HE MORA MANA NEW CHRISTIAN SONG 2023 STUDIO VERSION II HUMAN SAGAR II FIRST LOVE CREATION II

Поділитися
Вставка
  • Опубліковано 7 вер 2024
  • HE MORA MANA NEW CHRISTIAN SONG 2023 STUDIO VERSION II HUMAN SAGAR II FIRST LOVE CREATION II
    ପୁଣି, ସେ ମୋʼ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି ;ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରିବେ। (ଗୀତସଂହିତା: ୪୦:୩)
    FIRST LOVE CREATION UA-cam CHANNEL ତରଫରୁ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମର ଅଭିନନ୍ଦନ ! ଆମ ଚାନେଲ କୁ ବହୁତ ଭଲ ପାଇବା ଦେଇଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ପ୍ରଥମ ଗୀତ ଅମୁଲ୍ୟ ପ୍ରେମ ର ଅପୂର୍ବ ସଫଳତା ପରେ ଆପଣଙ୍କ ପ୍ରାର୍ଥନା ସହଯୋଗ ରେ ଆମେ ଏହି ଦ୍ୱିତୀୟ ଗୀତ ଆଣିବାରେ ସଫଳ ହୋଇଛୁ।
    ଆମ୍ଭ ମାନଙ୍କ ଜୀବନର ପ୍ରତ୍ୟେକ ପରିସ୍ଥିତିରେ କୌଣସି ମନୁଷ୍ୟ ନୁହେଁ କିନ୍ତୁ ଯୀଶୁରାଜା ହିଁ କେବଳ ଆମ ସାଥିରେ ଥାନ୍ତି । ତେଣୁ ତାହାଙ୍କ ମଙ୍ଗଳଦାନକୁ ନ ପାସୋରି ଆମ୍ଭମାନଙ୍କ ସମସ୍ତ ଅନ୍ତକରଣ , ମନ,ପ୍ରାଣ ଓ ଶକ୍ତି ଦେଇ ଜୟଗାନ କରୁ। ଏହି ଗୀତ ପ୍ରଭୁଙ୍କ ପ୍ରଶଂସା ପାଇଁ ଅତି ମାଧୁର୍ଯ୍ୟ କଣ୍ଠ ,ଚମତ୍କାର ଶୈଳୀ , ଉନ୍ନତମାନ ଓ ନିଆରା ଢ଼ଙ୍ଗରେ ପ୍ରସ୍ତୁତି ହୋଇଛି। ଆଶା କରୁ ପ୍ରଭୁଙ୍କ ଗୌରବ ପାଇଁ ବ୍ୟବହାର ହେବ। ପୁନର୍ବାର ପ୍ରାର୍ଥନାରେ ତୋଳି ଧରିବାକୁ ଅନୁରୋଧ କରେ ।
    FULL LYRICS:
    ଜୀଵନ ପଥରେ ଯୀଶୁ ମୋର ଆଶା
    ସଙ୍କଟ କାଳରେ ଯୀଶୁ ହିଁ ଭରସା
    ଭୟ ମୋ ନାହିଁ ଆଉ ସାଥେ ମୋ ଯୀଶୁ ରାଜା...
    ହେ ମୋର ମନ
    ପ୍ରଭୁଙ୍କର ଗାଅ ଜୟଗାନ
    ହେ ମୋର ପ୍ରାଣ
    ଦିବା ନିଶି ଭଜ ଯୀଶୁ ନାମ (୨ ଥର)
    ହେ..ଅନନ୍ତ କାଳୀନ ଦୟା ଅପାର ସେ ପ୍ରେମ
    ନ ପସୋର ସେହି ମଂଗଳ ଦାନ (୨ଥର )
    ହେ ମୋର ମନ......
    ନିରାଶାରେ ,ଉପାସାରେ ଗୃହହୀନ ଯେବେ ହେଲି
    ଯୀଶୁ ମୋର ପାଶେ ଥିଲେ
    ବିପଦରେ ଅନ୍ଧାରରେ ଅବାଟରେ
    ଚାଲୁଥିଲି
    ହାତଧରି କଢାଇଲେ (୨ ଥର)
    ସଜାଡ଼ି ଦେଲେ ସେ ଭଙ୍ଗା ମୋ ଅନ୍ତର
    ପୋଛିଦେଇ ସବୁ ଆଖି ଲୁହ ମୋର
    (୨ ଥର)
    ହେ ମୋର ମନ....
    ମିଛ ମାୟା ଏ ସଂସାର କେହି ନୁହଁ ତ କାହାର
    ଅସାର ସବୁ ଅସାର
    ଏକମାତ୍ର ପ୍ରଭୁ ସେ ଯେ ସମଗ୍ର ତ୍ରିଭୁବନର
    ନିତ୍ଯ ଜୀବିତ ଇଶ୍ୱର
    ଛାଡ଼ି ଚାଲିଯିବେ ବନ୍ଧୁ ପରିଜନ
    ନ ଛାଡିବେ କେବେ ଯୀଶୁ ରାଜା ମୋର (୨ ଥର)
    ହେ ମୋର ମନ....
    SONG CREDITS:
    SONG: HE MORA MANA
    SINGER: HUMAN SAGAR
    LYRICS:
    TAITAS PAL & REV. AJIT KUMAR DIGAL
    MUSIC COMPOSITION:
    DIGBIJAY
    ARRANGEMENTS:
    ABHISHEK PANIGRAHI
    STUDIO: MRR STUDIO CUTTACK
    PRODUCTION : REV AJIT KUMAR DIGAL
    CHANNEL: FIRST LOVE CREATION
    COLLABORATION: 9438655556
    (WHATSAPP OR TELEGRAM
