Modi is 'Killing' Democracy | Political Analyst Kedar Mishra Reaction On The President of Bharat Row

Поділитися
Вставка
  • Опубліковано 26 сер 2024
  • Watch Political Analyst Kedar Mishra Reaction On The President of Bharat Row.
    #politicalanalyst #kedarmishra #thepresidentofbharat #controversy #modigovt #democracyunderthreat #indiandemocracy #india #bharat #pmnarendramodi #g20summit #g20summit2023 #presidentdraupadimurmu #draupadimurmunews #bjpgovernment #bjpnews #odishapoliticalanalysis #odianews #risingodisha
    Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
    #RisingOdisha #OdiaNews #WebChannel
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
    Rising Odisha Web Channel:
    ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
    We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
    #RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
    Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    “ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Social Link :
    ➠Visit Our Website: www.risingodish...
    ➠UA-cam: / @risingodishanews
    ➠Facebook: / risingodisha.news
    ➠Twitter: / rising_odisha

КОМЕНТАРІ • 368

  • @kaleswarbesrayoutubechanne7339
    @kaleswarbesrayoutubechanne7339 11 місяців тому +12

    You are speaking absolutely right sir.

  • @jayashree10000
    @jayashree10000 3 місяці тому +25

    ମୋଦି ର ପାଠ ର ଡ଼ିଗ୍ରୀ କେହି ଆଜି ଯାଏଁ ଜାଣି ପାରିଲେନି. ହିନ୍ଦୁ ମୁସଲିମ କରି କରି ଉତ୍ତରପ୍ରଦେଶ, ବିହାର କୁ ଖାଇ ସାରିଲାଣି. ଏବେ ଓଡିଶା ଉପରେ ପୁରା ନଜର. କାରଣ ଓଡିଶାରେ ଏବେ ବି ଯଥେଷ୍ଟ ସଂଖ୍ୟାରେ ମୁସଲିମ ଭାଇ ଭଉଣୀ ଅଛନ୍ତି. ସେ କଟକ ହେଉ କି ଖୋର୍ଦ୍ଧା, ଭଦ୍ରକ ହେଉ କି ଯାଜପୁର ସବୁଠି ମୁସଲିମ ଅଛନ୍ତି. ବିଜେପି ସରକାର ଓଡିଶା ରେ ଆସିଲେ ଏଠି ବି ହିନ୍ଦୁ ମୁସଲିମ ଭିତରେ ଲଢେଇ ଆରମ୍ଭ ହେବ. ଯେତେବେଳେ କି କଟକ ରେ ହିନ୍ଦୁ ମୁସଲିମ ଭାଇଚାରା ସାରା ଓଡିଶା ରେ ଉଦାହରଣୀୟ. ନବୀନ ସରକାର ଦୁର୍ନୀତି ଗ୍ରସ୍ତ ସତ, କିନ୍ତୁ ମୋଦି ସରକାର ଦୁର୍ନୀତି ମୁକ୍ତ କି ??? ତା ହେଇଥିଲେ କୃଷକ ମାନଙ୍କୁ ହେୟ କରି ଅଦାନୀ ଅମ୍ବାନୀ ଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରି ନଥାନ୍ତା. ଯୋଉ ମୂର୍ଖ ମାନେ ଓଡିଶା ରେ ଯୋଗୀ ସରକାର ଦରକାର କହୁଛନ୍ତି ସେମାନେ ଥରେ ଯାଇ ପୁରା ଉତ୍ତର ପ୍ରଦେଶ ବୁଲି ଆସନ୍ତୁ. ଯୋଗୀରାଜ କେମିତି ଚାଲିଛି. ଦୂର ପାହାଡ଼ ସମସ୍ତଙ୍କୁ ସୁନ୍ଦର ଦିଶେ. ପାଖରୁ ସତ କଣ ଜଣା ପଡେ. ମୋଦି ହେଉ କି ଯୋଗୀ କି ନବୀନ ସରକାର ସମସ୍ତେ ସ୍ୱାର୍ଥପର ଆଉ ଦୁର୍ନୀତି ଗ୍ରସ୍ତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ. ପରସ୍ପର ଉପରେ ଦୋଷାରୋପ କରି ନିଜ ବାହାସ୍ପୋଟ ମାରିବା ଛଡା କେହି କିଛି ଜାଣନ୍ତି ନାହିଁ. ୨ ଲକ୍ଷ ନିଯୁକ୍ତି ବର୍ଷକୁ ଦେଵେ କହି ନ ବର୍ଷ କଟିଗଲା. କେତେ ନିଯୁକ୍ତି ହେଇଛି ସମସ୍ତେ ଜାଣିଛନ୍ତି. ପୁଣି ଏଥର ତିନି ଲକ୍ଷ ନିଯୁକ୍ତି ବର୍ଷକୁ...... କେବଳ ଧୂଆଁବାଣ ଆଉ କିଛି ନୁହଁ. କେହି ନିଜ ପକେଟ ରୁ ଆଣି କି ଦେଉନାହାନ୍ତି. ଆମଠୁ ଲୁଟି ଆମକୁ ଦେଉଛନ୍ତି ଏତିକି ସମସ୍ତେ ଜାଣିବା ଉଚିତ.

