Girish's involvement will be a costly affair for BJP in Odisha | No Comments | Nirbhay Gumara Katha

Поділитися
Вставка
  • Опубліковано 27 вер 2024
  • Girish's involvement will be a costly affair for BJP in Odisha | No Comments | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 1,2 тис.

  • @hemsagarmajhi
    @hemsagarmajhi 3 місяці тому +114

    ଆମେ ବାବୁ ରାଜ ଚାହୁଁ ନାହୁଁ ଲୋକ ପ୍ରତିନିଧି ମୁଖ୍ୟ ମନ୍ତ୍ରୀ ଦରକାର ଏହା ନ ହେଲେ bjp ଓଡିଶା ରେ ବେସି ଦିନ ତିଷ୍ଟି ରହିପାରିବ ନାହିଁ (ଜୟ ଜଗନ୍ନାଥ )

    • @bapisadangi3373
      @bapisadangi3373 3 місяці тому +2

      Right 👍

    • @kanhucharanbehera3852
      @kanhucharanbehera3852 3 місяці тому +2

      Correct

    • @nirupamasethi1549
      @nirupamasethi1549 3 місяці тому +1

      ଆମ ଓଡ଼ିଶା ନବୀନ ଓଡ଼ିଶା

    • @ridheekidunia4292
      @ridheekidunia4292 3 місяці тому

      And 1yr re again vote haba sure😊and Naveen pattanaik sir again cm hebe

    • @bapisadangi3373
      @bapisadangi3373 3 місяці тому

      @@ridheekidunia4292 ଓଡ଼ିଶାରେ ନବୀନ ପଟ୍ଟନାୟକ ଧୁଆଁ ଯୋଜନା ଚିହ୍ନ ରହିବନି ଅଭଦ୍ରଦଳ ବିଜେଡିଦଳ ଧୁଆଁ

  • @Golokavani
    @Golokavani 3 місяці тому +43

    ଜୟ ଜଗନ୍ନାଥ ଆପଣଙ୍କୁ ଧନ୍ୟବାଦ ବହୁତ ସୁନ୍ଦର ଆକଳନ କରି ଭାରତୀୟ ଜନତା ପାର୍ଟି କୁ ଆଗୁଆ ସୂଚିତ କରିଛନ୍ତି 🙏

  • @laxmidharmishra1627
    @laxmidharmishra1627 3 місяці тому +53

    ଭୁଲ୍ ନିଷ୍ପତ୍ତି ହେଇଯିବ। ବି ଜେପି ସଫା ହେଇଯିବ ଓଡ଼ିଶାରୁ।

  • @Ashok-lh3dl
    @Ashok-lh3dl 3 місяці тому +28

    ଯାହା କରୁଛ କର,,, CM କିନ୍ତୁ ଓଡ଼ିଆ ଲୋକ ଯିଏ କି ନିର୍ବାଚିତ ହୋଇଥିବେ ହେବା ଦରକାର... ନହେଲେ bjp 😄😄 sia ram ki jay 🙏🙏

