🔴 Laxmi Narayan Kali | ଏ କଳି ଯିଏ ଶୁଣିବ ତାର ଦାମ୍ପତ୍ୟ କଳହ ରହିବ ନାହିଁ | Dr. Ashutosh Prasad Mishra

Поділитися
Вставка
  • Опубліковано 24 гру 2024

КОМЕНТАРІ •

  • @raghunathpanda9469
    @raghunathpanda9469 Рік тому +14

    ଓମ୍ ଲକ୍ଷ୍ମୀନାରାୟଣାଭ୍ଯାଂ ନମୋନମଃ। 🙏🙏💐

  • @santoshkumarmishra3886
    @santoshkumarmishra3886 Рік тому +64

    ସୁବଠାରୁ ସୁନ୍ଦର ବଣ୍ଣନା ଲକ୍ଷ୍ମୀନାରାୟଣ କଳି ଖୁବ୍ ମନାଛୁଆଁ

  • @tapashkumar9669
    @tapashkumar9669 Рік тому +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙇🙇🙇🙇🙇🙇🙇🙇🥰🥰🥰🥰🥰🥰🥰🥰🥰🥰🥰🥰🥰

  • @Rudrashis.......65
    @Rudrashis.......65 Рік тому +4

    ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ 🙏🙏🙏🙏🙏🙏ମାନବୀୟ ଲୀଳା ପ୍ରଭୁ କିଏ ଵା କଳିବ କାହାର ସାହସ ଅଛି ମହାବାହୁ l

  • @ashokkumarpatra7377
    @ashokkumarpatra7377 Рік тому +26

    ଖୁବ୍ ସୁନ୍ଦର ଆଲୋଚନା ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛି। 🙏🙏🙏 ଜୟଜଗନ୍ନାଥ।

  • @bharatitripathy4245
    @bharatitripathy4245 Рік тому +27

    ସୁନ୍ଦର ଉପସ୍ଥାପନା ମାଧ୍ୟମରେ ଲକ୍ଷ୍ମୀ ନାରାୟଣ କଳିର ବର୍ଣ୍ଣନା ଅତ୍ୟନ୍ତ ହୃଦୟଗ୍ରାହୀ ହୋଇଛି

  • @anitanayak1370
    @anitanayak1370 Рік тому +38

    ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା l ଧନ୍ୟବାଦ ଭାଇ, ପ୍ରଭୁ ଜଗନ୍ନାଥ, ମା ମହାଲକ୍ଷ୍ମୀ ଆପଣଙ୍କର କଲ୍ୟାଣ କରନ୍ତୁ l ପ୍ରକୃତରେ ଜଣେ ଓଡ଼ିଆ ଭାବେ ମୁଁ ଗର୍ବିତ ଆମର ଓଡ଼ିଆ ସଂସ୍କୃତି ପାଇଁ l ଜୟ ମହାବାହୁ l

  • @jbpadhi9701
    @jbpadhi9701 Рік тому +18

    ଆଶୁତୋଷ ଭାଈ ଆପଣଙ୍କ କଣ୍ଠରେ ସ୍ଵୟଂ ମା ସରସ୍ଵତୀ ଙ୍କ ଆଶିର୍ବାଦ।। ଯେତେ ଶୁଣିଲେ ପୁଣି ଶୁଣିବାକୁ ମନ କରେ।।

  • @Onlyentertainment3897
    @Onlyentertainment3897 Рік тому +2

    ବହୁତ୍ ସୁନ୍ଦର୍ ବାଖ୍ୟା ,,ହେଲେ ବହୁତ୍ ଅର୍ଥ ରଖିଦେଲେ ବ୍ୟାଖ୍ୟା କଲେନାହିଁ ,,ଜୟ ଜଗନ୍ନାଥ

  • @paras1prihan
    @paras1prihan 2 роки тому +104

    ହେ ଆଶୁତୋଷ ସାର୍ ଆପଣଙ୍କ ବ୍ୟାଖ୍ୟା ଅତ୍ୟନ୍ତ ଉଚ୍ଚକୋଟୀର , ଶୁଣିକରି ଆଖିରୁ ଆନନ୍ଦଅଶ୍ରୁ ଝରିପଡ଼ିଲା
    ଜୟ ଜଗନ୍ନାଥ । ଧନ୍ୟ ଆପଣଙ୍କ ଲିଳା

  • @birakishorenayak1690
    @birakishorenayak1690 Рік тому +179

    ଜଗତ ଠାକୁର ଓ ଜଗତ ଜନନୀଙ୍କର ଏ କଳି ଶୁଣି ମୋ କର୍ଣ୍ଣ ପଵିତ୍ର ହୋଇଗଲା,ଜନମ ଜୀବନ
    ମୋର ଧନ୍ୟ ହୋଇଗଲା ।
    ଜୟ ଜଗନ୍ନାଥ ସ୍ୱାମୀ🙏