  • @bernalitv7631
    @bernalitv7631 11 місяців тому +33

    ବହୁତ ସୁନ୍ଦର ବିଶ୍ଳେଷଣ

  • @batakrushnapanda1577
    @batakrushnapanda1577 11 місяців тому +14

    😊good analysis

  • @manasiparida1320
    @manasiparida1320 11 місяців тому +16

    I love my India

    • @kalyanpanda5885
      @kalyanpanda5885 3 місяці тому +1

      ଲୁଙ୍ଗି ପିନ୍ଧା ଘଟଣା ଯେମିତି

    • @kalyanpanda5885
      @kalyanpanda5885 3 місяці тому

      ରାଜ୍ୟ ଅହଂକାର ବି ଆପଣଙ୍କୁ ଦେଖା ଯାଉନି

  • @ommshree7867
    @ommshree7867 2 місяці тому +9

    ଯିଏ ଦିନେ କହୁଥିଲା ମୁଁ ଦେଶର ପ୍ରଧାନ ସେବକ, ସିଏ ଆଜି ଦେଶର ପ୍ରଧାନ ଶତ୍ରୁ ପାଲଟିଛି। ଏକଥା ଦେଶର ଅଧିକାଂଶ ଲୋକ ଜାଣି ପାରୁନାହାନ୍ତି

  • @rakhimantu436
    @rakhimantu436 11 місяців тому +8

    Perfectly said sir

  • @romeostar.6587
    @romeostar.6587 11 місяців тому +18

    100% right

    • @MahendraBag-yr2du
      @MahendraBag-yr2du 3 місяці тому +2

      100% right 💯💯💯💯💯

    • @salubhai7654
      @salubhai7654 2 місяці тому +1

      ଭାଇ ଯାହା ଲେଖିଛ, ଠିକ୍ ଲେଖିଛ, ହେଲେ ବହୁତ ବଡ଼ ହୋଇ ଗଲା । ଚୋଟରେ ସାରାଂଶ ଲେଖ।

  • @gopinathbarik6403
    @gopinathbarik6403 11 місяців тому +7

    Very nice comment 🙏🏾🙏🏾🙏🏾🙏🏾🙏🏾

  • @ashiskumarbaral.8734
    @ashiskumarbaral.8734 11 місяців тому +7

    INDIA 😮🎉❤

  • @subashbaraj
    @subashbaraj 2 місяці тому +2

    Excellent, Congratulations, Thanks a lot,

  • @PremanandaPradhan-se5rk
    @PremanandaPradhan-se5rk 11 місяців тому +8

    You are right sir Thank you Kedar Mishraji

  • @bindasguy33
    @bindasguy33 11 місяців тому +11

    Absolutely true sir..

  • @rabinath3986
    @rabinath3986 11 місяців тому +8

    Right!

