ଛେଳି,ବୋଦାଙ୍କ ଲୁହର ଅଭିଶାପ ପଡିଗଲା କି କିଶୋର ଭାଇନା ଉପରେ | Kishore Mutton | Bhubaneswar News | A1 ODIA

Поділитися
Вставка
  • Опубліковано 15 вер 2022
  • A1 ODIA | ODISHA NEWS | BHUBANESWAR NEWS
    ଗୋଟା ଛେଳି କାଟିବା ଭୁଲ ହେଇଗଲା ବୋଧେ.#Kishoremutton #Kishoremuttonbhubaneswar #A1odia #A1odianews #Odisha #Kishoremuttonbbsr #Kishoremottonshop #Kishoremuttondukan #Kishoremuttoncurry #Odiakishoremutton #Kishorebhainamuttonhistorytv #Kishorebhainamuttondoordarshan #Bhubaneswar #Today #Todaynews #Specialstory #Special #Latestnews #Latest #Kishoremuttoncurry #Bhubaneswar #Viralvideo #Viralmutton #Video #Videos
    ___________________________________________________________________________________
    ✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍‌ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
    ___________________________________________________________________________________
    🔆MORE UDATE🔆
    ↪️Facebook: / a1tv-odisha-1102393747...
    ↪️Twitter: / ea1tvodisha
    ↪️UA-cam(A1 ODIA): / @a1odia
    ↪️UA-cam(A1 ODISHA) : / @a1odisha
    ▶️UA-cam Live
    📱Jio TV live
    📡On DTH: Tata sky -1186, AirTel - 349, Available on 🆓 DTH
    ___________________________________________________________________________________
    📺A1 ODIA News Channel 📺: -
    A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
    ___________________________________________________________________________________
    🔆CONTACT US🔆
    📧E-mail : a1tvodisha@gmail.com
    ☎️Phone No. : 0674-3554921, 0674-2744921
    #A1ODIA #OdiaNewsChannel #Odisha #OdiaNews
    © A Group Of Shree Mandir Media

КОМЕНТАРІ • 523

  • @ganeshbaral4290
    @ganeshbaral4290 Рік тому +72

    କ୍ଷମା କରିବେ ଆଜ୍ଞା.
    ମୁଁ ଭାବୁଛି ଯଦି ଆଜି କିଶୋର ଭାଇନାଙ୍କ ମଟନ ଦୋକାନ ବନ୍ଦ ହୋଇଥାଏ.
    ତେବେ ସେଥିପାଇଁ ଦାୟୀ ହେଉଛି ପ୍ରଚାର ପ୍ରସାର.
    ଚାନେଲ ଵାଲା ଏମିତି ଓଡିଶାରେ ପ୍ରଚାର କଲେ. ଲୋକଙ୍କର ଦେହ ସହିଲାନି. ଚୁଗୁଲି କରି ଗୋଟେ ସଂସ୍ଥାକୁ ବନ୍ଦ କରେଇଦେଲେ. କିନ୍ତୁ ଲୋକ ବୁଝିଲେନି, ଏଇ ସଂସ୍ଥା ଉପରେ ନିର୍ଭର କରି 30ଟା ପରିବାର ପ୍ରତିପୋଷଣ ହେଉଥିଲା. ଏବେ ଏଇ ବସା ଭଙ୍ଗା ପରିବାର କିଏ ଦାନା ମୁଠାଏ ଦବ ?
    ଏଇ 30 ପରିବାରରେ ପ୍ରାୟ ଦେଢ଼ଶହ ଲୋକ କିଏ ବୁଝିବ ସେମାନଙ୍କ ଅଳି. କିଏ ଦବ ସେମାନଂକୁ ଦାନା.
    ହେ ସରକାର 🙏
    ଆଇନିଙ୍କୁ ତ ସବୁବେଳେ ଜନତା ସନମାନ ଦେଇ ଆସୁଛନ୍ତି, ଯଦି ଆଇନି ବଳରେ ଆଜି ଏ କିଶୋର ଭାଇନାଙ୍କ ବସା ଭାଙ୍ଗିଯାଇଛି, ତ ଦୁଃଖ କରିବାର ନାହିଁ. କିନ୍ତୁ ଯଦି କୋଉ ବ୍ୟକ୍ତି ଆକ୍ରୋଶ ମନଭାବ ନେଇ ଏଇ 30ପରିବାର ଙ୍କୁ ଅନାଥ କରିଥାନ୍ତି, ଦେଖିବେ ଆଜ୍ଞା, ସେ ବ୍ୟକ୍ତିଙ୍କ ପରିବାର ଏ 30ପରିବାରଙ୍କ ଆଖି ଲୁହରେ କୁଆଡେ ଭାସିଯିବେ ଯେ ଥଳକୁଳ ମିଳିବନି.