    • @gungunpatra3024
      @gungunpatra3024 Рік тому +1

      QaP😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

    • @pritamlenkayt5916
      @pritamlenkayt5916 Рік тому +2

      JaiJagannath

    • @Its_shyam97
      @Its_shyam97 Рік тому

      ​@@gungunpatra3024ok .koo

    • @Its_shyam97
      @Its_shyam97 Рік тому +1

      Ooooolll😅o😅😅o😅olooooooooo

    • @harisahoo8383
      @harisahoo8383 Рік тому

      ​@@Its_shyam9717:05 17:07 😮

  • @kabita_by_jharana
    @kabita_by_jharana 9 місяців тому +94

    ଆଶୁତୋଷ ସାର୍,ପ୍ରଭୁ ଜଗନ୍ନାଥ ସତରେ ଆପଣଙ୍କ କଣ୍ଠରେ ବିଜେ କରିଛନ୍ତି।ଏତେ ସୁନ୍ଦର ବର୍ଣ୍ଣନା କରିଛନ୍ତି।ଯେତେ ସୁଣିଲେବି ଆହୁରି ଶୁଣିବାକୁ ଇଛା ହେଉଛି।ଜୟ ଜଗନ୍ନାଥ।🙏🏻🙏🏻🙏🏻🙏🏻🙏🏻

  • @samarkumarharichandan5378
    @samarkumarharichandan5378 2 роки тому +44

    ଆଶୁତୋଷ ବାବୁଙ୍କ ବର୍ଣ୍ଣନା ଶୈଳି ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ 🌻🙏🏼🌺

  • @snigdhamahapatra634
    @snigdhamahapatra634 Рік тому +5

    ଜୟ ଜଗନ୍ନାଥ ଜୟ ମା ମହାଲକ୍ଷ୍ମୀ 🎉🎉

  • @SumitKumarswain123
    @SumitKumarswain123 5 місяців тому +20

    ଏହା ଶୁଣି ଅତ୍ୟନ୍ତ ଖୁସି ଅନୁଭବ ହେଲା ।ଆଉ ଗର୍ବ ଲାଗୁଛି ଆମ ଓଡ଼ିଆ ମାଟିରେ ଜଗନ୍ନାଥ ମାଟିରେ ଜନ୍ମ ନେଇଛି। ବହୁତ୍ ସୁନ୍ଦର୍ ଆମ ଜଗା ର ସବୁ ଯାତ୍ରା।❤ଜୟ ଜଗନ୍ନାଥ ❤️🙏⭕❗⭕

  • @tapaswinipati5303
    @tapaswinipati5303 Рік тому +5

    ଜୟ ଜଗନ୍ନାଥ।🙏

  • @Sanjeeb5077
    @Sanjeeb5077 Рік тому +28

    କେତେ ସୁନ୍ଦର ଆମ ଓଡ଼ିଆ ସଂସ୍କୃତି 🙏 ଜୟ ଶ୍ରୀ ଜଗନ୍ନାଥ ⭕❗⭕

  • @bharatsahoo9195
    @bharatsahoo9195 Рік тому +4

    ହେ ପ୍ରଭୁ ଏ ଅଧମ ପାଞ୍ଚ ଥର ଶୁଣି ଲିଣି ତଥାପି ମୋ ମନ ଶାନ୍ତି ହେଉନି କି ସୁନ୍ଦର ପ୍ରଭୁ ଙ୍କର କଳି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @sitalsomya7384
    @sitalsomya7384 Рік тому +24

    ମନ ଖୁସି ହେଇଯାଉଛି ଡ ମିଶ୍ର ଙ୍କ କଥା ଶୁଣି ବାସ୍ତବ ରେ ଲୀଳାମୟ ଙ୍କର କି ଲୀଳା ଜୟ ଜଗନ୍ନାଥ❤

    • @stylishboy568
      @stylishboy568 Рік тому

      😮😅😮😮😮😮😮😮😮😮😮😮😮😅😊

  • @basantideikhordhaarunima
    @basantideikhordhaarunima Рік тому +33

    ଜଗତଠାକୁର ଓ ମାଆ ଠାକୁରାଣୀ ଙ୍କ ମାନବୀୟ ଦାମ୍ପତ୍ୟ କଳହ କୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିବାର ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବଗର୍ଭକ ହୋଇଛି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସର୍ବଦା ଆପଣଙ୍କ ସାଥିରେ ରହିଥାଉ।ଜୟ ଜଗନ୍ନାଥ 🙏🙏💐💐

  • @dibakarharijan5748
    @dibakarharijan5748 10 місяців тому +2

    🌺🙏🙏🙏🙏🙏🌺🌺🌺🌺🙏⭕‼️⭕Jay shree laxmi narayan sunibaku bohut bohut sundar lagila sir apananku pranam jay shree jagannatha 🙏🏻🌺🌺🌺🌺🌺🙏🙏🙏🙏🙏

  • @sunilnath3572
    @sunilnath3572 Рік тому +79

    🙏❤️🙏 ଆଶୁତୋଷ ଭାଇ ଙ୍କ ଉପରେ ମହାପ୍ରଭୁ ଙ୍କ କୃପା ସଦାସର୍ବଦା ରହିଥାଉ 🙏❤️🙏

    • @awcbargaon-2aww634
      @awcbargaon-2aww634 Рік тому +2

      Prabhu nka ehi ratha Yatra praman kare j Prabhu bhakta vatsala .......Jay Jagannath 🙏🙏🙏🙏🙏🙏Swami Nayan patha gami