  • @salubhai7654
    @salubhai7654 3 місяці тому +11

    ବିଲକୁଲ୍ ସାତ କଥା ।
    BJP ହଟାଅ, ଲୋକତନ୍ତ୍ର, ସମ୍ବିଧାନ , ବଞ୍ଚାଅ ।

  • @dalapatinayak573
    @dalapatinayak573 11 місяців тому +6

    Right taking sir

  • @subashbaraj
    @subashbaraj 2 місяці тому +2

    Kedar babu i am pleased to inform you that you have covered all the consttuency and reported very clearely, , and now you have very clearly described about Our PM Thanks a million to you,

  • @user-nt4vl6yp3g
    @user-nt4vl6yp3g 3 місяці тому +10

    Sir, ଆପଣ ଠିକ୍ କହିଛନ୍ତି। ଅପରାଜିତା ମୋଦୀ ଦୁଇ ଜଣ ଯାକ ଗର୍ବୀ ଅହଂକାରୀ

  • @sadhunabakishordas7297
    @sadhunabakishordas7297 11 місяців тому +2

    U R 100%😊 ri

  • @user-ln8ts2gm2d
    @user-ln8ts2gm2d 11 місяців тому +1

    You are absolutely right sir

  • @subeshkumarnayak960
    @subeshkumarnayak960 11 місяців тому +5

    Absolutely correct sir

  • @ramakantasahoo5597
    @ramakantasahoo5597 11 місяців тому +3

    ଗଣତନ୍ତ୍ର ପ୍ରେମୀ ଭାରତବାସୀଙ୍କ ହାତରେ ଅସଲ ଚାବିକାଠି । ସେମାନେ ଗଣତନ୍ତ୍ର ରକ୍ଷା କରିବା ପାଇଁ ଉଚିତ୍ ଜବାବ ଦେବେ ।

  • @smrutirout2520
    @smrutirout2520 11 місяців тому +1

    Very good analysis of the issue.

  • @crazymecrazy
    @crazymecrazy Місяць тому +2

    Excellent historic presentation s, Kedar Mishra ji

  • @gangadharsahu9866
    @gangadharsahu9866 11 місяців тому +2

    Thanks you sir.

  • @kailashmalik4393
    @kailashmalik4393 11 місяців тому +6

    Good analysis

  • @prafullasatpathy4597
    @prafullasatpathy4597 11 місяців тому +2

    Right sir. 👍

  • @SGnaturalvideo2407
    @SGnaturalvideo2407 11 місяців тому +5

    ଆପଣ ଠିକ କହିଛନ୍ତି 🙏

  • @kanakalataswain9106
    @kanakalataswain9106 11 місяців тому +1

    India ❤

  • @sumitsingh6607
    @sumitsingh6607 11 місяців тому +35

    bjp hatao India Bachao

  • @niranjantripathy5718
    @niranjantripathy5718 11 місяців тому +15

    ଖାଲି ନାଁ ପରିବର୍ତ୍ତନ କରି ଚାଲିଛି ବିଜେପି

    • @prajanadattaputhal7034
      @prajanadattaputhal7034 11 місяців тому

      Feku pm

    • @rkentertainment3226
      @rkentertainment3226 11 місяців тому +1

      ଦେଶ ନାମ ବଦଳାଇବା ପଇସା ବଦଳାଇବା ଲୋକଙ୍କ ଅବସ୍ଥା ବଦଳାଇବା କଥା ଚିନ୍ତା ନାହିଁ।

  • @Alfred.Stephennn
    @Alfred.Stephennn 2 місяці тому +1

    Right analysis. 100 percent correct.

  • @simitamohanty7953
    @simitamohanty7953 3 місяці тому +1

    Excellent 👌👌

  • @lanjiasouratribesorg.9638
    @lanjiasouratribesorg.9638 11 місяців тому +6

    U r absolutely right sir .I agree with 100%.