  • @susantasahoo9544
    @susantasahoo9544 3 місяці тому +276

    ଗିରିଶ ଚନ୍ଦ୍ର ମୂର୍ମୁଙ୍କୁ ମୁଖ୍ୟ ମନ୍ତ୍ରୀ କଲେ ଓଡ଼ିଶାରୁ ବିଜେପି ଓଡ଼ିଶାରୁ ସଫା ହୋଇଯିବ ।

    • @gourangasa6027
      @gourangasa6027 3 місяці тому +8

      BJP ଦଳ ଯଦି ଏପରି କରେ ତାହେଲେ ଓଡିଶା ରୁ ଦଳ ସବୁ ଦିନ ପାଇଁ ଶେଷ ହେଇ ଯିବ।

    • @prashantakumarpati5783
      @prashantakumarpati5783 3 місяці тому +6

      You are absolutely correct sir ji. 🙏

    • @jagabandhupuhan1727
      @jagabandhupuhan1727 3 місяці тому +5

      Right

    • @Mohantakld
      @Mohantakld 3 місяці тому +4

      No Modi, No BJP in Odisha

    • @Odiaranjan848
      @Odiaranjan848 3 місяці тому +2

      Darkar nahi amara se girish marmu

  • @rishikesh4340
    @rishikesh4340 3 місяці тому +35

    ଗିରିଶ ଚନ୍ଦ୍ର ମୁର୍ମୁ ଙ୍କୁ ଦେଖି ଓଡ଼ିଶା ବାସୀ ବିଜେପି ଭୋଟ ଦେଇ ନାହାଁନ୍ତି । ଇଏ କିଏ ଆମେ ଜାଣିନୁ । ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ସୂର୍ଯ୍ୟବଂଶୀ ସୂରଜ୍ , କିମ୍ବା ଅନ୍ୟ କୌଣସି ଚିହ୍ନା ମୁହଁ ଆମର ମୂଖ୍ୟମନ୍ତ୍ରୀ ରୁପେ ଦରକାର୍।

    • @ChanakyaSahu-q5r
      @ChanakyaSahu-q5r 3 місяці тому

      Ek dam thik katha

    • @Mohantakld
      @Mohantakld 3 місяці тому +1

      Tama kathare, Modi bhakta Jagannath

    • @gajaboy3498
      @gajaboy3498 3 місяці тому

      ​@@Mohantakldbakta hau ja hau kintu tik ama odia lko cm hba drkar jia sbu jinisa jnitiba darmendra nhle byjnta kichi nhle Surya bansi sbutu bhala

    • @sankheikisku7810
      @sankheikisku7810 3 місяці тому

      CAg and IAS hela se

  • @anandamahananda7596
    @anandamahananda7596 3 місяці тому +141

    ସେମିତି ଯଦିହୁଏ bjp ପ୍ରମାଣ କରଦେବ ଯେ ଓଡିଶା ବାସି କଣ ଅ ଯୋଗ୍ୟ ପର୍ଥୀ ଙ୍କୁ ନିର୍ବାଚିତ କରିଛନ୍ତି କି

    • @Mohantakld
      @Mohantakld 3 місяці тому +4

      No doubt all are 💯 unfit, it happened only for Modi only

  • @rajjena4219
    @rajjena4219 3 місяці тому +27

    ଲାଗୁଛି BJP ର Expiry date ଚାଲୁ ହେଇଗଲା !!!

  • @SatrughanNayak-qf1rt
    @SatrughanNayak-qf1rt 3 місяці тому +236

    ଯଦି ଏହା ହେବ ତାହାଲେ ବେଶୀ ଦିନ ବିଜେପି ତିଷ୍ଟିବ ନାହିଁ,

    • @EngineersChoiceAnyday
      @EngineersChoiceAnyday 3 місяці тому +3

      👌

    • @diptijenamani6184
      @diptijenamani6184 3 місяці тому +1

      Right

    • @ashokpati4792
      @ashokpati4792 3 місяці тому +1

      ଯେତେ ଶିଆଳ ଓ ବୁଲା କୁକୁର ସବୁ ହଇରାଣ ହେଇଯିବେ ।

    • @KanhuCharan-fl9uo
      @KanhuCharan-fl9uo 3 місяці тому +2

      Aare bhai,. Odisha ra development darkar, candidate jie bi hai na kahin ki?

    • @smitakumari5870
      @smitakumari5870 3 місяці тому

      Adibasi card kheliba modi.. Adibasi nku name bhar ka seat re baseiba aau lutiba

  • @srikantsahoo3504
    @srikantsahoo3504 3 місяці тому +10

    ଏକଦମ ସଠିକ କଥା।ଏହା BJP ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେବ।

  • @ppsahoo123
    @ppsahoo123 3 місяці тому +241

    ଏମିତି କଲେ ,ଉତ୍ତର ପ୍ରଦେଶ ଭଳି ବାମ୍ଫ ନେବ ବିଜେପି

    • @prasantapandaprasanta8824
      @prasantapandaprasanta8824 3 місяці тому

      Uttar Pradesh...bjp re sabotage heichhi

    • @padarbindasamal4365
      @padarbindasamal4365 3 місяці тому +8

      UP result is complete the infighting within BJP.

