Ate bhala gita lagila bhagaban nka katha achhi athire prasana laguchi mana amiti hni ahuri gita gantu radhe radhe jai jaganatha swami ki om bisnu narayana nama ha 🙏
My grand parents were very fond of listening to this song from me. Had they listened to this song of yours they would have been more happy. Thank you for this melodious song.❤
ମନ ଜିଣା କଣ୍ଠରେ ମନୋହର ଚଉତିଶା ଅତି ସୁନ୍ଦର ଓ
ମନ ମୁଗ୍ଧକର। ବହୁତ ବହୁତ ଧନ୍ୟବାଦ। କଳା କଳେବର କହ୍ନେଇର କୃପା ଥାଉଏଇମିତି ଗାଇ ଶୁଣା ଉଥାଅ।
ଅତି ସୁନ୍ଦର...ଅତି ମଧୁର...
ଧନ୍ୟ ସେ ଲେଖନୀ... ଧନ୍ୟ କଣ୍ଠସ୍ୱର...
। କୋଟି ପ୍ରଣାମ ।🙏🙏🙏
ହରି ହରାୟ ନମୋ ନମଃ ଭଗବାନ ବିଷ୍ଣୁ କଳ୍କୀ ଅବତାର
ଚମତ୍କାର ଉପସ୍ଥାପନ ।
ଧନ୍ୟବାଦ ରବୀନ୍ଦ୍ର ବାବୁ ମହୋଦୟ ।
ବହୁତ ସୁନ୍ଦର ରଚନା । ପରିବେଷଣ ଖୁବ୍ ମଧୁର ଓ ଭାବପୂର୍ଣ୍ଣ । ଜୟ ଜଗନ୍ନାଥ 🙏🙏🙏
ଅମୃତଧାରା। ଭିକାରୀ ସାରଙ୍କ ପରେ ରବୀନ୍ଦ୍ର। ହାଇଦ୍ରାବାଦରୁ ନମସ୍କାର ଓ ଧନ୍ୟବାଦ। ରାମକେରୀରେ ସୁନ୍ଦର ପରିବର୍ତ୍ତନ।
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏ବହୁତ ସୁନ୍ଦର ଭାବରେ ଗାଇ ଛ
ଦିନକୁ ୧୦ଥର ଶୁଣେ ନହେଲେ ଭାତ ହଜମ ହୁଏନି
🙏🙏🙏 ଜୟ ଜଗନ୍ନାଥ
❤❤❤❤
😊😊😊😊😊😊😊😊😊😊@@SriPurushottam
ବହୁତ୍ ସୁନ୍ଦର୍ କଥା
God bless you
Yes
ଧନ୍ୟବାଦ ଶ୍ରୀଯୁକ୍ତ ରବିନ୍ଦ୍ର ମହାପାତ୍ରଙ୍କୁ ପୁରୁଣା ସ୍ମୃତିକୂ ଉଜ୍ଜୀବିତ କରିଥିବାରୁ।
ବହୁତ ଭଲ ଭଜନ ଭଗବାନ ଆପଣକୁ ଆଶୀର୍ବାଦ କରନ୍ତୁ ଏମିତି ଆହୁରି ଭଲ ଭଜନ ସୁମଧୁର ଆମେ sunu
ଓଁ ନମୋ ନାରାୟଣାୟ 🙏🙏🙏🙏🙏🙏
ନିହାତି ଭାବେ ରବୀନ୍ଦ୍ର ବାବୁ ଅନେକ ଧନ୍ୟବାଦ୍। ଗୀତ ଟି କାନେ ବାଜିଲା ମାତ୍ରେ ବର୍ତ୍ତମାନ ମଧ୍ୟ ମନେପଡେ ନରେନ୍ଦ୍ର ପୁଷ୍କରିଣୀରେ ବସିଥିବା ସେ କିଛି କ୍ଷଣ। ଓଡ଼ିଆ ଭାଷାକୁ ହେଜି ଏ ଓଡ଼ିଆ ସତେ ବହୁତ ଗର୍ବ କରେ। ଜୟ ଜଗନ୍ନାଥ।
❤🙏🌹
ରବିବାବୂ କର ଗିତ ଶୁଣିବା ପାଇଁ ବହୁତ ଆଗହ ଲାଗେ ଆମର ଆଶୀର୍ବାଦ ସବୁବେଳ କାମନା କରୁ
ଅତି ସୁନ୍ଦର ଭାବ,,👌ଜୟ ଜଗନ୍ନାଥ ସ୍ୱାମୀ
ଅତି ସୁନ୍ଦର ପରିବେଷଣ ରବୀନ୍ଦ୍ର ବାବୁ
🙏🙏 ଆଜ୍ଞା, ଆପଣଙ୍କ ପରିବେଷଣ ଅତି ଚମତ୍କାର
ଦେବକୀନନ୍ଦନ ଯଶୋଦା ନନ୍ଦନ ନନ୍ଦନନ୍ଦନ କଳାକାହ୍ନୁ କଳା ଠାକୁର, ଗୋବିନ୍ଦ
Aha ki sundar
Jai shree Krishna 🙏
🙏ଓଁ ନମୋ ଭଗବତେ ବାସୁଦେବାୟ 🙏