  • @rabibiswal7201
    @rabibiswal7201 2 місяці тому +1

    Many many Thanks for your genuine argument against pm

  • @user-xy2hr6cg1y
    @user-xy2hr6cg1y 3 місяці тому +1

    Yes sir good 👍

  • @simitamohanty7953
    @simitamohanty7953 3 місяці тому +1

    Right 👍

  • @jagannathjani2970
    @jagannathjani2970 2 місяці тому +1

    1oo.right

  • @dharmarajodiabharibahdia4487
    @dharmarajodiabharibahdia4487 11 місяців тому +2

    Right sir

  • @sangitaraita7862
    @sangitaraita7862 11 місяців тому +1

    Good mesesege sir God blesse you

  • @odiamusic2696
    @odiamusic2696 11 місяців тому +1

    Bahut sundar lagila apanaka katha sabu jako thik katha hin kahi6

  • @NITYANANDAMALLICK_111.
    @NITYANANDAMALLICK_111. 11 місяців тому +1

    You are right sir

  • @KartikJena-we5oj
    @KartikJena-we5oj 3 місяці тому +2

    ଉଚିତ୍ ବିଷୟ ଏହା ସାମ୍ବିଧାନିକ କଥା ବସ୍ତୁ ଆମ ଦେଶର ମୋଡିଜୀ ସମ୍ବିଧାନ କୁ ଖୁର୍ନ କରିବାକୁ ଯାଉଛନ୍ତି ଦେଖନ୍ତୁ ଜାତି ପିତା ଆମ ଦେଶ ସ୍ଵାଧୀନତା ପାଇବା ସମୟ ରେ ବିରୋଧୀ ଦଳ ସୃଷ୍ଟି କରିଥିଲେ ମନୋପଳି ରୁ ବଞ୍ଚିବା ପାଇଁ। ମାତ୍ର ବର୍ତ୍ତମାନ ମୁଖ୍ୟ ବିରୋଧୀ ରାହୁଲ ଗାନ୍ଧି ଙ୍କ ସଭ୍ୟ ପଦ ରଦ କରିବା ସରକାରୀ ବାସ ଗୃହରୁ ବିଡା କରିବା କେଜ୍ରି ଏଲ୍ ଙ୍କୁ ଜେଲ ରେ ପୁରାଇ ଜେଲ୍ ପଠାଇଥିବା ପୁଣି ଇଲେକ୍ସନ ସମୟର କଥା କାହିଁକି ଭୋଟ ପରେ ତଦନ୍ତ ହୋଇ ପାରିଥାନ୍ତା ଏହା କଣ ସମ୍ବିଧାନ ବିରୋଧୀ ନୁହେକି।ତେଣୁ ଏହା ଏକ ଛାତ୍ରବଦ ଶାସନ ଯାହା ବିଶେଷଜ୍ଞ କହିଲେ ସତ ସମ୍ବିଧାନ ପ୍ରତି ଏହା ବିପଦ।

  • @aiswaryamohapatra.6710
    @aiswaryamohapatra.6710 2 місяці тому +1

    Right

  • @shantanyurout9445
    @shantanyurout9445 11 місяців тому +2

    Perfect katha kahichanti.

  • @hkmishramishra851
    @hkmishramishra851 11 місяців тому

    🙏Correct Sir

  • @user-oy8bi4ks6v
    @user-oy8bi4ks6v 11 місяців тому +27

    BJP hotao desh bachao

  • @sitanathajena5253
    @sitanathajena5253 4 дні тому

    Sir excellent suggestion to our P.M of INDIA.

  • @user-yc8qe8lu6v
    @user-yc8qe8lu6v 2 місяці тому

    ଆପଣ ଫାସିଷ୍ଟି ଦଳକୁ ଚିହ୍ନିପାରିଛନ୍ତି।ଫାସିଷ୍ଟି ଦଳମାନେ ସେହି କାମ କରନ୍ତି ଯାହା ଆପଣକରୁଛନ୍ତି। ଆପଣଙ୍କୁ ଧନ୍ୟବାଦ।

  • @akhilachandradhangadamajhi3985
    @akhilachandradhangadamajhi3985 3 місяці тому

