Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ସାର୍ ଆମର ଧାନ ଫସଲ ବାହାରି ଆରମ୍ଭ ହେଲାଣି।ସାର୍ ।
Bahut sundar bahut jaruri agya ,Namaskar
Thank you
Verygoodkrusisampada
ବହୁତ୍ ସୁନ୍ଦର ଭିଡିଓ ଆଜ୍ଞା ,ବୁଝିବାରେ ସୁବିଧା ହେଉଛି
Sir kanda bindha poka sangare matiagundi poka pain ekasangare kan kan bisa spray kaiba
Very nice video sir thanks 🙏
So nice of you
very informative....
ବହୁତ ସୁନ୍ଦର ଭିଡିଓ
ବହୁତ ସୁନ୍ଦର ଆଜ୍ଞା ନମସ୍କାର 🙏🙏🙏
ସାର୍ ଅଲଗା ଅଲଗା ନା ସବୁ ସାଥିରେ
Sir dhanare patra goda kichhi kichhi gachhare dhala dekha jauchi sir please kau medicine daba tike kuhantu
ସାର୍ ଧାନ ୪୦ ଦୀନ ହେଲାଣି ।TALSTAR ବିସ କାମ କରିବ କି ।TALSTAR ବିଷ ଭଲ କାମ କରିବ କି
ଧାନ ଫସଲର କାଣ୍ଡ ବିନ୍ଧା, ପତ୍ର ମୋଡା ପୋକ କୁ ନିୟନ୍ତ୍ରଣ କରିବା ପାଇଁ Talstar କୀଟନାଶକ କୁ lit ପ୍ରତି 1.5ml ହିସାବରେ ସ୍ପ୍ରେ କରନ୍ତୁ।କିମ୍ବା Cartap hydrochloride 50%SP lit ପ୍ରତି 1.5gm ବା Coragene drum ପ୍ରତି 6ml ସ୍ପ୍ରେ କରନ୍ତୁ।
Sir Fungicide sahita ulala mari hebaki
Sir, dhana kshyira khaila bele sabu kala padi jauchhi kana spray karile haba., Tilt re jiba ki
Nice video sir
Sir kandabindha poka maruchhanti mali 4 ku
Sir lara 55ec ବିଷ ସାଙ୍ଗରେoccine miseiki deipareba na
Sar khara dine pana fasal haladiya pade mari jauche kou sara daba kuhantu tila
Sir Incipio synganta company kemiti kariba mu anichi Reply you sir
Gunia hela confider spary kale kama deba ki nahi sar
Apan kahutiva medicine Rayagada Muniguda Bissma attack ariare milunahi sair
Dhana gachare blasts roga pain kana medicine paka e ba sir
Thank you sir
Welcome
Nice informative video
Kanda bindha pooka Antha kitanask
Sir neck blast or mites keon samayare deba video gote post karibe 🙏
ସାର୍ ବାଇଗଣ ଗଛ ସନ୍ଧିଆ ହଉଚି କଣ କରିବାକୁ ପଡ଼ିବ
Sir please spreyer upare gote video banantu.kau prakara spreyer use kale bhala haba plz reply.
Sir 🙏 boren,and zinc ra kama kana
ua-cam.com/video/--HFQTZm7sY/v-deo.html
Lambdacylothrin4.9 re Gandhi poka ku niyatrana kari haba ki nai.....jadi haba.....kete ml per drum.....
Lambda cyhalothrin 4.9% କୁ lit ପ୍ରତି 0.5ml ହିସାବରେ ସ୍ପ୍ରେ କରି ପାରିବେ
Sir patrapoda pai main cop and strepto plus ani chi kama dabna
ପତ୍ର ପୋଡ଼ା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ potash ସାର କୁ ଏକର ପ୍ରତି 12kg ହିସାବରେ ପ୍ରୟୋଗ କରନ୍ତୁ।ତାପରେ Copper oxychloride ଓ Streptocycline କୁ ସ୍ପ୍ରେ କରନ୍ତୁ
Sir namaskar !Vestoria sangare kounasi kandabindha kitanashaka byabahar karipariba ki? Dayakari sir kahibe.