    • @beherababu8797
      @beherababu8797 Рік тому

      This kahicha bhai

    • @nirmalbarik4275
      @nirmalbarik4275 Рік тому +3

      ନିରାଟ ସତ୍ୟ... ଶଳା ମିଡ଼ିଆ ଵାଲା.. ସବୁରି ମୂଳରେ.... ସବୁଠାରେ ଥାନ୍ତି ଧରା ପଡନ୍ତି ନାହିଁ... ଭଲ କୁ ଖରାପ.... ଖରାପ କୁ ଭଲ...

    • @dibyaranjanbehera7927
      @dibyaranjanbehera7927 Рік тому

      👍

    • @pratikshyasatapathy7403
      @pratikshyasatapathy7403 Рік тому +1

      Na bhai tankar bahut besi ahankar badhi jai thila

    • @footballdamotivation4108
      @footballdamotivation4108 Рік тому

      @@beherababu8797 👍👍

  • @nigammohapatra959
    @nigammohapatra959 Рік тому +126

    ତମେ ଯେମିତି କୁନ୍ଥେଇକି କଥା କହୁଛ ଲାଗୁଛି ନ୍ୟୁଜ ପଢିଲା ବେଳେ ତମ ଗାଣ୍ଡି ରୁ ଘୁଅ ବାହାରି ପଡୁଚି ବୋଧେ

  • @RS-yn2bd
    @RS-yn2bd Рік тому +9

    ଆରେ ତମ media ବାଲା ଯେତିକି ଜୋରରେ ଗର୍ଜନ କରୁଛ ସେ ସେମିତି ନୁହଁ ବେକାର ଶଳା କିଛି ତ ନିଉଜ ପାଉନ ଶଳା ଖାଲି ଟାଇମ ପାସ

  • @dambarudharnaik4428
    @dambarudharnaik4428 Рік тому +9

    ବୋଦା ମାଂସ ଲୋକଙ୍କୁ ଦେଇ ଦେଇ ସେ ଗୋଟେ
    ମାନସିକ ବୋଦା ଭଳି ଦିସୁଛି ।

  • @iknow7753
    @iknow7753 Рік тому +37

    ହତ୍ୟାକାରୀ ମଟନ ମଣିଷ

    • @Jhanshi945
      @Jhanshi945 Рік тому +1

      Chheli mananku bhagwan Kahinki janma dei chhanti ta hele???

    • @kailashkisan5718
      @kailashkisan5718 Рік тому

      ଶଳା ମାଙ୍କଡ ତୁ ଶାଗ କାଟିକି ଖାଉ ନୁ ସେଟାର ଜୀବନ ନଥାଏ ଆଉ ତୁ ଗଛ କାଟୁନ ତାର ଜୀବନ ନ ଥାଏ ଖାଲି ମଣିଷ ପଶୁର ଥାଏ ବେକାରିଆ ଲୋକଟା ତୁ

    • @dibyaranjanbehera7927
      @dibyaranjanbehera7927 Рік тому +1

      Tame kn jama khaa a ni

  • @bijaysatapathy7787
    @bijaysatapathy7787 Рік тому +25

    ନିଶୟ... Mutton murder ଆଉ ପାପୀ consumers... ସବୁ ଭଗିଦାର..

