Jay shree krishana mama pranidhi 🙏🙏🙏🙏ma prabhu. Ma nayana pathagami tame 🙏🙏🙏🙏,,,, ahi gita gai ki sunai thibaru apananka dhanayabad bhagabana apanaka managala karantu jaha ki bhagabana namakunsuni labelaku manare santi anong paramaananda prapti hai thia he gayaka mahadaya apananka ahi kalaku bhagabana sabudina banchiai raki thantu aha ma bhagabana nku prathana
excellent video and I treatable.to this challel and rabindra babu whose voice is marvelous and heart touching with this synchronized music I.lkie to subscribe for it
Mo maaa nka favourite Gita .....mu jtebele job pain baharku chalijibara thila mo maa se dina sakalu mote dhari a Gita ti ati dukha re gaithile aji mo ghara ktha bohut mane paduchi 😔😔😔mo maanka katha b mane paduchi se mote bohut miss karanti sabu bele 😔
ଓଡ଼ିଆଙ୍କ ପ୍ରିୟ ଗାୟକ ଭିକାରୀ ବଳଙ୍କ କଣ୍ଠ ସ୍ଵର କୁ କିଛିକାଂଶରେ ଅନୁଭବ କରି ହେଉଛି.... ଧନ୍ୟାବାଦ
ପୁରାତନ ରଚନା କୁ ବଞ୍ଚାଇ, ଆକର୍ଷଣୀୟ ସ୍ୱର ଦେଇ ଥିବାରୁ ବିଶେଷ ଧନ୍ୟବାଦ l🙏🏻🙏🏻🙏🏻🙏🏻🙏🏻
ଓଡ଼ିଆ ବିଭବର ସମ୍ପଦ ❤
ଧନ୍ୟବାଦ୍ ଯେ ଏହାକୁ ଆମେ ସ୍କୁଲ ରେ ପଢ଼ାଇଲାବେଲେ ପିଲାଙ୍କୁ ଆମ୍ପ୍ଲିଫ୍ୟାୟର ରେ ବଜେଇ ଦେଉଛୁ। ଖୁବ୍ ଆକର୍ଷଣୀୟ ହେଉଛି।
Bahut sundar rabindra bhai. Aapananka voice re Bhajan jibanta laguchi.
Thanks
Thanks Rabibabu, your heart touching voice and nectar like singing.
ସୁନ୍ଦର ସ୍ଵର ଓ ଗୀତ।
ଗୀତିକାର ଓ ଗାୟକଙ୍କୁ ଶୁଭେଚ୍ଛା।
ଅତି ସୁନ୍ଦର 🙏ଆହା କି ଲାଗେ
ଶାନ୍ତି 🙏ପ୍ରଭୁ ରାଧାମାଧବ କୋଟି କୋଟି ପ୍ରଣାମ 🙏🙏🙏
Aha eka putra bidhra jananira ki akulata dhanya rabindra
ଧନ୍ୟବାଦ ଶ୍ରୀ ଯୁକ୍ତ ଗାୟକ ମହୋଦୟ ଙ୍କୁ। ପୁରୁଣା ସ୍ମୃତିକୂ ଉଜ୍ଜୀବିତ କରିଥିବାରୁ।
5:20
ମୋ ଅଜା ଏହି ଗୀତ କୁ ମୋତେ ପିଲା ଦିନେ ଶୁଣାଇ ଗେଲ କରିଦିଏ, I miss you ଅଜା 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
ଭାଇ ମୋ ଅଜା ବି ଏଇ ଗୀତ ଗାଆନ୍ତି. ସେ ଆଜି ନାହାନ୍ତି କିନ୍ତୁ ମୋର ମନେ ଅଛି ସେ ଲଣ୍ଠନ ବତୀ ରେ ହରମୋନିଉମ ଧରିକି ସେ ଗାଆନ୍ତି.😢
ଆପଣଙ୍କ ମାଦକଭରା ଆନନ୍ଦ କେଶବ କେଡେ ସୁନ୍ଦର ହେ କେଶବ ହେ କୃଷ୍ଣ ସୁନ୍ଦର
How sweet song !