ନା vestoria ସହିତ କାଣ୍ଡ ବିନ୍ଧା କୀଟନାଶକ ମିଶାନ୍ତୁ ନାହିଁ।
Dhanyabad sir
Kanana
ଅରବିନ୍ଦ ସାର୍ ନମସ୍କାର । ଔଷଧ ମାନଙ୍କର ନାଁ ଟେକ୍ନିକାଲ ନାମ ବା କମ୍ପୋଜିସମ ଗୁଡାକ ଭିଡିଓ ରେ ଦେଖାଇବାକୁ ଅନୁରୋଧ । ଧନ୍ଯବାଦ ।
Thank you। ନିଶ୍ଚିନ୍ତ ଲେଖାଯିବ
Fipronil 5/sc
Sir dhano nali holodia heuchhi dhire dhire mori jauchhi plz suggest sir keu madicine spay koriba
ଧାନ ଫସଲ ରେ potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ। Copper oxychloride 50%WP lit ପ୍ରତି 3gm ସହିତ Plantomycine 1gm ମିଶାଇ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
❤ From Mayurbhanj 🎉
Mara jamire kandabidha and patramoda poka dekhili.kana kitanasaka pakeile 2ta ekatharake control heba. Please comment it😅
2ଟି ପୋକ ନିୟନ୍ତ୍ରଣ ପାଇଁ ଗୋଟିଏ କୀଟନାଶକ video ରେ କୁହା ଯାଇଛି
Vestoria sahita Amister Top combination chaliba ki ?
ପ୍ରଥମେ ଅଳ୍ପ ପାଣିରେ ମିଶାଇ ଦେଖନ୍ତୁ ଯଦି ଦ୍ରବଣ ଫାଟି ନଥାଏ ତେବେ ସ୍ପ୍ରେ କରନ୍ତୁ।
Fipronil 5% sc ku advance re dele BPH control heba kni
ପୋକ ନ ଲାଗିଲେ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ
Dhangachhare aga Patra haladia pari pachila dekhajauchhi sir .kana karibi.
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ
Progres 44ec
Cannon spray କରିଛି ଧାନ ରୁଆ ମାସେ ହେଲା ତାପରେ ଆଉ କ କରିଵି କହିବେ ଜଳଧି ଧାନ ଆଜ୍ଞା। ତଳ ସାର ପିଲ ସାର ଦିଆ ଯାଇଛି ତୋଡ ସାର ଵାକି ଅଛି ଆଉ କି ଔଷଧ ପଡିବ ନା ହରମନ ଦିଆ ହଵ କହିବେ ଆଜ୍ଞା ----।
ଫସଲ ରେ ପୋକ ଲାଗିଲେ କୀଟନାଶକ ପ୍ରୟୋଗ କରନ୍ତୁ
45ରୁ 50 ଦିନ ର ଧାନ ଫସଲ ରେ ହୁମିକ ଏସିଡ sprya କଲେ କେମିତି ହେବ ଜଣାଇବେ sir
ସ୍ପ୍ରେ କରି ପାରିବେ
Flonicamid 50wg acre prati dose 120gm darkar pade dhana pain
Sorry Ulala 60-80gm/Acre
Sir ପ୍ରଜାପତି ପୋକ କେମିତି ଦମନ କରାଯିବ ଏବଂ କେଉଁ ବିଷ ଦିଆଯିବ
କାଣ୍ଡ ବିନ୍ଧା ପୋକ ପାଇଁ କୁହାଯାଇଥିବା କୀଟନାଶକ କୁ ସ୍ପ୍ରେ କରନ୍ତୁ
Vestoria is the best for bph
Sar bakilagi kana dema dose kete
ବଙ୍ଗୀ ବା କହାଳିଆ ପୋକ ପାଇଁ କୀଟନାଶକ video ରେ ଦିଆଯାଇଛି।
Minecto xtar
ଧାନ ଗଛ ଲାଲୀ ରଙ୍ଗ ହେଉଛି କଣ କରିବି
Sabu tharu besi khyati monkey karuchhanti,ae monkey pain upaya batantu
ଧାନଗଛ ଚକଡା ଚକଡା ହୋଇ ଦବିଯାଏ। ପତ୍ର ସନ୍ଦିରେ ( କାଣ୍ଡ ପତ୍ରର ସନ୍ଦିରେ)ଛୋଟଛୋଟ ପୋକ ଦେଖାଯାଏ ।Thiamothaxiom ପ୍ରୟୋଗ କଲେ ମନ୍ଦା ମରୁଡିରୁ ରକ୍ଷା ପାଇବା କି?
