୩୩ହଜାର କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ଲକ୍ଷ୍ମୀ ବସର ମାଲିକ କିଏ? | ତେରଛା ବାଣ | Terachha Baana

Поділитися
Вставка
  • Опубліковано 28 вер 2024

КОМЕНТАРІ • 91

  • @sureshchandradash6900
    @sureshchandradash6900 3 місяці тому +11

    ରାଧେ ରାଧେ ତୁମର ଅଧେକୁ ମୋର ଅଧେ

  • @laxmidharsatapathy1167
    @laxmidharsatapathy1167 3 місяці тому +14

    ଏ ସବୁ କେଲେଙ୍କାରୀ ନବୀନା ଯାଣିଛି କି ନାହିଁ ତା'ର ସି.ବି.ଆଇ ତଦନ୍ତ କରାଯାଉ।

  • @harekrishnatripathy7344
    @harekrishnatripathy7344 3 місяці тому +19

    ଏତେ ଚୋର ସତ୍ୱେ ନିଦା ବିଷ୍ଣୁ ନବୀନ ଙ୍କୁ କିଛିଲୋକ ବଢିଆ କହୁଛନ୍ତି

  • @harishmallck2
    @harishmallck2 3 місяці тому +32

    ପାଣ୍ଡିଆନ ବାବୁଙ୍କ ପରି ଏତେ ଚତୁର ଏବଂ ଧୃତ ଲୋକ ଭାରତରେ ବିରଳ | ସରକାରଙ୍କର ଯେତେ ପ୍ରକଳ୍ପ ଟା ପଛରେ କେତେ ଯେ କୁ ଚକ୍ରାନ୍ତ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି! ପାଣ୍ଡିଆନ ବାବୁ ପୁରା ଓଡିଶା ତାକୁ ଭାବିନେଇଥିଲେ ଯେ ଓଡିଶାଟା ତାଙ୍କ ପୈତୃକ ସମ୍ପତି | ପାଣ୍ଡିଆନ ବାବୁ ତ ଅରବିନ୍ଦ kejariwal ର ଗୁରୁ ଠକାମିରେ.

  • @chittasahoo3236
    @chittasahoo3236 3 місяці тому +17

    ଯଉ ଗେଣ୍ଡା ଗେଣ୍ଡି ମାନେ ନବୀନା ହାରି ଗଲା ବୋଲି କାନ୍ଦୁଛ ସେମାନେ ଟିକେ ନବୀନ କେତେ ଭଲ

    • @PureTraditionalLife
      @PureTraditionalLife 3 місяці тому

      ଅଯୋଧ୍ୟା ରେ ଶ୍ରୀ ରାମଙ୍କର ମନ୍ଦିରର ରାସ୍ତା ଭୁଶୁଡି ଗଲାଣି news ଦେଖୁନକି ଯାଇକି ଦେଖ କେତେ ଘୋଟଲା ହେଇଚି

  • @SuramaDash-gz6yx
    @SuramaDash-gz6yx 3 місяці тому +11

    ଓଡିଶା ସରକାର ତୁରନ୍ତ ଏହା ଉପରେ ସ୍ପଷ୍ଟୀକରଣ ଦେବା ଦରକାର. 33 ହଜାର କୋଟି ଟଙ୍କା ଯଦି ଯାଇଛି, ତାହେଲେ ସରକାର ଏଯାଏଁ ଚୁପ କାହିଁକି?

  • @ArunDas-hc5zz
    @ArunDas-hc5zz 3 місяці тому +10

    ସବୁ କଥାରେ ପାଣ୍ଡିଅଣ କୁ ଦୋଷ କାହିଁକି ଦେଉଛ?ମୁଖ୍ୟ ମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ ସୁତରାଂ ନବୀନ ଙ୍କ ଠାରୁ ଜବାବ ମଗା ଯାଉ ଓ ତୁରନ୍ତ ତଦନ୍ତ କମିଶନ ବସାଯାଉ।ନବୀନ କାହିଁକି କେନ୍ଦ୍ର କୁ ମେଣ୍ଟ ପାଇଁ ପ୍ରବ୍ରତାଉ ଥିଲେ ତାହା ଏବେ ସ୍ପଷ୍ଟ ହେଲା।ଯଦି ପ୍ରକୃତରେ BJP ଜନ ହିତ କାରୀ, ଭାଇ ବନ୍ଧୁ ବେପାର ନ କରି ରାଜଧର୍ମ ପାଳନ ପୂର୍ବକ ପଦକ୍ଷେପ ନିଆ ଯାଉ,,

