ସୁଧାଂଶୁ@8: ଚାଷୀଙ୍କୁ ଠକିଥିଲେ ନବୀନ ସରକାର

Поділитися
Вставка
  • Опубліковано 30 вер 2024
  • ସୁଧାଂଶୁ@8: ଚାଷୀଙ୍କୁ ଠକିଥିଲେ ନବୀନ ସରକାର, ମିଳୁଥିଲା ମିଛ ଚାଷୀ ପୁରସ୍କାର
    #FOCUSPLUS #updetnews #farmer #nabinpattnaik #OdishaCM #odishagovernment
    sudhansu@8
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

КОМЕНТАРІ • 404

  • @sanjaybiswal9242
    @sanjaybiswal9242 3 місяці тому +50

    ମଦୁଆ ନବିନ ମଦ୍ୟପାନ ସୋଇପଡେ❤🎉😢

  • @Manojkumarnaik934
    @Manojkumarnaik934 3 місяці тому +78

    ସାର‌ ଚାଷୀ ‌ମାନଙ୍କ କଥା ଏତେ ଦିନ ପରେ ଶୁଣି ଥିବା ରୁ ଫୋକସ ନିୟୁଜକୁ ଧନ୍ୟବାଦ ❤

  • @jatrashibaneegodipalli928
    @jatrashibaneegodipalli928 3 місяці тому +28

    ସୁଧାଂଶୁ ବାବୁ ଆପଣ କୃଷକ ଙ୍କ ସମସ୍ୟା ଉଠେଇ ଥିବାରୁ ବହୁତ୍ ଧନ୍ୟବାଦ

  • @thirdeye9492
    @thirdeye9492 3 місяці тому +32

    ଭୋଟ କିଣୁଛୁ ପଇସା ଦେଇ
    ଚାଷୀଙ୍କ ହିନସ୍ଥା ବୁଝିବୁ କାଇଁ
    ମଦୁଆ ରଜାକୁ ଭଡୁଆ ମନ୍ତ୍ରୀ
    ଭିଣି ଖାଇଗଲେ ଓଡିଶା ତନ୍ତ୍ରୀ
    ଚୋର ଖଣ୍ଟ ଡାକୁ ଭଣ୍ଡ ସର୍କାର
    ମାଝୀ ମେଜିକରେ ଯିବେ ଚୌଦ୍ୱାର
    😢😢

  • @ramakantapanigrahi7473
    @ramakantapanigrahi7473 3 місяці тому +29

    ସବୁ ସତକଥା କେତେକ ଚୋରଙ୍କୁ ନେଇ ମୂର୍ଖ ନବୀନ ପାଟନାୟିକ ଓଡ଼ିଶାର ଲୋକମାନଙ୍କୁ
    ଠକୁଥିଲା l ସୁଧାଂଶୁ, ତୋଭଳି ସାହସୀ ଲୋକର
    ଆବଶ୍ୟକତା ଓଡ଼ିଶାବାସୀ ଅନୁଭବ କରୁଛନ୍ତି l

    • @SunilBachu
      @SunilBachu 3 місяці тому

      Sudhanshu aagaru kahinki chup thila.ta mane Sudhanshu bhi gote chora

    • @barikr1077
      @barikr1077 3 місяці тому +1

      ​@@SunilBachu bhai agagru kahitjile sete bjd sarkar thile Anka abasta kana heithanta kahile

    • @tapasswain3231
      @tapasswain3231 3 місяці тому

      ​@@SunilBachuagaru jie jou case re pati kholuchi sie jail jaichi micha case re

  • @Titlagarhnews
    @Titlagarhnews 3 місяці тому +81

    Sir ଚାଷୀ ମାନଙ୍କ ଆଜି ପ୍ରସଙ୍ଗ ଉଠାଇ ଥିବାରୁ ଫୋକସ ନିୟୁଜ ku ଧନ୍ୟବାଦ 🙏

  • @laxmansahoo4681
    @laxmansahoo4681 3 місяці тому +25

    ମଦ ଚାଷରେ ଅଧିକ ଲାଭ,🎉

  • @raghumaninayak9593
    @raghumaninayak9593 3 місяці тому +17

    ପଇସା ଦିଆ ପୁରସ୍କାରରେ କଣ ଲାଭ ପ୍ରକୁତ ଚାଷୀ ସବୁବେଳେ ଅବହେଳା ହେଉଥିଲା...

  • @sivachaitanyanayak4941
    @sivachaitanyanayak4941 3 місяці тому +15

    ଚାଷୀ ଏଠି ଖଟି ଖଟି ମରିବ,

  • @balaramnanda9224
    @balaramnanda9224 3 місяці тому +15

    ଠିକି କଥା ଉପସ୍ଥାପନା କରାଯାଇଛି

  • @bhagabanrana4898
    @bhagabanrana4898 3 місяці тому +14

    ତାମିଲ ଖାଇ ଦେଇଛି🙏🏻🙏🏻

  • @themothermarine7152
    @themothermarine7152 3 місяці тому +13

    ଖୁବ୍ ସୁନ୍ଦର ଏବଂ ବାସ୍ତବ କଥାକୁ ଲୋକଙ୍କ ଆଗରେ ରଖିଛନ୍ତି।

  • @prasantapanda1703
    @prasantapanda1703 3 місяці тому +5

    ସବୁଥିରେ ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ ଦୁର୍ନୀତି କରିଛି, ଖାଲି ଦୁର୍ନୀତି ନୁହେଁ ଅନେକ ହତ୍ୟା ଧର୍ଷଣ ଚୋରି ଗୁଣ୍ଡାଗିରି ନାରୀ ନିର୍ଯାତନା ଓ ନାରୀ ହତ୍ୟା କରିଛି, ତେଣୁ ସେ ସବୁ ନେତା ଓ ତାଙ୍କୁ ସାହାଯ୍ୟ କରିଥିବା ଅଫିସର ମାନଙ୍କୁ ଯଦି ବିଜେପି ସରକାର ଜେଲରେ ନପୁରାଏ ତେବେ ଆଗାମୀ ଇଲେକ୍ସନରେ ଓଡିଶାରୁ ବିଜେପି ସଫା ହେଇଯିବ

