୍ରୟାସ ତଥା ଆପଣଙ୍କର ମାତ୍ରାଧିକ subscriber ମାନଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ଆଜି ଏକ ନୂତନ ସୂର୍ଯ୍ୟ ଉଦୟ ହୋଇଛି । ଏ ଶ୍ରେୟ ମୁଁ ଆପଣଙ୍କୁ ଦେଉଛି ।

  • @bijayprakashpanda6583
    @bijayprakashpanda6583 21 день тому

    ଅତି ସୁନ୍ଦର ବିଶ୍ଳେଷଣ 👍

  • @pradeepkumarjena4162
    @pradeepkumarjena4162 21 день тому

    ବହୁତ ସୁଦର କଥା କହିଛନ୍ତି ସାରେ ଆପଣାକୁ ଧନ୍ଯବାଦ

  • @trilochanpatnaik6321
    @trilochanpatnaik6321 22 дні тому +11

    BJD ସରକାର ର ପତନ କାରଣ ମହାପ୍ରଭୂ ଙ୍କୁ ଭିକାରୀ ବନେଇ ନିଜର ଗର୍ବ ଦେଖେଇ ହେବା।

    • @AnimeshDas-tz2wg
      @AnimeshDas-tz2wg 22 дні тому

      BJD chira dina pain hotila odisha ru great 😃👍🏻 BJP 🪷🎉🪷🎉 Jay jagannath mahaprabhu

  • @drpanda9462
    @drpanda9462 22 дні тому +11

    No, Nabin himself dipped Because he himself made super CM and ruled Odisha in a arrogant way without caring the opinion of Odisha people.

  • @geetaranisamal6638
    @geetaranisamal6638 22 дні тому +18

    ପ୍ରଦୀପ ପାଣିଗ୍ରାହୀ ଯଦି hospitalised ନ ହୋଇଥାନ୍ତେ ହିଞ୍ଜିଳି ରୁ ବି harithante

  • @madhusudanmishra1675
    @madhusudanmishra1675 22 дні тому +9

    ବିଜୁବାବୁ ଦଳ ର କର୍ତ୍ତା ଥିଲେ , ଦଳ ନବିନ କୁ ଆଣିଲା। ଅଚିହ୍ନା ନବିନ କୁ ଦଳକୁ ଆଣିଲେ। ସେ କୁଳ ବୁଡା ବଂସ ଧ୍ଵଂସ କାରି ଡାହୁକ ପାଲଟିଗଲେ।

  • @SatyamebaJayate-ml8qx
    @SatyamebaJayate-ml8qx 22 дні тому +6

    ଅପରାଜେୟ ନବୀନ ଙ୍କୁ ପରାଜୟ ର ସ୍ୱାଦ ଚଖାଇବାର ଶ୍ରେୟ ଯିବ ପାଣ୍ଡିଆନ ଙ୍କୁ ଏହା ଅର୍ଦ୍ଧସତ୍ୟ...... କାରଣ...ନବୀନ ବାବୁ କଣ ଧୁଆମୁଗ.... ଯଦି ନବୀନ ଉପାଦାନ ଯୋଗୁ ବିଜଦ ଅପରାଜେୟ ଥିଲା ତେବେ ହାରିବା ପାଇଁ ନବୀନ କାହିଁକି ଦାୟୀ ନୁହେଁ.....
    ଜଣେ ଅଧିକାରୀ କୁ ସରକାର ଚଳାଇବାକୁ ଚାବିକାଠି ଧରାଇଦେଇ ପଞ୍ଝାଏ ବତୀପେଲା ଅମେରୁଦଣ୍ଡୀ ମେଣ୍ଢାମାର୍କା ମନ୍ତ୍ରୀ ଅଡ଼େଇ ବାକୁ ଦେଇ ଆରାମ ଚୌକିମାର୍କା ରାଜନୀତି କରି ରେକର୍ଡ କରିବାର ଯେଉଁ ଅଭିଳାଷ କରିଥିଲେ ତାର ପରାଭବ ସେ ଭୋଗିଛନ୍ତି... ଓଡ଼ିଆ ଜନତାର ଡେରିରେ ହେଲେ ମଧ୍ୟ ଚୈତନ୍ୟ ଉଦୟ ହୋଇଛି ଓ ଯାର ପ୍ରତିଫଳନ ଇଭିଏମ ରେ ଫୁଲ ବୋତାମ ଟିପି ଜଣାଇ ଦେଇଛି...
    ସଚେତନ ଜନତା ଙ୍କୁ ସଲାମ 🙏🙏🙏
    ସବୁଥର ଭଳି ନିଚ୍ଛକ ସତ ର ପରିପ୍ରକାଶ କରିଥିବାରୁ, "ନିର୍ଭୟ "ର ନବୀନ ମହାଶୟ ଙ୍କୁ ସଶ୍ରଦ୍ଧ ସମ୍ମାନ ଓ ଶୁଭେଚ୍ଛା 🙏🙏🙏