  • @saleskumargiri6187
    @saleskumargiri6187 3 місяці тому +3

    ହଁ ଆଜ୍ଞା, ଯାହା ହେଉ ଆପଣଙ୍କୁ ଏବେ ଭଲ ଖୁରାକ ଟିଏ ଦେଇଛି।ଆଗେଇ ଚାଲନ୍ତୁ ।ଏହା ସହିତ କେନ୍ଦ୍ର ସରକାର ଙ୍କ ଭଲମନ୍ଦ କହିଲେ ଆପଣଙ୍କର ଆହୁରି ନାଆଁ ବଢିବ ।ଧନ୍ୟବାଦ ।

  • @samirnayak3768
    @samirnayak3768 3 місяці тому +2

    ନବୀନ ବାବୁ କେତେ ଭଲ ..............

  • @super_cluster8147
    @super_cluster8147 3 місяці тому +2

    Sir jaha kahuchhanti jadi tike proof diante tahale ama pain subidha huanta...

  • @dasharathiroutray7176
    @dasharathiroutray7176 3 місяці тому +1

    Biju honesty and quality converted to goondabahini pc sarkar has come to an end

  • @sudhakarsahoo-f1n
    @sudhakarsahoo-f1n 3 місяці тому +3

    At least give all works during Navin ji..Last govt and give all to CBI..

  • @gangadhardash3430
    @gangadhardash3430 3 місяці тому +1

    🎉🎉🎉

  • @prashantnaik89
    @prashantnaik89 3 місяці тому +1

    Amiti saha

  • @BiduutaravaSahoo
    @BiduutaravaSahoo 3 місяці тому +2

    Pandiyan leading to pain Worry and finally to depression Loss of Hope

  • @jagannathpradhan3461
    @jagannathpradhan3461 3 місяці тому +1

    Before reinventing the Laxmi bus, govt should take up the fitness of the buses. Other angel ie. Corruption should also be enquired into.

  • @kaminikantasahu3865
    @kaminikantasahu3865 3 місяці тому +2

    ତୋର ଯଦି ଏତେ ଜ୍ଞାନ ତା'ହେଲେ ଆଗରୁ ଶୋଇଥିଲୁ କି? ଯେତେବେଳେ ଯୋଜନା ଆରମ୍ଭ ହେଲା ସେତେବେଳେ କାହିଁକି କହିଲୁ ନାହିଁ ?

  • @sudhirsasmal8518
    @sudhirsasmal8518 3 місяці тому +1

    Sir, nua sarkar electry bill kebe free karibe ?

  • @harisankarbeheraa
    @harisankarbeheraa 3 місяці тому +1

    Sir outsourcing karmachari mananka dukha,durdasha bisayare gote video karantu 🙏🙏 apanankara punya haba .. bhagaban🙏🙏

  • @chandrapanda7222
    @chandrapanda7222 3 місяці тому +4

    33 କୋଟି ଟଙ୍କା ର ଲକ୍ଷ୍ମୀ ବସ ର ମାଲିକ ନିଜେ ଓଡିଶା BJP ସରକାର. ଏହାର ପରିଚାଳନା ଦାୟିତ୍ୱ ହେଉଛି ବର୍ତମାନ ର ପରିବହନ ମନ୍ତ୍ରୀ.
    ଆଉ କିଏ ନାହିଁ ନା ନବୀନ ବାବୁ ନା ପାଣ୍ଡିଆନ. କେହି ନାହିଁ.

