ପବିତ୍ର ଆତମା//PABITRA ATAMA //ODIA DEVOTIONAL CHRISTIAN SONG

Поділитися
Вставка
  • Опубліковано 18 вер 2024
  • ପବିତ୍ର ଆତମା//PABITRA _ATAMA//ODIA DEVOTIONAL //CHRISTIAN SONG// By _ KRISANTA MJHI MUSIC
    // #KMMUSIC
    SONG CREDIT
    ପବିତ୍ର ଆତମା - ୪ଥର
    ମୋତେ ଭରିଦିଅ
    ତୁମ ଶକତିରେ - ୨ ଥର
    ପବିତ୍ର ଆତମା - ୫ ଥର
    #୧# ତୁମ ପୂର୍ଣ୍ଣତାରେ ଆମ
    ଜୀବନ ହୋଇବ ଧନ୍ୟ -୨ ଥର
    ମୁକତି ଆନନ୍ଦେ ଭର
    ପବିତ୍ର ଆତମା - ୨ ଥର
    ମୋତେ ଭରିଦିଅ
    ତୁମ ଶକତିରେ - ୨ ଥର
    ପବିତ୍ର ଆତମା - ୫ ଥର
    #୨# ଏ ଜଗତେ ସାକ୍ଷୀ ହେବ
    ସତ୍ୟ ଆଲୋକ ଜାଳିବ - ୨ ଥର
    ଯୀଶୁ ନାମେ ସାଧ୍ୟ ହେବ
    ପବିତ୍ର ଆତମା - ୨ ଥର
    ମୋତେ ଭରିଦିଅ
    ତୁମ ଶକତିରେ - ୨ ଥର
    ପବିତ୍ର ଆତମା - ୫ ଥର
    *****
    God bless you

КОМЕНТАРІ • 6