    ଆମ ଚାନେଲ୍ ର ପ୍ରଥମ ଗୀତ "ଅମୂଲ୍ୟ ପ୍ରେମ" • AMULYA PREMA ||ଅମୂଲ୍ୟ ...
    ************************
    ବିଦ୍ର: ଦୟାକରି ଗୀତର ଅଡିଓ କି ଭିଡିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ଆମେ ପ୍ରଭୁଙ୍କ ସନ୍ତାନ UA-cam ର ନିୟମ ଅନୁସାରେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ ।
    !!!ଧନ୍ୟବାଦ !!!
    *************************
    !!* ANTI PIRACY WARNING *!!
    This content is copyright to FIRST LOVE CREATION . Any unauthorized reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright material presented.
    #hemoramananewChristiansong #humansagar#humanesagar
    #hemaramana
    #humansagarnewchristiansong
    #humansagarchristmassong
    #humansagarlovesong
    #humansagarchristiansadsong
    #humansagarstatusvedio
    #firstlovecreation
    #achidinemarana
    #dinesandhyanaiasiba
    #swagatkara
    #akhiruluhajharuchi
    #amitbadanayaknewodiachristiansong
    #topodiabhajan
    #topodiaromanticsong
    #latestnews
    #newhindisong
    #humansagarnewsong
    #humansagarstatus
    #humansagarsambalpurisong
    #humansagardjsong
    #humansagrabhinandansong
    #amitpaniofficial
    #repranatrackkarokehumansagar
    #abmusic
    #ananyasritamnanda
    #besaharaodiachristiansong
    #asimapandachristiansong
    #sasankasekharchristiansong
    #yeshuaministries #amitkamblechristiansong #sheldonbangera
    #cameronmendessong
    #yabeshnagsong
    #zaruratband
    #ankurmasihsong
    #sunnyviswassong #pakistanichristiansong #nepalichristiansong #punjabichristiansong #assamchristiansong #bengalichristiansong
    #tamilchristiansong
    #teluguchristiansong #malayalamchristiansong
    #achidinemarana
    #ananyasritamnanda
    #kumarsanusongs
    #anilkant
    #shreeyakant
    #humansagarchristmassong
    #Jesus Song#aseema_panda
    #amulyaprema
    #premakalajebe
    #etharaphagune
    #bhalalagemotejisunama
    #prasadlima
    #bijaymajhi
    #amitbadanayak
    #amitbadnayakchristiansong
    #salemlima
    #ajitkumardigal
    #asimapandasambalpurisong
    #humanesagarnewodiaromanticsong
    #firemedia
    #samparkChristiansong
    #asuchhantirajahumansagarchristiansong

КОМЕНТАРІ • 2,2 тис.

