Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ସବୁ ସେଇ ପ୍ରଭୁଙ୍କ ଇଚ୍ଛା🙏🏿ଜୟ ଜଗନ୍ନାଥ🙏🏿କାଳିଆ ଯଦି ଚ଼ାହିଁବ ସବୁ ହେବ ଆମେ କିଏ ..!
ମାନସ ବାବୁଙ୍କ ଉପସ୍ଥାପନ ବହୁତ୍ ସୁନ୍ଦର, ଭଗବାନ୍ ଜଗନି ଭାଇନାଙ୍କଙ୍କୁ ବହୁତ୍ ଧନ୍ୟବାଦ୍ ଜଗନ୍ନାଥଙ୍କର ଉତ୍ତମ ସେବାଧରି ,ଜଗନ୍ନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ, ଜଗତ ମଙ୍ଗଳ କରନ୍ତୁ🙏
ଜଗନ୍ନାଥ ଙ୍କ ମନ୍ଦିର ଭିତରେ ଗୋଟେ ପ୍ରାର୍ଥନା ଗୃହ କରାଯାଉ ଯେଉଁଠି ଜଣେ ଭକ୍ତ ନୀରବ ଓ ଏକାଗ୍ରତା ସହିତ ପ୍ରାର୍ଥନା କରି ପାରିବ
କାଳିଆତ ପ୍ରତେକ ଜୀବମଧରେ ଆତ୍ମା ରୁପରେଅଛନୢ। ଜୀଏ ହୃଦୟରୁ ଡାକିବ କାଳିଆ ଶୁଣିବେ। ଆପଣଙ୍କ ବାହାଦୁରିରେ ନୁହେଁ। ଜୟ ଜଗନ୍ନାଥ।
ଜଗୁନୀ ଭାଇନା ବହୁତ୍,ଭଲ ଲୋକ , ତାଙ୍କ ର, ଧର୍ମ ପତ୍ନୀ ବି ଜଣେ ବହୁତ୍ ଭଲ ମଣିଷ ଆମେ ଅଚିହ୍ନା , ଅଜଣା ହେଇବି ତାଙ୍କ ଘରକୁ ଯାଇଥିଲୁ ଭାଇନଙ୍କୁ ଦେଖାକରିବାକୁ ହେଲେ ସେମାନେ ଆମକୁ ବହୁତ୍ ଭଲ ବ୍ୟେବହାର କରିଥିଲେ , ଜୟ ଜଗନ୍ନାଥ
Kalia ସହିତ ସମସ୍ତେ କଥା ହୁଅନ୍ତି, ସବୁ ଭକ୍ତ।
ଯିଏ ଭକ୍ତି ରେ ଡାକିବ ମହାପ୍ରଭୁ ତାଙ୍କର ଜୟ ଜଗନ୍ନାଥ
ହଁ ତମେ ପାଗଳ ଭଳି କଥା ହଉଥିବ , ଜଗନ୍ନାଥେ ତମ କାର୍ଯ୍ୟ କଳାପ ଉପରେ କ୍ଷୁବ୍ଧ ହେଇସାରିଲେଣି
ଜୟ ଜଗନ୍ନାଥ ପ୍ରଭୁ ପ୍ରଣାମ 🙏🪔❤❤🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।।ଆଛା ଜଗା ନନା ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶା ବାସୀଙ୍କ ଗର୍ବ ଆଉ ଗୌରବ।ତମେ ଯେତେକ ପଣ୍ଡା ସବୁ ଅଛ ମନ୍ଦିର ଭିତରେ ପରିଚାଳନା କରୁଛ।ସମସ୍ତେ ଜଗନ୍ନାଥ ଏବଂ ମନ୍ଦିରକୁ ନିଜ ବପୋତି ଭାବି ଜବରଦଖଲ କରି ରଖିଛ। ଆଇଏଏସ ଅଧିକାରୀଙ୍କ ଭୁଲ୍ ରହିଗଲା ଯେ ଅଲଗା କରିଦେଲେ ଭୂଲ୍ ସେ କରି ନାହାଁନ୍ତି ତମ ମାନଙ୍କୁ ଗାଣ୍ଡୀ ମାରି ଖାଇବାକୁ ସୁବିଧା ହେଲାନି ତେଣୁ ଦୋଷ ଆଇଏଏସ ଙ୍କ ଉପରେ ଲଦି ଦିଆଗଲା।ଆରେ ପେହଲେଇପୁଅ ଦରମା ଆଉ ଦକ୍ଷିଣା ଆକାରରେ ଟଙ୍କା ଲୁଟିବ କାମ କରିଲା ବେଳକୁ କାଇଁ ଭୁଲ ହଉଚି ପଇସା ନବ ହାଡେ ହାଡେ କାମ ଇଆଡ଼େ ସିଆଡେ।ଓଲଟା ଓଡ଼ିଶା ଲୋକ କେହି ଲାଇନ ଲଗେଇ ଛିଡା ହୋଇ ଗଲା ପରେ ଭିତରକୁ ତମେ ମାନେ କହୁଛ କାହିଁକି ଆସୁଛ ତମେ ମାନେ ମେଣ୍ଢା ଲୋକ ସବୁ।ଏମିତି ପର୍ଶିନାଲ୍ ଇଣ୍ଟରଭିଉ ଘର ଭିତରିଆ କରାନ୍ତୁନି ପବ୍ଲିକ ଙ୍କ ଆଗରେ ବସେଇ ୟାକୁ ପଚରା ଯାଉ ମୋର ଏତିକି ଅନୁରୋଧ କଣ କହୁଛନ୍ତି ଓଡ଼ିଶା ବାସୀ ଜଣା ପଡ଼ିବ।ଶଳା ଖଟୁଳି ଚୋରି କରି ଖାଇ ସାରିଲେଣି ପଣ୍ଡାମାନେ।ଏହି ମନ୍ଦିର ର ପଣ୍ଡା ମାନଙ୍କର୍ ବି ନବ କଳେବର ହବା ଦରକାର୍।
ଜୟ ଶ୍ରୀଜଗନ୍ନାଥ 🙏🙏
❤ଶରଣ ମହାପ୍ରଭୁ ଜୟ ଜଗନ୍ନାଥ
ଏଭଳି ଲୋକଙ୍କୁ ସେବାୟତରୁ ପ୍ରଥମେ ବହିସ୍କାର କଲେ, ପ୍ରଭୁ ଖୁସି ହେବେ |
Emanku mada darkar khali. Emane semti sidha hebeni.
