ବିଧାୟକଙ୍କର ଅତି ଘନିଷ୍ଠ ପୂର୍ବତନ ଅଧକ୍ଷଙ୍କ ଅଡିଓ କଲ ଭାଇରାଲ ||Odisha Halchal

Поділитися
Вставка
  • Опубліковано 30 вер 2024
  • ବିଧାୟକଙ୍କର ଅତି ଘନିଷ୍ଠ ପୂର୍ବତନ ଅଧକ୍ଷଙ୍କ ଅଡିଓ କଲ ଭାଇରାଲ
    #odianews #odisha #news #crime #crime_news #viral #audio #police #case #cuttack #odishahalchal
    • ବିଧାୟକଙ୍କର ଅତି ଘନିଷ୍ଠ ...

КОМЕНТАРІ • 126

  • @sabitaprusty8035
    @sabitaprusty8035 Рік тому +11

    ଆରେ ଆରେ, ଏ ମାନେ କାହାକୁ ନ୍ୟାୟ ଦେବେ କ'ଣ। ଗୋଟିଏ ନାଁ ବାଳିକା ଝିଅ କୁ କିପରି ପ୍ରେମ ଜାଲରେ ଫସାଇ ଶେଷରେ ମଡ଼ର୍ର କରି ଦେଲେ
    ମରିବାକୁ କେହି ବି ଚାହାନ୍ତି ନାହିଁ। ଜଣ କୁ ରକ୍ଷା କରିବା ପାଇଁ ସବୁ ପ୍ରମାଣ। ଜାଳି ପୋଡ଼ି ପାଉଁଶ ମଧ୍ୟ ପାଣିରେ ନଷ୍ଟ କରି ଦେଇଛନ୍ତି। ଏଗୁରାଙ୍କୁ ‌କିପରି ଧର୍ମ ସହୁଛି। ଯିଏ କହୁଛି ତା'ର ଯାଅ ହୋଇଥିଲେ, ଅନ୍ୟାୟ ଅତ୍ୟାଚାର ହତ୍ୟା କୁ ଯିଏ ପ୍ରଶୟ ଦିଏ ସେ ସବୁଠାରୁ ବଡ଼ ଅପରାଧୀ। ପ୍ରଧାନ ମନ୍ତ୍ରୀ ନୂଆ ନିୟମ କେବେ ଲାଗୁ ହେବ।। ଦଣ୍ଡ ପାଇବା ନିହାତି ଜରୁରୀ। ଯେଉଁ ଝିଅ ମାନଙ୍କର ବୟସ କମ୍ ସେ ମାନଙ୍କର ବୁଝିବା ଶକ୍ତି ନାହିଁ ଏ ଶିକ୍ଷକ କେଉଁ ପରି।

  • @biswaranjansethi8794
    @biswaranjansethi8794 Рік тому +15

    ନପୁଁସକ ନବୀନ ସରକାର

  • @sarojpanda8334
    @sarojpanda8334 Рік тому +11

    ବାଳକୁ ମଝିରେ ମଝିରେ କାହିଁକି କହୁଛୁ ବେ ଓଡ଼ିଶା ହାଲଚାଲ ଓଡ଼ିଶା ହାଲଚାଲ। ତୋର ଏ ବକବାସ୍ କୁ ଆମେ ଶୁଣିବୁ ନା ଭିଡିଓ ର topic ଶୁଣିବୁ

  • @01Bharatiya
    @01Bharatiya Рік тому +51

    ଛାତ୍ରୀ+ଶିକ୍ଷକ+ନେତା+ସାମ୍ବାଦିକ +ପୋଲିସ+ଡକ୍ଟର ଏଠି ଶଳା ସବୁ ରାକ୍ଷସ ରାକ୍ଷସୀ
    କାରଣ ଆମ ଭୋଟର୍ ମୁଣ୍ଡ ବିକା କ୍ରୀତଦାସ