  • @suryamanijani7670
    @suryamanijani7670 8 місяців тому +204

    ଗୀତ ବହୁତ ଭଲ ହେଇଛି ତା ସହିତ ସ୍ୱର ବି କେତେ ଶୁଣିଲେ ବି ମନ ଭରୁ ନାହିଁ।ନୂଆ ନୂଆ ଲାଗୁଛି।ଧନ୍ୟବାଦ ସାର୍ ଏତେ ସୁନ୍ଦର ଗୀତ ଗାଇ ଆମ ମାନଙ୍କ ସମୂକ ରେ ଉପସ୍ଥାପନ କରିଥିବାରୁ। ପ୍ରଭୁ ଆଶିର୍ବାଦ କରନ୍ତୁ ଆପଣଙ୍କୁ।

    • @firstlovecreation8369
      @firstlovecreation8369  8 місяців тому +23

      MAY GOD BLESS YOU

    • @a.r.t.i.789
      @a.r.t.i.789 7 місяців тому +8

      ❤❤❤❤

    • @alimalikali8880
      @alimalikali8880 7 місяців тому +1

      ​@@firstlovecreation8369❤❤❤😂😂😂😂🎉🎉🎉😢😢😢😮😮😮😅😅😊😊😊

    • @premchandmali5535
      @premchandmali5535 7 місяців тому +3

      🙏🙏🙏

    • @KOBITA5559
      @KOBITA5559 6 місяців тому +1

      ua-cam.com/video/hUs9MPQbW_8/v-deo.htmlsi=taXMU-6c70DZRgWL❤

  • @mallickram
    @mallickram Рік тому +16

    Bahut badhiya gita❤️

  • @thiyaphilmallickofficial3357
    @thiyaphilmallickofficial3357 Рік тому +20

    ବହୁତ ଭଲ ଲାଗିଲା ,,❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @user-ze2pe3le8c
    @user-ze2pe3le8c 5 місяців тому +16

    ବହୁତ ସୁନ୍ଦର ହେଇଛି ତମ ଗୀତ

  • @FfbgDhhg-sw3uk
    @FfbgDhhg-sw3uk Рік тому +2

    Bahut sundar gita

  • @sunitanial7220
    @sunitanial7220 Рік тому +2

    Praise tha lord

  • @binodmahanandia9283
    @binodmahanandia9283 Рік тому +4

    Khub Sundar geta❤❤..

  • @AT_ASHISTUKU
    @AT_ASHISTUKU 3 місяці тому +11

    So beautiful song Prabhu apna mana ku ashirbad karonthu amen❤️

  • @Officialbiswajit-u9u
    @Officialbiswajit-u9u 8 місяців тому +3

    Ati sundar gita ❤❤❤❤❤❤

  • @uditkhora8567
    @uditkhora8567 3 місяці тому +8

    Super hitttt song singer nice 👍👍 i❤❤❤❤u

  • @anjalimalli4912
    @anjalimalli4912 Рік тому +8

    Vry nice song ❤

  • @runitabhuyan9046
    @runitabhuyan9046 Рік тому +13

    Wow so nice song monoku chuhi jauchi👌👌👌👌

  • @deepakkupradhan3204
    @deepakkupradhan3204 Рік тому +154

    ଭାଇ ଅତି ସୁନ୍ଦର
    ଗୀତ ବହୁତ ଭଲ ଲାଗୁଛି
    ପ୍ରଭୁ ଯୀଶୁ ଆପଣଙ୍କୁ ଆଶ୍ରିବାଦ କରନ୍ତୁ Amen

