Really bhai eagerly waiting for you every episode...I can't stop crying listening ur words...always I m feeling blessed because I'm little devotion of lord jagannath...
Mu apananka katha suni mo akhiru ape ape luha jhari jauchi. Prathame apananka bapa maanku mora koti koti pranam .jie ki apananka pari darma parayana pila ae sanksara ku deichanti. Mo tarafaru request apana amiti nua nua episode karantu .🙏🙏🙏
🌹🌹🌹❤️❤️❤️Jay jagannatha swami nayan patha gami vaba tume 🙏🙏🙏🌹🌹🌹🌹🌹🌹🌹🌹❤️❤️❤️❤️❤️❤️ Mohapravu tuma sricharanare mora koti koti pranam 🙏🙏🙏❤️❤️❤️❤️❤️❤️❤️ Love you mo kalia dhana mo chakanayan mo jibana dhana mohapravu koti koti pranam tuma katha suni pravu mo nayan pabitra heijauchi 🤗🥰❤️🌹🌷🙏🙏🙏🙏🙏🙏🙏🙏🙏🙏
ଭଗବାନଙ୍କୁ ଅଧିକ ଭଲପାଇଲେ ଦୁଃଖ, କଷ୍ଟ ଏବଂ ୟନ୍ତ୍ରଣା ଆସୁଛି ସତ, କିନ୍ତୁ ସେଇ କଷ୍ଟରେ ପ୍ରକୃତ ସୁଖ ହିଁ ମିଳୁଛୁ ତାସହିତ ଭଗବାନଙ୍କର ଆହୁରି ନିକଟତର ହେଇପାରୁଛୁ. ମୋ ଅନୁଭୂତିରେ ମୁଁ କେବଳ ଏତିକି କହିବି, ଯେତେ ଦୁଃଖ, ରୋଗ ଆସିଲେ ମଧ୍ୟ ତାହା ଆମ ପାଇଁ କେବେ ଭାରି ହୋଇନି, ଯେତେ ଅଭାବ ଅସୁବିଧା ଆସିଲେ ମଧ୍ୟ ମହାପ୍ରଭୁ ଏବଂମା ଲକ୍ଷ୍ମୀ କେବେ ତାହା ଅନୁଭବ କରିବାକୁ ଦେଇନାହାନ୍ତି. ମହାପ୍ରଭୁ ଆମର ସବୁ କଷ୍ଟକୁ ନିଜ଼ କାନ୍ଧକୁ ନେଇଯାଇଛନ୍ତି. ମହାପ୍ରଭୁଙ୍କୁ ଆମେ ପ୍ରତି ମୁହୂର୍ତ୍ତରେ ସ୍ମରଣ କରିଥାଉ, ଏବଂ ସେ ମଧ୍ୟ ସର୍ବଦା ଆମ ସାଙ୍ଗରେ ଥାନ୍ତି. କହିବାକୁ ଗଲେ ଯିଏ ତାଙ୍କୁ ଜୀବନର ପ୍ରକୃତ ବନ୍ଧୁ ବୋଲି ଭାବିନିଏ ସେ ଜୀବନରେ କେବେବି ହାରିବନି. ଏ ଜୀବନ ଥିଲା ପର୍ଯ୍ୟନ୍ତ ତାଙ୍କ ଶ୍ରୀଚରଣ ତଳେ ଏ ମନ ଲୋଟି ରହିଥାଉ ଏବଂ ତାଙ୍କର ଗୁଣକୀର୍ତ୍ତନ କରି ଏ ଜୀବନ ବିତିଯାଉ ଏତିକି ପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା. ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 🙏🙏🙏🙏🙏🌹🌹🌹🌹🌹🙏🙏🙏🙏🙏🙏
ଜୟ ଜଗନ୍ନାଥ 🙏ଭଗବାନ ଆଉ ଭକ୍ତ ଭିତରେ ଥିବା ତତ୍ତ୍ଵ ର ସୁନ୍ଦର ବର୍ଣ୍ଣନା ଆଉ ଯାହା ବି କରିଛନ୍ତି ଏହାହିଁ ନିରାଟ ସତ୍ୟ
Jai Mahaprabhu Shree Jagannath 🙏🙏🙏....