ଆପଣ ଯଦି ଭବିଷ୍ୟତ କଥା କହି ପାରୁଛନ୍ତି, ତାହେଲେ ମୋର date of birth କେତେ ଓ ମୁଁ କେତେ ପାଠ ପଢିଛି। କୁହନ୍ତୁ????
Right
Para jaga ku mariki khuchanti
ଜୟ ଜଗନ୍ନାଥ, ଜୟ ଶ୍ରୀ ମାଧବ.ମହାପ୍ରଭୁ ନ ଚାହିଁଲେ କିଛି ହୋଇ ପାରିବ ନାହିଁ.
ଭାଈ ଏ ପଣ୍ଡା ଲୋକ ଯେତେ ଦେଲେ ଏମାନେ ଶାନ୍ତି ନୁହଁନ୍ତି।
@@maachandimata.nuagaon3583 ଏମାନେ G ମରା ଲୋକୟାଙ୍କୁ କେବଳ ଗଞ୍ଜାମ ପଟ ର ଲୋକ ଠିକ ଶାସ୍ତି ଦିଅନ୍ତି ସବୁବେଳେ
Eta bhanda ta jani paruna. Mamata bhalia rakhyasi ku ie kauchi bhala par
କନ ପାଇଁ ଦଉଚୁ
Daitapati mane panda nuhanti.
@@devvdevv9171 ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଦଇତା ପତି ଙ୍କ କାମ ଥାଏ
ଯାହା ହଉ ଜଗନ୍ନାଥ ମହାପ୍ରଭୁ ଆପଣମାନଙ୍କୁ ଗୋଟିଏ ଅତିସୁନ୍ଦର କଳା ଟିଏ ଦେଇଛନ୍ତି ଲୋକଙ୍କୁ କିପରି ଠକା ଯାଇପାରିବ
ଭାଇନା ଜଗନ୍ନାଥ ବୋଧେ ତୁମ ସାଙ୍ଗ
🙏ଜୟ ଜଗନ୍ନାଥ ସ୍ଵାମୀ, ଜୟ ମହାବାହୁ ଜୟ ବ୍ରହ୍ମ ଦାରୁ 🙏
🙏♥️🙏♥️🙏♥️ Ha Jagannath Swami Nayan Patha Game Bhabo Tuma 🙏♥️🙏♥️🙏♥️
ଦୟା କରି ବିଦ୍ୱାନ ଲୋକଙ୍କର interview ଦେଖାନ୍ତୁ.
ନବକଳେବର ବେଳେ ଅରୁଣ ସାହୁ ଙ୍କୁ ପଲଙ୍କ ରେ କିଏ ବସାଇ ଥିଲେ
ଠିକ୍ କଥା
Jay Jagannath Swami nayan path grami bhava tume 👏👏👏👏🙏🥥💐
ଜୟ ଜଗନ୍ନାଥ ପ୍ରଭୁ🙏
ଜଗନ୍ନାଥ ଙ୍କୁ ପୂଜାକରନ୍ତି ଠାକୁରଙ୍କୁ ଖୁଆଇ ଦିଅନ୍ତି କିନ୍ତୁ ଏତେ ସେବା କଲାପରେ ପ୍ରଭୁ ଗୋଟେ ଦୃବୁଦ୍ଧି ଦେଇ ଦେଇ ଛନ୍ତି
😂😂😂 କଣ ସେ ଦୁବୁଦ୍ଧି
Jay jagannath 🙏🙏🙏
@@santoshkumarsatapathy1385ଲୁଟି ଖାଇବା ,ମିଛ କହିବା
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏
Jay Jagannath Swami Nayan patha gami bhaba tume, bhaba tume ,bhaba tume....
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏
ଏଇଟା ମହା ଟାଉଟର ଖାଲି ବହୁତ ବହୁତ ପଇସା ମାଗିବେ ଜଗନ୍ନାଥ ଙ୍କ ନାଁ ରେ ଡରେଇ କି , ନ ହେଲେ ପରିବାର ଙ୍କୁ ଗାଳି କରିବେ , କଲିକତା ରେ ବହୁତ ଜଗନ୍ନାଥ ଙ୍କ ଭକ୍ତ ଅଛନ୍ତି ତେଣୁ ମମତା ବାନାର୍ଜୀ ଭୋଟ ପାଇଁ ୟାଙ୍କୁ ଡାକି ପ୍ରଚାର କରାଇଥିଲେ , କିନ୍ତୁ ଖୋଦ ପୁରୀ ରେ ହିଁ ୟାଙ୍କ ବିଷୟରେ ସମସ୍ତଙ୍କୁ ପଚାରିଲେ ଠିକ ଜଣା ପଡିବ ଲୋକ ମାନେ ଧର୍ମ ଭୀରୁ ହେବାରୁ ଏମାନେ ପଇସା ଟାଣୁଛନ୍ତି ଓ ଧନୀ ହେଉଛନ୍ତି , କୌଣସି ପରିସ୍ଥିତିରେ ଏମାନଙ୍କୁ ପଇସା ଦିଅନ୍ତୁ ନାହିଁକି ଏମାନଙ୍କୁ ଏତେ ବିଶ୍ୱାସ ବା ସମ୍ମାନ ଦିଅନ୍ତୁ ନାହିଁ ,ପୁରୀ ମନ୍ଦିରରେ ନୁହେଁ ତୁମ ବାପା ମା ହିଁ ସବୁଠାରୁ ବଡ଼ ଭଗବାନ ଯିଏ କି ତୁମ ନିଜ ଘରେ ଅଛନ୍ତି , ତାଙ୍କୁ ହିଁ ପୂଜା କର
Emtia bhanda guda para jagannath nka sebayata mananka naa badanam karuchanti
🎉🎉🎉 Ur Right ,joy Jagannath
Jay Jagannath, God's blessings all of U