  • @ugrasenmahanta7005
    @ugrasenmahanta7005 3 місяці тому +11

    ଧନ୍ୟବାଦ୍ sir,spanka jukti ଯଥାର୍ଥ।

  • @Sahoo983
    @Sahoo983 3 місяці тому +8

    Dhanyawad ସୁଧାଂଶୁ ବାବୁ 🎉🎉

  • @nirakarputa7426
    @nirakarputa7426 3 місяці тому +12

    100% right

  • @JayakrishnaJena-r9t
    @JayakrishnaJena-r9t 3 місяці тому +6

    ଶତକଡା ସହେ ସତ୍। ମୁଁ ନିଜେ ଏମାନଙ୍କଦ୍ଵାରା ପ୍ରତାରିତ ହୋଇଛି।ଗୋଶାଳା ଆଉ ନେଟ ହାଉସ ପାଇଁ ମଞ୍ଜୁର କରି ଅନ୍ୟକହାକୁ ଦେଇ ଦେଲେ।କାରଣ ମୁଁ ଲାଞ୍ଚ ଦେବି ନାହିଁ କି ତେଲମରିବିନାହିଁ।

  • @AntaryamiSamal-nc6uo
    @AntaryamiSamal-nc6uo 3 місяці тому +7

    ଜୟ ଜବାନ ଜୟ କିଷାନ

  • @jyotirmayisahoo603
    @jyotirmayisahoo603 3 місяці тому +8

    Sudhanshu sir love u emitika news darkar

  • @satyanarayanasahu9666
    @satyanarayanasahu9666 3 місяці тому +8

    ଆପଣଙ୍କୁ ଧନ୍ୟବାଦ ଭାଇ ।ଚାଷୀ ର ପ୍ରସଂଗ ଉଠାଇ ଥିବାରୁ ।ଓଡିଶା ର ଚାଷୀ ଭାଇ ଓ ଭୋଉଣୀ ମାନକଂ ର ଆଶୀର୍ବାଦ ପଡିବ ।ଓଡିଶା ର ଡବଲ ଇଞ୍ଜିନ ସରକାର ଚାଷୀ ମାନକଂ ର ରୁଣ ଛାଡ କରିବା ପାଇଁ ସରକାର କଂ ପାଖରେ ଖବରଟି ବଡ ଜବର ରେ ଚଳାନ୍ତୁ ।ଯୋଗ୍ୟ ଚାଷୀ ଭାଇ ଓ ଭୋଉଣୀ ମାନକଂ ସୁଯୋଗ୍ଯ ସରକାର ତେବେ ବନିପାରିବ ଯେବେ କୃଷି ରୁଣ ଛାଡ କରିପାରିବେ ।ନଚେତ୍ ସୁଯୋଗ୍ଯ ଚାଷୀ ଭାଇ ଓ ଭୋଉଣୀ ମାନକଂ ର ଅଯୋଗ୍ୟ ସରକାର ଡବଲ ଇଞ୍ଜିନ ହେବ ।ଓଡିଶା ର ଚଷା ମାନେ ଦୀର୍ଘ ଦିନ ଧରି କୃଷି ରୁଣ ରେ ଡୁବି ରହିଛନ୍ତି ।ସେମାନଙ୍କୁ ଉଧାର କରନ୍ତୁ ।ଆମ ଦେଶରେ ଯବାନ ମାନକଂ ଜୟ ହେଲା କାର୍ଯ୍ୟରତ ସମୟରେ ପ୍ରାଣବାୟୁ ଚାଲିଗଲେ ସହିଦହେବାର କହନ୍ତି କିନ୍ତୁ କୃଷକ ଟି କ୍ଷେତରେ କାମକଲା ସମୟରେ ବିଜୁଳି ଘଡଘଡି କିମ୍ବା ବିଷଧର ସର୍ପ ର ଆଘାତ ରେ ମରିଗଲେ ଖବରକାଗଜ ରେ ଶେଷ ପୃଷ୍ଠା ରେ ଟିକିଏ ଜାଗାରେ ଜାଗା ମିଳେ ଚାଷୀ ଟି ମୃତ୍ୟୁ ବରଣ କଲାବୋଲି ।ସଂଭିଧାନର ଭାଷା ଟି ଭୂଲ୍ ପ୍ରମାଣିତ ଲାଗେ ଜୟ କିଷାନ ର ।

  • @asutoshbiswal7173
    @asutoshbiswal7173 3 місяці тому +8

    Right news focus channel

  • @prasantakumarbaliarsingh4493
    @prasantakumarbaliarsingh4493 3 місяці тому +5

