Sir pranaam swikaar karantu. Mu apankara praya sabu videos ku dekhe.ananda re akhi ru ashru bahijae. Kintu sir dukha etiki je mu nijara doubt pacharipareni apananku ei aadhyatmika katha upare. Sir daya Kari apana nijara gote UA-cam channel open kariki ama samastanka sahita apanka knowledge share karantu. Sir please. Because janena kahinki kintu apanka mukharu esabu katha sunibaku tk besi vala Lage mo antaraatma ku 🙏🙏🙏🙏🙏🙏🙏❤️❤️❤️❤️❤️❤️❤️
❤ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻
Jay maa bimala
ମଣିମା ମୋ 🙏🙏
ମା ଲୋ ତୋ ଆଶ୍ରିବାଦ ଥାଉ ଲୋ ମା, ଟିକେ ଶ୍ରୀ କ୍ଷେତ୍ର ରେ ବାସ ଖଣ୍ଡେ ଦେ ମା, ଯେମିତି ମୋ ମଣିମା ଙ୍କୁ ମୁଁ ନିତ୍ୟ ଦର୍ଶନ କରିବି ଲୋ ମା, ମୋ ଜୀବନ ଧନ ପରା ସେ ଲୋ, ମୋ ପ୍ରାଣ 😭😭😭
🌺🌿🌺জয় মা বিমলা🌺🌿🌺
🌿🌺🌿জয় মা বিমলা🌿🌺🌿
🌺🌿🌺জয় মা বিমলা🌺🌿🌺
Sir apanka prabachana mu gote miss karini apanku dekhibaku chaunchi
କି ମୋହ ରେ ପକେଇଚି କେଜାଣି l ତା ଛଡା ଆଉ କିଛି ଭଲ ହିଁ ଲାଗୁନି 😭😭କେବଳ ସେଏ ଆଉ ସେ 🙏🙏🙏
ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️..
ମହାପ୍ରଭୁ ମହାବାହୁ ହେ , ମୋ କୋଟି କୈବଲ୍ୟ ନାଥ ମୋ ମଣିମା ଙ୍କ ପଦ୍ମପାଦ ରେ କୋଟି କୋଟି ଦଣ୍ଡବତ 🙏🌹🙏
ମା ରାଜ ରାଜଶ୍ୱରୀ ଶ୍ରୀକ୍ଷେତ୍ର ଅଧୀଶ୍ଵରୀ ମାଆ ବିମଳା ଙ୍କର ପଦ୍ମପାଦ ରେ ଅନନ୍ତ କୋଟି ଦଣ୍ଡବତ 🙏🌹🙏..
❤❤
🙏❤️🙏 ଆଶୁତୋଷ ଭାଇ ଙ୍କୁ ମହାପ୍ରଭୁ ସଦାସର୍ବଦା ଆଶୀର୍ବାଦ କରନ୍ତୁ 🙏❤️🙏
ହେ ମଣିମା ମହାବାହୁ,ତୁମ କୋମଳ ଶ୍ରୀ ଚରଣ କମଳ ରେ ଅନନ୍ତ କୋଟି ପ୍ରଣାମ 💗🙏💗
ମୋ କାଳିଆ ଆଉ ମା ବିମଳା, ଏତେ ନିର୍ଲଜ ଜଗତରେ ମିଳିବେନି ଜାହକୁ ଭଲ ପାଇଯିବେସେ ଅଭିମାନ ରାଗ କଲେ ଜାଚି ହୋଇ ତାପାଖକୁ ଜିବେ, କାଳିଆରେ ତୋତେ ଦେଇଥିବା କଥା ତୋତେ ଭୁଲିଯାଇଚି କ୍ଷମା କରିଦବୁ 🙏🌹🌹♥️
ମୋ ମହା ପ୍ରଭୁ ଜଗନ୍ନାଥ ଧନ
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ମା' ବିମଳା, କମଳା 🙏🙏🙏
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମହାରାଜା
ଏ ସବୁ ଶୁଣି ବହୁ ଆନନ୍ଦ ଲାଗୁଛି। ଜୀବନ ଧନ୍ୟ ମନେ ହେଉଛି। ବକ୍ତା ମହଶୟ, କୁଟି ଜୁହାର।
Sir pranm jay shree jaganath
ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଶରଣ ତବ ପାଦ ପଦ୍ମ ହେ ମହାବାହୁ ଏତିକି କରୁଣା ହେଉ ଜଗତ କଲ୍ୟାଣ ହେଉ ମଣିମା ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ। ଜୟ ଶ୍ରୀକୃଷ୍ଣ ଶରଣ ଜଗନ୍ନାଥ।
Jay Jagannath ❤❤❤❤❤
ଜୟ ଜଗନ୍ନାଥ, ଏ ସବୁ ଶୁଣି ବହୁ ଆନନ୍ଦ ଲାଗୁଛି। ଜୀବନ ଧନ୍ୟ ମନେ ହେଉଛି। ବକ୍ତା ମହଶୟ, କୁଟି ଜୁହାର।
Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭😭😭😭 aapan nka mukharu katha sunibaku wet karithaya sabu bele kete bele aau gote Jagannath katha sunibaku miliba aapan nku Mora pranam 🙏
ହେ କୋଟି ହୃଦୟର ପ୍ରାଣ ସ୍ପନ୍ଦନ,ଜୀବନ ଧନ!ସବୁବେଳେ ତୁମେ ଭଲରେ ଥାଅ ମଣିମା।ପ୍ରତି ମୁହୂର୍ତ୍ତରେ ତୁମରି ସାନିଧ୍ୟତା,ତୁମକୁ ଝୁରିବାର ବ୍ୟାକୁଳତାରେ ଭରିଦିଅ ଏ ଜୀବନ।ମହାପ୍ରଭୁ ହେ,ତୁମ ବିଶାଳ ମହାବାହୁର କୃପା ଶୀତଳ ଛାଇରେ ଆଶ୍ରା ଦେଇଥାଅ ତୁମ ପ୍ରାଣପ୍ରିୟ ବାଣୀ ସେବକ ଆଶୁତୋଷଙ୍କୁ।ପ୍ରଭୁପ୍ରେମୀ,ସାରସ୍ଵତ ସ୍ରଷ୍ଟା ପୂଜ୍ୟ ସାମନ୍ତ କର୍ମାଙ୍କୁ ଶତ ଶତ ପ୍ରଣାମ🙏💗