❤️
ଯେତେ ଦୁଃଖ କଷ୍ଟ ଆସୁ ମହାପ୍ରଭୁ ଅଛନ୍ତି ନା... ଜୟ ଜଗନ୍ନାଥ ମହାପ୍ରଭୁ
@@sunilsmaths maut
ଯାହା କହିଲେ ମୁଁ ଅଙ୍ଗେ ଅଙ୍ଗେ ଲିଭାଉଚି। କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ମନ ରଖନ୍ତୁ।ସବୁ ସମାଧାନ ହୋଇଯିବ। ଜୟ ଜୟ ଜଗନ୍ନାଥ।
ଯଦି ଆମ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଥାଏ ଲାଇକ ଓ ସେୟାର କରିବାକୁ ଭୁଲିବେନି।
L
L
jay Jagannath 🙏🙏🙏
🙏 ମୋ ମହାପ୍ରଭୁ 🙏 ଜୟ ଜଗନ୍ନାଥ ସାର୍,,,,
ମହାପ୍ରଭୁ ଙ୍କୁ ଭଲପାଇଲେ ବହୁତ କଷ୍ଟ ଆସୁଛି ଏହା ସତ କିନ୍ତୁ ସେ କଷ୍ଟରେ ବି ମହାପ୍ରଭୁ ଙ୍କୁ ଝୁରିବାର ମନ ଓ ଭଲପାଇବା ର ବ୍ୟାକୁଳତା ସବୁଠାରୁ ନିଆରା,,, 🙏
Really bhai eagerly waiting for you every episode...I can't stop crying listening ur words...always I m feeling blessed because I'm little devotion of lord jagannath...
ବାବା ପ୍ରଣାମ ,ବାବା କି ଲୀଳା ଆପଣଙ୍କର ଧନ୍ୟ ଆପଣଙ୍କର ଲୀଳା ମୁଁ ଟ୍ରାକ୍ଟର ପଛ ପଟୁ ବାଇକ୍ ରେ ପଡ଼ିଗଲି ତା ସଙ୍ଗେ ସଙ୍ଗେ ମୋ ବାଇକ୍ ମଧ୍ୟ ବହୁ ଜର ରେ ତଳେ ପଡ଼ି ଗୋଲା, ମୁଁ ପଡ଼ି ଜିବା ପୂର୍ବରୁ ଆପଣ ଙ୍କ କଥା ହିଁ ଭାବୁଥିଲି ,ମୁଁ ଏହା ଭାବୁ ଥିଲି ଯେ ଜଣେ ଯଦି ବହୁତ୍ Speed re ଗାଡ଼ି ଚାଲେଇ ବ ତେବେ କଣ ମହା ପ୍ରଭୁ ଜଗନ୍ନାଥ ରକ୍ଷା କରିବେ ,ମାତ୍ର ଦୁଇ ସେକେଣ୍ଡ ମଧ୍ୟ ରେ ମୁଁପଡ଼ି ଗଲି ଗାଡ଼ି ର speed thila 40 , କିନ୍ତୁ ବାବାଙ୍କ ଇଛା କିଛି ଅଲଗା ଥିଲା ମୋର୍ କୌଣସି ଜାଗାରେ ମଧ୍ୟ ବାଜି ନାହିଁ କି ଗାଡ଼ି ମଧ୍ୟ କିଛି ହେଇ ନାହିଁ।ବାବା ଜଣେଇ ଦେଲେ କି ମୋ ଛଡ଼ା ଆଉ କିଏ ଅଛି ରେ ତତେ ରକ୍ଷା କରିବା ପାଇଁ ,ଆଉ ମୁଁ ଯୋଉ shirt ଟି ପିନ୍ଧି ଥିଲି ସେ shirt ଟି ବହୁତ୍ ଦିନ ଆଗରୁ ପିନ୍ଧି ଥିଲି ଅଦ୍ଭୁତ କଥା ମୋ ସାର୍ଟ ପକେଟ୍ ରେ ହାତ ମାରିଲା ବେଳକୁ ଶୁଖିଲା ତୁଳସୀ ପତ୍ର ଥିଲା ,ଶୁଖିଲା ଥିଲା କିନ୍ତୁ ସୁଗନ୍ଧ ଥିଲା ମହା ପ୍ରଭୁ ଜଗନ୍ନାଥଙ୍କ ଲାଗି ହୋଇ ଥିବା ତୁଳସୀ ପରି , ବାବା ମାରିଲେ ମାରିବ , ରଖିଲେ ରଖିବ ,କିଏ ଅଛି ଆପଣଙ୍କ ଛଡ଼ା।🙏🙏🙏😭😭😭
Sri Jagannath lilamaya taink Lila bujhina bada kasta. Dhukha padila hi bhakta Prabhu ink Lila bujhipara.