  • @abhayabhuyan2987
    @abhayabhuyan2987 Рік тому +2

    ଓଃ ଆଜି ଜାଣିଲି , କିଶୋର ଭାଇ କେବଳ ଆମ ଦେଶରେ ଛେଳି ବୋଦା କୁ ବଳି ପକାନ୍ତି ।

  • @debasistripathy9563
    @debasistripathy9563 Рік тому +11

    ଭଲ ହେଇଛି

  • @sarojkumarbehera8827
    @sarojkumarbehera8827 Рік тому +23

    ଯେତେ ଟଙ୍କା ରଖିଛୁ ବସି ଖାଇଯା
    ତାପରେ ଛେଲି ଗୁହ ଖାଇବୁ ।

    • @baburao631
      @baburao631 Рік тому +2

      Tu କିଶୋର ର ଅଙ୍ଗୁର 2ଟା ଖା 🤣

    • @pradeepmajhi2523
      @pradeepmajhi2523 Рік тому

      😆😆😆😆

    • @sarojkumarbehera8827
      @sarojkumarbehera8827 Рік тому

      @@baburao631 kishor pakhe tu rahibu
      Goad ra mansa khaibu

    • @baburao631
      @baburao631 Рік тому +2

      @@sarojkumarbehera8827 ତୁ କଳା କଦଳୀ ଖା 🤣🤣

    • @sarojkumarbehera8827
      @sarojkumarbehera8827 Рік тому

      @@baburao631 ତୁମେ ଭଲ ଲୋକ ମଟନ ଖାଅ

  • @bijaybhai2829
    @bijaybhai2829 Рік тому +4

    ଷତକଥାଆ ଛେଳିର।ଅଭିସାପ।ପଡିଗଲାଆ।

  • @bibhudattabehera4034
    @bibhudattabehera4034 Рік тому +7

    Kishore bhaina ଯେତେ ପାପ କରିଛି ତାକୁ ମଣିଷ ଜନ୍ମ ମିଳିବନି।

  • @desifood3834
    @desifood3834 Рік тому +5

    ହାଇରେ mgh ମେନେ ତୁମକୁ ଲଜ୍ୟା ଲାଗୁନି ଏମିତି କହିବାକୁ , ଚାରିଆଡେ ନାରୀ ନିର୍ଯାତନା ,ହତ୍ୟାକାଣ୍ଡ ଲୁଣ୍ଠନ ,ଖଣି ଲୁଟ ଆହୁରି ଅନେକ ସେଗୁଡ଼ାକକୁ ଦେଖିବାକୁ ଆଖିରେ $%#@ ବାଜିଛି ,ଦେଖିପାରୁନ ନୀରିହ ଲୋକଙ୍କୁ ହଇରାଣ କରୁଛ । ମାନବ ସେବାହି ଯଦି ମାଧବ ସେବା !!!ସେତ ସେୟାହି କରୁଥିଲା ।

    • @RoyalSubRath
      @RoyalSubRath Рік тому +1

      ଭାଇ ୟେ ସବୁ ବଡ ବଡ ହୋଟେଲ ଆଉ ରେଷ୍ଟରେଣ୍ଟ ରାଜ ଚାଲିଛି ବୋଲି ନିରୀହ କିଛି ଲୋକ ବଳି ପଡିଗଲେ.. ୟେ କିଶୋର ଭାଇନା ହୋଟେଲ ପାଇଁ କେତେ ପରିବାର ବଞ୍ଚୁଥିଲେ ସେଇଟା କିଏ ବୁଝିବ... ସତରେ ବହୁତ ଦୁଃଖ ର କଥା...

  • @chaitanyarao552
    @chaitanyarao552 Рік тому +5

    ଭଲ କର୍ମ କରି ନାଆ ରଖ
    👌👌👌👌

  • @trustworthy-guy6408
    @trustworthy-guy6408 Рік тому +21

    ମୋ କମେଣ୍ଟସ୍ ରୁ ଭିଡିଓ ବନେଇଲ, ସୁପର୍😁😁👍

  • @dheerandramohapatro2893
    @dheerandramohapatro2893 Рік тому +13

    ଏତେ ଉପରକୁ ଉଠାଅନି
    ଆମଗାଆଁ ମଟନ ଭଲ

  • @iknow7753
    @iknow7753 Рік тому +19

    କେତେ ଛେଳି, ବୋଦl, ହତ୍ୟା କରିଛି
    ଅଭିଶାପ ଯିବ କୁଆଡେ

    • @madhusmitamohanty1882
      @madhusmitamohanty1882 Рік тому +1

      Dhanyawad agyan

    • @prabinaswain4224
      @prabinaswain4224 Рік тому +2

      Right answer

    • @AmitKumar-ko7qm
      @AmitKumar-ko7qm Рік тому

      Are bhai pathana goru maruchanti tumaku dekhajauni

    • @AmitKumar-ko7qm
      @AmitKumar-ko7qm Рік тому

      Haure pelei pua jou titel deichu au pathana gaigorumaruchanti seguda dekhajauni sala kebe rokibaku chesta karicha sala