  • @ghanashyambagshyam1533
    @ghanashyambagshyam1533 Рік тому +13

    ଆପଣ ମାନେ ଖୁସି ତୋ

  • @ramachandrabehera9116
    @ramachandrabehera9116 Рік тому +39

    ଇଏ ଆତ୍ମହତ୍ୟା ନୁହେଁ, ମାରିଦିଆ ଯାଇଛି

  • @rabindrarath9474
    @rabindrarath9474 Рік тому +46

    ଯେତେ ତଦନ୍ତ ହେଉ ଯାହା ହଉ ଏମିତି କେସ ହୋଇଛି କୌଣସି ଫଳ ମିଳିବନି ଏ ସରକାର କିଛି ଫଳ ମିଳେନି

  • @HareKrushna-f3d
    @HareKrushna-f3d 2 місяці тому +2

    ଅତି ବଢିଆ ଶିଷ୍ଟମ ,ବିଲେଇ ଆଖି ବୁଜି ବୁଜି ଖିର ପିଉଚି ସାରା ଓଡିଶା ରେ ଯେତେ ଝିଅ ପିଲା ମରିଛନ୍ତି ସବୁ ଠିକ୍ ଏପରି କୌଷଳରେ ମାରିଦିଆ ଯାଏ ନବିନ ଅଣଓଡିଆ ଅଫ୍ଫିସର ଓ ଅଣଓଡିଆ ସରକାର କବଳରେ ଆଜି ନିରୀହ ଜନ୍ ସାଧାରଣ ଓ ନିରୀହ ଝିଅ ,ସଳେ ରହ ଯିବକୁଆଡେ ମୁ ହିଁ ଦେଖୁଛି ,ସାବଧାନ କଲି B J D ସରକାର କୁ ।

  • @kasinathbaral6873
    @kasinathbaral6873 Рік тому +22

    It is not a new case in BJD Government

  • @tarunpatra4947
    @tarunpatra4947 Рік тому +29

    ଧନ୍ୟ ଦଉଚୁ ନବୀନ ସରକାରଙ୍କ ଶାସନ ଙ୍କୁ

  • @sukadev2515
    @sukadev2515 Рік тому +5

    ସଵୁ ପ୍ରତାପ ଵାଵୁ ର ଚାଲେ୍ ।

  • @satyapriyaswain8110
    @satyapriyaswain8110 Рік тому +15

    BJD ku vote dia justice miliba

  • @hemantapalei1905
    @hemantapalei1905 Рік тому +11

    ହେ ଭଗବାନ

  • @bajunath3828
    @bajunath3828 4 місяці тому +10

    ଧୀକ ବିଜେଡି ସରକାର ଏତେ ପାପି ଲୋକକୁ ବି ପ୍ରଷୟ ଦେଉଛ

  • @nilendrisahoovlogs312
    @nilendrisahoovlogs312 Рік тому +4

    ମଝିରେ ମଝିରେ ଛେନା ହାଲଚାଲ କାଈ କହୁଚୁ ବେ 😂😂😂

  • @ashokkumarchhotaray1885
    @ashokkumarchhotaray1885 Рік тому +14

    ବିଜେଡ଼ି ଯେଉଁଠି ଅନ୍ୟାୟ, ଅନୀତି, ଦୁର୍ନୀତି ସେଇଠି ।

  • @rabindranathjena6052
    @rabindranathjena6052 3 місяці тому +2

    ପୁରା ନିର୍ମଳ ଭାବମୂର୍ତ୍ତି ର ସରକାର !!

  • @imacricketers
    @imacricketers Рік тому +10

    Kain banda ku gote odisha hal chal banda halchal majhiree raduchhi

  • @digambarodisha8920
    @digambarodisha8920 Рік тому +6

    ମା କୁ ସମ୍ମାନ 🙏

  • @rabiprosadpanigrahi7945
    @rabiprosadpanigrahi7945 3 місяці тому +1

    ଏଥର ବିଜେପି ସବୁ ପର୍ଦ୍ଦାଫାଶ କରିବ ସମୟ ପାଖ ହୋଇ ଆସିଲାଣି

  • @purnanayak5383
    @purnanayak5383 Рік тому +8

    ଇଏ ମା.....ହା ଟା କିଏ ଫୋନ୍ ରେ କଥା ହୋଇ ପାରୁଛି,ଏ ରା.....କିଏ,?

