Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ନମସ୍କାର 🙏 ଆପଣଙ୍କ ସମସ୍ତ video ରୁ ବହୁତ କିଛି ଶିକ୍ଷା ମିଳୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ, ଜୟ କିସାନ 🇮🇳
Sir best CR mota dhana upare gote video karantu
Sir dhana dhupakati vhali heuchi please suggest
Very well information sir. Thank you sir
Welcome
@@krushisampada clear and top information sir. Odisha best agriculture channel and my first agriculture channel from Sonepur district
Bahut badhia sir
Thank you
Beautiful Analysis.
Sar nano dap nano urea ba jibrlic acd ku pan cashara spra kari haba
Nice information sir
Very Very nice line. Jay Jagannath
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସାରେ ପିମ୍ପୁଡ଼ି ଲାଗୁଚି ଗଛ ମରିଯାଏ ତା'ର ନିରାକରଣ ଛୋଟ ଗଛ ଗେଣ୍ଡା ସବୁ ଗଛର କାଟୁଛି ଏହାର କାରଣ କଣ ବୁଝୀଇ ଆର ଅଧ୍ୟାୟରେ କହିବେ ବାଲିରେ ଗଛ କିଛି ବିରହୁନି ଗଛ ଛାଇରେ ହଁ ଉନି ତାର ଔ ସଦର ବ୍ୟବହାର ବିଷୟରେ କହୀଵେ🙏🏻🙏🏻🙏🏻
Mora jami re same problem
Jai kisan very nice👍
Sir duplicate Sara au orginal Sara kemiti janiba video asu..🙏
sir,Tata product gateway bhala hebaki , please comment re kuhantu
ହଁ ଭଲ ହେବ , ଏକର ପ୍ରତି 4kg ପ୍ରୟୋଗ କରନ୍ତୁ
Thank you sir
T thank you
Sir ପ୍ରଣାମ,missan chlorantraniliprole 0,4 gr, ପ୍ରୟୋଗ କଲେ ଭଲ ହେବ କୀ ferterra ଭଲ ଟିକେ କୁହନ୍ତୁ
ଯେକୌଣସି କୁ ପ୍ରୟୋଗ କରନ୍ତୁ
Sir lembu ga6ara patra poka katipakau6i
ଲେମ୍ବୁ ଫସଲରେ Lemon Butterfly ର ଲାର୍ଭା ପୋକ ଲାଗିଛନ୍ତି। ଏହି larva ପତ୍ର କୁ ଖାଇ ଥାଆନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲାର୍ଭା କୁ ସଂଗ୍ରହ କରି ନଷ୍ଟ କରନ୍ତୁ।ବଗିଚା ରୁ ଘାସ ସଫା କରନ୍ତୁ।Chloropyriphos 50%+Cypermethrin 5% EC lit ପ୍ରତି 2ml ବା Novaluron 5.25%+Indoxacarb 4.5%SC lit ପ୍ରତି 1.75ml ସହିତ ନିମ୍ବ ତେଲ lit ପ୍ରତି 1.5ml ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।drum ପ୍ରତି ଅଧା ଚାମଚ detergent ମିଶାଇ ସ୍ପ୍ରେ କରନ୍ତୁ।
sir danadar kichi kamakaruni
ଦାନାଦାର ସହିତ କୀଟନାଶକ ସ୍ପ୍ରେ କରନ୍ତୁ।Coragen drum ପ୍ରତି 7ml ହିସାବରେ ସ୍ପ୍ରେ କରନ୍ତୁ।
Dhanre siouli kemiti katib
ପାଣି ଛାଡ଼ି ଦିଅନ୍ତୁ।Copper oxychloride 50%WP lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।
Sir🙏, roibara 15 dina heic. Blast tk lagichi. Tali re kintu roibara 7 dina purbaru valxtra spray karithili. Azoxystorbin, difenoconazole debi ki. Patra b tk katuchi. Please suggest me sir 🙏.
Chlorantraniliprole 0.4 gr jensi company ra hele b bhal kam deba kaen
ହଁ ଭଲ କାମ ଦେବ
Amar dhan roibar 30 day Kanda bidha rong heichhi
sir regent ultra bhala hebani
ହଁ ଭଲ ହେବ
thanks sir
Sir ତଳି ଷଣ୍ଢ ଖାଇଦେଉଛନ୍ତି, ସେମିତି କିଛି ଔଷଧ ଅଛି କି, ଷଣ୍ଢ ନ ଖାଇବା ପାଇଁ?