    • @baburao631
      @baburao631 Рік тому

      ଯୋଉ ଲୋକ ସବୁ ଖାଇଛନ୍ତି ସେଇ ଆଡେ ଯିବା

  • @badboybapi2656
    @badboybapi2656 Рік тому +5

    ତୁ ଯୋଉ ବାଣ୍ଡ ଭଳି କହୁଛୁ, ଭାରି ହସ ଲାଗୁଚି,,, ମୋତେ ଲାଗୁଚି,, ତତେ ଯେମିତି କିଏ ପଛପଟୁ ପେଲୁଛି 😄😄🤪🤭🤭

  • @vlogsofparth7287
    @vlogsofparth7287 Місяць тому

    ଛେଳି ମାଂସ ଦଉନି କିଶୋର ଭାଇ, ମେଣ୍ଢା ମାଂସ ଦଉଛି, ଏକଦମ୍ ଫାଲତୁ ଖାଇବା

  • @KALAHANDIDIARY
    @KALAHANDIDIARY Рік тому +7

    ଆମ କଳାହାଣ୍ଡି ରେ ସବୁଠାରୁ testy matan houche chancher dhaba re samaste asantu

  • @sudhakarm6335
    @sudhakarm6335 Рік тому +32

    Very Nice Title of Report... 😂😂😂
    Badhiya Sundar Title of News.... Thanks to the Highest Highlighted Reporter... From the bottom of Heart❤💖 🇮🇳🇮🇳🇮🇳😂

    • @ourtraditional467
      @ourtraditional467 Рік тому +2

      ଲୋକେ ଖାଉଛନ୍ତି ବୋଲି ସେ maruchanti

    • @madhusmitamohanty1882
      @madhusmitamohanty1882 Рік тому +2

      ମୁଁ ଭି ସେଇୟା ଭାବୁଥିଲି।
      କେତେ କେତେ ଛେଳି ଙ୍କୁ ପ୍ରତିଦିନ katuthibe
      ତାଙ୍କୁ କେତେ କଷ୍ଟ ହେଉ ଥିବ
      ଭଗବାନ୍ ତାଙ୍କୁ ରକ୍ଷା କଲେ

    • @jaganathsuperfan
      @jaganathsuperfan Рік тому

      @@madhusmitamohanty1882 au semane maribeni, tanku kehi katibeni ???

    • @madhusmitamohanty1882
      @madhusmitamohanty1882 Рік тому +4

      @@jaganathsuperfan ନା
      ମୁଁ ଗୋଟେ ଛେଳି କାଟିବା ଦୃଶ୍ୟ ଦେଖିଥିଲି
      ତାର କରୁଣ ଚିତ୍କାର ଆଜି ଭି ଭୁଲି ପାରୁନି।
      ମୁଁ ତ ସେଥିପାଇଁ ଶାକାହାରୀ।
      This is my personal opinion

    • @jaganathsuperfan
      @jaganathsuperfan Рік тому

      @@madhusmitamohanty1882 mu B shakahari sister. Au tame thik step b neicha.Kintu bhabila ye loka dokan band heigale kn se cheli banchi jibe? Sabu tharu besi jiba hatya taw election au bahaghara , bhoji re hauchi. Sethi jie jete nov veg item dauchi sie sete bhala tahale ethi jibana chaleiba pain jane jadi noveg karo bikuchi se kemiti kharap hela. Hn sei kharap food bikuchi ki bhala bikichu seita alaga katha hele cheli budha nka abhisap kn? Tahale gote mrg pari pabitra kama jauthire re dui jana lokankara nua jibana arambha hauchi,ete jiba kahi ki mara hauchi. Election re ete jiba kahiki mara hauchi ... Au jie jete adhika maruchi sie sete adhika vote pauchi kahiki.

  • @iknow7753
    @iknow7753 Рік тому +20

    କର୍ମର ଫଳ ଅବଶ୍ୟ ପାଇବୁ

  • @mpmpmp1432
    @mpmpmp1432 Рік тому +4

    ଗରିବ ମାନଙ୍କ ଉପରେ ଅଭିଶାପ ପଡୁଛି

  • @manasmohanty5715
    @manasmohanty5715 Рік тому +6

    His income is more than 1 crore plus but he is not paying any tax.. Good decision by Govt.

  • @littlequeenrakhi
    @littlequeenrakhi Рік тому +2

    Ekdam right Katha

  • @laxmidhargouda6930
    @laxmidhargouda6930 Рік тому +3

    Right bhai.

