Supreme Court Rejects PIL Against Shree Mandira Parikrama Project ଷଡଯନ୍ତ୍ରକାରୀଙ୍କୁ ଚାପୁଡ଼ା PULSETODAY

Поділитися
Вставка
  • Опубліковано 2 чер 2022
  • #srimandiracorridor #JagannathTemplePuri #puripolitics #BJPOdisha #OdishaBJP #AparajitaSarangi #baijyantapanda #JayPanda #SambitPatra #LatestNews #PoliticalAnalysis #pulse_today
    ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odia news updates from Odisha and India on UA-cam.
    #NewsAdda #OdiaNews #webnews
    Supreme Court Rejects PIL Against Shree Mandira Parikrama Project ଷଡଯନ୍ତ୍ରକାରୀଙ୍କୁ ଚାପୁଡ଼ା PULSETODAY
    -----------------------------------------------------------------------------------------------------------
    News Adda Web Channel | News Adda | Odia News | ନ୍ୟୁଜ୍ ଆଡା ଲାଇଭ୍
    News Adda Web Channel:
    ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ |
    News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos.
    #NewsADDA
    Follow us on Facebook: / newsaddaodisha
    odisha news, latest odisha news, odisha current news, breaking news odisha, latest Odia news , latest news Odia, latest odia News, bhubaneswar, bhubaneswar news, ଓଡିଶା ଖବର, ଓଡ଼ିଆ news, odisha tv, odishatv, odia news headlines, youtube news, live Odia, news, odisha rain news, odisha weather news, odisha weather updates, ukraine russia news, ukraine, ukraine russia crisis, cyclone news

КОМЕНТАРІ • 407

  • @litanjena09
    @litanjena09 2 роки тому +9

    ଏମିତି ଷଡ଼ଯନ୍ତ୍ର କାରୀଙ୍କୁ ଉଚିତ ଜବାବ ଦେଇଛନ୍ତି ହାଇକୋର୍ଟ

  • @amitnayak2633
    @amitnayak2633 2 роки тому +3

    ପ୍ରଭୂ ଜଗନ୍ନାଥଙ୍କ ପରମ ଭକ୍ତ ଯିଏ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଧର୍ଯ୍ୟ ର ବିଜୟ ହେଇଛି

  • @satyashreemishra8823
    @satyashreemishra8823 2 роки тому +3

    ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ସେବାୟତଙ୍କ ତ୍ୟାଗ ଓ କୋଟି କୋଟି ଭକ୍ତଙ୍କ ସହଯୋଗିତା ରେ ସମ୍ଭବ ହୋଇ ପାରିଛି।

  • @jayasuryarath8563
    @jayasuryarath8563 2 роки тому +6

    ଦୁର୍ଗା ବାବୁ,,,ସଠିକ୍ ବିଶ୍ଳେଷଣ ଓ ସଠିକ୍ ଉପସ୍ଥାପନା,,,ଆତ୍ମଘୋଷିତ ଓ ଆତ୍ମଘୋଷିତା ନେତା ନେତ୍ରୀ ଯେଉଁ ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ବାଧକ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ,,,ମାନନୀୟ ସୁପ୍ରିମକୋର୍ଟ ଙ୍କର ସେମାନଙ୍କୁ ସୁପ୍ରିମ ଝଟକା,,,,,କାହିଁକି ସେମାନଙ୍କୁ ନେଇ ଏତେ ଚର୍ଚ୍ଚା,,ବିଶ୍ଳେଷଣ ଓ ଉପସ୍ଥାପନା ,,,,,ଦୁର୍ଗା ବାବୁ,,,ଆଜି ଆମ ରାଜ୍ୟ ପାଇଁ ବେଶ୍ ମନେରହିବାର ଦିନ,,,ଆହୁରି ଚାରି ଗୋଟି ବିଷୟ ଛାଡି ଗଲେ,,,,ଏକ,,,ବ୍ରଜରାଜନଗର ରେ ବିଜେଡି ର ଅଭୂତପୂର୍ବ ବିଜୟ,,,,ଦୁଇ,,,,ରାଜ୍ୟ ସଭା କୁ ବିନା ବିରୋଧ ରେ ନିର୍ବାଚିତ,,,ତିନି,,,କଂଗ୍ରେସ ଉଠିଲେ,,,ଚାରି,,,ବିଜେପି ଶୋଉଛି,,,ସର୍ବୋପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ବକ୍ତବ୍ଯ,,ମହାପ୍ରଭୁ ଙ୍କ ଇଛା ବିନା ଗଛରେ ପତ୍ର ହଲେନାହଁ,,ବେଶ୍ ତାତ୍ପର୍ଯ୍ୟ ପୂର୍ଣ୍ଣ,,,,