  • @DR.B.NAYAK1980
    @DR.B.NAYAK1980 22 дні тому +9

    ଆପଣଙ୍କ ବିଶ୍ଳେଷଣ ଅତି ଉଚ୍ଚ କୋଟିର 🙏

  • @amanbanua-kd6zy
    @amanbanua-kd6zy 22 дні тому +1

    Many many Thank you sir ❤❤❤
    Bhart mata ki Jay

  • @anjalidas897
    @anjalidas897 20 днів тому

    Congratulations for marvelous analysis NIRBHAY

  • @shubhasaswatpatra
    @shubhasaswatpatra 22 дні тому +36

    Loka Bjp ku Vote deinahanti… Pandian against re Vote deichanti

    • @biswajitmuduli2134
      @biswajitmuduli2134 22 дні тому +1

      hmmm sata kahila

    • @akshayasanjaycreations488
      @akshayasanjaycreations488 18 днів тому +1

      ହଁ ଆମ ଗାଆଁ ରେ ବି ସବୁ Pandian କୁ ଦେଖିଲେ - ଆଉ କହିଲେ ଏ ତାମିଲ ଟୋକା ଖେଳ କରିବ - ଆମେ BJD କୁ vote ଦେବା ନାହିଁ - ତେଣୁ BJP କୁ vote ଦେଲୁ

  • @parsuramsahoo9611
    @parsuramsahoo9611 22 дні тому +5

    ଷଷ୍ଠ ଥର ଶପଥ ନେବାକୁ ସ୍ବପ୍ନ ଦେଖୁଥିବା ରାଜା ନିଜ ଗାଦି ବଞ୍ଚେଇ ପାରୁନାହାନ୍ତି ୟା ଠୁ ଅପମାନ ଜନ କଥା ଆଉ କିଛି ନ ହେଇପାରେ । ଆଉ ସେ ରାଜା ପ୍ରଧାନ ମନ୍ତ୍ରୀ ଙ୍କୁ କହୁଥିଲେ ସେ ଦିବା ସ୍ବପ୍ନ ଦେଖୁଛନ୍ତି ।

  • @chaitanyaprasadmurmu4793
    @chaitanyaprasadmurmu4793 22 дні тому

    ବହୁତ ବଢିଆ ଉପସ୍ଥାପନା..❤❤

  • @bhagirathidasodisha.6934
    @bhagirathidasodisha.6934 22 дні тому

    ବହୁତ ସୁନ୍ଦର ବ୍ୟାଖ୍ୟା
    ଧନ୍ୟବାଦ

  • @jyotisankardandapat83
    @jyotisankardandapat83 22 дні тому +22

    ସାର ଆପଣ ମାନନ୍ତୁ କି ନାହିଁ ବିଜେପି ଜିତିବାର ଗୋଟେ ବଡ ଶ୍ରେୟ ଆପଣଙ୍କୁ ମିଳିବା କଥା।

  • @ajitkumarpanda6388
    @ajitkumarpanda6388 22 дні тому +9

    ସବୁର ମୂଳରେ ନବୀନ ପଟ୍ଟନାୟକ,,,,,,,ଆପଣା ହସ୍ତେ ଜିହ୍ୱା ଛେଦି,,,,,,,,ବର୍ତ୍ତମାନ ପରାଜୟ ର ସ୍ଵାଦ ସେ ହିଁ ଚାଖିବେ,,,,,,,