  • @katiasenapati2607
    @katiasenapati2607 3 місяці тому

    JAY JAGNATHA ,,,AND MAAJUMURI MANGLLA MANDER TARFARU BHUTA BHAUT SUVECHAA SUVHA KAMANA,,,🎉🎉🎉,B,D,K,,,❤

  • @debabratanayak9971
    @debabratanayak9971 3 місяці тому +1

    ଜଗନ୍ନାଥ ହିଁ ଏ ସରକାର ବଦଳାଇଲେ. ତେଣୁ ମୋହନ ବାବୁ ଠିକ୍ ବାଟରେ ଚାଲନ୍ତୁ. ନ ହେଲେ ମରିବା ନିଶ୍ଚିତ.

  • @sushantamohapatra3405
    @sushantamohapatra3405 3 місяці тому +3

    Sabu pai dayi BJP, se akhi buji deithila Odisha babada re. Anya state pain ED CBI thila

  • @SatrughanNayak-qf1rt
    @SatrughanNayak-qf1rt 3 місяці тому +2

    ଓଡ଼ିଶା ସରକାର ବସ୍ କିଣିଲା କିନ୍ତୁ ଓଡିଶା ସରକାର ର କିଛି ପ୍ରମାଣ ନାହିଁ, ଏସବୁ ପଣ୍ଡିଆ ନା ନାଁରେ କିଣା ହୋଇଛି, ଏଣୁ ମୁଁ କହୁଛି ଓଡିଶାରେ ନୁହଁ ପୁରା ଭାରତ ବର୍ଷ ରେ ସବୁ ଠାରୁ ବେକାର ମୁଖ୍ୟ ମନ୍ତ୍ରୀ ନବୀନ

    • @bibhutibhusannayak6445
      @bibhutibhusannayak6445 3 місяці тому

      ଇଏ କି କଥା କେତେ ଜଣ କହୁଛନ୍ତି ବାପା ମା କୁ ବରଂ ଭୂଲି ଯିବେ କିନ୍ତୁ ନବିନ ପଟ୍ଟନାୟକ କୁ ଭୁଲି ପାରିବେ ନାହିଁ ।

  • @RAGHUNATHBEHERA-z3l
    @RAGHUNATHBEHERA-z3l 3 місяці тому

    Pandian ସାର୍ କୁଟି ଏ ରେ ଗଟିଏ

  • @janakiballavdash806
    @janakiballavdash806 3 місяці тому +1

    Ega sunoucho kene jadi paisa guti guti aaday kari parila tebe sunantu nachet samaste misi chanda dei koti koti tanku eei babu nku diantu🎩

  • @Mishkasgarden
    @Mishkasgarden 3 місяці тому +1

    Amit saha bus deithila

  • @trilochanpatnaik6321
    @trilochanpatnaik6321 3 місяці тому +2

    ପାଣ୍ଡିଆ ତେତିଶି ହଜାର କୋଟି କୁ ସଂଖ୍ୟାରେ ଲେଖି ପାରିବ ତ?

  • @ashokbadajena8568
    @ashokbadajena8568 3 місяці тому +2

    ଏଥି ୭୦ ଭାଗ ଲୋକ ମଦୁଆ ନବୀନ ର କଣ ଟା ଦେଖି ବଇଆ ହେଉଥିଲେ ମୁଁ ଭାଇ ବୁଝି ପାରେନା,,,,ଆଉ ପାଣ୍ଡୁ ଯୋଉ ଓ, ଢ଼ୋ , ଠୁ , ଠା ,ଆଉ ଟି , ଫି ଖୋଲି ଚାଲିଥିଲା ଆମ ଓଡ଼ିଆ ଟଙ୍କା ଲୁଟିବାକୁ ସେଥିପାଇଁ ନବୀନ ଆଉ ଏହି gaalua BJD ଓଡ଼ିଆ ନେତା ଡାଇ

  • @sureshpatel1309
    @sureshpatel1309 3 місяці тому +2

    ବର୍ତ୍ତମାନ ସରକାର କଣ ପାଣ୍ଡିଏନ କୁ ବିରୋଧ କରି ପାରିବ କି? No chance.

