Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ବାବା ନିରାଟ ସତ କହିଛି ବିଧବା ମା କାହିଁକି ବିବାହ କର୍ମରେ ଆଶୀର୍ବାଦ ଦେଇ ପାରିବେ ନାହିଁ ।ସିଏ ବି ଜଣେ ମା ସେ ଆଶୀର୍ବାଦ ଦେଲେ କ୍ଷତି କଣ ହେବ । କେତେ ଜଣଙ୍କର କ୍ଷତି ହେଇଛି ।କଣ ପ୍ରମାଣ ଅଛି ।
ଅଳ୍ପ ପ୍ରଶ୍ନ ପଚରାଯାଉ, ସମ୍ପୂର୍ଣ ଉତ୍ତର ଶୁଣାଯାଉ। ଉତ୍ତର ସରିବା ପୂର୍ବରୁ ଆଉ ଏକ ପ୍ରଶ୍ନ ନ ପଚାରନ୍ତୁ।
ସେଥିପାଇଁ ମୁଁ ମାନସଙ୍କୁ ପସନ୍ଦ କରେନି
Right
ହେଁ.. ହଁ..... ହାଁ... କହିବା ବଦଳରେ ଆଜ୍ଞା.. ଆଜ୍ଞା.. ବୋଲି କହିଲେ ଭଲ ହୁଅନ୍ତା ମାନସ ବାବୁ l
ପୁରା ଠିକ
ଏମାନେ ପରା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ତେଣୁ ମଣିଷ ନୁହନ୍ତି ବୋଧେ ?😅😅
R8
ମାନସ ବାବୁ ଙ୍କ ର ପ୍ରଶ୍ନ କରିବାର ଶୈଳୀ ଆତି ସୁନ୍ଦର, କୃଷ୍ଣ ଙ୍କ ସମୟରେ ଯୁଦ୍ଧ ଆଉ ବର୍ତମାନ ବିଶ୍ୱର ଯୁଦ୍ଧ ପ୍ରଶ୍ନ ଟି ଆତି ଆକର୍ଷଣୀୟ
ବଳିଆ ବାବା ଜଣେ ତଥାକଥିତ ବାବା ନୁହନ୍ତି, ସେ ଜଣେ ମହାନ୍ ସମାଜ ସଂସ୍କାରକ
Excellent discussion.
Pranam GuruJi ❤❤❤❤❤
Good interview thankyouverymuch
ଜୟ ପଦ୍ମଶ୍ରୀ ବାବା ବଳିଆ।🙏🙏🙏🙏🙏
ବହୁତ ସୁନ୍ଦର
କର୍ମଯୋଗୀ ପରମ ସେବକ ବଳିଆଙ୍କୁ ଅଜସ୍ର ପ୍ରଣାମ ଜଣାଉଛି।
Best Interview Manas bhai
My mother's blessing। Continue for me till day
Excellent answers given by Baba balia. The advice given by Baba is acceptable. I bestow my head seeking blessings from Baba.
😊😊
କି ଅଲାଜୁକ ପ୍ରଶ୍ନ ପଚାରୁଛନ୍ତି ଆଜ୍ଞା ମାନସ ବାବୁ😅ଆଗ ଭଗବାନ ଆସିଲେ😊ଆପଣ ଜାଣିନାହାନ୍ତି। ଭଗବାନ ଶବ୍ଦ ପରେ ଆସିଲା ଆଗ ଆସିଲା ଓଁ। ଓଁ ରୁ ଜାତ ବିଷ୍ଣୁ ଭଗବାନଙ୍କ ନାଭି ରୁ ବ୍ରହ୍ମଦେବ ଙ୍କ ଜାତ 😊 ବ୍ରହ୍ମା କହିଲେ ମୁଁ ବଡ଼ ବିଷ୍ଣୁ କହିଲେ ମୁଁ ବଡ଼ ଦୁହେଁ କଳହ ଲାଗିଲେ । ବିଷ୍ଣୁ କହିଲେ ଯେଉଁଥିରୁ ଆମ ଦୁଇ ଜଣଙ୍କ ଜାତ ତାଙ୍କ ପାଖକୁ ଯିବା ଯେଉଁ ଓଁ ନାମକ ପିଣ୍ଡ ରୁ ସେମାନେ ଗଲେ ମହାଦେବ ତାଙ୍କ ଲିଙ୍ଗ ରୂପୀ ଓଁ ରେ ଥିଲେ ଶାଳଗ୍ରାମ ଦେଖିବାକୁ ଲାଗୁଥିଲା ତାଙ୍କୁ ପଚାରିଲେ ଆପଣଙ୍କ ଠୁ ଆମ ଦୁଇ ଜଣଙ୍କର ଉତ୍ପତ୍ତି ଆପଣ କୁହନ୍ତୁ ଆମ ଭିତରୁ ବଡ଼ କିଏ😊ସେ କହିଲେ କି ତୁମେ ଦୁଇ ଜଣ ମୋ ଉତ୍ପତ୍ତି କେଉଁଠୁ ଆରମ୍ଭ ଦେଖ ଆଉ କେଉଁଠି ମୋର ଶେଷ ତାଙ୍କୁ ବ୍ରହ୍ମl ଆଉ ବିଷ୍ଣୁ ଖୋଜିଲେ 😊300 ବର୍ଷ କିନ୍ତୁ ବିଷ୍ଣୁ ପାଇଲେ ନାହିଁ😊 ବ୍ରହ୍ମା କେତକୀ ଫୁଲ କୁ ଡାକି କହିଲେ ତୁ ମୋ ମିଥ୍ୟା ର ସାଥ ଦେବୁ ମୁଁ ପଚାରିଲେ ତୁ କହିବୁ ହଁ ୟେ ଓଁ ରୁ ଉତ୍ପତ୍ତି ମୁଁ ଦେଖିଚି ବିଷ୍ଣୁ ଙ୍କୁ ପଚାରିଲେ ସେ କହିଲେ ମୁଁ ଆପଣଙ୍କର ଉତ୍ପତ୍ତି ଦେଖୀ ପାରୁନାହିଁ ଆପଣ ଅନାଦି ଅଭୂତ ନ ଆଦି ଅଛି ନା ଅନ୍ତ ।ଆପଣ ନିରନ୍ତନ 😊 ବ୍ରହ୍ମା ଙ୍କୁ ପଚରା ଗଲା ସେ କହିଲେ ମୁଁ ପାଇଗଲି😂 କେତକୀ ଫୁଲ ସାକ୍ଷୀ ଅଛି । ଓଁ ରୁ ଆଦି ବୈରାଗ୍ୟ ରୁପ ବିଭୂତି ଲୋଚନ ମହାଦେବ ତାଙ୍କ ଶରୀର ରୂପ ରେ ଆସି କହିଲେ ବ୍ରହ୍ମା କେତେ ବଡ଼ ମିଛ କହୁଛନ୍ତି ଆପଣ 😊ଆପଣଙ୍କ ଅହଙ୍କାର ପାଇଁ ମୁଁ ଅଭିଶାପ ଦେଉଚି ଆପଣଙ୍କ ପୂଜା କେହି karibe ନାହିଁ 🙏।ଆଉ ମୋ ପୂଜାରେ କେବେବି ୟେ କେତକୀ ଫୁଲ ବ୍ୟବହୃତ ହେବା ନାଇ😊 ଓଁ ରୁ ମହାଦେବ, ସେ ଓଁ ରୂପୀ ପିଣ୍ଡରୁ ଭଗବାନ ବିଷ୍ଣୁ ଙ୍କ ଜନ୍ମ ଏବଂ ତାଙ୍କ ନାଭି ରୁ ବ୍ରହ୍ମଦେବ ଙ୍କ ଉତ୍ପତ୍ତି😊ହର ହର ମହାଦେବ ସୃଷ୍ଟି କର୍ତ୍ତା 😊
Very nice question & Very nice answer Many many thanks to Baba & News editor.
Koti koti Pranam Guruji
Mo baba 🙏
ଏ ଜଣେ ଦାର୍ଶନିକ କିମ୍ବା ଉତ୍ତମ ସାମାଜିକ ବ୍ୟକ୍ତି ହୋଇ ପାରନ୍ତି କିନ୍ତୁ ଜଣେ ସାଧୁ ସନ୍ଥ କିମ୍ବା ଆତ୍ମଜ୍ଞାନୀ ମହାପୁରୁଷ ନୁହନ୍ତି ଏଣୁ ନିଜ ମତ ହିଁ ପ୍ରତିପାଦନ କରୁଛନ୍ତି
Sadhu,santh maane uttam charitra o vichar thiba vyakti...
Pranam Baba🙏you are best also 👍👍❤❤❤❤❤❤❤
Jai gurudev
Very miracle questions. Thanks Manas Babu.
Jay gurudevSundar katha.....