  • @azimazim9370
    @azimazim9370 Рік тому +5

    ପଶୁ ପକ୍ଷୀ ମାନେ ଅଭିଶାପ ଦିଅନ୍ତି ନାହିଁ,
    ଏମାନେ ମଣିଷ ମାନଙ୍କ ସେବା ପାଇଁ ଉଦ୍ଦିଷ୍ଟ,

    • @madhusmitamohanty1882
      @madhusmitamohanty1882 Рік тому

      किसने कहा है???
      अल्लाह ने??

    • @azimazim9370
      @azimazim9370 Рік тому

      @@madhusmitamohanty1882
      सब प्राणी में से मनुष्य सर्व श्रेष्ठ प्राणी है, इसमें बुद्धि ज्ञान और समझने की ताकत है और मनुष्य ही सृष्टि रचयिता को ध्यान करते हुए अपने कर्तव्य का पालन करने में सफल है , और मनुष्य के लिए स्वर्ग और नर्क है, पशु के लिए नहीं,

    • @madhusmitamohanty1882
      @madhusmitamohanty1882 Рік тому

      @@azimazim9370 ऐसा नहीं है।
      जानवर को भी दर्द होता है,क्यों की उनमें भी जान है ।
      इंसान अपने स्वार्थ के लिए उन्हें क्यों कष्ट देते है?मैने सुना है उनकी चीख
      इसलिए मुझसे बर्दास्त नहीं होता।

    • @azimazim9370
      @azimazim9370 Рік тому

      @@madhusmitamohanty1882
      हर एक प्राणी में जीवन है, आत्मा सिर्फ मनुष्य में है, इस लिए आत्मा का सम्पर्क परमात्मा से है,

    • @azimazim9370
      @azimazim9370 Рік тому

      @@madhusmitamohanty1882
      आप को ए ज्ञान होने चाहिए मनुष्य से पहले प्रकृति ने जीव जगत बनाया उस समय से एक जीव अन्य जीव को खाकर अपना पेट भरता है, क्या प्रकृति को बनाने वाले में ज्ञान नहीं था ? आप के कहने के अनुसार ?

  • @jharanagouda6250
    @jharanagouda6250 Рік тому

    Wow very nice of title 👍

  • @tapankhuntia3602
    @tapankhuntia3602 Рік тому

    Exlent Right

  • @sarojvlogs9089
    @sarojvlogs9089 Рік тому +1

    ତମେ ତ ଜମା ଖାଉ ନଥିବ ଆଉ ଖାଲି ଛେଳି ବୋଦା ର ଅଭିଶାପ କଣ କିଶୋର ଉପରେ ଖାଲି ପଡିବ ଖାଇବା ଲୋକ ଉପରେ ଭି ପଦିବରେ

  • @kunakuna2692
    @kunakuna2692 Рік тому +1

    Bhala heichi

  • @gundichamohapatra8
    @gundichamohapatra8 Рік тому +1

    Bhala heichhi

  • @bhagyabiswa
    @bhagyabiswa Рік тому +16

    First of all it's a request to all Journalists and news Channels to improve your way of representing issues before public. Don't influence public with your opinions. Public or Government or the Hotel person is well aware of the situation and whose fault it is. So please upgrade your ways to present issues. What rubbish words you are using: Najar laagi gala, Abhisaap padi gala?! Is this how a reporter should report!!! 😡

    • @niranjanbarik7809
      @niranjanbarik7809 Рік тому +2

      Your word is right. His representation abolished all the reputation of this news chhanel who doesn't know how to represent infront of public

    • @jaganathsuperfan
      @jaganathsuperfan Рік тому +2

      U right 100 sister. All these word shouldn't use. Those people who r write this are they vegetarian??? Those r telling like this, those people are also insult other when they have not get nonveg item properly in any mrg ceremony also. We all eat, most of hotel and restaurant cooks non veg. ....,.....maximum nonveg item are made for election and marriage ceremony
      .. What about that.... ??
      People are giving vote to those people who give mutton and wine. Those who r support here they r aslo insult other for mutton in mrg.