🎉🎉🎉
ଜୟ ଜଗ୍ନନାଥ🙏🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏🙏🙏ଜୟ ଶ୍ରୀ କୃଷ୍ଣ 🙏🙏🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙌
Krupa Kara maha Bahu maha Prabhu Jagannath Swami 👏👏👏👏🙏🥥💐
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ
ବାବା 🙏 ❤
Bahut bada vagyabaan apana guruji je apana jagannath pravu nka saha katha hauchanti 🎉🎉🎉🎉🎉🎉🎉🎉🎉
ଜୟ ଜଗନ୍ନାଥ 🌼🚩🪔🙏🙏🙏
ପୁରୀ ଟାଉଟରଆଉ ଗୋଟେ ଡୁପ୍ଲିକେଟ୍ ଭଗବାନ୍
Jayajagannth
ଜୟ ମହାପ୍ରଭୁ ଜଗନ୍ନାଥ ❤
Jay jagannath swami nayan path gami bhaba tume❤❤🙏🙏🌸🌸🌸
ଜୟ ଜଗନ୍ନାଥ 🙌
Bahut sundar sakhyatkar upasthapana❤🎉🎉🎉Jay Jay jagannath 🕉🙏🕉🙏🕉🙏
ପ୍ରଭୁ 🙏🏼❤️🙏🏼❤️🙏🏼
Jay shree Jagannath patitapaban mahaprabhu 🛕🚩⭕‼️⭕🐚☸️🔔🛕🪷🚩👏🙏🏻🙏🙌🙌🙌🙌🙌
ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻
Jay shree jagannath 🙏🙏🙏🙏🙏🙏🙏🚩🚩
ଭଲ ଲାଗିଲା।ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ।
ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ
ଗୋଟିଏ କଥା ମନେ ରଖନ୍ତୁ ସମସ୍ତେ ଭଲ ଲୋକଙ୍କୁ ଭଗବାନ ବହୁତ କଷ୍ଟ ଦିଅନ୍ତି ଆଉ ପପି ଲୋକଙ୍କୁ ଭଗବାନ ବହୁତ ଭଲରେ ରଖନ୍ତି ସେଥିପାଇଁ ଭଗବାନ ଙ୍କ ଉପରୁ ବିଶ୍ୱାସ ତୁଟିଯାଉଛି
ନରେନ୍ଦ୍ର ମୋଦୀ ଙ୍କ ସାଙ୍ଗେ କଥା ହେଉଛନ୍ତି ଏଇ ମାନେ ହିଁ ଆମ ଓଡ଼ିଶା ବାସୀ କୁ ବକୁଆ କରି ଲୁଟ୍ ଅଭିଯାନ ଚାଲିଛି । ଜୟ ଜଗନ୍ନାଥ ପ୍ରଭୁ ଆମ ରାଜ୍ୟ କୁ ବଞ୍ଚେଇ ରଖିବ ଅନ୍ଧ ଭକ୍ତ ଗପ ।
🙏 ଜୟ ଜଗନ୍ନାଥ ଭରସା....... ସବୁଠୁ ଭଲ ଲାଗିଲା ଏହି ସାକ୍ଷାତକାର....କିନ୍ତୁ ବଡ଼ ପଣ୍ଡା ଯେଉଁ କଥାଟି କହିଲେ ଯେ ସମସ୍ତେ ଜଗନ୍ନାଥ ଦର୍ଶନ କରନ୍ତୁ... କେହି ନ ଦେଖି ଫେରନ୍ତୁ ନାହିଁ....ସେଇଟା ସମ୍ଭବ ହେବ କେବଳ .... ଯଦି ପୁରୀ ପ୍ରଶାସନ ... ସେବାୟତ... ଏବଂ ନୂଆ ମୁଖ୍ୟମନ୍ତ୍ରୀ.... ଚାହିଁବେ... ତାହେଲେ ଗମ୍ଭୀରା ଭିତରେ ଭିତର କାଠ ପାଖରେ ଯଦି L type ର ବ୍ୟାରିକେଟ ଲାଗନ୍ତେ ଠିକ ସବୁ. ଭକ୍ତ ଯଥା ବିକଳାଙ୍ଗ.. କମ୍ ଉଚତା ବୃଦ୍ଧା ଆଦି ସମସ୍ତେ ଦୁଇ ଧାଡ଼ିରେ ଦେଖି ଦେଖି ଯାଆନ୍ତେ .... ଶୃଙ୍ଖଳା ଦର୍ଶନ ହୋଇ ପାରନ୍ତା....... ଯଥା ଆଖଣ୍ଡଳ ମଣି ଆରଡ଼ି ରେ ଯେମିତି ହୋଇଛି.।.. ଏ ତାହାର... ଏକ ଉଦାହରଣ..... ଜୟ ଜଗନ୍ନାଥ ଭରସା...2022 ରେ ମୁଁ ଯାଇଥିଲି ... ହେଲେ ମୋ ମାଆ କୁ ଟେକି କରି ଦେଖାଇଲି..... ଏ ବିଲକୁଲ ବାହାର ଵା ମନ୍ଦିର ବେଢାରେ ସବୁଠୁ ଭଲ ହେଲେ ଭିତରେ ଶୃଙ୍ଖଳା ନାହିଁ.... 🙏
ବାହା ବାହାରେ ଜଗୁନି ବାବୁ ଧନ୍ୟବାଦ। କୋଟିକୋଟି ଧନ୍ୟବାଦ।
Jay Jagannath Swami Nayan patha gami bhaba tume ❤❤❤❤
ଯଦି କଥାହେଉଛ ରତ୍ନଭଣ୍ଡାର କେବେ ଖୋଲିବ ଓ ଜଗନ୍ନାଥ ଛତିଆ କେବେ ଯିବେ ପଚାରି ତାରିଖ ଘୋଷଣା କର.