Hmm sir ପ୍ରତ୍ୟେକ ଦୁଃଖ ଆଉ ସୁଖ ରେ ମୋ ମହା ପ୍ରଭୁ ଜଗନ୍ନାଥ।ଲୀଳାମୟ ମହାପ୍ରଭୂ ଜଗନ୍ନାଥ ଠାକୁର
Dhanya tume Mahabhaga🙏🙏🙏
Jay Jagannath 🙏
Jay Jagannath 🙏
ଆମର କିଛି ଦରକାର ନାହିଁ କେବଳ ଜଗନ୍ନାଥ ମହାପ୍ରଭୁ ଆମ ପାଖରେ ମହା ଧନ ହୋଇ ରହି ଥାଆନ୍ତୁ
ସବୁ ଦୁଃଖ କଷ୍ଟ ସମସ୍ୟାର ଗୋଟିଏ ସମାଧାନ ସେଇ ମହାପ୍ରଭୁ ଜୟ ଜଗନ୍ନାଥ
Mu apananka katha suni mo akhiru ape ape luha jhari jauchi. Prathame apananka bapa maanku mora koti koti pranam .jie ki apananka pari darma parayana pila ae sanksara ku deichanti. Mo tarafaru request apana amiti nua nua episode karantu .🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏........
ଏ କାଳିଆ ବହୁତ୍ ଛଳିଆ ଆଉ କପଟିଆ। ତା ପ୍ରେମରେ ଯିଏ ପଡ଼ିଛି ତାକୁ ନିଜର ନକଲା ପର୍ଯ୍ୟନ୍ତ ସେ ତା ପାଖ ଛାଡ଼ିବନି। କେବଳ କାଳିଆର ଭଲ ପାଇବାକୁ ଅନୁଭବ କରି ପାରିଲେ ହେଲା।
ତୋର କୃପାଦୃଷ୍ଟି ସମସ୍ତଙ୍କ ଉପରେ ରହିଥାଉ ରେ ନଟବର ନାଗର।
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମୋ କାଲିଆ ସୁନା ରେ ❤️🌼🙏🌼❤️
ପ୍ରଭୁ ଆପଣଙ୍କ ର କଥା ଶୁଣି ମୁଁ ଧନ୍ୟ ହେଇଗଲି,ଜୟ ଜଗନ୍ନାଥ🙏
ଜୟ ଜଗନ୍ନାଥ 🙏🙏🙏🙏🙏
ସୁନ୍ଦର ଭାବେ ଜଗନ୍ନାଥଙ୍କ ବିଷୟ ରେ ,, ଶୁଦ୍ଧ ଓଡ଼ିଆ ଏବଂ ସଂସ୍କୃତ ରେ କହିଛନ୍ତି ଆଶୁତୋଷ ଭାଇ 🙏🙏🙏
ସତକହିଲଭାଇ ପ୍ରଭୁଙ୍କୁ ଭଲପାଇଲେ ଆଖି ରୁଲୁହଧାରଶୁଖିବନାହି। ଆନନ୍ଦ ର ଅଶ୍ରୁଝରୁଥିବ
🌹🌹🌹❤️❤️❤️Jay jagannatha swami nayan patha gami vaba tume 🙏🙏🙏🌹🌹🌹🌹🌹🌹🌹🌹❤️❤️❤️❤️❤️❤️ Mohapravu tuma sricharanare mora koti koti pranam 🙏🙏🙏❤️❤️❤️❤️❤️❤️❤️ Love you mo kalia dhana mo chakanayan mo jibana dhana mohapravu koti koti pranam tuma katha suni pravu mo nayan pabitra heijauchi 🤗🥰❤️🌹🌷🙏🙏🙏🙏🙏🙏🙏🙏🙏🙏
ଶହେ କଷ୍ଟ ଆସୁଛି ହେଲେ ତା ଆଖିକୁ ଦେଖି ଲଗୁଛି ସବୁ ଠିକ୍ ହେଇଯିବ 🙏🏻 ଏ ପା ମୋ ପ୍ରଭୁ 😘🙏🏻