    କେବଳ ଚାଷୀ ନୂହେଁ ଶିକ୍ଷକ ମାନେ ମଧ୍ୟ ଏଥିରେ ବାଦ ପଡି ନାହଁନ୍ତି l

  • @taranisuna9915
    @taranisuna9915 3 місяці тому +8

    Bilkul right

  • @DayanidhiSahoo-qk6wu
    @DayanidhiSahoo-qk6wu 3 місяці тому +6

    Focus Plus Editor, Sudhansu Babu ଯେଉଁ କ୍ରୁଷକ ମାନଂକର ଝାଳବୁହା ପରିଶ୍ରମ ରେ ବିଜେଡି ସରକାର କ୍ରୁଷି କର୍ମଣ ପୁରସ୍କାର ପାଇ ଚାଲିଥିଲା ସେମାନଙ୍କ ପାଇଁ ୨୦୨୪ ର ନିର୍ବାଚନ ଇସ୍ତାହାରରେ କଣ ଥିଲା। ଆଜି ସେମାନଙ୍କ ର ନିଶ୍ବାସ ପଡିଛି। ଓଡିଶା ର ବିଜେପି ସରକାରଙ୍କୁ ଚାଷୀ ମାନଂକ ତରଫରୁ ଅନୁରୋଧ କରାଯାଉ ଚାଷୀ ଋଣ ଛାଡ କରିବା ପାଇଁ। ଏହା ବିଜେପି ସରକାରଙ୍କ ର ଭଗବାନ୍ ମଂଗଳ କରିବେ। ଜୟ ବିଜେପି ଜୟ।

  • @rabindramohansahu2459
    @rabindramohansahu2459 3 місяці тому +5

    Thank you Sudhanshu Babu. U r opening the face of Previous Government. Send this video to Present CM

  • @MayurBuzz
    @MayurBuzz 3 місяці тому +2

    ଚାଷ ବୁଡୁ ପଛେ ମଦ ଦୋକାନ ପ୍ରଚୁର ଖୋଲିଛି

  • @oldisgold9194
    @oldisgold9194 3 місяці тому +2

    ଭାଇ ବହୁତ ବହୁତ ଧନ୍ୟବାଦ। ଟିକେ hugher ଏଡୁକେସନ ରେ report କରନ୍ତୁ। Rusa funding ରେ ବହୁତ୍ ଘୋଟଲା। କୋଟି କୋଟି ଟଙ୍କା ଘୋଟାଲା। ଦୟାକରି ପିଲା ମାନଙ୍କ ହିତ ପାଇଁ ରିପୋର୍ଟ କରନ୍ତୁ।

  • @digitaltuducreation3133
    @digitaltuducreation3133 3 місяці тому +6

    Thank you Sudhansu

  • @ganeswarbehera-fj6yu
    @ganeswarbehera-fj6yu 3 місяці тому +2

    ଧନ୍ୟବାଦ ଭାଇ ଆପଣ ଠିକ୍ କହିଛନ୍ତି ।
    ଭାଇ ଆମକଥା ଶୁଣୁଛି କିଏ ।
    ଭାଇ ଖାଲିତ ତାଙ୍କର ଚିହ୍ନମରା ବିଜେଡି କର୍ମୀମାନେ ପାଆନ୍ତି । ରୁଟି ଖଣ୍ଡେ ଖାଇଲେ
    ଭୋଟଟା ଦେଇ ଦେଲେ ।ଚାଷ ହେଉ ବା ନହେଉ, ଓଡ଼ିଶା ପଛେ ଭାସି ଯାଉ ଆମର
    ସେଗୁଡା ଚିନ୍ତାକରିବାର ନାହଁ । ଓଡ଼ିଶା କୁ ଖାଇ ଖାଇ ନମ୍ବର ୱାନ ବନେଇ ଦେଇଛନ୍ତି ।
    ଜଗନ୍ନାଥ ମହାପ୍ରଭୁ ଏ ଓଡ଼ିଆଙ୍କ ମୁଣ୍ଡରେ
    ପଶିବାରୁ ଏ ସରକାର ବଦଳିଲ ।ଦେଖାଯାଉ
    ନୂଆ ସରକାର କ'ଣ କରୁଛନ୍ତି । ଜୟ ଜଗନ୍ନାଥ ।

  • @liteshkumar2496
    @liteshkumar2496 3 місяці тому +1

    25 ବର୍ଷ ଚାଲିଗଲା ବ୍ଲକ ରେ ଗୋଟେ ଶୀତଳ ଭଣ୍ଡାର କରିପାରିଲେନି

  • @BantiJena415
    @BantiJena415 3 місяці тому +1

    କଳିଙ୍ଗ ଲଢୁଆ ପୁଅ ସୁଧାଂଶୁ ଭାଇ ସତକଥା କହିଥିବାରୁ ଭାଇ ଜୟ ଜଗନ୍ନାଥ 🙏

  • @Sarojkumar-xe2qi
    @Sarojkumar-xe2qi 3 місяці тому +3

    Love you sudhanshu bhai ❤❤❤❤

  • @bikashkumarnayak6249
    @bikashkumarnayak6249 3 місяці тому +5

    yes sir Right

  • @diptiranimahanty3413
    @diptiranimahanty3413 3 місяці тому +2

    ସବୁ ଗଣମାଧ୍ୟମ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକ ସରକାର ଏବଂ ସାଧାରଣ ଜନତାଙ୍କ ସମ୍ମୁଖରେ ରଖିବାଦ୍ୱାରା ସରକାର ବି କ୍ରିୟାଶୀଳ ହେବେ ଏବଂ ସାଧାରଣ ଜନତା ବି ପ୍ରାସଙ୍ଗିକ ତଥ୍ୟକୁ ନେଇ ସଚେତନ ହେବେ।🎉

