Who Is Gayatri Patnaik ? Why Does Chaos Come Up In BJD ? I Nirbhay Gumara Katha

Поділитися
Вставка
  • Опубліковано 23 вер 2024
  • Who Is Gayatri Patnaik ? Why Does Chaos Come Up In BJD ? I Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / nirbhaytube
    Mobile No-8984581300

КОМЕНТАРІ • 447

  • @suranarayanpatra4980
    @suranarayanpatra4980 2 роки тому +52

    ନୂତନ ଓ ରୋଚକ ତଥ୍ୟ ପ୍ରକାଶ ପାଇଁ ବହୁତ ବହୁତ ଧନ୍ୟବାଦ ନବୀନ ବାବୁ।

    • @fakirpujari5694
      @fakirpujari5694 Рік тому

      Respected sir, why you are telling so slowly ,

  • @rabichandrapal632
    @rabichandrapal632 2 роки тому +19

    ଆପଣଙ୍କ ଖବର ପ୍ରସାରଣ ଅତୀବ ଉଚକୋଟୀର ଏବଂ କହିବାର ଶୈଳୀ ଭିର୍ଣ୍ଣ ଏକ ଆକର୍ଷଣୀୟ.. ସବୁବେଳେ ଦେଖେ ଏବଂ ଯେଉଁ ତଥ୍ୟ ଆସେନି ଅନ୍ୟ ଚେନାଲ ରେ ତାହା ଆପଣ ସମାଜରେ ଏକ ଆଦରଣୀୟ 🙏

