PUNI BASARI //ପୁନୀ ବାସାରି //NEW_ YEAR_KUI _CHRISTIAN _SONG // SINGER _KRISANTA & AYUBA

Поділитися
Вставка
  • Опубліковано 18 вер 2024

КОМЕНТАРІ • 23

  • @apshortvlogs9744
    @apshortvlogs9744 7 місяців тому +1

    Nice song

  • @enoshmajhi97
    @enoshmajhi97 Рік тому +1

    Veri nice devational song

  • @SantankumarSantankumar-lv2vr
    @SantankumarSantankumar-lv2vr 8 місяців тому +1

    Very nice

  • @samuelpradhan4846
    @samuelpradhan4846 9 місяців тому +1

    Nice God bless you

  • @birendrakerigudaka
    @birendrakerigudaka Рік тому +1

    Very nice songs

  • @jakubpattamajhi7736
    @jakubpattamajhi7736 Рік тому +1

    So beautiful song good bless you

  • @maheshmajhi2637
    @maheshmajhi2637 Рік тому +2

    Super heichi GOD bless you

  • @sashmitapradhan9301
    @sashmitapradhan9301 Рік тому +1

    Very nice song 👍 God bless you

  • @SilimStarMusic
    @SilimStarMusic Рік тому +1

    Very nice 👌

  • @JacksonPradhan-v3w
    @JacksonPradhan-v3w 8 місяців тому +1

    Good dj bro❤❤

  • @hakilajagarenga353
    @hakilajagarenga353 8 місяців тому +1

    Good kuee songs

    • @krisantamajhi367
      @krisantamajhi367  8 місяців тому

      ନୂଆ ବରଷ ପାଇଅଛୁ ହେ ବନ୍ଧୁ
      ନୂଆ ବରଷ ପାଇଅଛୁ
      ୧: ଏହି ସାରା ଜଗତକୁ ସୃଷ୍ଟି କଲେ
      ଆମକୁ ଜନମ ଦେଲେ
      ରଖିଲେ କଷ୍ଟ ଦେଇ ,
      କ୍ରନ୍ଦନ ଶୁଣିଲେ (ରେ )
      ୨ : ବିତି ଯାଇଥିବା ବର୍ଷ ରେ ପାପ କଲୁ ଈଶ୍ବରଙ୍କ ଆଗରେ
      ହେଲେ ବି ରଖିଲେ , -2 , ତାଙ୍କ କରୁଣାରେ
      ୩ : ପ୍ରଭୁ ହିଁ ପ୍ରେମ କଲେ ଗତ ବର୍ଷ ବାର ମାସ ଥିଲେ
      ପାଖେ ପାଖେ ରହି ଥିଲେ , ଆମକୁ ଉଦ୍ଧାର କରି ରେ
      ୪ : ନୂଆ ବର୍ଷ ନୂଆ ମନ ପାଇଛୁ ଯୀଶୁ ହେତୁ
      ମନ୍ଦତା ଛାଡ଼ିଦେଇ, ପବିତ୍ର ହେବାରେ
      ୫: ଈଶ୍ଵର ଦୟା କଲେ ନୁଆ ଦିନ ଦେଲେ
      ଏହି ନୂଆ ବର୍ଷ ରେ ଆମେ
      ଈଶ୍ଵର ଙ୍କ ପ୍ରଶଂସା କରିବା ରେ
      ୬ : ଆମ ପାପ ମନ ଫିଙ୍ଗିବା ଯୀଶୁଙ୍କୁ ହୃଦୟରେ ଧରିବା
      ଶୁଚି ହେବା ଆମେ , ତାହାକୁ ଭୟ କରିରେ
      ୭ : ନୂତନ ବର୍ଷ ର ବାର ମାସ (ଈଶ୍ୱର ହିଁ ପ୍ରେମ କରନ୍ତି )
      ଈଶ୍ୱର ପ୍ରେମ କରି ଦେବେ ଆଶିଷ
      ସର୍ବଦା ଆମଠାରେ ରହୁନ୍ତୁ ( ରହିବେ)
      ଦୟା ଦେଖାଇ ରେ
      ## ଭୁଲ ଥିଲେ ମାର୍ଜନା କରିବେ ##

