Kichi result nahi bas corruption paleibani gote DCP transfer change au effective new corruption asijiba ta baade DCP kahuchi khali gote jhia ama manaku humko misbehave kiya au DCP Ete barsa public re kn kama kari misbehave karini ki karichi seta kahuni 😂😆🫷🏼🧑🏼💻🙏🏼
DCP don't know difference between misbehave and assault. Control nahin kar paye toh sexually assault karenge,waoh. Just put down your resignation paper.
Army should take action themselves, this is ridiculous this is the second incident within this month, in MP women was raped and media covered it up very well. Can you imagine same happening in any other country by now this DCP would have been in hospital or worse.
This DCP prateek Singh is themain culprit. Due to his support the police & IIC done it. This DCP should be suspended first. Otherwise impartial probe can't be carried out.
DCP ଯଦି ଆଇଆଇସି ଠୁ ପଇସା ଖାଇବ, ତେବେ ସେ କେମିତି ଆଇଆଇସି ବିରୋଧରେ କାର୍ଯ୍ୟ ଅନୁଷ୍ଠାନ କରି ପାରିବ? ସପକ୍ଷ ନେବା ସ୍ଵାଭାବିକ। Who will police the police? There should be other agency independence of police who can lodge FIR and do investigation on the complaint against the police . ବାକି ଏପରି କେସରେ ଇନଭେଷ୍ଟିଗେସନ କିଏ କରୁଛି ଆଉ କଣ କରିବ, ଆପଣ ମାନେ ସବୁ ଜାଣିଥିବେ।
I would like to request to India Govt. along with state Government, A bill may pass that all police staff should go training under Indian Army, and go to the border duty at least 5 yrs in their service period.
Jay jagannath sir Jay jagannath 🙏🏻 hamare liye Odisha police ar Indian army sab hamare liye respect hai proper investigation kijiye aur Sahi Sahi justice dijiye Major Sahab sahi hai ya police sahab jo sahi hai unko justice dijiye 🙏🏻 sir ham ku lagta hai ki beti ne jhut bol rahi hai Jo sahi hai unko justice dijiye 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
DCP Should be DISMISSED
Right sir
Kichi habani 😂😂😂
Kichi result nahi bas corruption paleibani gote DCP transfer change au effective new corruption asijiba ta baade DCP kahuchi khali gote jhia ama manaku humko misbehave kiya au DCP Ete barsa public re kn kama kari misbehave karini ki karichi seta kahuni 😂😆🫷🏼🧑🏼💻🙏🏼
DCP ku dismiss Kara jau
Prateek Singh ku suspend kar
ତଦନ୍ତ ସମାପ୍ତ ପୂର୍ବରୁ DCP ଙ୍କ ର ଏଭଳି ମନ୍ତବ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ
Right 👍
Right
Right bro
He is just doing his job 😂😂, Covering up as usual. Hopefully army take firm action themselves
ପୋଲିସ୍ ଲାଞ୍ଚ ଖାଇ ଖାଇ ବହୁତ ବଳ ହୋଇଗଲାଣି ନା, ଆମ ମୁଖୟମନ୍ତ୍ରୀ ମଧ୍ୟ ବେଶ୍ ଭଲ ଭାବରେ ପରିଚିତ ଆମ ପୋଲିସ୍ ର ବ୍ୟବହାର ରେ😂😂😂
Thik kahicha
ଡିସିପି ବି ସସ୍ପେଣ୍ଡ ହେବା ଦରକାର କାରଣ କିଛି ଯାଞ୍ଚ ନ କରି ମିଡ଼ିଆ ରେ ଆସି କହୁ ଛନ୍ତି 🙏ଧନ୍ୟବାଦ ଓଡିଶା ପୋଲିସ ଆଉ ରାଜ୍ୟ ସରକାର
ନାରୀ କୁ ସୁରକ୍ଷା ଦିଅ ଭାଷଣ ଦେବା ଆଗରୁ
Right katha
D C P ସାର ଜଦି ଆପଣଙ୍କ ସ୍ତ୍ରୀ ସୁରକ୍ଷା ମାଗିଥାନ୍ତେ କଣ ଏପରି ବ୍ୟବହାର ପାଇଥାନ୍ତେ କି ? ମହିଳାଙ୍କୁ ପ୍ରଥମେ ସୁରକ୍ଷା ଦିଅନ୍ତୁ , ଜୟ ଜଗନ୍ନାଥ 🙏
Right katha
Paisa khia DCP...ea gote bada chora
DCP don't know difference between misbehave and assault. Control nahin kar paye toh sexually assault karenge,waoh. Just put down your resignation paper.