  • @chaitanyabariki810
    @chaitanyabariki810 2 роки тому +17

    ମହାବାହୁ 🙏 ଓଡ଼ିଶା କୁ ଶୁଭ ଦୃଷ୍ଟି ରେ ଦେଖ ପ୍ରଭୁ ଜଗନ୍ନାଥ

  • @sanjayapatra894
    @sanjayapatra894 2 роки тому +5

    ନୂତନ ଓ ରୋଚକ ତଥ୍ୟ ପାଇ ବହୁତ ଖୁସି ଲାଗିଲା 🙏🙏

  • @debasishkhatei2019
    @debasishkhatei2019 2 роки тому +20

    Sir please make a video on contractual system in odisha 🙏🙏🙏

  • @jashwantkumarnaik9665
    @jashwantkumarnaik9665 2 роки тому +18

    ପ୍ରିୟଙ୍କା ବାଡ୍ରା ଯାହା ଗାୟତ୍ରୀ ପଟ୍ଟନାୟକ ମଧ୍ଯ ତାହା ☝☝☝

  • @dasarathirath8333
    @dasarathirath8333 2 роки тому +19

    ବିଜୁବାବୁଙ୍କ ଆଦର୍ଶ ନୀତି ନିୟମ ଅଲଗା ପ୍ରକାରର।ସେ ଜଣେ ନିର୍ଭିକ ରାଜନେତା। ବଡ଼ପୁଅ ଶିଳ୍ପପତି ରାଜୀବ ଗାନ୍ଧୀ ଙ୍କ ବନ୍ଧୁ ଅଟନ୍ତି। ସାହିତ୍ୟ ଜଗତରେ ଝିଅ ଗୀତା ମେହେଟ୍ଟା ଜ୍ଞାନ ର ପୂଜାରୀ।ଆଉ ନବୀନ ହେଲେ ଏ ପରିବାରର ଗେଲହା ପୁଅ।ତାଙ୍କର ପାରିବାରିକ ଅନୁଶାସନ ଅଭିଜ୍ଞତା ନାହିଁ। ସେ ଯାହାହେଉ ଭାଗ୍ୟ ଲକ୍ଷ୍ମୀ ଙ୍କ କରୁଣା ରୁ ଆଜିଯାଏଁ ଅଫିସର ମାନଙ୍କୁ ନେଇ ଶାସନ କରୁଥାଆନ୍ତି। ଯେତେବେଳେ ଭାଗ୍ୟ ଲକ୍ଷ୍ମୀ ତାଙ୍କ ଠାରୁ ଦୁରେଇ ଯିବେ,ସେ ଯେତେବଡ ଲୋକ ହେଲେ ମଧ୍ୟ ରାସ୍ତାରେ ରହିବେ।ବଡପରିବାର,ବଡଘରଗୁମର କଥା ସମୟ ଆସିଲେ ସଭିଏଁ ଜାଣନ୍ତି।କେବଳ ଭଗବାନ ଙ୍କ କରୁଣା ଆବଶ୍ୟକ। ଗାୟତ୍ରୀ ପଟ୍ଟନାୟକ ଯିଏ ବି ହୁଅନ୍ତୁ ନା କାହିଁକି ତାଙ୍କର ନାମକରଣ ହିନ୍ଦୁ ଧର୍ମର ପ୍ରଶଂସା ସଙ୍ଗେ ସଙ୍ଗେ ଓଡ଼ିଶାର ପରିଚୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ‌ରାଜନିତି କେତେବେଳେ କେମିତି କାହାକୁ କେଉଁଠି ରଖିବ ତାହା ଭଗବାନ ଙ୍କୁ ଜଣା।ଭଲଲୋକ ,ଅଭଲଲୋକ ଜଗତରୁ ବିଦାୟ ନିଅନ୍ତି। ଭଲ ଲୋକ ପାଇଁ ସଭିଏଁ ମନେ ପକାନ୍ତି।ଆଉ ଖରାପ୍ ଲୋକ ଙ୍କ ବନଶାବଳୀ ଗାନ କରାଯାଏ। ମୋଟାମୋଟି ଭାବରେ ଦେଖିଲେ ଓଡ଼ିଶା ର ରାଜନୀତିରେ ପଟ୍ଟନାୟକ ,କରଣ ଶାସନ ଦିରଘଦିନ ଧରି ଚାଲିଛି। ବିଭିନ୍ନ ଦଳରେ ସଭିଏଁ ମିଶି ଶାସନ କରୁଥାଆନ୍ତି।ଓଡ଼ିଶାର ଜନସଂଖ୍ୟାର ତିରିଶିଭାଗ ଆଦିବାସୀ,ଦଶଭାଗ ହରିଜନ, ପଛୁଆ ବର୍ଗ ଲୋକଙ୍କ ପଚିଶି ଭାଗ ଆନୁମାନିକ ଭାବରେ ଲେଖୁଅଛି ‌ଏଣୁ ଶାସନ ଭାର ଏହି ଜାତିର ଲୋକଙ୍କୁ ଦେଲେ ପ୍ରକୁତ ଗଣତନ୍ତ୍ର ଅଛି ବୋଲି ଜଣାପଡ଼ିବ। କିନ୍ତୁ ଏହା ସମ୍ଭବ ନୁହେଁ । ନିରିହ,ସରଳ ସ୍ବଭାବ ହେତୁ ନେତାମାନେ ସମସ୍ତେ ଦଳମତ ନିର୍ବିଶେଷରେ ଏମାନଙ୍କୁ ଠକି ରାଜଗାଦିରେ ବସିଲେ।ଅନ୍ୟାୟ, ଅତ୍ୟାଚାର ଶୋଷଣ ଚାଲିଛି। ତଥାପି ଏମାନେ ସହିଛନ୍ତି। ଆଗକୁ କଣ ହେବ ଜଗନ୍ନାଥ ଜାଣନ୍ତି। ଏଣୁ ଏମାନଙ୍କ ଉପରେ ଆଉ ବିଶେଷ ଆଲୋଚନା ନ କରି ଓଡ଼ିଶାର ମଙ୍ଗଳ ଦିଗରେ ସତତ ଚେଷ୍ଟା ଜାରି ରଖନ୍ତୁ। ଜଗନ୍ନାଥ ସ୍ବାମୀ ସଭିଙ୍କୁ ଭଲରେ ରଖିଥାନ୍ତୁ।

    • @himansukiranbehera9648
      @himansukiranbehera9648 2 роки тому

      Eta up Bihar ki. Tamilnadu nuhen ethi karana bramhana nkara kukura hebaku sc st obc pasand karanti alaga state pari bekare gamuchha pakei diante abasya gada jat anchalare kuji kukuria raja mananku ebe democracy pain dhire dhire aintha chatibaku padilani se news asuchhi agaku egudaka kukura pari bachibe loka sachetanata jaruri

    • @sushildas596
      @sushildas596 2 роки тому

      ନବୀନ ଆଉ ଯିବେ ନାହିଁ, ଯିଏ ଭାବୁଛି ସିଏ ଗାଦି ଛାଡି ଦେଇ ପଳାଇବେ ସେ ବୋକା। ଜୀବନ ର ଶେଷ କ୍ଷଣ ଗାଦିରୁ ମନୋଭରି ଉପଭୋଗ କରୁକରୁ ଉପରକୁ ଯିବେ।

    • @vhaktivideos5054
      @vhaktivideos5054 Рік тому +1

      Oowo

    • @BijayKumarSatpathy-k6r
      @BijayKumarSatpathy-k6r 5 місяців тому

      ଗାୟତ୍ରୀ ପଟ୍ଟନାୟକ ଙ୍କ ମାଙ୍କ ବିଷୟ ରେ କିଛି ଜାଣି ହେଲାନାହିଁ,or biography of her mother.