ସବୁ ଚୁର ଗୁଡା ଭଗବାନ ନା loot କରୁଛନ୍ତି ପ୍ରକୃତରେ ଭଗବାନ ଅଛନ୍ତି ନା ନାହିଁ
🙏❤ ଜୟ ଜୟ ଜଗନ୍ନାଥ ❤🙏
ଜୟ ଶ୍ରୀ ଜଗନ୍ନାଥ ନମ୍ଃ
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏🙏
ପଣ୍ଡାମାନେ ଖାଲି ମଣିଷକୁ ଲୁଟୁଛନ୍ତି😢
କାହିଁକି ଏତେ ବଡ଼ ମିଛ କହୁଛନ୍ତି ତୁମେ ବନ୍ଧୁ ମହାନ୍ତି ଠାରୁ ବଡ଼ ଦେଖାଇ ହେଉଛ0:51
ଜୟ ଶ୍ରୀ ରାମ ନମ୍ଃ
Jay Shree Jagannath 🙏
Jay jay Jagannath maha prabhu apanku valore rakhithantu jaguni bhai.kalia ro krupa samastanko upore thau 🙏🌹🙏
Jai jagannath Swami Nayana patha gami bhaba tume.
Apanaku mate bhalage kahinki na apana bahut perfect question pacharanti boli.... 👌👌
He Satya Narayan Prabhu Jay jagannath Swami ❤❤😢😢
ପଣ୍ଡା ମାନେ ହାରାମି କାମ କରନ୍ତି ସାଧାରଣ ଲୋକଙ୍କୁ ଶିକାର କରିଥାନ୍ତି, ମୁଁ ନିଜ ଆଖିରେ ଦେଖିଛି
ଖୋଲା ହୃଦୟ ର ମଣିଷ ଟିଏ ଜଗୁନି ଭାଇନା 🙏🙏🙏
ଜଗନ୍ନାଥ ସ୍ୱାଇଁ ଦାସ ମହାପାତ୍ର ଯେଉଁ କଥା ଗୁଡ଼ିକ ମହାପ୍ରଭୁ ଙ୍କ ବିଷୟରେ କହିଲେ ଏହା ସମ୍ପୂର୍ଣ ସତ କଥା l🙏
100% Right
Jay Prabhu Balabhadra Ji 🙏 Jay Maa Subhadra Maa 🙏 Jay Jagannath Swami 🙏 Jay Maa Lakshmi Maa 🙏
ହମ୍ ତମେ ଜଣେ ଜଗନ୍ନାଥ କହି ଦଉନ। ସାରଥୀ ବାବାଙ୍କର ସେକେଣ୍ଡ ଅବତାର
ଯାହାର ଯେମିତି ଭକ୍ତି ସେମିତି ପ୍ରଭୁ
ଜୟ ଶ୍ରୀ ଜଗନ୍ନାଥ 🙏
ଜୟ ଜଗନ୍ନାଥ ସ୍ୱାମୀ ଜି କି ଜୟ 🙏🙏♥️🙏🙌♥️🙏♥️🙏
ଜୟ ଶ୍ରୀ କୃଷ୍ଣ ନମ୍ଃ
Emotional feelings. Jaya Jagannath 🙏
ମୁଁ ମଧ୍ଯ ଗଲା ସୋମବାର ଦିନ ଫୋନ ରେ କଥା ହେଲି ପ୍ରଭୁ ଙ୍କ ସହିତ।
ନବୀନ ହିରୋ ସବୁବେଳେ
ସେ ଭାବର ଠାକୁର ଭକ୍ତି ଭାବ ରଖିଲେ ସମସ୍ତଙ୍କ ସହ ମହାପ୍ରଭୁ କଥା ହେବେ
Bahut bhala lagila Mahaprabhu nka angalagi sevak nka katha suni.Jay jagannath.
Right ❤
ଜଗନ୍ନାଥ ଙ୍କ ଭକ୍ତି, ଆଉ ଧର୍ମ ଚର୍ଚ୍ଚା କରୁଛ ନା ରାଜନୀତି ଛାର୍ଚ୍ଚା? ସବୁ କଥାରେ ରାଜନୀତି, ଏବେ ଜଗନ୍ନାଥ ଆଉ କଥା ହେଉନାହାନ୍ତି?
କାଠରେ ତିଆରି ଦିଅଁ ଆମ ମଣିଷ ଭଳି କଥା କିପରି ହେବେ।ଇଶୋରକ ବିଧି ବିଧାନର ଏହା ବିରୋଧ କରୁ ନାହିଁ କି ବିଚାର କରନ୍ତୁ
We love jagannath swain Mohapatra 😊
@@baishnavi3309 🤣🤣🤣🤣🤣
ବଳଭଦ୍ର ମହାପ୍ରଭୁ ରଥରୁ ପଡ଼ିଯିବେ ଆପଣ ଜାଣିଥିଲେ କି ?
Jay jagannath ♥️
Good question
ଜୟ ଜଗନ୍ନାଥ 🙏
Jai Jagannath Swami 🙏🙏🙏🙏🙏🙏🙏
Great job
Jay jagannath swamee nayanpathgamee🙏
ପ୍ରଭୁ ଶ୍ରୀ ଜଗନ୍ନାଥ ପଣ୍ଡା ମାନଙ୍କ ବଡଭାଇ ବୋଲି କୁହନ୍ତିଏଇ ପଣ୍ଡା ମାନଙ୍କ ସ୍ୱାର୍ଥ ରେ ଉଣା ହେଲେ, ଏମାନେ ନିଜ ନିଜ ଭିତରେ କଳି କଜିଆ କରି ନୀତି କାନ୍ତି ର ବିଳମ୍ବ ବିଭ୍ରାଟ କରି ପ୍ରଭୁ ଙ୍କୁ ବି ଉପାସରେ ରଖିବା ଲୋକ ଏମାନେ
JAY jagganath swami om namah shivaya Jay shree ram❤🎉😊
JayJagannath
Jay Jagannath Maha Prabhu Krupamay Shree Hari 🙏🌹❤️🌹🙏
Jaya jagannath
Jay Jagannath prabhu🚩🙏🚩🙏🚩🙏🚩
Right Jay Jagannath🙏🙏🙏
Jay Jagannath ⭕‼️⭕🙌
ଏଟା ଗୋଟେ ବିକ୍ଷ।ତ. ଟାଉଟର, 6 sence ନା ଛେନା ଗୁଡ଼
Ji jaganath
ସବୁ ସେଇ ପ୍ରଭୁଙ୍କ ଇଚ୍ଛା🙏🏿
ଜୟ ଜଗନ୍ନାଥ🙏🏿
କାଳିଆ ଯଦି ଚ଼ାହିଁବ ସବୁ ହେବ ଆମେ କିଏ ..!