Army should take action themselves, this is ridiculous this is the second incident within this month, in MP women was raped and media covered it up very well.
Can you imagine same happening in any other country by now this DCP would have been in hospital or worse.
ତା ମାନେ ତାକୁ ଲଙ୍ଗଳା କରିଦେବ । ବାଡେଇକି ଦାନ୍ତ ଭାଙ୍ଗିଦେବ। ହଇରେ ବେହିଆ DCP ତୋ ମାଇକିନା କୁ ନେଇକି ଭରତପୁର ଥାନାରେ ଗୋଟେ ରାତି ଛାଡିକି ଆ ।
Ta maipa ku ana
To maeikina ku rati re rakhunu
@@raznsamantaray4833 ମୁଁ କଣ ଏ ଭାଡୁଆ DCP ଭଳିଆ ବିନା ପ୍ରମାଣ ଆଧାରରେ କହୁଛି କି ?
Sata katha kahucha
Tate kete bele langala kala tu kete bele dekhilu tor bhi aa jhia bhalia michha bahot
ଡିସିପି କୁ ସସ୍ପେଣ୍ଡ ହେବା ଦରକାର
Dear sir we respect u a lot but from this case we can't respect as a hero.
Right
Kahinki se ghamandi nashedi jhia pain aji a kanda
ଝିଅ vdo କରିବାରୁ dcp ମିଚ କହୁଛି
ଡିସିପି ବି ସସ୍ପେଣ୍ଡ ହେବା ଦରକାର୍ କାରଣ ସେ ଯଦି ଜଣେ ଆର୍ମି ଅଫିସର୍ ଙ୍କୁ ମିଛ କଥା କହି ଫସେଇ ପାରୁଛନ୍ତି, ସାଧାରଣ ଲୋକଙ୍କୁ କଣ କରୁଥିବେ ।😮😮😮
Khali basi ki comment Kari ba sikhicha
Police job Kari ki dakha ta para keta comment Kari bu dakhiba
କଣ ପାଇଁ dcp nku suspended kara heba. ଘରେ ବସି କମେଣ୍ଟ କରିବା ବହୁତ ସହଜ. ପୋଲିସ କୁ ଭୁଲ ରେ blame କରନି. ସେ ଝିଅ ର କିଛି ଭୁଲ ନାହିଁ ଏମିତି. Always support Odisha police
Kain, army officer kana bhagban j michha kahibeni!!!
@@SameerKumarSahu-m1v ara police thu army man aba basi ego Karu chanti samana ଭାବୁଛନ୍ତି samana gota gota mundi
ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ l ପ୍ରତି ଥାନାରୁ ମାସିକିଆ ଚାନ୍ଦା ଯାଉଛି ଉପରକୁ l ମିଛ କି ?
Right
True that...
Agaku dekha police ku dine lokamane hi guli kari be
DCP ku suspended karajau se support Kari kahuchanti
ଆରେ ହାରାମି ଡିସିପି ଆମେ ଆଗରୁ vdo ଦେଖି ସାରିଚୁ ତୁ କେତେ ସତ କହୁଚି ଶଳା ମିଛୁଆ ପୋଲିସ ।
❤❤❤ଆହେ ମୁଖ୍ୟମନ୍ତ୍ରୀ ନିଜେ ଜାଣିଛନ୍ତି। ଥାନା ବାବୁ ଥାନାରେ ବ୍ୟବହାର କେମିତି କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଅନୁଭବ ପରେ, ତଦନ୍ତ ର ଆଉ କଣ ଆବଶ୍ୟକ ଅଛିକି?😂❤❤❤😂😂❤❤
Chitiye footage share karo.😂😂😂
This DCP prateek Singh is themain culprit. Due to his support the police & IIC done it. This DCP should be suspended first. Otherwise impartial probe can't be carried out.