    • @HeavenRacer422
      @HeavenRacer422 3 місяці тому

      ​@@padarbindasamal4365UP result is a result of ignoring state leadership. Now if BJP Impose a modi puppet non politician as CM they will wipe out from odisha

    • @mohapatraful
      @mohapatraful 3 місяці тому +3

      Nischita

    • @buntyskb
      @buntyskb 3 місяці тому +1

      dadan au tamil sasan ru mana bharini ki

  • @hrushikeshmahanta6590
    @hrushikeshmahanta6590 3 місяці тому +103

    ଗିରିଶ ମୁର୍ମୁ ଆସିଲେ bjp କିଳା ନେବ 💯

    • @lKMurmu
      @lKMurmu 3 місяці тому

      Tu kechi..janinai...babu... political..kotha......

    • @pradeeptadash6501
      @pradeeptadash6501 3 місяці тому +1

      ତୁମେ ଭି କିଛି ଜାଣିନ ଭାଇ..... ମୁର୍ମୁ ଆସିଲେ ଓଡିଶା ରୁ ବିଜେପି ସଫା ହେଇଯିବ ​@@lKMurmu

  • @manoranjannaik1976
    @manoranjannaik1976 3 місяці тому +74

    ନବ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ପଡ଼ିବ ନଚେତ ଆମେ ଦେଇଥିବା ଭୋଟର ମୂଲ୍ୟ କିଛି ନାହିଁ।

  • @sudhansujena6588
    @sudhansujena6588 3 місяці тому +13

    Girish murmu hele loka nka BJP prati astha tuti jiba. Au BJP bhogiba.

  • @satya_29...
    @satya_29... 3 місяці тому +37

    ମୁଖ୍ୟମନ୍ତ୍ରୀ କରିଦେଲେ କଣ ହେବ ଛ ମାସ ଭିତରେ ବିଧାନସଭା କୁ ନିର୍ବାଚିତ ହୋଇ ଆସିବା ଦରକାର.... ଆସି ପାରିବେ ତ?

    • @debasishbhutia3771
      @debasishbhutia3771 3 місяці тому +1

      Already se ML from mayurbhanj

    • @ujjwalkumardas405
      @ujjwalkumardas405 3 місяці тому

      To gaon ro kehi patho padhithile re Bhai sie auditor general achanti se bharat sarkar nk ro mla kautu hele ​@@debasishbhutia3771

    • @jagannathkrupa9310
      @jagannathkrupa9310 3 місяці тому

      ​@@debasishbhutia3771kie kahila se mla boli

    • @vladimirputin6530
      @vladimirputin6530 3 місяці тому

      @@debasishbhutia3771ନା

  • @gobindabaskey3231
    @gobindabaskey3231 3 місяці тому +27

    ଇଥିରେ ତିଳେ ମାତ୍ର ବି ସନ୍ଦେହ ନାହିଁ/ଛୁଁଚି କହୁଚି ଚାଲୁଣି କୁ both equall ହେଇଯିବେ

  • @Bigsauction2234
    @Bigsauction2234 3 місяці тому +11

    Bjp ରେ ଆନ୍ଦଳନ ହେବ ଗିରିଶ ମୁର୍ମୁ ହେଲେ ,by ଏଲ୍ସ ସନ୍ ହେବ ମୋଦୀ ଜି

    • @Mohantakld
      @Mohantakld 3 місяці тому

      Modi knows very well, No Modi No BJP in Odisha

  • @dr.digarajbrahma113
    @dr.digarajbrahma113 3 місяці тому +22

    ଆପଣଙ୍କ ଅନୁମାନ ଶତପ୍ରତିଶତ ଠିକ୍ ମନେହୁଏ । ମାତ୍ର ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ହୁଏତ ଏ ଦିଗପ୍ରତି ସଚେତନ ଥିବେ ।