  • @gggamer5478
    @gggamer5478 Рік тому +5

    Sala ta fire karideba katha.....😊😊

  • @sambitmm7287
    @sambitmm7287 3 місяці тому

    ବିଜେଡି କୁ ପାଣ୍ଡିଆନ ବାବୁ ହରେଇ ନାହାନ୍ତି, ନବୀନ ପଟ୍ଟନାୟକଙ୍କ ୨୫ ବର୍ଷ ର କୁସାସନ ହରେଇଛି । ଥରେ ଭାବ ୨୫ ବର୍ଷ ରେ ବିଜେଡି ଓଡ଼ିଶା ରେ କ'ଣ କରିଛି। ଓଡ଼ିଶା ର ସାଢେ଼ ୪ କୋଟି ଜନତା ଓଡ଼ିଶା ରେ ସବୁ ଥାଇକି ମଧ୍ୟ ପଛୁଆ ବର୍ଗ ହୋଇ ୨୫ ବର୍ଷ ହେଲା ଜୀବନ ଯାପନ କରୁଥିଲେ। ଠିକ ନିର୍ବାଚନ ଆସିଲେ କିଛି ଭୋକିଲା କୁକୁର ଭଳିଆ ଆମକୁ କିଛି ଟଙ୍କା ଫିଙ୍ଗି ଦେଉଥିବା ନବୀନ ପଟ୍ଟନାୟକ ପରିବାର ବାଦ ରାଜନୀତି କରି ଓଡ଼ିଶା ର ଖଣି ମାଫିଆ ମାନଙ୍କ ହାତକୁ ଟେକି ଦେଇଥିଲେ। ବିଜେଡି ଚାଟୁ କାର କେବଳ ପାଣ୍ଡିଆନ ଙ୍କୁ ବଳିର ବକରା ବନଉଛନ୍ତି । ଯଦି ପାଣ୍ଡିଆନ ସାର୍ ବିଜେଡି କୁ ହରେଇଲେ ତେବେ କଣ୍ଟାବାଞ୍ଜି ରୁ ନବୀନ ପଟ୍ଟନାୟକ କେମିତି ହାରିଲେ। ଭଲ ହୋଇଥିଲେ ନବୀନ ପଟ୍ଟନାୟକଙ୍କ ର ଖରାପ ହେବାରୁ ପାଣ୍ଡିଆନଙ୍କ ର।