  • @sudarshanchand3858
    @sudarshanchand3858 Рік тому +1

    ଭାଇ ବହୁତ ଧନ୍ୟବାଦ, ଆପଣ ଏକଦମ ଲାଲକୃଷ୍ଣ ଆଡ଼ଭାନୀଙ୍କ ପରି ଦେଖାଯାଉଛନ୍ତି l ଆପଣଙ୍କ ବାର୍ତ୍ତା ପାଇଁ ଆପଣଙ୍କୁ ଧନ୍ୟବାଦ l ଆପଣଙ୍କର ସମୀକ୍ଷା ସମସ୍ତ ଜନତାଙ୍କ ଆଖି ଖୋଲିଦେଉଛି l ଏହା ସବୁବେଳେ ଜାରିରହିବା ଦରକାର l

  • @bharatendumishra8497
    @bharatendumishra8497 2 роки тому +5

    ଯେତେବେଳେ ବିଜୁବାବୁ ବଞ୍ଚିଥିଲେ,ସେତେବେଳେ ଜ୍ଞାନ ପଟ୍ଟନାୟକ ଆସିଲେ ହୋଟେଲ ଓବେରୋଇ ରେ ରହୁଥିଲେ।ନବୀନ ନିବାସ ଆସୁନଥିଲେ। ତା ମାନେ ସେ ରାଜନୀତି ପାଇଁ ଆସୁଥିଲେ।

  • @byangamanbalaram5651
    @byangamanbalaram5651 2 роки тому +4

    🌹ଵ୍ୟଙ୍ଗ ବାଣ 🌹
    ଦାସ ବାବୁ, ଆପଣଙ୍କ କଥାରୁ
    ମୁଁ ଏତିକି,ଅନୁମାନ କରୁଛି,
    ପଟନାୟକ ପରିବାର ଙ୍କୁ,
    ଆମଲା ମାନେ, ବିରୋଧ
    କରିଛନ୍ତି,,
    ଆଗକୁ କିଛି ଗୋଟେ, ଅଡୁଆ ପରିସ୍ଥିତି
    ଘଟିବ,,,,
    ଜୟ ଜଗନ୍ନାଥ
    🙏🙏🙏

  • @nabinbeura3225
    @nabinbeura3225 2 роки тому +6

    ଓଡିଶା ଓ ପଟ୍ଟନାୟକ ପରିବାର।
    ଆମେ ଦୁଇଟିକୁ ଯୋଡିବାକୁ କାହିଁକି ଚେଷ୍ଟା କରୁଛୁ। ଏହା ଦୁର୍ବଳମନା ଓଡିଆଙ୍କ ଲକ୍ଷଣ କି ? ଏଠି ରଥ, ସାହୁ, ଗୋଛାୟତ, ମଳିକ, ଦାସ ଇତ୍ୟାଦି ଇତ୍ୟାଦି କେତେ କୁଆଡେ ପରିବାର ଅଛନ୍ତି । ବଢିପାଣିର ଗୋଳିଆ ଘଣି ଭିତରେ ଆମେ ପଶି ଯାଉନୁ ତ !

  • @ashokbeherangrh
    @ashokbeherangrh 2 роки тому +13

    ଵଂଶ ବାଦ ରାଜନୀତି ଓଡିଶା ରେ କାୟା ମେଲାଇବକି? ଵଂଶବାଦ ରାଜନୀତି ଯୋଗୁଁ କଂଗ୍ରେସ ର ଯେଉଁ ଅବସ୍ଥା ବିଜେଡି ସେଇ ଅବସ୍ଥା ହୋଇଯିବ.... ଆଉ ହେଇପାରେ ଅଫିସର ଓ ହାତଗଣତି କିଛି ଅର୍ବାଚିନ ନେତାଙ୍କ କବଳରୁ ମୁକ୍ତି ପାଇଁ ନବୀନ ନାଟକ କରି ତାଙ୍କ ଝିଅରୀ କୁ ଓଡିଶା ରାଜନୀତି ରେ ପ୍ରବେଶ ପାଇଁ ଉଦ୍ୟମ ହୋଇପାରେ... ଓଡିଶା ର ଜନତା ଭାବିବେ ଗାୟତ୍ରୀ ପଟନାୟକ ପାଇଁ ଅଫିସରଙ୍କ କବଳରୁ ବିଜେଡି ସରକାର ମୁକ୍ତି ପାଇଲା....

  • @rabindranathpradhan7279
    @rabindranathpradhan7279 Рік тому +2

    ବହୁତ ଅଜଣା ତଥ୍ଯ ଜଣାଇଲେ ଧନ୍ୟବାଦ , ଆମେ ଭାବୁଛୁ ଗାୟତ୍ରୀ
    ଶଂଖ ଧରିବେ।

  • @jayasuryarath8563
    @jayasuryarath8563 2 роки тому +39

    ଗାୟତ୍ରି ପଟ୍ଟନାୟକ ଙ୍କ ବିଷୟରେ କିଛି ଜାଣିଲୁ ନିଶ୍ଚିତ ଭଲ ଲାଗିଲା ,,,କିନ୍ତୁ ଅନ୍ୟ ତଥ୍ୟ ଉପରେ ଆଧାରିତ ବିଶ୍ଳେଷଣ ଓ ଉପସ୍ଥାପନା ସତେ ଯେମିତି ଲାଗିଲା,,ଛୁଆ ନାହିଁ ମା ପେଟରେ,,ବାପ ଗଡଉଛି ଖଡି ବନମାଳିପୁର ହାଟରେ,,,

  • @jharanabehera3975
    @jharanabehera3975 2 роки тому +3

    Thanks sir for your graceful information.