CCTV need be attached in every Police station
With audio....
ସେ ମହିଳା police କୁ Misbehave କଲେ, ତା ବୋଲି police ବାଲା ଗୁଣ୍ଡା ପରି ସବୁ ମିଶି ତାଂକୁ ଉଲଗ୍ନ କରି ପିଟିବେ ଆଉ ସକାଳେ ସେ IIC ଆସି ତାଙ୍କୁ RAPE କରିବାକୁ ଉଦ୍ୟମ କରିବେ। ଯାହା ଦେଖା ଯାଉଛି l
ବାଃ ବାଃ ରେ ଓଡିଶା Police ଆଉ DCP ବାବୁ, ତମ ମାନଂକ police ହେବାର ଯୋଗ୍ୟତା ନାହିଁ। ତମ ମାନଂକ Family ଲୋକଙ୍କୁ ଏମିତି କଲେ, କେମିତି ଲାଗିବ???
ଏଥିରେ High court ଶୀଘ୍ର ହସ୍ତକ୍ଷେପ କରନ୍ତୁ , ତା ହେଲେ Police ବାଲା ଟିକେ ସୁଧୁରିବେ, ନହେଲେ ଏମିତିକା ନିରୀହ ସାଧାରଣ ଲୋକ ଥାନା କୁ ନ୍ୟାୟ ପାଇଁ ଯାଇ
ଲଙ୍ଗଳା ହୋଇ ମାଡ ଖାଉଥିବେ ।
ସେମାନେ Army ଲୋକ ବୋଲି, ଏତେ କଥା ପ୍ରଘଟ ହେଲା, ସାଧାରଣ ଲୋକ ହୋଇଥିଲେ ତା'କୁ ଓଲଟା କେସ ଠୁଙ୍କି ଜେଲ ରେ ପୁରାଇ ଥାନ୍ତେ।
ହେ ପ୍ରଭୁ ରକ୍ଷା କର.....
Is it true. ?
@@namitadei6286 yes, see videos of that Brave lady after she is discharged from AIIMS ,Bhubaneswar, she is completely traumatized.
no
DCP ଯଦି ଆଇଆଇସି ଠୁ ପଇସା ଖାଇବ, ତେବେ ସେ କେମିତି ଆଇଆଇସି ବିରୋଧରେ କାର୍ଯ୍ୟ ଅନୁଷ୍ଠାନ କରି ପାରିବ?
ସପକ୍ଷ ନେବା ସ୍ଵାଭାବିକ।
Who will police the police?
There should be other agency independence of police who can lodge FIR and do investigation on the complaint against the police .
ବାକି ଏପରି କେସରେ ଇନଭେଷ୍ଟିଗେସନ କିଏ କରୁଛି ଆଉ କଣ କରିବ, ଆପଣ ମାନେ ସବୁ ଜାଣିଥିବେ।
Bhai aapanku laguchi ki se jhai ta niriha boli..kharap bhabibe ni ..jhai ta lawyer ochi..bhai aama mananka sentiment saha kheli gala..😂😂😂
ହେଲେ ଏତେ ମାଡ଼ ମାରି ପୋଲିସ ଠିକ୍ କରିଚି କି? DCP sir ସେ ବିଷୟରେ କିଛି କହିବେ କି?
ଏଇ କେତେ ମଦ ପିଇ ଆସି ମିଡିଆରେ କହୁଛି DCP ସସ୍ପେଣ୍ଡ ଦରକାର
ଇଏ DCP ବିଜେପି ଠୁ ଲାଞ୍ଚ ନେଇଛି
Odisha police 500 tanka Munda 😂
Cctv was supposed to be installed by the direct order of supreme court..why its not been installed?