  • @padhisusil6049
    @padhisusil6049 3 місяці тому +1

    ଏବେ ବିଜେପି ସରକାର ଧାନ କ୍ୱିଣ୍ଟାଲ ଟ3100/ ସ୍ବାଗତ ଯୋଗ୍ୟ, କିନ୍ତୁ ଅଣ ଜଳ ସେଚିତ ଜମିର ଚାଷୀ ପାଇଁ କ୍ୟୁଣ୍ଟାଲ ଟ5000/ ହେଲେ ବି ଲାଭ ଶୁନ୍, କହିବାର ମାନେ ନୁଆ ମୋହନ ସରକାର ଆସିଛି ଅଣ ଜଳସେଚିତ ଜମି ଗୁଡିକୁ କେମିତି ଜଳ ସେଚନର ସୁବିଧା କରନ୍ତୁ, ଏହା ନୂଆ ସରକାର ଧ୍ୟାନ ଦିଅନ୍ତୁ,

  • @Aakamaabadi
    @Aakamaabadi 3 місяці тому +1

    ୧- ନୁଆ ସରକାରଙ୍କ ର ଏଇ ବୃକ୍ଷ ରୋପଣ ପ୍ରୟାସ ଟି ବାସ୍ତବରେ ପ୍ରଶନଶନିୟ। ଆଗକୁ ଆସୁଛି ଧାରା ଶ୍ରାବଣ ପ୍ରତ୍ୟେକ କାଉଡ଼ିଆ ଭକ୍ତ ଗୋଟିଏ ଗୋଟିଏ ଗଛ ଭବିଷ୍ୟତ ପାଇଁ ମଂଗଳ ଭାବନା ରଖି ସୁରକ୍ଷିତ ସ୍ଥାନରେ ଲଗାନ୍ତୁ।ମୋ ମତରେ ଗୋଟିଏ ବୃକ୍ଷ ଲଗାଇବା ଗୋଟିଏ ମନ୍ଦିର ତୋଳିବା ସଙ୍ଗେ ସମାନ ହୋଇଥାଏ ।
    ୨- ଆମ ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏତିକି ଅନୁରୋଧ କରିବି ଆପଣ ଯେଉଁ ଅଭିଯୋଗ ପ୍ରକୋଷ୍ଠ ସାଧାରଣ ଜନତାଙ୍କ ପାଇଁ ଖୋଲିଛନ୍ତି ମୋ ମତରେ ଏଥିରେ ପ୍ରକୃତ ଜଣେ ସାଧାରଣ ଜନତା ଉପକୃତ ହୋଇପାରିବେ ନାହଁ।କାରଣ ଏମିତି ବି ଲୋକ ଏବେ ବି ଅଛନ୍ତି କଟକ ଦେଖିନାହାନ୍ତି। ବିଚାର କରନ୍ତୁ ଜଣେ ମାଲକାନଗିରି ରୁ ବୁଢି ମାଉସୀ ଟିଏ ଏଠିକି ଆସିପାରିବ କି ?।ଯିବା ଆସିବା ଖର୍ଚ୍ଚ ସହିତ ଖାଇବା ଖର୍ଚ୍ଚ ତାକୁ କିଏ ଦେବ ? କେବଳ ଜଣେ ବୁଢୀ ମାଉସୀ ନୁହେଁ କି ବୁଢା ମଉସା ନୁହେଁ ଅନେକ ଶାରୀରିକ ଯନ୍ତ୍ରଣା ରେ ରହୁଥିବା ବା ଶାରୀରିକ ବିକଳାଙ୍ଗ ଲୋକ ଏଥିରୁ ନିଶ୍ଚୟ ବଞ୍ଚିତ ହେବେ। ଯଦି ଗୋଟିଏ school ରେ Head Master/ Head mistress ସବୁ ଛାତ୍ର ଛାତ୍ରୀ ମାନଙ୍କ ର ପରୀକ୍ଷା ଖାତା ନିଜେ ଦେଖିବେ ତେବେ ଅନ୍ୟ ଶିକ୍ଷକ ମାନେ କରିବେ କ'ଣ ? ଯଦି ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୃଙ୍ଖଳା ଏବଂ ସମୟାନୁବତ୍ତୀତା ସହିତ କିଏ କୋଉ ପାଠ ପଢ଼ାଇବା ପାଇଁ ଯୋଗ୍ୟ ସେହି ଆଧାରରେ ଚୟନ କରାଯାଏ ତେବେ ଏହା ସୁନିଶ୍ଚିତ ସେ ବିଦ୍ୟାଳୟ ର ସୁନାମ ହଁ ସୁନାମ ହେବ । ତଳ ପାହାଚ ଯଦି ଏତେ ଦୁର୍ବଳ ଆଉ ଭଗ୍ନ ତେବେ ଜଣେ ଉପର ପାହାଚ କୁ କେମିତି ଯିବ। ଏହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୟାକରି ଧ୍ୟାନ ଦେବେ।
    ୩- ୧୯୬୫ ରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଗୋଟିଏ ମହାନ ସ୍ଲୋଗାନ ଦେଇ ଥିଲେ ତାହା ହେଲା ଜୟ ଜବାନ ଜୟ କିଶାନ କିନ୍ତୁ ସତରେ ବନ୍ଧୁ ମାନେ ଟିକେ ହୃଦୟକୁ ପଚାରନ୍ତୁ ପ୍ରକୃତରେ କଣ ଚାଷୀ ଭାଇ ଭଉଣୀକୁ ଆଜି ସମ୍ମାନ ମିଳୁଛି।ଯବାନ ଦେଶ ପାଇଁ ସହିଦ୍ ପରେ Guard of honour ଦିଆ ଯାଉଛି ହେଲେ ଚାଷୀ ଏଠି ଆତ୍ମହତ୍ୟା କରୁଛି। ଜଣେ ପୁଅ ଏଠି ଘରକୁ ସୁରକ୍ଷା ଦେଉଛି ଆଉ ଜଣେ ପୁଅ ମଧ୍ୟ ଘରର ସମସ୍ତ ସଦସ୍ୟଙ୍କୁ ଗଣ୍ଡେ ପେଟକୁ ଖାଇବାକୁ ଦେଉଛି।ଏଥିରୁ କୋଉ ପୁଅ କୁ ଅଯୋଗ୍ୟ କହିବେ। ଖାଦ୍ୟ ସମସ୍ତଙ୍କ ପାଇଁ ଜରୁରୀ କାଇଁ କିନା ତା ବିନା ଚାଲିବାବି ମୁସ୍କିଲ ହେଇଯିବ। ନିଜର ବାହାଘର ହେଉ କିମ୍ବା ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠି ଅଣଦେଖା ହୋଇଥାଏ । ତେଣୁ ଚାଷୀ ଟିର ଦେହାନ୍ତ ପରେ ତାକୁ ମଧ୍ୟ Guard of Honour ଦିଆଯାଉ। ଚାଷୀଙ୍କୁ ଉଚିତ ସମ୍ମାନ ଦିଆଯାଉ। ସରକାରୀ ବାବୁମାନେ ବହୁତ ଦରମା ପାଉଛନ୍ତି। ଟିକେ ସେତିକି ତାଂକୁ ଚାହିଁ ଚାଷୀ କୁ ଟିକେ ଅନାନ୍ତୁ।

