Rakhi Purnima at Puri Jagannath Temple | Dr. Ashutosh Prasad Mishra | Raksha Bandhan | Gahma Purnima
Вставка
- Опубліковано 9 лют 2025
- ରାକ୍ଷୀ ପୂର୍ଣ୍ଣିମାର ଅନେକ ଅନେକ ଅଭିନନ୍ଦନ।
ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ।
ଏହି ଭିଡ଼ିଓକୁ ଯେତେ ଥର ଦେଖିଲେବି ଆପଣ ନିଜ ଆଖିର ଲୁହକୁ ରୋକି ପାରିବେନି।
ଭାଇ ତ ଭାଇ କାଳିଆ ଭାଇ।
ଏମିତି ଭାଇ ଜଗତେ ନାହିଁ।
ରାକ୍ଷୀ ବାନ୍ଧିଲି ମୋ ରଖିବୁ ମାନ।
Many Many wishes on Rakhi Purnima, Balabhadra Janma, Kabi Gangadhar Meher Janma Tithi.
------------------------
Significance Of Rakhi Purnima At The Jagannath Temple.
Rakhi Purnima Celebrated At Jagannath Temple In Odisha’s Puri.
SRI BALADEBANKA JANMA O RAKHI PURNIMA.
rakhi Video.
Best Rakhi video.
Rakhi Purnima Bhai Bhauni Video,
Balabhadra Janma Tithi.
-----
Incident of Atyasha Pattanaik
-----
--------------
Subscribe to ଓଡ଼ିଶା୩୬୫ UA-cam Channel
www.youtube.co....
Press the Bell 🔔 Icon & Select All to get Our New video Notification.
---
If you like this Video then give a Like 👍
& share⥇ this video with your family & Friends WhatsApp & Facebook Group.
.........................................................................................................
To watch all the video of Dr. Ashutosh Prasad Mishra Click on the below link
Playlist Dr. Ashutosh Prasad Mishra || Jagannath Mahima ||
tinyurl.com/ka...
Or
www.youtube.co....
..........................................................................................................
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ Enjoy and stay connected with us!! ♪
✽ Mail Id: 2019odisha365@gmail.com
tinyurl.com/4e...
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
©ODISHA 365
ANTI-PIRACY WARNING *
This content is Copyright to Odisha 365. Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
----------------------------------------------
#rakhipurnima #odisha365 #drashutoshprasadmishra #jagannathmahima #jagannath #balabhadra #gangadharmeher
Happy Raksha Bandhan. Thanks for watching this video. Give a like & share this video with your brother & sister, family and friends.
Thank u and same to you💞
@@studypoint1280 u
Uuu
Uu
Uu
Thank you so much sir ae story ta share karithibaru. Mu bahut lucky Atyasha Pattanaik nka jhia bhabare janma heichi.. Ame mane samste ebe b Rakhi Purnima re Jagannatha nka pakhaku jau au Mo maa au mausi mane Rakhi bandhiki asanti thakuranku. Agaku b jibu jadi Thakura nka Krupa emti rahiba ta. 🙏🙏
Jay Jagannath ,Bahut dhanyabad apana Mata rakhi thibaru,apanankra Maanku (Mahaprabhunkar Bhauninku) bhetibaku anek ichha achi,apana krupaa Kari purana karaibe.
Agyan nischinta.
Bahut dhanyabad ,hele kipari apana kahibe
Prabhu jaha rasta dekheibe..