  • @ashokdas6726
    @ashokdas6726 2 роки тому +4

    ଜୟ ଜଗନ୍ନାଥ... ଆପଣଙ୍କ କୃପା ଅପାର... ଆଜି ଆପଣ ଜଣାଇଛନ୍ତି କିଏ ନିଜର କିଏ ପର... ଜୟ ନବୀନ ପଟ୍ଟନାୟକ

  • @laxminarayandas1818
    @laxminarayandas1818 2 роки тому +5

    ମାନ୍ୟବର କୋର୍ଟ ବିରୋଧକାରୀଙ୍କୁ ଉପଯୁକ୍ତ ଚାପୁଡ଼ା ଦେଇଛନ୍ତି। ମାନ୍ୟବର କୋର୍ଟ ଏପରି ରାୟ ସ୍ବାଗତଯୋଗ୍ୟ।

  • @malayabhoi261
    @malayabhoi261 2 роки тому +2

    ଯେଉଁମାନେ ପ୍ରଭୁ ଜଗନ୍ନାଥଙ୍କ ବିକାଶ କାର୍ଯ୍ୟ ରୋକିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ସୁପ୍ରିମକୋର୍ଟ ସଠିକ ରାୟ ଦେଇଛନ୍ତି

  • @rabinarayanmohanty7922
    @rabinarayanmohanty7922 2 роки тому +4

    ଜଗନ୍ନାଥ ମହାପ୍ରଭୁଙ୍କର କାର୍ଯ୍ୟକୁ ନେଇ ଷଡ଼ଯନ୍ତ୍ରକାରୀଙ୍କ ପର୍ଦ୍ଦାଫାଶ ।

  • @prabirkumardas2743
    @prabirkumardas2743 2 роки тому +2

    ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆମ ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ର ପ୍ରକଳ୍ପ। ଏହା କଟି କଟି ଓଡ଼ିଆଙ୍କ ପାଇଁ ଚିନ୍ତା କରି କରାଯାଉଛି ଏହା କୁ କେହି ରୋକି ପାରିବେ ନାହିଁ।

  • @rakeshmohapatra5501
    @rakeshmohapatra5501 2 роки тому +8

    ସୁପ୍ରିମ କୋର୍ଟ ଙ୍କ ରାୟ ପରେ..ଏହି ଜଗନ୍ନାଥ ବୀଦ୍ରୋହୀ ଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର....🙄🙄🙄

  • @rabinarayanmohanty7922
    @rabinarayanmohanty7922 2 роки тому +1

    ଅତି ସୁନ୍ଦର ପଦକ୍ଷେପ ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ

  • @ch.prasadkumarpatnaik3428
    @ch.prasadkumarpatnaik3428 20 днів тому +1

    Nice and divine judgement.

  • @hariarjunsahu873
    @hariarjunsahu873 21 день тому +1

    Nice soch. Supreme decision.

  • @sanket565
    @sanket565 2 роки тому +11

    ସବୁ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା👌 କାମ ବନ୍ଦ ହେବା ନାହିଁ। ସୁପ୍ରିମ କୋର୍ଟ ଙ୍କ ପ୍ରଶଂସା ଯୋଗ୍ୟ ନିଷ୍ପତ୍ତି

  • @SaiRam-gc7ud
    @SaiRam-gc7ud 15 днів тому

    ଧନ୍ଯବାଦ ଜଣାଊଛି 🌹 ସାଵଦିକତୁମକୁ😊😊😊

  • @ch.prasadkumarpatnaik3428
    @ch.prasadkumarpatnaik3428 20 днів тому

    Jai Jagannath.