  • @bigdady1281
    @bigdady1281 3 місяці тому +4

    Real fact❤

  • @rajakishorekarada7466
    @rajakishorekarada7466 3 місяці тому +3

    Many many thanks for your very good real picture regarding odisha farming and farmers

  • @BailochnNayak
    @BailochnNayak 3 місяці тому +1

    ଚାଷୀ କଥା କେହି ବୁଝୁ ନାହାନ୍ତି 25 ବର୍ଷ ବିଜେଡି ରହିଲା ଚାଷୀଙ୍କ ପାହିଁ କିଛି କଲାନି

  • @sushantamishra7062
    @sushantamishra7062 3 місяці тому +1

    ଏକଦମ ସତକଥା କହିଛନ୍ତି ସୁଧାଂଶୁ ବାବୁ

  • @bijaypanda1843
    @bijaypanda1843 3 місяці тому

    ସବୁ ବିଶ୍ଵାସ୍ତରୀୟ ଯୋଜନା 😄

  • @jyotirmayisahoo603
    @jyotirmayisahoo603 3 місяці тому +1

    Sudhanshu sir nku gote request ama mahanga MlA Pratap jena nka gumar tk kuha news re please sir etiki request 🙏

  • @tilak494
    @tilak494 3 місяці тому

    ଏହିଭଳି ସତ୍ୟର ଉନ୍ମଚନ କରୁଥାଆନ୍ତୁ
    ଧନ୍ୟବାଦ୍

  • @madhusudanpradhan6401
    @madhusudanpradhan6401 3 місяці тому +1

    Sudhanshu bhai outsourcing thakai babadare lokalochanaku anantu 3:16 3:32

  • @jyotirmayisahoo603
    @jyotirmayisahoo603 3 місяці тому +1

    Sudhanshu sir nku gote request ama mahanga MlA Pratap jena nka gumar tk kuha news re please sir etiki request 🙏

  • @jyotirmayisahoo603
    @jyotirmayisahoo603 3 місяці тому +1

    Sudhanshu sir nku gote request ama mahanga MlA Pratap jena nka gumar tk kuha news re please sir etiki request 🙏

  • @bibhutisahu4204
    @bibhutisahu4204 Місяць тому

    କଂଗ୍ରେସ ଆଉ ବିଜେଡି ଖାଲି ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି

  • @damodarsatapathy6418
    @damodarsatapathy6418 3 місяці тому +3

    Great job

  • @ajaykumarbehera5018
    @ajaykumarbehera5018 3 місяці тому +3

    Ekdam,thik

  • @tilak494
    @tilak494 3 місяці тому

    ସୁଧାଂଶୁ ବାବୁ ଆପଣଙ୍କ news@8 ପ୍ରୋଗ୍ରାମଟି ସୁନ୍ଦର ଭାବେ ପରିବେଷଣ କରୁଥିବାରୁ ବହୁତ୍ ଲାଗୁଚି

  • @bhagirathidasodisha.6934
    @bhagirathidasodisha.6934 3 місяці тому

    ଧନ୍ୟବାଦ ଉପସ୍ଥାପନା ପାଇଁ ଚିଟ ଫଣ୍ଡ ମୁଦ୍ଦା କୁ ଆଣନ୍ତୁ ଓଡିଶା ବାସୀ ବୁଝନ୍ତୁ

  • @Surendra-nw2ix
    @Surendra-nw2ix 3 місяці тому +3

    Thanks True Fact

  • @bibhutisahu4204
    @bibhutisahu4204 Місяць тому

    ବିଜେଡି ସରକାର ଚାଷ ଉପରେ ଗୁରୁତ୍ୱ ନ ଦେଇ ଖାଲି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା

  • @rusimaniladua8730
    @rusimaniladua8730 3 місяці тому

    ସତ କଥା ପଦାକୁ ବାହାରି ବା ପାଇଁ ଅନୁରୋଧ ମୁଖ୍ୟମନ୍ତ୍ରୀ ଙ୍କୁ

  • @deepakkumardwivedy823
    @deepakkumardwivedy823 3 місяці тому

    ସୁଧାଂଶୁ ଭାଈ ସବୁ ରିପୋର୍ଟର ଆପଣଙ୍କ ଭଳି ହେବା ଦରକାର ।

  • @BimbadharMangaraj
    @BimbadharMangaraj 2 місяці тому

    ଦେଶ ସ୍ବାଧିନ ହେଲାପରେ
    ଚାଷୀଙ୍କୁ ତଳିତଳାନ୍ତ କରି
    ନେତା ମନ୍ତ୍ରୀ ଭୋଟ ଚାଷ କଲେ
    ବେକାରୀ ଚାଷ କଲେ
    ଅଫିସରେ ଫାଇଲ୍ ଚାଷ କଲେ
    କୁଜିନେତା ମାନେ ଭୋଟ ଚାଷ କଲେ ଶେଷରେ ଓଡିଶାକୁ
    ବୁଡାଇ ଦେଲେ

  • @mitumohanta5797
    @mitumohanta5797 3 місяці тому

    ଆପଣଙ୍କ ନ୍ଯୁଜ୍ ଶୁଣି 🐌 ଦଳିଆ ରାଗରେ ମରିଯିବେ... 🤣🤣
    ଲେମ୍ବୁ ଚାଷରେ ଏକ ନମ୍ବର ସେଇଟା ଦିନେ ଆଲୋଚନା କରନ୍ତୁ

  • @ShankarBaliarsingh
    @ShankarBaliarsingh 3 місяці тому +2

    Right Katha kahila bhai

  • @DaluramSingh-n4y
    @DaluramSingh-n4y 2 місяці тому

    ଶୀତଳ ଭଣ୍ଡାରଟିଏ ବି ହେଲାନି

  • @BHARATSAGAROFFICIAL
    @BHARATSAGAROFFICIAL 3 місяці тому

    Jay kisan, Nabin ଠକିଛନ୍ତି କୃଷକ ମାନଙ୍କୁ

  • @shaswatamohanty8854
    @shaswatamohanty8854 3 місяці тому +1

    Bhai tike eai news ku flash karantu apanka pakha re etki request karuchi

  • @binodkumargouda8791
    @binodkumargouda8791 Місяць тому

    ଆପଣ ଙ୍କ ଏହି ବାସ୍ତବତା,ସତ୍ୟ, କୁ ନିର୍ଭୀକ ଭାବେ ଖବର ପ୍ରସାରଣ କରୁଥିବାରୁ ଭଗବାନ ଙ୍କ ପାଖରେ ଓଡ଼ିଶା ବାସି ଆପଣଙ୍କ ପାଇଁ ଦୀର୍ଘାୟୁ କାମନା କରୁଅଛୁ❤ନମସ୍କାର....

  • @Brosujit
    @Brosujit 2 місяці тому

    ତୁ କାହିଁକି ଗୋଟେ ଗପୁଛୁ,ଏବେ ବିଜେପି ଆସିଗଲା ତୋ ବାପ ଚାଷ କରି କୋଟିପତି ହେଇଯିବ ଆଉ କଣ,ତୁ ଶଳା views pain ପାଗଳ,🎉

  • @bibhutibhusanbehera5147
    @bibhutibhusanbehera5147 3 місяці тому

    ଓଡ଼ିଆ ରେ କୃଷିଋଣ ଛାଦ କରୁ ମୋହନ ସରକାର

  • @GayatriJyotiSangeetPrashikhyan
    @GayatriJyotiSangeetPrashikhyan 2 місяці тому +1

    contact analysis,praise worthy,lot of thanks.

  • @alfaomega2733
    @alfaomega2733 3 місяці тому

    ଦେଖିବା କେମିତି ବିଜେପି ଧାନ କୋ୍ୱଣ୍ଟାଲ କୁ ₹3100 ଆଉ ଅନ୍ୟ ଫସଲ ଉପରେ MSP କେତେ ଦଉଚି ସେମିତି ରେ ଅଣଓଡ଼ିଆ ଶାସନ ତୋ ଆରମ୍ଭ ହେଇଗଲା ଗୁଜରାଟୀ? 🤣🤣 କୁକୁର ଟା ହାତୀ ଗଲାପରେ ଭୁକୁଛି......😭😭😭

  • @chandannahak333
    @chandannahak333 3 місяці тому +1

    Nayagarh re kichhi bi nahi

  • @gapinathdhsgadaba6576
    @gapinathdhsgadaba6576 3 місяці тому

    ବହୁତ ଧନ୍ୟବାଦ କୁଵ୍ ସୁଦର ଉପସ୍ଥାପନ କୁ ଅନ୍ନଦାଥାକ ଟଙ୍କା କାଇ ଥିବା ସରକାର ତାହାର ବଂଶ ନଇପଆତ ହେଇଯାଉ ଜିନ୍ଦାବାଦ

  • @nilanchalasahoo2895
    @nilanchalasahoo2895 2 місяці тому

    ମୁଁ ଭାଇ କାଳୀଆ ଜୋଜନା ଟଙ୍କା ପାଉନାହିଁ

  • @hrushikeshnayak6113
    @hrushikeshnayak6113 3 місяці тому

    କାଳିଆ ଯୋଜନାରେ ତ ଚାଷୀ ପ୍ରକୃତରେ ପାଉ ନଥିଲେ . କେତେ କଣ ଦୁର୍ନୀତି କରିଛନ୍ତୁ ତାର ସୀମା ନାହିଁ। ସେଥିପାଇଁ ଲୋକେ ସରକାର ବଦଳେଇଲେ.
    ଆଉ ଖାଲି ପନିଶିମେଣ୍ଟ ଦରକାର .

