ସୁଧାଂଶୁ@8:କାଳ କୋଠରୀର ବାସ୍ତବ ସତ, କେତେ ନିର୍ଦୋଷ ଲୋକ ଆଜି ଜେଲରେ ସଡୁଛନ୍ତି ସେଥିପାଇଁ ଦାୟୀ କିଏ ?

Поділитися
Вставка
  • Опубліковано 27 чер 2024
  • Sudhansu@8̈̇
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com
  • Авто та транспорт

КОМЕНТАРІ • 425

  • @BailochnNayak
    @BailochnNayak 2 дні тому +145

    ସୁଦଂଶୁ ବାବୁ ଯାହା କହୁ ଛନ୍ତି 100 ରୁ 100 ସତ ସାହାସିକତାକୁ ଧନ୍ୟବାଦ

  • @banshidharasahoo5669
    @banshidharasahoo5669 2 дні тому +91

    ସୁଧାଂଶୁ ବାବୁ କିଙ୍ଗ ଟାଇଗର ସମ୍ବା ଦିକ

  • @karanpani5707
    @karanpani5707 2 дні тому +74

    ଅତି ଉଚ୍ଚ କଟିର ଉପସ୍ଥାପନା ସାର୍ , ବହୁତ୍ ବହୁତ୍ ଧନ୍ୟବାଦ୍ ସୁଧାଂଶୁ ଶେଖର ରାଉତ FOCUS PLUS IS GREAT NEWS ଚେନେଲ

  • @birabajrang1177
    @birabajrang1177 2 дні тому +59

    ଅତି ଉଚ୍ଚକୋଟୀର ଉପସ୍ଥାପନା ଧନ୍ୟବାଦ ସାର୍

  • @rabindranathsahoo-nn1qp
    @rabindranathsahoo-nn1qp 2 дні тому +26

    ସୁଧାଂଶୁ ବାବୁ ନିରପେକ୍ଷ ଓ ସାହସୀ ତେଣୁ ମୋର ଅଭି ନନ୍ଦନ

  • @manojnayak5916
    @manojnayak5916 2 дні тому +53

    ଠିକ୍ ଜେଲର ଏହି କଥା ଦ୍ରୋପଦୀ ମୁମ୍ରମୁଁ କହିଥିଲେ କିଛି ଦିନ ପୂର୍ବରୁ।। ରାତାରାତି ଓଡ଼ିଆ କଂ ହ୍ରୁଦୟ ରେ ହିରୋ ବନଯାଇଥିବା ଶୁଧାଂଶୁ ବାବୁ କୁଂ ଧନ୍ଯବାଦ।

  • @patitapabanrout9260
    @patitapabanrout9260 2 дні тому +31

    ପୋଲିସର ଅପରଗତା ଓ ହିଂସାତ୍ମକ ଆଚରଣ ଯୋଗୁ ଜେଲରେ ନିର୍ଦୋଷ ବ୍ୟକ୍ତିଙ୍କ ସଂଖ୍ଯା ବଢୁଛି । ବ୍ଯବସ୍ଥା ଅତି ନୀନ୍ଦନୀୟ ।

  • @Sarojkumar-xe2qi
    @Sarojkumar-xe2qi 2 дні тому +14

    Sir , ଶବ୍ଦ ନାହି ପ୍ରଶଂସା କେମିତି କରିବି

  • @manojsahu2039
    @manojsahu2039 2 дні тому +26

    ଏଇ କଥା ମହାମହିମ ରାଷ୍ଟ୍ରପତି ଦ୍ରପତି ମୁର୍ମୁ ବାରିପଦା ସ୍ଥିତ ତକତପୁର univarcity ରେ କହିଥିଲେ ୨୦୨୩ ମସିହାରେ , ବହୁ ନିର୍ଦ୍ଦୋଷ ଲୋକ ଅଛନ୍ତି ଜେଲରେ

  • @rajendraacharya4331
    @rajendraacharya4331 2 дні тому +21

    ଧନ୍ୟବାଦ ସୁଧାଂଶୁ ବାବୁ, ବଢିଆ କଥା କହିଲେ. ଈଶ୍ୱର ଆଶୀର୍ବାଦ କରନ୍ତୁ, ଏହିପରି ସତକୁ ସାମ୍ନାକୁ ଆଣୁ ଥାଆନ୍ତୁ.