  • @anadicharansamal7033
    @anadicharansamal7033 3 місяці тому +19

    ଆମଦାନୀ ନେତା ବଡ଼ ବିପତ୍ତି

  • @jitendrarout207
    @jitendrarout207 3 місяці тому +6

    ଓଡ଼ିଶା ରେ ମନମୋହନ ସାମଲ ମୁଖ୍ୟମନ୍ତ୍ରୀ ହେବା ଉଚିତ।

  • @anilkumardakua3555
    @anilkumardakua3555 3 місяці тому +7

    Absolutely Right, ନିହାତି ସତ କଥା

  • @rajivsatya7061
    @rajivsatya7061 3 місяці тому +20

    ଘୋର ଅନ୍ଯାୟ ହେବ

  • @niranjannayak6655
    @niranjannayak6655 3 місяці тому +6

    I am agree with your argument, exactly it will be fatal for BJP & against the voter's expectation to import Mr. Murmu as C.M. who has no political back ground except an IAS of Gujarat Cadre and other central govt. Post. We should not dig our own grave & we should learn from the recent past.

  • @SanjayaInduar-ku1eu
    @SanjayaInduar-ku1eu 3 місяці тому +1

    ବିଜେପି ଓଡିଶା ରୁ ଲିଭି ଯିବ ଯଦି ନିର୍ବାଚିତ ପ୍ରତିନିଧି ଙ୍କୁ ମୁଖ୍ୟମନ୍ତ୍ରୀ ନ କରେ 🙏

  • @santoshswain7624
    @santoshswain7624 3 місяці тому +8

    Shri Suresh Pujari ji fit for CM of odisha 🙏 or Shri Kanak vardhan singhdeo fit for CM of odisha 🙏

    • @PURNA7382
      @PURNA7382 3 місяці тому +1

      Also Pradeep Purohit

  • @satyasankar1
    @satyasankar1 3 місяці тому +1

    ଆପଣ ସମୟପୋଯୋଗୀ ଉପଦେଶ ଦେଇଛନ୍ତି BJP କୁ, ନହେଲେ ସେଇ ବାବୁରାଜ ପାଇଁ ବିଜେପି ବି ଧ୍ଵଂସ ହେବ।

  • @ChoudhuridalaBehera
    @ChoudhuridalaBehera 3 місяці тому +5

    ଜୟ ଶ୍ରୀ ଜଗନ୍ନାଥ ଜୟ ପଞ୍ଚସଖା

  • @nrupendrasahu3332
    @nrupendrasahu3332 3 місяці тому +12

    ଓଡ଼ିଶା ରେ ଜନ୍ମ ନେଇ ଥିଲେ ମଧ୍ୟ ଓଡ଼ଶା ଦୁଃଖ ଦୁର୍ଦ୍ଦଶା ବିଷୟରେ ସେ ଅବଗତ ନୁହନ୍ତି .ମାନେ ହେଉଛି ଦ୍ୱିତୀୟ ପଣ୍ଡିଆନ ଆସିଗଲେ ..

    • @lKMurmu
      @lKMurmu 3 місяці тому

      Yes bhaiya...sota.. kotha..ta..

  • @ashokkumarnayak499
    @ashokkumarnayak499 3 місяці тому +10

    କଦାପି ଗ୍ରହଣୀୟ ନୁହଁ

  • @anonymousan5063
    @anonymousan5063 3 місяці тому +7

    100%true .As people don't like officers

  • @Ambulrai
    @Ambulrai 3 місяці тому +5

    This will be a very bad decision by BJP. Girish is equal to a Outsider for Odisha people. Only a Elected member should be made CM.