  • @liveforever6998
    @liveforever6998 2 роки тому +17

    ଠିକା ନିଯୁକ୍ତି ଓଡିଶା ରେ କେବେ ଉଠିବ ।।

  • @sabitakhuntia7450
    @sabitakhuntia7450 2 роки тому +1

    Sir pranam. Greatest news for odisha 🙏🙏🙏

  • @rameshchandraparida799
    @rameshchandraparida799 2 роки тому +1

    You are Right

  • @jyotiranjan203
    @jyotiranjan203 2 роки тому +1

    Thank🙏

  • @manasswain348
    @manasswain348 2 роки тому +3

    କାହାର ବ୍ୟକ୍ତିଗତ ବିଷୟରେ ମତାମତ ଦେବା ମୋ ମତରେ ଠିକ ନୁହେଁ

  • @HareKrushna-f3d
    @HareKrushna-f3d 6 місяців тому +1

    ନବୀନ ବାବୁ ଓଡିଶା ସାସନ ଗାଦିରୁ ଗଲେ ଏ ବିଜୁଆ ମାନଙ୍କ କଥା ଓଡିଶାରେ ଆଉ ଚର୍ତ୍ତା ହେବା ମୁସ୍କିଲ୍ ,ଏହା ତ୍ରିବାର ସତ୍ୟ ।

  • @uiitbls01
    @uiitbls01 3 місяці тому +1

    Apanku dhanyabad ete katha samnaku anuchanti...❤

  • @chandandas764
    @chandandas764 2 роки тому +7

    Anchoring intro is just stupendous dear Gentleman

  • @rabindranath2244
    @rabindranath2244 3 місяці тому +2

    ଓଡ଼ିଆ ମାନେ ମେଣ୍ଢାପଲ ଗୋଟିଏ ମେଣ୍ଢା ପାଣିକି ଡେଇଁଲେ ସମସ୍ତେ ଦେଇଁବେ । ତେଣୁ କରି ଓଡିଶା ଭାରତରେ ସବୁଠାରୁ ପଛୁଆ । ଓଡିଶାରୁ ଲକ୍ଷ ଲକ୍ଷ ଦାଦନ ଖଟିବାକୁ ଯାଉଛନ୍ତି ମାତ୍ର ଓଡ଼ିଶାକୁ କେହି ଆସୁନାହାନ୍ତି ।

  • @shradhanjalidash2303
    @shradhanjalidash2303 2 роки тому +2

    ଓଡ଼ିଶାରେ ଠିକା ନିଯୁକ୍ତ କର୍ମଚାରୀଙ୍କୁ କେବେ ନ୍ୟାୟ ମିଳିବ? ସରକାର କ'ଣ ଯୁବ ପିଢ଼ିଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ପାରୁନାହାନ୍ତି? ନା ଦେଖି ମଧ୍ୟ ଅଣଦେଖା କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ 🙏🙏 ଦୟାକରି ଏହି କଳୁଷିତ ପ୍ରଥା ଉଚ୍ଛେଦ କରନ୍ତୁ।

  • @madhusudanmahakud9141
    @madhusudanmahakud9141 2 роки тому

    Thankyou , Sir in Nirvaya a Excellent Express, somuch

  • @purnendusarangi3816
    @purnendusarangi3816 2 роки тому +6

    ବାପ, ପୁଅ ରାଜନୀତିରେ ଓଡ଼ିଶାରେ ଉନ୍ନତି କେତେ ?

  • @GajindraNaik-t7z
    @GajindraNaik-t7z 5 місяців тому +1

    ❤tanks. Sar.iliku

  • @sankarmishra7317
    @sankarmishra7317 Рік тому +1

    Pranam

  • @laxmidharswain4028
    @laxmidharswain4028 2 роки тому +1

    ନବୀନ ଦାସ ଆପଣ କରୋ ନା ର ଗୁମର କଣ ପାଇଁ ଖୋଲୁନାହାନ୍ତି

  • @odiasupertips8767
    @odiasupertips8767 Рік тому +2

    ବୋଧେ ବହୁତ୍ ପଇସା ପାଇଛନ୍ତି ପଟ୍ଟନାୟକ ପରିବାରର advertisement କରିବାପାଇଁ।

  • @lipishreedas3250
    @lipishreedas3250 3 місяці тому

    Good family.

  • @saratsahoo268
    @saratsahoo268 2 роки тому +75

    ବଡ଼ ଘର୍ ବଡ଼ ଗୁମର କଥା। ଇଏବି ଉତ୍ତରାଧିକାରୀ ହୋଇପାରନ୍ତି ଏବଂ ଚାଟୁ କାର ଓଡ଼ିଆ ଗ୍ରହଣ କରିପାରନ୍ତି ।