  • @makartandi1467
    @makartandi1467 Рік тому +24

    ବହୁତ ସୁନ୍ଦର ଗୀତ ବହୁତ ବହୁତ ଧନ୍ୟବାଦ ଭାଇ । Praise the lord

  • @TechMdcAngel7999
    @TechMdcAngel7999 11 місяців тому +13

    Nice song wow beautiful praise the lord hallelujha

  • @lubitamallick6675
    @lubitamallick6675 3 місяці тому +6

    ବହୁତ ଭଲ ଲାଗୁଛି ଏହି ଗୀତ ❤❤❤❤❤

  • @user-gb8fg7ed5m
    @user-gb8fg7ed5m Рік тому +3

    Amen 💓💓 haleluyah ❤️❤️

  • @user-kr1su4wp9k
    @user-kr1su4wp9k 4 місяці тому +4

    Praise the lord very nice song

  • @PawanKumar-hx3lr
    @PawanKumar-hx3lr 10 місяців тому +5

    Hn matebi bahut bhala lguchi so nice thanks Human Bhai

  • @user-yl2wy7su8m
    @user-yl2wy7su8m 10 місяців тому +3

    Bahut sundar laguchi ahi song I love this song

  • @prafullanayak9579
    @prafullanayak9579 Рік тому +8

    Bahut badhia heichhi
    Glory to GOD

  • @ulekhkarada8088
    @ulekhkarada8088 Рік тому +231

    ପ୍ରକୃତରେ ଏହି ଗୀତ ଏତେ ହୃଦୟକୁ ସ୍ପର୍ଶ କରୁଅଛି ଏବଂ ଗୀତ ଶୁଣିଲେ ବାରମ୍ବାର ଶୁଣିବାକୁ ଇଛା ପ୍ରକାଶ ହୋଉଛି