  • @gitanjalitripathy5389
    @gitanjalitripathy5389 Рік тому +43

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏତିକି କରୁଣା ହେଉ, ତୁମନାମ ଚିନ୍ତି ତୁମ ନାମ ଗାଇ ମୋଜୀବନ ଚାଲିଯାଉ 🙏🙏

  • @sobhasahusahu7993
    @sobhasahusahu7993 Рік тому

    ବହୁତ୍ ସୁନ୍ଦର କଥା ଜୟ ମା ଲକ୍ଷ୍ମୀ ନାରାୟଣ ଜୟ

  • @bharatidhir7454
    @bharatidhir7454 2 роки тому +56

    ହେ ମହାପ୍ରଭୁ ମା ଙ୍କ ସହିତ ଏ କି ପ୍ରକାର କରି ର ଲୀଳା
    ଧନ୍ୟ ପ୍ରଭୁ ଧନ୍ୟ ହୋଇ ଗଲି ଏହାକୁ ଶ୍ରବଣ କରି
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

    • @ODISHA365
      @ODISHA365  2 роки тому +1

      Thanks
      Jay Jagannath
      Share with your family & friends

  • @sabitapanigrahi4406
    @sabitapanigrahi4406 2 роки тому +317

    ଜୟ ଜଗନ୍ନାଥ 🙏🙏🙏🙏ମନୁଆ ଠାକୁର ଆଜି ବାହାରିଛି ମାଆ କୁ ମନେଇବା ପାଇଁ l ସମାଜରେ ସଂସାର କରିବାକୁ ହେଲେ ଭାଇ, ଭଉଣୀ ସହିତ ସ୍ତ୍ରୀ କୁ ମଧ୍ୟ ସମାନ ମର୍ଯ୍ୟାଦା ମିଳିବା ଉଚିତ, କାଳିଆ ତାର ଏ ମାନବଲୀଳାରେ ସମାଜକୁ ଜଣାଉଛି l

    • @PriyasmitaDash-y3f
      @PriyasmitaDash-y3f 5 місяців тому +28

      Right

    • @PriyasmitaDash-y3f
      @PriyasmitaDash-y3f 5 місяців тому +13

      😊

    • @rajashreesahoo5432
      @rajashreesahoo5432 5 місяців тому +9

      Bahut bhala lagila mana khusi heigala Jay Laxmi Narayan

    • @Bmcreation3750
      @Bmcreation3750 5 місяців тому +4

      Bahut bhala lagila mana khus heigala,Jay Laxmi Narayan

    • @sujatanayak1022
      @sujatanayak1022 5 місяців тому

      😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅?

  • @balaramranasingh2357
    @balaramranasingh2357 Рік тому +13

    ଜୟ ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ମା ମହାଲକ୍ଷ୍ମୀ ଙ୍କ କଳି ଆହା କି ଅପୂର୍ବ ଶୁନ୍ଦର ❤❤❤

  • @susantakumarsahoo9052
    @susantakumarsahoo9052 7 місяців тому +9

    ଆପଣଙ୍କ ମୁଖରୁ ସାଆନ୍ତଙ୍କ କଥା ଅମୃତ ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ

  • @badalpattnayak6969
    @badalpattnayak6969 Рік тому

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ ଜୟ ଜଗନ୍ନାଥ 🙏🙏🙏🙏

  • @Life_with_Utkalika
    @Life_with_Utkalika Рік тому +12

    Pura sata Swami stri jhagada re jaha sabu hue kete Sundar rupe bujheile...mana trupta heigala❤️😍 Jay Jagannath 🙏 Jay maa Laxmi 🙏

  • @rozalin91
    @rozalin91 Рік тому +9

    Khub Sundar! laxminarayanaya namah🙏

  • @SaritaBal-tq3ke
    @SaritaBal-tq3ke 9 місяців тому +1

    Harekrishna guruji harikrishna guruji harikrishna guruji harikrishna guruji ❤❤❤❤❤❤joymaa laxmi joymaa laxmi❤❤❤❤❤

  • @rubinalenka1394
    @rubinalenka1394 Рік тому +40

    ଜୟ ଶ୍ରୀ ଜଗନ୍ନାଥ 🙌🙏
    ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ 😊
    ମହାପ୍ରଭୁ ଆପଣଙ୍କୁ ଖୁସିରେ ରଖନ୍ତୁ ✨🙏

  • @sumitkumarjenavlogs8088
    @sumitkumarjenavlogs8088 5 місяців тому +238

    ୨୦୨୪ ରେ କିଏ କିଏ ଶୁଣୁଛନ୍ତି ଲାଇକ କରନ୍ତୁ ❤

    • @PADMINIANNAMALAI27
      @PADMINIANNAMALAI27 5 місяців тому +13

      2024 କଣ 2025 କଣ ମହାପ୍ରଭୁଙ୍କ କଥା ଯୁଗ ଯୁଗର । ଜୟ ଜଗନ୍ନାଥ ।ଯଦି ଭାବ ଥିବ ନା ସବୁ ଭଲ ଲାଗିବ।ଆମ୍ବୃତ ପରି
      🙏🙏🙏🙏 ଏ ସବୁ ସୁଣିଲେ ବହୁତ୍ ପୁଣ୍ୟ ମିଳେ ।🥹🥹 ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