  • @binodbehera8565
    @binodbehera8565 22 дні тому

    ଅତି ସୁନ୍ଦର କଥା

  • @Kamalakanta37
    @Kamalakanta37 21 день тому

    ଆପଣଙ୍କ ବିଚାରଧାରା ହୃଦୟ ସ୍ପର୍ଶି ନବୀନବାଦୁ ଆପଣଙ୍କୁ ବହୁତଧନ୍ୟବାଦ ।

  • @sukantakumarpadhihari7550
    @sukantakumarpadhihari7550 22 дні тому +8

    ହଉ sir ଯାହା ହେବା କଥା ହେଇଗଲା ଏବଂ ଆମ କାମ ଆମେ ସାରିଦେଲୁ । ବର୍ତମାନ ଯେଉଁ ସୁନାର ଓଡ଼ିଶା ଆମେ ଚାହୁଁ ଥିଲୁ କଣ ସମ୍ଭବ ହେବକି???? କାରଣ Centre ରେ ଅବସ୍ଥା ବହୁତ ଚିନ୍ତା ଜନକ। କଣ ଓଡ଼ିଶା ହତଭାଗ୍ୟ କି?????

    • @madhurihembram8234
      @madhurihembram8234 21 день тому

      😂😂😂😂😂😂😂😂

    • @madhurihembram8234
      @madhurihembram8234 21 день тому

      Maja auuu maja

    • @madhurihembram8234
      @madhurihembram8234 21 день тому

      Gote youtuber tuma so called biswaguru jeyeki district ra capital khajiba thiba biswa guru ra onka bigadideyeichhhhi. Ajodha re ram anithiba loka ra garba bhangi deichhanti 😂😂😂😂😂😂😂😂😂

  • @srikantsahoo3504
    @srikantsahoo3504 22 дні тому +47

    ସାର ଆଜି ପୁଣି କାହିଁକି ପାଣ୍ଡିଆନ ଆଉ ବବି ଦାସ ଦିଲ୍ଲୀ ଯାଇଛନ୍ତି?ୟା ପଛରେ ଗୁମର କଣ ଅଛି?ଏମାନେ BJP ସରକାର ନ କରେଇଦେବା କୁ କିଛି ଷଡ଼ଯନ୍ତ୍ର କରୁଛନ୍ତି କି?

  • @arabindamishra4045
    @arabindamishra4045 22 дні тому +2

    ନବୀନ ବାବୁ, ବିଜେଡି ର କୁଶାସନ ବିରୁଦ୍ଧରେ ଆପଣ ଜଣସଚେତନତା ସୃଷ୍ଟି କରିଛନ୍ତି, ଯାହାକି ଏ ନିର୍ବାଚନ ପରବର୍ତୀ ପରିବର୍ତନ ପାଇଁ ପଥ ପ୍ରଶସ୍ତ କଲା ଓ ବିଜେଡି ର ପତନ ହେଲା। ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

  • @madhusudanmishra1675
    @madhusudanmishra1675 22 дні тому +2

    ବହୁତ୍ ବହୁତ୍ ଚମତ୍କାର । ମନଛୁଇଁବା କଥାଟିଏ ଜଣାଇଛନ୍ତି ।

  • @jitendrakumardas6986
    @jitendrakumardas6986 22 дні тому +4

    ନମସ୍କାର ଆଜ୍ଞା,
    ବିଜେପିର ବିଜୟରେ ମାନନୀୟ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଭୂମିକାର ଗୋଟିଏ ବିଶ୍ଲେଷଣ କରନ୍ତୁ।

  • @bipinkumardas9505
    @bipinkumardas9505 22 дні тому +3

    ପୁରୀ ପ୍ରକଳ୍ପ ଖର୍ଚ୍ଚ ର ଅନୁସନ୍ଧାନ ହବା ଉଚିତ.
    କେତେ ଖାଇଛି ପାଣ୍ଡିଆନ ଜଣାପଡିବ.