Fstarajailo
Sir ମୋର ଧାନ ରେ ଫୁଲ ଖେଳେଉଚି ସେଥିରେ ପ୍ରଜାପତିୟା ପୁକ ଲାଗିଛି । Sir kn ବିଷ ପ୍ରୟଗ କରିବା
Cartap hydrochloride 50%WP lit ପ୍ରତି 2gm ବା Chlorontraniliprole 18.5%SC drum ପ୍ରତି 6ml
Rabi pasala re kanda poka adhika laguchanti
ua-cam.com/video/UVD8xdpJUUA/v-deo.html
ସାରେ ଗନ୍ଧିପୋକ ପାଇଁ କେତେବେଳେ ବିଷ ଦେବା ଧାନ ବାହାରିବା ପରେ ନା ବାହାରିବା ପୂର୍ବରୁ ଦୟାକରି କହିବେ।
ଧାନ ବାହାରିବା ପରେ
Sir 1 drum mane kete litter
15-16 ଲିଟର
Coragen
କାଣ୍ଡବିନ୍ଧା ପାଇଁ ସବୁଠାରୁ ଭଲ ମିଡ଼ିଶିନି କେଉଁଟି ସ୍ପ୍ରେ କରିବା ଦୟାକରି କୁହନ୍ତୁ ସାର
Video ରେ ଦିଆଯାଇଛି
Sir fungicide sahita ulala mari hebaki
ହଁ ମିଶାଇ ସ୍ପ୍ରେ କରନ୍ତୁ
Sair tamato tali pakeila bele keu medicen dele tali re puka lagibani ki pachi bani sethipai gote video karajau
Virtako of Synjenta company
one pesticide name u speak all are deases and poek cover one solution
KANGO -550
ସାର୍ ନମସ୍କାର, ସାର୍ ୨୬ ଦିନ ହେଲାଣି ରୁଆ ହେବାର । ରୁଆବେଳେ ୧kg ଗ୍ରୋମର,୨୫୦GM ପୋଟାସ,ଫତେରା ଦାନାଦର୍ (୨ଡିସିମିଲ କୁ)ଦେଇ ରୋଇଥିଲୁ କିନ୍ତୁ ଗ୍ରୋଥ୍ ଠିକ୍ ହୋଇନି କଣ ଆଉ କରିବା? ଧାନ -ସୋର୍ଣ୍ଣ ସବ୍ ୧, ଜଗତସିଂହପୁର କୁଜଙ୍ଗ
ଜୈବିକ ସାର BIOZYME ବା SAGARIKA ଗୁଣ୍ଠ ପ୍ରତି 400gm ସହିତ urea 1kg ପ୍ରୟୋଗ କରନ୍ତୁ।Humic Acid ସ୍ପ୍ରେ କରନ୍ତୁ।
@@krushisampada ଧନ୍ୟବାଦ୍ ସାର୍
ସାର ଆମେ ଅମିଷ୍ଟାର ଟପ ବ୍ୟବହାର କରିପାରିବା କି ?