ବାଃ ବାଃ କି ସୁନ୍ଦର ଉପସ୍ଥାପନା ଶୈଳୀ ଅତ୍ୟନ୍ତ ମନମୁଗ୍ଧକର l ମା ସରସ୍ଵତୀ ସେମିତି ଆପଣଙ୍କ କଣ୍ଠରେ ବିରାଜମାନ କରନ୍ତୁ ଅlଉ ଆମେ ଏହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ଅନେକ କଥା ଏବଂ ମହିମା ଜାଣୁ ଓ ଶୁଣୁ l ଧନ୍ଯ ଭକ୍ତ ଧନ୍ୟ ଭାଗବାନ l ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤❤❤❤❤❤🙏🏻🌹🙏🏻🌹🙏🏻🌹🙏🏻🌹🙏🏻🙏🏻🌹🙏🏻🌹🙏🏻🌹🙏🏻🌹
ଆପଣଙ୍କ ବର୍ଣ୍ଣନା ଅତି ହୃଦୟସ୍ପର୍ଶୀ, ସୁନ୍ଦର, ଭକ୍ତିଭାବପୂର୍ଣ୍ଣ ଆପଣ ଙ୍କୁ 🙏 ଜୟ ଜଗନ୍ନାଥ ଇଚ୍ଛାମୟ ଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।
ସାର୍ ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ 🙏🙏🙏🙏ଆପଣ ଆମକୁ ଏତେ ସୁନ୍ଦର କଥା କହୁଛନ୍ତି ମହା ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ 🙏🙏🙏 ସତରେ ପ୍ରଭୁ ଜାହାକୁ ବେଶି ଭଲପାଆନ୍ତି ତାକୁ ବହୁତ ଦୁଃଖ ଦିଅନ୍ତି
🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏 ତୁମ ଛଡ଼ା କିଏ ଅଛି ଆମକୁ ରକ୍ଷା କରିବ ତୁମେ ହିଁ ଆମର ସାହା ଭରଷା ମହାପ୍ରଭୁ ତୁମ ଚକାନୟନ ରେ ସମସ୍ତଙ୍କୁ ଅନେଇଥାଅ
ଜୟ ଜଗନ୍ନାଥ 🙏🙏🙏🙏କାଳିଆ କୁ ଭଲପାଇବା ପରେ ମନ, ମସ୍ତିଷ୍କ, ହୃଦୟ, ଆତ୍ମା ସବୁଠି ସେ ତ ଥାଏ, ତା ଛଡା କେଉଁଠି କିଛି ଦେଖାଯାଏନି ନl ଦୁଃଖ ନା ସୁଖ, କେବଳ ସେ ହିଁ ସବୁଠି ଅଛି ସେ ଅନୁଭବ କରାଏ l ସେ ଅନୁଭବ ଆମେ କରିପାରିଲେ ହେଲା l
ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହେଉଛି ଆମ କାଳିଆ ଠାକୁରଙ୍କ କଥା | ଧନ୍ୟବାଦ ଆପଣଙ୍କୁ 🙏
Prabhu aap Jitna Bhi Dukh Rahe vah Mujhe swikar Hai lekin aap mere sath rahe yah meri prathna hai prabhu main aapse bahut pyar karti hun 🙏🙏🙏 🌹🌹🌹💝💝💝
ମହାପ୍ରଭୁଙ୍କର ଅପାର ମହିମାକୁ ଶ୍ରଵଣ କରିବା ସମୟରେ ଶରୀରରେ ଯେଉଁ ଶୀହରଣ ଉତ୍ପନ୍ନ ହୋଇଥାଏ ତାହା ଚକ୍ଷୁରେ ଶ୍ରାଵଣୀ ସୃଷ୍ଟି କରି ନିର୍ଝରଣୀ ଭାଵରେ ଵହିଯାଉଥାଏ । ଜୟ ଜଗନ୍ନାଥ ମହାପ୍ରଭୁ । 🙏
Jay shree Jagannath Swami Nayana Patha gami vatuma 🙏🌸🙏🙏🙏🌸🙏🌸
Jay Jagannath Dr Mishra.