  • @Aljadhaniya
    @Aljadhaniya 3 місяці тому +1

    Owner is Pandu raja

  • @pravakarpatri1292
    @pravakarpatri1292 3 місяці тому +2

    MALIKA PANDIA

  • @AnilKumar-sg3lo
    @AnilKumar-sg3lo 3 місяці тому +1

    Modi sanga Amita saha Tara sansta

  • @ajaysethy142
    @ajaysethy142 3 місяці тому +1

    Amit saha ra company gujurat re

  • @abhaykumatsamal8899
    @abhaykumatsamal8899 3 місяці тому +1

    Odia loka kebe sudhuribe ?
    Pandian au Naveen 5t ra fala

  • @sanjayalenka7292
    @sanjayalenka7292 3 місяці тому +1

    ଭଙ୍ଗା ବସ କ

  • @BaliarSingh-bp5dq
    @BaliarSingh-bp5dq 3 місяці тому

    Nabin pattanayak sabukelenkari janichhanti karana swachhc porsality aha mukahunahi bahujanakuhanti.

  • @PurnachandraBehera-if5tu
    @PurnachandraBehera-if5tu 3 місяці тому

    କିଛି ଓଡ଼ିଆ ପାଇଛନ୍ତି। BJD ଏତେ ବୋଟ ପାଇଲା କେମିତି।

  • @rashmiranjansi2611
    @rashmiranjansi2611 3 місяці тому +1

    33,000 cr tu sala reporter na dahara michhuaa?? Ea kn Rafale fighter jet ki??

  • @dillipkumarsahoo1133
    @dillipkumarsahoo1133 3 місяці тому +1

    ମୁଁ ନବୀନ କହୁଚି, 😂😂ମତେ ଅନ୍ଧ, ମୁକ, ବଧିର ଭଳି ଭଲ ପାଅ 🤪🤣👎😭 ମୁଁ ତୁମ ମାନକୁ ନିର୍ବାଣ ପ୍ରାପ୍ତି ଦେବି 🐚👎😭😂🤪🤣🤪😂

  • @amitabsamal4118
    @amitabsamal4118 3 місяці тому +1

    Fake news

  • @bijaypatra9105
    @bijaypatra9105 3 місяці тому

    ଆଗରୁ କୋଉଠି ଥିଲ

  • @skshitish
    @skshitish 3 місяці тому +1

    E maghen kuade sabu pachae baharanti
    Bekar katha kahi time waste

  • @Omm-i4g
    @Omm-i4g 3 місяці тому

    Sabu paisa modi khaichi

  • @CHHABIPRADHAN-cf8ce
    @CHHABIPRADHAN-cf8ce 3 місяці тому +1

    ମାଗିହା ପାଣ୍ଡୁ କି ମନ୍ତ୍ର କଲା ନବୀନା କୁ. ନବୀନା ଅନ୍ଧ ମୁକ ବଧିର ହେଇ ରହିଥିଲା. ବିଜେଡି କହିଲେ ପାଣ୍ଡୁ କୁ ବୁଝାଏ

  • @biswanathpadhy8371
    @biswanathpadhy8371 3 місяці тому +10

    ବିଜେପି ସରକାର ଏସବୁ ଦୁର୍ନୀତି ବିଷୟରେ ସ୍ପଷ୍ଟ ମତ ରଖିବା ଦରକାର।

  • @PrakashChandraDas-c2h
    @PrakashChandraDas-c2h 3 місяці тому +11

    ନବୀନଙ୍କର ଉପର ଧଳା ଭିତର ହାଣ୍ଡିକଲା

  • @shakaharipruthivi8696
    @shakaharipruthivi8696 3 місяці тому +8

    ମୋହନ ସରକାର ଙ୍କ ହାତ ନବୀନ, ପାଣ୍ଡୁ ପର୍ଯ୍ୟନ୍ତ ଯିବ ସେ ଆଶା ନାହିଁ। କେବଳ ଆଶା କରା ଯାଏ। ନ୍ୟାୟ ହେବ। ସମୟ କୁ ଦେଖିବା ଓ ଅପେକ୍ଷା କରିବା ହିଁ କଥା।

  • @bhaskarpadhi1916
    @bhaskarpadhi1916 3 місяці тому +8

    Details of Laxmi bus should be verified and bring into public's knowledge.