କେଉଥିପାଇଁ ବ୍ୟବହାର କରିବେ
Bayer jump
jakada ruga lagicchi
Kapa ghacha ra phula phala jhadu jauchi
କପା ଫସଲରେ ଯଦି ଜୈବିକ ସାର ପ୍ରୟୋଗ କରି ନାହାନ୍ତି ତେବେ ଜୈବିକ ସାର BIOZYME ବା SAGARIKA ଏକର ପ୍ରତି 10kg ପ୍ରୟୋଗ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।3ଦିନ ପରେ ମାଟି ଓଦା ଥିବା ସମୟ ରେ Hormone Planofix କୁ 4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
କାଣ୍ଡ ବିନ୍ଧା ପୋକ,ଦୋହିଆ ପୋକ September ru October ଲାଗିଥାଏ ଆମେ ଥୋଡ ସାର ଦେଲା ପରେ ତାକୁ ସ୍ପ୍ର କରୁ ତାହା ଠିକ୍ ତ
ଠିକ୍ ଅଛି
ମୋରଧାନପତ୍ରର ଅଗଭାଗ ନାଲି ପଡିଯାଉଛି କେଉଷଧପକାଇବି ସାରେ
ଧାନ ଫସଲ ରେ potash ସାର ର ଅଭାବ ସହିତ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ potash ସାର ଏକର ପ୍ରତି 15kg ପ୍ରୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 2.5gm ସହିତ Plantomycine 1gm ହିସାବରେ ବା Copper oxychloride 50%WP drum ପ୍ରତି 38gm ସହିତ Steptocycline drum ପ୍ରତି 2gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।କିମ୍ବା Conika lit ପ୍ରତି 1.5-2gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir କାଣ୍ଡ ବିନ୍ଧା ପୋକ ଲଗି ମଞ୍ଜ କାଟି ଦଉ ସନ୍ତି ,canan ଦୁଇ ଥର ସ୍ପ୍ରେ କରିସରିଲି ଣୀ କିନ୍ତୁ କଣ୍ଟ୍ରୋଲ ହଉନାହାନ୍ତି କଣ କରିବି
Lamada
Sir ausadha ku paiba kauthu
ସାର୍ ଆମର ଧାନ ଫସଲ ବାହାରି ଆରମ୍ଭ ହେଲାଣି।ସାର୍ ।
Bahut sundar bahut jaruri agya ,Namaskar
Thank you
Verygoodkrusisampada
Thank you
ବହୁତ୍ ସୁନ୍ଦର ଭିଡିଓ ଆଜ୍ଞା ,ବୁଝିବାରେ ସୁବିଧା ହେଉଛି
Thank you
Sir kanda bindha poka sangare matiagundi poka pain ekasangare kan kan bisa spray kaiba
Very nice video sir thanks 🙏
So nice of you
very informative....
ବହୁତ ସୁନ୍ଦର ଭିଡିଓ
Thank you
ବହୁତ ସୁନ୍ଦର ଆଜ୍ଞା ନମସ୍କାର 🙏🙏🙏
Thank you
ସାର୍ ଅଲଗା ଅଲଗା ନା ସବୁ ସାଥିରେ
Sir dhanare patra goda kichhi kichhi gachhare dhala dekha jauchi sir please kau medicine daba tike kuhantu
ସାର୍ ଧାନ ୪୦ ଦୀନ ହେଲାଣି ।TALSTAR ବିସ କାମ କରିବ କି ।TALSTAR ବିଷ ଭଲ କାମ କରିବ କି
ଧାନ ଫସଲର କାଣ୍ଡ ବିନ୍ଧା, ପତ୍ର ମୋଡା ପୋକ କୁ ନିୟନ୍ତ୍ରଣ କରିବା ପାଇଁ Talstar କୀଟନାଶକ କୁ lit ପ୍ରତି 1.5ml ହିସାବରେ ସ୍ପ୍ରେ କରନ୍ତୁ।କିମ୍ବା Cartap hydrochloride 50%SP lit ପ୍ରତି 1.5gm ବା Coragene drum ପ୍ରତି 6ml ସ୍ପ୍ରେ କରନ୍ତୁ।
Sir Fungicide sahita ulala mari hebaki
Sir, dhana kshyira khaila bele sabu kala padi jauchhi kana spray karile haba., Tilt re jiba ki
Nice video sir
Thank you