Suspending is not a punishment... Need to put behind the bar ... For govt service holder suspension has become highest punishment.. what ashame
DCP Pratik Singh should be come under investigation
ମହିଳା ପୋଲିସ ଗର୍ଭବତୀ ଥାଇ ଡିଉଟି କରୁଛନ୍ତି ତାଙ୍କୁ ଧନ୍ୟବାଦ,
ତା ମାନେ ପୋଲିସ ସଚୋଟ କି ପ୍ରକାର ମିଛ ,ଲୋକମାନଙ୍କୁ ଭୂ ଆଁ ବୁଲାଇ ଆଈ ମା ର କାହାଣୀ।
ये ऑफिसर मोस्ट करप्ट इंसान है इसे तुरंत सस्पेंड करके लाइफ टाइम बैंड करने के जरूरत है।
I would like to request to India Govt. along with state Government, A bill may pass that all police staff should go training under Indian Army, and go to the border duty at least 5 yrs in their service period.
ପ୍ରତେକ ଥାନାରୁ ଡିସିପି ଙ୍କୁ ପିସି ମିଳେ ଥାନା ଷ୍ଟାଫ କୁ ସପୋର୍ଟ ନିଶ୍ଚୟ କରିବେ.
DCP should listen the victims statement..how cruel the police against the lady and also to the public in every time and everywhere
Mejor sir pura india apka sath ho
DCP KU SUSPEND KORAJAU...
ଏ ଅଫିସର ଠୁ ନ୍ୟାୟ ମିଳିବ ନାହିଁ।। ଏମାନେ ଦୋଷୀ ପୋଲିସ ବିରୋଧ ରେ ଆକ୍ସନ ନେବା ପରିବର୍ତ୍ତେ ଘଟଣା ଟିକୁ ଘୋଡାଇବାକୁ ଆପ୍ରାଣ ଉଦ୍ୟମ।।ଏହାର କାରଣ ହିଁ ତଳିଆ ପୋଲିସ କର୍ମ ଚାରି ଏ ପରି ବର୍ବର୍ତ। କାଣ୍ଡ ଭିଆଉଛନ୍ତି।।
Half pant o night pundh police night duty karuchhanti DCP kana action neuchhi😮😮😮😮
Dear Prateek Singh.. U lost respect in this case what u have earned
Police ku frst arrest kara then jaha
Dcp ko dismissed krna chayie
Dsp dismiss
ଏଇ ପୋଲିସ ମାନେ ବିଜେଡି ସରକାର ଥିଲା ବେଳେ ବହୁତ ଉଦ୍ଧତ ହୋଉଥିଲେ ଭଲ ହେଇଛି ଓଡିଶା ସାରା ସବୁ ଥାନାରେ ଏମିତି ହିଁ ଚାଲିଛି ତେଣୁ ଯୋଉ ପୋଲିସ ମାନେ ଜନତା ମାନଙ୍କୁ ଦୁର୍ବେବହାର କରୁଛନ୍ତି ତୁରନ୍ତ ବହିଷ୍କାର କରାଯାଉ
this officer should be arrested. Without knowing the actual facts he is protecting is team members. Shame on you
Dcp ku chakiriru bahara kara😡
I was not aware that Constables are also officers in Odisha Police.. DCP Prateek is also a culprit, he has failed to perform his duties ..
This DCP needs to be questioned Shame
ସେ ଥାନା ଅଫିସର ପୂର୍ବ ସରକାର ରେ ଓଡିଶା କଟକ ବାଲିଯାତ୍ରା ଐତିହାସିକ ରେ ପାର୍କିଂ ସ୍ଥଳ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ମାଗୁଥଲା
ମିଛ କଥା
"ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାଇଁ ପାଇଁ ଧୋଇବା"
ସବୁ ପୋଲିସ ସେୟା ସେମାନେ ବି ଜାଣନ୍ତି ତେଣୁ ଉଭୟ ଉଭୟ କୁ ବଂଚାଉଛନ୍ତି,।।।।😂😅😅😅
Sir apan b bhul ame bhabuthilu apan odisara sanman rakhibe
ପାଟି ବିଳୀ ବିଳୀ ହଉଚି।
Army ra jalwa dekhini police ❤
Jay jagannath sir Jay jagannath 🙏🏻 hamare liye Odisha police ar Indian army sab hamare liye respect hai proper investigation kijiye aur Sahi Sahi justice dijiye Major Sahab sahi hai ya police sahab jo sahi hai unko justice dijiye 🙏🏻 sir ham ku lagta hai ki beti ne jhut bol rahi hai Jo sahi hai unko justice dijiye 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
DCP କୁ dissmiss କରାଯାଉ
CBI enquiry
Due to such officers at top level, local police are allowed to do anything they want.