    Thanks a lot to you

  • @sucharitapanigrahy1790
    @sucharitapanigrahy1790 3 місяці тому +1

    Thiku katha aita

  • @user-jb7st9gj6r
    @user-jb7st9gj6r 2 місяці тому

    ଆମ ଓଡିଶା ବାସୀଙ୍କୁ ଅନୁରୋଧ 🙏 ଦୟାକରି ଆମେ ଓଡିଶା ବେଶି କେହି ହିନ୍ଦୁ ମୁସଲିମ କରିବା ନାହିଁ ... ଆମର ଭାଇ ଚାରା ସବୁ ବେଳେ ରଖିବା ପାଇଁ ଚେଷ୍ଟା କରିବା . ଧର୍ମ କୁ ନେଇ କେହି ଉସ୍କାୟିଲେ ମଧ୍ୟ ଆମେ ତା କଥାରେ ପଡିବା ନାହିଁ. 🤝🤝🤝🤝🤝

  • @khageswarsethi5924
    @khageswarsethi5924 3 місяці тому

    100% Right

  • @thabiramajhi2392
    @thabiramajhi2392 11 місяців тому +1

    U are absolutely right Sir.Try to teach them Political science especially Indian Constitution.

  • @papucreation859
    @papucreation859 2 місяці тому

    100%Right Sir 👍👍👍

  • @mickyrout8244
    @mickyrout8244 11 місяців тому +2

    Bharat mata ki jay

  • @surendranathrath504
    @surendranathrath504 5 днів тому

    ଆପଣଙ୍କ ଭଳି ପ୍ରଗତିଶୀଳ ସ୍ବାର୍ଥତ୍ଯାଗୀ ଗଣତନ୍ତ୍ର ର ସୁରକ୍ଷା କବଚ ଜାଗ୍ରତ ପ୍ରହରୀ, ସଦା ସର୍ବଦା ନିରବିଚ୍ଛିନ୍ନ ଭାବେ ନିଜ ସୁଖ ଶାନ୍ତି ଜଳାଞ୍ଜଳି ଦେଇ, ଜନସ୍ବାର୍ଥ ସର୍ବସ୍ବ ବ୍ୟକ୍ତିତ୍ଵ ? ମମିତା ମେହେର, ପରୀ, ସୋମାଲିକା, ସଞ୍ଜୁକ୍ତା ପାଇଁ ଆପଣଙ୍କ ବାଇଟ୍ ହୃଦୟ ସ୍ପର୍ଶୀ । ଏଭଳି ବ୍ୟକ୍ତିତ୍ଵ ଥାଉ ଥାଉ ମୋଦି ଭଳି ସାମାନ୍ୟ ଲୋକ , ଗଣତନ୍ତ୍ର ର ହତ୍ୟା କରିବା ପାଇଁ ସାହସ କେମିତି କଲେ ?

  • @arjunkilaka8756
    @arjunkilaka8756 2 місяці тому

    Your speach is right sir

  • @saitangochhyat5673
    @saitangochhyat5673 2 місяці тому

    Tq bro

  • @BatakrushnaSwain-hj8qr
    @BatakrushnaSwain-hj8qr 11 місяців тому +12

    ବିରୋଧୀ ମେଣ୍ଟର ନାମ I.N.D.I.A ହେବାରୁ ମୋଦି ସରକାର ଆମ ଦେଶର ନାମ India ବଦଳରେ ଭାରତ ରଖୁଛନ୍ତି।ଯଦି ତାହା ହୁଏ ଭାରତରେ କଉଣସି ନାଗରିକଙ୍କ ନାମ ରାହୁଳ, ପ୍ରିୟଙ୍କା........ ଇତ୍ୟାଦି ରହିବ ନାହିଁ।

  • @alialka1281
    @alialka1281 2 місяці тому

    🙏Sir,
    You are 100% Right Sir
    So I like that

  • @SarojniKiro-ww9ic
    @SarojniKiro-ww9ic 11 місяців тому

    Very nice what you told thanks

  • @dr.rameshchandranayak8014
    @dr.rameshchandranayak8014 3 місяці тому

    Truely brilliant interpretation...