    • @sebatipanda
      @sebatipanda 5 місяців тому +5

      😊😊😊😊😊😊

    • @chandanpal7989
      @chandanpal7989 3 місяці тому

      ଓଡିଶା ଲୋକ କୁଆଡେ ବାହାରକୁ ଯାଇ ଖ୍ୟାତି, ସମ୍ପତ୍ତି ଅର୍ଜନ କଲେ ସେ ବିଦେଶୀ ଖାଲି ଓଡ଼ିଶାରେ ରହି ହଳ କିମ୍ବା ବରଘୁଗୁନି ବିକିଲେ ସେ ଓଡିଆ
      ଆଉ ଯଦି ଗୋଟେ ଓଡ଼ିଆ ପୁରୁଷ ବିଦେଶିନୀ କି ଵହ ହେଲା ସେ ବି ବିଦେଶୀ ...ଆଉ ଯଦି ଓଡ଼ିଆ ସପୋର୍ଟ କରିବେ ତା ହେଲେ ଓଡ଼ିଆ ଜାତି ଟା ଚାଟୁ କାର ବା ରେ ହିନ ମାନସିକତା

  • @himanshukumarmohanty8900
    @himanshukumarmohanty8900 Рік тому +1

    No Gayatri Pattanaik will come to politics in Odisha , We shouldn't talk about Gayatri Pattanaik , nor about Biju Pattanaik and his non odiya family,

  • @prasanku.tripathy1574
    @prasanku.tripathy1574 Рік тому +2

    ରାଜନିତୀ କଣ ଘର ସଂମ୍ପତି ନା କୋଳି ଖାଇ କୋଳି ମଞ୍ଜିପୋତିଛନ୍ତି.

  • @pramodadora2245
    @pramodadora2245 2 роки тому +2

    ସାର ଆପଣଙ୍କୁ ବହୁତ ଧନ୍ୟବାଦ ଏମିତି ସତ୍ୟ ତଥ୍ୟ ସବୁ ଉପସ୍ଥାପନ କରିବାର ସାହାସ ରଖିଛନ୍ତି ।🙏🙏

  • @yeamimaktar8442
    @yeamimaktar8442 3 місяці тому

    Jai jagannath
    Thank you sir

  • @dollymohanty4449
    @dollymohanty4449 Рік тому +1

    ନମସ୍କାର। ସମ୍ପୂର୍ଣ ଠିକ୍ ।

  • @pradeepkumarnayak6344
    @pradeepkumarnayak6344 2 роки тому +1

    Great news for odisha wasi infuture may be a great changement in odisha politics.

  • @sitaaram_Creations_1982
    @sitaaram_Creations_1982 Рік тому

    ଧନ୍ୟ ବାଦ ଆଜ୍ଞା ବହୁତ ସୁନ୍ଦର ବାର୍ତା,,,କିନ୍ତୁ ଅନ୍ୟାୟ ପାଇଁ ଆଇନ ତା ବାଟରେ ଯାଉଛି , ଜୟ ସୀତାରାମ 🙏

  • @laxmansuna-tq7wd
    @laxmansuna-tq7wd 3 місяці тому +1

    ଗଣମାଧ୍ୟମକୁ ସାମ୍ନା କରିଥିଲେ ନବୀନ ପଟ୍ଟନାୟକ ନିରଂକୁଶ ଶାସନ ରେ ରହି ପାରିନ ଥାନ୍ତେ ।

  • @mamatasanurealstory5449
    @mamatasanurealstory5449 5 місяців тому +1

    କିଏ ୧୦ ଦିନ ଓଡ଼ିଶା କୁ ଆସି ସମସ୍ତଙ୍କୁ ଚିହ୍ନି ଜାଣି ଓଡ଼ିଶା ର ଶାସକ ହେବାକୁ ବସିଲାଣି କିନ୍ତୁ ନବୀନ ପଟ୍ଟନାୟକ ଆଜି ଜୟେଁ କଣ କରୁଛନ୍ତି ଓଡ଼ିଶା ଲୋକମାନଙ୍କୁ ଜାଣିପରୁନାହାନ୍ତି ।

  • @desiboyvideo1593
    @desiboyvideo1593 2 роки тому +2

    ଆଉ ଦୁନିଆରେ କିଛି ଖବର ନାହିଁ ଖାଲି ନବୀନ ନବୀନ.... 🤣🤣🤣

  • @rkphysics7554
    @rkphysics7554 2 роки тому +4

    Abolish contractual system from odisha

  • @pruthwirajrana7268
    @pruthwirajrana7268 2 роки тому +5

    ଗାୟତ୍ରୀ ପଟ୍ଟନାୟକ କିଏ ନିଶ୍ଚିତ ଭାବେ ମନରେ ଉଙ୍କି ମାରୁଥିଲା ଜାଣିକରି ବହୁତ ଖୁସି ଲାଗିଲା ନବୀନ ପଟ୍ଟନାୟକ ତାଙ୍କର ପରିବାରରୁ ଜଣକୁ ବିଜେଡିର ମୂଖ୍ଯ କରିବେ ଆଉ ସେ ଅଣଓଡିଆକୁ କିଛି ଓଡିଶାବାସୀ ସ୍ଵାଗତ କରିବେ ଏବଂ ଯେଉଁ ଓଡ଼ିଶାକୁ ସେହି ଓଡିଶା ହିଁ ରହିବ।

  • @purnendusarangi3816
    @purnendusarangi3816 2 роки тому +9

    ସବୁ ଓଡ଼ିଶାବାସୀଙ୍କ ଧନ

  • @mahendrapanda1528
    @mahendrapanda1528 2 роки тому

    Very good news.