ପ୍ରଶ୍ନ ପଚାରିବା ଶୈଳୀ ଖୁବ ଭଲ ଏବଂ ବାବା ବଳିଆଙ୍କର ଉତ୍ତର ଦେବା ଶୈଳୀ ମଧ୍ୟ ବହୁତ ଭଲ l ବାବା କେତେକ ପ୍ରଶ୍ନର ଯଥାର୍ଥ ଉତ୍ତରଜୁ ଚତୁରତାର ସହିତ ମଧ୍ୟ ଏଡ଼େଇ ଦେଇଛନ୍ତି ଅଯଥାରେ ଅପ୍ରିୟ ନହେବା ପାଇଁ l ବାବା ଜଣେ ସମାଜ ସସ୍କାରକ ଏବଂ ନୀତିନିଷ୍ଠ ଆଧ୍ୟାତ୍ମିକ ବ୍ୟକ୍ତି l ଓଡ଼ିଶାରେ ତୁରନ୍ତ ମଦ ବିକ୍ରି ବନ୍ଦ ହେବା ଉଚିତ l
ସର୍ବ ଧର୍ମ ର ସମନ୍ୱୟ ବାବା ବଳିଆ ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରାରେ
Jay Jagannath
Good morning baba,you are great,your words are truth.
ଜୟ ଶ୍ରୀ ଗୁରୁ ଦେବ 🙏🙏🙏🙏
ଭଲକଥା❤❤❤❤❤❤❤❤❤❤❤❤❤❤❤❤❤❤
Nice interview ❤
🙏🙏🙏🙏, jai Gurudev
ଜୟ ଜଗନ୍ନାଥ ଜୟ ସନାତନ ଧର୍ମ
ସୁନ୍ଦର ଉପସ୍ଥାପନା
Jaygurudevsisuanantabababaliacharantalesaran kotikotipranam janauchi
Jay Gurudev 🙏 jay shree Jagannath ♥️🙏
ବାବା ଆପଣଙ୍କୁ ଦଣ୍ଡଵତ ପ୍ରଣାମ 🙏🙏🙏🙏
Ati sundar prassna o uttar
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ବାବାବଳିଆ ।❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😂😂😂😂😂
Pranam Guru Dev 🙏💐
My Gurudev My Lord
Pranam sir❤❤❤🎉
Bhai vvv good
Balia baba really great Sanatani
ଅତି ସୁନ୍ଦର ବାର୍ତ୍ତା ବାବା ବଳିଆ ଙ୍କର ଦେଶ ବାଶିଙ୍କ ପାଇଁ
Nice interview
Jay Gurudev❤❤❤
Very practical scientifically statement.
❤❤Baba Good Morning God Bless bless You .Jai Jagannath ❤❤❤❤❤❤
ଜୟ ଶିଶୁ ଅନନ୍ତ🙏🏻ବାବା ବଳିଆ🙏🏻
ବାବା ଜୟଗୁରୁ 🙏🙏
Jay Jagannath 🙏🙏🙏🙏❤️❤️❤️
ଜୟ ସନାତନ
ନିଶ୍ଚିତ. ମତ ବଦଳାଉଛି
ଜୟ ବାବା ବଳିଆ ସାକ୍ଷାତକାର ବାର୍ତ୍ତାଳାପ ବହୁତ୍ ଭଲ ଲାଗିଲା ମାତ୍ର news room ରେ ସାକ୍ଷାତ ଭଲ ଲାଗୁନି ପଛ ପଟେ କର୍ମଚାରୀ ମାନେ କାର୍ଯ୍ୟରତ ସତ ଲାଗୁଚି ଯେମିତି ପଦ୍ମଶ୍ରୀ ବଳିଆଙ୍କ ସହିତ ବାର୍ତ୍ତାଳାପ ତାଙ୍କ ପାଇଁ ଗୁରୁତ୍ବ ନାହିଁ କେବଳ ଲୋକକୁ ଦେଖାଇ ବା ପାଇଁ । ଏ style ହୁଏ ତ ଲୋକମାନଙ୍କୁ ଭଲ ଲାଗୁଥିବ ମୋତେ କିନ୍ତୁ ଭଲ ଲାଗୁନି କେବଳ ବାବାବଳିଆଙ୍କ ସାକ୍ଷାତ୍ ନୁହେଁ news room style.....