    • @sumitkumarjenavlogs8088
      @sumitkumarjenavlogs8088 5 місяців тому +4

      @@PADMINIANNAMALAI27 Mana kala puni kie mu sei katha kahili yei vdo to 2 barsa tala ra 2022 re post hei thila 2024 re kaha kaha Mobile ku jaichi aau kie kie sunicha boli apana kn bujhile ki madam ji😄

    • @SituswainSwain
      @SituswainSwain 5 місяців тому +1

      Hnnnn mu

    • @SituswainSwain
      @SituswainSwain 5 місяців тому +1

      Anjali mohanty sunuchanti

    • @sumitkumarjenavlogs8088
      @sumitkumarjenavlogs8088 5 місяців тому

      @@SituswainSwain 😄😄😄 ଧନ୍ୟବାଦ୍ ଜୟ ଜଗନ୍ନାଥ

  • @hemantasethy8437
    @hemantasethy8437 Рік тому +8

    ହେ ଜଗନ୍ନାଥ 🙏
    ଅତୀତ ର କି ସୁନ୍ଦର କଥା ଟିଏ
    ମିଶ୍ର ସାର ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ

  • @santoshkumardas3299
    @santoshkumardas3299 8 місяців тому +24

    ସତରେ ଶୁଣିବାକୁ ବହୁତ୍ ସୁନ୍ଦର୍ ଲାଗୁଛି, ଜଗନ୍ନାଥଙ୍କ ମହିମା ଅପାର, ଯେତେଥର ଶୁଣିଲେ ବି ଶୁଣିବାକୁ ଭଲଲଗୁଛି

  • @pravakarparida3042
    @pravakarparida3042 2 роки тому +31

    ପ୍ରଣାମ ସ୍ୱାମୀଜୀ, ବହୁତ ଆକର୍ଷଣୀୟ,ବହୁତ ଭଲ ଲାଗିଲା, ଜୟ ଶ୍ରୀ ଜଗନ୍ନାଥ

  • @LaxmikantaBadanayaka
    @LaxmikantaBadanayaka 6 місяців тому +7

    ଆପଣଙ୍କ ସୁନେଇବାର ଜଉ ଶୈଳୀ ବହୁତ ସୁନ୍ଦର ପ୍ରଭୁ ଆଖି ଛଳ ଛଳ ହେଇ ଯାଉଛି ଧନ୍ୟ ତୁମର କହିବାର ଶୈଳୀ ଧନ୍ୟବାଦ୍ 🙏

  • @birakishorenayak1690
    @birakishorenayak1690 Рік тому +38

    ଅତିସୁନ୍ଦର କଥାମୃତ, ସୁନ୍ଦର ସଂସ୍କାର ।
    ମନମୁଗ୍ଧକର ଉପସ୍ଥାପନା ।ଜୟ ଶ୍ରୀଜଗନ୍ନାଥ 🙏🙏🙏

  • @padmajasatpathy6364
    @padmajasatpathy6364 Рік тому +28

    Sir
    ଖୁବ୍ ହୃଦୟସ୍ପର୍ଶୀ ବର୍ଣ୍ଣନା। ଯିଏ ଶୁଣିଲେ ବି ଯେତେ ନାସ୍ତିକ ହୋଇଥିଲେ ମଧ୍ୟ ଭକ୍ତି ଆସିବ ନିଶ୍ଚୟ।

  • @kanhucharansahoo3195
    @kanhucharansahoo3195 Рік тому

    ଜୟ ଜଗନ୍ନାଥ 🙏⭕‼️⭕🙏 ଅତି ସୁନ୍ଦର ଉପସ୍ଥାପନା

  • @aadhikari7615
    @aadhikari7615 2 роки тому +85

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଆଶୁତୋଷ ଭାଇ 🙏ଆପଣଙ୍କର ପ୍ରେତ୍ୟକଟି ବାଣୀ ଅତି ସୁନ୍ଦର🙏ଲକ୍ଷ୍ମୀ ନାରାୟଣ କଳି ଆଗରୁ ମୁ ଆପଣଙ୍କର ଆଉ କେତୋଟି କାହାଣୀ ପ୍ରଭୁଙ୍କ ବିଷୟରେ ଶୁଣିଛି। ଆଜି ମଧ୍ଯ ନିଳାଦ୍ରୀ ବିଜେର ସିଧା ପ୍ରସାରଣ ବେଳେ ସମ୍ପୂର୍ଣ୍ଣ ଶୁଣିଛି। ଆପଣଙ୍କ ବାଣୀ ବହୁତ ହ୍ରୁଦୟ ସ୍ପର୍ଶୀ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @SupreetaMohanty
    @SupreetaMohanty Рік тому +5