DCP should be suspended first, then transferred to outside state.Chief Minister should resign
C C TV ta nathila , video asila kouthu
ପୋଲିସ ର ଯୋଉ 10% ଇଯତ ଥିଲା ସେଇଟା ବି ଏହି ଘଟଣା ରୁ ଚାଲିଗଲା
ଏ ଭିଡିଓ ଦେଖିଲେ ଛିଅ ର ରଂଗ ଢ଼ଂଗରୁ ଜଣା ପଡୁଛି ସେ ଥାନା ଭିତରେ କଣ କରୁଥିଲା
Mate laguchi Army officer sangare thibaru lady janaka adhika heuchanti.
R 8@@sp8200
Yes
Pahile DCP ku hatao
Veary brave girl. SALUTE you.
Even if they were drunk ....why police did not receive & act on the complains....just trying to escape
Dcp should be suspended immediately for supporting this types of police officer
DCP ra suspend heba darkar
ଅରୁଣ badra ଆଇପିଏସ୍ sir ଙ୍କୁ
ଦୟତ୍ୟା ଦିଆ ଯାଇଛି ଚିନ୍ତା କଣ
ନବ ଦାସ୍ (ମିନିଷ୍ଟର) murder
କେସ ର ଭଲ inquary repport
କରାଗଲା...ଓଡ଼ିଶା ବାସୀ ଙ୍କ ପାଖରେ
ସବୁ ଖବର ଅଛି.... ଜୟ ହୋ ପୋଲିସ
ଭାଇ
Needs investigation
पोलिस इस विवाद को कहा तक ले जाना चाहती हैं
बीजेपी राज
ବିଜେଡି ହାରିଛି କିନ୍ତୁ ବିଜେଡି ମାନସିକତା ଏବେ ବଂଚିଛି
Correct 💯💯💯💯💯
DCP should be suspended immediately.
BJD ତ ବହୁତ କରୁଥିଲା.... ବାଳ .. ନା
Anyway ପିଡିତଙ୍କୁ ନ୍ୟାୟ ମିଳୁ...
Ye DCP bi param achi se thana bala nku bancheiba chakkar re Lady jananka drink karichanti boli micha kahuchi media samna re
Dcp କଥାରେ ଦମ୍ ନାହିଁ। କିଛିବି କହିପାରୁ ନାହାନ୍ତି କଥା ରେବଡ ବଡ କରୁଛନ୍ତି। ପୁରା ମିଚ୍ଚ ଜଣା ପଡ଼ୁଛି।
DCP Pratik Singh cover to police Officer,
CM sir please take action against IIC and DCP
This pratik Singh should be charged and put in the Tihar Jail first.
Suspend the DCP immediately.
CCTV କାହିଁରେ DCP ବାବୁ
ସବୁ ବେଳେ FIR ଦରକାର ନା Action ବି ଦରକାର। ପୋଲିସ ର 100% ଦୋଷ ।
First the inefficient dcp should be suspended.
We Expect best results from , CM, and, PM,,, please, Save,,Odisha,,Jay'Jagannath
Video dcp ku tag karajau...