🙏🙏🌹ପ୍ରଣାମ. ଜୟଗୁରୁଦେବ
Jay jagannath🙏🙏🙏
ସାମ୍ବାଦିକ ମହୋଦୟ ଖୁବ ଭଲ ପ୍ରଶ୍ନ କରୁଛନ୍ତି l ମୋର ଅନୁରୋଧ ଗୋଟେ ପ୍ରଶ୍ନ ମୋ ମନରେ ଆସୁଛି ଆମ ଧର୍ମ/ଶାସ୍ତ୍ର ରେ ଯେଉଁ ମନ୍ତ୍ର ଅଛି ତାହା ସମାଜର କାହା ଉପକାରରେ ଆସୁଛି l ଆମ ଭାରତରେ ସେବୁ ବିଭାଗର ଦେବା ଦେବୀ ଅଛନ୍ତି ହେଲେ ଅନ୍ୟ ଦେଶ ମାନେ ସେବୁ କ୍ଷେତ୍ରରେ ଆଗୁଆ କାହିଁକି ଲମେ ଆମ ଦେବା/ଦେବୀ ଙ୍କୁ ପୂଜା କରୁଛେ ହେଲେ ଅନ୍ୟ ଦେଶକୁ କାହିଁକି ସେବୁ କ୍ଷେତ୍ରରେ ଆଗକୁ ନେଉଛନ୍ତି l ଏହାର ଉତ୍ତର କେହି କହିବେ କି?
Debata debi sabu michaAndha biswas aama desha ku pacha ku neuchi
Sir question ପଚାରିବାରେ ଅତି ଉତ୍ତମ। କଥାରେ ମାଧୁର୍ଯ୍ୟତା ରହିଛି। ମୁଁ ସବୁଦିନେ ସାରଙ୍କ କଥା ଶୁଣିବାକୁ ମୋ ମନ ଆନ୍ଦୋଳିତ କରେ। ଅର୍ଜୁନ କୁମାର ସିଂହ ପ୍ରତିନିଧି ଜଳେଶ୍ଵର (print media)
May all live in divine peace Good interview against blind belief.
Jay Guru
JAY BABA TUHMARA JAI HO
ଅତି ସୁନ୍ଦର କଥା ଜୟ ଜଗନ୍ନାଥ। ଜୟ ଗୁରୁ 🙏
Perfect kahile balia baba
I love balia baba ❤🙏 pranam baba 🙏
Jay shree Gurudev ji ki 🙏🙏🙏
ଜଣେ ସାଧୁବାବା ଙ୍କ ସମ୍ମୁଖ ରେ ଛିଡ଼ା ହେବାର ଶୈଳୀ ଟିକେ ଅଡ଼ୁଆ laguchi।
ଯଦି ଭଗବାନ ନାହାଁନ୍ତି ତେବେ ଗୀତା, ଭାଗବତ, ଶାସ୍ତ୍ର, ପୁରାଣ ଆସିଲା କୁଆଡୁ। ଯେଉଁ ମାନଙ୍କୁ ଭଗବାନଙ୍କ କିଛି କୃପା ହେଲେ ମଣିଷ ବାଚାଳ ହୁଏ। ନାନା ମୁନିଙ୍କର ନାନା ମତ।
ଭଗବାନ ମାନେ ହେଉଚି ଭଗ ଶବ୍ଦରମାନେ ସର୍ବଶକ୍ତିମାନ, ବାନ ମାନେ ହେଉଚି ଅଧିକାରୀ, (ସର୍ବଶକ୍ତିର ଅଧିକାରୀ)
Guru is the torchbearer for society!! Pragmatic and empirical saint Padmashree Baba Balia🙏🏻
ସାଧାରଣ ଲୋକଙ୍କୁ ବି ପଚାରନ୍ତୁ ଏ ବିଷୟ ସରଳ ସମାଧାନ ପାଇବେ
ସ୍ୱାଗତ କେମିତି ଜଣାଯାଏ ଆଗ ଶିଖନ୍ତୁ l
Pranama Prabhu
Pranam🙏 Ananta Balia , apana ama manusya samajara sanskaraka
Jay Guru Dev Pranam.