    Mo Prabhu jagannath nka ra jay ❤❤❤ my love jagakalia 🌹💐

  • @aswinisamal7618
    @aswinisamal7618 Рік тому +14

    ମନ ଆତ୍ମା ଶାନ୍ତି ହୋଇଗଲା. ଆମ ଓଡ଼ିଆ ପରମ୍ପରା କୁ ଆମେ ସଂମାନ କରିବା 🙏ଜୟ ଜଗନ୍ନାଥ 🙏

  • @uniquecollection659
    @uniquecollection659 2 роки тому +66

    ସୁନ୍ଦର ବ୍ୟାଖ୍ୟାୟନ,,ଅତି ରୋମାଞ୍ଚକର ଲୀଳା ଶ୍ରୀଠାକୁର ଙ୍କ, ଶୁଣିଲେ ଶୁଣିବାକୁ ଈଛାହୁଏ ।।। ଆପଣଙ୍କ ଉପସ୍ଥାପନା ଶୈଳୀ ଉଚ୍ଚକୋଟୀର।

    • @jagadishbissoyi206
      @jagadishbissoyi206 Рік тому +2

      ଧନ୍ୟ ଜଗନ୍ନାଥ ଧନ୍ୟ ମହା ଲକ୍ଷ୍ମୀ ,,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

    • @digambarmallick5028
      @digambarmallick5028 Рік тому +2

      ​@@jagadishbissoyi206 my in

    • @ganapatibagh857
      @ganapatibagh857 Рік тому +1

      Jaya jagannath 🙏

    • @minapravabehera
      @minapravabehera Рік тому

      ​❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ CT by bu huh bup

    • @Mamatarani845
      @Mamatarani845 8 місяців тому

      ❤🙏

  • @architagouda143
    @architagouda143 Рік тому +10

    ଏହି ସୁନ୍ଦର ଲକ୍ଷ୍ମୀ ନାରାୟଣ କଳି ଅତି ସୁନ୍ଦର କିନ୍ତୁ ଭଗବାନ କଲେ ଲିଳା ମନୁଷ୍ୟ କଲେ କିଳା

  • @Butterfly143jsb
    @Butterfly143jsb Рік тому +32

    ବହୁତ୍ ସୁନ୍ଦର୍,,, ଧନ୍ୟବାଦ୍ ଭାଇ ଏତେ ସୁନ୍ଦର ଭାବେ ବର୍ଣ୍ଣନା କରି ଆମ ସମସ୍ତଙ୍କୁ ଶୁଣାଇ ଥିବାରୁ 🙏🙏🙏

  • @manojapalai7512
    @manojapalai7512 Рік тому +21

    ଜୟ ମା' ମହାଲକ୍ଷ୍ମୀ.ଶ୍ରୀ ଜଗନ୍ନାଥ....କଥାକାରଙ୍କର ଅଶେଷ ମଙ୍ଗଳ ହେଉ....ବାସ୍ତବରେ ମୋ ଜୀବନ ସହ ଏହି କଥାଟି ସମ୍ପୂର୍ଣ୍ଣ ସମତୂଲ୍ଯ ହେଉଅଛି....ହୃଦୟ ଭରିଗଲା❤.

  • @satyabhamabehera768
    @satyabhamabehera768 Рік тому +18

    Babu tumar kahiba saili ati sundar ❤❤❤❤❤❤❤.Jay Jagarnath Jay Maa Laxmi.🎉🎉🎉🎉❤❤❤❤.

  • @dayanidhimishra2145
    @dayanidhimishra2145 Рік тому +10

    🙏🌹Jay Jagannath prabhu🙏🌹
    🌹🙏Jay Maa Mahalaxmi devi 🙏🌹

  • @bikramkhatua6743
    @bikramkhatua6743 Рік тому +19

    ବହୁତ୍ ସୁନ୍ଦର ଉପସ୍ଥାପନା ଆ ହା
    ବଢିଆ ବଢିଆ ❤❤❤❤❤❤❤

  • @pradhanpunam9322
    @pradhanpunam9322 Рік тому +12

    ଏ କଥା ଶୁଣିଲେ ମନ ଦୁଃଖ ଥିଲେ ବି ଶାନ୍ତି ହୋଇଯାଏ
    ଜୟ ଜଗନ୍ନାଥ

  • @dashingarazu4760
    @dashingarazu4760 2 роки тому +96

    ଅତି ସୁନ୍ଦର ଉପସ୍ଥାପନା❤️
    ଅତ୍ୟନ୍ତ ହୃଦୟ ସ୍ପର୍ଶୀ, ମର୍ମସ୍ପର୍ଶୀ ବାଖ୍ୟାନ 🙏
    ପ୍ରଭୁ ଲକ୍ଷ୍ମୀକାନ୍ତ୍ର,କମଳା ପତି ଆପଣଙ୍କ ଶ୍ରୀଚରଣାରବିନ୍ଦର ଅଶେଷ ପ୍ରଣାମ🙏