  • @nabakishoresahoo5712
    @nabakishoresahoo5712 3 місяці тому +20

    ବିଜେଡି ର ପରାଜୟ ଓଡିଶା ପାଇଁ ଆଶୀର୍ବାଦ I ନହେଲେ ଓଡିଶା ନିଲାମ ହୋଇଯାଇଥାନ୍ତ I ପାଣ୍ଡିଆନର ଧୃଷ୍ଟତା ପାଇଁ ନୋବେଲ prize ଦିଆଯାଉ l

  • @srinibaspal6574
    @srinibaspal6574 3 місяці тому +3

    କେମିତି ଲୁଟିବା ନାହିଁ ଯଦି ଜନତା 500 ଟଙ୍କା ନେଇ ଭୋଟ ଦେଇ ଦେଲେ ଆଉ ରାଜ୍ୟ କୁଆଡେ ଯାଉଅଛି ଯାଉ କେହି ବୁଝିବା ପାଇଁ ନାରାଜ l

  • @QuestQuivers
    @QuestQuivers 3 місяці тому +2

    i am sure Pandian is the 50% owner of the lacckhmi Bus

  • @niranjanpanda8574
    @niranjanpanda8574 3 місяці тому +2

    ଓଡିଶାର ଦୁର୍ନୀତି ସିବିଆଇ, ଇଡି କେବେ ତଦନ୍ତ କରିବ?

  • @maheswarbehera3411
    @maheswarbehera3411 3 місяці тому +2

    Pratap.dev.kuadegale.utaradiantu.laxmibus
    .babadare

  • @manmohanpadhi9778
    @manmohanpadhi9778 3 місяці тому +2

    Tukuni sah knows every thing about. Kete paichi pacharantu.

  • @santoshswain7624
    @santoshswain7624 3 місяці тому +1

    Naveen Patnaik main villain pandiyan au Anya mane sabu BJD ra Gunda Mafia chora badmash

  • @trilochanpatnaik6321
    @trilochanpatnaik6321 3 місяці тому +1

    Pandian ର ମାଇକିନିଆ ଚିନ୍ତା ବହୁତ। ତେଣୁ ଲକ୍ଷ୍ମୀ ବସ ରେ କେବକ ମାଇକିନିଆ ପାଞ୍ଚ ଟଙ୍କା ଦେଇ ଘରୁ ବ୍ଲକ ପର୍ଯ୍ୟନ୍ତ ଯାଆନ୍ତି। ଅନ୍ୟ କେହି ପାଞ୍ଚ ଟଙ୍କା ରେ ଯାଇ ପାରିବେ ନାହିଁ।

  • @ajayakumarsahoo4663
    @ajayakumarsahoo4663 3 місяці тому +1

    Padian.Nabin.babu.jahakare
    Chinti.c.b.I.tadhanta.hau

  • @prasannakumar3065
    @prasannakumar3065 3 місяці тому +1

    Odishara sabu luting neichanti, tathapi odia chup. Ebebi bahut loka pandian ku bikas Purushottam kahi Puja karuchanti. Satare ama nabin babu dhrutaradtra, na nusare rahi kichi Jani paru nathile. Jadi ekasangare 50 to 60 mla swara uthai thaante tebe aji e Dina dekhibaku mili nathanta. Present govt. Ed cbi ku case deba, kanhi lagu nahi. Kebala jagannath hin jaha karibe.