  • @BailochnNayak
    @BailochnNayak 3 місяці тому

    କାଳିଆ ଯୋଜନା ପାଇଛନ୍ତି କେବଳ ବିଜେଡି ଵାଲା

  • @parameswarpatra3209
    @parameswarpatra3209 3 місяці тому

    Bhaei thik katha ebe mohan babu kothi aniko debe sabuta bjd sare ଦେଇଛି ଏହି କଥା ଟିକ। ଲୋକ ମାନ ଙ୍କୁ କହିଦେଓନ୍ତୁ

  • @sanatanbehera7829
    @sanatanbehera7829 3 місяці тому

    ଜଗନ୍ନଥା ଆପଣଙ୍କୁ ସହାୟତା କରନ୍ତୁ ପ୍ରକୃତ କଥା ଲୋକ ଜଣାନ୍ତୁ

  • @bijayanandadas8289
    @bijayanandadas8289 3 місяці тому

    ଯେଉଁ ସରକାର ନିର୍ବାଚିତ ଜନପ୍ରତିନିଧି, ମନ୍ତ୍ରୀମାନଙ୍କୁ ଅଣଦେଖା କରି କେବଳ ନିର୍ଦ୍ଧିଷ୍ଟ କେତୋଟି ଅଧିକାରୀଙ୍କୁ ଗୁରୁତ୍ୱ ଦେଇ ଶାସନ ଚଳାନ୍ତି ସେପରି ସରକାର ଦୁର୍ନୀତି କରିବେନି ତ ଆଉ କଣ ହବ??

  • @ghanashyamdash4746
    @ghanashyamdash4746 3 місяці тому

    ଭାଇ ସମ୍ପୁର୍ଣ୍ଣ ସତ ଜୋଜନା ମାଳମାଳ ତଦାରକ୍ ନାହିଁ ଏସରକାର ଜୋଜନାକୁ ତଦାରକ୍ କରିଵେକି ଫଲସ୍ ବିଲ୍ ନକରିଵେକୀ ଏଥିପ୍ରତି ସଜାଗ କରାନ୍ତୁ ତେଵେ ଓଡିଶା ଆଗେଇଵ ତାନହେଲେ ଜଥା ପୂରଵଙ୍ ତଥା ପରଙ୍

  • @Shankardyt65
    @Shankardyt65 3 місяці тому

    ସୁଧାଂଶୁ ଭାଇ 🙏🙏🙏 ଯା ହେଉ ବଡ଼ ଖୁସି ଲାଗୁଚି ପ୍ରଥମ ଥର ପାଇଁଁ ଆମ ନବରଙ୍ଗପୁର ଜିଲ୍ଲାର 🌽 ମକା ଚାଷକୁ ନେଇ ସୁନ୍ଦର ଟିପ୍ପଣୀ ଦେଇ ଥିବାରୁ ତମେ କହୁଥିବା ପ୍ରତ୍ୟେକ ବାର୍ତ୍ତା ୧୦୦% ସତ।

  • @Puspa-lata
    @Puspa-lata 3 місяці тому

    ଆମ ଏରିଆରେ ଗାଈଫାର୍ମ, କୁକୁଡ଼ା ଚାଷ, ଛେଳି ଚାଷ, ମାଛ ଚାଷ ର ଫଲସ ବିଲ କରି କୋଟି କୋଟି ଖାଇଦେଇଛନ୍ତି l ଏଗୁଡ଼ାକ ତଦନ୍ତ କଲେ ମିଛ ଫୋଟ ଉଠେଇ ଟଙ୍କା ଖାଇଛନ୍ତି ଧରାପଡ଼ିବ l ପ୍ରାଣୀ ସମ୍ପଦ ବିଭାଗ, ଫୁଲନଖରା ର ତଳ କର୍ମଚାରୀ ର ଅମାପ ସମ୍ପତି ର ମାଲିକ ହୋଇଛନ୍ତି l ମୋହନ ବାବୁଙ୍କୁ ଅନୁରୋଧ CBI ତଦନ୍ତ କରନ୍ତୁ ❤

  • @shaswatamohanty8854
    @shaswatamohanty8854 3 місяці тому +1

    Sudhansu bhai mu soro municipality Guharia sahi gann ru kahuchi. Bhai sarkarnka bibhina yojana acchi kintu kahe mla mp ama katha sunu nahnti .

  • @bikramdal8281
    @bikramdal8281 3 місяці тому

    କପାରେ ବେଶି ଲସ୍ ହେଉଛି ସାର୍ ଚାଷୀଙ୍କର ମୁଁ ତୋ 5 ବର୍ଷ ହେଲା କରୁଛି! ରେଟ୍ ବି କମ୍ ଦେଉଛନ୍ତି

  • @RamaChandrastatus9793
    @RamaChandrastatus9793 3 місяці тому

    ଏ କଥା ପୂର୍ବତନ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୃଷିମନ୍ତ୍ରୀ ଙ୍କୁ ଜାଣିଲେଣି କି?ଯଦି ଜାଣି ନାହାନ୍ତି ତେବେ ଓଡ଼ିଶା ଚାଷୀ ଭାଇମାନେ ନିଜ ନିର୍ବାଚନ ଅଞ୍ଚଳରେ ମାଇକ ଲଗାଇ ପ୍ରଚାର କରିବା ପାଇଁ ପ୍ରସ୍ତୁତି ହୁଅନ୍ତୁ,ଏଇ vedio କୁ ଗ୍ରାମ ରୁ ରାଜଧାନୀ ନବୀନ ନିବାସ ଆଗରେ ପ୍ରତ୍ୟେକ ଦିନ ମନ୍ଦିରରେ ସକାଳ ଭୋଜନ ଶୁଣିବା ପରି ଶୁଣାନ୍ତୁ