    • @ODISHA365
      @ODISHA365  2 роки тому +4

      Thanks
      Jay Jagannath
      Share with your family & friends

  • @Sashirekhajena9658
    @Sashirekhajena9658 Рік тому +23

    ଆତ୍ମା ସନ୍ତୋଷ ହେଇଗଲା ପ୍ରଭୁ କୃପା କର⭕❗⭕🙏 ଜୟ ଜଗନ୍ନାଥ

  • @AmritaJena-x6d
    @AmritaJena-x6d 6 місяців тому +5

    ଜୟ ଜଗନ୍ନାଥ ❤
    କେତେ ସୁନ୍ଦର ଆମର ଓଡ଼ିଆ ସଂସ୍କୃତି 🥰
    କେତେ ସୁନ୍ଦର ଲାଗୁଛି ଏ ଉପସ୍ଥାପନ ଶୁଣିବା ପାଇଁ ମନ ଆନନ୍ଦରେ ଭାରି ଯାଉଛି 🙏

  • @sumantakumarpradhan2319
    @sumantakumarpradhan2319 2 роки тому +13

    Wow... ସୁନ୍ଦର ଓ ଚମତ୍କାର ବ୍ୟାଖ୍ୟାନ.! 🙏 ଜୟ ଜଗନ୍ନାଥ

    • @ODISHA365
      @ODISHA365  2 роки тому +1

      Thanks
      Jay Jagannath
      Share with your family & friends

  • @jasminhemantananda964
    @jasminhemantananda964 Рік тому +31

    ଜୟ ଜୟ ଲକ୍ଷ୍ମୀନାରାୟଣ 😊🙏🙏🙏ବହୁତ ସୁନ୍ଦର ଲାଗିଲା ମନ ସନ୍ତୋଷ ହୋଇଗଲା

  • @NiveditaM
    @NiveditaM Рік тому +18

    ବଢିଆ ଉପସ୍ଥାପନା 👏👏👏👏🙏ଜୟ ଜଗନ୍ନାଥ

  • @rutuparna-priyadarshini446
    @rutuparna-priyadarshini446 2 роки тому +39

    ବହୁତ୍ ସୁନ୍ଦର.. 🙏ଜୟ ଜଗନ୍ନାଥ ବଳଭଦ୍ର ଭାଇ ସୁଭଦ୍ରା ମା ଲକ୍ଷ୍ମୀ ମା 🙏

    • @ODISHA365
      @ODISHA365  2 роки тому

      Thanks
      Jay Jagannath
      Share with your family & friends

  • @PinkyPaikaray
    @PinkyPaikaray 5 місяців тому +1

    Mana bhari jauchi apanka katha suni jay Jagannath 🙏

  • @Arpita-rv4yn
    @Arpita-rv4yn Рік тому +9

    ବହୁତ ସୁନ୍ଦର ପୁରୁଣା ଧନ୍ୟବାଦ୍ ଭାଇ ❤❤🙏🙏🙏🙏🙏🙏🙏

  • @sureskumarsahoo5519
    @sureskumarsahoo5519 2 роки тому +21

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଜୟ ମା ଲକ୍ଷ୍ମୀ 🙏🙏🙏🙏

  • @MunaBhai-qh9fl
    @MunaBhai-qh9fl Рік тому +5

    ଜୟ ଜଗନ୍ନାଥ ସ୍ବାମୀ ମାତା ମହା ଲକ୍ଷ୍ମୀ ନାରାୟଣ ଭେଟ 🙌🌺🙏🙏🏼

  • @miss_rupali8390
    @miss_rupali8390 Рік тому +10

    Jay Jagannath Swami Nayana patha gami 🙏 bhava tume 🙏🙏🙏🙏🥰🥰🥰🥰🥰 jay Jagannath 🙏🙏🙏

  • @basantapany9713
    @basantapany9713 2 роки тому +57

    ଜୟ ଜଗନ୍ନାଥ ବହୁତ ସୁନ୍ଦର ବାପା ବହୁତ ଭଲଲାଗିଲା। ଜଗନ୍ନାଥ ତମକୁ ଭଲରେ ରଖୀଥାନ୍ତୁ।

  • @JasodaNaik-bp3sg
    @JasodaNaik-bp3sg 5 місяців тому

    ATI sundar barnana Jai Jagannath 🙌🙌🙌🙌🙌🙌

  • @popshumor4193
    @popshumor4193 Рік тому +23

    ବାଃ ବାଃ କେତେ ସୁମଧୁର, ସୁଖକର ଓ ସୁନ୍ଦର ବାଣୀ...... ବହୁତ୍ ସୁନ୍ଦର କହିବା ଶୈଳୀ........
    ଜୟ ମା ମହାଲକ୍ଷ୍ମୀ, ଜୟ ଜଗନ୍ନାଥ....🙏🙏🙏🙏

  • @binodhbag5475
    @binodhbag5475 Рік тому +8

    ଜୟ ଜଗନ୍ନାଥ ମହା ପ୍ରଭୁ ମୋ ମଣିମା ଚରଣ କମଳେ କୋଟି କୋଟି ପ୍ରଣାମ ପ୍ରଭୁ 🙏😔😔❤️😔🙏❤️❤️🙏🙏

  • @jibanjyotimallik6659
    @jibanjyotimallik6659 Рік тому

    ଜୟ ଜଗନ୍ନାଥ 🙏🏻 ମା 🙏🏻

  • @sarojinidas7614
    @sarojinidas7614 Рік тому +11

    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏
    ଜୟ ମାଆ ମହାଲକ୍ଷ୍ମୀ 🙏🙏🙏
    ବହୁତ ଭଲଲାଗିଲା । ଜୀବନ ଧନ୍ୟ ହେଇଗଲା। ଆପଣଙ୍କୁ ଧନ୍ୟବାଦ 🙏