  • @kushadhwajanahak186
    @kushadhwajanahak186 22 дні тому

    ସରକାର ପରିବର୍ତ୍ତନ ରେ ନିର୍ଭୟ ଗୁମର କଥା ର ବଡ ଭୁମିକା ରହିଛି, ଅଶେଷ ଅଶେଷ ଧନ୍ୟବାଦ,

  • @pradoshkumarchakrabarty9081
    @pradoshkumarchakrabarty9081 22 дні тому

    You are absolutely right.your analysis is absolutely right odisha and up.

  • @rajendrabala8432
    @rajendrabala8432 22 дні тому +7

    କାଳ ଵୈରବ ଗ୍ରାସକଲା

  • @jyotiprakashsahoo1292
    @jyotiprakashsahoo1292 22 дні тому +6

    Sir ପ୍ରଣାମ ଆପଣଙ୍କ ପ୍ରୟାସ ଏବଂ ଓଡିଶା ଜନସାଧାରଣ ଙ୍କ ପ୍ରୟାସ ଯୋଗୁଁ ବିଜେପି ସରକାର ଗଢିବା ସକ୍ଷମ ହେଲା କିନ୍ତୁ ବିଜେପି ର କେନ୍ଦ୍ର ପ୍ରଦର୍ଶନ ଭଲ ନହେବାର କାରଣ କଣ ଏହା ଉପରେ ନିଶ୍ଚିତ ଦୟାକରି ଏକ episode କରିବେ।

    • @hiteshkumarpradhan254
      @hiteshkumarpradhan254 22 дні тому +1

      Nihati Karan 2029 r election re major role dekhibaku miliba 2024 ra results

    • @sandy-fs7pu
      @sandy-fs7pu 22 дні тому +1

      Karan bjp ra overconfidence , aposa kandal amit Saha n yogi Aditya nath, minority appeasement, Jogya parthi na deba, ebam castisim votes gobe against bjp e sabu mukhya factor.

  • @prasantanaik4779
    @prasantanaik4779 13 днів тому

    Thank you sir! It is 100% right

  • @chandanmoharana5026
    @chandanmoharana5026 22 дні тому

    ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍

  • @prakashtoltia
    @prakashtoltia 22 дні тому +5

    Nua jugara arambhare nirvaya ku swagat

  • @saubhagyakumarswain8060
    @saubhagyakumarswain8060 22 дні тому +6

    ଲୁଟିବାର ଉପାୟ 5 T

  • @prasantakumarkar506
    @prasantakumarkar506 22 дні тому

    ଆମକୁ ସଚେତନ କରାଇଥିବାରୁ ବହୁତ ବହୁତ ଧନ୍ୟବାଦ୍।

  • @user-mw5zs6gl5u
    @user-mw5zs6gl5u 22 дні тому

    Bahuta bhala lagila❤❤❤

  • @manjushreemukhi7715
    @manjushreemukhi7715 22 дні тому +4

    ବିଜେଡି ର ପରାଜୟ ପାଇଁ ନବିନ ପଟ୍ଟନାୟକ ହିଁ ଦାୟି।

  • @user-od2fs9gq4v
    @user-od2fs9gq4v 22 дні тому +4

    Sabu ସେଇ ଜଗନ୍ନାଥଙ୍କ ଇଚ୍ଛା

  • @maheswargouda9959
    @maheswargouda9959 22 дні тому

    Sir,Your analysis is hundred percent correct.You have opened the eyes of Odias as to how to protect Odia Asmita.

  • @manoramapattanaik9514
    @manoramapattanaik9514 21 день тому +1

    ❤asesa dhanybadsir, niràt Satya kathatiapan prakash kri chhnti

  • @swarnalatasahoo2371
    @swarnalatasahoo2371 22 дні тому +3

    Aruna sahoo harithile pari ku justice milithana

  • @tanmaysahu6996
    @tanmaysahu6996 22 дні тому +5

    Vairav kartikeyan Pandian ଙ୍କ ରାଜନୈତିକ ଅପାରଗତା ଓ ଅପରିପକ୍ବତା , ଅତିଗର୍ବ, କ୍ଷମତା ଲୋଭ ହିଁ BJD ର ଅଧୋପତନ ର ମୂଳ କାରଣ । ଜଗନ୍ନାଥ ଙ୍କୁ ଅପମାନ ଓ ଅବମାନନା ର ଚରମ ପରିସ୍ଥିତି ହେଉଛି ବିନାଶ ଯାହାକି Pandian ଓ BJD ର ହେବାକୁ ଯାଉଛି । BJD is going to be dissolved for ever

  • @sairamsatapathy8539
    @sairamsatapathy8539 22 дні тому +1

    Power of democracy and power of commn man is established in Odisha.