  • @dayanidhirout9735
    @dayanidhirout9735 3 місяці тому +1

    Bhul ra question uthuni dada

  • @bibhutiparida7565
    @bibhutiparida7565 3 місяці тому

    ଆଖିୁ ଚାଷ ପ୍ରାୟତଃ ବନ୍ଦ ହେବାକୁ ବସିଲାଣି । ଝୋଟ ଶିଳ୍ପ କାରଖାନା ତ ପ୍ରାୟ ବନ୍ଦ ହେଇ ଯାଇଚି , ସେଥିପାଇଁ ଝୋଟ ଚାଷ ବିଲୁପ୍ତ । ଶୀତଳ ଭଣ୍ଡାର ନଥିବାରୁ ଅମଳ ସମୟରେ ଫଳ ପନିପରିବା ଅତି ଅଳ୍ପ ଦରରେ ଚାଷୀ ବିକି ଦିଅନ୍ତି । ଜଳ ସେଚନର ସୁବିଧା ସବୁଠି ନଥିବାରୁ ହେକ୍ଟର ହେକ୍ଟର ଜମି ଅଧା ବର୍ଷ ପଡ଼ିଆ ରହେ। ଉନ୍ନତ ପ୍ରଣାଳୀରେ ଚାଷ କାଗଜ କଲମରେ ଯାହା ହୁଏ କ୍ଷେତରେ ତାହା ହେଉଥିଲେ ଚାଷୀ ଏତେ ହିନସ୍ତା ହେଉ ନଥାନ୍ତା ।

  • @bhagabatamahanta1461
    @bhagabatamahanta1461 3 місяці тому +2

    Your are a really reporter Brother great🎉

  • @manoharadas6807
    @manoharadas6807 3 місяці тому

    ସିତଳ ଭଣ୍ଡାର ଦରକାର ସେ ବିସୟରେ କହିବେ ସୁଧାଂସୁ ଭାଈ ।

  • @padmabatidash6115
    @padmabatidash6115 3 місяці тому

    Odissara.chhsi.kalia.jojana.pauthile.eprjynta.kuade.galani.jumla.bat.mat.kar

  • @jyotirmayisahoo603
    @jyotirmayisahoo603 3 місяці тому +1

    Sudhanshu sir nku gote request ama mahanga MlA Pratap jena nka gumar tk kuha news re please sir etiki request 🙏

  • @jyotirmayisahoo603
    @jyotirmayisahoo603 3 місяці тому +1

    Sudhanshu sir nku gote request ama mahanga MlA Pratap jena nka gumar tk kuha news re please sir etiki request 🙏

  • @jyotirmayisahoo603
    @jyotirmayisahoo603 3 місяці тому +1

    Sudhanshu sir nku gote request ama mahanga MlA Pratap jena nka gumar tk kuha news re please sir etiki request 🙏

  • @arunnayak3519
    @arunnayak3519 3 місяці тому

    Right analysis Sir... ସତ କଥା ସବୁବେଳେ କୁହନ୍ତୁ।। ଭଗବାନ ଆପଣକଂ ଅଭିବ୍ୟକ୍ତି କୁ ଆଗକୁ ନିଅନ୍ତୁ। So proud of u Sir for your valuable analysis

  • @abhayagachhayat9237
    @abhayagachhayat9237 3 місяці тому

    ଅଶେଷ ଧନ୍ୟବାଦ୍ ସୁଧାଂଶୁ ବାବୁ ମାଡ଼ି ଚାଲ

  • @ArunKumarPradhan-xz5rd
    @ArunKumarPradhan-xz5rd 3 місяці тому +1

    Sata kahila aji chasa bisayare tadanta heu

  • @narendramallick8998
    @narendramallick8998 3 місяці тому

    ଧନ୍ୟବାଦ ସୁଧାଂଶୁଙ୍କ ଭାଇ

  • @goutamkumarchand9611
    @goutamkumarchand9611 3 місяці тому

    ଏଵେ କଣ ସବୁ ଦୁଃଖ ଚାଲିଯିବ

  • @hrushikeshnayak6113
    @hrushikeshnayak6113 3 місяці тому

    ଖାଇ ଖାଇ ଖୋଳ କରିଦେଇଛନ୍ତି .

  • @samabaral3524
    @samabaral3524 3 місяці тому

    ଧନ୍ୟବାଦ୍ focus tv

  • @chalbro5494
    @chalbro5494 3 місяці тому +1

    Bilkul sata katha sabu sala BJD karma karta chora

  • @sachikantasahoo6981
    @sachikantasahoo6981 3 місяці тому

    ସବୁ ଛୋଟ ବଡ ଦୁର୍ନୀତି ର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ 🙏🏼

  • @padminipradhan7073
    @padminipradhan7073 3 місяці тому

    ଭାଇ please ଭିନ୍ନକ୍ଷମ ଙ୍କ ସହାୟତା କୁ ନେଇ video ବନାନ୍ତୁ

  • @pabitramosahu
    @pabitramosahu 3 місяці тому

    ସତ କଥା କହୁଛନ୍ତି ଆପଣ

  • @maheswarparihari5189
    @maheswarparihari5189 3 місяці тому

    ନବୀନ ଓଡ଼ିଶା ନା ନବୀନ ଖିଆ ଓଡ଼ିଶା