  • @surengelschannel5858
    @surengelschannel5858 Рік тому +7

    Wonderful song, Praise God 🙏

  • @sanjaynaik6849
    @sanjaynaik6849 8 місяців тому +9

    ଅତି ମନୋରମ ରୋମାଞ୍ଚକ👌
    ଭକ୍ତିଭରା ହୃଦୟସ୍ପର୍ଶୀ ସଙ୍ଗୀତ💐

  • @asitjageranga2797
    @asitjageranga2797 Рік тому +2

    Bhaut sundergita❤❤

  • @diliswaradalabehera3019
    @diliswaradalabehera3019 Рік тому +7

    Excellent lyrics

  • @jeebanjyotinimal7254
    @jeebanjyotinimal7254 Рік тому +119

    ଅତି ସୁନ୍ଦର....ଅତି ସୁନ୍ଦର....ବହୁତ ବଢିଆ ହେଇଚି ଗୀତ....Praise the Lord 🙏

    • @firstlovecreation8369
      @firstlovecreation8369  Рік тому +4

      ବହୁତ ଧନ୍ୟବାଦ ଆପଣ ଙ୍କୁ

    • @sasirekhaganta2938
      @sasirekhaganta2938 Рік тому

      U😢😅😅😅😊😅😅😅😅👍😅😅😅😊😅😅😅😅😊😅😅😊😊😅😊😊😊😊😊😄😅😅😅😄😅୍ର mq😅😅😊😊😅😅😅🌹😅😅😅😊❤ମଂ 😅😅👍👍👍😅😅😅😅😅😅😅😅😄😅😅😅

  • @salaikhara1593
    @salaikhara1593 Рік тому +11

    ବହୁତ୍ ବଢିଆ ହେଇଛି ସାର୍ ଗୀତ 🔥💯💯

    • @salaikhara1593
      @salaikhara1593 Рік тому

      ପ୍ରଭୁଙ୍କର ମହିମା ହେଉ 🙏🙏

    • @firstlovecreation8369
      @firstlovecreation8369  Рік тому

      ଧନ୍ୟବାଦ ସାର୍, ପ୍ରଭୁ ଆପଣଙ୍କୁ ବହୁତ ଆଶିର୍ବାଦ କରନ୍ତୁ।

  • @lajarmallick3205
    @lajarmallick3205 3 місяці тому +2

    ଭଲ ହେଇଛି ଗୀତ

  • @lijadigal1890
    @lijadigal1890 10 місяців тому +7

    Really heart touching song ❤

  • @sanjibmohanty3017
    @sanjibmohanty3017 Рік тому +11

    ଅତି ମନ ଛୁଆ ଗୀତ ପ୍ରଭୁଯୀଶୁଙ୍କର ଗୌରବ ହେଉ..
    Halleluya ✋️✋️✋️✋️✋️✋️

  • @BirenbraDigal-eq9nc
    @BirenbraDigal-eq9nc Рік тому +21

    ବହୁତ ଭଲ ଗୀତ ହ୍ୟୁମାନ ଭାଇ

  • @user-qx6kp7gz4w
    @user-qx6kp7gz4w 10 місяців тому +7

    ବୋହୁତ ସୁନ୍ଦର ଲାଗୁ ଛି ପ୍ରୋଭୁ ଯୀଶୁ ଗୀତ

  • @user-gm5wz7sm2c
    @user-gm5wz7sm2c 11 місяців тому +4

    Verry good song
    bro heman sagar praise the lord

  • @mitukumar6671
    @mitukumar6671 Рік тому +12

    Praise The Lord 🙏🙏🙏🙏 Geeta bahut bahut sundar heichhi

  • @riyabebarta2713
    @riyabebarta2713 Рік тому +28

    Nice song.....Praise the lord 💕💕💕

  • @anantkumar819
    @anantkumar819 Рік тому +8

    ବହୁତ ଭଲ ହେଇଛି, ପ୍ରଭୁଙ୍କ ଗୌରବ ହେଉ ।
    ଏମିତି ହିଁ ଆଗକୁ ଆପଣଙ୍କ ଏହିପରି ଇଚ୍ଛାକୁ ଆଗକୁ ବଢ଼େଇ ନିଅନ୍ତୁ ।