  • @bijaymishra6797
    @bijaymishra6797 2 роки тому

    Nice information thanks from RUKMINI PRODUCTION puri jai jagannath jai 🙏

  • @smitamishra9554
    @smitamishra9554 2 роки тому

    ATI sundar khabara

  • @mukundasahoo1319
    @mukundasahoo1319 2 роки тому +2

    Nabin nanda sir, ବିଜୁ ବାବୁ ଙ୍କର ଆଉ କେତେ ବଂଶ ବିସ୍ତାର ଅଛି,, ଆପଣ ଜାଣି ଛନ୍ତି କିନ୍ତୁ କହିବେ ନାହିଁ। ସେଥିରୁ କଣ୍ ମିଲୁଛି।। ଓଡ଼ିଶା ର ନାରୀ ନିର୍ଯାତନା ବାବତ ରେ କହୁ ନାହାନ୍ତି। ସ୍କୁଲ ରେ ସାମ୍ବାଦିକ, ସୀଖୟକ୍ ଙ୍କୁ କ୍ଲାସ ସରିବା ପରେ ମିଡ଼ିଆ ସାମନା ରେ ପଚାରିବେ।

  • @susantajena5941
    @susantajena5941 2 роки тому

    Thanks sir

  • @chakradharmohanta8751
    @chakradharmohanta8751 Рік тому

    ଧନ୍ୟବାଦ 🌹

  • @anantakumarpatra7295
    @anantakumarpatra7295 2 роки тому

    ଏହି ଗୁମର କଥା ଜାଣି ଭଲ ଲାଗିଲା । ପରବର୍ତ୍ତି ରୋଚକ ପୂର୍ଣ୍ଣ ତଥ୍ୟ ଶୁଣିବା ଅପେକ୍ଷାରେ

  • @goutamdas736
    @goutamdas736 2 роки тому

    Very very informative

  • @pkpanda1371
    @pkpanda1371 2 роки тому +2

    ନବୀନ ଦାସ (ସାମ୍ୱାଦିକ) ପ୍ରେମ୍ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ କୁ ସମାଧାନ କରିବେକି?? ଗାୟତ୍ରୀ ପଟ୍ଟନାୟକ ଙ୍କ ବାବଦ ରେ ଯାହା କହି ଗଲେ ତାହା ମିଛ । ସେ ବୁଲି ଆସିଲେ ଓଡ଼ିଶା । ଏହାକୁ ନେଇ ଏମିତି କାହାଣୀ?? ଦାସେ ଭଲ ଲେଖକ ଟିଏ ।

    • @indianocean4560
      @indianocean4560 2 роки тому

      Apana kmiti janile a sabu ? Kou source ru apana atey confidence?
      Situation May or May not be. Many things happen in this uncertain world. We see a lot of surprises, nobody is damn sure.

  • @sanatansahu9840
    @sanatansahu9840 6 місяців тому +1

    😊😊

  • @swayamsiddhakhuntia6454
    @swayamsiddhakhuntia6454 Рік тому

    Thank you for your statement

  • @sbsuppliers7201
    @sbsuppliers7201 2 роки тому +2

    ଶିକ୍ଷକ ଙ୍କ ମଧ୍ୟରେ ବିଭାଜନ,ତାରତମ୍ୟ ଓ ଶିକ୍ଷାନୁଷ୍ଠାନ ର ତାରତମ୍ୟ, ପାରିଶ୍ରମିକ ରେ ଫରକ୍ ଫାରକ୍ ଯୋଗୁଁ ଶିକ୍ଷା ବ୍ୟବସ୍ଥା ର ଏମିତି ଅବସ୍ଥା,talent ଶିକ୍ଷକ ଓ ଡାକ୍ତର ଙ୍କୁ ନିଯୁକ୍ତି ନ ଦେଲେ ସମାଜ ବିଗିଡି ଯିବ. ସାଧାରଣ ଜନତା ତ୍ରାହି ତ୍ରାହି ଡାକିବେ. ଏବେ ଠାରୁ system ବଦଳାନ୍ତୁ

  • @SubashkumarPani
    @SubashkumarPani 3 місяці тому

    Good information sir,

  • @satrughananaik8250
    @satrughananaik8250 2 роки тому +1

    ନବୀନ ପଟ୍ଟନାୟକ ପରି ଅଦ୍ରୄଶ୍ୟ ପଟ୍ଟନାୟକ ଉତ୍ତରାଧିକାରୀ ଓଡିଶା ର ଭାବି ମୁଖ୍ୟ ମନ୍ତ୍ରୀ

  • @sitakantabehera3564
    @sitakantabehera3564 2 роки тому

    Thank

  • @jagannathpanigrahi5286
    @jagannathpanigrahi5286 2 роки тому +9

    Biju Patnaik is a states man. As u said may be in power or not people recall him . Not only this much, a long after his demise Odisha people don't forget . If, Congress the "ODISHA KANKADA" would not have there by that time. Our Biju Patnaik, by whose & fame BJD is in power now., would have P.M of Hindustha.