  • @user-no2bd6xp9n
    @user-no2bd6xp9n 2 дні тому +25

    ପ୍ରଭୁ ଏ ବିଜେଡି ( ବେଶ୍ୟା ଜାରଜ ଦଳ ) ର କୂଳ ବୁଡିଯାଉ

  • @user-qg2pv3dc8g
    @user-qg2pv3dc8g 2 дні тому +19

    ଆପଣ ଦୁର୍ନୀତି ବିରୋଧ ରେ ସ୍ୱର ଉଠାନ୍ତୁ ଆମେ ଆପଣ ସାଥିରେ ଅଛୁ

  • @saratmishra7100
    @saratmishra7100 2 дні тому +17

    Pandian ସରକାର ଏସବୁ କରୁଥିଲେ।
    ଦୟାକରି BJP govt ନିଶ୍ଚିତ ଧ୍ୟାନ ଦେବେ।
    Police department ର କାର୍ଯ୍ୟ, ଚାକିରି ବଞ୍ଚେଇ ବା ପାଇଁ।
    ଯଦି police ଙ୍କ ଉପରେ ଦୃଢ଼ କାର୍ଯଅନୁଷ୍ଠାନ ନିଆ ଯାଏ, ତାହେଲେ, ସାଧାରଣ ଲୋକ ଶାନ୍ତି ରେ ବଞ୍ଚିବେ।

  • @sibarampaikaray3772
    @sibarampaikaray3772 2 дні тому +22

    Sudhanshu sir ଜଣେ ବାଘ

  • @Sarojkumar-xe2qi
    @Sarojkumar-xe2qi 2 дні тому +8

    Sir, ଆଖିରେ ଲୁହ ଆସିଗଲା ଅପଣଙ୍କ ଭିଡିଓ ଦେଖି

  • @deepakacharya3892
    @deepakacharya3892 2 дні тому +8

    ମୋହନ ମାଝି ଙ୍କୁ ମୋର ବିନମ୍ର ଅନୁରୋଧ, ସୁଧାଂଶୁ ସାର୍ ଙ୍କୁ ତୁରନ୍ତ ୨୪×୭ ସୁରକ୍ଷା ଯୋଗାଇ ଦିଅନ୍ତୁ । ଏଭଳି ଦୁଃସାହସିକ ସାମ୍ବାଦିକତା ଏବଂ ସତ୍ୟକୁ ଉନ୍ମୋଚନ କେବଳ FOCUS PLUS ହିଁ ଆଣି ପାରୁଛି।

  • @cutykumari8648
    @cutykumari8648 2 дні тому +24

    Sir ଆପଣ ରିଲି new କରୁଛନ୍ତି thanks 🙏 ଭଦ୍ରକ ଚାନ୍ଦବାଲି ବ୍ଲକ ରେ ଭଉତ ଅନ୍ୟାୟ ହେଉଚି 😢😢😢😢

  • @user-xb2ct4vb8o
    @user-xb2ct4vb8o 2 дні тому +22

    କିଛି ଆମର ଶୁଣିବା ଆବଶ୍ୟକ ନାହିଁ ଆଗେ ବିଜେଡି ନେତାଙ୍କୁ ଜେଲରେ ପୁରା ତାଙ୍କ ଠାରୁ ଲୁଟ ଟଙ୍କା ଆଦାୟ କର

  • @nilubiswal9909
    @nilubiswal9909 2 дні тому +5

    ସୁଧାଂଶୁ ସାର୍ ଆପଣ ଯେତେ ଲଢ଼ୁଛନ୍ତି ନୀରିହ ଜନତାଙ୍କ ପାଇଁ କିନ୍ତୁ ଏ ଅନ୍ଧ ଆଉ ବେଇମନ୍ ମଣିଷ କିଛିଟା ଲୋଭୋ ପାଇଁ ତୁମକୁ ବି ବଦନାମ୍ କରିବାକୁ ପଛେଇ ବ ନାହିଁ