  • @UtkalikaPradhan-ds6bl
    @UtkalikaPradhan-ds6bl 3 місяці тому +7

    Right absolutely true and correct advice by u Sir

  • @binodkumardas155
    @binodkumardas155 3 місяці тому +3

    ବିଜୟ ମହାପାତ୍ର ଙ୍କୁ BJP CM କରାଯାଉ
    ପୁଣି ପାଟକୁରା ବିଧାନ ସଭା ନିର୍ବାଚନ ହେବ

  • @CreationOdia1234
    @CreationOdia1234 3 місяці тому +1

    ଆଉ କେତେ ହେଲେ BJP ଚେତିବ ଯଦି BJP ଏମିତି କାମ କରେ ତେବେ 2029 ବେଳକୁ BJP ଓଡ଼ିଶା ରୁ ବିଦାୟ ହେବ

  • @kunapal6492
    @kunapal6492 3 місяці тому +9

    We against this type of selection,we need elected member of odisha

  • @rajeswarichaini3406
    @rajeswarichaini3406 3 місяці тому +14

    Thik katha . Mu bi exact seya hin bhabu thili

  • @brajeswarisingh909
    @brajeswarisingh909 3 місяці тому

    ଭୁଲ ନିଷ୍ପତି ହେବ, ଯେଉଁମାନେ ଦଳ ଜିତିଛନ୍ତି, ଭଲ କାମ କରିଛନ୍ତି ସେଇ ମାନଙ୍କ ଭିତରୁ ବଛାଯାଉ 🙏

  • @BestTVshow579
    @BestTVshow579 3 місяці тому +4

    Bahut adivasi neta nirbachita heichhanti kahaku gote select karunahanti. Emiti hele 2029 June BJP Expiry date.

  • @khageswarpratap8563
    @khageswarpratap8563 3 місяці тому

    💯% ସତ ସାର୍, ଯଦି ଏହା ହୁଏ ତାହେଲେ BJP ଆଗାମୀ ନିର୍ବାଚନ ରେ ଓଡ଼ିଶା ରୁ ତା'ର ସତା ହରାଇବ।

  • @abinashnayak8840
    @abinashnayak8840 3 місяці тому +7

    ନା ନା ଆମେ ଏ ଲୋକକୁ ଚାହୁଁନୁ
    ଆମର ଦରକାର dharmendra pradhan

  • @krishnarjunaraokoppisetti2035
    @krishnarjunaraokoppisetti2035 3 місяці тому +4

    You are 100 percent correct sir.

  • @WellnessHub.Official
    @WellnessHub.Official 3 місяці тому +14

    Perfect katha Sir kahile

  • @abhimahakud2083
    @abhimahakud2083 3 місяці тому +1

    ଆମର ଆଶା ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • @chittaranjankar7615
    @chittaranjankar7615 3 місяці тому +28

    If it will happen then next time BJP will not come.

  • @santoshnarayanbhagat2437
    @santoshnarayanbhagat2437 3 місяці тому +1

    Jay jagannath

  • @binayakumarsethi6114
    @binayakumarsethi6114 3 місяці тому +6

    ଜୟ ଜଗନ୍ନାଥ

  • @indianbygenes
    @indianbygenes 3 місяці тому +1

    ମୋ ଆକଳନ କହୁଛି "ବୈଜୟନ୍ତ ପଣ୍ଡା" ହେବେ ପରବର୍ତ୍ତୀ CM of Odisha.... BJP ଚାପୁଡ଼ାଟା ତ ଦେବ କିନ୍ତୁ solid ଚାପୁଡ଼ା... ଦେଖାଯାଉ...