Otulaniya abarnaniya anirbachaniya
Geeta sunile jamaraj dânda deba
Bhuli jibe
Gopi Nanh Gouda
Gunupur Odisha
Jay Shree Jagannath 🙏🙏
ଏହି ଗୀତ ଏତେ ହୃଦୟସ୍ପର୍ଶୀ ଯେ ଶୁଣିଲେ ଦୁଃଖ ଚାଲିଯାଏ।
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏
ଆଜିକାଲି ଆଉ ଘରେ ଘରେ ଶୁଣିବାକୁ ମିଳୁନି, ଆପଣଙ୍କୁ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ
ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରୀ ହେ ନାଥ ନାରାୟଣ ବାସୁଦେବ ହରି
ପୁରୁଣା ସ୍ମୃତିକୁ ମନେପକାଇ ଥିବାରୁ ରବିନ୍ଦ୍ର ମହାପାତ୍ର ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ଏ ଗୀତ ର କବି ଆଉ କଣ୍ଠଦାନ ମୋର କୋଟି କୋଟି ପ୍ରଣାମ
Bhai namaskar. Bahut sundar 🙏🙏🙏🙏
ବହୁତ୍ ଭଲ ଲାଗୁଚି
Very nice jayjagannat⭕❗⭕💥💥
ସୁମଧୁର ସୁଖକର ସୁନ୍ଦର ତୃପ୍ତି ରଞ୍ଜନ କଣ୍ଠ ସ୍ୱର,music
🎉🎉🎉jaygu🎉 13:36 13:37 13:52 13:57 13:57 13:57 😊❤😊😊 14:12 14:20
ଲଳିତ ରେ ନାମ ଦେଲେ ସେ ଗର୍ଗ ବ୍ରାହଣ, ରବୀନ୍ଦ୍ର, ଗର୍ବ ବ୍ରାହ୍ମଣ ନୁହେଁ ସାନଭାଇ 🌹🌹🌹ବହୁତ ସୁନ୍ଦର ଗାଇଛୁ ସାନଭାଇ
Jay shree krishana mama pranidhi 🙏🙏🙏🙏ma prabhu. Ma nayana pathagami tame 🙏🙏🙏🙏,,,, ahi gita gai ki sunai thibaru apananka dhanayabad bhagabana apanaka managala karantu jaha ki bhagabana namakunsuni labelaku manare santi anong paramaananda prapti hai thia he gayaka mahadaya apananka ahi kalaku bhagabana sabudina banchiai raki thantu aha ma bhagabana nku prathana
Akhi ru tap tap luha khasi paduchi , bahut sundar , mata jisoda kanduchanti,
Bhai bahut puruna bhajana aaji sunibaku milila ati sundara
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
ବିଭୁ ଆଶିର୍ବାଦ ସଦା ସର୍ବଦା ଆପଣଙ୍କ ମୁଁଡପରେ ଥାଉ। ଜୟ ଜଗନ୍ନାଥ।
Beautiful Bhakti Song 📀🎵🎙️📻🙏
ATI Sundar Bhakti Song 📀🎵🎙️📻🙏
🙏🔔Jay Shree Krishna Prabhu 📿🚩🙏
🙏🔔Jay Shree Jagannath Swamy 📿⭕❗⭕🚩🙏
ଗୀତିକାର ଯଶୋଦା ମାତାଙ୍କ ମାତୃ ହୃଦୟର ଗଭୀରତାକୁ ଛୁଇଁ ପାରିଛନ୍ତି। ଗାୟକଙ୍କୁ ଗାୟନ ଅତ୍ୟନ୍ତ ହୃଦୟସ୍ପର୍ଶୀ।
You are a great singer of odisha