  • @Titlagarhnews
    @Titlagarhnews 2 дні тому +9

    ଠିକ କଥା କହୁଛନ୍ତି ଓଡିଶା ର ମଣିଷ କଶ୍ୟପ୍

  • @brajakishorepadhi4022
    @brajakishorepadhi4022 2 дні тому +14

    ସତ୍ଯ ର ପୂଜାରୀ ଆପଣ।

  • @ghanashyamdash4746
    @ghanashyamdash4746 2 дні тому +4

    ଭାଇ କଣ କହି ଧନ୍ୟବାଦ ଦେଵି ଭାଵିପାରୁନି

  • @tsallmix
    @tsallmix 2 дні тому +17

    କଳାହାଣ୍ଡି ଜିଲ୍ଲା ମ ରାମପୁର ଥାନା ରେ ବି ନିରୀହ ଗରିବ ଲୋକ ଟି ଗାଡ଼ି କିଣିଛି ହେଲେ ଚୋରି ଗାଡ଼ି ବୋଲି ଜନି ନ ଥିଲେ। ପୋଲିସ ନିର୍ଦ୍ଧୋଷୀ ଲୋକଙ୍କୁ ଜେଲ୍ ରେ ରଖିଲେ ।

    • @anantanahak2718
      @anantanahak2718 День тому

      1 lakh tankara gadiku 10hajar re kinnila belle kana bate bhata khauthila,

  • @Puspa-lata
    @Puspa-lata День тому +2

    ଏହି କଥା ମହାମହିମ ରାଷ୍ଟ୍ରପତିଙ୍କର ଗୋଟେ ବଡ଼ ଆହ୍ୱାନ ଥିଲା କିନ୍ତୁ ଏଇ ଲାଞ୍ଚ ଖିଆ ପୋଲିସ ଓ ପୁରାତନ ଭ୍ରଷ୍ଟାଚାରୀ ସରକାର ମହାମହିମଙ୍କ ଆଦେଶ କୁ ଖାତିର କଲେନାହିଁ l ସୁଧାଂଶୁ ବାବୁ ଆପଣଙ୍କ ଦୁରଦୃଷ୍ଟି ବହୁ ଉଚ୍ଚକୋଟୀର, ଏଇ ନିରୀହ ଲୋକଙ୍କ ଆଶୀର୍ବାଦ ଆପଣଙ୍କ ସହିତ ଅଛି l ❤❤❤❤❤❤❤❤❤❤❤❤❤

  • @debananbharasagar3360
    @debananbharasagar3360 2 дні тому +10

    ସୁଧାଂଶୁ ଭାଇ 🙏 ଜୁହାର ବହୁତ୍ ବହୁତ୍ ବଢିଆ

  • @hrusikeshmahapatra6735
    @hrusikeshmahapatra6735 2 дні тому +7

    ନୂଆ ନୁଆ କଥା ବାହାରକୁ। ଆଣନ୍ତୁ ଭାଇ

  • @raghumaninayak9593
    @raghumaninayak9593 2 дні тому +2

    ଆଲୋଚନା ଓ parjyaalochana ଉଚ୍ଚକୋଟୀର ସେଥିପାଇଁ ଫୋକସ ପ୍ଲସ ଓ ସୁଧାଂଶୁ ବାବୁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

  • @nalinikantasahoo4434
    @nalinikantasahoo4434 2 дні тому +13

    100%Right

  • @bharatchandrabarik5921
    @bharatchandrabarik5921 День тому +4

    ଏହିପରି ସତ୍ୟ କୁ ସାମନାକୁ ଆଣିଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ ,