  • @ashokdas6726
    @ashokdas6726 2 роки тому +1

    ଅତି ସୁନ୍ଦର ନିଷ୍ପତ୍ତି ମାନ୍ୟବର ସୁପ୍ରିମ କୋର୍ଟଙ୍କ ଦ୍ଵାରା

  • @prabirkumardas2743
    @prabirkumardas2743 2 роки тому +1

    ଶ୍ରୀ ମନ୍ଦିର ଐତିହ୍ୟ କରିଡ଼ର କାର୍ଯ୍ୟ ସରିଲା ପରେ ସାରା ବିଶ୍ବ ବାସୀ ଦେଖିବେ ପୁରୀ ର ସୋଉଦର୍ଯ୍ୟ ଓ ସୁଯୋଗ ସୁବିଧା।

  • @sujitsahoo1226
    @sujitsahoo1226 2 роки тому +1

    ବିଜେପି ନେତାମାନେ ରାଜ୍ଯ ସରକାରଙ୍କୁ କଣ କରାହେବ ଆଉ କଣ ନାଇ ତାହା ସିଖାନ୍ତୁ ନାହିଁ କଣ କରାଯିବା କଥା ତାହା ରାଜ୍ଯ ସରକାର ଭଲଭାବେ ଜାଣିଛନ୍ତି ।

  • @swagatpradhan7719
    @swagatpradhan7719 2 роки тому +1

    ଗୋଟେ ସ୍ୱାଗତଯୋଗ୍ୟ କାର୍ଯ୍ୟ କୁ ବେଆଇନ ବୋଲି କହିବା ଆଗରୁ ଟିକେ ଚିନ୍ତା କରିବା ଆବଶ୍ୟକ ଥିଲା | SC ସେମାନଙ୍କୁ ସଠିକ ଜବାବ ଦେଇଛନ୍ତି |

  • @pratikshyapattnaik4349
    @pratikshyapattnaik4349 2 роки тому

    ଭାଷଣ ଦଳ ର ଗରବ ଶେଷ ଧରମ ର ହେଲା ଜୟ

  • @muralidhar9215
    @muralidhar9215 2 роки тому

    Bahut badhia

  • @user-wh8dq9rz7f
    @user-wh8dq9rz7f 2 роки тому +1

    Love you sir

  • @sumansahoo5437
    @sumansahoo5437 2 роки тому +2

    When the temple's circulation project is completed, the whole world will see a new chapter of transformation

  • @sumansahoo5437
    @sumansahoo5437 2 роки тому

    Welcome to the Supreme Court's decision.

  • @rabinarayanmohanty7922
    @rabinarayanmohanty7922 2 роки тому

    ଜଗନ୍ନାଥ ମହାପ୍ରଭୁ ବିନା ନିର୍ଦ୍ଦେଶରେ କିଛି ହୁଏନାହିଁ , ଆଉ ଯାହା ତାଙ୍କର ଇଛା ସେହା ହେବ ।

  • @pinakdas5166
    @pinakdas5166 2 роки тому +2

    Supreme Court gave a people oriented judgement & rejected the
    litigation.Yes it's a slap to the conspirators.

  • @latestbhajancollection3796
    @latestbhajancollection3796 2 роки тому

    Excellent step taken by honourable sc

  • @abhisekrath5516
    @abhisekrath5516 2 роки тому

    All development work should be encouraged and encouraged.

  • @akshayasahu9281
    @akshayasahu9281 21 день тому

    Right

  • @godabarimangaraj5027
    @godabarimangaraj5027 2 роки тому

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏

  • @abhisekrath5516
    @abhisekrath5516 2 роки тому

    Jagannath has given the right answer to those who are trying to get Jagannath into politics

  • @abhisekrath5516
    @abhisekrath5516 2 роки тому

    Mahaprabhu Shri Jagannath heard the cries of millions of devotees

  • @trilochanmohanty5915
    @trilochanmohanty5915 2 роки тому

    We must respect the judgement of Hon'ble Supreme court of India in the matter of PARIKRAMA PRAKALPA Shree Mandir Puri .

  • @debashishsrichandann4993
    @debashishsrichandann4993 2 роки тому

    ଜଗନ୍ନାଥ ଙ୍କ ବିରୋଧୀ ଙ୍କୁ ସଠିକ ଜବାବ ମିଳି ଯାଇଛି

  • @sumansahoo5437
    @sumansahoo5437 2 роки тому +1

    The court expressed dissatisfaction with the appeal of the opposition.