ମାନସ ବାବୁଙ୍କ ଉପସ୍ଥାପନ ବହୁତ୍ ସୁନ୍ଦର, ଭଗବାନ୍ ଜଗନି ଭାଇନାଙ୍କଙ୍କୁ ବହୁତ୍ ଧନ୍ୟବାଦ୍ ଜଗନ୍ନାଥଙ୍କର ଉତ୍ତମ ସେବାଧରି ,ଜଗନ୍ନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ, ଜଗତ ମଙ୍ଗଳ କରନ୍ତୁ🙏
ଜଗନ୍ନାଥ ଙ୍କ ମନ୍ଦିର ଭିତରେ ଗୋଟେ ପ୍ରାର୍ଥନା ଗୃହ କରାଯାଉ ଯେଉଁଠି ଜଣେ ଭକ୍ତ ନୀରବ ଓ ଏକାଗ୍ରତା ସହିତ ପ୍ରାର୍ଥନା କରି ପାରିବ
କାଳିଆତ ପ୍ରତେକ ଜୀବମଧରେ ଆତ୍ମା ରୁପରେଅଛନୢ। ଜୀଏ ହୃଦୟରୁ ଡାକିବ କାଳିଆ ଶୁଣିବେ। ଆପଣଙ୍କ ବାହାଦୁରିରେ ନୁହେଁ। ଜୟ ଜଗନ୍ନାଥ।
ଜଗୁନୀ ଭାଇନା ବହୁତ୍,ଭଲ ଲୋକ , ତାଙ୍କ ର, ଧର୍ମ ପତ୍ନୀ ବି ଜଣେ ବହୁତ୍ ଭଲ ମଣିଷ ଆମେ ଅଚିହ୍ନା , ଅଜଣା ହେଇବି ତାଙ୍କ ଘରକୁ ଯାଇଥିଲୁ ଭାଇନଙ୍କୁ ଦେଖାକରିବାକୁ ହେଲେ ସେମାନେ ଆମକୁ ବହୁତ୍ ଭଲ ବ୍ୟେବହାର କରିଥିଲେ , ଜୟ ଜଗନ୍ନାଥ
Kalia ସହିତ ସମସ୍ତେ କଥା ହୁଅନ୍ତି, ସବୁ ଭକ୍ତ।
ଯିଏ ଭକ୍ତି ରେ ଡାକିବ ମହାପ୍ରଭୁ ତାଙ୍କର ଜୟ ଜଗନ୍ନାଥ
ହଁ ତମେ ପାଗଳ ଭଳି କଥା ହଉଥିବ , ଜଗନ୍ନାଥେ ତମ କାର୍ଯ୍ୟ କଳାପ ଉପରେ କ୍ଷୁବ୍ଧ ହେଇସାରିଲେଣି
ଜୟ ଜଗନ୍ନାଥ ପ୍ରଭୁ ପ୍ରଣାମ 🙏🪔❤❤🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।।
ଆଛା ଜଗା ନନା ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶା ବାସୀଙ୍କ ଗର୍ବ ଆଉ ଗୌରବ।ତମେ ଯେତେକ ପଣ୍ଡା ସବୁ ଅଛ ମନ୍ଦିର ଭିତରେ ପରିଚାଳନା କରୁଛ।ସମସ୍ତେ ଜଗନ୍ନାଥ ଏବଂ ମନ୍ଦିରକୁ ନିଜ ବପୋତି ଭାବି ଜବରଦଖଲ କରି ରଖିଛ। ଆଇଏଏସ ଅଧିକାରୀଙ୍କ ଭୁଲ୍ ରହିଗଲା ଯେ ଅଲଗା କରିଦେଲେ ଭୂଲ୍ ସେ କରି ନାହାଁନ୍ତି ତମ ମାନଙ୍କୁ ଗାଣ୍ଡୀ ମାରି ଖାଇବାକୁ ସୁବିଧା ହେଲାନି ତେଣୁ ଦୋଷ ଆଇଏଏସ ଙ୍କ ଉପରେ ଲଦି ଦିଆଗଲା।ଆରେ ପେହଲେଇପୁଅ ଦରମା ଆଉ ଦକ୍ଷିଣା ଆକାରରେ ଟଙ୍କା ଲୁଟିବ କାମ କରିଲା ବେଳକୁ କାଇଁ ଭୁଲ ହଉଚି ପଇସା ନବ ହାଡେ ହାଡେ କାମ ଇଆଡ଼େ ସିଆଡେ।ଓଲଟା ଓଡ଼ିଶା ଲୋକ କେହି ଲାଇନ ଲଗେଇ ଛିଡା ହୋଇ ଗଲା ପରେ ଭିତରକୁ ତମେ ମାନେ କହୁଛ କାହିଁକି ଆସୁଛ ତମେ ମାନେ ମେଣ୍ଢା ଲୋକ ସବୁ।ଏମିତି ପର୍ଶିନାଲ୍ ଇଣ୍ଟରଭିଉ ଘର ଭିତରିଆ କରାନ୍ତୁନି ପବ୍ଲିକ ଙ୍କ ଆଗରେ ବସେଇ ୟାକୁ ପଚରା ଯାଉ ମୋର ଏତିକି ଅନୁରୋଧ କଣ କହୁଛନ୍ତି ଓଡ଼ିଶା ବାସୀ ଜଣା ପଡ଼ିବ।ଶଳା ଖଟୁଳି ଚୋରି କରି ଖାଇ ସାରିଲେଣି ପଣ୍ଡାମାନେ।ଏହି ମନ୍ଦିର ର ପଣ୍ଡା ମାନଙ୍କର୍ ବି ନବ କଳେବର ହବା ଦରକାର୍।
ଜୟ ଶ୍ରୀଜଗନ୍ନାଥ 🙏🙏
❤ଶରଣ ମହାପ୍ରଭୁ ଜୟ ଜଗନ୍ନାଥ
ଏଭଳି ଲୋକଙ୍କୁ ସେବାୟତରୁ ପ୍ରଥମେ ବହିସ୍କାର କଲେ, ପ୍ରଭୁ ଖୁସି ହେବେ |
Emanku mada darkar khali. Emane semti sidha hebeni.