  • @Sahoo983
    @Sahoo983 2 дні тому +3

    ବହୁତ ଗୁରୁତ୍ବପୁର୍ଣ ପ୍ରଶ୍ନଗୁଡିକ ବିଷୟରେ ଉଠାଉଛନ୍ତି ଧନ୍ୟବାଦ 🎉🎉❤❤❤

  • @sabitaprusty8035
    @sabitaprusty8035 2 дні тому +4

    ଜେଲ ମାନେ ସମସ୍ତ ସମାନ ଖାଦ୍ୟ ଦେବାକଥା। କିନ୍ତୁ ଏଠାରେ ସବୁ ଓଲଟା ଆମ ରାଜ୍ଯ ର ନିୟମ କାନୁନ୍।

  • @user-pt2yo7sr7v
    @user-pt2yo7sr7v День тому +2

    ସୁଧାଂଶୁ ଜୀ ଜୟଶ୍ରୀ ରାମ ଆପଣଙ୍କୁ ଶକ୍ତି ଦିଅଁନ୍ତୁ ପ୍ରଭୁ ଜଗନ୍ନାଥ

  • @NruisiniharanjanBehera
    @NruisiniharanjanBehera 2 дні тому +4

    ଆଜିର ସରକାର ତଥା ମୁଖ୍ୟମନ୍ତ୍ରୀ ମହୋଦୟ ନିଶ୍ଚିତଭାବେ ଦୃସ୍ଟିଦିଅନ୍ତୁ

  • @swarajkumarbej3768
    @swarajkumarbej3768 2 дні тому +6

    ସଂପୂର୍ଣ୍ଣ ସତ୍ଯ କଥାଟିଏ ଉପସ୍ଥାପିତ କରିଛନ୍ତି।ଆଉ ଅନେକାଶଂରେ ରାଜନୈତିକ ଚାପ ରେ ମଧ୍ଯ ସାଧାରଣ ଲୋକ ପୋଲିସଙ୍କ ଆକ୍ରୋଶର ଶିକାର ହୁଅନ୍ତୁ।

  • @pradipmohanty4727
    @pradipmohanty4727 2 дні тому +2

    ଆମ ଦେଶରେ ସବୁଠାରୁ ଭଲ ନ୍ୟାୟ ମିଳେ କିନ୍ତୁ ଏତେ ବିଳମ୍ବ ରେ ମିଳେ ଯେ "Justice delayed is Justice denied " ହିଁ ପରିଣାମ ହୁଏ।
    ଏ ସବୁର ମୂଳ କାରଣ ହେଲା ଆମ ଦେଶରେ ପ୍ରଚଳିତ ବିଚାର ବିଭାଗୀୟ ଚିନ୍ତାଧାରା "ଶହେ ଦୋଷୀ ବରଂ ଖସି ଯା' ନ୍ତୂ କିନ୍ତୁ ଗୋଟିଏ ନିର୍ଦୋଷ ଦଣ୍ଡ ନ'ପାଉ"। ଯେଉଁଥିପାଇଁ ବିଚାର ଶେଷ ହୁଏ ନାହିଁ,ସମୟ ଗଡିଚାଲେ, ଜେଲ୍ ରେ ସଂଖ୍ୟା ବି ବଢିଚାଲେ, ବହୁ
    ଦୋଷୀ ମଧ୍ୟ ଖସି ଯା' ନ୍ତି, ଏବଂ ବେଳେ ବେଳେ କିଛି ନିର୍ଦୋଷ ଦଣ୍ଡ ବି ପାଇ ଯାଆନ୍ତି।
    ଯଦି ଏହି ଚିନ୍ତାଧାରା ପ୍ରଚଳିତ ହୁଅନ୍ତା "ଜଣେ ନିର୍ଦୋଷ ବରଂ ଦଣ୍ଡ ପାଉ କିନ୍ତୁ ଶହେ ଦୋଷୀ ଖସି ନ' ଯାଆନ୍ତୁ" ବୋଧହୁଏ, ଜେଲ୍ ଓ ବିଚାର ବିଭାଗୀୟ ବହୁ ସମସ୍ୟାର ସମାଧାନ ହୋଇ ଯାଆନ୍ତା।
    ଏହା ଏକ ବ୍ୟକ୍ତିଗତ ମତାମତ, ଅନେକ ହୁଏତ ବିଭିନ୍ନ କାରଣରୁ ଏକମତ ନ ହୋଇ ପାରନ୍ତି, କିନ୍ତୁ ଏକାଧିକ ଥର ଚିନ୍ତା କରିବାର ସମୟ ଆସିଛି।