ମନ ଉଦାସ ହେଇଗଲେ ରବୀନ୍ଦ୍ର କଣ୍ଠରେ ଭଜନ ଜଣାଣ ଛାନ୍ଦଟିଏ ଶୁଣିଦେଲେ ମନ ଶାନ୍ତ ହେଇଯାଏ। ଅନନ୍ୟ ଜଗନ୍ନାଥ ଚେତନା ପୁନଃ ଜାଗ୍ରତ ହେଇଯାଏ ହୃଦୟରେ।
ଜୟ ଜୟ ଶ୍ରୀ ଜଗନ୍ନାଥ
ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ।ଚଉତିଶା ଗାୟନ ଅତି ସୁନ୍ଦର ଅତି ଆନନ୍ଦ ଦାୟକ ହୋଇ ଅଛି।ପ୍ରସଂସା ପାଇଁ ଭାଷା ପାଉ ନାହିଁ।ଏପରି ସଙ୍ଗୀତ ଶୁଣାଇ ଆନନ୍ଦ ଦେଉଥାନ୍ତୁ।👌👌👌💐💐💐💐💐
What a sweet voice ...very heart touching song. Best voice of Mr Rabindra Mohapatra
Excellent. Jay jagannath swami Nayanpatha Gami Bhabatume 🙏
🙏🙏🙏🙏ଜୟ ଶ୍ରୀକୃଷ୍ଣ 😭😭😭🙏🙏🙏
ଉତ୍ତମ ଦିଶାଦ ପ୍ରେମ ଭରା ଚଉତିଶା।ଗାୟକ ଙ୍କୁ ଧନ୍ୟବାଦ।
ରବିନ୍ଦ୍ର ବାବୁ
ପ୍ରଭୂ ଶଙ୍ଖେପୁରାଇ ଚକ୍ର ଉହାଡରେ ରଖନ୍ତୁ।
କୋଇଲି ଲୋ ଲକ୍ଷ୍ମୀବନ୍ତ ଅଟେ ମୋର ପୁତ୍ର
ଲଳିତରେ ନାମ ଦେଲେ ଗାର୍ଗବ ବ୍ରାହ୍ମଣ
Jay Jagannath Jay Jagannath Jay Jagannath 🙏🙏🙏🙏🙏🙏🙏
Thans
Jai Jagannath.bahut bhala bhajan Rabi bhai
ଓଡ଼ିଆ ଭାଷା ସାହିତ୍ୟରେ ଅନେକ କୃତୀ ରହିଛି ସେ ସବୁ ଉପସ୍ଥାପନା ହେଲେ ଅତ୍ୟନ୍ତ ମନୋଲୋଭା ହେବ ।❤
ଆଜ୍ଞା ପ୍ରଚେଷ୍ଠା ଚାଲିଛି
Jay jagannath swami Jay balabhadra swami Jay maa subhadra devi jay mahalaxmi maa Jay maa bimala maa 🕉🕉🌿🌿🌿🌺🌺🌺🌿🌿🌺🌺🌺🌺🌿🕉🕉🙏🙏🙏🙏
ଜଗନ୍ନାଥଙ୍କ ସେବାରେ ସବୁବେଳେ ଏହି ଭାବେ ତୁମର ମନ ରହୂ ପଭୁ ତୁମର ପରିବାର କୁ ମଙ୍ଗଳ କରନ୍ତୁ
nice voice rabi bhai jay jagannath
ଆନନ୍ଦ ମୟ ଶୋଭା ମନମୁଗ୍ଧକର ପ୍ରଦର୍ଶନ ଜଗନ୍ନାଥ ହେ ଜୟ ଜୟ
ଆନନ୍ଦ ମୟ ମଧୁମୟ ମଙ୍ଗଳ ମଧୁର
Ati sundar, Gita ti suni khub Ananda lagila.
Jai JAGANNATH ❤️🙏
excellent video and I treatable.to this challel and rabindra babu whose voice is marvelous and heart touching with this synchronized music I.lkie to subscribe for it
Nice song Rabi bhai 👌👌
This is the best song i've ever heard
Nice bhajan with nice voice👍👌🏽🙏🏼
ବହୁତ୍ ସୁନ୍ଦର୍ ପୁରୁଣା ଗୀତ।ଭାଇ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।
Very nice voice and bhajan jai shri krishna
Ehi gita suni bhaba bihwalita hoi gali, chakhyu ru premasru nirgata hela. Jay sri krishna. Jay sri radhe 🙏🙏🙏
Jay Jagannath mahaprabhu 🙏🙏🙏🙏🙏
What a beautiful song,beyond our comment!