Ñj ji
Jay ma Bimala kotikoti pranam
ହେ ମଣିମା ଶରଣ ଶରଣ ଶରଣ ଅନନ୍ୟ ଭକ୍ତି ଦିଅ ମହାପ୍ରଭୂ ଜଗତ ମଙ୍ଗଳ ହେଉ 🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ହରିବୋଲ ଜୟ ମା ମଙ୍ଗଳା
.
ଗାୟକ ମହାଶୟ ଙ୍କୁ ଜୟ ଜଗନ୍ନାଥ 🙏
ହେ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମରେ ଅନନ୍ତ୍ କୋଟି ପ୍ରଣାମ ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ, ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏
ମହାପ୍ରଭୁ ସବୁ ତମେ ସବୁ ତମେ ସବୁ ତମେ 🙏🙏🙏🙏🙏 ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏🙏🙏🙏🙏
ମହାଶୟ ଆପଣଙ୍କୁ ପ୍ରଣାମ 🙏
🙏ଜୟ ମା ବିମଳା ମା ଜୟ ଜଗନ୍ନାଥ ମହାପ୍ରଭୁ 🙏
ଦୁଃଖ ନିବାରି ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ
ତୁ ଅଟୁ ଦରିଦ୍ରଙ୍କ ଧନ ତୋ ତତ୍ତ୍ୱ ବୁଝେ ଜ୍ଞାନୀ ଜନ 🙏🏼❤🙏🏼
🙏❤️🙏 ଜୟ ମା ବିମଳା ଙ୍କର ଜୟ ହେଉ 🙏❤️🙏
ଧନ୍ୟବାଦ,, ଆଶୁତୋଷ ବାବୁ. ଏମିତି କହୁଥାଆନ୍ତୁ ❤️❤️
ମା..🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏
Very much interesting and much needed in day to day life this type things and at the end the song is heart touching 🙏🙏
Jay jagannath Swami Nayana patha gami bhava tume 🙏🙏🙏
ସତ ରେ ମହାପ୍ରଭୁ ଆମ ଆଶୁତୋଷ ବାବୁ ଙ୍କୁ ଏପରି ଆଶୀର୍ବାଦ କରି ଥାଆନ୍ତୁ ସେ ଏପରି ତାଙ୍କର ଅପୂର୍ବ ଗଭୀର ଜ୍ଞାନ ଏବଂ ମହଭବରେ ଆମକୁ ପ୍ରଭୁ ଙ୍କ ବିଷୟରେ ସତସଙ୍ଗ ବାଣୀ ଶୁଣାଇ ଧନ୍ୟ କରୁ ଥାଆନ୍ତୁ
ଜୟ ମହାପ୍ରଭୁ 🙏🏻🙏🏻🙏🏻
Jay jagannath🙏😭jay maa bimala
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏
Ashutosh bhai apananka mukharu jaga katha sabu mitha laguchi apananku Jagannath maha prabhu sarbada khusire rakhantu❤❤❤
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙌🙌
Jay Jagannath Swami Nayana Patha Gami Bhaba Tume 🙏🏻 ♥️
Jay jagannath swami 🙏🙏🙏🙏🙏
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ହରି ଓଁ ଶଙ୍କର ମହାପ୍ରଭୁ ସରଣମ
Jay jay jaganath ❤️❤️🙏❤️❤️sir pranam 🙏🙏 jay maa bimala 🌸🌼💐💐🌼🌸💗💗💗💗🙏🙏🙏🙏🙏🙏
Jaya Jagannath mahaprabhu🙏🙏🙏🙏
Mo kala thakura🙏🙏😘😘😭😭
Jai Jagannaatha swami nayana patha gami bhaba tume
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🌺
Jay jay Shree Krishna Jagannath swami Nayan patha gami vabatu me 🙏🌹🙏🌹🙏🌹🙏🌹🙏🌹🙏
ଜୟ ଜଗନ୍ନାଥ, ଜୟ ମା ବିମଳା
Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏🙏
Jay shree Jaganath Swami Nayana patha gami bhaba tume 🙏🙏🌹🌹🌹 Bhai apanku pranam 🙏🙏🌹 Jay jay Mahaprabhu Jay jay Mahaprabhu 🙏🙏🌹🌹🌹
Hey mahaprabhu tumaku koti koti pranam prabhu..jay jaganath
Jay maa Bimal.