  • @starmohapatra
    @starmohapatra 2 дні тому +3

    ବହୁତ୍ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍।

  • @drkichakchandrajena2820
    @drkichakchandrajena2820 2 дні тому +5

    It is one of the best Odia digital channels of odisha. Thanks to Mr Sudhanshu, one of the best journalists of odisha. 🎉🎉🎉

  • @sasankumarrout9865
    @sasankumarrout9865 День тому +4

    ବାସ୍ତବ ଘଟଣାକୁ ପ୍ରକାଶ କରିବା ପାଇଁ ସାହସ ଦରକାର୍ ଯାହାକି ଏ ଭାଇ ମୋର କରୁଛନ୍ତି

  • @JayJagannath-hc7pn
    @JayJagannath-hc7pn 2 дні тому +9

    ସୁଧାଂଶୁ ବାବୁ ନୂଆ ମୁଖ୍ୟ ମନ୍ତ୍ରୀ କୋଉ ବାର ଦିନ public ଜନ ଶୁଣାଣି କୋଉ ବାର କୁହନ୍ତୁ repley please 🙏🏻🙏🏻🙏🏻🙏🏻

  • @hariharsahoo6300
    @hariharsahoo6300 2 дні тому +8

    Bhaai your news is.corect news.

  • @LAXMINARAYANNAYAK2000
    @LAXMINARAYANNAYAK2000 День тому +3

    ସୁଧାଂଶୁ ଆମେ ଆପଣଙ୍କ ମତରେ ସହମତ।

  • @Puspa-lata
    @Puspa-lata День тому +1

    Sudhanshu babu apananku bahuta ନିର୍ଦୋଷ ଓ ସାଧାରଣ ଲୋକ ଙ୍କ ଆଶୀର୍ବାଦ ରହିବ, You are great ❤

  • @manoranjanpradhan1472
    @manoranjanpradhan1472 2 дні тому +6

    Excellent analysis Sir, I am requesting to Odisha government please consider on this matter as soon as possible.

  • @balaramnanda9224
    @balaramnanda9224 2 дні тому +3

    ଭାଇ ସତ କହୁଛନ୍ତି 100%

  • @abhimanyusethi8188
    @abhimanyusethi8188 2 дні тому +3

    ନିରାଟ ସତ୍ୟ,I Salute to you for your fearless Speech, ଏହି କଥା କୁ ନେଇ କି ରାଜ୍ୟ ସରକାର Step, Action ନେବା ଉଚିତ୍

  • @tsallmix
    @tsallmix 2 дні тому +5

    Really 100% no1 focus plus

  • @successfullife6722
    @successfullife6722 День тому +2

    ଧନ୍ୟବାଦ ଭାଇ, ଆପଣ ଉଚିତ ଉପସ୍ଥାପନା କରିଛନ୍ତି l ଆପଣ ଙ୍କୁ କୋଟି କୋଟି ପ୍ରଣାମ l

  • @yeshsahoo6027
    @yeshsahoo6027 2 дні тому +3

    ଆପଣଙ୍କ ଚାନେଲ୍ କୁ ଧନ୍ୟବାଦ୍। ଆଉ ପୋଲିସ୍ department 85% ବେକାର

  • @jogesoffice7255
    @jogesoffice7255 2 дні тому +4

    1st time someone rise such type of genuine issues.
    I appreciate your presentation