Apanku koti koti pranam sir..apank dekhile bahut santi miluchi apank katha sunile trupti miluchi🙏🙏🙏🙏🙏🙏🙏🙏🙏🙏🙏
ଆପଣଙ୍କର ଯେଉଁ ଭାବବିଦ୍ୱଳ ଉପସ୍ଥାପନା ତାହା ହୃଦୟ ଭିତରେ ପଶି ନୟନରୁ ନୀର ହୋଇ ବାହାରିଗଲା। ଆପଣଙ୍କ ପରି ଭକ୍ତଙ୍କ ଚରଣରେ କୋଟି ପ୍ରଣାମ 🙏🙏🙏. କାଳିଆର ଇଛାଥିଲେ ନିଶ୍ଚିତ ଦିନେ ଆପଣଙ୍କ ସହିତ ଦେଖା ଦେବ।
ରଖିଲେ ରଖହେ ମହାବାହୁ ବିଶୃଜଗତରନାଥ ଜଗନ୍ନାଥ ତୁମେ ନ ରଖିଲେ ଆଜି ମୁଁ ହୋଇଲି ଅନାଥ ହେ ମହାବାହୁ ଆପଣଙ୍କୁ କୋଟି କୋଟି ଦଣ୍ଡବତ ଜୟ ଜଗନ୍ନାଥ ❤❤❤❤❤
Thank you very much bahuta bhala lagila mu kalia pakhare samarpita
🙏🙏🙏Jaya Jaya Shree Jagannath Mahaprabhu Jay Shree Krishna Radhe Radhe maa Radhe Radhe 🙏🙏🙏❤❤❤
Jay jagannth swami🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Rakhile Rakha jagannath au nahi Rakhanta tume na Rakhile vasili.suni hua achinta Jay jagannath 🙏
ଜୟ ଜଗନ୍ନାଥ🙏🙏
ହୃଦୟ ପୁଲକିତ ହୋଇ ଗଲା ମହାପ୍ରଭୁଙ୍କ ଏ ଦିବ୍ୟ ବାଣୀ ଶୁଣି।ଆପଣଙ୍କ ଉପସ୍ତାପନା ଅତି ସୁନ୍ଦର ଉଚ୍ଚ କୋଟୀର ଶୁଣିଲା ପରେ ହୃଦୟ ପୁରା ଉଲ୍ଲସିତ ଆନନ୍ଦିତ ହୋଇ ଗଲା।
Jaya Jagannath. Jaya ama Bada Thakur. Jaya Maa Subhadra.
Antarika Dhanybaad. Apanka barnana hrudayasparsi
Jay Jay Jagannath 👏👏👏👏
Apanka katha bhaut sundar,jay Jagannath swami
Mu b aaji bhut khushi jaga bhai balia bhai nku rakhi bandhiki 😊
🙏🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏
Jay sri jagannath swami 🙏 apanaku bahut 2 dhanyabad pranam sir
Bahut Bhala Katha kahichhanti
Excellent anubhuti. Kalia fulfil the desire of devotees. Congratulations to you.
ଉନ୍ନତ ଓଡ଼ିଆ ଭାଷା ରେ ଉପସ୍ଥାପନା ପାଇଁ ବହୁତ ବହୁତ ଅଭିନନ୍ଦନ। ପ୍ରଣାମ!
He Jagannath apana hrudaya kete bada. Daya kara he pravu🙏🙏🙏❤️❤️❤️
jai jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଅତି ସୁନ୍ଦର ଜଗନ୍ନାଥ ଲୀଳା
ବହୁତ ସୁନ୍ଦର କଥା ଶୁଣି ଖୁସି ଲାଗିଲା । ନନା ଙ୍କୁ ପ୍ରଣାମ। ଜୟ ଜଗନ୍ନାଥ ଙ୍କ ଚରଣ ତଳେ ଅନନ୍ତ କୋଟି ପ୍ରଣାମ 🙏🙏🙏🙏🙏❤️❤️🌺🌺👌👌
Very nice 🙏🙏🙏🙏🙏🙏
Bahut Sundr jagannatha nka anubhuti ra prakas 🙏🙏
🚩Jay jaganatha kala thakura🙏🙏🙏🙏🦚🦚
Jay jagannath Ashutosh mishra bhai tamaku mora koti koti pranam