  • @kartikkenyuryukarateodisha1804
    @kartikkenyuryukarateodisha1804 2 роки тому +1

    🙏🙏

  • @bijayanayak1713
    @bijayanayak1713 2 роки тому +9

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ । ବଂଶଗତ ରାଜନୀତି ପାଇଁ ବିଜୁ ପରିବାର ଅନିଚ୍ଛା ପ୍ରକାଶ କରୁଛନ୍ତି। କିନ୍ତୁ ଭବିଷ୍ୟତରେ ଓଡ଼ିଶା ରାଜନୀତିରେ ବିଜୁବାବୁଙ୍କ ଦବଦବା ରହିବା ନିଶ୍ଚିତ। ନବିନ ବାବୁଙ୍କ ଅନ୍ତେ ବିଜୁ ପରିବାର ରୁ କେହି ରାଜନିତିକୁ ଆସିବା ଅସମ୍ଭବ ମନେହେଉଚି।ଯାହା ମନେହେଉଚି ବିଜୁ ଜନତା ଦଳ ନବୀନ ବାବୁ ଙ୍କ ପରେ ଧରାସାଇ ହେବାଟା ନିଶ୍ଚିତ।

  • @gyansharma6627
    @gyansharma6627 2 роки тому +3

    An ideal journalist! You are bringing unknown facts to light . Keep it up !

  • @mrutyunjayarout1107
    @mrutyunjayarout1107 11 місяців тому +1

    You a nirbhay man you know all, you nesm next CM 😮

  • @shivbhaktsunny5760
    @shivbhaktsunny5760 2 роки тому

    Awesome 👌

  • @uttambiswal733
    @uttambiswal733 2 роки тому

    I agreed to your concluding comment.

  • @rabindranathbarik6253
    @rabindranathbarik6253 3 місяці тому

    Sir,you are the second Godabarish Mishra of Odisha Congratulations DrR NBarik Balasore

  • @kirttanpatra1678
    @kirttanpatra1678 6 місяців тому

    Gayatri patnayak will not accepted by Odisha people for politics.

  • @trilochansahoo8876
    @trilochansahoo8876 2 роки тому

    You are right

  • @rohitkumarjena356
    @rohitkumarjena356 2 роки тому +5

    Bjd ra Ekanath sindhe Gayatri pattnayak rupe ubhahebe .

  • @d.rajeswarpatra5043
    @d.rajeswarpatra5043 3 місяці тому

    🎉

  • @manaswinisahoo6357
    @manaswinisahoo6357 3 місяці тому +1

    ଆପଣଙ୍କର ବିଶ୍ଳେଷଣ ଚମତ୍କାର

  • @ramakantnayak9573
    @ramakantnayak9573 2 роки тому

    Good idea about Pattnaik family. Thanks

  • @aniketmishra5600
    @aniketmishra5600 3 місяці тому

    ତୋ ଯମ
    ନମସ୍କାର 🙏
    ନର୍କ , ନର୍କ , ନର୍କ, କୁ ଯିବା ଥୟ
    ତତେ ଲୋକ କହୁଛନ୍ତି ଏଇଟା କିଏ
    କିଛି ଲୋକ କହନ୍ତି ଏଇଟା ଗୋଟିଏ ମହାପାପୀ

  • @anantabehera7995
    @anantabehera7995 2 роки тому

    Good Advice sir

  • @forgetforget8557
    @forgetforget8557 11 місяців тому +1

    These are Basted Family of Biju Patnaik

  • @prabhakarbarik6000
    @prabhakarbarik6000 2 роки тому +7

    ଗାୟତ୍ରୀ ପଟ୍ଟନାୟକଙ୍କ ବିଷୟରେ ଜାଣି ଖୁସି ଲାଗିଲା । ଏହି ନୂତନ ତଥ୍ୟ ଜଣାଇଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ ।

    • @manojkumarpradhan516
      @manojkumarpradhan516 Рік тому

      11:10
      ଧନ୍ୟବାଦ, ଏପରି ତଥ୍ୟ ପ୍ରଦାନ କରିଥିବାରୁ, ଗାୟତ୍ରୀ ପଟ୍ଟନାୟକଙ୍କ ପରିଚୟ ପ୍ରଦାନକାରୀ ହୋଇଥିବାରୁ ।

  • @skeleton_thi_roster-
    @skeleton_thi_roster- 3 місяці тому

    Jay jagannath

  • @ashutoshbehura9635
    @ashutoshbehura9635 2 роки тому

    Very nice

  • @kaibalyatripathy7135
    @kaibalyatripathy7135 2 роки тому +5

    Sei Pattnaik paribara khali cm heuthantu au odia loka kan vakua?