  • @shankarswain1972
    @shankarswain1972 2 дні тому +2

    ଆପଣ ଠିକ୍ କହୁଛନ୍ତି ସୁଧାଂଶୁ ସାର୍ 👍🙏

  • @POLICEMITRA-qx4hb
    @POLICEMITRA-qx4hb 2 дні тому +3

    Great sir, ବାସ୍ତବରେ ଆପଣଙ୍କର ଏହି ବିଷୟ ରେ ଉପସ୍ଥାପନ କରିଥିବାରୁ ଆମେ ବହୁତ୍ ମର୍ମାହତ, ସତରେ ସେମାନେ କେତେ ଯେ କଷ୍ଟ ଭୋଗୁଛନ୍ତି, ତାଙ୍କ ପରିବାର ବହୁତ୍ ଦୁଃଖ କଷ୍ଟରେ ଥିବ, ତାହା ଆପଣ ବହୁତ୍ ଭଲ ଭାବରେ ବୁଝପାରିଲେ, ଏଥି ପ୍ରତି ଆମ ମୋହନ ସରକାର ଗଭୀର ଭାବରେ ଦୃଷ୍ଟି ଦବା ଦରକାର, ସୁଧାଂଶୁ ବାବୁ ଆମର ସ୍ନେହ, ଭଲ ପାଇବା, ଆଶୀର୍ବାଦ ସବୁବେଳେ ଅଛି,

  • @kamarajjena5461
    @kamarajjena5461 2 дні тому +3

    👍 Good job ସୁଧାଂଶୁ ବାବୁ.

  • @kkgyanbhandar2857
    @kkgyanbhandar2857 2 дні тому +4

    You are 200% true..

  • @Business-inodia
    @Business-inodia 2 дні тому +2

    Sudhanshu babu please don't close this TV Channel in Odisha.You are only person who always give real picture of Odisha.

  • @bapisadangi3373
    @bapisadangi3373 2 дні тому +4

    ହାରାମି ନବୀନ ପଟ୍ଟନାୟକ ଧୁଆଁ ଅଳିଆଗଦା ବିଜେଡିଦଳ କୋରନାରୋଗ ଓଡ଼ିଶାରେ ବହୁତ ନିରିହଲୋକ ଦଣ୍ଡିତ ହୋଇଛନ୍ତି 24ବର୍ଷରଶାସନ, ପାକିସ୍ତାନ ଶାସନ ବିଜେଡିଦଳ ଅତି ଫାଲତୁ ନବୀନ ପଟ୍ଟନାୟକ ଧୁଆଁ

  • @bapi9593
    @bapi9593 2 дні тому +2

    U r the best & epitome for All journalists in odisa News I industry. ...All news Media should learn from U for truth .....You are the great revolutionary leader in odisha .....No One ll compare with U ...

  • @brahmanandmishra1048
    @brahmanandmishra1048 2 дні тому +2

    ସୁନ୍ଦର ପ୍ରସଂଗ ❤

  • @padminipradhan7073
    @padminipradhan7073 19 годин тому

    ସୁଧାଂଶୁ ଭାଇ ବଡ ସାହସୀ ଭାଇ ମୋର ଅଭିନନ୍ଦନ ,
    ଭାଇ ଏମିତି ଯେତେ ଦୁର୍ନୀତି ସବୁ ପର୍ଦ୍ଦାଫାଶ କରନ୍ତୁ ।👍

  • @sarojkumarmohanty6139
    @sarojkumarmohanty6139 2 дні тому +5

    Amiti bahut loka samanya dosa paine barsa barsa karagar re Rahi Dina karuchanti ,Judge sir Mane thika bichar Kari upajukta Padakhep nele lokati bahut upakruta heiparibe ?

  • @sanatandas4971
    @sanatandas4971 2 дні тому +2

    God bless every moment sudhanshu Babu

  • @NandakiswarMallick
    @NandakiswarMallick 2 дні тому +2

    ଜୟ ଶ୍ରୀଜଗନ୍ନାଥ ସତ୍ଯ ନ୍ଯାୟ ନିର୍ଭିକତାକୁ ଧନ୍ଯବାଦ

  • @gyanashankardas3881
    @gyanashankardas3881 2 дні тому +1

    I salut ସୁଧାଂଶୁ ଭାଇ

  • @chittaranjanpatra8772
    @chittaranjanpatra8772 2 дні тому +1

    Sudanshu babu you are great raise the actual subject because when officer works this type of work many corrupt officer involve so India could not able to no 1 country change the British law for corrupted officers

  • @BhaskarJena-db5tt
    @BhaskarJena-db5tt День тому +1

    Sudhanshu bro🎉odishar king news fighter

  • @banditabarik2872
    @banditabarik2872 2 дні тому +2

    Great salute to Sudhanshu sir.U r the brave news reporter of Odisha.BJD sarkar has arrested many simple men in jail without any reason or problem.