    • @ashoksend1717
      @ashoksend1717 Рік тому

      khasi kukuda kandi kandi maruchanti au manisa kan hebe ? tus tas

  • @adas5493
    @adas5493 Рік тому +1

    Very nice

  • @user-eo4kt9iv8o
    @user-eo4kt9iv8o Рік тому +1

    ତମେ ସବୁ ଶଳେ ଆଉ କିଛି କାମ ନଥିଲା ଭଳି ଏ ବାଳ ନିଉସ କୁ ବାରମ୍ବାର ଦେଖାଓ

  • @ashribadhota2978
    @ashribadhota2978 Рік тому +1

    Yes

  • @simirsen3317
    @simirsen3317 Рік тому +5

    Berhampur ପିଢା hotel kebe seal ହେବ ସେଇଟି ଭି hiyigine maintaine ହେଉନି and ବହୁତ ଗନ୍ଧିଆ ପରିବେଶ ଭାଇ ଓ ଭଉଣୀ ମାନଙ୍କୁ request କି ସେଇଟା କୁ ଭି ଭାଙ୍ଗି ଦିଅ

    • @p.d.astudio9474
      @p.d.astudio9474 Рік тому

      Tame ta family ku posibata saibhalia khaicha tama ku jadi icha nahi jaoni

    • @p.d.astudio9474
      @p.d.astudio9474 Рік тому

      Tame jaiki deterjin powder au Sabu safa kariba jinisa daidia

  • @gourigouri2625
    @gourigouri2625 Рік тому +2

    Very nice 👊👊👊👏👏👏🦂🦂🦂

  • @sidhantagaming1871
    @sidhantagaming1871 Рік тому

    Hmm ରେ ନିୟୁଜ ଵାଲା ତୋ ମା ବୀଆ ମାଗିହା 😡😡

  • @Tusharsahu-wl6wg
    @Tusharsahu-wl6wg Рік тому

    👌

  • @arunkumarofficiall171
    @arunkumarofficiall171 Рік тому

    Right

  • @dhanirambhatra5499
    @dhanirambhatra5499 Рік тому

    Verygood

  • @mrdarthmaul8914
    @mrdarthmaul8914 Рік тому +44

    ଯାହା ଭି ହେଉ ଲୋକ ଟା ପରିଶ୍ରମୀ ଥିଲା।

  • @padmalochanmata5184
    @padmalochanmata5184 Рік тому +1

    Good bmc

  • @iknow7753
    @iknow7753 Рік тому +2

    1st କର୍ମ ଫଳ ଦୋକାନ ଭଗିଲା

  • @jagannathrao8557
    @jagannathrao8557 Рік тому +4

    acha se khaebaku dela abhisap Padilla jiye khaela ta upare padini

  • @harekrushnanayak997
    @harekrushnanayak997 Місяць тому

  • @prahaladsahu5406
    @prahaladsahu5406 Рік тому +1

    କଣ ବାରିପଦା ର ଗରମା ଗରମ ଠୁଁ ବେସି ଭଲ ? ବେଷ୍ଟ ମୋଟନ ଗରମା ଗରମ .

  • @prakashtarai896
    @prakashtarai896 Рік тому +1

    ଏଇଟା ରାଜନିତୀ ପଲଟିକାଲ ବାଲାଙ୍କ କାମ,

  • @byomakeshmishra4287
    @byomakeshmishra4287 Рік тому +2

    Kishore is a Brahmin. He should open veg Hotel.

  • @mixstar9046
    @mixstar9046 Рік тому +2

    Thik kotha....

  • @kapilashmajhi5106
    @kapilashmajhi5106 Рік тому

    ବେପାର ହେବା ଦେଖି BMC ଆଖି ପକାଇଲା
    ସlଆମେ ବିକିବାରେ ରେଟ କମ ଆଉ ଏବେ ସବୁ କିଣୀଲେ ଲାଗୁଛି gst ସରକାର କୁ ଜୁହାର

  • @odishayoutuber4042
    @odishayoutuber4042 Рік тому

    Nice

  • @F56980
    @F56980 Рік тому

    A1 ODIA MG

  • @manojmohanty55
    @manojmohanty55 Рік тому

    22 ଟା ପିଲା ରଖି ଦରମା ଦେଇ ବ୍ୟାପାର କରୁଥିଲା, govt କୁ tax ଦେବାକୁ, ଓ ଘର ଭଡା ଦେଇ license କରି ବେପାର କରିବାକୁ badhuthila

  • @mmstproductionhindi9547
    @mmstproductionhindi9547 Рік тому +1

    Ta voice Mo bando Vali laguchhi please tu background voice Deni Mo kana kharap heijiba