  • @bikashbhusanmohanty1988
    @bikashbhusanmohanty1988 2 роки тому

    Jay jagannath🙏

  • @abhisekrath5516
    @abhisekrath5516 2 роки тому

    Of course, the court's verdict is welcome

  • @abhisekrath5516
    @abhisekrath5516 2 роки тому

    ବାବୁ ଓ ମା ମାନେ ରାଜନୀତି କର କିନ୍ତୁ ପ୍ରଭୁ ଙ୍କୁ ନେଇକି ନୁହେଁ

  • @sipnsarma2817
    @sipnsarma2817 2 роки тому +1

    ମହାପ୍ରଭୁ ଙ୍କ କାମରେ ବାଧା ଦେଇ ଏମାନେ ବଞ୍ଚି ପାରିବେ ନାହିଁ l

  • @sonalisahu1356
    @sonalisahu1356 2 роки тому +1

    Hearing of supreme court clear stated the facts and now the opposition will surely shut their nuisance activities and act accordingly

  • @alishaparida8522
    @alishaparida8522 2 роки тому +1

    ଆଉ କେବେ ବି ଏମିତି ବିକାଶ କାର୍ଯ୍ୟରେ ବାଧା ଦେବା ପାଇଁ ଚେଷ୍ଟା କରିବ ନାହିଁ

  • @rabinarayanmohanty7922
    @rabinarayanmohanty7922 2 роки тому

    ସାରା ବିଶ୍ଵ ଦେଖିବ ପୁରୀ ଜଗନ୍ନାଥ ମନ୍ଦିରର ରୂପାନ୍ତରଣର ନୂତନ ଅଧ୍ୟାୟ ।

  • @prabirkumardas2743
    @prabirkumardas2743 2 роки тому

    ପ୍ରଭୁ ଜଗନ୍ନାଥଙ୍କ ବିନା ଇଚ୍ଛାରେ ପତ୍ର ଟିଏ ମଧ୍ୟ ହଲେ ନାହିଁ।
    ଯାହା କିଛି ହେଉଛି ତାଙ୍କରି ଇଚ୍ଛା।

  • @sumansahoo5437
    @sumansahoo5437 2 роки тому

    The court's decision is welcome

  • @sairajesh4581
    @sairajesh4581 2 роки тому

    ମହାପ୍ରଭୁ ଙ୍କ ସେବାୟତଙ୍କ ତ୍ୟାଗ, କୋଟି କୋଟି ଭକ୍ତଙ୍କ ସହଯୋଗରେ ପ୍ରକଳ୍ପ କାର୍ଯ୍ୟ ଆଗଉଛି

  • @sumansahoo5437
    @sumansahoo5437 2 роки тому

    Without Jagannath's consent, nothing would have happened

  • @Odia_Toka_Om
    @Odia_Toka_Om 2 роки тому

    ମୁଁ ପ୍ରଥମ ରୁ କହିଛି ଜଗନ୍ନାଥ ଙ୍କୁ ନେଇ ରାଜନୀତି ନ ହଉll
    ତାହା ନ୍ୟାୟାଳୟ ଆଜି
    ଉଚିତ ନ୍ୟାୟ ଦେଲେ
    ଜୟ ଜଗନ୍ନାଥ ll

  • @sumansahoo5437
    @sumansahoo5437 2 роки тому

    When the temple's circulation project is completed, Puri will shine and the world will see it.

  • @sumansahoo5437
    @sumansahoo5437 2 роки тому

    With the help of millions of devotees, the project is in full swing

  • @sabitaomshantidadijena4086
    @sabitaomshantidadijena4086 2 роки тому

    ଯାହାର ମାନ ଯେଡ଼େ ତାର ପ୍ରଭୁ ତେଡେ

  • @narayanbehera1373
    @narayanbehera1373 2 роки тому

    ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ରାୟ କୁ ସୁସ୍ୱାଗତ।

  • @sumansahoo5437
    @sumansahoo5437 2 роки тому

    Jagannath's opponents have found the right answer

  • @suprabha6713
    @suprabha6713 2 роки тому +1

    ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିକାଶ କାର୍ଯ୍ୟରେ ବାଧକ ସାଜୁଥିବା ଲୋକଙ୍କୁ ଶକ୍ତ ଚାପୁଡ଼ା ବାଜିଛି

  • @susiljena2702
    @susiljena2702 2 роки тому

    ଯେଉଁ ପ୍ରସଙ୍ଗ ଉଚ୍ଚ ନ୍ୟାୟାଳୟ କୁ ଯିବା କଥା ତାହା ନଯାଇ ନିର୍ଦ୍ଦିଷ୍ଟ ଷଡ଼ଯନ୍ତ୍ରକାରୀଙ୍କ ଦ୍ଵାରା ପ୍ରସ୍ତୁତ ପ୍ରସଙ୍ଗ ଯାଉଛି