Your presentation cleared my doubt
Many many thanks
ମଣିମା ଆପଣଙ୍କ କରୁଣା ସଦା ସର୍ବଦା ଆମ ଉପରେ ଥାଉ ଏତିକି ଗୁହାରୀ ହେ ମହାବାହୁ
ଜୟ ଜଗନ୍ନାଥ 🙏🙏🙏🙏 ଗୁରୁଜୀ ପ୍ରଣାମ 🙏🙏🙏🙏
ଅତ୍ୟନ୍ତ ଉଚ୍ଚକୋଟୀର ଏଵଂ ହୃଦୟସ୍ପର୍ଶୀ ଉପସ୍ଥାପନା ଜୟ ଜଗନ୍ନାଥ ମହାପ୍ରଭୁ
ଅତ୍ୟନ୍ତ ହୃଦୟସ୍ପର୍ଶୀ ଜୟ ଜଗନ୍ନାଥ 🙏🙏
Jay jagannath 🙏🏽🙏🏽🙏🏽🙏🏽
Dhanya Odisha 365 channel ame kritathra ki ama mananku ye aloukika lila mahabahu nkara sunibara bhagya pradana karichanti ❤🙏🏻danya tume Dr asutosh prasad mishra ..au dhanya tuma sabda bali dahnya tuma vakata pania dhanya tuma jagannath ❤🙏🏻
ଜୟ ଜଗନ୍ନାଥ ମୋପ୍ରଭୁ 🙏🌹♥️ଆଜ୍ଞା ଗୋଟେ ଜିଜ୍ଞାସା,ମୁଜାଣିବାରେ ଓଡିଶା 365ସଦସ୍ୟ ଜଗନ୍ନାଥ ପରମ ଭକ୍ତ କିନ୍ତୁ ତାଙ୍କର ଦୁଃଖ ଜମାନାଇଁ ବୁଝେଇବେ, ଏମିତି ଅନେକ ଭକ୍ତ ବି ଅଛନ୍ତି ବୁଝେଇବେ 🙏🌹🙏♥️
ମାତା କୁନ୍ତୀ କହିଥିଲେ ହେ ବାସୁଦେବ ଆମକୁ କେବଳ ଦୁଃଖ ଦିଅ କାରଣ କେବଳ ଦୁଃଖ ସମୟରେ ଆପଣଙ୍କୁ
ଚିନ୍ତାକରୁ,ଆଉ ଶ୍ରୀକାନ୍ତ ସାର୍ ମଧ୍ୟ କହନ୍ତି,ଜଗନ୍ନାଥଙ୍କୁ
ଅନୁଭବ କରିବା ପାଇଁ ଡାକ ,ବ୍ୟବହାର କରିବା ପାଇଁ ନୁହେଁ, ଜୟ ଜଗନ୍ନାଥ
Shrikanta parija always repeats again and again to a sentence
❤❤❤❤❤❤❤
ମହାପ୍ରଭୁ ତୁମ ଅପୂର୍ବ ଲୀଳା
ରହସ୍ୟରେ ଭରା ହେ ଚକାଡୋଳା,
ଅବିରତ ଉଡେ ପତିତପାବନ
ଅପଲକ ନେତ୍ରେ ଚାହିଁଛ ପରା I
🙏🏾ଓଁ ଜୟ ଶ୍ରୀ ଜଗନ୍ନାଥ I
Ki sundar Katha kahile jay jagannath mahaprabhu apanknu koti koti pramam mo prabhu 🙏🙏🙏🙏🙏🙏🙏🙏🙏🙏🙏🙏
🙏🙏🙏Jai Jagannath swami nayan potho gami bhobo tume 🙏🙏🙏
ମୋର କିଛି ଦରକାର ନାହିଁ ମୋ ପ୍ରଭୁଙ୍କର କୃପା ଦରକାର ଜୟ ଜଗନ୍ନାଥ ⭕❗⭕
ଅତି ସୁନ୍ଦର, ଜଗନ୍ନାଥ ଆପଣଙ୍କୁ ସଦେଵ ସହାୟ ହୁଅନ୍ତୁ, ପ୍ରଣାମ।
ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭଵତୁ ମେ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Jagannath 🙏🙏🙏🌷🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸
🙏🌸 Jayguru 🌸🙏🌸 Jay Jagannath swami Nayana patha gami bhava tume bhava tume bhava tume 🏵️🌺🪔🙏🙏🙏