ପ୍ରିୟ ମୂଖ୍ୟମନ୍ତ୍ରୀ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ପୋଲିସ ସହାୟତା ବ୍ୟତୀତ ରାଜନୀତି କରିବା କଷ୍ଟକର କିନ୍ତୁ ଆପଣଙ୍କଠାରୁ ଜନ ସାଧାରଣ ଅନେକ ଆଶା ରଖିଛନ୍ତି। ନବୀନ ଥିଲେ କାର୍ଯାନୁଷ୍ଠାନ ନେଇ ସାରନ୍ତେଣି। ଯଦି ଠିକ୍ ଆକ୍ସନ ନ ନିଅନ୍ତି ତେବେ ନବୀନ ପାଖକୁ ଜନ ସାଧାରଣ ଯିବେ। ସାବଧାନ
Sir apana bahuta Bhala Loka .sanaman achhi .but apana semanaku banchaibaku michha kahuchhanti .
ଅଫିସ ର ପୁରା ଭିଡ଼ିଓ ଟା ଦେଖାଉ poblic ତାହାର ବିଚରା କରିବେ
Nice Nice Statement Sir.....we should judge the matter from both sides......
We Demand DCP Prateek Singh join Bollywood for his excellent acting. Jai Hind 🇮🇳
ଓଡ଼ିଶାର ସବୁ ଥାନାରେ ଏମିତି ଅଫିସର ଅଛନ୍ତି | ଜଗତ୍ସିଂହପୁର ଥାନାରେ ବି ଏମିତି ଅଫିସର ଅଛନ୍ତି, ରଙ୍ଗୀନ ଡ୍ରେସ୍ ପିନ୍ଧି ଥାନାରେ ବସୁଛନ୍ତି l
ପଇସା ନ ଦେଲେ ଥାନାରେ କେସ୍ କରୁ ନାହାନ୍ତି l
Bring all CCTV footage
DCP sir said that the lady officer explained.....Who agrees that Odisha police can understand anything without abusing?....
Pratik sing was narrating as he was present at that moment..
❤❤❤ଆହେ ମୁଖ୍ୟମନ୍ତ୍ରୀ ନିଜେ ଜାଣିଛନ୍ତି। ଥାନା ବାବୁ ଥାନାରେ ବ୍ୟବହାର କେମିତି କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଅନୁଭବ ପରେ, ତଦନ୍ତ ର ଆଉ କଣ ଆବଶ୍ୟକ ଅଛିକି?😂❤❤❤😂😂❤❤
❤
ଆଗ ଡିସିପି କୁ ବହିସ୍କାର କରନ୍ତୁ ମୋହନ ସରକାର
ମୁଖ୍ୟମନ୍ତ୍ରୀ ବି ଜାଣନ୍ତି ପୋଲିସ ର ବ୍ୟବହାର ।
Judicial enquiry is essential
ଶଳା ଡିସିପି ମିଛ କହୁଛି ଶଳାକୁ ପେଟ୍ରୋଲ ପକାଇ ଜାଳିଦେବା ଉଚିତ
ଏ ଲୋକ ଡିସିପି ନାଁ ବେହ୍ୟ ଛତରା ଟାଉଟର ଓଡିଶା ରେ ଏ ଲୋକ ଅଛି କେବଳ ଯେ କୈଣସି ପୂଜା ଆସିଲେ ଆସାନ୍ସ କରିବେ ପନ୍ଦର ଦିନ ଆଗରୁ କଣ କଣ ବାଜିବ
Always support Odisha police 🫶🫶
We are with Indian Army.
Vigilance and ED should look,,into the matter, and connections between each other's
DCP କୁ ସସ୍ପେଣ୍ଡ କର ଜଉ।।
Wah wah police 🚨🚨...
CM should do,,the ,needful as Requested
Mojar Sahab ape bachakar rehena chaiye beti ne jhut bol rahi hai ape bachakar rehena 🙏🙏🙏🙏🙏🙏🙏🙏🙏🙏🙏
ସାଧାରଣ ମହିଳାଙ୍କ ସାଥିରେ ଲଜ୍ଜା ଜନିତ କାଣ୍ଡ କରିବା ବେଳେ ଚାଲୁଥିବା ଗୋଡ ହାତ ଓ କଥା ଯେପରି ଚାଲୁଥିଲା ଏବେ କାହିଁକି ନିଷ୍କ୍ରିୟ ହେଇଯାଉଛି ?