  • @kalandib.spurofficial1551
    @kalandib.spurofficial1551 2 дні тому +1

    Perfect news The Fucos Plus...you are Right SUDHANSU Sir❤

  • @JaiSantosh-zu8vu
    @JaiSantosh-zu8vu 2 дні тому +1

    Focus plus is great . Nidosh lokonka pai posonga justice uthai thiba ru.ame aponko sathre achhu.

  • @tripatimahantymahanty9670
    @tripatimahantymahanty9670 2 дні тому +1

    Nice and very very important presentation.salute to you

  • @anantarana3753
    @anantarana3753 2 дні тому +2

    Bahut vala kathaa kahi6nti sir❤❤❤❤

  • @alekhakumarsahu7529
    @alekhakumarsahu7529 2 дні тому +1

    Sudhansu babu, you are the only journalist in India, whose representation is unique. By listening your facts,my eyes becomes moist. I pray Lord JAGANNATH to please please do justice. Are you sleeping lord JAGANNATH. Please get up Almighty.

  • @007Gossipmusic
    @007Gossipmusic День тому

    Focus plus & sudhanshu sir nku bahut bahut dhanyawad 🙏🙏🙏🙏🙏

  • @user-gf5nt7tf1t
    @user-gf5nt7tf1t 2 дні тому +2

    Jay jagannath

  • @bijayadas2852
    @bijayadas2852 День тому

    Sir, You are the assets of FOCUS PLUS .So many thanks. God bless you .

  • @ThalaHembram
    @ThalaHembram 2 дні тому +1

    Apananka sahasikata pain dhanyabad,Thank you sudhanshu sir

  • @prabhatagouda7377
    @prabhatagouda7377 2 дні тому

    🙏, ଆପଣକୁ ବହୁତ ବହୁତ ଧନ୍ୟବାଦ

  • @leninmishra1173
    @leninmishra1173 2 дні тому +2

    You are right

  • @user-ne6ty5xs6o
    @user-ne6ty5xs6o 2 дні тому +1

    Dhanyabada Sudhanshu babu

  • @kumadinibharasagar7181
    @kumadinibharasagar7181 2 дні тому +1

    ଧନ୍ୟବାଦ ସାର

  • @mithunsingerofficialkorapu4931
    @mithunsingerofficialkorapu4931 2 дні тому +1