ସୁବିଧା ବାଦୀ ବାବା 😢
ମାନସ ବାବୁ ଆପଣ ବସନ୍ତୁ, କେମିତି ବ୍ୟବହାର କରାଯାଏ ଶିଖନ୍ତୁ
ଉତ୍ତର ନସରିବା ପୂର୍ବରୁ ଭିନ୍ନ ପ୍ରଶ୍ନ ପଚାରୁଛନ୍ତି , ଶ୍ରୋତା ପୂରା ଉତ୍ତର ଶୁଣି ପାରୁ ନାହାଁନ୍ତି ।
Jay guru 🌸
ସମସ୍ତେ ବାସ୍ତବବାଦୀ ଓ ବାସ୍ତବଧର୍ମୀ ହେଲେ ଦେଶ ର ଉନ୍ନତି ଆପେ ହୋଇଯିବ ଏବଂ ଭାଇ ଚାରା ବିଶ୍ୱରେ ପ୍ରମାଣିତ ହୋଇଯିବ ଯାହା ବିବେକାନନ୍ଦ ଅନେକ ବାଟ ଯାଏ ନେଇଥିଲେ
JAY
Baba balianku koti pranam🙏
Thnkyou balia baba badia khatha
ବାବା ବଳିଆ ଙ୍କ ମୁଖପଦ୍ମ ରୁ ଯେଉଁ ବାକ୍ଯାମୃତ ମହୁ ନିର୍ଗତ ହେଉଛି ତାହାକୁ ସମସ୍ତେ ପାନ କରିବା ଉଚିତ.
ଏ ଯୁଗ ର ଜଣେ ସଦଗୁରୁ ଓ ଆଧ୍ୟାତ୍ମିକ ଗୁରୁ ଙ୍କ ପଦ ତଳେ ଭୂମିଷ୍ଠ ପ୍ରଣାମ ।
ଖୁବ ଉପାଦେୟ ଆଲୋଚନା କଲେ ଏବଂ ସମାଜ ପାଇଁ ଖୁବ ଗୁରୁତ୍ୱପୂର୍ଣ ଉପଦେଶ ଦେଲେ ବାବା ବଳିଆ | ଆପଣଙ୍କ ଚ୍ୟାନେଲ କୁ ପ୍ରଣାମ, ବାବାଙ୍କୁ ଶହସ୍ର ପ୍ରଣାମ 🙏🙏
ଭାରତ ବର୍ଷ ରେ କେବଳ ଶ୍ରୀମ। ଅରବିନ୍ଦ ଓ ତାଙ୍କ literature ହି ସବୁଠୁ ବଳିଷ୍ଠ। ଠିକ୍ ସେହିପରି ଆମ ବାଲିଆ ବାବା, ସେ ବାବା ନୁହନ୍ତି, ସେ ବିଶିଷ୍ଟ ସମାଜ ସଂସ୍କାରକ
Chamatkar prashna....
ବାବାଙ୍କୁ ଅନେକ ଥର ଖୁବ୍ ପାଖରୁ ଦେଖିଛି। ପତିହର। ପତ୍ନୀ concept, ଅମିଷ ଖାଇ ବା ଆଦି ବିଷୟ ବାବା ଙ୍କର ବଢିଆ realistic concept
We love and respect u Baba, our most respectfull sociql reformer
ଏ ସାମ୍ବାଦିକାଙ୍କୁ ପ୍ରଶ୍ନ ପଚାରିବା ଜଣା ନାହିଁ... ବେକାର କଥା
Tume jauna sambadikata kariba then janiba... 😂
ଜୟ ଜଗନ୍ନାଥ 🙏🙏🙏🙏🙏
❤
❤🙏🙏
👍👍👍🙏🙏🙏🙏🙏
The society urges the practical thinking saints like Srimad padmasri baba Balia 🙏My Gurudeb My Lord
Baba akdam thik katha kahuchanti 🙏🏻
ଜଣେ ବହୁତ୍ ବହୁତ୍ ବାସ୍ତବ ବାଦୀ ଓ ସମାଜ ବାଦୀ ମଣିଷ ଟିଏ
ସଂସାରେ ସାରଏକ ଧର୍ମ, ବହୁତ ଧର୍ମ ନାହିଁ ।ସର୍ବ ଧର୍ମକୁ ମନୁ ତେଜ ଏ କ ଇ ଭାବ ଗ୍ରାହୀ ।।