JAI HO🙏EHA TA KEWALA ANUBHAVRA BISHAYA.JAI JAGANNATH 🙏
ଅତି ଚମତ୍କାର ବର୍ଣ୍ଣନା ।ଶ୍ରୀ କ୍ଷେତ୍ର ବାସୀ ଯମେଶ୍ଵର ମହାଦେବ ଙ୍କ ସମ୍ବନ୍ଧରେ ସୂଚନା ଅତ୍ୟନ୍ତ ସୁନ୍ଦର । ମହାପ୍ରଭୁ ତ ଅକଳ୍ପନୀୟ , ଅବର୍ଣ୍ଣନୀୟ , ଅତୁଳନୀୟ । ପ୍ରବକ୍ତାଙ୍କୁ ଅଶେଷ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏🙏🙏
Guruji pranam sarana 🙏🙏🙏🙏apana bhagabata Katha amruta Maya laguchi 🙏🙏bhagabana apanank r mangala karantu 🙏🙏
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି 👌ଜୟ ଜଗନ୍ନାଥ 🙇♀️ବହୁତ ଭଲ ଲାଗିଲା 🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ🙏🙏
Radhe Radhe 🙏 Jay Jagannath 🙏 Jay Gopal 🙏🏼 jay RadhaRani 🙏 Jay Rama 🙏 Jay
ଯେତେ ଦୁଃଖ କଷ୍ଟ ଆସୁଛି, ଆସୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଥାଉ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏
ଦୁଃଖୀସ୍ୟାମ ଖାଲି ଦୁଃଖ ଦିଅନ୍ତି । ହେଲେ ଦଉଛନ୍ତି ତ କିଛି 🙏
JAY Jagannath 🙏🙏🙏
Abe mu bujhili apananka ki Leela.........he mahaprabhu🙏🙏🙏🙏
Jay Jagannath Mahaprabhu 🙏🙏🙏🙏
Pura sata agyan 🙏🙏🙏
ଜୟ ଜଗନ୍ନାଥ ଆପଣଙ୍କ ବାଣୀ ବାହୁତ ଭଲ ଲାଗିଲା
ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ ତୁମ ପାଦ ତଳେ ମୋ କୋଟି ପ୍ରଣାମ
Jay Jagannath sir verygood advice with mind-blowing message God bless you sir
Jay shree jagannath ❤❤❤❤❤❤🙏🙏🙏🙏🙏🙏🙏
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ।ହରେ ରାମ ହରେ ରାମ ରାମ ରାମ ହରେ ହରେ। ଜୟ ଜଗନ୍ନାଥ।ଅତି ସୁନ୍ଦର ପ୍ରସ୍ତୁତି। ଅଶେଷ ଧନ୍ୟବାଦ୍।।
Jai shri jagannath...jai shri jagannath...jai shri jagannath...jai shri jagannath...love you lot...jai shri jagannath
Aji prabhu nka katha suni man santi lagila apana nku bahut dhayabaad
ଆପଣ ଙ୍କ ଉପସ୍ଥାପନା ବହୁତ ସୁନ୍ଦର
ଜୟ ଜଗନ୍ନାଥ ମୋ ଦୁଃଖ ହରଣ କର ପ୍ରଭୁ, ଘର ଖଣ୍ଡିଏ କରିବାକୁ ମତେ ସହାହୁଅ . . . .🙏🙏🙏🙏🙏🙏