Sir kandabindha poka maruchhanti mali 4 ku
Sir lara 55ec ବିଷ ସାଙ୍ଗରେoccine miseiki deipareba na
Sar khara dine pana fasal haladiya pade mari jauche kou sara daba kuhantu tila
Sir Incipio synganta company kemiti kariba mu anichi Reply you sir
Gunia hela confider spary kale kama deba ki nahi sar
Apan kahutiva medicine Rayagada Muniguda Bissma attack ariare milunahi sair
Dhana gachare blasts roga pain kana medicine paka e ba sir
Thank you sir
Welcome
Nice informative video
Thank you
Kanda bindha pooka Antha kitanask
Sir neck blast or mites keon samayare deba video gote post karibe 🙏
ସାର୍ ବାଇଗଣ ଗଛ ସନ୍ଧିଆ ହଉଚି କଣ କରିବାକୁ ପଡ଼ିବ
Sir please spreyer upare gote video banantu.kau prakara spreyer use kale bhala haba plz reply.
Thank you
Sir 🙏 boren,and zinc ra kama kana
ua-cam.com/video/--HFQTZm7sY/v-deo.html
Lambdacylothrin4.9 re Gandhi poka ku niyatrana kari haba ki nai.....jadi haba.....kete ml per drum.....
Lambda cyhalothrin 4.9% କୁ lit ପ୍ରତି 0.5ml ହିସାବରେ ସ୍ପ୍ରେ କରି ପାରିବେ
Sir patrapoda pai main cop and strepto plus ani chi kama dabna
ପତ୍ର ପୋଡ଼ା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ potash ସାର କୁ ଏକର ପ୍ରତି 12kg ହିସାବରେ ପ୍ରୟୋଗ କରନ୍ତୁ।ତାପରେ Copper oxychloride ଓ Streptocycline କୁ ସ୍ପ୍ରେ କରନ୍ତୁ
Sir namaskar !Vestoria sangare kounasi kandabindha kitanashaka byabahar karipariba ki? Dayakari sir kahibe.
ନା vestoria ସହିତ କାଣ୍ଡ ବିନ୍ଧା କୀଟନାଶକ ମିଶାନ୍ତୁ ନାହିଁ।
Dhanyabad sir
Kanana
Thank you
ଅରବିନ୍ଦ ସାର୍ ନମସ୍କାର । ଔଷଧ ମାନଙ୍କର ନାଁ ଟେକ୍ନିକାଲ ନାମ ବା କମ୍ପୋଜିସମ ଗୁଡାକ ଭିଡିଓ ରେ ଦେଖାଇବାକୁ ଅନୁରୋଧ । ଧନ୍ଯବାଦ ।
Thank you। ନିଶ୍ଚିନ୍ତ ଲେଖାଯିବ
Fipronil 5/sc
Sir dhano nali holodia heuchhi dhire dhire mori jauchhi plz suggest sir keu madicine spay koriba
ଧାନ ଫସଲ ରେ potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ। Copper oxychloride 50%WP lit ପ୍ରତି 3gm ସହିତ Plantomycine 1gm ମିଶାଇ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
❤ From Mayurbhanj 🎉
Mara jamire kandabidha and patramoda poka dekhili.kana kitanasaka pakeile 2ta ekatharake control heba. Please comment it😅
2ଟି ପୋକ ନିୟନ୍ତ୍ରଣ ପାଇଁ ଗୋଟିଏ କୀଟନାଶକ video ରେ କୁହା ଯାଇଛି
Vestoria sahita Amister Top combination chaliba ki ?