  • @iknow7753
    @iknow7753 Рік тому +9

    ପଶୁ ମାନଙ୍କ ଅଭିଶାପ ପଡ଼ିଲା

  • @ncaashiq7503
    @ncaashiq7503 Рік тому +3

    Bala thumbnail deuchha Tama nija character ku first Dekha tame kete motton kete chicken 🐔 marki khaichha next Anya lokanka bisayare kahiba

  • @nalejajena5190
    @nalejajena5190 Рік тому +1

    Very good idea

  • @simaranisahoo3931
    @simaranisahoo3931 Рік тому

    Vala heichi 😁😁😁😁😁

  • @banamalibehera8781
    @banamalibehera8781 Рік тому +1

    100% RIGHT NIRIHA CHHELINKU
    MAARI KHHAIBA KAN THIKKI.
    OFFICERMANETA KHAIBE KARAN SEMANETA ANYAYA UPURI KARI KHAILE DINE PHALA BHOGIBE.

  • @akkamit1991
    @akkamit1991 Рік тому

    Mutton curry re food colour bahut pariman re dia jauchi

  • @rajendramallick7554
    @rajendramallick7554 Рік тому +1

    😭

  • @subashdas5642
    @subashdas5642 Рік тому

    Thik katha. Brahmana hoi ki chandala kama.

  • @onedayyouandme3268
    @onedayyouandme3268 Рік тому +4

    Thumbnail pura thi achi🙏

  • @santoshpuhan8081
    @santoshpuhan8081 Рік тому +1

    May be.😁😁😁😁😁

  • @PSP453
    @PSP453 4 місяці тому

    Babu gote Katha manerakha ja bhitare bhagwan kuti kuti ku talent bharichhi na se mati ku dharile suna heijae baaki rahila Kishore Bhai bahut jaldi bhala sambada nischaya Miliba.jai jagannath

  • @biswajitmishra3461
    @biswajitmishra3461 Рік тому

    kishore bhaina buli buli khali gehila

  • @sanjibkumar5012
    @sanjibkumar5012 Рік тому +1

    Ki dialog ma reporter bhainka.... Kalinga gananatya waiting 4 u

  • @bijaynayak349
    @bijaynayak349 Рік тому

    ଆରେ ଭାଇ ତମର ଜଦି ପାବାର ଅଛି ବଡ ବଡ ଦୁକାନ ଦେଖ ଯଉଠି କମ ପଇସା ରେ ମିଳୁଛ ତମର କାହିକି ଫାଟୁଛି

  • @chakradharmaharana2778
    @chakradharmaharana2778 Рік тому

    ଭିଭଲକାମ କରୁଥିଲାତ ହାଆଲା କରୁଛନ୍ତି ଟେଷ୍ଟ ଆଗରୁ ଆଗରୂ କରିବାକଥା

  • @kunaemil8246
    @kunaemil8246 Місяць тому

    Ma giha khiparbu ki five star hotel r nam kan odisare.

  • @somamunda7378
    @somamunda7378 3 місяці тому

    Jia katuthile khasi tahaku ovisap no podi kishar bhaiku konpai ovisap

  • @chittaranjanray6449
    @chittaranjanray6449 6 місяців тому

    Motton khai lokanka mana indriya control re rahibanahi samane bhool kaeba jiba hatyara papa lagiba ta pare narka re padiba

  • @gopinathnaik7905
    @gopinathnaik7905 Рік тому

    Kahuchanti pasu manankara abhisapa Padila jadi bikiba loka upare abhisapa Padila kn khaiba loka upare abhisapa padiba nahi.anyaya karuthiba lokara jetiki dosa nuha anyaya heuthibara drusyaku dekhi palauthiba lokara adhika dosa.

  • @foddiearray1870
    @foddiearray1870 Рік тому +1

    Heithai pare kintu ......se bikuchanti boli abhisap padila au jou mane khaicha..prati 10 re 8 ghara non-vegetarian thibe ..odia ghare gote baha ghare quntal quntal mutton chicken heuthiba ..barajatree manakra demand bhi mutton rahuchi...ta ?se au papo nuhe

  • @manojmantraa
    @manojmantraa 2 місяці тому

    ragiba nahi gote katha kahuchi, kishore bhai hau ki aau kehi hau tankara jadi prasansa ra video karibara achi tahale separi video kemiti karanti daya kari sikhantu. aau gote katha aaji jadi kishore bhaina dokan ra jaha abasta hela sethi pain media bala madha kichi parimana re daye.