  • @laxmipriyasatapathy1727
    @laxmipriyasatapathy1727 Рік тому +12

    ଅତି ସୁନ୍ଦର ଉପସ୍ଥାପନା 🙏ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @AkashKumar-n2c
    @AkashKumar-n2c 5 місяців тому +2

    Jay jagannath Jay maa Laxmi 🚩🙏🌺🌺🌺

  • @raghunathmandal204
    @raghunathmandal204 5 місяців тому +3

    ଅତି ସୁନ୍ଦର ଭାବରେ ଆପଣ ବ୍ୟଖା କରିଛନ୍ତି। ହୃଦୟସ୍ପର୍ଶୀ, ମନ ଆନନ୍ଦିତ ହୋଇଗଲା। ❤❤❤

  • @amitkumarrout4633
    @amitkumarrout4633 2 роки тому +12

    🙏ଜୟ ଜଗନ୍ନାଥ 🙏
    ଅତି ସୁନ୍ଦର ଉପସ୍ଥପନା, ହୃଦୟ ସ୍ପର୍ଷୀ ଆପଣଙ୍କ କଣ୍ଠ ସ୍ବର,
    ବହୁତ୍ ବଢିଆ ବ୍ୟାଖ୍ୟା କରିଛନ୍ତି ଆପଣ।

  • @pinkyparida6342
    @pinkyparida6342 Рік тому

    Jay jagannath ki sunder mo prabhu o maa nk kali

  • @neetubisoi2276
    @neetubisoi2276 2 роки тому +35

    ଜୟ ଜଗନ୍ନାଥ ମହା ପ୍ରଭୁ ଙ୍କ ଲୀଳା ହିଁ ପୁରା ଅଲଗା 😍🙏🥰😇

  • @sunilnath3572
    @sunilnath3572 Рік тому +58

    🙏❤️🙏 ଜୟ ମା ଅର୍ଣ୍ଣପୂର୍ଣ୍ଣା ଶ୍ରୀହରିପ୍ରିୟା ଙ୍କର ଜୟ ହେଉ 🙏❤️🙏

  • @sradhanjalimajhi7475
    @sradhanjalimajhi7475 5 місяців тому

    Maa Laxmi au mahaprabhu kanr Lila suni mora hrudaya dhanya hei gala prabhu koti koti pranam prabhu 🙏🙏🙏🙏💐💐🙏🙏💐💐🙏🙏🙏🙏🙏🙏🙏🙏 Jai maa Laxmi jai jagannath Swami 🙏🙏🙏

  • @asishkumarprustyjitu9987
    @asishkumarprustyjitu9987 2 роки тому +14

    ବହୁତ ସୁନ୍ଦର ଲାଗିଲା ଡାକ୍ତର ବାବୁ
    ଜୟ ଜଗନ୍ନାଥ 🙏🌹

  • @LaxmikantaBadanayaka
    @LaxmikantaBadanayaka 6 місяців тому +39

    ମୋର ପରମ ସ୍ଵଭଗ୍ୟ ମୁ ଜଗତର ନାଥ ଜଗନ୍ନାଥ ମା ଲକ୍ଷ୍ମୀ ବଡ଼ ଠାକୁର ବଲିଆ ଆଉ ମା ସୁଭଦ୍ରାଙ୍କ ଏହି କଳି ଯୁଗରେ ଏ କାଲି ଶୁଣିଲି । ଧନ୍ୟବାଦ ପ୍ରଭୁ ଆପଣଙ୍କୁ ଆମକୁ ଏହି ମନୋହର କଲି ସୁନ୍ଦର ଭାବରେ ଶୁନେଇ ଥୀବା ପାଇ 🙏🙏

  • @ArunBehera-yl5hr
    @ArunBehera-yl5hr 5 місяців тому +1

    Jay shree Krishna bless you Jay sreeram ram jay jagannath

  • @anjalipradhan5874
    @anjalipradhan5874 Рік тому +9

    Jay jagannath 🙏🙏
    Ma lakhmi thakurani 🙏🙏🌹🌹

  • @arundhatisahoo7835
    @arundhatisahoo7835 Рік тому +12

    He Prabhu jàgannath ki lila tumara Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷

  • @sunilsethi3617
    @sunilsethi3617 Рік тому

    Atei sunder joy Jagarnath Jay monemaa

  • @sasadharanayak2318
    @sasadharanayak2318 Рік тому +8

    Jay Jagannath Swami nayan patha gami bhava tume 🙏

  • @chhandachhatrapal88
    @chhandachhatrapal88 Рік тому +5

    Ate Prema ate bhaba ate bhakti rasare pari Purna amruta Maya katha pratham thara suni aanandare aakhi ru luha roki parilini 🙏🙏🙏 Jaya jagannath Jaya ma lakhmi