ଆପଣ ଯଦି ଭବିଷ୍ୟତ କଥା କହି ପାରୁଛନ୍ତି, ତାହେଲେ ମୋର date of birth କେତେ ଓ ମୁଁ କେତେ ପାଠ ପଢିଛି। କୁହନ୍ତୁ????
Right
Para jaga ku mariki khuchanti
ଜୟ ଜଗନ୍ନାଥ, ଜୟ ଶ୍ରୀ ମାଧବ.ମହାପ୍ରଭୁ ନ ଚାହିଁଲେ କିଛି ହୋଇ ପାରିବ ନାହିଁ.
ଭାଈ ଏ ପଣ୍ଡା ଲୋକ ଯେତେ ଦେଲେ ଏମାନେ ଶାନ୍ତି ନୁହଁନ୍ତି।
@@maachandimata.nuagaon3583 ଏମାନେ G ମରା ଲୋକ
ୟାଙ୍କୁ କେବଳ ଗଞ୍ଜାମ ପଟ ର ଲୋକ ଠିକ ଶାସ୍ତି ଦିଅନ୍ତି ସବୁବେଳେ
Eta bhanda ta jani paruna. Mamata bhalia rakhyasi ku ie kauchi bhala par
କନ ପାଇଁ ଦଉଚୁ
Daitapati mane panda nuhanti.
@@devvdevv9171 ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଦଇତା ପତି ଙ୍କ କାମ ଥାଏ
ଯାହା ହଉ ଜଗନ୍ନାଥ ମହାପ୍ରଭୁ ଆପଣମାନଙ୍କୁ ଗୋଟିଏ ଅତିସୁନ୍ଦର କଳା ଟିଏ ଦେଇଛନ୍ତି ଲୋକଙ୍କୁ କିପରି ଠକା ଯାଇପାରିବ
ଭାଇନା ଜଗନ୍ନାଥ ବୋଧେ ତୁମ ସାଙ୍ଗ
🙏ଜୟ ଜଗନ୍ନାଥ ସ୍ଵାମୀ, ଜୟ ମହାବାହୁ ଜୟ ବ୍ରହ୍ମ ଦାରୁ 🙏
🙏♥️🙏♥️🙏♥️ Ha Jagannath Swami Nayan Patha Game Bhabo Tuma 🙏♥️🙏♥️🙏♥️
ଦୟା କରି ବିଦ୍ୱାନ ଲୋକଙ୍କର interview ଦେଖାନ୍ତୁ.
ନବକଳେବର ବେଳେ ଅରୁଣ ସାହୁ ଙ୍କୁ ପଲଙ୍କ ରେ କିଏ ବସାଇ ଥିଲେ
ଠିକ୍ କଥା
Jay Jagannath Swami nayan path grami bhava tume 👏👏👏👏🙏🥥💐
ଜୟ ଜଗନ୍ନାଥ ପ୍ରଭୁ🙏
ଜଗନ୍ନାଥ ଙ୍କୁ ପୂଜାକରନ୍ତି ଠାକୁରଙ୍କୁ ଖୁଆଇ ଦିଅନ୍ତି କିନ୍ତୁ ଏତେ ସେବା କଲାପରେ ପ୍ରଭୁ ଗୋଟେ ଦୃବୁଦ୍ଧି ଦେଇ ଦେଇ ଛନ୍ତି
😂😂😂 କଣ ସେ ଦୁବୁଦ୍ଧି
Jay jagannath 🙏🙏🙏
@@santoshkumarsatapathy1385
ଲୁଟି ଖାଇବା ,ମିଛ କହିବା
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏
Jay Jagannath Swami Nayan patha gami bhaba tume, bhaba tume ,bhaba tume....
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏
ଏଇଟା ମହା ଟାଉଟର ଖାଲି ବହୁତ ବହୁତ ପଇସା ମାଗିବେ ଜଗନ୍ନାଥ ଙ୍କ ନାଁ ରେ ଡରେଇ କି , ନ ହେଲେ ପରିବାର ଙ୍କୁ ଗାଳି କରିବେ , କଲିକତା ରେ ବହୁତ ଜଗନ୍ନାଥ ଙ୍କ ଭକ୍ତ ଅଛନ୍ତି ତେଣୁ ମମତା ବାନାର୍ଜୀ ଭୋଟ ପାଇଁ ୟାଙ୍କୁ ଡାକି ପ୍ରଚାର କରାଇଥିଲେ , କିନ୍ତୁ ଖୋଦ ପୁରୀ ରେ ହିଁ ୟାଙ୍କ ବିଷୟରେ ସମସ୍ତଙ୍କୁ ପଚାରିଲେ ଠିକ ଜଣା ପଡିବ
ଲୋକ ମାନେ ଧର୍ମ ଭୀରୁ ହେବାରୁ ଏମାନେ ପଇସା ଟାଣୁଛନ୍ତି ଓ ଧନୀ ହେଉଛନ୍ତି , କୌଣସି ପରିସ୍ଥିତିରେ ଏମାନଙ୍କୁ ପଇସା ଦିଅନ୍ତୁ ନାହିଁ
କି ଏମାନଙ୍କୁ ଏତେ ବିଶ୍ୱାସ ବା ସମ୍ମାନ ଦିଅନ୍ତୁ ନାହିଁ ,
ପୁରୀ ମନ୍ଦିରରେ ନୁହେଁ ତୁମ ବାପା ମା ହିଁ ସବୁଠାରୁ ବଡ଼ ଭଗବାନ ଯିଏ କି ତୁମ ନିଜ ଘରେ ଅଛନ୍ତି , ତାଙ୍କୁ ହିଁ ପୂଜା କର
Right
Emtia bhanda guda para jagannath nka sebayata mananka naa badanam karuchanti
🎉🎉🎉 Ur Right ,joy Jagannath
Jay Jagannath, God's blessings all of U