ବହୁତ୍ ବାବା ଲାଭ ଜନକ କାର୍ଯ୍ୟ ରେ ଅଛନ୍ତି
🙏🏻🙏🏻🙏🏻Jaya Gurudeb
ଗ୍ୟନରଗୁରୁ
ବାବା ନିରାଟ ସତ କହିଛି ବିଧବା ମା କାହିଁକି ବିବାହ କର୍ମରେ ଆଶୀର୍ବାଦ ଦେଇ ପାରିବେ ନାହିଁ ।ସିଏ ବି ଜଣେ ମା ସେ ଆଶୀର୍ବାଦ ଦେଲେ କ୍ଷତି କଣ ହେବ । କେତେ ଜଣଙ୍କର କ୍ଷତି ହେଇଛି ।କଣ ପ୍ରମାଣ ଅଛି ।
ଅଳ୍ପ ପ୍ରଶ୍ନ ପଚରାଯାଉ, ସମ୍ପୂର୍ଣ ଉତ୍ତର ଶୁଣାଯାଉ। ଉତ୍ତର ସରିବା ପୂର୍ବରୁ ଆଉ ଏକ ପ୍ରଶ୍ନ ନ ପଚାରନ୍ତୁ।
ସେଥିପାଇଁ ମୁଁ ମାନସଙ୍କୁ ପସନ୍ଦ କରେନି
Right
Right
ହେଁ.. ହଁ..... ହାଁ... କହିବା ବଦଳରେ ଆଜ୍ଞା.. ଆଜ୍ଞା.. ବୋଲି କହିଲେ ଭଲ ହୁଅନ୍ତା ମାନସ ବାବୁ l
ପୁରା ଠିକ
Right
ଏମାନେ ପରା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ତେଣୁ ମଣିଷ ନୁହନ୍ତି ବୋଧେ ?😅😅
R8
ମାନସ ବାବୁ ଙ୍କ ର ପ୍ରଶ୍ନ କରିବାର ଶୈଳୀ ଆତି ସୁନ୍ଦର, କୃଷ୍ଣ ଙ୍କ ସମୟରେ ଯୁଦ୍ଧ ଆଉ ବର୍ତମାନ ବିଶ୍ୱର ଯୁଦ୍ଧ ପ୍ରଶ୍ନ ଟି ଆତି ଆକର୍ଷଣୀୟ
ବଳିଆ ବାବା ଜଣେ ତଥାକଥିତ ବାବା ନୁହନ୍ତି, ସେ ଜଣେ ମହାନ୍ ସମାଜ ସଂସ୍କାରକ
Excellent discussion.
Pranam GuruJi ❤❤❤❤❤
Good interview thankyouverymuch
ଜୟ ପଦ୍ମଶ୍ରୀ ବାବା ବଳିଆ।🙏🙏🙏🙏🙏
ବହୁତ ସୁନ୍ଦର
କର୍ମଯୋଗୀ ପରମ ସେବକ ବଳିଆଙ୍କୁ ଅଜସ୍ର ପ୍ରଣାମ ଜଣାଉଛି।
Best Interview Manas bhai
My mother's blessing। Continue for me till day
Excellent answers given by Baba balia. The advice given by Baba is acceptable. I bestow my head seeking blessings from Baba.
😊😊
କି ଅଲାଜୁକ ପ୍ରଶ୍ନ ପଚାରୁଛନ୍ତି ଆଜ୍ଞା ମାନସ ବାବୁ😅ଆଗ ଭଗବାନ ଆସିଲେ😊ଆପଣ ଜାଣିନାହାନ୍ତି। ଭଗବାନ ଶବ୍ଦ ପରେ ଆସିଲା ଆଗ ଆସିଲା ଓଁ। ଓଁ ରୁ ଜାତ ବିଷ୍ଣୁ ଭଗବାନଙ୍କ ନାଭି ରୁ ବ୍ରହ୍ମଦେବ ଙ୍କ ଜାତ 😊 ବ୍ରହ୍ମା କହିଲେ ମୁଁ ବଡ଼ ବିଷ୍ଣୁ କହିଲେ ମୁଁ ବଡ଼ ଦୁହେଁ କଳହ ଲାଗିଲେ । ବିଷ୍ଣୁ କହିଲେ ଯେଉଁଥିରୁ ଆମ ଦୁଇ ଜଣଙ୍କ ଜାତ ତାଙ୍କ ପାଖକୁ ଯିବା ଯେଉଁ ଓଁ ନାମକ ପିଣ୍ଡ ରୁ ସେମାନେ ଗଲେ ମହାଦେବ ତାଙ୍କ ଲିଙ୍ଗ ରୂପୀ ଓଁ ରେ ଥିଲେ ଶାଳଗ୍ରାମ ଦେଖିବାକୁ ଲାଗୁଥିଲା ତାଙ୍କୁ ପଚାରିଲେ ଆପଣଙ୍କ ଠୁ ଆମ ଦୁଇ ଜଣଙ୍କର ଉତ୍ପତ୍ତି ଆପଣ କୁହନ୍ତୁ ଆମ ଭିତରୁ ବଡ଼ କିଏ😊ସେ କହିଲେ କି ତୁମେ ଦୁଇ ଜଣ ମୋ ଉତ୍ପତ୍ତି କେଉଁଠୁ ଆରମ୍ଭ ଦେଖ ଆଉ କେଉଁଠି ମୋର ଶେଷ ତାଙ୍କୁ ବ୍ରହ୍ମl ଆଉ ବିଷ୍ଣୁ ଖୋଜିଲେ 😊300 ବର୍ଷ କିନ୍ତୁ ବିଷ୍ଣୁ ପାଇଲେ ନାହିଁ😊 ବ୍ରହ୍ମା କେତକୀ ଫୁଲ କୁ ଡାକି କହିଲେ ତୁ ମୋ ମିଥ୍ୟା ର ସାଥ ଦେବୁ ମୁଁ ପଚାରିଲେ ତୁ କହିବୁ ହଁ ୟେ ଓଁ ରୁ ଉତ୍ପତ୍ତି ମୁଁ ଦେଖିଚି ବିଷ୍ଣୁ ଙ୍କୁ ପଚାରିଲେ ସେ କହିଲେ ମୁଁ ଆପଣଙ୍କର ଉତ୍ପତ୍ତି ଦେଖୀ ପାରୁନାହିଁ ଆପଣ ଅନାଦି ଅଭୂତ ନ ଆଦି ଅଛି ନା ଅନ୍ତ ।ଆପଣ ନିରନ୍ତନ 😊 ବ୍ରହ୍ମା ଙ୍କୁ ପଚରା ଗଲା ସେ କହିଲେ ମୁଁ ପାଇଗଲି😂 କେତକୀ ଫୁଲ ସାକ୍ଷୀ ଅଛି । ଓଁ ରୁ ଆଦି ବୈରାଗ୍ୟ ରୁପ ବିଭୂତି ଲୋଚନ ମହାଦେବ ତାଙ୍କ ଶରୀର ରୂପ ରେ ଆସି କହିଲେ ବ୍ରହ୍ମା କେତେ ବଡ଼ ମିଛ କହୁଛନ୍ତି ଆପଣ 😊ଆପଣଙ୍କ ଅହଙ୍କାର ପାଇଁ ମୁଁ ଅଭିଶାପ ଦେଉଚି ଆପଣଙ୍କ ପୂଜା କେହି karibe ନାହିଁ 🙏।ଆଉ ମୋ ପୂଜାରେ କେବେବି ୟେ କେତକୀ ଫୁଲ ବ୍ୟବହୃତ ହେବା ନାଇ😊 ଓଁ ରୁ ମହାଦେବ, ସେ ଓଁ ରୂପୀ ପିଣ୍ଡରୁ ଭଗବାନ ବିଷ୍ଣୁ ଙ୍କ ଜନ୍ମ ଏବଂ ତାଙ୍କ ନାଭି ରୁ ବ୍ରହ୍ମଦେବ ଙ୍କ ଉତ୍ପତ୍ତି😊ହର ହର ମହାଦେବ ସୃଷ୍ଟି କର୍ତ୍ତା 😊
Very nice question & Very nice answer
Many many thanks to Baba & News editor.
Koti koti Pranam Guruji
Mo baba 🙏
ଏ ଜଣେ ଦାର୍ଶନିକ କିମ୍ବା ଉତ୍ତମ ସାମାଜିକ ବ୍ୟକ୍ତି ହୋଇ ପାରନ୍ତି କିନ୍ତୁ ଜଣେ ସାଧୁ ସନ୍ଥ କିମ୍ବା ଆତ୍ମଜ୍ଞାନୀ ମହାପୁରୁଷ ନୁହନ୍ତି ଏଣୁ ନିଜ ମତ ହିଁ ପ୍ରତିପାଦନ କରୁଛନ୍ତି
Sadhu,santh maane uttam charitra o vichar thiba vyakti...
Pranam Baba🙏you are best also 👍👍❤❤❤❤❤❤❤
Jai gurudev
Very miracle questions. Thanks Manas Babu.
Jay gurudev
Sundar katha.....