ପ୍ରଥମେ ଅଳ୍ପ ପାଣିରେ ମିଶାଇ ଦେଖନ୍ତୁ ଯଦି ଦ୍ରବଣ ଫାଟି ନଥାଏ ତେବେ ସ୍ପ୍ରେ କରନ୍ତୁ।
Dhanyabad sir
Fipronil 5% sc ku advance re dele BPH control heba kni
ପୋକ ନ ଲାଗିଲେ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ
Dhangachhare aga Patra haladia pari pachila dekhajauchhi sir .kana karibi.
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ
Progres 44ec
Cannon spray କରିଛି ଧାନ ରୁଆ ମାସେ ହେଲା ତାପରେ ଆଉ କ କରିଵି କହିବେ ଜଳଧି ଧାନ ଆଜ୍ଞା। ତଳ ସାର ପିଲ ସାର ଦିଆ ଯାଇଛି ତୋଡ ସାର ଵାକି ଅଛି ଆଉ କି ଔଷଧ ପଡିବ ନା ହରମନ ଦିଆ ହଵ କହିବେ ଆଜ୍ଞା ----।
ଫସଲ ରେ ପୋକ ଲାଗିଲେ କୀଟନାଶକ ପ୍ରୟୋଗ କରନ୍ତୁ
45ରୁ 50 ଦିନ ର ଧାନ ଫସଲ ରେ ହୁମିକ ଏସିଡ sprya କଲେ କେମିତି ହେବ ଜଣାଇବେ sir
ସ୍ପ୍ରେ କରି ପାରିବେ
Flonicamid 50wg acre prati dose 120gm darkar pade dhana pain
Sorry Ulala 60-80gm/Acre
Sir ପ୍ରଜାପତି ପୋକ କେମିତି ଦମନ କରାଯିବ ଏବଂ କେଉଁ ବିଷ ଦିଆଯିବ
କାଣ୍ଡ ବିନ୍ଧା ପୋକ ପାଇଁ କୁହାଯାଇଥିବା କୀଟନାଶକ କୁ ସ୍ପ୍ରେ କରନ୍ତୁ
Vestoria is the best for bph
Thank you
Sar bakilagi kana dema dose kete
ବଙ୍ଗୀ ବା କହାଳିଆ ପୋକ ପାଇଁ କୀଟନାଶକ video ରେ ଦିଆଯାଇଛି।
Minecto xtar
Thank you
ଧାନ ଗଛ ଲାଲୀ ରଙ୍ଗ ହେଉଛି କଣ କରିବି
Sabu tharu besi khyati monkey karuchhanti,ae monkey pain upaya batantu
ଧାନଗଛ ଚକଡା ଚକଡା ହୋଇ ଦବିଯାଏ। ପତ୍ର ସନ୍ଦିରେ ( କାଣ୍ଡ ପତ୍ରର ସନ୍ଦିରେ)ଛୋଟଛୋଟ ପୋକ ଦେଖାଯାଏ ।Thiamothaxiom ପ୍ରୟୋଗ କଲେ ମନ୍ଦା ମରୁଡିରୁ ରକ୍ଷା ପାଇବା କି?