Bhai namaskar. Bhai thank you. Sabudina emiti gote gote gita asnatani. Sabudina bahut khushire khushire palanata
ହୃଦୟସ୍ପର୍ଶୀ 🙏
ଅତ୍ୟନ୍ତ ହୃଦୟସ୍ପର୍ଶୀ,
Jay Jagannath swami nayana pathagami bhabatume 🙏🙏❤️🙏🙏
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
ଓଡ଼ିଆ ଭାଗବତ ଗାନ କରିବାକୁ ଅନୁରୋଧ ରହିଲା।
ଆଜ୍ଞା ଓଡ଼ିଆ ଭାଗବତ ସାର ରବୀନ୍ଦ୍ର ମହାପାତ୍ର ଙ୍କ କଣ୍ଠ ରେ ନିମ୍ନ link ରେ ଶୁଣନ୍ତୁ
ua-cam.com/video/qIRnxuiqEDs/v-deo.html
ସୁମଧୁ ବର୍ଷଣ ଦୟା ମଧୁମଧୁ ସୁଧା
Ate bhala gita lagila bhagaban nka katha achhi athire prasana laguchi mana amiti hni ahuri gita gantu radhe radhe jai jaganatha swami ki om bisnu narayana nama ha 🙏
ରବିନ୍ଦ୍ର ମହାପାତ୍ର ଙ୍କ ସବୁ ଗୀତ ଶୁଣିବାକୁ ବହୁତ ଭଲଲାଗେ। ଅତି ହୃଦୟ ଛୁଆଁ।❤❤❤
ଆହା କି ସୁନ୍ଦର। ସତରେ ଠାକୁର ବିଶ୍ୱାସ କର♥️🥰🌷
ଅତି ସୁମଧୁର କଣ୍ଠ ସ୍ବର,,, ଅଶେଷ ଧନ୍ୟବାଦ
ଅତି ସୁନ୍ଦର ରବି ବାବୁ ! କାର୍ତିକ ପୁନେଇ କୁ ଶିଶୁପାଳ ଗଡ଼ କୁ ସୁସ୍ଵାଗତ ।
ବହୁତ ଭଲ, ଆମ ପୁରୁଣା ସ*ଗୀତର ମାଧୁର୍ଯ୍ଯ ଅତ୍ୟନ୍ତ ଆନନ୍ଦ ଦାୟକ, ଆପଣଙ୍କ କଣ୍ଠରେ ଏହାର ଶ୍ରୀ ଆହୁରି ବୃଦ୍ଧି ଘଟିଛି।ଧନ୍ୟବାଦ
ବହୁତ ପୁରୁଣା ଗୀତ ପରିବେଷଣ କରିଥିଵାରୁ ବହୁତ ଧନ୍ୟବାଦ
True'copy of bhajan samrat Mr,Bhikari Bala.
@@mrajendramohantyraj5355 it is our culture
🙏ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ନିବେଦନ ବାଃ 🙏🙏
Old is gold ,many thanks Rabindra Babu,God bless you.
The living legend RABINDRA SIR. .❤ NO WORDS
କଣ୍ଠରେ ସାକ୍ଷାତ୍ ଶ୍ରୀଦେବୀସରସ୍ଵତୀ ଙ୍କ ନିବାସସ୍ଥଳୀ 🙏🙏🙏🙏🙏👌👌👌👌👌
😊😊
@@jubarajbarik1916😊
@@SaibaniPandad
P pp pp099 pp PPL p0❤àà
ସୁନ୍ଦର ମଧୁର ଭକ୍ତି ମୂର୍ଚ୍ଛନା ଅତ୍ୟନ୍ତ ମନ ମୁଗ୍ଧକର
ଅତି ସୁନ୍ଦର। ଏ ଗୀତ ଶୁଣି ମୋ ବୋଉ କଥା ମନେ ପଡିଗଲା
Great bhajan singer of this time is Rabindra Mohapatra really no doubt adorable by all. He is incomparable n unique
ବହୁତ ସୁନ୍ଦର sir, ଆପଣ ଙ୍କ ସଂଗୀତ ଜୀବନ ର ଏ ସାର୍ଥକତା, ପ୍ରଭୁ ଙ୍କ ପାଇଁ ଏ ସମର୍ପିତ ସ୍ବର, ଜୟ ଜଗନ୍ନାଥ 🙏
Really a melodeos contribution of odia traditional master piece by Rabindra Mohapatra .