ପ୍ରଶ୍ନ ପଚାରିବା ଶୈଳୀ ଖୁବ ଭଲ ଏବଂ ବାବା ବଳିଆଙ୍କର ଉତ୍ତର ଦେବା ଶୈଳୀ ମଧ୍ୟ ବହୁତ ଭଲ l ବାବା କେତେକ ପ୍ରଶ୍ନର ଯଥାର୍ଥ ଉତ୍ତରଜୁ ଚତୁରତାର ସହିତ ମଧ୍ୟ ଏଡ଼େଇ ଦେଇଛନ୍ତି ଅଯଥାରେ ଅପ୍ରିୟ ନହେବା ପାଇଁ l ବାବା ଜଣେ ସମାଜ ସସ୍କାରକ ଏବଂ ନୀତିନିଷ୍ଠ ଆଧ୍ୟାତ୍ମିକ ବ୍ୟକ୍ତି l ଓଡ଼ିଶାରେ ତୁରନ୍ତ ମଦ ବିକ୍ରି ବନ୍ଦ ହେବା ଉଚିତ l
ସର୍ବ ଧର୍ମ ର ସମନ୍ୱୟ ବାବା ବଳିଆ
ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରାରେ
Jay Jagannath
Good morning baba,you are great,your words are truth.
ଜୟ ଶ୍ରୀ ଗୁରୁ ଦେବ 🙏🙏🙏🙏
ଭଲକଥା❤❤❤❤❤❤❤❤❤❤❤❤❤❤❤❤❤❤
Nice interview ❤
🙏🙏🙏🙏, jai Gurudev
ଜୟ ଜଗନ୍ନାଥ ଜୟ ସନାତନ ଧର୍ମ
ସୁନ୍ଦର ଉପସ୍ଥାପନା
Jaygurudevsisuanantabababaliacharantalesaran kotikotipranam janauchi
Jay Gurudev 🙏 jay shree Jagannath ♥️🙏
ବାବା ଆପଣଙ୍କୁ ଦଣ୍ଡଵତ ପ୍ରଣାମ 🙏🙏🙏🙏
Ati sundar prassna o uttar
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ବାବାବଳିଆ ।❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😂😂😂😂😂
Pranam Guru Dev 🙏💐
My Gurudev My Lord
Pranam sir❤❤❤🎉
Bhai vvv good
Balia baba really great Sanatani
ଅତି ସୁନ୍ଦର ବାର୍ତ୍ତା ବାବା ବଳିଆ ଙ୍କର ଦେଶ ବାଶିଙ୍କ ପାଇଁ
Nice interview
Jay Gurudev❤❤❤
Very practical scientifically statement.
❤❤Baba Good Morning God Bless bless You .Jai Jagannath ❤❤❤❤❤❤
ଜୟ ଶିଶୁ ଅନନ୍ତ🙏🏻ବାବା ବଳିଆ🙏🏻
ବାବା ଜୟଗୁରୁ 🙏🙏
Jay Jagannath 🙏🙏🙏🙏❤️❤️❤️
ଜୟ ସନାତନ
ନିଶ୍ଚିତ. ମତ ବଦଳାଉଛି
ଜୟ ବାବା ବଳିଆ
ସାକ୍ଷାତକାର ବାର୍ତ୍ତାଳାପ ବହୁତ୍ ଭଲ ଲାଗିଲା ମାତ୍ର news room ରେ ସାକ୍ଷାତ ଭଲ ଲାଗୁନି ପଛ ପଟେ କର୍ମଚାରୀ ମାନେ କାର୍ଯ୍ୟରତ ସତ ଲାଗୁଚି ଯେମିତି ପଦ୍ମଶ୍ରୀ ବଳିଆଙ୍କ ସହିତ ବାର୍ତ୍ତାଳାପ ତାଙ୍କ ପାଇଁ
ଗୁରୁତ୍ବ ନାହିଁ କେବଳ ଲୋକକୁ ଦେଖାଇ ବା ପାଇଁ । ଏ style ହୁଏ ତ ଲୋକମାନଙ୍କୁ ଭଲ ଲାଗୁଥିବ ମୋତେ କିନ୍ତୁ ଭଲ ଲାଗୁନି କେବଳ ବାବା
ବଳିଆଙ୍କ ସାକ୍ଷାତ୍ ନୁହେଁ news room style.....
🙏🙏🌹ପ୍ରଣାମ. ଜୟଗୁରୁଦେବ
Jay jagannath🙏🙏🙏
ସାମ୍ବାଦିକ ମହୋଦୟ ଖୁବ ଭଲ ପ୍ରଶ୍ନ କରୁଛନ୍ତି l ମୋର ଅନୁରୋଧ ଗୋଟେ ପ୍ରଶ୍ନ ମୋ ମନରେ ଆସୁଛି ଆମ ଧର୍ମ/ଶାସ୍ତ୍ର ରେ ଯେଉଁ ମନ୍ତ୍ର ଅଛି ତାହା ସମାଜର କାହା ