The People Of Odisha Will Give a Befitting Reply to Modi | Sr Political Analyst Rabi Das Reaction

Поділитися
Вставка
  • Опубліковано 11 тра 2024
  • Watch Senior Political Analyst Rabi Das Reaction On PM Modi Speech During Odisha Visit.
    #politicalanalyst #rabidas #pmmodispeech #odishabjp #odishaelection2024 #2024electionsurvey #bjdvsbjp #bjpodisha #bjpmanifesto2024 #bjpelectionplan #odianews #risingodisha
    Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
    #RisingOdisha #OdiaNews #WebChannel
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
    Rising Odisha Web Channel:
    ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
    We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
    #RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
    Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    “ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Social Link :
    ➠Visit Our Website: www.risingodisha.in/
    ➠UA-cam: / @risingodishanews
    ➠Facebook: / risingodisha.news
    ➠Twitter: / rising_odisha

КОМЕНТАРІ • 3,1 тис.

  • @pravakarparida3745
    @pravakarparida3745 26 днів тому +350

    ଏ ଲୋକର ଡବଲ ରୋଲ

    • @narendrakpalai3995
      @narendrakpalai3995 26 днів тому +7

      P.M thiki kahi nahanti,

    • @JitendraRout-li3xx
      @JitendraRout-li3xx 26 днів тому

      👊👊👊👊👊

    • @Dukhanbabu-vw8nq
      @Dukhanbabu-vw8nq 26 днів тому

      BJP hatao Modi Ko bhagao desh bachao Modi sala chor hai sabse bada jhoota hai

    • @subhransuroutray6291
      @subhransuroutray6291 26 днів тому

      To modi ra doubless roll sala feku modi eebe 2 masa purbaru chandikhol meeting Jan kahithile modi nabeena lokapriya mukhya mantree eebe soduchi menta helani boli domuhan modi

    • @prabhasbaral
      @prabhasbaral 26 днів тому +5

      Bikri😢

  • @harekrushnabehera3138
    @harekrushnabehera3138 26 днів тому +294

    ତୁ ଏ ଘର ମାଉସୀ ସେ ଘର ପିଉସୀ ହୋଇ ନିଜ ଇଜ୍ଜତ କୁ କେତେ ଆଉ ନିଲାମ କରିବୁ ?

    • @user-dh4md4zk7d
      @user-dh4md4zk7d 26 днів тому

      E gute pagal kukur ae itar katha thik naina pagal ae mental

    • @user-db5to6xm1i
      @user-db5to6xm1i 26 днів тому

      Modi ji ko Odisha BJP murkh banaa rahi hai, aur jaisa Odisha BJP kah rahi hai Modi Aisa kar rahe hain, Modi ko Dhyan rakhna chahie, Manmohan ko party se hata Dena chahie

    • @arabindapadhi8367
      @arabindapadhi8367 26 днів тому +7

      Very good reply

    • @dhamirona8662
      @dhamirona8662 26 днів тому +2

      Tautor loko ta pura poisa khau munda biku ta

    • @abhayasahoo2276
      @abhayasahoo2276 26 днів тому +2

      Right

  • @josephnayak613
    @josephnayak613 25 днів тому +45

    ଭାରତର No 1 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @razkumar3773
    @razkumar3773 12 днів тому +3

    ଏ ସମ୍ବାଦୀକ ବରିଷ୍ଠ ହେଲେ ମଧ୍ୟ ପଇସା ଯେଉଁଠି ମିଳିଲେ ସେ ପାଂଟି ସପକ୍ଷରେ କହନ୍ତି

  • @NilamaniSahu-de9rl
    @NilamaniSahu-de9rl 26 днів тому +264

    ଜଣେ ୫ ଥର ନିର୍ବାଚିତ ହୋଇଆସୁଛି ମାନେ ନୁହେଁ ଲୋକପ୍ରିୟତା ଅଛି। ନୋଟ୍ ବଳରେ ମଦ ମାଂସ ଭୋଜି ଦେଇ ଟଙ୍କା ବାଣ୍ଟି କ୍ଷମତାର ଅପ ବ୍ୟବହାର କରି ନିର୍ବାଚନ ଜିତିବାକୁ ଲୋକପ୍ରିୟତା କୁହାଯାଇ ପାରେନା।

    • @kishorpati4836
      @kishorpati4836 26 днів тому +7

      To ghare heithiba

    • @jitendramishra9363
      @jitendramishra9363 26 днів тому +13

      Nabin no 1

    • @9777111323
      @9777111323 26 днів тому

      ତୁ କେଡେ ମଘୀୟା କିରେ

    • @panditnilamanipanda6638
      @panditnilamanipanda6638 26 днів тому +14

      ଵିଜେପି ମଦ ଵନ୍ଦ କରିଵକି। ସାଧରଣଜ୍ଞାନ ନାହିଁ। ରଵି ଦାସ ଙ୍କ ପରି ବରିଷ୍ଠ ସାମ୍ବାଦିକ ଙ୍କୁ ଅପମାନିତ କରିବା ଠିକ୍ ନୁହେଁ।

    • @jyotsnaranipanda2613
      @jyotsnaranipanda2613 26 днів тому +10

      ନବୀନ ବାବୁ ନମ୍ବର ୱାନ

  • @sarat1294
    @sarat1294 26 днів тому +277

    ରବିବାବୁ ତମକୁ ବେଶି ବାଧୁଛି,

    • @user-uq9le7ri1m
      @user-uq9le7ri1m 26 днів тому +7

      Sata kahila tote kon pain badhuchi

    • @debabratadhal5392
      @debabratadhal5392 26 днів тому

      ​@@user-uq9le7ri1mtu bala satia taa

    • @rock_boy_niku
      @rock_boy_niku 26 днів тому +5

      Bjp 💗

    • @kkarunakaramahanandia9980
      @kkarunakaramahanandia9980 25 днів тому +8

      ଏମାଗିହାକୁ କାହିଁକି ପଚାରୁଚ ଏ ବିଜେଡିର ଭଡ଼ାଟିଆ ସାମ୍ବାଦିକ

    • @balajeepradhan9406
      @balajeepradhan9406 25 днів тому +2

      2024me fir modi bjp zindabad

  • @abinashnayak8840
    @abinashnayak8840 25 днів тому +9

    ଏ ବୁଢା ପାଗଳ ହେଇଗଲାଣି
    ଏ ସଳା କଥା କେହି ଶୁଣନି
    ମୋଦି ଯେତେବେଳେ ଜନ୍ମ ହେଇନଥିଲା ସେତେବେଳଠାରୁ ଏ ବୁଢା ମୋଦି କୁ ବିରୋଧ କରେ

  • @sudhirkumarsahu4705
    @sudhirkumarsahu4705 25 днів тому +7

    You maybe senior journalist but your analysis are worng ,you may ask to CM to tell 10 village of Kantabaji constituency with out paper

  • @bipinbiharipradhan4581
    @bipinbiharipradhan4581 26 днів тому +138

    ରବି ଦାସ ଓଡ଼ିଶା ଭୋଟରଙ୍କ ଠିକାଦାର, ଏ ବାବୁଙ୍କ ଇଚ୍ଛାରେ ସବୁଭୋଟ ଅଛି। ବିକା କିଣା ଲୋକ।

  • @adhardhal9046
    @adhardhal9046 26 днів тому +140

    ଏ ଶଳା ବୁଢା ପାଗଳ ଭଳି ଗପୁଛି

    • @shantiswarupapati8366
      @shantiswarupapati8366 26 днів тому +1

      👍👍👍👍😅😅😅😅😅

    • @subhashreeswain7118
      @subhashreeswain7118 17 днів тому

      Kharap laguni nija jeje bayasa ra lokanku ete respect dei katha haucha,tama sanskara kan jana padi jauchi.

    • @subhashreeswain7118
      @subhashreeswain7118 17 днів тому

      Jie respect daba jani nahanti se election katha kan kahuchanti god bless you

  • @Rohit777sports
    @Rohit777sports 25 днів тому +13

    ଶାଳ କୁକୁର ଏଥର ପରିବ୍ରତନ ହେବ ପଇସା ଖାଇଛି ନାଇ 50ଲଖ୍ୟ ଖାଇଛି ବିଜେପି ବିଜେପି ବିଜେପି

  • @user-wn3do9nz3q
    @user-wn3do9nz3q 24 дні тому +1

    ଆଛା ନବୀନ ଓଡିଶା ପାଁଇ କେତେ ଉର୍ନତ ମୂଳକ କାର୍ଯ୍ୟ ହୋଇଛି 25 ବ୍ରଷ ର ହିସାବ ଦେ ବେକି. ମୋଦି ଯାହା କରିଛନ୍ତି କମ ବର୍ଷରେ ଏଇଟା କୋଉ ସରକାର କରିଛି ଇଏ ଗୋଟେ ତମର କୁଶାସନ କଥା କହୁଛନ୍ତି ଏଇଟା ଓଡିଶା ବସି ତମକୁ କ୍ଷମା କରିବେନି, ତମେ ଗୋଟେ ଦେଶ ଦୃହି ହୋଇଥିବ,ଯିଏକି ଇଣ୍ଡିଆ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିକି ଯିଏ ଅପ ମାନ କରିଛି ତା ପାଁଇ ତୁରନ୍ତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବା ଦରକାର

  • @user-ub3nx4py8x
    @user-ub3nx4py8x 26 днів тому +70

    ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ଠିକ କହିଛନ୍ତି.......!

    • @prabhakarbaral3171
      @prabhakarbaral3171 26 днів тому +2

      ପାଣ୍ଡିଆ ହଟାଅ ଓଡ଼ିଶା ବଞ୍ଚାଅ

    • @jyotsnaranipanda2613
      @jyotsnaranipanda2613 26 днів тому +1

      ନବୀନ ବାବୁ ନମ୍ବର ୱାନ

    • @gobindamangaraj1113
      @gobindamangaraj1113 26 днів тому

      Bjp hatao desh banchao

    • @balmikipatel8148
      @balmikipatel8148 26 днів тому +1

      Nabin phir cm hoga

    • @dayasagarkisan5730
      @dayasagarkisan5730 26 днів тому

      ଭାଇ କହିଲ ଜିଲ୍ଲାର ରାଜଧାନୀ କାହାକୁ କୁହାଯାଏ

  • @laxmidharsahoo5823
    @laxmidharsahoo5823 26 днів тому +57

    ଏବେ କିଛି ମାସ ହେଲାଣି ଆପଣ ପକ୍ଷ ନେଇ ମନ୍ତବ୍ୟ ଦେଉଛନ୍ତି, ଦୟାକରି ସବୁ comments ପଢିବାକୁ ଅନୁରୋଧ

  • @situsahoo2482
    @situsahoo2482 25 днів тому +4

    ଶ୍ରୀଯୁକ୍ତ ରବି ବାବୁ ଆପଣଙ୍କ ଏ ବିଷୟରେ ଟିକେ କୁହନ୍ତୁ ମାନ୍ୟବର ନବୀନ ବାବୁ କେତେ ଦିନ ଓଡ଼ିଶା ଲୋକଙ୍କୁ ମାଗଣା ଶିକ୍ଷା ଦେବେ.କିଏ କହିଥିଲା ବିଜୁଳି ବିଲ ମାଗଣା ୧୦୦ ୟୁନିଟ ପର୍ଯ୍ୟନ୍ତ.ଆମେ କହିଥିଲୁ ଆମକୁ ଦରକାର ବେକାରୀ ସମସ୍ୟା ରେ କେମିତି ବ୍ରେକ ଲାଗିବ.ଆପଣ ଜଣେ ଭଲ ଚାଟୁକାର

  • @user-wn3do9nz3q
    @user-wn3do9nz3q 24 дні тому +1

    ନବୀନ ତାର ଘୋର ରୁ ଟଙ୍କା ଦେଉନାହାନ୍ତି ଶଳା ଆମେ ଯାଇକି ଦାଦନ ଖଟିବୁ, ଆମ ପଇସାରେ ଆମକୁ ରଙ୍ଗ ଲଗେଇବୁ ନବୀନ ବାବୁ ନିଜେ କାମକରିକି ଦେଉ, କେତେ ଦେଉଛି ଦେଖିବା, ମଉସା ଭାଷଣ ମାରୁଛ ଗୁଳା ପାଇଛ ବୋଧେ ତମୋର ପୁଅକୁ ଆମ ପାଖକୁ ଛାଡ଼ କାମ କରିବୁ ନହେଲେ ତମେ ଆସ କାମ କରିକି ପଇସା, ଯେତିକି ହବ ଓଡିଶା ବାସୀମାନଙ୍କୁ, ଆ.ଗରିବି ଲୁକ ମାନଙ୍କୁ ବଞ୍ଚାଓ ରଖ୍ୟା କର ମର୍ଦ ପୋଣିଆ ଦେଖାଓ, ଆମେ ତୋମକୁ 🙏🙏🙏 କୋରିବୁ

  • @laxmansahoo4681
    @laxmansahoo4681 26 днів тому +50

    ରବିଙ୍କ ନବୀନ ପ୍ରେମ, କଣ ଅଛି ଗୁମର କଥା, ମଦ ପାଈଁ ମୁଖ୍ୟ ମନ୍ତ୍ରୀ 🎉

  • @sumantakubehera5135
    @sumantakubehera5135 26 днів тому +146

    ଏ ସାମ୍ବାଦିକ ବାବୁ BJD ର ଚମଚା ଠିକ୍ ଲୋକ ନୁହଁ ଆମ cm ଯେମିତି ଭାଷଣ ଦେଉଛନ୍ତି ଜଣେ ପ୍ରଥମ ଶ୍ରେଣୀରେ ପଢ଼ୁ ଥିବା ପିଲା ଠାରୁ ଆହୁରି ଖରାପ କାଗଜ କଲମ ରେ ଡିଗ୍ରୀ କଲେ କଣ ଲାଭ ଆପଣ ପକ୍ଷ ପାତା ସାମ୍ବାଦିକ

    • @AjitKumar-ed9dz
      @AjitKumar-ed9dz 26 днів тому +2

      Correct reaction 🎉

    • @AjitKumar-ed9dz
      @AjitKumar-ed9dz 26 днів тому +3

      Naveen is Great Leader.

    • @RockStar-zb9jb
      @RockStar-zb9jb 26 днів тому +2

      ଓଡ଼ିଶା କେବଳ BJD ହିଁ ସରକାର ଗଠନ କରିବ 💯🎉🎉

    • @HemantMajhi-yi3fr
      @HemantMajhi-yi3fr 26 днів тому

      Bjd bhadatiaa sambhadika

    • @biswanathpradhan7549
      @biswanathpradhan7549 26 днів тому

      Modi relies on teleprompter for his speech. He can't say anything without teleprompter. That's why he has not held a single press conference in 10 years.

  • @hemantakumarsarangi4917
    @hemantakumarsarangi4917 25 днів тому +1

    ରବି ଦାସ ଜଣେ ବରିଷ୍ଠ ସାମ୍ବାଦିକ।ତାଙ୍କ ତୁଣ୍ଡରେ ଏଭଳି କଥା ଶୋଭା ପାଉନି।ଓଡ଼ିଶାରେ ଶାସନ କେମିତି ଚାଲିଛି ତାଙ୍କର ଯଥେଷ୍ଟ ଧାରଣା ଅଛି।ତେଣୁ ଏପରି ମନ୍ତବ୍ୟ ଠିକ ହେଲାନି

  • @abinashnayak8840
    @abinashnayak8840 25 днів тому +1

    ଭାରି ଖୁସି ହେଇକି ମୋଦି କୁ ବିରୋଧ କରୁଚି
    ସଳା ତାମିଲ ଗୋଲାମ

  • @BikramPradhan-lt8fw
    @BikramPradhan-lt8fw 26 днів тому +65

    ଯାହା କହିଛନ୍ତି ଠିକ୍ କହିଛନ୍ତି ।ତୁସଲା ନବୀନ ଠୁ କେତେ ଟଙ୍କା ଖାଇଛୁ ।

    • @hemantapanda6309
      @hemantapanda6309 25 днів тому +1

      ରବି ଦାସ ପୂର୍ବରୁ bjd ବିରୁଦ୍ଧରେ କହୁଥିଲା କିନ୍ତୁ ଏବେ ପାଣ୍ଡୁ ଠୁ କେତେଟଙ୍କା ଖାଇଛି ଯେ କେବଳ ବିଜେପି ବିରୁଦ୍ଧରେ କହୁଛି... ଏ ଶଳାକୁ କଣ କୁହାଯିବ...

  • @bibhutipradhan432
    @bibhutipradhan432 26 днів тому +104

    ମୋଦୀ ଠିକ୍ କହିଛନ୍ତି

    • @bikashsahoo2640
      @bikashsahoo2640 26 днів тому +1

      Jaha helebi se ama cm ama odisha ku asi ama cm nku emiti kahiba jane high profile neta modinka tharu asa karajaena eha tanka personality ku chhota karuchhi

    • @bikashsahoo2640
      @bikashsahoo2640 26 днів тому +1

      PARTY VOTE JITIBA ALAGA KATHA CM NKA PERSONALITY KU NEI KAHIBA THIK NUHE

    • @banajdas5247
      @banajdas5247 26 днів тому

      Murkha loka class 10 parjyantu patha padhina naa kan
      Patha padhithile ei katha kahi nathanta

    • @rakeshpradhan6972
      @rakeshpradhan6972 25 днів тому

      Andhabhakta 😅

    • @user-td3dp7br6h
      @user-td3dp7br6h 25 днів тому

      Modi pagal heigalani

  • @likunbapunmultimedia2090
    @likunbapunmultimedia2090 25 днів тому +7

    ସାର୍ ତୁମ ପ୍ରତି ମୋର ଚିନ୍ତା ଧାରା କିଛି ଅଲଗା ଥିଲା କିନ୍ତୁ ଆଜି ଆପଣ ଙ୍କ ର ବାର୍ତ୍ତା ଶୁଣି ମୋତେ ଲାଗୁଛି ଆପଣ ଜଣେ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ବିଶେଷ ଏଜେଣ୍ଟ ଭାବରେ ବାର୍ତ୍ତା ଦେଉଛନ୍ତି। ଭିକେ ପାଣ୍ଡ ଯଦି ଆଜି ଏତେ ଉପରେ ‌ସେଥିପାଇଁ ଆପଣଙ୍କ ଭଳି କିଛି ସମ୍ବାଦିକ ଦାୟୀ। କ'ଣ ଓଡ଼ିଆ ନେତା ନାହାନ୍ତି କି।

  • @SamantaMajhi-sm2pq
    @SamantaMajhi-sm2pq 25 днів тому +3

    ଭୋଟ ପାଇବାଟା ଭଲ ବ୍ୟକ୍ତିତ୍ଵ ନୁହଁ , ନବୀନ ଜଣେ ଅଯୋଗ୍ୟ ବ୍ୟକ୍ତି । ଜନତାଙ୍କ ଭୁଲ ବୁଝାମଣା ପାଇଁ ଭଗବାନ ରାମଙ୍କୁ ମଧ୍ୟ ସୀତା ମାତାଙ୍କୁ ବିନା ଦୋଷରେ ବନବାସ ପଠେଇବାକୁ ପଢିଥିଲା । ପ୍ରକୃତରେ କଣ ସୀତା ଅପରାଧୀ ଥିଲେ କି ? ତେଣୁ ଭୋଟ ପାଉଥିବା ଲୋକ ଯେ ଜଣେ ଭଲ ବ୍ୟକ୍ତି ତାହା ଠିକ ନୁହେଁ।

  • @kailashmohanta6476
    @kailashmohanta6476 26 днів тому +80

    ନିଜର ବ୍ୟକ୍ତିତ୍ଵ କାହିଁକି ନଷ୍ଟ କରୁଛନ୍ତି।
    ଆପଣଙ୍କ ପାଖରେ ସାମ୍ବାଦିକତା ଗୁଣ କମ୍ ଅଛି।ଚାଟୁକାରିତା ବେଶି ଅଛି।

  • @HemaPradhan-op9lm
    @HemaPradhan-op9lm 26 днів тому +33

    ଜି ଏ,ପଇସା,ପାଇଲା, ସିଏ,ଗପିବ

  • @kaminilatapriyadarshini7779
    @kaminilatapriyadarshini7779 24 дні тому +1

    ରବିବାବୁ ବାସ୍ତବତାକୁ ଆସନ୍ତୁ. ବିନା କାଗଜରେ ନବିନ ବାବୁ ଓଡିଶା ସଂପର୍କରେ କିଛିବି ତଥ୍ଯ ରଖି ପାରିବେକି। ୨ ଜଣ ଜୋକର ବର୍ତ୍ତମାନ ଓଡିଶାବାସିଙ୍କ ମନୋରଞ୍ଜନ କରୁଛନ୍ତି। କେତେବେଳେ ଲୁଙ୍ଗି ପିନ୍ଧି ତ ଆଉ କେତେବେଳେ ଡାହା ମିଛ କହି ହେଉ ଓଡିଶାବାସିଙ୍କୁ ଭୁଆଁ ବୁଲାଉଛନ୍ତି। ଏକଥା ଅନ୍ଯମାନଙ୍କ ଅପେକ୍ଷା ଆପଣ ଠିକ ବୁଝିଛନ୍ତି. ତେଣୁ ଏପ୍ରକାର ମନ୍ତବ୍ଯ ଆପଣଙ୍କ ମୁହଁରେ ଆଦୋି ଶୋଭା ପାଉନି..

  • @voiceofroushaner4386
    @voiceofroushaner4386 24 дні тому +6

    ରବି ବାବୁ, ତମକୁ କେହି ଶୁଣିବାକୁ ଚାହୁଁନାହାନ୍ତି ଏଥର କଂଗ୍ରେସ ହିଁ ଓଡିଶାରେ ଆସିବ | ତମେ ଖାଲି ଚୁପ ହୋଇ ବସିକି ଦେଖ,

  • @Harekrishna....947
    @Harekrishna....947 26 днів тому +88

    ଦେଶ ସୁରକ୍ଷିତ ମୋଦି ପାଇଁ

    • @user-db5to6xm1i
      @user-db5to6xm1i 26 днів тому +2

      Kintu udisa mein Modi surakshit nahin rah pa rahe hain ismein Manmohan samal theek nahin kar raha hai, Modi acche aadami Hain kintu Odisha BJP Modi ko murkh banaa liya hai

    • @ranjitbhuyan3348
      @ranjitbhuyan3348 26 днів тому

      Right

    • @user-ge6gs6kn7y
      @user-ge6gs6kn7y 26 днів тому

      Micha new kuhani

    • @subhransuroutray6291
      @subhransuroutray6291 26 днів тому +3

      Odisha surakhitaa nabeena nka payeen

    • @raymstudu
      @raymstudu 26 днів тому

      Balo na

  • @shibabehera3702
    @shibabehera3702 26 днів тому +112

    କେତେ ଟଙ୍କା ରେ ବିକ୍ରି ହୋଇଛୁ ବିଜେଡି ଦଳକୁ,

  • @onedayyouandme3268
    @onedayyouandme3268 25 днів тому +1

    ଓଡ଼ିଶା ଲୋକ ତ ବୋକା ବୋଲି ବାହାରେ ସମସ୍ତେ କହୁଛନ୍ତି ପ୍ରଧାନମନ୍ତ୍ରୀ କଣ ଭୁଲ୍ ଟା କହି ଦେଲେ କି। ବୋକା ନ ହେଇଥିଲେ ତାମିଲ୍ ଲୋକ କୁ ଅନିକି ନିଜ ମୁଣ୍ଡ ରେ ବସେଇ ଥାନ୍ତେ କି

  • @sibanandamallik0sm
    @sibanandamallik0sm 25 днів тому +1

    ରବି ବାବୁ ମୁଁ ଆପଣଙ୍କୁ ଶୁଣିବାକୁ ପସନ୍ଦ କରୁଥିଲି ହେଲେ ଏବେ ଆପଣ ଯେଉଁଭଳି ଭାବେ ସତ୍ୟ କୁ ଲୁଚାଇବାକୁ ଚେଷ୍ଟା କଲେ ମତେ ଲାଗୁନି କି ଆପଣ ନିରପେକ୍ଷ ହୋଇ ଆଉ ଅଛନ୍ତି।

  • @Harekrishna....947
    @Harekrishna....947 26 днів тому +75

    ଜଯ ବିଜେପି ଜଯ ବିଜେପି

  • @DasarathiPanda-on5vh
    @DasarathiPanda-on5vh 26 днів тому +56

    30 ଜିଲ୍ଲାର ନା କହି ଦିଅନ୍ତୁ

    • @rajkumardandapat1748
      @rajkumardandapat1748 26 днів тому +1

      Ta Modi district ra capital kahiba 😂

    • @debabratamohapatra3754
      @debabratamohapatra3754 26 днів тому +2

      ଜିଲ୍ଲା ର ରାଜଧାନୀ (capital) ଅଛି ବୋଲି ମୁଁ ଆଜି ଜାଣିଲି । ଧନ୍ୟବାଦ ପ୍ରଧାନ ମନ୍ତ୍ରୀ

    • @balmikipatel8148
      @balmikipatel8148 26 днів тому +1

      Modi also can't say

  • @damodartiadi5482
    @damodartiadi5482 26 днів тому +5

    Govt should change in odisha in 2024 general election It is right for odisha

  • @bhupenkumardas9427
    @bhupenkumardas9427 5 днів тому

    ଆପଣଙ୍କ ମତରେ ଓଡ଼ିଶାର ବିକାଶ ପାଇଁ ଆମ ଓଡ଼ିଶା ସରକାର ଠିକ୍ ଅଛି ମୋର ଏଥିରେ ସହମତି ପ୍ରକାଶ କରୁଛି

  • @nabinbehera2581
    @nabinbehera2581 26 днів тому +58

    ରବି ଦାସ BJD ଗୋଲାମ not a political specialist

    • @rajendraswainswain6878
      @rajendraswainswain6878 22 дні тому

      Time will come. Rabu Dash will be valuable as a top political analyzer in Nation.let us wait at keast one year ti value him.

    • @rajendraswainswain6878
      @rajendraswainswain6878 22 дні тому

      Nabin is better than Modi in education.hreallth care. Farm.factory.posting of Orissa youth to covert the nation and Global family which may not be possible by Modi.Is Rsm temple sufficient to solve all the problem of diseas .learning.searching life partner.giving job and yielding food?

    • @rajendraswainswain6878
      @rajendraswainswain6878 22 дні тому

      Modi is a blind believer to ruin the nation.

  • @bipinbiharipatra9480
    @bipinbiharipatra9480 26 днів тому +41

    ସମୟକୁ ଅପେକ୍ଷା କରନ୍ତୁ

  • @sauravagarkar2283
    @sauravagarkar2283 5 годин тому

    ଏଇଟା ଗୋଟେ ପଇସା ଖିଆ ଟାଉଟର ମୋ ବାଳ ସାମ୍ବାଦିକ.... ସାମ୍ବାଦିକ ନାଁରେ ଏଇଟା ଗୋଟେ କଳଙ୍କ.... ଶଳା ପାଣ୍ଡୁ ପେଳ ଚଟା ବେଶି ଛୋଡ଼ି ହଉଚି

  • @abinashnayak8840
    @abinashnayak8840 25 днів тому +1

    ତୋଭଳି ମୁରଖ ଠାରୁ ଆମେ କିଛି ଶୁଣିବାକୁ ଚାହୁଁ ନୁ

  • @ihehehhdhdudududududududu
    @ihehehhdhdudududududududu 26 днів тому +77

    ଯାହା ବି ହେଉ ଓଡିଶା ରେ ଏଥର ପରିବର୍ତ୍ତନ ହେବ

  • @sushantakumardas3807
    @sushantakumardas3807 26 днів тому +36

    ଆପଣ କେବେ ନବିନ୍ବ ବାବୁ କଂୁ ଦେଖା କରିଛନ୍ତି କି?

    • @user-iq7he6oe6m
      @user-iq7he6oe6m 26 днів тому

      ଏହି ଲୋକ ସପନ ରେ ବେଶୀ ଦେଖୁଚି।

  • @abinashnayak8840
    @abinashnayak8840 25 днів тому +1

    ଏ ସଳାଟି ଜନ୍ମ ରୁ ମୋଦି କୁ ବିରୋଧ କରେ

  • @devidattasisirkumarsabata6446
    @devidattasisirkumarsabata6446 25 днів тому +3

    ମହାଶୟ,
    ଆମ ମାନ୍ୟବର ମୁଖ୍ୟ ମନ୍ତ୍ରୀ ରାଜ୍ୟ ଶାସନ କାର୍ଯ୍ୟ ନିର୍ବାହ ଦୃଷ୍ଟିରୁ ବର୍ତ୍ତମାନ ଶାରୀରିକ ଓ ମାନସିକ ସ୍ତରରେ ଯେଉଁ ଅବସ୍ଥାକୁ ଆସିଗଲେଣି ତାକୁ ଅନୁଧ୍ୟାନ କରି ଜଣେ ସାଧାରଣ ଲୋକ ମଧ୍ୟ ଏହି ପ୍ରଶ୍ନ କରିବା ସ୍ୱାଭାବିକ ଯାହା ମାନନୀୟ ପ୍ରଧାନ ମନ୍ତ୍ରୀ ଆକ୍ଷେପ କରିଛନ୍ତି। ଏଥିରେ କ୍ଷୁବ୍ଧ ହେବା ସାଧାରଣ ବିଚାରର ପରିଚୟ ନୁହେଁ। କାଲି ଯାହାର ଯଶ ଗାନ ହେଉଥିଲା ଆଜି ତା'ର ଅପମାନ କରିବା ଠିକ୍ ନୁହେଁ। କିନ୍ତୁ ନିଜେ ମୁଖ୍ୟ ମନ୍ତ୍ରୀ ନିଜ ସମ୍ମାନକୁ ବଜାୟ ରଖିବାଭଳି କାର୍ଯ୍ୟ ନକରି ସର୍ପ ମୁଖରେ ପଶ୍ଚାତ୍ ଭାଗରୁ ଅର୍ଦ୍ଧାଧିକ ଗ୍ରାସୀତ ମଣ୍ଡୁକ ସମୀପରେ ଯାଉଥିବା ଏକ ଝିଣ୍ଟିକାକୁ ଖାଇବା ଲୋଭ ବଳାଉଥିବାସମାନ କାମ କରି ଏମିତି ଅନେକ ଅପମାନ ଜନକ ମନ୍ତବ୍ୟର ଶିକାର ହେଉଛନ୍ତି। ଏକତଃ ଆମ ଓଡି଼ଶାର ମୁଖ୍ୟ ମନ୍ତ୍ରୀ ଓଡି଼ଆ ପଢି଼ପାରିବା, ଲେଖିପାରିବା, କହିପାରିବା କିମ୍ବା ବୁଝିପାରିବା ଲୋକ ନୁହନ୍ତି ଅନ୍ୟ ପକ୍ଷରେ ତାଙ୍କ ଭାଷା ସୁଗମବୋଧ ସହାୟକ ବୋଧହୁଏ ତାଙ୍କୁ (ମୁଖ୍ୟ ମନ୍ତ୍ରୀଙ୍କ ପ୍ରତି) ସମଗ୍ର ରାଜ୍ୟବାସୀଙ୍କ ଭଲ ମନ୍ଦ ସମସ୍ତ ପ୍ରତିକ୍ରିୟା ଠିକ୍ ଅବଗତ କରାଉନାହାନ୍ତି। ପ୍ରକୃତରେ ଆମ ମୁଖ୍ୟ ମନ୍ତ୍ରୀଙ୍କୁ ଭ୍ରମରେ ରଖି ତାଙ୍କ ଦଳର ଅନ୍ୟ ସମସ୍ତେ ରାଜ୍ୟର ସମ୍ପତ୍ତି ଲୁଟି ନେଉଛନ୍ତି। ଆଉ ଲୋକସେବା ନାମରେ ସବୁପ୍ରକାରର ଦୁସ୍ଥକାର୍ଯ୍ୟ କରି ଓଡି଼ଶାବାସୀଙ୍କୁ ଖୁବ୍ ଠକିଚାଲିଛନ୍ତି। ଏକଥା ମଧ୍ୟ ସତ୍ୟ ଯେ ଜଣେ ଧୂର୍ତ୍ତ ଅଣଓଡି଼ଆ ରାଜନୈତିକ ଫାଇଦା ଲୋଭୀ ପ୍ରଶାସନିକ ଅଧିକାରୀ ଇଚ୍ଛାକୃତ ଅବସର ଗ୍ରହଣ କରି ମୁଖ୍ୟ ମନ୍ତ୍ରୀଙ୍କ ଦଳର ଉପମୁଖ୍ୟ ହୋଇ ଖୋଦ୍ ମୁଖ୍ୟ ମନ୍ତ୍ରୀଙ୍କୁ ଯେମିତି କଣ୍ଢେଇଭଳି ନଚାଉଛନ୍ତି ଓ ନିଜେ ମୁଖ୍ୟ ମନ୍ତ୍ରୀ ମଧ୍ୟ ଗୋଟିଏ ପୋଷାପ୍ରାଣୀଭଳି ନାଚୁଛନ୍ତି ତାହା ସାରା ଦୁନିଆ ଦେଖୁଛି ଏବଂ କେବଳ ସେହି ଧୂର୍ତ୍ତର ଚାଟୁକାରମାନଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହାର ସମାଲୋଚନା ମଧ୍ୟ କରୁଛନ୍ତି। ଏହି ପରିସ୍ଥିତି ଓ ପରିପ୍ରେକ୍ଷୀରେ ମାନନୀୟ ପ୍ରଧାନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଭୁଲ ବିବେଚନା କରିବା ଅନୁଚିତ। ଏଥିରେ ଏକେତ ମୁଖ୍ୟ ମନ୍ତ୍ରୀଙ୍କ ଉପଦେଷ୍ଠା ବା ମାର୍ଗଦର୍ଶକଙ୍କ ଭାବ ବିନିମୟ ଉପସ୍ଥାପନା ବା ଅବଗତ କରାଇବାରେ ଜାଣିଶୁଣି କରୁଥିବା ଭୁଲ ହେଉଛି ଅଥବା ପଶ୍ଚାତ୍ ଭାଗରୁ ଅର୍ଦ୍ଧାଧିକଗ୍ରାସିତ ବେଙ୍ଗର ବିଚାର ମୁଖ୍ୟ ମନ୍ତ୍ରୀଙ୍କ ମନରେ ଲାଖି ରହିଛି। ତେଣୁ ମୁଖ୍ୟ ମନ୍ତ୍ରୀ ଓ ତାଙ୍କ ସମର୍ଥକମାନେ ମଧ୍ୟ ମାନନୀୟ ପ୍ରଧାନ ମନ୍ତ୍ରୀଙ୍କୁ ଆକ୍ଷେପକରି ଅନେକ କଟୁ ସମାଲୋଚନା ଓ କୁମନ୍ତବ୍ୟ ଦେଇଛନ୍ତି। ଜାଣିଶୁଣି ବା ଉଦ୍ଦେଶ୍ୟମୂଳକଭାବେ ଏକତରଫାକଥା କହିବା ନାହିଁ। ଜଣେ ମଧ୍ୟ ରାଜ୍ୟବାସୀଙ୍କ ଉଚିତ ପ୍ରତିକ୍ରିୟାକୁ ଅଣଦେଖା କରାପାରିବା ନାହିଁ।
    ଆପଣଙ୍କ ଉପସ୍ଥାପନା ଓ ଆମ୍ଭର ସୈଦ୍ଧାନ୍ତିକ ତଥ୍ୟରେ କେତେ ସାମଞ୍ଜସ୍ୟ ଓ କେତେ ପ୍ରଭେଦ ରହିଛି ତାହା ଗଭୀର ଅନୁଧ୍ୟାନର ବିଷୟ। ଆଗାମୀ ସମୟରେ କେହି କାହାକୁ ବ୍ୟଙ୍ଗ, ବିଦ୍ରୁପ ବା କଟୁ ଆକ୍ଷେପ ନକରନ୍ତୁ।🙏

    • @hemantkumarroutray407
      @hemantkumarroutray407 21 день тому

      ଆରେ ମୁଁ ଭାବିଥିଲି ଏ ଜଣେ ଭଲ ବ୍ୟକ୍ତିତ୍ଵ ଥିବା ଲୋକ ବୋଲି,ବାସ୍ତବରେ ଏ ଲୋକ ହେଉଛି ଚାଟୁକାର,ଭଡାଟିଆ,ବତୀପେଲା ।
      ଏହାର କଥାକୁ ବିଶ୍ବାସ ନକରି ସୁଚିନ୍ତିତ ମତ
      ଦାନ କରନ୍ତୁ ।

  • @user-rl3ur7fh2g
    @user-rl3ur7fh2g 26 днів тому +52

    ରବି ବାବୁ ବାର୍ଦ୍ଧକ୍ୟ ସମୟରେ ବିକ୍ରି ହେଇ ଯାଇଛନ୍ତି ।। ସେ ଅବସର ସାମ୍ବାଦିକ, ତାଙ୍କ ପାଖରୁ ମତ ନ ନେଇ ଯୁବ ସମାଜକୁ ପଚାରନ୍ତୁ ।।

  • @rajanikantachoudhury2343
    @rajanikantachoudhury2343 26 днів тому +30

    ରବିବାବୁ ତୁମଠାରୁ ଏ ପ୍ରକାର ଦ୍ବିମତ ଆଶାକରାଯାଉନାହିଁ

  • @abinashnayak8840
    @abinashnayak8840 25 днів тому +4

    ଏ ସଳା ଟି ଦେଶ ବିରୋଧୀ ଲୋକଟା

  • @abinashnayak8840
    @abinashnayak8840 25 днів тому +1

    ତୁମେ ଦୟାକରି ଟିକେ ନିରପେକ୍ଷ ସାମ୍ବାଦିକ ହୁଅ
    ଏ ବୁଢା ବୟସରେ ଟିକେ ଠିକ୍ କଥା କହ ରେ ବୁଢା
    କେତେ ଆଉ ମିଛ କହିବୁ

  • @santoshkumardas3727
    @santoshkumardas3727 26 днів тому +93

    ରବି ଦାସ ହଉଚି bjd ଲୋକ ନିଯେବୋକା ଜୟ bjp

  • @jagabandhumajhi6138
    @jagabandhumajhi6138 26 днів тому +77

    ବିଜୁ ଜନତା ଦଳର ଚାଟୁକାର

    • @tunanayak6185
      @tunanayak6185 26 днів тому

      ରବି ବାବୁ ବିଜେଡି ଚମଚା, ତାଙ୍କର ନିଜର କିଛି aukat ନାହିଁ , ପଇସା ପେଇଁ ସେ ସବୁ କହିବେ,

  • @ghasinayak4616
    @ghasinayak4616 24 дні тому +3

    ଆଜି ପର୍ଯ୍ୟନ୍ତ ଓଡ଼ିଆ ଶିଖି ପାରିଲେ ନାହିଁ। ଆପଣ ଆଖିଲାତି କରୁଛନ୍ତି।

  • @madhusudannayak9242
    @madhusudannayak9242 24 дні тому

    ଆପଣଙ୍କ ଭାଷାରେ ଓଡିଶା ବାସୀ ସତରେ ମେଣ୍ଢା, ନ ହୋଇଥିଲେ ଗୋଟେ ସରକାରକୁ 5 ଥର ସୁଯୋଗ ଦେଇ ନ ଥାନ୍ତେ, ମୁଁ କହୁନି ନବୀନ ପଟ୍ଟନାୟକ ଜଣେ ଖରାପ ଲୋକ କିନ୍ତୁ ଜଣେ ତାମିଲ ଅଫିସରଙ୍କ କଥାରେ ଓଡିଶା ସମ୍ପୂର୍ଣ ବିକ୍ରି ହେବାକୁ ବସିଲାଣି, ଜୟ ଜଗନ୍ନାଥ

  • @rajendradey4255
    @rajendradey4255 26 днів тому +20

    ନବୀନ ପଟ୍ଟନାୟକ ପାଖରୁ କେତେ ଟକାଂ ନେଇଚ ତମକୁ ଲଜ୍ଜା ନାହିଁ ତୁ ପରମ ମାଗି...... ଶଳା

  • @nimaimahapatra3744
    @nimaimahapatra3744 26 днів тому +64

    ତୁମେ କେଉଁ ସାମ୍ବାଦିକରେ‌ ଗଣା। ତୁମେ ବେଶୀ ଜ୍ଞାନୀ ବ୍ୟକ୍ତି ନୁହଁ।

  • @sanjeebthanapati166
    @sanjeebthanapati166 День тому

    ରବିଆ, ଯୁଆଡେ ବର୍ଷା ସିଆଡେ ଛତା। ଧନ୍ୟ ଧନ୍ୟରେ ୍୍୍୍୍।

  • @SudhansuSwain-cm4gi
    @SudhansuSwain-cm4gi 25 днів тому

    ନବୀନ ବାବୁଙ୍କୁ ପଚାରିଲ ସେ 30ଜିଲ୍ଲା ନାଁ କହି ପାରିବେ,, ଟଙ୍କା ଆଉ ମାଗଣା ଯୋଜନାରେ ସେ ମୁଖ୍ୟମନ୍ତ୍ରୀ ହେଇଛନ୍ତି ଆଉ ଏବେ ଲୋକ ବୁଝିଲେଣି ତୁମକୁ କହିବାକୁ ପଡ଼ିବନି

  • @sunilrauto5923
    @sunilrauto5923 26 днів тому +49

    ବୁଢ଼ା ଭଲ ପଇସା କମେଇ ଦେଲା

  • @user-oq8ve6lo8i
    @user-oq8ve6lo8i 26 днів тому +58

    ରବି ଦାସ କିଛି ଜାଣି ନାହାନ୍ତି l ଖାଲି ସଫେଇ କରୁଛନ୍ତି l

    • @durgeshpatra4498
      @durgeshpatra4498 26 днів тому +1

      ସେ ଠିକ ଓଡିଆ ଲୋକ ଓଡିଶା ର ମୁଖ୍ୟମନ୍ତ୍ରୀ କୁ କହିବା ସେ ସହିପାରୁନାହାନ୍ତି ତୁମେ ମାନେ ଓଡିଆ କେମିତି ସହୁଛ ସହିବା କଥା ନୁହେଁ ଗୁଜୁରାଟ ରୁ ଆସି ଆମ ମାଟିରେ ଠିଆ ହେଇ ଏତେ କଥା ଆମ ଓଡିଆ କୁ କହିଲେ

  • @abinashnayak8840
    @abinashnayak8840 25 днів тому +1

    ତୁ ଆଜି ଯାଏ ଓଡିଶା ପାଇଁ କଣ କରିଚୁ ଟିକେ କହନି
    Tv ରେ ବସିକି ଖାଲି ମୋଦିକୁ ବିରୋଧ କରି ଶିଖୁଚୁ

  • @santoshkumarmohapatra78
    @santoshkumarmohapatra78 3 дні тому

    ଦି ଧାଡ଼ି ଓଡିଆ କହି ପାରୁନାହାନ୍ତି, କହିଲେ କଣ ଭୁଲ କହିଲେ , ଆପଣ ଏଇ ସରୁ ବୁଦ୍ଧି ବାହାର କରନ୍ତୁ ନାହିଁ ପୁଣି ଫଳ ଓଲଟା ହେବ ,

  • @syamghana3055
    @syamghana3055 26 днів тому +52

    ଟଙ୍କା ନେଇ ଚ କି ଭାଇ ବହୁତ ଗପୁଚ

    • @SureshKumar-lu7dq
      @SureshKumar-lu7dq 26 днів тому +1

      Tome BJP thu anicho bodhe, tenu Kori experience achi

  • @Harekrishna....947
    @Harekrishna....947 26 днів тому +34

    ବୁଢା ମରିବାକୁ ବସିଲାଣି କପଟ ଭରପୁର

  • @tirthanandapradhan5080
    @tirthanandapradhan5080 9 днів тому

    ଏଥର BJP ନୁହଁ BJD କୁ ଉଚିତ୍ ଜବାବ୍ ଦେବେ।ସେ ନବୀନ ଙ୍କୁ କିଏ ଜାଣିଥିଲା ,ଯୋଉ ମାନେ ତାଙ୍କୁ ରାଜନୀତି କୁ ଆଣିଥିଲେ ସେମାନଙ୍କୁ ସେ ବାହାର କରି ଦେଲା ଏବେ ତା ବେଳ ଆସିଛି ,ସେ ଏଥର ତିନି ପlଞ୍ଜିରୁ ଯିବ।

  • @santoshpanigrahi4933
    @santoshpanigrahi4933 24 дні тому

    ନବୀନ ପଟ୍ଟନାୟକଙ୍କ ଙ୍କ ପରି ମୁଖ୍ୟମନ୍ତ୍ରୀ କେବେବି ଆଉ ମିଳିବେ ନାଂହି।।ତାଙ୍କ ବ୍ୟକ୍ତିତ୍ୟ,,କାହା ବିରୂଧରେ ବି କୁହାନ୍ତିନି ନବୀନ ପଟ୍ଟନାୟକ।।

  • @umacharansadangi8388
    @umacharansadangi8388 26 днів тому +25

    ଇଂରେଜ ଶାସନ ଆଉ କେତେଦିନ ରହିବ ବାହାର ହାକିମ ଙ୍କୁ ଦୋଳିରେ ବସାଇ , ଲୋକେ ଥେଇ ଥୈ ହୋଇ ନଚିବେ ଓଡ଼ିଶାରେ ନେତାଙ୍କ ଅଭାବ ନାହିଁ ତେଣୁ ଏହି ପ୍ରକାର ମନ୍ତବ୍ୟ ଗ୍ରହଣୀୟ ନୁହେଁ , ଯେଉଁମାନେ ବିଚରବନ୍ତୋ ସେମାନେ ପଣ୍ଡିଆଙ୍କ ବିତଣ୍ଡା ଯୁକ୍ତି କୁ ଗ୍ରହଣ କରିବେନି ।

    • @krushnachandranayak8057
      @krushnachandranayak8057 26 днів тому

      ଏକଥା ଆମେ କହିବା ଉଚିତ୍ ନୁହେଁ ଆମର ଓଡ଼ିଆ ନେତା ମାନଙ୍କର କାମ

  • @prasantaaruk4358
    @prasantaaruk4358 26 днів тому +22

    ଏ ଗୋଟେ BJD ର ଟାଉଟର

    • @Abirachandramajhi
      @Abirachandramajhi 26 днів тому +2

      ଶାକୁନି
      ଏବଂ ଭଦ୍ର ଖଳନାୟକ

  • @UttamDas-lm6rk
    @UttamDas-lm6rk 24 дні тому

    ନବୀନଙ୍କ ଭଳି ଭଦ୍ରୋଚିତ ବ୍ୟବହାର ମୋଦି
    ଶିଖି ନାହାନ୍ତି, ଦେଖାଇବେ କ'ଣ ?

  • @birendrasa
    @birendrasa 18 днів тому

    ଆଶା କରେ ଲେଖକମାନଙ୍କ କମେଣ୍ଟ ପିଢିଲାପରେ ରବି ଦାସ ଆଉ ଚାଟୁକାର ପେଷା ଛାଡି ଦେବ।

  • @1984sib
    @1984sib 26 днів тому +38

    ମୁଁ ଏକମତ ନୁହେଁ । ନରେନ୍ଦ୍ର ମୋଦୀ ପୁରା ଠିକ୍ କଥା କହିଛନ୍ତି । ଏହି ସାମ୍ବାଦିକଙ୍କର କିଛି ଜ୍ଞାନ ଥିଲା ପରି ମୋର ମନେ ହୁଏ ନାହିଁ । ପ୍ରକୃତ ଶିକ୍ଷିତ ଆଉ ସଚେତନ ଓଡ଼ିଆ ଲୋକ ଭୋଟ ଦେବାକୁ ବାହାରିଲେ, ବିଜେପି ନିଶ୍ଚୟ ଜିତିବ ଏବଂ ବିଜେଡ଼ି ହାରିଯିବ ।

    • @user-dk5ni4df5g
      @user-dk5ni4df5g 26 днів тому +1

      Pura thik Katha kahicha bhai ..thik laka jadi vote debe BJP nihati Asiba ❤.

    • @rabindrarout6441
      @rabindrarout6441 26 днів тому +1

      କଣ ଠିକ ମୂର୍ଖ ପ୍ରଧାନ ମନ୍ତ୍ରୀ... ଜିଲ୍ଲା ର ରାଜଧାନୀ କହୁଛନ୍ତି ଲଜ୍ୟା ଲାଗୁନି....... ଶିକ୍ଷାନାହିଁ ର ପ୍ରମାଣ

    • @dayasagarkisan5730
      @dayasagarkisan5730 26 днів тому

      ​@@rabindrarout6441
      ଠିକ କହିଲ

    • @1984sib
      @1984sib 26 днів тому +1

      @@rabindrarout6441 ଜିଲ୍ଲା ର ରାଜଧାନୀ ହେଉଛି, ତାର ସଦର ମହକୁମା ।

  • @akpanda8369
    @akpanda8369 26 днів тому +39

    ଏହି ସାମ୍ବାଦିକ ଭଲ ଭାବରେ ଜାଣିଛନ୍ତି, ଯାହା ପାଣ୍ଡିଆନ ଲେଖିକି ଦେଲେ ସେଇଆ ପଢ଼ିଦେଲେ, ଯେଉଁଭଳି ଭାବରେ ପ୍ରଧାନମନ୍ତ୍ରୀ ଆଲୋଚନା କରୁଛନ୍ତି, ସେଇଭଳି ଭାବରେ ଆସି କୁହନ୍ତୁ. ବିଜେପି ବିରୋଧୀ ସାମ୍ବାଦିକ ବିଜେପି ଜିତିବାର ସାମ୍ବାଭାନା ଆସିବାରୁ ୟାଙ୍କର ପେଟ ମୋଡ଼ୁଛି.

  • @sanjaynaik5117
    @sanjaynaik5117 25 днів тому

    ବିଜେଡି କଥାରେ ଏ ମହାଶୟ ବାଚାଳ ହେଇଗଲେଣି। ଆଛା ରବିବାବୁ କହିବେ କି ଓଡିଶା ବିଷୟରେ ନବୀନ କଣ ଜାଣିଛନ୍ତି, କଣ ପାଇଁ ଏ ନବୀନ ଓଡ଼ିଆ କହି ପାରୁନାହାନ୍ତି, ଓଡିଶାକୁ ଚଳାଉଛି କିଏ।

  • @JogeswarMajhi-yp2mh
    @JogeswarMajhi-yp2mh 25 днів тому

    ଓଡ଼ିଶା ର ଲୋକ ଯେତେ ଦିନ ପର୍ଯ୍ୟନ୍ତ ଗରିବ, ହେଇ ରହିଥିବେ ସେତେଦିନ ଯାଏ bjd ଦଳ ଓଡ଼ିଶା ରେ ଶାସନ କରୁଥିବ,,ଯଦି ଦକ୍ଷିଣ ଭାରତ ର ଲୋକ
    ପ୍ରାୟତଃ ଧନୀ ତେଣୁ ସେ ରାଜ୍ୟ ରେ ନିରଙ୍କୁଶ ସରକାର ତିଷ୍ଟି ପାରି ନାହିଁ,,ତେଣୁ
    ଓଡିଶା ସରକାର କେବେ ଚାହିବେ ନାହିଁ,,,ସବୁ ଧନୀ ହୁଅନ୍ତୁ ଆଉ ମୋ କ୍ଷମତା ଚାଲି ଯାଉ,,,

  • @kunalbehera5028
    @kunalbehera5028 26 днів тому +61

    CM ଯଦି ସବୁ ଜିଲ୍ଲା ନାମ ଜାଣିଛନ୍ତି ତାହେଲେ କହିକି ମୋଦି ଙ୍କ ମୁଁହ ଚୁପ୍ କରାନ୍ତୁ,, CM କିଛି ଜାଣିନାହାନ୍ତି ଏଇଟା ସତ,,CM ଏବେ କଣ୍ଢେଇ ଆଉ ଓଡିଆ ଲୋକ ସଚେତନ ହେବା ଦରକାର.

    • @9777111323
      @9777111323 26 днів тому

      ହଇରେ ମଘୀୟା ଆମ cm କଣ modira ହଳିଆ...

    • @mohanty56
      @mohanty56 26 днів тому +3

      ମୋଦୀ କୁ କାଗଜ ନ ଦେଖି ଗୁଜରାଟ ର ସବୁ ଜିଲ୍ଲା ର ନାମ ତଥା ଜିଲ୍ଲା ର କ୍ୟାପିଟାଲ ନାମ ପଚର। ଦେଖିବା କେମିତି କହିଛନ୍ତି

    • @RajBharadwaj23
      @RajBharadwaj23 26 днів тому

      Useless fellow what u r talking

    • @kunalbehera5028
      @kunalbehera5028 26 днів тому +4

      @@mohanty56 ସେ କଣ ଆମ CM ଙ୍କ ଭଳି ହେଇଛନ୍ତି କି କଣ୍ଢେଇ 😊

    • @kunalbehera5028
      @kunalbehera5028 26 днів тому +3

      @@mohanty56 ଓଡ଼ିଶା ଚାହୁଁଛି ପରିବର୍ତ୍ତନ ବହୁତ ତାମିଲ୍ ଶାସନ ହେଲା ଆଉ ନୁହଁ

  • @gautamsahoo559
    @gautamsahoo559 26 днів тому +40

    ଆପଣଙ୍କର ଯେତେ ରାଜନୈତିକ ଜ୍ଞାନ ଥିଲେ ବି ଆପଣ ଏଇଠି ଫେଲ୍ ମାରିଲେ।
    ଦେଶର ପ୍ରଧାନ ମନ୍ତ୍ରୀ ଯେତେବେଳେ ରାଜ୍ୟର ଗଳି କନ୍ଦିରେ ଆସି ନିର୍ବାଚନ ରାଲି କରୁଛନ୍ତି, ଏଥିରୁ ନବୀନ ପଟ୍ଟନାୟକଙ୍କ ଶକ୍ତି ବିଷୟରେ ଆଲୋଚନା କରିବା ଦରକାର କି?

  • @s.khurdha9371
    @s.khurdha9371 25 днів тому

    ଆପଣ ମାନେ ଓଡ଼ିଶା ର ଜିଲ୍ଲା ମାନଙ୍କ ରାଜ ଧନୀ କୁହନ୍ତୁ

  • @srinibasdash5671
    @srinibasdash5671 25 днів тому

    ରବି ସାର୍ ମହୋଦୟ ଆପଣଙ୍କ ଠାରୁ ଏଭଳି ମତ ଶୋଭା ପାଉ ନାହିଁ ।

  • @narendrasahoo9891
    @narendrasahoo9891 26 днів тому +45

    ତୁ କିଛି ଦିନ କଂଗ୍ରେସ ପଛରେ ଥିଲୁ, ଏବେ ବିଜେଡି ପଛରେ ଅଛୁ

  • @ihehehhdhdudududududududu
    @ihehehhdhdudududududududu 26 днів тому +47

    Pm kichi bi bhul କହିନାହାନ୍ତି

  • @s.khurdha9371
    @s.khurdha9371 25 днів тому

    ସାରା ଦେଶରେ ଏହି ଅବସ୍ଥା ମୋଦି ର ମୁଣ୍ଡ ଖରାପ ହୋଇ ଗଲାଣି ସବୁ ରାଜ୍ୟରେ ମୋଦି ପାଗଳ ଭାଷଣ ଦେଉଛି
    ମୁସଲମାନ ମନ୍ଦିର ପାକିସ୍ତାନ ଏହି ଭାଷଣ ଦେଉଛି
    RSS ସବୁ ଜାଣିଚି ଆଉ ଚୁପ୍ ହୋଇଛି BJP ର 200 ରୁ କମ ସିଟ୍ ଆସିଲା ତେବେ ମୋଦି ହଟିବ ଆଉ ନୀତିନ ଗଡକରି ପ୍ରଧାନ ମନ୍ତ୍ରୀ ହେବେ NDA ର

  • @sajitpadhiary3555
    @sajitpadhiary3555 25 днів тому

    ନରେନ୍ଦ୍ର ମୋଦି ଗୁଜୁରାଟ ରୁ ବାହାରି ଦିଲ୍ଲୀରେ ପହଂଚି ଗଲେଣି କିନ୍ତୁ ତମ ନବୀନ ବାବୁ ଓଡିଶା ରେ ରହି ଓଡିଶା କୁ ତଳ ପଟୁ ଏକ ନମ୍ବର କରିସାରିଲେଣି ।

  • @tejaswininayak2326
    @tejaswininayak2326 26 днів тому +30

    ଏ ବୁଢା ଟଙ୍କା କେଇଟା ପାଇଁ ମୁଣ୍ଡ ବିକି ଦେଇଛି ମୋଦି ଭୂଲ କହି ନିଁ

  • @sachindramajhi3398
    @sachindramajhi3398 26 днів тому +17

    ନିରାଟ ସତ୍ୟ କଥା ରବି ବାବୁ ଙ୍କୁ ଅଡ଼ୁଆ ଲାଗୁଛି l ରବି ବାବୁ ତାଙ୍କ ଛାତି ରେ ହାତ ରଖି କୁହନ୍ତୁ ବର୍ତ୍ତମାନ ଓଡ଼ିଶା କୁ କିଏ ଶାସନ କରୁଛି ? ସାରା ଭାରତରେ ନବୀନ ଏକ ନିଆରା ମୁଖ୍ୟ ମନ୍ତ୍ରୀ ଯିଏ ନିଜ ରାଜ୍ୟ ର ମାତୃଭାଷା ଜାଣନ୍ତି ନାହିଁ l ବହୁତ ଅଣ ଓଡିଆ ମାନେ ବହୁତ ଅଳ୍ପ ଦିନରେ ଭଲ ଓଡ଼ିଆ କହି ପାରୁଥିବା ବେଳେ , ନବୀନ ୨୫ ବର୍ଷ ପରେ ବି କାହିଁକି ଓଡ଼ିଆ କହି ପାରୁ ନାହାନ୍ତି, ରବି ବାବୁ ବୁଝେଇ କହିବେ କି ?
    ବହୁତ୍ ହୋଇଗଲା ତାମିଲ ଶାସନ l ଏବେ ଶାସନ ର ପରିବର୍ତନ ଦରକାର l

    • @manoranjandash3134
      @manoranjandash3134 26 днів тому +1

      ମାଟିର ରକ୍ତ ଥିଲେ ଓଡ଼ିଶା ସ୍ୱାଭିମାନ ବୁଝିପାରିବ।ନିଜକୁ ଅଣ ଓଡିଆଙ୍କ ଚରଣରେ ମଥାନତ ହୋଇଯାଇଛନ୍ତି।

  • @abinashnayak8840
    @abinashnayak8840 25 днів тому +1

    ଏ ବୁଢାର ଟିକେ ପିଛାଡି ଦୋଷ ଅଛି

  • @sisirkuldeep792
    @sisirkuldeep792 25 днів тому

    ଆପଣ ମାନେ ଟଙ୍କା ପାଇବା ପାଇଁ, ଓଡ଼ିଶା କୁ ବିକ୍ରି କରିବା ପାଇଁ ସହଯୋଗ କରୁଛନ୍ତି ଦୀର୍ଘ ୨୫ବର୍ଷ ହେଲାଣି

  • @dcreative2544
    @dcreative2544 26 днів тому +15

    ତମେ କିଛି ଜାଣିନ ଲୋକ ସଚେତନ ହେଲେଣି ଏଥର ଓଡ଼ିଶାରେ ପରିବର୍ତ୍ତନ ହେବ

  • @bhagirathijena3366
    @bhagirathijena3366 26 днів тому +15

    ରବି ବାବୁ ଜାଣିଥିବା କାଥା, କେବଳ 24 ବର୍ଷ ନୁହେଁ, ଦୀର୍ଘ ୩/୪୦୦ ବର୍ଷକାଳ ଏ ଦେଶ ନିରଙ୍କୁଶ ବିଦେଶୀ ଶଗଡ଼ରେ ଥିଲା, ଏହାବୋଲି ଜନତାଙ୍କ ସମର୍ଥକ ଥିଲା ?

  • @nareshpanda4485
    @nareshpanda4485 22 дні тому

    ଓଡ଼ିଶାରେ ଲୋକ କେମିତି ଭୋଟ ଦିଅନ୍ତି ? ମଦ ଆଉ ମାଂସ. ନବୀନ ଓଡିଶା ର ଲୋକଙ୍କୁ ମଦ ମାଂସ ଦେଇ ପ୍ରାୟ 10ବର୍ଷ ହେଲା ଭୋଟ ନେଉଛି. ନବ ଦାସ ହତ୍ୟା ରହସ୍ୟ ଭିତରେ ରହିଗଲା କାଇଁ ପଦୁଟିଏ ବି ମୁଖ୍ୟମନ୍ତ୍ରୀ କହିଲେ ନାହିଁ ଯେ ଦୋଷୀ ନିଶ୍ଚୟ ଦଣ୍ଡ ପାଇବ ଆଉ ରହିଲା ପ୍ରଧାନମନ୍ତ୍ରୀ କଥା. ତୁ ତ ଗୋଟେ ବଡ଼ ସାମ୍ବାଦିକ,24ବର୍ଷ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁ କହିବ ସେ ଭାରତ ର ପ୍ରଧାନମନ୍ତ୍ରୀ ହେଇକି ଦେଖେଇବ ଆଉ ତା କେତେ କାଢ଼ ଜଣା ପଡିବ

  • @marandi.laxman89
    @marandi.laxman89 25 днів тому

    ରାଜନୀତିରେ ସବୁବେଳେ ସକ୍ରିୟ ରହିବାକୁ ପଡିବ | ଶୋଇ ପଡିଲେ ହେବ ନାହିଁ..

  • @balarambehera9305
    @balarambehera9305 26 днів тому +37

    ଏଥର ପରିବର୍ତନ ନିଶ୍ଚୟ, ଅପଣଂକର ବହୁତ ବୟସ ହୋଇଗଲଣି, ଆଉ ରାଜନ୍ୟତିକ ସମୀକ୍ଷା କରନ୍ତୁ ନାହିଁ, ଓଡିଶା ଲୋକମାନେ ଜାଣିଛନ୍ତି କାହାକୁ ଭୋଟ ଦେବେ

  • @snehalatajena1028
    @snehalatajena1028 26 днів тому +22

    Only bjp asiba odisa re

  • @rudrichemistryacademy8781
    @rudrichemistryacademy8781 25 днів тому

    ଏଥର ଓଡିଶା ରେ କୌଣସି ଗୋଟିଏ ଦଳ ସଂଖ୍ୟା ଗରିଷ୍ଟ ଆସି ପାରିବ ନାହିଁ ବିଜେପି 60-65, ବିଜେଡି 55-60 ଆସିବ ଆଉ କଂଗ୍ରେସ 20-25 ଅନ୍ୟ 5-7 ଆସିବ ତେଣୁ ଓଡିଶା ରେ ପୁଣି ମେଣ୍ଟ ସରକାର ଆସିବ

  • @skgamer-fl6jd
    @skgamer-fl6jd 24 дні тому

    ଆପଣ ଯାହା ଯୁକ୍ତି କରୁଛନ୍ତି ତାହା କଣ ଠିକ୍,ପ୍ରଧାନମନ୍ତ୍ରୀ କଣ ମିଛ କହିଛନ୍ତି,ଆପଣ ବୋଧେ ତେଲିଆଲୋକ.

  • @BBM-6600
    @BBM-6600 26 днів тому +27

    Pandian ଠାରୁ ପଇସା ନେଇଛି

    • @tunanayak6185
      @tunanayak6185 26 днів тому

      ପ୍ରବଳ ପଇସା ପାଇ ଛନ୍ତି, ତେଣୁ ଏଇଡ଼ୁ ସିଆଡୁ ଗପୁଛନ୍ତି,

    • @dilipds283
      @dilipds283 26 днів тому

      କେତେ ପଇସା ପାଇଛୁ

  • @PrabhakarPalita
    @PrabhakarPalita 26 днів тому +20

    ଫୁଲ ଦମ ରେ ମୋଦି ଜିତିବେ.. ସନ୍ଦେହ ନାହିଁ 👌

  • @surenmagar9736
    @surenmagar9736 24 дні тому

    ନବିନ ବାବୁ ତ ଓଡ଼ିଆ ଜାଣି ନାହାନ୍ତି ସବୁ ଖାତା କଳମ ରେ ଲେଖି ତେଲେ ଇଂରାଜି ରେ ତାକୁ ଓଡିଆକୁ ଅନୁବାଦ୍ କରି କହନ୍ତି
    ମୋଦି ଠିକ୍ କହିଛନ୍ତି

  • @SUBHAMROUT444
    @SUBHAMROUT444 21 день тому +1

    ଓଡ଼ିଶାରେ ନବୀନ, ବିଜେପି ଚା ର ସୋ କରିବ

  • @susantanayak9728
    @susantanayak9728 26 днів тому +10

    ଆପଣଂକ ର political analysis କରିବାର କୌଣସି ଯୋଗ୍ୟତା ନାହିଁ,,,, ଆପଣ ଗୋଟେ ଦଳକୁ ବଞ୍ଚାଇବା ପାଇଁ ସବୁବେଳେ ଗପୁଛନ୍ତି... କିଏ ଆପଣ? ଆପଣ ଙ୍କୁ ମିଡ଼ିଆ ଵାଲା ଆଜି ଉପରକୁ ଉଠଉଛନ୍ତି ନ ହେଲେ ଆପଣ ଙ୍କ ର କୌଣସି ଜ୍ଞାନ ନାହିଁ

  • @kishorechandrasekharmishra2658
    @kishorechandrasekharmishra2658 26 днів тому +7

    ରବି ବାବୁ, ଆପଣ ଜଣେ ବରିଷ୍ଠ ସାମ୍ବାଦିକ। ହେଲେ ଏ ତର୍ଜମା ନିରପେକ୍ଷ ପରି ଲାଗିଲାନି। କେଉଁଭଳି ଟିକିଏ ବିଜୁଜନତାଦଳ ଆଡ଼କୁ ଢଳିଲା ପରି ଲାଗିଲା। ସତରେ କ'ଣ ନିଜେ ନବୀନବାବୁ ଓଡ଼ିଶା କୁ ଚିହ୍ନିଛନ୍ତି ? କଥାପ୍ରସଙ୍ଗରେ ମୋଦୀ ଯାହା କହିଲେ ଯେ ବିନା କାଗଜ ଦେଖି ଓଡ଼ିଶାର ସମସ୍ତ ଜିଲ୍ଲା ମାନଙ୍କ ନାଁ କହିବା କଥାଟା ନବୀନଙ୍କ ପକ୍ଷେ ସମ୍ଭବ ନୁହେଁ, ଏକଥା କ'ଣ ମିଛ ?

  • @digambarpanigrahi801
    @digambarpanigrahi801 6 днів тому

    ଶାସକ ଦଳ ପ୍ରାୟୋଜିତ ସାମ୍ବାଦିକ ରବିବାବୁ ଜଣେ ମିଛୁଆ

  • @Madhunayak-jc3ns
    @Madhunayak-jc3ns 25 днів тому

    ଥରେ ତ ମୋଦିଙ୍କୁ ସୁଯୋଗ ଦିଅ, ନ ହେଲେ ପାଞ୍ଚ ବର୍ଷ ପରେ ଚେଞ୍ଚ କରିବା, ତୋ କହିବା କଥା ଯିଏ ଦୁର୍ନୀତି କରୁଛି ତାକୁ ପୁଣି ସୁଯୋଗ ଦିଆଯାଉ, ଲୋକଙ୍କର କଣ କମେଣ୍ଟ ଜାଣିପାରୁନ