LAHU BHIJA LALATA || ଲହୁ ଭିଜା ଲଲାଟ || GOOD FRIDAY SPECIAL SONG || BABUN PANI || AMIT BADANAYAK

Поділитися
Вставка
  • Опубліковано 29 бер 2021
  • LAHU BHIJA LALATA || ଲହୁ ଭିଜା ଲଲାଟ || GOOD FRIDAY SPECIAL SONG || NEW ODIA CHRISTIAN SONG || STUDIO VERSION || BABUN PANI || AMIT BADANAYAK
    GOOD FRIDAY SONG
    ଲହୁ ଭିଜା ଲଲାଟ ଶିରେ କଣ୍ଟା ମୁକୁଟ
    କୋମଳ ପୃଷ୍ଠରେ କୋରଡ଼ାର ଛାଟ
    ଆହା କି କଷ୍ଟ ଭୋଗିଲ ଖ୍ରୀଷ୍ଟ
    ଲହୁ ଭିଜା ଲଲାଟ.........=୦=
    ଝରଇ ରକ୍ତ ତିନ୍ତଇ ପଥ
    ଚରଣ ଝୁଣ୍ଟି ଆଘାତେ
    ନିରବେ ସହି କ୍ରୁଶକୁ ବୋହି
    ଚାଲିଲ ଗଲଗଥା ପଥେ
    ରାଜପୁତ୍ର ହୋଇ ଦାସରୂପ ନେଇ (୨ଥର)
    ଫେଡ଼ିଲ ପାପୀର ପାପ କଷ୍ଟ
    ଲହୁ ଭିଜା ଲଲାଟ........=୧=
    ଶୂନ୍ୟରେ ଝୁଲି ରୁଧିର ଢାଳି
    ଛନ୍ଦା କାଷ୍ଠେ ଛନ୍ଦି ହୋଇ
    ପାତକି ଲାଗି ମରଣ ଭୋଗୀ
    କ୍ରୁଶୀୟ ଯନ୍ତ୍ରଣା ସହି
    ଶୋଷେ ବ୍ୟାକୁଳିତ କରି ପ୍ରାୟଶ୍ଚିତ (୨ଥର)
    ସାଧିଲ ପ୍ରଭୁ ପିତାଙ୍କ ଇଷ୍ଟ .....
    ଲହୁ ଭିଜା ଲଲାଟ.........=୨=
    SONG CREDITS :
    * Song : ଲହୁ ଭିଜା ଲଲାଟ
    * Singer : Babun Pani
    * Lyrics : Bhubaneswar Raulo
    * Music : Amit Badanayak (8895583382)
    * Music Arrange : Bapi Samal & Jeebit Pani
    * Voice Dub : Someboy'z Media Studio Tiripur, Tamil Nadu
    * Track Making : Symphony Studio Cuttack
    * Mastering : MRR Studio,Cuttack
    * Video Editing : Amit Badanayak
    * Track Production : Ajayagada Baptist Church
    * Music label : AB music
    * WhatsApp : 8895583382
    * Contact : 8895583382, 7978601423
    ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link
    ମୁଁ ଯେ ଅକିଞ୍ଚନ
    • MU JE AKINCHANA || ମୁଁ...
    ହେ ପ୍ରଭୁ (Full HD Video)
    • HE PRABHU || ହେ ପ୍ରଭୁ ...
    କେଡ଼େ ପ୍ରେମ କଲେ ବୋଲି (Studio Version)
    • KEDE PREMA KALE BOLI |...
    ପ୍ରଶଂସା ଭାଜନ (Studio Version)
    • PRASANGSA BHAJANA || ପ...
    ହେ କ୍ରୁଶଧାରୀ (Studio Version)
    • NEW ODIA GOOD FRIDAY S...
    କମ୍ପିଉଠେ ଏ ଧରା ଧାମ (Studio Version)
    • KAMPIUTHE | କମ୍ପିଉଠେ |...
    କମ୍ପିଉଠେ ଏ ଧରା ଧାମ (Dance Video)
    • NEW ODIA CHRISTMAS DAN...
    କମ୍ପିଉଠେ ଏ ଧରା ଧାମ (Track/Karaoke)
    • Kampiuthe Track || କମ୍...
    କମ୍ପିଉଠେ ଏ ଧରା ଧାମ (Cover Song)
    • Kampiuthe Cover Song |...
    କେତେବେଳେ ଚାଲିଯିବ ଜୀବନ (Full Video)
    • KETEBELE CHALIJIBA JEE...
    କେତେ କାଳରେ ମନ (Studio Version)
    • KETE KALA RE MANA || କ...
    କେତେ କାଳରେ ମନ (Music Video)
    • Kete Kala Re Mana Musi...
    ସତର୍କ ଟିକେ ରୁହ (Studio Version)
    • Satarka Tike Ruha || S...
    ଶେଷ ଘଣ୍ଟି ( Full Video)
    • SESHA GHANTI || ଶେଷ ଘଣ...
    ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
    • JISU MU TUMAKU HRUDE R...
    ସତର୍କ ଟିକେ ରୁହ (Dance Video)
    • DANCE VIDEO OF SATARKA...
    ଯୀଶୁ ମୁଁ ତୁମକୁ ହୃଦେ ରଖିବି (Male Version)
    • Jisu Mu Tumaku Hrude R...
    " Amit Badanayak "ଙ୍କ ଦ୍ଵାରା ପ୍ରସ୍ତୁତ "ଲହୁ ଭିଜା ଲଲାଟ" ଗୀତର Studio Version ଭିଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " UA-cam channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " UA-cam channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||
    #lahubhijalalata
    #goodfridaysong
    #odiagoodfridaysong
    #newodiagoodfridaysong
    #goodfridayspecialsong
    #amitbadanayakchristiansong
    #babunpani
    #newodiachristiansong
    #amitbadanayak
    #amitpanichristiansong
    #humanesagarchristiansong
    !!* ANTI-PIRACY WARNING *!!
    This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

КОМЕНТАРІ • 606