  • @swadhikarbetaj3768
    @swadhikarbetaj3768 2 роки тому +8

    ମନରେ ମୋର ଅନେକ ପ୍ରଶ୍ନ----
    ବିଜୁବାବୁ ନିଶ୍ଚିତ ଭାବେ କଳିଙ୍ଗ ପ୍ରିୟ, ତେବେ ତାଙ୍କର ବଂଶଜ ମାନଙ୍କର ସେ ଭାବ ନାହିଁ କାହିଁକି??ଏଥିପାଇଁ ଦାୟୀ କିଏ??

  • @sunitasutar8616
    @sunitasutar8616 2 роки тому +1

    Honourable CM Sir kindly #AbolishOdishaContractualRules
    #EqualPayforEqualWork
    #Count6YearsInServicePeriod #RestoreRegularAppointment

  • @satyanarayanparida9196
    @satyanarayanparida9196 2 роки тому +1

    Bhai Pranam 🙏
    ଆପଣ ଦେଖିବାକୁ ଯେମିତି ଲାଲ କୃଷ୍ଣ ଆଡଭାନୀ ଙ୍କ ପରି ଆପଣଙ୍କ କଥା ମଧ୍ୟ ତାଙ୍କ ପରି ଶାଣିତ। ଆପଣଙ୍କ ପରି ନିର୍ଭୀକ ସାମ୍ବାଦିକ ବିରଳ । ସରକାର ଠାରୁ କମିଶନ ଖାଉଥିବା ସାମ୍ବାଦିକ ର କଣ୍ଠ ରୋଧ ହେବା ସ୍ବାଭାବିକ ।
    ଭଗବାନ୍ ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ ଦିଅନ୍ତୁ ।

  • @bhagirathimohapatra3604
    @bhagirathimohapatra3604 2 роки тому +5

    ଅବଜ ଲାଗୁଚି ମୁଁ ଆପଣଙ୍କ ଦ୍ୱାରା ପ୍ରଥମଥର ଜାଣିଲି ସାର
    ଧନ୍ୟବାଦ 🙏

  • @jagannathpanigrahi5286
    @jagannathpanigrahi5286 2 роки тому

    Welcome Nirbhaya.

  • @umasankarpanda2519
    @umasankarpanda2519 2 роки тому

    Well analysised,

  • @BasudhaibKutumbakam
    @BasudhaibKutumbakam 3 місяці тому

    Who is
    Pand
    Naveen
    Sankha
    Arun
    Waste of time
    Lets forget
    As mandet of votr
    Lets start focus on new govt

  • @dr.purnendutripathy5263
    @dr.purnendutripathy5263 2 роки тому +1

    ସ୍ଥିର ନିଶ୍ଚିତ ଏଠାରେ ଅଫିସର ରାଜ ପାଇଁ ନବୀନ ବାବୁ ବଦନାମ ମୁଣ୍ଡେଇବେ।

  • @krupasindhumishra3135
    @krupasindhumishra3135 2 роки тому

    ମଞ୍ଜି କଥା ଶୁଣିବାକୁ ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ

  • @deepaksasamal8919
    @deepaksasamal8919 2 роки тому +3

    ସମସ୍ତ ଓଡ଼ିଆ ମାନଙ୍କୁ ଅନୁରୋଧ ଦୟାକରି ଓଡ଼ିଶାକୁ ଏହି ପାରିବାରିକ ରାଜନୀତିରୁ ବଞ୍ଚାନ୍ତୁ।

  • @jagannathdass8222
    @jagannathdass8222 Рік тому

    🎉🎉🎉🎉👍👌

  • @khandayat1Ruler
    @khandayat1Ruler 2 роки тому +1

    Athara odisha jhia Aparajita mam Next CM jay Sri Ram🚩🚩🚩

  • @premkumarmohanty2444
    @premkumarmohanty2444 Рік тому +1

    I think there is no distention between Navin babu and Prem Patnaik.

  • @lipishreedas3250
    @lipishreedas3250 3 місяці тому

    Again Pattnaik dynasty will rule Odisha

  • @krushnachandradash4327
    @krushnachandradash4327 11 місяців тому

    ବାୟାର କିସ ଯାଏ,ବାଆ କଲେ ବସା ଦୋହଲୁ ଥାଏ। ଅର୍ଥାତ୍ ମାଗଣା ରାବିଡି ଖିଆ ପିଆ ଓଡ଼ିଆଙ୍କର ନବୀନ ପଟ୍ଟନାୟକ କଙ୍କ ପରିବାର ବାଦ୍ ସମ୍ବନ୍ଧରେ କିଛି ଯାଏ ଆସେ ନାହିଁ ବୋଲି ଲୋକେ କଥାବାର୍ତ୍ତା ହେଉଛନ୍ତି।

  • @jamanakarreyya5212
    @jamanakarreyya5212 2 роки тому +1

    Something is going on in Odisha for 2024...+Present Situation...

  • @TheBhuba
    @TheBhuba 3 місяці тому

    What was odisha and especially Bhubaneswar ten years ago ??? Now you compare and see the change😊

  • @purnendusarangi3816
    @purnendusarangi3816 2 роки тому +4

    ଟାଉଟର ଦଳ