  • @Deepak_mashi_600
    @Deepak_mashi_600 10 місяців тому +6

    Nity jibita ishwar yeshu mashi ki jai ❤❤❤

  • @NiharikaChetty
    @NiharikaChetty 10 місяців тому +19

    ବହୁତ ଭଲ ହେଇଛି ଗୀତ ର ଲେଖା ଏବଂ ସ୍ୱର ମଧ୍ୟ ❤

  • @babulamunda8114
    @babulamunda8114 Рік тому +6

    Bohut bhalo laguchi sir geto ati sundar swaro heichi

  • @shantilatadigal3774
    @shantilatadigal3774 Рік тому +26

    Praise the Lord, we are Waiting to listen

  • @samsondigal2931
    @samsondigal2931 8 місяців тому +6

    nice beautyful mening song supre singer and composition jetesunile b Mana saruni

  • @DeepakSuna-dr7fz
    @DeepakSuna-dr7fz 10 місяців тому +3

    ❤ Praise the lord 🙏 Nice song

  • @keyboardkinggaganofficial
    @keyboardkinggaganofficial 7 місяців тому +16

    ଏ ଗୀତ ଟି ଏମିତି ବନାଇଛନ୍ତି ଜେ ଜେତେ ଶୁଣିଲେ ମନ ଭରୁନି ✝️🛐✝️🛐✝️🛐✝️🛐

  • @nireshsabar4397
    @nireshsabar4397 Рік тому +9

    ଅତି ସୁନ୍ଦର ଓହୃଦୟସ୍ପର୍ଶୀ ଏବଂ ରମଣୀୟ ଗୀତଟିଏ
    ପ୍ରଭୁ କୃପା କରନ୍ତୁ

  • @VILLAGEBOYISAK
    @VILLAGEBOYISAK 11 місяців тому +5

    ବହୁତ ଭଲ ହେଇଛି ଗୀତ ପ୍ରଭୁଙ୍କର ମହିମା ହେଉ

  • @chandisingh6803
    @chandisingh6803 Рік тому +6

    Ehi song bahut fantastic hei6i

  • @user-ut9hg1us3m
    @user-ut9hg1us3m Рік тому +4

    ଅତି ସୁନ୍ଦର ଗୀତ ହୁମନ ଭାଇ

  • @user-yl2wy7su8m
    @user-yl2wy7su8m 10 місяців тому +5

    Bahut sundar laguchi ahi song I love this song 😅

  • @lijasingh4145
    @lijasingh4145 Рік тому +4

    Osm song

  • @mojeshsunaalltypes
    @mojeshsunaalltypes Рік тому +20

    Praise the LORD 🙏 amen super song 👌

  • @karnelnaik3249
    @karnelnaik3249 Рік тому +5

    Super song

  • @saibakumaripaik7514
    @saibakumaripaik7514 10 місяців тому +3

    Nice song brother praise the lord 👏🙏❤️❤️❤️

  • @user-gr6ll1up6e
    @user-gr6ll1up6e 11 місяців тому +2

    ବହୁତ ଭଲ ଗୀତ ଆମେନ 🙏

  • @simiyadalabehera
    @simiyadalabehera Рік тому +20

    Praise the Lord Sir..
    Nice song

  • @vanthalaraju6504
    @vanthalaraju6504 Рік тому +4

    Gad bless you bradar

  • @GodofGodAmen
    @GodofGodAmen Рік тому +16

    Praise the lord sir beauty full song

  • @Zionefllowshipchuch
    @Zionefllowshipchuch 5 місяців тому +3

    ଅତି ସୁନ୍ଦର ପ୍ରଭୁଙ୍କର ଗୀତ 🙏

  • @PinkeeJal
    @PinkeeJal 5 місяців тому +2

    Bahut bahut achha hai git

  • @nakulnayakvlogs
    @nakulnayakvlogs Рік тому +9

    ବହୁତ ସୁନ୍ଦର ହେଇଚି ଗୀତ 👌👌🙏🙏✝️✝️

  • @HeradaDigal-zb4xh
    @HeradaDigal-zb4xh Рік тому +5

    Bahuta Sundar Gita and composition and kantha sura

  • @lalmohonbhuyan2449
    @lalmohonbhuyan2449 Рік тому +10

    ବହୁତ ସୁନ୍ଦର ହୋଇଛି ଗୀତ praise the lord 👍

  • @susantakumarmallick8000
    @susantakumarmallick8000 10 місяців тому +5

    Praise the lord ❤❤ very nice song 🎉🎉🎉🎉🎉🎉

  • @pradeepmajhiofficialmusic5577
    @pradeepmajhiofficialmusic5577 Рік тому +4

    Nice song sir God bless you

  • @priyadas2356
    @priyadas2356 11 місяців тому +3

    Nice song 100 thara shunili mana bharuni praise the Lord hallelujah 🙏ameen

  • @KOBITA5559
    @KOBITA5559 Рік тому +10

    All time ,One of the true God,ତୁମକୁ ଆଶୀର୍ବାଦ କରିବେ,

  • @sonlinayka9574
    @sonlinayka9574 Рік тому +10

    Sundar Gita bhai ❤️❤️ amen 🙏🙏🙏🙏

  • @JasintaBag-gq6jq
    @JasintaBag-gq6jq Рік тому +5

    Very nice song

  • @jashepmallick
    @jashepmallick Рік тому +9

    ଗୀତ ସୁନ୍ଦର ଭାବରେ ଲେଖିଛନ୍ତି ଆଉ ଗୀତ ସୁଣୀକି ବହୁତ୍ ଭଲ ଲାଗିଲା ❤❤❤

  • @user-le7ep9nf8l
    @user-le7ep9nf8l 6 місяців тому +4

    ବିଦ୍ୟୁତ ସାର୍ ଗୀତ ବହୁତ ଭଲ ହୋଇଛି ସମସ୍ତ ହୃଦୟକୁ ଛୁଇଁବ

  • @KisharNayak-eo1wo
    @KisharNayak-eo1wo Рік тому +10

    So beautiful ❤️ song

  • @AtmikSong
    @AtmikSong 10 місяців тому +14

    Sir ଏହି Track ଦେଇ ପାରିବେକି

  • @PratiusNag
    @PratiusNag 3 місяці тому +4

    Mu jete thara sunile bi ahi Geeta bahuta sundara laguchhi sir Jesus Christ bless you amen❤❤