🎉🎉🎉
ଜୟ ଜଗ୍ନନାଥ🙏🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏🙏🙏
ଜୟ ଶ୍ରୀ କୃଷ୍ଣ 🙏🙏🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙌
Krupa Kara maha Bahu maha Prabhu Jagannath Swami 👏👏👏👏🙏🥥💐
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ
ବାବା 🙏 ❤
Bahut bada vagyabaan apana guruji je apana jagannath pravu nka saha katha hauchanti 🎉🎉🎉🎉🎉🎉🎉🎉🎉
ଜୟ ଜଗନ୍ନାଥ 🌼🚩🪔🙏🙏🙏
ପୁରୀ ଟାଉଟର
ଆଉ ଗୋଟେ ଡୁପ୍ଲିକେଟ୍ ଭଗବାନ୍
Jayajagannth
ଜୟ ମହାପ୍ରଭୁ ଜଗନ୍ନାଥ ❤
Jay jagannath swami nayan path gami bhaba tume❤❤🙏🙏🌸🌸🌸
ଜୟ ଜଗନ୍ନାଥ 🙌
Bahut sundar sakhyatkar upasthapana❤🎉🎉🎉Jay Jay jagannath 🕉🙏🕉🙏🕉🙏
ପ୍ରଭୁ 🙏🏼❤️🙏🏼❤️🙏🏼
Jay shree Jagannath patitapaban mahaprabhu 🛕🚩⭕‼️⭕🐚☸️🔔🛕🪷🚩👏🙏🏻🙏🙌🙌🙌🙌🙌
ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻
Jay shree jagannath 🙏🙏🙏🙏🙏🙏🙏🚩🚩
ଭଲ ଲାଗିଲା।ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ।
ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ
ଗୋଟିଏ କଥା ମନେ ରଖନ୍ତୁ ସମସ୍ତେ ଭଲ ଲୋକଙ୍କୁ ଭଗବାନ ବହୁତ କଷ୍ଟ ଦିଅନ୍ତି ଆଉ ପପି ଲୋକଙ୍କୁ ଭଗବାନ ବହୁତ ଭଲରେ ରଖନ୍ତି ସେଥିପାଇଁ ଭଗବାନ ଙ୍କ ଉପରୁ ବିଶ୍ୱାସ ତୁଟିଯାଉଛି
ନରେନ୍ଦ୍ର ମୋଦୀ ଙ୍କ ସାଙ୍ଗେ କଥା ହେଉଛନ୍ତି ଏଇ ମାନେ ହିଁ ଆମ ଓଡ଼ିଶା ବାସୀ କୁ ବକୁଆ କରି ଲୁଟ୍ ଅଭିଯାନ ଚାଲିଛି । ଜୟ ଜଗନ୍ନାଥ ପ୍ରଭୁ ଆମ ରାଜ୍ୟ କୁ ବଞ୍ଚେଇ ରଖିବ ଅନ୍ଧ ଭକ୍ତ ଗପ ।
🙏 ଜୟ ଜଗନ୍ନାଥ ଭରସା....... ସବୁଠୁ ଭଲ ଲାଗିଲା ଏହି ସାକ୍ଷାତକାର....
କିନ୍ତୁ ବଡ଼ ପଣ୍ଡା ଯେଉଁ କଥାଟି କହିଲେ ଯେ ସମସ୍ତେ ଜଗନ୍ନାଥ ଦର୍ଶନ କରନ୍ତୁ... କେହି ନ ଦେଖି ଫେରନ୍ତୁ ନାହିଁ....
ସେଇଟା ସମ୍ଭବ ହେବ କେବଳ .... ଯଦି ପୁରୀ ପ୍ରଶାସନ ... ସେବାୟତ... ଏବଂ ନୂଆ ମୁଖ୍ୟମନ୍ତ୍ରୀ.... ଚାହିଁବେ... ତାହେଲେ ଗମ୍ଭୀରା ଭିତରେ ଭିତର କାଠ ପାଖରେ ଯଦି L type ର ବ୍ୟାରିକେଟ ଲାଗନ୍ତେ ଠିକ ସବୁ. ଭକ୍ତ ଯଥା ବିକଳାଙ୍ଗ.. କମ୍ ଉଚତା ବୃଦ୍ଧା ଆଦି ସମସ୍ତେ ଦୁଇ ଧାଡ଼ିରେ ଦେଖି ଦେଖି ଯାଆନ୍ତେ .... ଶୃଙ୍ଖଳା ଦର୍ଶନ ହୋଇ ପାରନ୍ତା....... ଯଥା ଆଖଣ୍ଡଳ ମଣି ଆରଡ଼ି ରେ ଯେମିତି ହୋଇଛି.।.. ଏ ତାହାର... ଏକ ଉଦାହରଣ..... ଜୟ ଜଗନ୍ନାଥ ଭରସା...
2022 ରେ ମୁଁ ଯାଇଥିଲି ... ହେଲେ ମୋ ମାଆ କୁ ଟେକି କରି ଦେଖାଇଲି..... ଏ ବିଲକୁଲ ବାହାର ଵା ମନ୍ଦିର ବେଢାରେ ସବୁଠୁ ଭଲ ହେଲେ ଭିତରେ ଶୃଙ୍ଖଳା ନାହିଁ.... 🙏
ବାହା ବାହାରେ ଜଗୁନି ବାବୁ ଧନ୍ୟବାଦ। କୋଟିକୋଟି ଧନ୍ୟବାଦ।
Jay Jagannath Swami Nayan patha gami bhaba tume ❤❤❤❤
ଯଦି କଥାହେଉଛ ରତ୍ନଭଣ୍ଡାର କେବେ ଖୋଲିବ ଓ ଜଗନ୍ନାଥ ଛତିଆ କେବେ ଯିବେ ପଚାରି ତାରିଖ ଘୋଷଣା କର.