  • @itsbikram24
    @itsbikram24 11 місяців тому +4

    ଟ୍ରମ୍ପ ଆସିଲା ବେଳେ ଯେମିତି ଦିଲ୍ଲୀ ରେ ଦଙ୍ଗା କରିଥିଲେ ସେମିତି ଏହି ବ୍ୟକ୍ତି ଚାହୁଁଚି କି G20 ସମୟରେ ହେଉ ?

    • @prakashanaik2080
      @prakashanaik2080 11 місяців тому

      ତୁ ମାଦୋର ଚୋଦ ହାରାମି

  • @jagannathjani2970
    @jagannathjani2970 2 місяці тому +1

    I love my india ❤❤❤❤❤❤❤😂🎉😢😮😅😊

  • @pramodparida746
    @pramodparida746 3 місяці тому

    I love my INDIA❤

  • @MahendraBag-yr2du
    @MahendraBag-yr2du 3 місяці тому +1

    👍🏻

  • @subashpatra6528
    @subashpatra6528 3 місяці тому

    Jodega Bharat jitega India
    I love my india india

  • @rockyboss309
    @rockyboss309 2 місяці тому +2

    ସମ୍ବିଧାନ ବଞ୍ଚାଅ

  • @sudarsandas9094
    @sudarsandas9094 3 місяці тому

    Sir you are perfect and intellectual

  • @galparealpa5885
    @galparealpa5885 4 місяці тому

    Really

  • @Subrat_9_108
    @Subrat_9_108 11 місяців тому +1

    ଜୟ ଭାରତ ମାତା 🙏🏻🇮🇳

  • @basujani2242
    @basujani2242 11 місяців тому

    Sir ଆପଣ ଠିକ୍ କହୁଛନ୍ତି ❤❤❤❤

  • @subhamrupamajhi5530
    @subhamrupamajhi5530 11 місяців тому +1

    ସାର୍ ଆପଣ ଠିକ୍ କହିଛନ୍ତି ଆପଣଙ୍କ ବଳି ଲୋକ ବହୁତ କମ୍ ଦେଖାଯଆନ୍ତି

  • @mkrcreate3498
    @mkrcreate3498 11 місяців тому

    Thank you sir

  • @rajendrabarik4224
    @rajendrabarik4224 11 місяців тому

    ଆପଣଙ୍କ ଠିକ୍ କହୁଛନ୍ତି ❤

  • @user-jb7st9gj6r
    @user-jb7st9gj6r 2 місяці тому

    ଭାଇ ମୂର୍ଖ କୁ ରାଜା କଲେ ପ୍ରଜା ଦୁଃଖ ପାଇଥାଏ.

  • @RabiJakaka-rd2cr
    @RabiJakaka-rd2cr 2 місяці тому +1

    Bjp ନେତା ମାନଙ୍କୁ କେତେ କହିଲେ ବି ଲାଜ ଲାଗିବା ନାହିଁ।କାରଣ ଏମାନେ ନିର୍ଲଜଙ୍କ doda।

  • @judhistirdas1763
    @judhistirdas1763 3 місяці тому

    Thanks to kedar Mishra.

  • @nikhilsahu381
    @nikhilsahu381 11 місяців тому +2

    Sir u r the superior political analyst.we salute u sir.u r really star political analysis t.

  • @ChhabilaBehera-bd3lb
    @ChhabilaBehera-bd3lb 11 місяців тому

    Very good comment sir

  • @sukantasahoosahoo1937
    @sukantasahoosahoo1937 11 місяців тому

    Very nice

  • @yudhisthir123
    @yudhisthir123 3 місяці тому

    Thik katha Sare👍👍👍👍👍

  • @ashu8411
    @ashu8411 2 місяці тому

  • @gbehera5292
    @gbehera5292 11 місяців тому +1

    We agree with 110℅ .... Serious vindictive intention of leadership of our country now.

  • @itsbikram24
    @itsbikram24 11 місяців тому +1

    ସମ୍ବିଧାନ ରେ ଲେଖା ଯାଇଛି ଭାରତ ତେଣୁ ଭାରତ ନାମ ହେଲେ ଅସୁବିଧା କଣ ? ଏ ଚାନେଲ ଆଉ ଏ ମହାଶୟ ମୋଦି ମୋଦି ହେବା ଛଡ଼ା ଆଉ କିଛି ନାହିଁ । ନେତା ହେବାର ପ୍ରବଳ ଇଛା କିନ୍ତୁ ହେଇପରିବେନି କେବଳ ଗପିବ କିଛି କହିପାରିବିନି । ନିଜେ ପ୍ରଧାନ ମନ୍ତ୍ରୀ ହେଇଯା ।

  • @pintu9872
    @pintu9872 3 місяці тому

    That' the matter and the fact of this article

  • @ashokmallick5740
    @ashokmallick5740 11 місяців тому

    Bharat Mata ki jai

  • @prahalladpadhan3072
    @prahalladpadhan3072 2 місяці тому

    Thank you Sir good Speach,I appreciate you...Modi hatao...

  • @bharatRout-bz8zd
    @bharatRout-bz8zd 3 місяці тому

    Sj .modi ଦେଶର୍ ଏକାଙ୍ଗ ଚକ୍ରବତୀ ହେବା ପାଇଁ ନାଗରିକ ମାନଙ୍କ ଅଧିକାର ଏବଂ ସ୍ୱାଭିମାନ ନଷ୍ଟ କରୁଛନ୍ତି ଏହା ଦୁର୍ଭାଗ୍ୟର୍ ବିଷୟ.
    .....

  • @bikashsona3535
    @bikashsona3535 11 місяців тому +11

    ବିଜେଡି ହଟାଅ ଓଡ଼ିଶା ବଞ୍ଚାଅ

  • @pareshshee6383
    @pareshshee6383 3 місяці тому

    Bharat talk is right, it is our proud

  • @user-du7cu6tj8j
    @user-du7cu6tj8j 11 місяців тому

    Allrightsir

  • @sibarammajhi8037
    @sibarammajhi8037 2 місяці тому +2

    INDEPENDENT OF INDIA NA INDEPENDENT OF BHARAT SO MODI HATAO INDIA BACHAO

  • @razkumar3773
    @razkumar3773 11 місяців тому

    କଂଗ୍ରେସ ଲୋକ କଂଗ୍ରେସ ର ଭୁଲ ଲୁଚାଇ କଂଗ୍ରେସ ର ଗୁଣଗାନ କରିବ, ଏହା ବଡ କଥା କଣ,

  • @prafullasatpathy4597
    @prafullasatpathy4597 11 місяців тому +4

    9 ବର୍ଷ ହେଲା ଶୋଇ ଥିଲେ କୁମ୍ଭକର୍ଣ୍ଣ ପରି ନିଦ ଭାଂଗିଲାରୁ ଭାବୁଛନ୍ତି. ମୁଁ ସମସ୍ତଙ୍କୁ ମାରି ଦେବି ଅହଂକାରୀ ର ପରାଜୟ ହେବ

  • @rajnikantrajnikant8434
    @rajnikantrajnikant8434 2 місяці тому

    ସବୁ ବେଳେ ଭାଷା ରେ ଖେଳ,
    ସଂକଳ୍ପ ପତ୍ର,= ପ୍ରତିଶ୍ରୁତି ନୁହେଁ
    ସମ୍ୟକ୍ ରୂପରେ କଳ୍ପନା, କଲେ କରିବୁ ନ ହେଲେ ନାହିଁ ,

  • @kapuranaik3738
    @kapuranaik3738 2 місяці тому

    🌹👌👍♥️🙏

  • @SamuelChallan
    @SamuelChallan 19 днів тому

    ବିଲ୍କୁଲ୍ ସତ କଥା ବି ଜେ ପି ହଟାଇବାକୁ ଜରୂର ସମୟ ଆସିଛି।

  • @adumallick2027
    @adumallick2027 Місяць тому

    ରାଷ୍ଟ୍ର ପତି କୁଂ କିଛି ଜଣା