    • @krisantamajhi367
      @krisantamajhi367  8 місяців тому

      Sura kemiti heba tumara surare Gita gaaA mora sura kicchi nahin Prabhu gouraba pauntu Thanks me Phone Kara 6370890150

  • @madanpadra8883
    @madanpadra8883 Рік тому +1

    ❤❤❤❤❤🎉🎉🎉🎉😊😊😊

  • @CrazyBoy-bt9bb
    @CrazyBoy-bt9bb Рік тому +2

    Hou prass karideli

  • @birendrakerigudaka
    @birendrakerigudaka Рік тому +1

    God bless you all

  • @mohanpadra
    @mohanpadra Рік тому +1

    Bha hu ta geeta bhala hehichi🙏

    • @krisantamajhi367
      @krisantamajhi367  Рік тому

      Have Arrived New year at place
      To day us , happy to all ,
      1 - Praise the Lord name to day
      Mother,Father, and child
      praise the his name all people
      (If is wrong then correction)

  • @SamendrMajhi
    @SamendrMajhi 2 місяці тому +1

    Thank

  • @debarchandigal4398
    @debarchandigal4398 8 місяців тому +1

    Kya iss song ka track mil sakta hai?😊

    • @krisantamajhi367
      @krisantamajhi367  8 місяців тому

      ନୂଆ ବରଷ ପାଇଅଛୁ ହେ ବନ୍ଧୁ
      ନୂଆ ବରଷ ପାଇଅଛୁ
      ୧: ଏହି ସାରା ଜଗତକୁ ସୃଷ୍ଟି କଲେ
      ଆମକୁ ଜନମ ଦେଲେ
      ରଖିଲେ କଷ୍ଟ ଦେଇ ,
      କ୍ରନ୍ଦନ ଶୁଣିଲେ (ରେ )
      ୨ : ବିତି ଯାଇଥିବା ବର୍ଷ ରେ ପାପ କଲୁ ଈଶ୍ବରଙ୍କ ଆଗରେ
      ହେଲେ ବି ରଖିଲେ , -2 , ତାଙ୍କ କରୁଣାରେ
      ୩ : ପ୍ରଭୁ ହିଁ ପ୍ରେମ କଲେ ଗତ ବର୍ଷ ବାର ମାସ ଥିଲେ
      ପାଖେ ପାଖେ ରହି ଥିଲେ , ଆମକୁ ଉଦ୍ଧାର କରି ରେ
      ୪ : ନୂଆ ବର୍ଷ ନୂଆ ମନ ପାଇଛୁ ଯୀଶୁ ହେତୁ
      ମନ୍ଦତା ଛାଡ଼ିଦେଇ, ପବିତ୍ର ହେବାରେ
      ୫: ଈଶ୍ଵର ଦୟା କଲେ ନୁଆ ଦିନ ଦେଲେ
      ଏହି ନୂଆ ବର୍ଷ ରେ ଆମେ
      ଈଶ୍ଵର ଙ୍କ ପ୍ରଶଂସା କରିବା ରେ
      ୬ : ଆମ ପାପ ମନ ଫିଙ୍ଗିବା ଯୀଶୁଙ୍କୁ ହୃଦୟରେ ଧରିବା
      ଶୁଚି ହେବା ଆମେ , ତାହାକୁ ଭୟ କରିରେ
      ୭ : ନୂତନ ବର୍ଷ ର ବାର ମାସ
      ଈଶ୍ୱର ପ୍ରେମ କରି ଦେବେ ଆଶିଷ
      ସର୍ବଦା ଆମଠାରେ ରହୁନ୍ତୁ (ରହିବେ) ଦୟା ଦେଖାଇ ରେ
      ଭୁଲ ଥିଲେ ମାର୍ଜନା କରିବେ କୁଇର adia ଅନୁବାଦ କରିବାକୁ ସମୟ ଆବଶ୍ୟକ

    • @krisantamajhi367
      @krisantamajhi367  8 місяців тому

      ଚେଷ୍ଟା କରିବି vocal Remove କରିବା ପାଇଁ

  • @AmitMajhi-lt1rx
    @AmitMajhi-lt1rx Рік тому +1

    Thank