  • @ashoktulu6008
    @ashoktulu6008 3 місяці тому +1

    ମାର ହାରାମି କୁ

  • @KiranBeura-l1k
    @KiranBeura-l1k 2 місяці тому

    ଭାବିଥିଲେ ନାରୀ ତ ଯାହା ଗ୍ରୁପରେ ଥିଲେ, ଏବେ ଭଲ ପ୍ଲାନ ପୁରା ନଈବଢି ପରି କଲେଜ ସ୍କୁଲ ବାଉଣ୍ଡରୀ ଖୋଲି ଦେଲେ ପୁରା ସୁରା ପଣ ପରି ଭେଦିବ ଆଉ ଯୁବ ବୁଢା କଅଁଳିଆ ମତୁଆଲା ହେବେ ଆମେ ପୀଢ଼ି ପୀଢ଼ି କେଶ କରି ଚାପି ରାଜ କରିବି ସାଉଦି ରାଜା. କେଡେ ବେହିଆ ଆଇନ କହୁଛି ଗୋଟେ କେଶ ଥିଲେ ଲଢ଼ିବେନି କିନ୍ତୁ, ଏଠି ଝିଅ, ମାଇପି ଙ୍କୁ ପାଗଳ କରାଇ ଦାଗି ମାନଙ୍କୁ ଟିକେଟ ଦେବୁ, ଏଇଟା କୋଉ ଆଇନ,ତା ସାଙ୍ଗକୁ ଆଉ ଗୋଟେ ମାଷ୍ଟର ମାଇଣ୍ଡ ଆଇଏସ ଜୁଟିଗଲା ପୁରା ମେଳିଦେଲା ଚାରା କ୍ଷେତ.ଟିକେ ଲଜ୍ୟା ନାହିଁ ଏମା ନ ଙ୍କ ପରିବାରକୁ ନା ଯିଏ ଟିକଟ ଦେଉଛି ପାର୍ଟି ପାଇଁ, ଜନତା ଙ୍କ ସଂଗେ ଛଳ ମାନ୍ୟବର ନାଟକ. ଭୋଗିବେ ସର୍ବେ ଛବି ରାଣୀ ର ହତ୍ୟା କାରୀଙ୍କ ପରି ଗୋଟି ଗୋଟି ସାରା ପରିବାର. ଆୟେସ ଦବଙ୍ଗ ର ଓଲଟା ଗଣତି ସୁରୁ ଅକାଳ ଗୋଯିଏଡିବ ସେମାନଙ୍କ ଆଖିର ଲୁହରେ. ସମୟ ବହୁତ ନିକଟ. ଏକ ଅଦୃଶ୍ୟ ଶକ୍ତିର ଖେଳ ଆସିବ. 🙏ଜୟ ଜଗନ୍ନାଥ.

  • @babyvlogs4128
    @babyvlogs4128 Рік тому +3

    Dekha odisha maa mane Tama ra jadi jhia heithanta e sarakar thilaparjyant Tama jhia mane ebhali hebe

  • @smrutisagar2629
    @smrutisagar2629 Рік тому +5

    Thik heichi

  • @prakashnayak9291
    @prakashnayak9291 Рік тому +5

    No1 odisha

  • @bhaskarpuhan2248
    @bhaskarpuhan2248 2 місяці тому

    କି ନୃଶଂସ ଶାସନ ର କର୍ମୀ ଏମାନେ। ଏମାନଙ୍କୁ ଭଗବାନ ସହିଲେ ହେଲା।

  • @RameshKumar-h5i8o
    @RameshKumar-h5i8o Рік тому +3

    Dhanya re Pratap jena, Dhanya Odisha hoichoi, Dhanya Odisha police , Jai Jagannath .

  • @KuniPatro-y5o
    @KuniPatro-y5o Рік тому +1

    Mahanga. Jonotha. Meanddha. BJD. Ku. Soppot. Modho. Manso. Pain. BJD. Ku. Nijo. Jhiya. O. Maipo. Ku. Minister. Ku. Ok

  • @niranjanpanda533
    @niranjanpanda533 Рік тому +3

    Odisha ra maa mane valare achha ta alan mane khusi ta

  • @techindiantrain
    @techindiantrain 2 місяці тому +1

    Are majhi maji re kana kahuche odisha hal chal ame jani na ke are bhai New bhai eai pade band kara

  • @sushantarout7964
    @sushantarout7964 4 місяці тому +3

    CBI tadanta darkar

  • @SurendraNaik-s4f
    @SurendraNaik-s4f 3 місяці тому

    ନାମୋ ନେବ ପୁଅ ମନେରଖିଥା ମାଷ୍ଟର

  • @bhagabatabehera332
    @bhagabatabehera332 Рік тому +1

    Sala Pandyan ku pito.

  • @sonubiswal1479
    @sonubiswal1479 Рік тому +2

    A Heuchhi Nabin Sasan.5T..Maa Ku Sanman

  • @simanchalajena4641
    @simanchalajena4641 Рік тому +5

    A magia mausiku peliba.