  • @gayadharmahakud5408
    @gayadharmahakud5408 22 дні тому

    Right ✅. Thanks

  • @MrPpcops
    @MrPpcops 22 дні тому +5

    ପ୍ରଥମ କଥା ହେଲା, ନବୀନ ବାବୁ ଙ୍କ ଏକମାତ୍ର ଯୋଗ୍ୟତା ହେଲା ସେ ବିଜୁ ପୁତ୍ର। ଓଡ଼ିଶା ରେ ପଢି ନଥିବାରୁ ଓ ବଢ଼ି ନଥିବାରୁ ସେ ଓଡ଼ିଶା କି ଓଡ଼ିଆ ବିଷୟରେ ଅଜ୍ଞ ଥିଲେ । କେବଳ ଅୟସ ରେ ବଢିବା ଛାଡ଼ି ସିଏ ଆଉ କିଛି ଜାଣିନଥିଲେ। ତେଣୁ ଯେତେବେଳେ ତାଙ୍କୁ ବିଜୁ ପଟ୍ଟନାୟକ ଙ୍କ ରାଜନୈତିକ ଉତ୍ତରାଧିକାରୀ ହେବାର ସୁଯୋଗ ମିଳିଲା, ତାଙ୍କୁ ପରାମର୍ଶଦାତା ଙ୍କ ଆବଶ୍ୟକତା ପଡ଼ିଥିଲା । ତେଣୁ ସେ ପ୍ରଥମେ ସ୍ୱର୍ଗତ ପ୍ୟାରୀମୋହନ ବାବୁଙ୍କ ଉପରେ ନିର୍ଭରଶୀଳ ହେଲେ ଓ ନିଜ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ମାନଙ୍କ ବିଶ୍ବାସ ଭାଜନ ହେଇ ପାରିଲେ ନାହିଁ।
    ପରବର୍ତ୍ତୀ ପର୍ଯ୍ୟାୟରେ ନିଜ ବ୍ୟକ୍ତିଗତ ସଚିବ ଉପରେ ସମସ୍ତ ବିଷୟରେ ନିର୍ଭରଶୀଳ ହେଲେ । ଯଦି ପ୍ରକୃତ ଓଡ଼ିଆ ହେଇଥାଆନ୍ତେ ନିଶ୍ଚୟ ମନେ ପକେଇ ଥାଆନ୍ତେ ଯେ "ତୋଷାମଦକାରୀ କ୍ଷିପ୍ତ ସ୍ୱାନ ପରି ସହଜେ ଚିହ୍ନା ନଯାଏ, ଭୃତ୍ୟ ଭାବ ଧରି ଗୋଡ ଚାଟୁ ଚାଟୁ ବିଷ ଲେପି ଦେଇଥାଏ" ।
    ପ୍ରଥମେ ଅଯୋଗ୍ୟ ତେଣୁ ଭାଗ୍ୟ କେତେଦିନ ସାଥି ଦେବ ? ଆପଣ ନିର୍ଭିକ ସାମ୍ବାଦିକତା କୁ ଅଶେଷ ସାଧୁବାଦ। 🙏