ଏକର ପତି ଜମି ରେ ଡିଅଫ ଓ ପଟାସ କେତେ ପରିମାଣ ଦେବା ଆବଶ୍ୟକ ଅଟେ
Angya juhar au bhal a6n ta
ଭଲ ଅଛି।ଆପଣ କେନ୍ତା ଅଛନ
ଧାନ ଵିଲରେ ଶିଉଳି କେଉଂ ମେଡିସିନ ପଡିବ ସାରେ
Copper sulphate ବା ତୁତିଆ ଏକର ପ୍ରତି 2kg କୁ powder କରି 10kg urea ସାର ସହିତ ମିଶାଇ ପ୍ରୟୋଗ କରନ୍ତୁ
Sir 🙏ବୁଣା ଧାନରେ କେତେ ଦିନ ପରେ granual ପକେଇଲେ ଭଲ
Vedio ରେ ସମ୍ପୂର୍ଣ ତଥ୍ୟ ରହିଛି
Dhaan foot raha hai aur uska pathar Dala ho raha hai kya spray karenge kaun sa medicine spray karenge
Sar thoda reply dijiye
Ferterra ପ୍ରୟୋଗ ସମୟରେ ଜମିରେ କେତେ ପାଣି ଦରକାର ଯଦି ବେଶୀ ବର୍ଷା ହୁଏ କଣ ହେବ
2-3inch ପାଣି ରଖନ୍ତୁ
FMC ferterra is best
Sir ଖାଲ ଜମି ରୁଆ ସରିଲାଣି 40 ହୁଣ୍ଟ ରେ katha ପ୍ରଧାନ ଧାନ ମାଳି 4 ରେ ପକାଇ ଲେ ହବ ରୁଆ 4ଦିନ ହଉଛି ପକାଇ ଇବା ଟିକେ କୁନ୍ତୁ
15-20 ଦିନରେ ପ୍ରୟୋଗ କରନ୍ତୁ
ପିଲ ସାର ଅଣୁ ସହିତ ferterra ମିଶାଇ ଦେଲେ କିଛି problem ହେବକି
ନା ସାର ସହିତ ମିଶାଇ ପ୍ରୟୋଗ କରି ପାରିବେ
ବୁଣା ଧାନ ରେ କେଉଁ ସମୟରେ ଦେବା କଥା
ଧାନ ବୁଣିବା ର 20-25 ଦିନରେ ପ୍ରୟୋଗ କରନ୍ତୁ
Sare apanak phone number
ନମସ୍କାର 🙏 ଆପଣଙ୍କ ସମସ୍ତ video ରୁ ବହୁତ କିଛି ଶିକ୍ଷା ମିଳୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ, ଜୟ କିସାନ 🇮🇳
Sir best CR mota dhana upare gote video karantu
Sir dhana dhupakati vhali heuchi please suggest
Very well information sir. Thank you sir
Welcome
@@krushisampada clear and top information sir. Odisha best agriculture channel and my first agriculture channel from Sonepur district
Bahut badhia sir
Thank you
Beautiful Analysis.
Thank you
Sar nano dap nano urea ba jibrlic acd ku pan cashara spra kari haba
Nice information sir
Thank you
Very Very nice line. Jay Jagannath
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସାରେ ପିମ୍ପୁଡ଼ି ଲାଗୁଚି ଗଛ ମରିଯାଏ ତା'ର ନିରାକରଣ ଛୋଟ ଗଛ ଗେଣ୍ଡା ସବୁ ଗଛର କାଟୁଛି ଏହାର କାରଣ କଣ ବୁଝୀଇ ଆର ଅଧ୍ୟାୟରେ କହିବେ ବାଲିରେ ଗଛ କିଛି ବିରହୁନି ଗଛ ଛାଇରେ ହଁ ଉନି ତାର ଔ ସଦର ବ୍ୟବହାର ବିଷୟରେ କହୀଵେ🙏🏻🙏🏻🙏🏻
Mora jami re same problem
Jai kisan very nice👍
Thank you
Sir duplicate Sara au orginal Sara kemiti janiba video asu..🙏
sir,Tata product gateway bhala hebaki , please comment re kuhantu
ହଁ ଭଲ ହେବ , ଏକର ପ୍ରତି 4kg ପ୍ରୟୋଗ କରନ୍ତୁ
Thank you sir
T thank you
Sir ପ୍ରଣାମ,missan chlorantraniliprole 0,4 gr, ପ୍ରୟୋଗ କଲେ ଭଲ ହେବ କୀ ferterra ଭଲ ଟିକେ କୁହନ୍ତୁ
ଯେକୌଣସି କୁ ପ୍ରୟୋଗ କରନ୍ତୁ
Sir lembu ga6ara patra poka katipakau6i
ଲେମ୍ବୁ ଫସଲରେ Lemon Butterfly ର ଲାର୍ଭା ପୋକ ଲାଗିଛନ୍ତି। ଏହି larva ପତ୍ର କୁ ଖାଇ ଥାଆନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲାର୍ଭା କୁ ସଂଗ୍ରହ କରି ନଷ୍ଟ କରନ୍ତୁ।ବଗିଚା ରୁ ଘାସ ସଫା କରନ୍ତୁ।
Chloropyriphos 50%+Cypermethrin 5% EC lit ପ୍ରତି 2ml ବା
Novaluron 5.25%+Indoxacarb 4.5%SC lit ପ୍ରତି 1.75ml ସହିତ ନିମ୍ବ ତେଲ lit ପ୍ରତି 1.5ml ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।drum ପ୍ରତି ଅଧା ଚାମଚ detergent ମିଶାଇ ସ୍ପ୍ରେ କରନ୍ତୁ।
sir danadar kichi kamakaruni
ଦାନାଦାର ସହିତ କୀଟନାଶକ ସ୍ପ୍ରେ କରନ୍ତୁ।
Coragen drum ପ୍ରତି 7ml ହିସାବରେ ସ୍ପ୍ରେ କରନ୍ତୁ।