  • @raisenhembram8801
    @raisenhembram8801 Рік тому +3

    A sarkar b..+y...+a sarkar

  • @hpservices4869
    @hpservices4869 Рік тому +1

    Dekha odisha basi bjd neta aau sambadika mananku eemane rajya ra seba karibe

  • @manojsahoo6184
    @manojsahoo6184 Рік тому +3

    Bjd sarakarare nyaya milibañanhi

  • @BijuBhai100-k1k
    @BijuBhai100-k1k 3 місяці тому

    ଏ କୁକୁର ମାନକୁ ମାଡ ଦରକାର 👊👊👊

  • @uttamchandramithra4471
    @uttamchandramithra4471 Рік тому +2

    Taku landa kara

  • @krishnachandrapradhanpradh7051

    Kichi kariparibani BJD sarkar

  • @bablunaikgroup306
    @bablunaikgroup306 4 місяці тому +1

    Bdj atau

  • @MiniketanMunda-dt4km
    @MiniketanMunda-dt4km Рік тому +3

    Bjdbalkukanakariba

  • @MehtasaabSaab
    @MehtasaabSaab Рік тому +1

    Prakrutare. Kahaghare. Kete. Jhia achanti. Gote listi Kariba. Darakara. Kahinki kahuchhi. Netamananku. Valaheba. Kahinkina tankara uthuchita sajyasanginikaribaku. Valahaba tankahatare. Aini achhi asubidhahabani. Tankara. Vayakahaku karantini , lokankara. Anudana. Gandimarikhaiba subidhaheba sethipain. Neta. Valapadatie sethire. Malidhuli kichhinahin.

  • @ranjankumarswain2569
    @ranjankumarswain2569 Рік тому +1

    Mg tu Bala chiarman

  • @santoshkumardas4517
    @santoshkumardas4517 3 місяці тому

    ଧୁଶା ପୁଅ ଫଶିଲା,କଲା କର୍ମର ଫଳ,ପୁଅ ଭୋଗିବ

  • @mahondas1165
    @mahondas1165 Рік тому +1

    Dharma ku michha kahipapibanahi tumar samaya aasuchhi iswar danda peliba gurundi gurundi chalib,

  • @nirajkumarmohanta1304
    @nirajkumarmohanta1304 Рік тому +2

    Dhanyavaad tuma kalakarnama

  • @pk-db2vr
    @pk-db2vr Рік тому +1

    A sala mala

  • @pk-db2vr
    @pk-db2vr Рік тому +1

    A sala ku fasi deideba katha

  • @SUBHANARAYANRATH
    @SUBHANARAYANRATH 2 місяці тому

    Dekha Bhai Mane single engine pandu Naveen sarakar kete danger .

  • @PapuDon-uw1kx
    @PapuDon-uw1kx Рік тому +1

    Yb .

  • @bikramkisan8407
    @bikramkisan8407 Рік тому

    Tusalata Abe mur

  • @damodarsatapathy6418
    @damodarsatapathy6418 Рік тому +3

    Badia

  • @kailashchandrabhoi7386
    @kailashchandrabhoi7386 3 місяці тому

    Bedha chhua tu au gote kahani lekhibu re to jhia saha jadi amit hoithanta tu kn karithantu

  • @ersashidevnaik
    @ersashidevnaik 2 місяці тому

    Odisha hal halchal sunibaku disp kar6

  • @PradeepBehera-oq6gu
    @PradeepBehera-oq6gu Рік тому +2

    Jay B .J . D

  • @tunapattnayak720
    @tunapattnayak720 Рік тому +1

    Sarakar ta chor kahib kahaku

  • @birakishorerout144
    @birakishorerout144 4 місяці тому

    Baha bahare mahanga bjd beta.