    • @RajSahoo-cv3jt
      @RajSahoo-cv3jt 21 день тому

      Perfect katha bro ama loka sabu murkha ye jain seta bhujhiparunahanti

    • @dhirentripathy3478
      @dhirentripathy3478 21 день тому

      ବିଜୁବାବୁଙ୍କୁ ମଧ୍ୟ ୪ଟିଆସନରେ ହାରିବାକୁ ପଡ଼ିଥିଲା

  • @trilochanpatnaik6321
    @trilochanpatnaik6321 22 дні тому +3

    BJD ଦଳ ର ପତନ ପାଇଁ ନବୀନ ବାବୁ ହିଁ ଏକା ଦାୟୀ। କାରଣ ସେ ଅନ୍ଧ ଭାବରେ ଜଣେ ଅଣଓଡ଼ିଆ କୁ ସବୁ ଦାୟିତ୍ଵ ଦେଇ ଦେଲେ ଓ ଶେଷ ରେ 5T ରେ ସେ ନିଜର ତଥା BJD ଦଳର transfermation (ରୂପାନ୍ତରଣ) କରିଦେଲେ।

  • @chandrasekharmohapatra902
    @chandrasekharmohapatra902 22 дні тому

    Sir, your analysis is absolutely correct. Thanks a lot.

  • @rajendrasunamudi7080
    @rajendrasunamudi7080 22 дні тому

    Bhuta badhiya lagila sir

  • @swaticreation6559
    @swaticreation6559 22 дні тому +38

    ନବୀନ ବାବୁ ର ବାହାଘର ତାରିଖ ଫିକ୍ସ କରାଯାଉ,,,,,,,, ସଂସାର ସୁଖ ଟିକେ ମିଳୁ

    • @smile-op2yq
      @smile-op2yq 22 дні тому +1

      😂😂

    • @SubhashreeLenka-jd5kk
      @SubhashreeLenka-jd5kk 22 дні тому +2

      Mind your language. He was our respected CM. And he is a good writer

    • @gurukul2234
      @gurukul2234 22 дні тому

      Respect to our CM

    • @omsahoo4370
      @omsahoo4370 22 дні тому +1

      @@SubhashreeLenka-jd5kk former cm , au se kal ra pakhal nahi

    • @sasmitajena4889
      @sasmitajena4889 22 дні тому

      ​@@omsahoo4370" was our CM " aau " former CM " bhitare farak Kan??? 😂😂

  • @niranjannayak317
    @niranjannayak317 22 дні тому +3

    Next cm Suraj 👌

  • @suhanicreation1269
    @suhanicreation1269 22 дні тому

    ନିର୍ଭୟରେ ନବୀନ ଦାସ ଆପଣଙ୍କ ର ରଚନାତ୍ମକ ଢଙ୍ଗରେ ପରିବେଷଣ ସବୁବେଳେ ହୃଦୟ ସ୍ପର୍ଶ ଏବଂ ସମାଜକୁ ବାର୍ତ୍ତା ଦେଲା ଭଳି କଥା
    🙏🙏

  • @AnilRoy-jc8ol
    @AnilRoy-jc8ol 21 день тому

    You are the best . U are on the crest of political analysis of odisha scenarios

  • @BibhutiBhusan-nh2tw
    @BibhutiBhusan-nh2tw 22 дні тому +3

    ଓଡ଼ିଆ ଲୋକଙ୍କୁ ନବୀନ ବାବୁ ଭରସା କରିନଥିଲେ। ଏକ ତାମିଲ ଚୋର ଲୋକ କୁ ବିଶ୍ୱାସ କରି ଘରର ଚାବି ଧରାଇ ଦେଇ ଆରାମ କଲେ। ବର୍ତ୍ତମାନ ର ପରିଣାମ ପାଇଁ ନବୀନ ବାବୁ ପୁରାମାତ୍ରା ରେ ଦାଇ

  • @bipracharanjena2736
    @bipracharanjena2736 22 дні тому +8

    ବିଜେଡି ଦଳରେ ନବୀନବାବୁ ଦଳରେ ନେତା ସୃଷ୍ଟି କରିନାହାନ୍ତି ତେଣୁ ଦଳ ରହିବ କେମିତି

  • @satyendrakumarsahoo7636
    @satyendrakumarsahoo7636 11 днів тому

    Thank you for your discussion

  • @smartpratik5761
    @smartpratik5761 22 дні тому

    ଅତି ଚମତ୍କାର ଏବଂ ନିର୍ଭୁଲ ବିସ୍ଲେଷଣ...ନମସ୍କାର 🙏