Vvvc.
ମନମୁଗ୍ଧକର ଉପସ୍ଥାପନା .ଅଭିନନ୍ଦନ
ବହୁତ ସୁନ୍ଦର ଓ ହୃଦୟ ଗ୍ରାହୀ 🌹🙏🏻ଜୟ ଜଗନ୍ନାଥ
ପ୍ରଭୁଙ୍କ ଆଶୀଷ ସର୍ବଦା ଆପଣଙ୍କ କଣ୍ଠରେ ବରଷୁ ଥାଉ 👁️🙏🏻👁️
ଜୟ ଜଗନ୍ନାଥ ସ୍ୱାମୀ
Gayan Sailee Chamatkar !
Sampurna Nirbhul !!
Dhanyawad
Bahut sundar gita puratana rachanaru Jay jagannath
ରବି ବାବୁ ଙ୍କ କଣ୍ଠ ଅତି ଅତି ସୁନ୍ଦର ❤️
ବହୁତ ସୁନ୍ଦର ❤️❤️❤️❤️ଭଜନ ଓ ଜଣାଣ 🙏
ଜୟ ଜଗନ୍ନାଥ 🙏🚩❤️
ଆର ଜନ୍ମରେ ବିଭୂ ମହାପାତ୍ର ଘରେ ଜନମ ନେବି। ଜୟ ଜୟ ଶ୍ରୀ କୃଷ୍ଣ
ଜୟ ଶ୍ରୀକୃଷ୍ଣ 🙏🙏🙏
ଜୟ ମାତା ବାଗ୍ଦେବୀ ସରସ୍ଵତୀ 🙏🙏🙏
ଆଜି ଏ ଅଧମ ଦେହଟା ଭଜନ ଶୁଣି ପବିତ୍ର ହୋଇଗଲା।
ଅତି ସୁନ୍ଦର 🙏
ଜୟ ଶ୍ରୀ କୃଷ୍ଣ
Please save the song so that you can feel the devinity time and again. Definitely touch the soul.
@@balabhadramohapatra2162 ଧନ୍ୟବାଦ୍
🙏🙏🙏Jay Sri Baladeva Jay Sri Subadra Devi jay Sri Jagannantha Swami Haribol 🌞🌻🍍🌻
Very very nice performance it is god gift hope all ways singnice god bless him 🙏🙏🙏🙏🙏
Joy jagannath,Ati sundar
Joy jagannath
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ମୋ ମହାପ୍ରଭୁ ଙ୍କର ଏଡେ ସୁନ୍ଦର ଭଜନ ଶୁଣିଲା ମାତ୍ରେ ହୃଦୟ ଭାବୁକ ଏବଂ ଆଖିରେ ଭାବ ର ଲୁହ ଆସିଯାଉଛି 🙏🙏🙏
ଆଜ୍ଞା ଆପଣ ଙ୍କ ଏହି ମତାମତ ଟି ଆମକୁ ଉତ୍ସାହ ର ଶ୍ରୋତ । ଜୟ ଜଗନ୍ନାଥ
Bhut#us
My grand parents were very fond of listening to this song from me. Had they listened to this song of yours they would have been more happy. Thank you for this melodious song.❤
Very heart touching song with sweet voice.jai.jagannth.
ଅତି ସୁନ୍ଦର 🙏🙏💐💐
ଭଜନ ସମ୍ରାଟ କର ଚମତ୍କାର ସଂଯୋଗ 👌🙏🌹
Jai krishan Balarama........
I love Ravindra Mohapatra
Wow... Heart touching voice
You are great mahapatra sir.
Rabindra Babu ! I perhaps listened you for the first time, but your melodious voice is most appropriate for our unique cultural celebrations.
The most devotional song with beautiful voice.l really appreciate it.
Second Vikari Bal
@@upendrashamal4362 à
Beautiful bhajan 🌻🌻🙏🏻🙏🏻🙏🏻🌻🌻
Excellent singing🙏🏾Maa Dakhinna kali Lord Jagannath bless you 🙏🏾🙏🏾🌹
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🌷🛐🌷
Super, super and super, Excellent, Excellent, no comparison with other
Very heart touching song with sweety voice thank you Rabindra Babu
ରବି ଭାଇଙ୍କ କଣ୍ଠରୁ ଏ ଗିତଟି ଶୁଣି ବହୁତ ଭଲ ଲାଗିଲା । ବହୁତ ବହୁତ ଧନ୍ୟବାଦ ରବି ଭାଇ
ଭାବ ଭକ୍ତି ର ଅନ୍ୟ ନାମ ରବୀନ୍ଦ୍ର ବହୁତ ବହୁତ ଧନ୍ୟବାଦ
Can listen to this 100 times in a day .. such a soothing voice 🙏.. Jagannath tuma mangala karantu
This is our achievement 🙏🙏🙏
Bahut sundara. God bless u
Bahut sundar ..