ଲଳିତ ରେ ନାମ ଦେଲେ ସେ ଗର୍ଗ ବ୍ରାହ୍ମଣ। ।ଗର୍ବ ନୁହେଁ ।🙏
A sansara ra janjala bhitare Rahi .ta bhitare samya milile a Gita tiku tk sunidele sworga sukha milijauchi....❤❤❤❤ JAY PRAVOO JAGANNATH ❤❤❤❤
dhanyabad rabindra bhai bahutDina pare emiti swara re sunibaku paili ....bhasa nai kahibaku .jete sunile n kam laguchi
Mesmerizing voice....... On such an emotional lyrics ... 😭😭
Ama puratan sanskruti o eitiha rudhimanta sahitya ra punah uthhan ra eha eka saphala prayasa.
Rabindra Babunku ashesa Dhanyabad .
Thanks to recollect the Song
Heart touching
Best of All
ବହୁତ ସୁନ୍ଦର ସବୁ ଦୃଷ୍ଟିରୁ।
ଜୟ ଶ୍ରୀକୃଷ୍ଣ
Very nice
ଏହା ଶ୍ରବଣ କରି ମୁଁ ଧନ୍ୟ ହେଲି
ଏହା କୋଟି ଓଡ଼ିଆ ଙ୍କ କୋଟି ସମ୍ପତ୍ତି
Rabi bhai tuma hrudayara mithha geeta jaganathnka pakhe pahanchu
ବିଜ୍ଞଜନ ମଣ୍ଡଳୀ ଦୟକରି ଏହି ଗୀତଟି କେଉଁ ଛନ୍ଦରେ ରଚିତ କହିବେ ମୋର ବୋଲି ଅନୁରୋଧ 🙏
ସୁନ୍ଦର ସ୍ବର ରେ ଚଉତିଶା।।।
Very heart touching. Many many congratulations to the singer as well as to the great poet who has written this immortal song.
Aha ki dukha pravu ! Dhanya Nanda , Jasoda o Gopi brunda. Barambar Pranam pravu
Excellent voice excellent Bhajan
Keep it up 🙏🙏🙏🙏
କୃଷ୍ଣ ସାଗର କେଶବ ମାଧୁରୀ ଅତିଶୟ ମଧୁର
ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏
jay🚩☘️ shree🌴🚩 guru☘️🚩 dev🚩☘️
jay ☘️🚩shree ☘️🚩panchasakha☘️🚩
jay 🚩☘️shree☘️🚩 hanuman☘️🚩
jay 🚩☘️shree☘️🚩 jagannath☘️🚩
Marvelous singing, Rabi bhai
Such an emotional spiritual song.
Rabindra babu blessed with such a sweet voice fit for this classical song
Jay jagannath 🙏🙏
Bahut bahut sunder bhajana gaichhanti bhagaban apanankara jibanku sukhamaya karantu🇮🇳🇮🇳🇮🇳🇮🇳🇮🇳🇮🇳🦚🦚🦚🦚❤️❤️❤️❤️❤️❤️🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🪔🪔🪔🪔🪔🪔🪔🪔👍👍👍👍👍👍👍👍👍👪👪👪👪💯💯💯
Apana nka bhaba bhakti gita suni mohrudaya dhany hoegala rabindra sir aapananku jagarnnat bhalare rakhithantu
Heart touching chautisha written by bhakt kabi #Markand das🙏🙏