  • @sethyprasanta4491
    @sethyprasanta4491 3 місяці тому

    Thank you sir . right katha kahile

  • @PuspaHomeCooking
    @PuspaHomeCooking 3 місяці тому +5

    ସତ କହୁଛନ୍ତି 👌❤️❤️

  • @gunasagarpatra5642
    @gunasagarpatra5642 3 місяці тому

    ଭାରତୀୟ ରାଜନୀତି ଦୋହଲିଯିବ ମୋନୋନୀତ ସଦସ୍ୟ ହୁଅନ୍ତୁ

  • @souladmire1935
    @souladmire1935 3 місяці тому +1

    He should be our CM and He is highly qualified and have experience

  • @SsPix23
    @SsPix23 3 місяці тому

    ସରଳ, ନିର୍ବିବାଦୀୟ ଓ ଉଚ୍ଚ ଶିକ୍ଷିତ gc Murmu ❤

  • @mohapatraaurobindo8079
    @mohapatraaurobindo8079 3 місяці тому +4

    Right 👍

  • @NiranjanNaik-zr4fx
    @NiranjanNaik-zr4fx 3 місяці тому +1

    Sir ମୋଦି ଜୀ ଙ୍କ ପାଖରେ ଯେତେ ଜ୍ଞ୍ୟାନ ଅଛି କଣ ତାଙ୍କ ଠୁ ଆପଣଙ୍କ ଠାରେ ଅଧିକ ଜ୍ଞ୍ୟାନ ଅଛିକି sir , କେମିତି ଶାସନ ଚଳାଉଛନ୍ତି ଆମ୍ବେ ଓଡିଶା ବାସୀ ଟିକିଏ ଦେଖିବା

  • @udayanarayanmaharana5481
    @udayanarayanmaharana5481 3 місяці тому

    ଜଣେ ବିଜୟୀ ବିଧାୟକ ହିଁ ମୁଖ୍ୟମନ୍ତ୍ରୀ ହେବା ଆମର ସମ୍ମତି।

  • @dibakarpanigrahy9369
    @dibakarpanigrahy9369 3 місяці тому

    Absolutely right observation ✅👍

  • @jrtechsupport7896
    @jrtechsupport7896 3 місяці тому

    Right sir.jay jaganath

  • @sukantanayak1773
    @sukantanayak1773 3 місяці тому +3

    Jay Jay Jay Jagannath

  • @sangramkar1198
    @sangramkar1198 3 місяці тому

    Perfect Analysis. Selection of Girish Murmu as Chief minister would be suicidal factor for BJP in Odisha.

  • @WellnessHub.Official
    @WellnessHub.Official 3 місяці тому +6

    100% Perfect Sir

  • @shibashispadhee4202
    @shibashispadhee4202 3 місяці тому +1

    ଏମିତି ହେଲେ ପୁଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ମାତ୍ର ଛଅ ମାସ ପରେ 🙏

  • @GaneshJena-mr1hf
    @GaneshJena-mr1hf 3 місяці тому

    ସାଧାରଣତଃ ସେମିତି ହେବା ଭଳି ମନେ ହୁଏ ।

  • @ranjitkumarmeher598
    @ranjitkumarmeher598 3 місяці тому +2

    ଓଡ଼ିଶା ର ନେତା ଓ କର୍ମୀମାନେ BJP ଛାଡ଼ିଦେବେ ଇ।

  • @p.njagadev9597
    @p.njagadev9597 3 місяці тому +1

    I’m confirmed that BJP will not do this blunder. Thanks Nabin ji for your perfect and practical analysis. Today’s Odisha voters are much ahead in awareness. I have no words to thank you Nabin ji for your nice and beautiful excellent presentation 💐💐🙏

  • @prafullasahoo1199
    @prafullasahoo1199 3 місяці тому

    Nabin Das Babu
    Namaskar.Your Prediction is hundred
    Percent Correct.It will again Babu Raja in Odisha
    It will be suicidal to BJP
    Party in Odisha
    All 20 MPs should raise
    Voice against this Babu Raja.
    Odagaon, Nayagarh.