  • @utkalkesharitunga4130
    @utkalkesharitunga4130 Рік тому

    BJD Jeparjanta achhi kichi habani

  • @sankirtannaik395
    @sankirtannaik395 4 місяці тому

    Bjd khub dhandha chaleilani.. Ethara pane debe janata

  • @makrosardar3673
    @makrosardar3673 Рік тому +1

    Takele tolo balo kati dio

  • @ajitpradhan1098
    @ajitpradhan1098 3 місяці тому

    maushi namskar

  • @rameshsahoo5057
    @rameshsahoo5057 2 місяці тому

    Mausi ku laga

  • @parsuramnayak4093
    @parsuramnayak4093 Рік тому

    Munhare ACD phingi salaku pane deba katha .

  • @sunakarmallick7536
    @sunakarmallick7536 4 місяці тому

    ____ହାଲ୍ ଚାଲ୍

  • @honeybaby220
    @honeybaby220 Рік тому +1

    Bhagwan, manipabu ladina

  • @gopalpradhan5080
    @gopalpradhan5080 Рік тому +1

    8

  • @chandrakantsutar2922
    @chandrakantsutar2922 3 місяці тому

    Mahanga MLA g re kb.....Lord Jagannath will see him and punish

  • @mitrabada4309
    @mitrabada4309 4 місяці тому

    😅😅😁😁😁😓😓😷😓

  • @swarnamohanty3121
    @swarnamohanty3121 Рік тому +1

    Mausi kia ?

  • @ChocolatyGanesh-vm9pb
    @ChocolatyGanesh-vm9pb 3 місяці тому

    😊😊😊😊😊😊😊

  • @SurbhiKispotta
    @SurbhiKispotta 2 місяці тому

    🤜🤜🤜🤜🤜

  • @ArjunaSethi-fm4sb
    @ArjunaSethi-fm4sb 4 місяці тому

    Hayara naben srkar ahebhale
    Nata rakhechi aatma hatyar
    Kareda

  • @BijayShani-hn2qf
    @BijayShani-hn2qf 4 місяці тому

    Bjd😂😂😂😂😂

  • @KnowledgeKingdom_2023
    @KnowledgeKingdom_2023 Рік тому +1

    Abe yeh kan DJ chaluchi.. Majhire majhire odisha halchal kan pain kahicha😂😂😂

  • @manaskumarswain1576
    @manaskumarswain1576 3 місяці тому

    In

  • @Victory-s2s
    @Victory-s2s 4 місяці тому

    Mg

  • @srikant11
    @srikant11 Рік тому +1

    😬😬😬

  • @kumudasethi6875
    @kumudasethi6875 Рік тому

    Media bhai kathu chhu kana majhire

  • @gaganbiharisamantaray1122
    @gaganbiharisamantaray1122 Рік тому

    Val chairman anku ei adhare arest kara jau

  • @ashokroutray4658
    @ashokroutray4658 Рік тому

    SARAKAR TIKE NAZAR DIANTU......

  • @RajeshBarik-g9o
    @RajeshBarik-g9o Рік тому

    Gobinda sahu 2

  • @ranjibkumarmohanty8005
    @ranjibkumarmohanty8005 Рік тому

    5t ra kamal😂😂😂😂

  • @ranjitadas4927
    @ranjitadas4927 Рік тому

    Sabu ahivali hauchi sabu kesh paisaedele sabu sambhaba

  • @swayamsidharthrout3883
    @swayamsidharthrout3883 Рік тому

    See how our system is working

  • @bablunaikgroup306
    @bablunaikgroup306 Рік тому +2

    Bjd.sarakar.karap

  • @sonalidas8389
    @sonalidas8389 Рік тому

    A mg kan bhitaraku jibani

  • @PradeshkumarDehuri
    @PradeshkumarDehuri Рік тому

    😅

  • @manaromaswain9328
    @manaromaswain9328 Рік тому +4

    Beautiful

  • @sonukhansonukhan8387
    @sonukhansonukhan8387 3 місяці тому +1

    Odisha. Hal chal ku swagat

  • @trilochanpradhan1033
    @trilochanpradhan1033 Рік тому +2

    Tor bi vairal hela.sala namo ne