  • @pratikshyapattnaik4349
    @pratikshyapattnaik4349 2 роки тому

    ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର ତାଙ୍କ ଉପରେ ସବୁଙ୍କ ଅଧିକାର ଅଛି ତମେ ରାଜନୀତି ପାଇ ଯାହା କରୁଥିଲ ଭଗବାନ୍ ଏବେ ଧର ପକେଇ ଦେଲେ

  • @sabitaomshantidadijena4086
    @sabitaomshantidadijena4086 2 роки тому

    ଜଗନ୍ନାଥ ଙ୍କୁ ନେଇ ରାଜନୀତି କରୁଥିବା ଲୋକଙ୍କୁ ପ୍ରଭୁ ଉଚିତ ଶିକ୍ଷା ଦେଇଛନ୍ତି

  • @user-ub6vf8qq6v
    @user-ub6vf8qq6v 21 день тому

    Jay. Gagan nath

  • @sashikantamandal9016
    @sashikantamandal9016 15 днів тому

    Joy jagnnath

  • @susiljena2702
    @susiljena2702 2 роки тому

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୁର୍ଣ୍ଣ ଭବେ ଏଏସଆଇ ଦ୍ଵାରା କାର୍ଯ୍ୟ ଚାଲୁଅଛି

  • @sumansahoo5437
    @sumansahoo5437 2 роки тому

    The Supreme Court dismissed the appeal and fined the petitioners.

  • @satyashreemishra8823
    @satyashreemishra8823 2 роки тому

    ଜଗନ୍ନାଥଙ୍କ ବିନା ଇଚ୍ଛାରେ ପତ୍ରଟେ ବି ହଲେନି, ତେଣୁ ଯାହା କରୁଛନ୍ତି ସେ ମହାପ୍ରଭୁ ଜଗନ୍ନାଥ ହିଁ କରୁଛନ୍ତି।

  • @sumansahoo5437
    @sumansahoo5437 2 роки тому

    Some of them are still in their faces, but their faces are not broken

  • @debashishsrichandann4993
    @debashishsrichandann4993 2 роки тому

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିଲେ ସାରା ବିଶ୍ୱ ଦେଖିବ ଏହାର ଗଢ଼ଣ

  • @alishaparida8522
    @alishaparida8522 2 роки тому +1

    ଲଜ୍ୟା ଲାଗୁନି ବୈଜନ୍ତ ଅପରାଜିତା ଓ ଅର୍ଧେନ୍ଦୁ ବାବୁ ବିକାଶ କାର୍ଯ୍ୟରେ ବାଧା ଦେଉଛ , ମହାପ୍ରଭୁ ଆପଣଙ୍କୁ ଛାଡ଼ିବେନି

  • @narayanbehera1373
    @narayanbehera1373 2 роки тому

    ସେବାୟତ ତଥା ଭକ୍ତ ମାନଙ୍କର ସହୋଜଗ ରେ ଆଗେଇ ଚାଲିବ ପରିକ୍ରମା ପ୍ରକଳ୍ପ।

  • @biswajitmohanty4835
    @biswajitmohanty4835 2 роки тому

    ପୁରୀଶ୍ରୀମନ୍ଦିର ବିକାଶ ରେ ଯେଉଁମାନେ ବାଧା ସୃଷ୍ଟି କରୁଛନ୍ତି ଭଗବାନ ମଧ୍ୟ କ୍ଷମା କରିବେନି

  • @sumansahoo5437
    @sumansahoo5437 2 роки тому

    The Supreme Court ruled in favor of the plaintiffs

  • @jyotimohapatra7228
    @jyotimohapatra7228 2 роки тому

    Mahaprabhu nka nirdesha re au koti koti bhakta nka sahajya re shreemandira prakalpa karjya ageichi