Jai jagannath Swami Nayan Patha gami baba tume 🙏🙏🙏🙏🙏🙏🙏🙏🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🙏🏵️🙏🙏
🙏 ବଡ ଭାଇ ବଳିଆ କାଳିଆ ସାଆନ୍ତ ଙ୍କୁ କୋଟି କୋଟି ପ୍ରଣାମ,ମାଆ ସୁଭଦ୍ରା ଙ୍କୁ ମୋର କୋଟି କୋଟି ପ୍ରଣାମ
ପ୍ରଭୁ ଙ୍କ ମହିମା କିଏ ବା ବୁଝିବ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ 🙏🙏🙏🙏🙏ଅନନ୍ତ କୋଟି ପ୍ରଣାମ ବ୍ରହ୍ମାଣ୍ଡର ନାୟକ ଜୟ ଜଗନ୍ନାଥ 🙏❤️🙏🙏❤️🙏❤️🙏
Happy rakhya bandhan 🙏🙏 Jay Jagannath,Jay balaram,Jay maa subhadra 🙏🙏
ଜୟ ଜଗନ୍ନାଥ। ମହାପ୍ରଭୁଙ୍କ ସେବକ ତଥା ଆମ ପାଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ଙ୍କୁ ପହଞ୍ଚାଉଥିବା ଅନନ୍ୟ ପ୍ରତିଭା ଡା.ଆଶୁତୋଷ ମୋହଦୟ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ।ମହାପ୍ରଭୁ ଙ୍କ ଭଉଣୀ ଆଦ୍ୟାଶା ପଟ୍ଟନାୟକ ଙ୍କ କଥା ଆପଣଙ୍କ ଶ୍ରୀମୁଖରୁ ଶୁଣି କ୍ରୁଥାର୍ଥ ହେଲି।ଯେଣୁ ଆଗରୁ ମୁଁ ଏ କଥାଟି ପୁଣ୍ୟ ଶ୍ଳୋକ ରବିନ୍ଦ୍ରନାରାୟନ ମିଶ୍ର ଙ୍କ ମୁଖାରବିନ୍ଦ ରୁ ଆଗରୁ ଦୁଇଥର ଶୁଣିଥିଲି,ତେଣୁ ଭିଡ଼ିଅ ଆରମ୍ଭରୁ ମୁଁ ଏହାକୁ ସ୍କିପ କରିଯିବା ପାଇଁ ଚାହୁଁଥିଲି, କିନ୍ତୁ ମହାପ୍ରଭୁ ତାହା କରାଇଦେଲେ ନାହିଁ। ଭିଡିଅ କୁ ଶୁଣିଲି ଏବଂ ଭାବରେ ପ୍ଲାବିତ ହେଲି।ମୋର ଗୋଟେ ଗୁହାରି ମହାପ୍ରଭୁଙ୍କ ପାଖରେ,ଏବଂ ଅନୁରୋଧ ଆପଣଙ୍କ ପାଖରେ କି ଥରେ ଆପଣ ମହାପ୍ରଭୁଙ୍କ ଭଉଣୀ ଙ୍କୁ ଯାଇ ଭେଟି ତାଙ୍କ ସହିତ ଗୋଟେ ଭିଡ଼ିଅ କରନ୍ତୁ ଏବଂ ସେଦିନର କଥା ତାଙ୍କ ମୁହଁରୁ ଶୁଣିବାର ସୁଯୋଗ ଆମମାନକୁ ଦିଅନ୍ତୁ।ଯାହା ଫଳରେ ଦୁଇଟା କଥା ହବ,ମହାପ୍ରଭୁଙ୍କ ଭଉଣୀ ଙ୍କ ମୁହଁରୁ ମହାପ୍ରଭୁଙ୍କ କଥା ଶୁଣିବାକୁ ମିଳିବା ସହିତ ତାଙ୍କର ଦର୍ଶନ ମଧ୍ୟ ଆମେ ପାଇପାରିବୁ।ଆଶାକରେ ମହାପ୍ରଭୁ ମୋ ମନର ଭାବ ବୁଝିବେ ଆଉ ଆପଣଙ୍କ ଦ୍ୱାରା ମୋର ଇଛା କୁ ପରିପୂର୍ଣ୍ଣ କରିବେ।ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଙ୍କୁ ଦୀଘାୟୁ କରାନ୍ତୁ, ଆମେ ମାନେ ଏମିତି ଆପଣଙ୍କ ମୁଖରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ଶୁଣୁଥାଉ।ପୁଣି ଥରେ ମହାପ୍ରଭୁଙ୍କୁ କୋଟି କୋଟି ପ୍ରଣାମ।ଆପଙ୍କୁ ମଧ୍ୟ ପ୍ରମାଣ।ରହିଲି।ଜୟ ଜଗନ୍ନାଥ।
Jay.Jagananth
ଡଃ ଆଶୁତୋଷ ଙ୍କୁ ମୋର ଶ୍ରଦ୍ଧା ସୁମନ । ମହାପ୍ରଭୁଙ୍କ ପାଖରେ ଆପଣଙ୍କ ଭାବପ୍ରବଣ ତାକୁ କୋଟି ପ୍ରଣାମ।🙏🙏🙏🙏🙏🙏🙏🙏❤️❤️❤️❤️❤️❤️
Happy rakhya bandan bhai ,moro mone heuchhi atyasha patnaik nku tike darshan koribaku se kete lucky swayam pravu sri jagannath nko vaunii
Excellent description. Stay blessed and happy with ur family 🙏🙏🙏
ଜୟ ଜଗନ୍ନାଥ. ଆପଣଙ୍କୁ ବହୁତ ଧନ୍ୟବାଦ.