  • @rakshinayak5470
    @rakshinayak5470 5 місяців тому +1

    Jay Jagannath ♥️🥰🙏😘😚🥺❤️🙏🥰♥️😚

  • @lipsabehera7813
    @lipsabehera7813 Рік тому +49

    ମୋ ମଣିମା ଙ୍କ ଚରଣ କମଳରେ ଶତ କୋଟି ପ୍ରଣାମ🙏🙏🙏ଆଶୁଶେଷ ସାର ମହୋଦୟ ଙ୍କୁ ମୋର ପ୍ରଣାମ🙏🙏ଅତୀବ ସୁନ୍ଦର ତଥ୍ୟ ଆମ୍ଭମାନଙ୍କୁ ଦେଇଥିବାରୁ ଅଶେଷ ଧନ୍ୟବାଦ🙏🙏🙏

  • @angelnainaandsusy6031
    @angelnainaandsusy6031 Рік тому

    Bahutt sundar 👌 Jay shree Jagannath 🙏 Laxmi Narayan

  • @Annapurna-t4m
    @Annapurna-t4m Рік тому +4

    ଅତି ସୁନ୍ଦର ଭାବରେ ଏହାକୁ ଉପସ୍ଥାପନା କରିଛନ୍ତି..... ଅନେକ ଅନେକ ଧନ୍ୟବାଦ 🙏

  • @chandanbarikchandu2540
    @chandanbarikchandu2540 Рік тому +164

    ଏ କଥା କୁ ଯେତେ ଶୁଣିଲେ ବି ଆହୁରି ଇଚ୍ଛା ହେଉଛି ଶୁଣିବାକୁ ,ମୁଁ ଦୁଇ ଥର ଶୁଣି ସାରିଲିଣି ତଥାପି ମନ ଭରୀ ନାହିଁ 🙏💓ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏💓

  • @worldhacker2649
    @worldhacker2649 Рік тому +4

    Jay shree Jagannath Swami Nayan patha gami❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @rakeshkumarmishra5662
    @rakeshkumarmishra5662 2 роки тому +23

    ସୁନ୍ଦର ବ୍ୟାଖ୍ଯା ସାର୍....ସତରେ ବଡ଼ ବିଚିତ୍ର ଆମ ମଣିମା ଙ୍କ ଲୀଳା....ଜୟ ଜଗନ୍ନାଥ 🙏🙏🙏

  • @susamapadhi9052
    @susamapadhi9052 5 місяців тому

    ଓଁ ଜୟ ଶ୍ରୀ ଜଗନ୍ନାଥ ❤❤❤❤ଓଁ ଜୟ୍ ମା ଲଷ୍ମୀ ❤❤❤❤❤

  • @gitanjalichand8947
    @gitanjalichand8947 10 місяців тому +18

    ମୋ ପରି ଗୋଟେ ପା ପିର କର୍ଣ୍ଣ ପବିତ୍ର ହେଇଗଲା ପ୍ରଭୁ ତୁମ କଳି ଶୁଣି ପ୍ରଭୁ, ସାର ଙ୍କର ଉପସ୍ଥାପନା କଣ କହିବି ଭାଷା ନାହିଁ ପ୍ରଭୁ କୃପା କର ପ୍ରଭୁ 🙏🏻🙏🏻🙏🏻🙏🏻

  • @ShreeDeviExpress
    @ShreeDeviExpress Рік тому +4

    ବହୁତ ସୁନ୍ଦର ଲାଗିଲା,ଆତ୍ମା ଶାନ୍ତି ହୋଇଗଲା ❤❤❤

  • @dukhishyambehera6896
    @dukhishyambehera6896 Рік тому

    Jai Jagannath🙏🙏🙏
    Jai Lakshmi Narayan 🙏🙏🙏

  • @asishdash1223
    @asishdash1223 2 роки тому +33

    ଅତି ସୁନ୍ଦର। ଭାବପୂର୍ଣ୍ଣ ପରିବେଷଣ।
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏

    • @smrutidas3087
      @smrutidas3087 2 роки тому +3

      😍😍😍😍😍😍😍😍😍

  • @Lavya1986
    @Lavya1986 2 роки тому +12

    ଜୟ ଜଗନ୍ନାଥ 🙏🏻.. ଖୁବ୍ ସୁନ୍ଦର ବର୍ଣ୍ଣନା.. ଗୋପି ଙ୍କ ପାଇଁ ପ୍ରଭୁ ଙ୍କ ହୃଦୟ ରେ କି ପ୍ରେମ..ଧନ୍ୟ ପ୍ରଭୁ...ଗୋପାଳ ବଂଶ ରେ ଜନ୍ମ ନେଇ ମୁଁ ଧନ୍ୟ ...

  • @sukanyabehera5348
    @sukanyabehera5348 5 місяців тому

    ଜୟ ଜଗନ୍ନାଥ 🙏🙏🙏 ବର୍ଣ୍ଣନା ଅତି ଉଚ୍ଚକୋଟୀର ❤❤ ଜୟ ଜଗନ୍ନାଥ ଜୟ ମହାପ୍ରଭୁ କାଳିଆ ସାଆନ୍ତ ଜୟ