ସବୁ ଚୁର ଗୁଡା ଭଗବାନ ନା loot କରୁଛନ୍ତି ପ୍ରକୃତରେ ଭଗବାନ ଅଛନ୍ତି ନା ନାହିଁ
🙏❤ ଜୟ ଜୟ ଜଗନ୍ନାଥ ❤🙏
ଜୟ ଶ୍ରୀ ଜଗନ୍ନାଥ ନମ୍ଃ
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏🙏
ପଣ୍ଡାମାନେ ଖାଲି ମଣିଷକୁ ଲୁଟୁଛନ୍ତି😢
କାହିଁକି ଏତେ ବଡ଼ ମିଛ କହୁଛନ୍ତି ତୁମେ ବନ୍ଧୁ ମହାନ୍ତି ଠାରୁ ବଡ଼ ଦେଖାଇ ହେଉଛ0:51
ଜୟ ଶ୍ରୀ ରାମ ନମ୍ଃ
Jay Shree Jagannath 🙏
Jay jay Jagannath maha prabhu apanku valore rakhithantu jaguni bhai.kalia ro krupa samastanko upore thau 🙏🌹🙏
Jai jagannath Swami Nayana patha gami bhaba tume.
Apanaku mate bhalage kahinki na apana bahut perfect question pacharanti boli.... 👌👌
He Satya Narayan Prabhu Jay jagannath Swami ❤❤😢😢
ପଣ୍ଡା ମାନେ ହାରାମି କାମ କରନ୍ତି ସାଧାରଣ ଲୋକଙ୍କୁ ଶିକାର କରିଥାନ୍ତି, ମୁଁ ନିଜ ଆଖିରେ ଦେଖିଛି
ଖୋଲା ହୃଦୟ ର ମଣିଷ ଟିଏ ଜଗୁନି ଭାଇନା 🙏🙏🙏
ଜଗନ୍ନାଥ ସ୍ୱାଇଁ ଦାସ ମହାପାତ୍ର ଯେଉଁ କଥା ଗୁଡ଼ିକ ମହାପ୍ରଭୁ ଙ୍କ ବିଷୟରେ କହିଲେ ଏହା ସମ୍ପୂର୍ଣ ସତ କଥା l🙏
100% Right
Jay Prabhu Balabhadra Ji 🙏 Jay Maa Subhadra Maa 🙏 Jay Jagannath Swami 🙏 Jay Maa Lakshmi Maa 🙏
ହମ୍ ତମେ ଜଣେ ଜଗନ୍ନାଥ କହି ଦଉନ। ସାରଥୀ ବାବାଙ୍କର ସେକେଣ୍ଡ ଅବତାର
ଯାହାର ଯେମିତି ଭକ୍ତି ସେମିତି ପ୍ରଭୁ
ଜୟ ଶ୍ରୀ ଜଗନ୍ନାଥ 🙏
ଜୟ ଜଗନ୍ନାଥ ସ୍ୱାମୀ ଜି କି ଜୟ 🙏🙏♥️🙏🙌♥️🙏♥️🙏
ଜୟ ଶ୍ରୀ କୃଷ୍ଣ ନମ୍ଃ
Emotional feelings. Jaya Jagannath 🙏
ମୁଁ ମଧ୍ଯ ଗଲା ସୋମବାର ଦିନ ଫୋନ ରେ କଥା ହେଲି ପ୍ରଭୁ ଙ୍କ ସହିତ।
ନବୀନ ହିରୋ ସବୁବେଳେ
ସେ ଭାବର ଠାକୁର ଭକ୍ତି ଭାବ ରଖିଲେ ସମସ୍ତଙ୍କ ସହ ମହାପ୍ରଭୁ କଥା ହେବେ
Bahut bhala lagila Mahaprabhu nka angalagi sevak nka katha suni.Jay jagannath.
Right ❤
ଜଗନ୍ନାଥ ଙ୍କ ଭକ୍ତି, ଆଉ ଧର୍ମ ଚର୍ଚ୍ଚା କରୁଛ ନା ରାଜନୀତି ଛାର୍ଚ୍ଚା? ସବୁ କଥାରେ ରାଜନୀତି, ଏବେ ଜଗନ୍ନାଥ ଆଉ କଥା ହେଉନାହାନ୍ତି?
କାଠରେ ତିଆରି ଦିଅଁ ଆମ ମଣିଷ ଭଳି କଥା କିପରି ହେବେ।ଇଶୋରକ ବିଧି ବିଧାନର ଏହା ବିରୋଧ କରୁ ନାହିଁ କି ବିଚାର କରନ୍ତୁ
We love jagannath swain Mohapatra 😊
@@baishnavi3309 🤣🤣🤣🤣🤣
ବଳଭଦ୍ର ମହାପ୍ରଭୁ ରଥରୁ ପଡ଼ିଯିବେ ଆପଣ ଜାଣିଥିଲେ କି ?
Jay jagannath ♥️
Good question
ଜୟ ଜଗନ୍ନାଥ 🙏
Jai Jagannath Swami 🙏🙏🙏🙏🙏🙏🙏
Great job
Jay jagannath swamee nayanpathgamee🙏
ପ୍ରଭୁ ଶ୍ରୀ ଜଗନ୍ନାଥ ପଣ୍ଡା ମାନଙ୍କ ବଡଭାଇ ବୋଲି କୁହନ୍ତି
ଏଇ ପଣ୍ଡା ମାନଙ୍କ ସ୍ୱାର୍ଥ ରେ ଉଣା ହେଲେ, ଏମାନେ ନିଜ ନିଜ ଭିତରେ କଳି କଜିଆ କରି ନୀତି କାନ୍ତି ର ବିଳମ୍ବ ବିଭ୍ରାଟ କରି ପ୍ରଭୁ ଙ୍କୁ ବି ଉପାସରେ ରଖିବା ଲୋକ ଏମାନେ
JAY jagganath swami om namah shivaya Jay shree ram❤🎉😊
JayJagannath
Jay Jagannath Maha Prabhu Krupamay Shree Hari 🙏🌹❤️🌹🙏
Jaya jagannath
Jay Jagannath prabhu
🚩🙏🚩🙏🚩🙏🚩
Right Jay Jagannath🙏🙏🙏
Jay Jagannath ⭕‼️⭕🙌
ଏଟା ଗୋଟେ ବିକ୍ଷ।ତ. ଟାଉଟର, 6 sence ନା ଛେନା ଗୁଡ଼
Ji jaganath