ରଖିଲେ ରଖ ଜଗନ୍ନାଥେ ଆଉ ନାହିଁ ରଖନ୍ତା ତୁ ମ୍ଭେ ନରଖିଲେ ଭାବିଲି ଶୁଣି ହୁଅ ଅଚିନ୍ତା ଏହିଭାବ ସମସ୍ତଙ୍କର ରହିବା ଉଚିତ
Asutosh Babu apananka barnana acharana ucharana hrudaya sparsi hrudaya chhuingala Prabhu apananka mana mastika ku ahuri gyana diantu amaku ahuri Prabhu nka ra Guna garima gourav Katha sunau thantu congratulations 👏👏👏👏👏👏🎉🎉🎉🎉🎉🎉
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏
Jay Jagannath 🙏🙏🙏🙏🙏🙏🙏🙏
My mother is so lucky 😍😍🥳🥳
We are the luckiest ☺️
Koto koti pranam maanku
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ମୁହା ବାହୁ ହେ ତୁମ ବାହୁ ତଳେ ଟିକିଏ ରଖ ଜୟ ଜଗନ୍ନାଥ 🙏🙏🙏
Ati sundar upasthapana Jay Jagannatha 🙏🙏🙏
Bahut sundar angya dekhiki akhi re luha rahuni..
🙏🏻🙏🏻🙏🏻🙏🏻😭😭😭😭
ମହାପ୍ରଭୁଙ୍କ କୃପା ଜାହା ଉପରେ ଥିବ ସେହିଁ ମହାପ୍ରଭୁଙ୍କ ଅମୃତ ଳୀଳା ସୁଣିପାରିବ 🙏
Super presentation beautiful very nice thanks from RUKMINI PRODUCTION BijayaKumarMishra GITIKARA senapatibagicha puri jai jagannath jai 🙏 sree BALABHADRA JAI HO
Qqq😊
🙏 🌼 ପ୍ରଭୁ କିସ ବହୁନିବି ଚରଣ 🌼🙏
ତିନି ପୂର ଲୋକ ଯାହାର ଶରଣ
ମୋତେ ଶରଣ ଦେବ ନାରାୟଣ
🙏🌼 ଜୟ ଜଗନ୍ନାଥ 🌼🙏
Jay Jagannath
Jai Shree Jagannath 🙏🙏 bhaba ra Thakura,bhaba re kede Sundar description.
Puraba janmara vauni thila Atyasa jagara.Dhanya tora leela.anuvuti dui vaink saha praya achi.joy jagannatha.🙏🙏🙏
Jay jagannath swami nayan patha gami bhaba tume haribola 🙏🏽 rakshya bandhan ra aneka subhakamana manima
Jay jagannath🙏🙏🙏. He bada bada saanta, taba chamure koti dandabata.
Bhaina Jay Jagannath 🙏 namaskar 🙏 ATI Sundar Katha 🙏🙏🙏🙏
Bahut sunder anubhuti. Jai Jagannath 🙏🏻🙏🏻🙏🏻
Mahaprabhu he tumbhaku koti koti dandabata. 🙏🙏🙏
JAY jagannath mahaprabhu 🙏🙏 pranam asutosh bhai
Radhe Radhe dandabata pranam ji
Sir, Bhagaban apnanku mangala karantu 😍🙏sir, really u r great 🙏🙏
ଅତି ଉତ୍ତମ ଭାଇ, ଜୟ ଜଗନ୍ନାଥ !