  • @Odia_Toka_Om
    @Odia_Toka_Om 2 роки тому

    ଯେଉଁ ମାନେ ବାଧା ଦେଉଥିଲେ ପ୍ରଭୁଙ୍କ କାମରେ ତାଙ୍କର ଅସଲ ରୂପ ଜନସାଧାରଣ ଦେଖିସାରିଲେଣି ତଥାପି ସେମାନେ ତାଙ୍କ ମିଛ କହିବା ବନ୍ଦ କରୁନାହାନ୍ତି କଣ ପାଇଁ ପ୍ରଭୁ ଜଗନ୍ନାଥ ଆଉ ତାଙ୍କୁ କେତେ ବଡ଼ ଦଣ୍ଡ ଦେଲେ ସେମାନେ ସୁଧୁରିବେ କେଯାନେ

  • @CarryMinati-em1hv
    @CarryMinati-em1hv 2 роки тому

    ବିରୋଧୀଙ୍କ ମୁହଁ ପୁରା ଚୁପ ହେଇଗଲା ଜୟ ଜଗନ୍ନାଥ |

  • @karmajibi6193
    @karmajibi6193 2 роки тому

    ତଥାପି ଅପେକ୍ଷା ସମୟକୁ, ସମୟ ବଡ ବଳବାନ।

  • @namitagochhayat5059
    @namitagochhayat5059 2 роки тому

    ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଶ୍ରୀମନ୍ଦିର ରେ ସେଥି ଲାଗି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ସେବାୟତମାନେ ଅନୁରୋଧ କରିଛନ୍ତି ହେଲେ ବିରୋଧୀଙ୍କ ହୀନ ଚିନ୍ତାଧାର ବଦଳୁନହିଁ।

  • @alishaparida8522
    @alishaparida8522 2 роки тому

    ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏ ଦେଶରେ ଗୋଟିଏ ଠାକୁର ଯିଏ କି କଳା ଠାକୁର.... ତାହାର ଉପସ୍ଥିତିର ପ୍ରମାଣ ଦେଇଛନ୍ତି

  • @narayanbehera1373
    @narayanbehera1373 2 роки тому

    ଯାହା ହେଉଛି ଏବଂ ଯାହା ହେବାକୁ ଯାଉଛି ସବୁ ଜଗନ୍ନାଥଙ୍କ ଇଚ୍ଛା ଓ ଆଦେଶ ରେ ହିଁ ହେଉଛି ।

  • @anilguru9947
    @anilguru9947 2 роки тому

    We should have respect to Judgement of Hon,ble Supreme Court
    We should not discuss beyond direction of Judgement.

  • @sumansahoo5437
    @sumansahoo5437 2 роки тому

    As Lord Jagannath showed the whole world, who is playing the truth and what lies?

  • @anmayeedas4839
    @anmayeedas4839 2 роки тому

    ପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଛାଡନ୍ତୁ ଵିରୋଧୀ।

  • @sumansahoo5437
    @sumansahoo5437 2 роки тому

    Jagannath exposes conspirators over Mahaprabhu's actions

  • @sairajesh4581
    @sairajesh4581 2 роки тому

    ମିଛ ପ୍ରହସନ କରୁଥିବା ଆବେଦନକାରୀଙ୍କୁ ସଠିକ ଜାଗା ଦେଖାଇଦେଲେ ସୁପ୍ରିମକୋର୍ଟ

  • @susiljena2702
    @susiljena2702 2 роки тому

    ମହାପ୍ରଭୁଙ୍କ ନିର୍ଦ୍ଦେଶ ରେ ସବୁ କାର୍ଯ୍ୟ ଜାରି ରହିଛି ,ବିଶ୍ୱ ଦେଖିବ ଶ୍ରୀମନ୍ଦିର ରୂପାନ୍ତରିଣ ନୂଆ ଛବି

  • @sumansahoo5437
    @sumansahoo5437 2 роки тому

    No work will be stopped for the benefit of the devotees.

  • @sumansahoo5437
    @sumansahoo5437 2 роки тому

    Strong slaps on religious opponents.

  • @abhisekrath5516
    @abhisekrath5516 2 роки тому

    If the temple had been improved before the Rathyatra , the whole world would have seen the beautification of Puri.

  • @namitagochhayat5059
    @namitagochhayat5059 2 роки тому

    ମନ୍ଦିର ବିକାଶ କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ଉଚିତ। ଯିଏ ବିରୋଧ କରୁଛନ୍ତି ତାଙ୍କୁ ମହାପ୍ରଭୁ ଉଚିତ ଜବାବ ଦେଉଛନ୍ତି।

  • @debashishsrichandann4993
    @debashishsrichandann4993 2 роки тому

    ମାନ୍ୟବର କୋର୍ଟ ଙ୍କ ରାୟ ସ୍ୱାଗତଯୋଗ୍ୟ ଅଟେ

  • @sumansahoo5437
    @sumansahoo5437 2 роки тому

    The temple project will not be interrupted in any way.