    ଧନ୍ୟବାଦ 🙏🙏🙏

  • @nilakanthamangaraj4330
    @nilakanthamangaraj4330 2 дні тому +1

    Very very thanks sudhanshu Bhai

  • @manojsahoo6184
    @manojsahoo6184 2 дні тому +1

    Very good analysis

  • @subalbehera1169
    @subalbehera1169 2 дні тому +1

    Sir right katha ❤❤❤❤i love focus New jay Jagannath 🙏❤️

  • @saratchandramallick7830
    @saratchandramallick7830 2 дні тому +4

    ଓଡ଼ିଶା ରାଜ୍ୟ ରେ ଏଟା ସାଧାରଣ କଥା।

  • @tutusatapathy7980
    @tutusatapathy7980 2 дні тому +1

    Truth bhai , salute

  • @DR.B.NAYAK1980
    @DR.B.NAYAK1980 2 дні тому +1

    ଧନ୍ୟବାଦ 🙏🏿

  • @hadubandhugouda9019
    @hadubandhugouda9019 2 дні тому +1

    Your news is best

  • @UTTKALpuaGAUTAM9152
    @UTTKALpuaGAUTAM9152 2 дні тому +1

    Right 👍 Sudhanshu bhai

  • @djkailash1646
    @djkailash1646 2 дні тому +1

    Sir tumaku koti koti pranam your absolutely right

  • @user-lc1tf3up7x
    @user-lc1tf3up7x 2 дні тому

    ସୁଧାଂଶୁ ଆଜ୍ଞା ସୋସିଆଲ ମିଡିଆରେ ଗୋଟେ ଓଡ଼ିଶା ହାଇକୋର୍ଟ ର ଏକ ନ୍ୟାୟ ବିଚାର କୁ ଲୋକ ସମାଲୋଚନା କରୁଛନ୍ତି,
    ଆପଣ ଜାଣିନାହାନ୍ତି କି,
    ଗୋଟେ ବାଙ୍ଗଲାଦେଶୀ ମୁସଲିମ ଜିହାଦୀ ଛଅ ବର୍ଷର ଝିଅ ଛୁଆ କୁ ବଳାତ୍କାର କରି ମାରିଦେଲା କିନ୍ତୁ ଆମ ହାଇକୋର୍ଟ କହିଲେ ଯେ ସେ ଶଳା ବାଙ୍ଗଲାଦେଶୀ ଜିହାଦୀ କୁ କ୍ଷମା କରିଦିଆ ଯାଉ,
    ଯଦି ଯାଣି ନାହାଁନ୍ତି ତେବେ ଟିକେ ଧ୍ୟାନ ଦିଅନ୍ତୁ,
    ଆଉ ଜାଣିଛନ୍ତି ଯଦି ଆମ ଓଡ଼ିଶା ହାଇକୋର୍ଟ ର ଏମିତି ବିଚିତ୍ର ନ୍ୟାୟ କୁ ଲୋକ ଲୋଚନକୁ ଆଣନ୍ତୁ

  • @SisirHota-xx4ve
    @SisirHota-xx4ve День тому

    Sudhanshu babu u are hero Jernalist.thank u.God bless you.❤

  • @alokbastia9438
    @alokbastia9438 День тому

    Sudhansu Bhai odisha Big reporter ❤❤❤❤❤❤❤ I love brother

  • @madanpatra2802
    @madanpatra2802 День тому

    Thanks a lot sundhansu sir

  • @basantarout9538
    @basantarout9538 День тому

    24 ବର୍ଷ ରାବଣ କୁମ୍ଭକର୍ଣ୍ଣ ସାସନ ଚାଲିଥିଲା, ଘୋର ଅରାଜକତା ଭିତରେ ଓଡିଶା ଘାଣ୍ଟି ହଉଥିଲା...ମୁଁ ବହୁବାର କହି ଆସିଛି ସବୁ ସରକାରୀ କାର୍ଯ୍ୟାଳୟ ଥାନା ତହସିଲ୍ ବ୍ଲକ କର୍ମଚାରୀ ବିଜେଡି ବାଲା ଙ୍କ ଚାମଚl ପରି କାମ କରୁଥିଲେ.. ଏବେ ସମୟ ବଦଳି ଯାଇଚି ଆଶା ମୋହନ ସରକାର ଦୃଷ୍ଟି ଦେବେ.. ଜୟ ଜଗନ୍ନାଥ 🙏 🙏

  • @niranjanchoudhury365
    @niranjanchoudhury365 2 дні тому +1

    Absolutely correct

  • @shoravsundar2004
    @shoravsundar2004 2 дні тому +2

    Good news like👍

  • @babula7924
    @babula7924 2 дні тому +1

    I feel own myself thank you sundhansu babu

  • @AmarMallik-qd6md
    @AmarMallik-qd6md 2 дні тому +1

    Sudansu-sir, apanaku, dhanyabad

  • @sandiyaswain7201
    @sandiyaswain7201 2 дні тому +2

    Thank you sir

  • @ganeshpanigrahi4808
    @ganeshpanigrahi4808 2 дні тому

    ମୂଲ୍ୟବୋଧ ଭିତ୍ତିକ ଉପାଦେୟ ତଥ୍ୟ ପ୍ରଦାନ ସହ ଉତ୍ତମ ପରାମର୍ଶ ...

  • @asutoshbiswal7173
    @asutoshbiswal7173 2 дні тому +1

    The great Chanel