ଅତି ସୁନ୍ଦର 🚩 ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏⚫‼️⚫🙏🚩
Jay shree Jagannath Swami 🙏🙏🌸🙏🙏
ଜୟ ଶ୍ରୀ ବଳଭଦ୍ରଙ୍କୁ ଓ ଶ୍ରୀଜଗନ୍ନାଥଙ୍କୁ ମୋର ଅନନ୍ତକୋଟି ପ୍ରଣାମ 🙏🙏🙏
ବଡ଼ ଠାକୁର ମୋ ବଡ଼ ଭାଇ ବଳଭଦ୍ର ଙ୍କ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ! ଜୟ ମା ହଳଦୀ ମୁହିଁ ସୁଭଦ୍ରା ମାଆ, ଜୟ ଜଗନ୍ନାଥ 🙏🙏🙏🙏🙏
Jay jagarnatha 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
"Mahaprabhu"..Eka tu hin satya..🙏
Akhire luha asi jauchi emiti Kalia katha sunila belaku 🙏🙏🙏🙏
ହେ ଭକ୍ତ ଶିରୋମଣି, ସତରେ ଆପଣଙ୍କ ମୁଖ ରେ ଶ୍ରୀ ଜଗନ୍ନାଥଙ୍କ କଥା ଶୁଣି ଆଖି ରେ ଲୁହ ଆସିଗଲା। ଜୟ ଜୟ ଜଗନ୍ନାଥ
ରାକ୍ଷୀ ପୂର୍ଣିମା ରେ ଆଶୁତୋଷ ଭାଇ ଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ🙏🏻🙏🏻 ଭାଇ ତୁମର କଥା କହି ବାର ପ୍ରଣାଳୀ ବହୁତ ମନକୁ ଛୁଇଁ ଯାଉଛି ଏହାକୁ ମୁଁ ସବ୍ଦ ରେ ପ୍ରକାଶ କରିପାରୁନି ତୁମକୁ ବହୁତ ବହୁତ ଧନ୍ୟବାଦ ମୁଁ ସବୁବେଳେ ଶୁଣେ କିନ୍ତୁ ଆଜି ପର୍ଯ୍ୟନ୍ତ କିଛି କମେଟ ଦେଇନଥିଲି 🙏🏻🙏🏻
Super sir 👌 nice video 👍
❤️🙏❤️ମହାପ୍ରଭୁ ସଦାସର୍ବଦା ଆଶୀର୍ବାଦ କରନ୍ତୁ ଆପଣଙ୍କୁ ଓ ଆପଣଙ୍କ ପରିବାର କୁ ଭାଇନା ❤️🙏❤️
Jay shree Jaganath 🙏🙏🙏🙏🙏
ଆଉ ଆଜିର ରାକ୍ଷୀ ପୂର୍ଣିମା ର ଅନେକ ଅନେକ ଅଭିନନ୍ଦନ ସାନ ଭାଇ ଆଶୁତୋଷ ଙ୍କୁ🙏🙏🙏
ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ
🕉🕉🕉Jay JAGANATH 🙏🙏🙏🙏🙏🙏🙏🙏🙏🙏koti koti pranam 🕉🕉🕉
Jay Jagannath swami nayana patha gami bhaba tume 🙏🙏🌹 Bhai apanku pranam 🙏🙏🌹
Jay Jagannath swamy nayana pathagami vabatume 🙏🙏🙏🙏🙏🙏🙏
ଭାବେ ବନ୍ଧା ପ୍ରଭୁ ଜଗତର ନାଥ !
ଭାବର ଠାକୁର ତୁମେ ।
ଯା ମନ ଯେପରି ଦିଅ ସେହିପରି
ରହି ନୀଳାଚଳଧାମେ । 🙏
ଅତି ସୁନ୍ଦର ସତ୍ୟ ଉପସ୍ଥାପନା । ଶ୍ରୀଯୁକ୍ତ ମିଶ୍ର! ଆପଣଙ୍କୁ କୋଟି 🙏।
Jay jagannath swami nayan patha gami bhab tumee 🙏🙏🙏mahaprabhu ka charan talaa koti koti pranam 🙏🙏🙏🌹🌹🌹🌼🌼🌼🙏🙏🙏
ମଣିମା 🙏🙏
ତୁମେ ମୋର ସର୍ବସ୍ବ ମଣିମା,କଣ ବା କହିବି ଛାମୁ ତୁମେ ତ ଜୀବନର ଆଧାର ଛାମୁ, ଆଶୁତୋଷ sir ଙ୍କ କଥା ଶୁଣିଲେ ମନରେ ଆସେ ମଣିମା ତୁମେ ସବୁବେଳ ପାଇଁ ମୋତେ ନିଜର କରିଦିଅନ୍ତୁ ହେ ସାଆନ୍ତେ ମୋ ମଣିମା 🙏🙏
Mu Rabindra Narayan Mishra sir nka thu Jagannath katha suni sabu bele abhibhuta hue 🙏🏻 bar bar ta bhakti re mu bar bar bhasi jae 🙏🏻 he mo maha Bahu he mor maha Prabhu he Dina bandhu t 🙏🏻🙏🏻 mo pranam grahan kar 🙏🏻