  • @abhisekrath5516
    @abhisekrath5516 2 роки тому

    ପୁରୀ ମନ୍ଦିରର ବିକାଶ ସହିତ ପର୍ଯ୍ୟଟକଙ୍କ ଭିତର ତଥା ବାହାରେ ବୃଦ୍ଧି ପାଇବ |

  • @namitagochhayat5059
    @namitagochhayat5059 2 роки тому

    ଭଗବାନଙ୍କ କାମରେ ବାଧା ଦେଲେ ଏମିତି ଶକ୍ତ ଚାପୁଡ଼ା ମିଳେ।

  • @Rabindrapradhan-jm3lb
    @Rabindrapradhan-jm3lb 20 днів тому +1

    JAGNATHA 2. GETA. RAITE

  • @Odia_Toka_Om
    @Odia_Toka_Om 2 роки тому

    ୟେ ମାନେ ୟାଙ୍କ ପ୍ରକୃତି କେବେ ଛାଡିବେ ନାହିଁ ଲୋକଙ୍କ ସେବା ତୋ କେବେ କରିବେ ନାହିଁ ଖାଲି ବିକାଶ କାମରେ ବାଧା ଦେବା ଜାଣୁଛନ୍ତି ଆଉ କିଛି ନୁହେଁ

  • @sumansahoo5437
    @sumansahoo5437 2 роки тому

    No matter how many lies the opposition plays, no one will listen.

  • @sumansahoo5437
    @sumansahoo5437 2 роки тому

    The Kuchakri group was shocked, but still not ashamed

  • @rajivagarwal195
    @rajivagarwal195 2 роки тому

    ସୁପ୍ରିମ କୋର୍ଟ ଙ୍କ ନ୍ୟାୟ ବିଚାର ସତରେ ଅତ୍ୟନ୍ତ ପ୍ରଶଂସନୀୟ ଅଟେ

  • @susiljena2702
    @susiljena2702 2 роки тому

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉଛି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବହୁ ଦିନର ଆବଶ୍ୟକ କୁ ପୁରଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଧ

  • @saratchandraray4523
    @saratchandraray4523 2 роки тому

    God sees the truth but waits.

  • @litanjena09
    @litanjena09 2 роки тому

    ଏମାନଙ୍କୁ କ୍ଷମା ନାହିଁ.... ଯେଉଁମାନେ ଜଗନ୍ନାଥଙ୍କ ନାଁ ଧରି ଜଗନ୍ନାଥଙ୍କୁ ଧ୍ବଂସ କରାଯାଉଛି ବୋଲି ନାରା ଦେଇ ନିଜ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କରୁଥିଲେ

  • @Odia_Toka_Om
    @Odia_Toka_Om 2 роки тому

    ଆରେ ବିରୋଧୀ ଦଳ ରାଜ୍ୟର ଅନ୍ୟ ସବୁ ବିଭିନ୍ନ ପ୍ରସଙ୍ଗ ଅଛି ତା ଉପରେ ଆଲୋଚନା ପାଇଁ ଚେଷ୍ଟା କର ପ୍ରଭୂଙ୍କୁ ନେଇ ରାଜନୀତି କରନି

  • @rabindramohanty7020
    @rabindramohanty7020 2 роки тому

    ପୂରୀ ରଥଯାତ୍ରା ପୂରା ଝଲସି ଉଠିବ. ବିଶ୍ୱ ଏବେ ନୂତନ ରୂପରେ ପୁରୀକୁ ଉପଭୋଗ କରିବେ.

  • @ranjanprakash4556
    @ranjanprakash4556 2 роки тому

    ଶ୍ରୀମନ୍ଦିର ସମସ୍ତଙ୍କର, ତାହାର ଉର୍ନ୍ନତିରେ ରାଜ୍ୟବାସୀଙ୍କ ଉର୍ନ୍ନତି ହେଵ ଏଥିରେ ବିରୋଧ କରି ମନ୍ଦିରର ବିକାଶରେ ବାଧା ସୃଷ୍ଟି କରୁଛନ୍ତି |