Fstarajailo
Sir ମୋର ଧାନ ରେ ଫୁଲ ଖେଳେଉଚି ସେଥିରେ ପ୍ରଜାପତିୟା ପୁକ ଲାଗିଛି । Sir kn ବିଷ ପ୍ରୟଗ କରିବା
Cartap hydrochloride 50%WP lit ପ୍ରତି 2gm ବା Chlorontraniliprole 18.5%SC drum ପ୍ରତି 6ml
Rabi pasala re kanda poka adhika laguchanti
ua-cam.com/video/UVD8xdpJUUA/v-deo.html
ସାରେ ଗନ୍ଧିପୋକ ପାଇଁ କେତେବେଳେ ବିଷ ଦେବା ଧାନ ବାହାରିବା ପରେ ନା ବାହାରିବା ପୂର୍ବରୁ ଦୟାକରି କହିବେ।
ଧାନ ବାହାରିବା ପରେ
Sir 1 drum mane kete litter
15-16 ଲିଟର
Thank you sir
Coragen
Thank you
କାଣ୍ଡବିନ୍ଧା ପାଇଁ ସବୁଠାରୁ ଭଲ ମିଡ଼ିଶିନି କେଉଁଟି ସ୍ପ୍ରେ କରିବା ଦୟାକରି କୁହନ୍ତୁ ସାର
Video ରେ ଦିଆଯାଇଛି
Sir fungicide sahita ulala mari hebaki
ହଁ ମିଶାଇ ସ୍ପ୍ରେ କରନ୍ତୁ
Sair tamato tali pakeila bele keu medicen dele tali re puka lagibani ki pachi bani sethipai gote video karajau
Virtako of Synjenta company
Thank you
one pesticide name u speak all are deases and poek cover one solution
KANGO -550
Thank you
ସାର୍ ନମସ୍କାର, ସାର୍ ୨୬ ଦିନ ହେଲାଣି ରୁଆ ହେବାର । ରୁଆବେଳେ ୧kg ଗ୍ରୋମର,୨୫୦GM ପୋଟାସ,ଫତେରା ଦାନାଦର୍ (୨ଡିସିମିଲ କୁ)ଦେଇ ରୋଇଥିଲୁ କିନ୍ତୁ ଗ୍ରୋଥ୍ ଠିକ୍ ହୋଇନି କଣ ଆଉ କରିବା? ଧାନ -ସୋର୍ଣ୍ଣ ସବ୍ ୧, ଜଗତସିଂହପୁର କୁଜଙ୍ଗ
ଜୈବିକ ସାର BIOZYME ବା SAGARIKA ଗୁଣ୍ଠ ପ୍ରତି 400gm ସହିତ urea 1kg ପ୍ରୟୋଗ କରନ୍ତୁ।Humic Acid ସ୍ପ୍ରେ କରନ୍ତୁ।
@@krushisampada ଧନ୍ୟବାଦ୍ ସାର୍
ସାର ଆମେ ଅମିଷ୍ଟାର ଟପ ବ୍ୟବହାର କରିପାରିବା କି ?
କେଉଥିପାଇଁ ବ୍ୟବହାର କରିବେ
Bayer jump
Thank you
jakada ruga lagicchi
Kapa ghacha ra phula phala jhadu jauchi
କପା ଫସଲରେ ଯଦି ଜୈବିକ ସାର ପ୍ରୟୋଗ କରି ନାହାନ୍ତି ତେବେ ଜୈବିକ ସାର BIOZYME ବା SAGARIKA ଏକର ପ୍ରତି 10kg ପ୍ରୟୋଗ କରନ୍ତୁ।
NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।3ଦିନ ପରେ ମାଟି ଓଦା ଥିବା ସମୟ ରେ Hormone Planofix କୁ 4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
କାଣ୍ଡ ବିନ୍ଧା ପୋକ,ଦୋହିଆ ପୋକ September ru October ଲାଗିଥାଏ ଆମେ ଥୋଡ ସାର ଦେଲା ପରେ ତାକୁ ସ୍ପ୍ର କରୁ ତାହା ଠିକ୍ ତ
ଠିକ୍ ଅଛି
ମୋରଧାନପତ୍ରର ଅଗଭାଗ ନାଲି ପଡିଯାଉଛି କେଉଷଧପକାଇବି ସାରେ
ଧାନ ଫସଲ ରେ potash ସାର ର ଅଭାବ ସହିତ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।
ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ potash ସାର ଏକର ପ୍ରତି 15kg ପ୍ରୟୋଗ କରନ୍ତୁ।
Copper oxychloride 50%WP lit ପ୍ରତି 2.5gm ସହିତ Plantomycine 1gm ହିସାବରେ ବା Copper oxychloride 50%WP drum ପ୍ରତି 38gm ସହିତ Steptocycline drum ପ୍ରତି 2gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
କିମ୍ବା Conika lit ପ୍ରତି 1.5-2gm ହିସାବରେ ସ୍ପ୍ରେ କରନ୍ତୁ।
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।