Jay Jagannath 🙏🙏🙏🙏
Jaya Sree Jagannatha Swami Jaya Jaya Jgata Janani Maa Bimala Debi Maa Jaya
🙏❤️🙏 ଅତି ସୁନ୍ଦର ଉପସ୍ଥାପନା 🙏❤️🙏
ଅତି ସୁନ୍ଦର ଏବଂ ମଧୁର ବଚନ ଆପଣଙ୍କର 🙏
ମୋ ବାପା ମହାପ୍ରଭୁ ଜଗନ୍ନାଥ ସ୍ଵାମୀ ଙ୍କ ର ଜୟ ହେଉ....🙏🙏🙏
Jay jagarnath swami Nayan path gami bhaba tume 🙏🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ🙏 ଜୟ ଶ୍ରୀ ଜଗନ୍ନାଥ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
Thank you very much for sharing the nice story
ମାଆ🌺🌺🌺🌺🌺🙏🏻
Manima❤️🙏
ମଣିମା ହେ.... 🙏
🙏🙏🙏Jay Jagannath Mahaprabhu 🙏🙏🙏
ଜୟ ହଉ ଜଗନ୍ନାଥ ମହାପ୍ରଭୁଙ୍କର🙏🙏
ଜୟ ଜଗନ୍ନାଥ 🙏🙏
Bahut badhia lagila, nice song, Jai Sri Jagannath
Jai Durgamadhaba mahaprabhu
Jay Jagannath Swami 🙏🙏
Jay jagannath swami nayana patha gami vaba tuma 🙏 🙏 🙏 🙏 🙏
Aahe jagannath 🙏🙏
He mahaprabhu 🙏🙏🙏🙏
Jay Jagannath maha pravu 🙏🌈🌟✨💌💫💟💕
Jaya jagannath swami ji ki jai ho
Sri mahaprabhu apanku bhalre rakantu
Sir pranaam swikaar karantu. Mu apankara praya sabu videos ku dekhe.ananda re akhi ru ashru bahijae. Kintu sir dukha etiki je mu nijara doubt pacharipareni apananku ei aadhyatmika katha upare. Sir daya Kari apana nijara gote UA-cam channel open kariki ama samastanka sahita apanka knowledge share karantu. Sir please.
Because janena kahinki kintu apanka mukharu esabu katha sunibaku tk besi vala Lage mo antaraatma ku 🙏🙏🙏🙏🙏🙏🙏❤️❤️❤️❤️❤️❤️❤️
ଜୟ ଜଗନ୍ନାଥ
Jay Jagannath Jay anata ho 🙏🙏🚩
Jay Jagannath Mo Mahaprabhu Nkara Jay Hau Mo Kalia Samanta
🙏🙏🙏..
Suravimohantijayjaykaliy🌺🙌🌹🙌🌹🙇♂️🙇♀️
Jay Jagannath 🙏
Jayajagannatha
Jay jagannatha, 🙏🙏🙏🙏Apanku🙏🙏🙏
Jay jagannatha
Radhe Radhe 🙏 Jay Jagannath 🙏 Jay Gopal 🙏❤️❤️🌹🙏🙏🙏
Jay shree jagannath 🙏
Aahe mahaprabhu tk krupa kara 🙏
Gayaka mahasaya bahut sundar gayile. Jagannath mahaprabhu tanku ashirbad karantu. Mora binati .
Asutosh babu apana sansre thila paryata aea miti maha pravunka bisayre kahuthibe ambhe suni akhiru asru gdauthibu.jaijajaganatha....
Ashutosh sir🙏🙏
Jai jagannath swami
Jay jagannath ⭕‼️⭕
MO Jagannath swami
Jaya garnatha
Jai jagannath jai mohaprovu
Sir apanaku Mora pranam pravu jagarnatha nka katha kahuthibaru more pravu sastankara mangala karantu🙏🙏🙏🙏🙏❤️❤️❤️😭🙏
🙏🙏🙏
Jaya jaganntha
Jay Jagannath thanks sir