  • @PureTraditionalLife
    @PureTraditionalLife 3 місяці тому +2

    ଆରେ ଟାଉଟର ଆଗରୁ କୁଆଡେ ଯାଇଥିଲ କୁଆଡେ ଆସିକି ଭାଷଣ ମାରୁଛ

  • @bidyadharbargejoykrishna4902
    @bidyadharbargejoykrishna4902 3 місяці тому +1

    ଆପଣ ଙ୍କ ର ଚେନାଲ ର ମୁଁ ନିଜମିତ ଦର୍ଶକ

  • @padmanavsahoo8432
    @padmanavsahoo8432 3 місяці тому +1

    ନୂଆ ସରକାର କଣ ଏ ସବୁ ଖବର ପାଉନାହାନ୍ତି ନା ବୁରୋ କ୍ରସୀ ମାନେ କାର୍ଯ୍ୟନୁଷ୍ଠାନ ନେବାକୁ ସରକାର ଙ୍କୁ ସହଯୋଗ କରୁ ନାହାନ୍ତି ଏଣୁ ତୁରନ୍ତ ପାଣ୍ଡିଆନ ଏବଂ ଆଉ କିଛି ବାବୁ ଯେଉଁ ମାନେ ତାଙ୍କୁ ଆଖି ବୁଜି ସହଯୋଗ କରୁଥିଲେ ଏମାନଂକୁ ତୁରନ୍ତ ଗିରଫ କରିବା ବ୍ୟବସ୍ଥା କରନ୍ତୁ

  • @hsinformationandvlogs8057
    @hsinformationandvlogs8057 3 місяці тому +1

    ବିଭିନ୍ନ କମ୍ପାନୀ ର ବସ କିପରି ସମ୍ଭବ

  • @jagamohanojha4766
    @jagamohanojha4766 3 місяці тому +1

    ପାଣ୍ଡୁ ଖାଇଗଲା ସବୁ

  • @aksahoo346
    @aksahoo346 3 місяці тому +1

    Odisare sabu bivagare jadi nua sarkar tadanta karanti 5 barsa purigale bi tadanta karipariba nahi sabu chora officer tenu kichi hebani

  • @ramachandrapanigrahy8319
    @ramachandrapanigrahy8319 3 місяці тому +1

    Naveen babu should answer the people on this corruption and provide his honest opinion on his Govts zero tolerance to corruption claim ! Is looting the public exchequer is zero tolerance ? Should he not take the responsibility as CM of the state ?

  • @bhimapatra7849
    @bhimapatra7849 3 місяці тому +1

    Malika Kia odisa sarakara tu aau prabachan sunani

  • @manasnayak9528
    @manasnayak9528 3 місяці тому +1

    Salute sir

  • @PyarPay
    @PyarPay 3 місяці тому +1

    Sorry you don’t know sir you are giving very wrong information.
    Propoiter name -progressive transit pvt ltd . Which is situated at Delhi

    • @PyarPay
      @PyarPay 3 місяці тому

      I have proper information . Will share those details

  • @bharatchandrabarik5921
    @bharatchandrabarik5921 3 місяці тому

    ଯଦି ସତଶାହାସ ନାହିଁ ତାଙ୍କର ନାଁ କହିବାର ସାମ୍ବାଦିକତା କିହିଁକି କରି ତେରଛା ବାଣ ମାରୁଛନ୍ତି , ?

  • @BiswanathLohar-i3k
    @BiswanathLohar-i3k 3 місяці тому

    Laxmi bus bond heba dorkar

  • @surjitsahu226
    @surjitsahu226 3 місяці тому

    Thank you madam God bless you congratulation

  • @bijayakumarkhuntia3829
    @bijayakumarkhuntia3829 3 місяці тому

    Tumhen Choro Mane code khilao

  • @Basanti-dh8ie
    @Basanti-dh8ie 3 місяці тому

    Majhire majhire video clear subhunahun video cut hela par laguchhi

  • @Omm-i4g
    @Omm-i4g 3 місяці тому

    SABU SAMAN BJP BJD SABU KHAI JIBE GUJARATI AAU TAMIL HEUCHANTI BUS MAALIKA....BALAKU BUS RAKHICHA JALEI DIA BUS❤😂😂😂

  • @dolagobindatiwari3990
    @dolagobindatiwari3990 3 місяці тому

    Kukurara kama hela bhokiba

  • @RKM-mb1hx
    @RKM-mb1hx 3 місяці тому +1

    ପାଣ୍ଡୁ ର କେଳେଙ୍କାରୀ ଯୋଜନା ର ସିବିଆଇ ଯାଞ୍ଚ କରାଯାଉ।