  • @rajendrarout6018
    @rajendrarout6018 3 місяці тому +1

    ବିଜେବି କୁ ମନ୍ଦ ବୁଦ୍ଧି ଦେଖାଗଲେ ଗିରିଶ ମୁର୍ମୁ ଙ୍କୁ ମୁଖ୍ୟମନ୍ତ୍ରୀ କରିବେ!

  • @hotelvishalresidency179
    @hotelvishalresidency179 3 місяці тому +7

    Mun thik apan nka hisab re hin bhabuthili.

  • @gadadharmishra948
    @gadadharmishra948 3 місяці тому

    ଏହା ସମ୍ପୂର୍ଣ୍ଣ ଅସମ୍ଭବ ଓ ମିଛ ଅଟେ l Mr. Pujari ହୁଏତ ଓଡ଼ିଶାର CM ହୋଇପାରନ୍ତି l

  • @bandanatripathy0684
    @bandanatripathy0684 3 місяці тому +1

    ସାର ଯଦି ବିଜେପି ଜଣେ ଅବସର ପ୍ରାପ୍ତ ସଚିବ ମୁଖ୍ୟମନ୍ତ୍ରୀ ହେବେ ତେବେ ଓଡ଼ିଶା ର ଅବସ୍ଥା ଯଥା ପୂର୍ବମ ତଥା ପରମ ହୋଇଯିବ । ପୁଣି ଅଫିସର ରାଜ ଚାଲିବ ଓଡ଼ିଶା ରେ ।

  • @sdas3359
    @sdas3359 3 місяці тому

    Ekdam thik katha
    Ae decision ku aame kebe grahana karibu naahi

  • @abhishekmallick6223
    @abhishekmallick6223 3 місяці тому

    Absolutely right

  • @pradyumnakanhar1380
    @pradyumnakanhar1380 3 місяці тому

    ଗିରିଙ୍କୁ ଓଡ଼ିଶାର ଲୋକେ ଜାଣି ନାହାନ୍ତି ଆଉ ସେ କେମିତି ହେବେ।

  • @narasinghasahu3501
    @narasinghasahu3501 3 місяці тому

    You are very right !

  • @debasishpanda7152
    @debasishpanda7152 3 місяці тому +5

    We want Suryavanshi Suraj as CM as he is an engineer,educated,Yong and agile again I reapeat we want Suryavanshi Suraj as CM

    • @Roman-ct4li
      @Roman-ct4li 3 місяці тому +1

      CM heba pain 35 year heba darkar... He is 29 only.

    • @SKM12352
      @SKM12352 3 місяці тому +1

      ​​@@Roman-ct4liBhai CM heba pain 25 years heithiba darkar.35 years nuhe

    • @gajaboy3498
      @gajaboy3498 3 місяці тому

      Tik tanku kle sea sbu tik hba Suraj kara

  • @mitasahoo1536
    @mitasahoo1536 3 місяці тому

    Right Right Right. 100%

  • @hotelsomsempirepuriodisha4749
    @hotelsomsempirepuriodisha4749 3 місяці тому

    Ekdom right 👍😊

  • @rudrakantamohapatra2414
    @rudrakantamohapatra2414 3 місяці тому

    Yes sir you are absolutely right.No body can bigger than odia asmita.