Jay Jaganntha Jay Jaganntha
ବହୁତ ଭଲ ଲାଗିଲା। ଜୟ ଜଗନ୍ନାଥ
Jay shree jagannath 🙏😍...... eagerly waiting
Sir mu apanakar channel sadabele dekhe,dayakari jagannath nkar jete prokar rosei heuchi kemiti tiari heuchi ta bisayare kahile mu bahut khusi huanty.mora sabu prakara rosei puri mandir ra janibaku prabala icha etiki kale mu bahut khusi huanty,Jay jagannath
Ehara planning achi byabstha hei parini mahaprabhunka ichha hele khub sighra arambha lagi chesta kariba
Jagannath Swami Nayanpathgami Bhabatume Jay Jagannath🙏 🌹
JAY JAGANNATH🙏❤🙏❤
Jay jagannath Swami Nayana patha gami vhaba tume
ଜୟ ସୁଭଦ୍ରା ମା କି ଜୟ 🙏🙏🙏🙏🙏
ଜୟ ଜଗନ୍ନାଥ 🙏🌺🙏
ଜୟ ଜଗନ୍ନାଥ 🙏🙏🙏ହେ ମହାପ୍ରଭୂ🙏🙏ଆପଣଙ୍କୁ ମୋ ପରିବାର ତରଫରୁ ନମସ୍କାର ଭାଇନା ଆପଣ ଆମକୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଏତେ ସୁନ୍ଦର କଥା ସୁଣାଉ ଥିବାରୁ🙏
🙏 Jay Jagannath sir ❤️🙏 jete sunilebi prabhunka katha mana tosa huani sir🙏 Jay Jagannath 🙏
ବଡ ବାଡ଼ ସାମନ୍ତ ଠାକୁର୍ ଶ୍ରୀ ବଳଭଦ୍ର ଦେବ
ଚରଣ କମଳ ତଳେ ମୋର ଅନନ୍ତ କୋଟି କୋଟି ପ୍ରଣାମ
ମହା ପ୍ରଭୁ ଙ୍କ ଚରଣ କମଳ ତଳେ ମୋର ଅନନ୍ତ କୋଟି କୋଟି ପ୍ରଣାମ
ଓମ ନମଃ ଭଗବତେ ବାସୁଦେବାୟ ନମଃ
🙏🕉️🙏🕉️🙏🕉️🙏🕉️🙏🕉️🙏🍂🍂🌻🌻🌸🚩🏵️🍁🍒🥥🥥🙌🌼🌺🍋🏳️🌷🥀💐🍌🍌💖🍊🍊🌹🙌🏻💮🪔⭕‼️⭕
Raksha Bandhan abasara re aneka subhechha o Subha kamana Apananku o mahaprabhu nku madhya
Jay jagannath swami
Happy Raksha Bandhan
Jai Jagannath sir🙏
Sir apananka sabu episode dekhe eteeeee sundar apana bujheiki kahanti je Mora Jagannath nka prati bhakti bhaba ahuri badhijae 🙏 apanka ei episode sunila pare mu sthira karichi ama ghare aau kebe b cake katahabani .Jai Jagannath 🙏🙏🙏🙏
ଧନ୍ୟବାଦ୍
କେହି ଜଣେ ତ ବୁଝିଲେ।
@@ODISHA365 Jai Jagannath 🙏😭
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏...
ତୋ ଭଳି ଆଉ କିଏ ହେବ ରେ କାଳିଆ। ସମସ୍ତଙ୍କ ମନ ଜାଣି ଫଳ ଦେଇଥାଉ।🥰🥰💕💕🤗🤗
ସତରେ ଭାଇ ଆପଣ ଙ୍କ କଥା ଶୁଣି ଭାବ ବଢିଯାଏ । କାଳିଆ ସାଆନ୍ତ ର କୃପା 🙏
Apananku bahut dhanyawad bhai apananka ete sundara upastapana pain
Can't stop my tears...🥺🥺
ଆଶୁତୋଷ ବାବୁ ଆପଣଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା ମୋର 🙏🙏🙏🙏🙏🙏🙏🙏