JOY JAGANNATH SWAMI
SHARAN PRABHU
Dhanya Manima Dhanya Tuma Dasa prema.Mr Ashutosh really you are a blessed piece of our country.Jai Jagannath
ବହୁତ୍ ସତ କଥା। ଏହା ଆମ ସ୍ବାମୀ ସ୍ତ୍ରୀ ଙ୍କ ସହ ଘଟୁଛି। ସେ ହିଁ ଆମର ସବୁକିଛି।
Hari om nanaha shivaya dhanya 365 dhanya Ashutosh sir🙏🏻🙏🏻🙌🏻🙌🏻🙇🏻♀️🙇🏻♀️🌺
Woderful. My deepest gratitude for such profound content
Jay jagannath...love you too 💛💛💛💛💛💛💛💛💛🙏🙏🙏🙏🙏
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ🌹🌹🌹🪔🪔🪔🥥🥥🥥🙏
Jai jagannath prabhu
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଜୟ ଜଗନ୍ନାଥ... ମଣିମାଙ୍କ କରୁଣାକୁ ପାଥେୟ କରି ତାଙ୍କ ଲୀଳାକୁ ଶ୍ରବଣକଲୁ ଏବଂ ଜମ୍ବେଶ୍ୱର ଙ୍କ ବିଷୟରେ ବିସ୍ତୃତ କଥାଶୁଣି ଓ ସାଆନ୍ତଙ୍କ ସହ ଜମ୍ବେଶ୍ୱରଙ୍କ ସମ୍ବନ୍ଧ ଶୁଣି ବଡଆନନ୍ଦ ଲାଗିଲା..... ଜୟ ଜଗନ୍ନାଥ 🙏
Mahaprabhu
Mo maa nku brain stroke heichi
Pls taku bhala kari dia
Tama upare mora bahut biswas Mahaprabhu...
Jai jai jagannath🙏🙏🙏
🙏🙏🙏🙏
Sia Sabu janati
Vaktire buda Sabu thik hoejiba
ବହୁତ ଭଲ ଲାଗୁଚି
❤ଶରଣ ମଣିମା ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଶରଣ ତବ ପାଦ ପଦ୍ମ ଜୟ ଜୟ ମହାବାହୁ ଜୟ ଜଗନ୍ନାଥ
Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Beautiful ! Waiting eagerly for part-6 of Dham Madhuri. 🙏
ହେ ମହାବାହୁ ଏଅଧମକୁ ଦୟାକର 🙏🙏🙏
Thank you 365 chenel thank's ashutosh Mishra
Jai mahaprabhu 🙏🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ ।
ଆପଣଙ୍କ ତୁଣ୍ଡରେ ସତେ ଯେପରି ସ୍ଵୟଂ ମା ସରସ୍ଵତୀ ବିଜେ କରିଛନ୍ତି ଆଜ୍ଞା ସତରେ କେବଳ ମହାପ୍ରଭୁଙ୍କ ଗୁଣ ଗାନ କରିବା ପାଇଁ । ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ ।❤❤❤ଏ ଅଧମ ର ପ୍ରଣାମ ସ୍ବୀକାର କରିବେ ଆଜ୍ଞା
ଜୟ ଜଗନ୍ନାଥ 🙏🙏🙏🙏🙏🙏