Jay jagannath🙏🙏🙏
Bahut sundar.🙏
Thanks rabindra God bless you jayaguru
Jay Jagannath Bahuta sundar
Jay jaganath rabindra Bhai very good 🙏🏻🙏🏻🙏🏻🙏🏻🌺💐💐🌿🌿🌻🌼🌺💐💐 so nice
Zim ollzmkLMSC
Xqs Saton zm
Mostzmwli au e
ମନଛୁଆଁ ପୁରୁଣା ଗୀତ 👍👍👍🌹🌹🌹 ବହୁତ ସୁନ୍ଦର 👍👍👍❤️❤️❤️
ବହୁତ ବଢିଆ ଗାଇଲେ ରବିନ୍ଦ୍ର ଭାଇ
Jay jagannath swami nayan patha gami bhaba tume. Jay shree krishna. Thank u so much
ଅତି ସୁନ୍ଦର
ଜୟ ଶ୍ରୀ ରାଧାମାଧବ 🙏🙏🙏🙏🌹🙏
Om Jay shree krishna 🌹🌿🌹🌿🌹🌿🌹🌿🌹🌿🌹🌿🌹🙏🙏🙏🙏🙏🙏🙏
My fev ...... So sweet rani babu.... Dhanya apananka iswara priti
Ki sundar kantha bhajan bi sabu bhala laguchhi🙏
ବହୁତ ସୁନ୍ଦର 👌🙏
ଵଵଢ଼ଭହୁତ
Thanks Rabindra Bhai all your beautiful Bhikati Geeta.
Joy Shree Krishna Sharan
God bless Bani kantha Rabindra
ବହୁତ ସୁନ୍ଦର ଆନନ୍ଦ ଦାୟକ
ସୁନ୍ଦର ସ୍ୱର ରବି ଭାଇନା
ତୁମର ଏହି ସୁଲଳିତ କଣ୍ଠ ରେ ଚଉତିଶା ଶୁଣି ମୋର ଆଖି ରୁ ଧାର ଧାର ଲୁହ ବୋହିଗଲା । ଆପଣଙ୍କୁ ବହୁତଧନ୍ୟବାଦ ।
ଯେତେ ଶୁଣିଲେ ଭି ମନ ଭ ରୁ ନାହିଁ. ପିଲା ଦିନର ଗୀତ. ପ୍ରଥମ ଶ୍ରେଣୀ ରେ ମାତ୍ର୍ 10 ପଇସା ଦେଇ କିଣି ଥିଲି ଏଇ ଛୋଟ ବହି ଖଣ୍ଡିକ. 🙏🌹♥️. ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ. ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏🌹♥️❤️
ପିଲାବେଳେ ବାପା ମୋତେ ଏହି ଚଟଶାଳୀ ପାଠ ବହି ଦେଇଥିଲେ ପଢିବାପାଇଁ 🙏
ଭାବ ଭକ୍ତିର ନିଆରା ମଣିଷ ଟିଏ ଆପଣ❤
😢😢😂
Bahut sundar sir.
Apananka kantha ku mora koti pranam
Jay shree krishna ji 🙏🙏🙏🙏🙏
Childhood memories refreshed........
Radhe Radhe 🙏🏻
Bhai🙏ଆପଣଙ୍କ ଭାବ ଏଇଭଳି ସର୍ବଦା ରହି ଥାଉ, କାଳିଆ ଆପଣଙ୍କୁ ତା ଭାବ ଡୋରି ରେ ବାନ୍ଧି ରଖି ଥାଉ ଜୟ ଜଗନ୍ନାଥ 🙏🙏🙏
Ppp0
ଅତି ଉତ୍ତମ, ଅନେକ ଥର ଶୁଣି ସାରିଲି,ତଥାପି ଶୁଣିବାକୁ ଇଛା ହେଉଛି , ଇଚ୍ଛାପୁର, ଶ୍ରୀ କାକୁଲମ୍, ଏ.ପି
Bahut dina pare sunili .Bahut bhala lagila🙏
Wah...atti sundar 🙏🙏
Jai jagannath 🙏🙏🙏
A true devotee Lord Sri Jagannath.
Ati sundar. Piladina mane padigala.❤
This song fills heart with pleasure. Thank you Mohapatra Babu