  • @Screation-lx5zb
    @Screation-lx5zb 3 місяці тому

    ନିର୍ବାଚନ ରେ ଜିତିଥିବା ପ୍ରାର୍ଥୀ CM ହେଉ

  • @Rajanibiswal2024
    @Rajanibiswal2024 3 місяці тому

    ସାର୍ ମୋର ଭାବନା ଟି ଆପଣଙ୍କ ମାଧ୍ୟମ ରେ ଶୁଣୁଥିବା ମୁଁ ଅତ୍ଯନ୍ତ ଆନନ୍ଦିତ

  • @siladas8285
    @siladas8285 3 місяці тому +1

    Sir you are right

  • @kirankumarpattnaik5202
    @kirankumarpattnaik5202 3 місяці тому

    ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ

  • @naturesparadise8859
    @naturesparadise8859 3 місяці тому

    ସେ ଦରକାର ନାହିଁ।ପ୍ରତ୍ୟକ୍ଷ ନିର୍ବାଚନ ନ ଲଢି ଉପ ନିର୍ବାଚନରେ ଜିତିବା କିଛି ବଡ ବଡ କଥା ନାହିଁ। ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟ ରୁ ହିଁ ମୁଖ୍ୟମନ୍ତ୍ରୀ ଆମର ଦରକାର। ନହେଲେ ଆର ଥରକୁ କିଛି ବି ହେଇପାରେ ବିଜେପି ଦଳ ପାଇଁ।

  • @sachidanandamishra1951
    @sachidanandamishra1951 3 місяці тому

    ନବ ନିର୍ବାଚିତ ମାନଙ୍କ ମଧ୍ୟରୁ ହେବା ଉଚିତ

  • @himansusekharbiswal3879
    @himansusekharbiswal3879 3 місяці тому

    ହଁ ହୋଉ। ଥରେ ପରୀକ୍ଷା କରି ଦେଖିବା!!!!

  • @sandhyaranimahanta8018
    @sandhyaranimahanta8018 3 місяці тому

    absolutely right

  • @AkshyaBarik-r7h
    @AkshyaBarik-r7h 3 місяці тому

    Thank U sir ,Good descission

  • @parikshitamallick2608
    @parikshitamallick2608 3 місяці тому

    ଧର୍ମେନ୍ଦ୍ର ପ୍ରଧାନ କୁ ମୂଖ୍ୟ ମନ୍ତୀ କରାଯାଉ ନ ହେଲେ ବିଜେଡି ଭଳି ହେବ,

  • @abinashnayak8840
    @abinashnayak8840 3 місяці тому +2

    ଏ ଲୋକ ହେଲେ ଓଡିଶା bjp ବରବାଦ ହେଇଯିବ

  • @SashankaSekharPatel00
    @SashankaSekharPatel00 3 місяці тому +2

    ମୁଖ୍ୟମନ୍ତ୍ରୀ କିଏ ହେବେ ଏ ଯାଏଁ ବିଜେପି ଘୋଷଣା କରିନି, ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ ହେବା ଯାଏଁ ଉଡା ଚର୍ଚ୍ଚା କରିବା ଓ କିଛି କହିବା ଭୁଲ ହେବ।

  • @sujatadash_73
    @sujatadash_73 3 місяці тому

    Ekdam thik katha

  • @djbiswal206
    @djbiswal206 3 місяці тому +1

    Girish Chandra Murmu is the best option for Odisha CM❤❤❤

  • @bichitrakumarswain7420
    @bichitrakumarswain7420 3 місяці тому

    You are right Sir.

  • @BibunaBibhuti
    @BibunaBibhuti 3 місяці тому

    G.murmu thanks

  • @brushabhanubiswal6833
    @brushabhanubiswal6833 3 місяці тому

    You are right Sir ❤❤❤

  • @Pandaom-jq1ev
    @Pandaom-jq1ev 3 місяці тому

    Absolutely right your no comments

  • @pradeep9762
    @pradeep9762 3 місяці тому

    You are right 👍 sir

  • @rajkishormohanty3243
    @rajkishormohanty3243 3 місяці тому

    100. %. Right

  • @KarunakarDhani-eo2sl
    @KarunakarDhani-eo2sl 3 місяці тому

    ଧର୍ମେନ୍ଦ୍ର ହେବା ଯଥାର୍ଥ।

  • @duryodhanmalik1141
    @duryodhanmalik1141 3 місяці тому

    100% right...

  • @susantsahoo984
    @susantsahoo984 3 місяці тому

    Sir it's very important issues for BJP with Odisha's people ,