  • @suryapati7069
    @suryapati7069 Рік тому

    30years kale kana generation pare pare generation govt place karibe ki..he will every place can do .. balasore NH side karu

  • @lipunshorts7729
    @lipunshorts7729 Рік тому

    Bhai garib lok jana kale bi kharap aaye bad lokar hotel ni chale antha hi karbe

  • @samasya_samadhana
    @samasya_samadhana Рік тому

    🦀🦀🦀🦀🦀🦀🦀🦀 people don't like independent and entrepreneur, our people like to migrant workers...

  • @sangitaodiavlog944
    @sangitaodiavlog944 Рік тому

    Sei gote news

  • @user-sn2sy3mi5t
    @user-sn2sy3mi5t 4 місяці тому

    🤔🤔🤔Are bhai news kahuchu😎😎 nafull jatra party karchu🤓🤓🤓

  • @user-mo6jr3sc4p
    @user-mo6jr3sc4p 2 місяці тому

    ଏ ମିତି ଝୋଳ ହବ ମଣିଷ

  • @gourangasahusahu
    @gourangasahusahu 10 місяців тому

    ଏତେ ଖାସ୍ ନୁହଁ

  • @sukantakumarpanda9395
    @sukantakumarpanda9395 Рік тому

    ନୂଆ ଦୋକାନ ତ କଲେ
    ବ୍ୟବସାୟ ପୂଣି ମାଲା ମାଲ

  • @dilipsatapathy1658
    @dilipsatapathy1658 3 місяці тому

    PLEASE TELL SWEETEST VOICE I DIS YOUR VOICE AND ANALYZING

  • @sabitrivisionbhubaneswar1121

    👍right bhai loka bhoka bikalare kuchi bhai khaile bhai lage

  • @akashkumarsahoo678
    @akashkumarsahoo678 Рік тому +2

    Taa mane taa naa re chheli murder case bi achhi 🤣🤣

  • @abharanipatnaik1117
    @abharanipatnaik1117 Рік тому +2

    Sabu bele kansei sukhare dino katiparibani.cheli machho gai kukuda khaiba Loko kebe b sukho paibeni.mokhyo paibeni.sabo khanti ashuro mani

  • @iknow7753
    @iknow7753 Рік тому +2

    କିଏ ଆଗ ତ କିଏ ଟିକେ ସମୟ ଲାଗିବ

  • @amitavshreya
    @amitavshreya Рік тому

    Very Nice title. If you sell at Rs. 150/- per plate then more people will eat then more goat 🐐 will be killed by Kishore to make more money. It's really that "Abhisap" of Animals for which his bad period has started. It's time now for him to change and repay back to society by helping needy people but not by giving free mutton Curry to UA-cam vloggers...

  • @rohanbehera5768
    @rohanbehera5768 Рік тому

    Are bhai aita cheli ra abishap lagini bhai jahara jauta khaiba jinisa se seta nischaya khaiba sapa benga na khaiba manisa cheli kukuda khaibe jahar khadya jaita se ta seta khaiba na

  • @kaliya6988
    @kaliya6988 Рік тому

    Hi

  • @zaikapalace8239
    @zaikapalace8239 Рік тому

    ତୁମ ଶଳାଙ୍କର କାମ ଧନ୍ଦା ନାହିଁ କି

  • @techconcepts4you850
    @techconcepts4you850 Рік тому +2

    Ebe cheli to mansa khaibe mgh. Kete innocent animals nku marichu idt? Good decision by bmc

  • @ajayaverinicemalick5089
    @ajayaverinicemalick5089 Рік тому

    ଆରେ ଭାଇ ପତର ପଡିବ ନି କି ଚୁଲି ଜଳିବନି

  • @timepasscreative6794
    @timepasscreative6794 Рік тому +1

    Odisa re nuho only Bhubaneswar ilaka kuhontu Morton khaibaro ochito Mayurbhanj aso khaiki hato sunghibo pura record

  • @madhubratasamal4198
    @madhubratasamal4198 3 місяці тому

    Vagaban sabu dekhuchhanti,jia jemiti kariba,se semiti paaiba🙏

  • @laxmibaidas5866
    @laxmibaidas5866 Рік тому

    Kia khauna ki je tanka upare abhisapa padiba. Lokara najar padila

  • @akkamit1991
    @akkamit1991 Рік тому

    Age se news reporter ku badao

  • @grandmaster2640
    @grandmaster2640 Рік тому

    He