ପ୍ରସ୍ତାବ ସିନ୍ଧୁ ରେ ଗୀତ କଲେ ଭଲ ହୁଅନ୍ତା
Beautiful voice.Thanks for Old Collection
ଜୟ ଜଗନ୍ନାଥ। ସୁନ୍ଦର ଭଜନ। କିନ୍ତୁ କିଛି ଶବ୍ଦ ବୁଝିହେଉ ନାହଁ। ପ୍ରତି ଶବ୍ଦ ର ବ୍ୟାଖ୍ୟା ଟୀକା ଆକାର ରେ ଦେଲେ ଭଲ ହୁଅନ୍ତା।
ଏହାପୂର୍ବରୁ ଓଡ଼ିଆ ପାଠ୍ୟ ଖସଡ଼ାରେ ଥିଲା। ପୁଣି ପାଠ୍ୟପୁସ୍ତକରେ ସାମିଲ ହେଲେ ଭଲ ହୁଅନ୍ତା ।
Excellent singing Excellent Excellent Excellent namaste Jay Jagannath
ଆହୁରି ଅଧିକ ପୁରାତନ ଗୀତ କରନ୍ତୁ ।ବହୁତ ସୁନ୍ଦର ।
Rabindra beta nku prabhu sree jagannatha chakra adhualare rakhantu .chiranjibi hua beta
ବହୁତ୍ ବଢିଆ ସୁନ୍ଦର ଗୀତ🙏🙏
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣା ସର୍ବଦା ତୁମ ଉପରେ ଥାଉ । ଏହିପରି ପୁରୁଣା ଲୁପ୍ତପ୍ରାପ୍ତ ଗୀତ ବୋଲି ଓଡ଼ିଆ ତଥା ଭାଷାକୁ ବଞଚାଇବାପାଇଁ ଚେଷ୍ଟା କରନ୍ତୁ। ଧନ୍ୟବାଦ
ବହୁତ ସୁନ୍ଦର ଭଜନ ଓ ବହୁତ ସୁନ୍ଦର ସ୍ୱର
Ati Sundar ebam hrudaya sparshi Geeta.
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ର ଜୟ 🙏
ଜୟ ଶ୍ରୀ ପଞ୍ଚସଖାଙ୍କ ର ଜୟ 🙏
ଜୟ ସନାତନ ଧର୍ମ ର ଜୟ 🙏
Jay jagannath .🌼🙏🌼🙏🌼🙏🌹🙏🌹🙏🌹🙏🌹🙏🌹🙏🌹🙏🌹s
So beautiful voice. Rabindra sir .🙏🌼🌼🌼🌼🌼🌼🌼🌼🌼🌼🌼🌼
Pppp
ଅତି ସୁନ୍ଦର ସ୍ୱର ଏବଂ ହୃଦୟ ସ୍ପର୍ଶୀ ହେଉଛି, ଆହା କି ଆନନ୍ଦ ଲାଗୁଛି ଶୁଣିଲେ🙏
ମନରେ ଭକ୍ତି ଜାଗ୍ରତ କରିବା ପାଇଁ ଯଥେଷ୍ଟ ଏହି ଭଜନ,
ଜୟ ଜଗନ୍ନାଥ 🙏
🌹🌹🌹🙏ଜୟ ଜଗନ୍ନାଥ 🙏🌹🌹🌹ଅତି ସୁନ୍ଦର ହୃଦୟସ୍ପର୍ଶି ହୋଇଛି!ରବୀନ୍ଦ୍ର ଭାଇ ଏମିତି ଶୁଣାଉଁ ଥାଆନ୍ତୁ!ମନ ଛୁଆଁ ସଂଗୀତ!🙏ଜୟ ଜଗନ୍ନାଥ 🙏
କୋଇଲି ବ୍ରହ୍ମାଣ୍ଡ ର ଆତ୍ମା କୋଇଲି ସର୍ବ ଶକ୍ତିମାନ।🙏🙏🙏🙏🙏 ଜୟ ଜଗନ୍ନାଥ
Basudebam.sutadebamkrushnachanuramardhanam.jayshrikrishna
ଅତି ସୁନ୍ଦର ହୋଇଛି।
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ଜୟ ଜଗନ୍ନାଥ ସ୍ବାମୀ🙏🙏🙏🙏
You are a very good singar thank you
Mo maaa nka favourite Gita .....mu jtebele job pain baharku chalijibara thila mo maa se dina sakalu mote dhari a Gita ti ati dukha re gaithile aji mo ghara ktha bohut mane paduchi 😔😔😔mo maanka katha b mane paduchi se mote bohut miss karanti sabu bele 😔
🙏🙏🙏 ଜୟ ଜଗନ୍ନାଥ
He prabhu jaganath mo boou jouthi thau taku bhalare rakhithaa Miss you loo mo boou 😭😭😭😭😭😭😭😭