  • @sirielpani2188
    @sirielpani2188 Рік тому +5

    All is the best

  • @sudhakakorkora-zz4gu
    @sudhakakorkora-zz4gu Рік тому +4

    ବହୁତ ଭଲ ଗୀତ ଭାଇ praise the lord 🙏🙏

  • @AdityaBagh-ww4ts
    @AdityaBagh-ww4ts Рік тому +2

    Nice song praise the Lord

  • @Biranchivlog
    @Biranchivlog 10 місяців тому +3

    Bahut bhal laguchi satare song mu b barambar sunuchi song ❤❤❤ love you Jesus Christ 🙏🙏🙏

  • @malaylima8556
    @malaylima8556 Рік тому +8

    ପ୍ରଭୁ ଆଶୀର୍ବାଦ କରନ୍ତୁ ଭାଇ🙏🙏🙏

  • @bharatibaliyarsingh9064
    @bharatibaliyarsingh9064 Рік тому +4

    Nice songs

  • @ra.ffi__
    @ra.ffi__ 11 місяців тому +3

    Hallelujah ❤❤👌

  • @Midiyapradhan202
    @Midiyapradhan202 Рік тому +4

    Amazing song and singing 💕

  • @davidraj4693
    @davidraj4693 Рік тому +5

    So nice song God bless all Cristian singar

  • @pabitranayak8107
    @pabitranayak8107 Рік тому +13

    Praise the lord amen

  • @SusamaGamango-cl9yv
    @SusamaGamango-cl9yv Рік тому +3

    Very nice song 👌👌👌

  • @dayanidhiseth8639
    @dayanidhiseth8639 Рік тому +5

    Very nice songs. May God be bless you.

  • @jimendramallick2223
    @jimendramallick2223 Рік тому +14

    Praise The Lord.....

  • @Pinyasgamango666
    @Pinyasgamango666 Рік тому +3

    ପ୍ରଭୁ ଆପଣମାନଙ୍କୁ ଆଶ୍ରିବାଦ କରନ୍ତୁ ସମସ୍ତ team ମେମ୍ବରସ. Praise the lord sir 🙏👍👏👋

  • @nirojmahananda3071
    @nirojmahananda3071 Рік тому +3

    Press the lord❤🎉 nice song

  • @GodCares-v4n
    @GodCares-v4n Рік тому +5

    Nice so good,👍👍

  • @kunichintada1266
    @kunichintada1266 Рік тому +5

    So nice song praise the lord god bless you bhai

  • @susantatandi89
    @susantatandi89 Рік тому +2

    Beautiful song.praise the Lord 🙏

  • @adeekumar5403
    @adeekumar5403 Рік тому +8

    So nice song christian ..praise the lord

  • @JasintaBag-gq6jq
    @JasintaBag-gq6jq Рік тому +5

    Nice song

  • @CREATION321
    @CREATION321 Рік тому +87

    ଅତୀ ସୁନ୍ଦର ହେଇଛି ଗୀତ❤ ଏବଂ ଏହି ଗୀତର ଲେଖା ବି ବହୁତ ସୁନ୍ଦର ଏଥି ସହିତ Human sirଙ୍କ କଣ୍ଠରୁ ବହୁତ ଶୁଭା ପାଉଛି ଗୀତଟି...ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଆମେନ !!

  • @subhasinikumbhar6361
    @subhasinikumbhar6361 Рік тому +3

    Praise the God 🙏

  • @user-ok9ke7ze1i
    @user-ok9ke7ze1i 7 місяців тому +1

    ଜୟ ଯୀଶୁ ରାଜା, ବହୁତ୍ ବଢ଼ିଆ, ହ୍ୟୁମାନ ଭାଇ wonderful

  • @Anch00999
    @Anch00999 Рік тому +21

    Praise the Lord Jesus👌👌👌

  • @pareshbag7114
    @pareshbag7114 Рік тому +17

    Beautiful devotional song 💕

  • @ShibaniBag-qp9if
    @ShibaniBag-qp9if Місяць тому +4

    Amen hallelujah dhanyawad pati parmeshwar tum mahan ho rajao ki raja ❤❤❤

  • @jakabnayak3253
    @jakabnayak3253 Рік тому +2

    Praise the lord (Jesus Christ)❤❤❤❤❤