ଆପଣଙ୍କ ସବୁ ଉପସ୍ଥାପନ ଭଲ ଲାଗେ, କିନ୍ତୁ ଏବେ ଦାମନଯୋଡି କବି ସମ୍ମିଳନୀ ରେ ଆପଣଙ୍କୁ ସମ୍ମୁଖରେ ପାଇ ଆଉ ଜଗନ୍ନାଥଙ୍କ ଉପରେ ଓଡ଼ିଆ କବିଙ୍କ ଭାବପୂର୍ଣ୍ଣ ଗାଳି ର ବାଣୀ ରେ ମୋର ଚକ୍ଷୁ ଲୋତକ ପୂର୍ଣ୍ଣ ହୋଇଗଲା, ସତରେ ଯାହା ମୁ ଆଜି ଶିଖିଲି ତାହା ଚିରଦିନ ପାଇଁ ମନରେ ଆବଦ୍ଧ ହୋଇଗଲା, ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻
ଆଶୁତୋଷ ସାର ଙ୍କ କଥା ବହୁତ୍ ଭଲ ଲାଗେ , ପ୍ରଭୁ ଜଗନ୍ନାଥ ସାରଙ୍କୁ କଲ୍ୟାଣ କରନ୍ତୁ , ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Jai jagannath Swami Nayan Patha gami baba tume 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕❗❗⭕🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏🙏 ଚରଣରେ ସରଣ ଦିଅ ମହାପ୍ରଭୁ।
ଜୟ ଶ୍ରୀ ଭଗବାନ ପୁରୁଷୋତ୍ତମ ଜଗନ୍ନାଥ ଓମ୍ ନମଃ ଭଗବତେ ବାସୁଦେବାୟ 🙏🙏🙏🙏🙏ାା
ଆଜି ପର୍ଯ୍ୟନ୍ତ ମୁଁ ଅନ୍ଧାର ଭିତରେ ଥିଲି
କିନ୍ତୁ ଆଜି ଏ ସମ୍ପର୍କରେ ସୂଚନା ଅନୁଯାୟୀ ଜାଣି ଲି ଯେ ମୋ ଜୀବନ ସ୍ୱାମୀ ମହା ପ୍ରଭୁ ଜଗନ୍ନାଥ ମହାରାଜାଙ୍କ ଉପସ୍ଥିତି ମୋ ସାଙ୍ଗରେ ସଦା ସର୍ବଦା ରହିଛି।
Thank you 365chenel
Jai ShreeJagannath 🙏🙏🙏🙏🙏
Ohhhh ki aloukika barta 🦚bohut bohut dhanyawad ashutosh nona🙏🌸
Probhu speech clearly lovely bhaba thila kaliaku pae haba 🙏🏻❤🙏🏻❤🙏🏻❤
Bahut sunder .bht bht sunder barnana Mahaprabhu nkara swabhaba ra .Ham kichhi emiti hi karithaanti se nija premi jana nka sahita .
ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ ନୟନପଥଗାମୀ ଭବତୁମେ।
Jai Jagganath 🙏🙏
Hari Om namah Sibaya ,Thanks Asutosh Sir
ଜୟ ଜଗନ୍ନାଥ।
ଅତି ସୁନ୍ଦର ବର୍ଣ୍ଣନା।
Bahut sundar bakhya ,Jai jagannath
ପ୍ରଣାମ ଜଗନ୍ନାଥଃ ସେବକ ଭାଷୟକାର ଆଶୁତୋଷ ମିଶ୍ର ମହୋଦୟ ନିଚ୍ଛକ ସତ୍ୟ କହିଲେ ମୋତେ ଯେ କରେ ଆସ ମୁଁ ତାର କରେ ସର୍ଵ ନାଶ ଜୟ ଜଗନ୍ନାଥ ଧୈର୍ଯ୍ୟ ଓ ମନୋବଳ ରହିବା ଆବଶ୍ୟକ ସ୍ଥିତ ପ୍ରଜ୍ଞ ହେବା ଆବଶ୍ୟକ
ଆପଣଙ୍କର ବକ୍ତବ୍ୟ ମୋର ନିଜସ୍ବ ଅନୁଭବ,ଏହା ପରମ ସତ୍ୟ। ପ୍ରଣାମ,ଜୟ ଜଗନ୍ନାଥ।
🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ 😭😭😭😭🙏🙏🙏🙏🙏
ଜୟ ଜୟ ଶ୍ରୀ ଜଗନ୍ନାଥଙ୍କ ଜୟ ହଉ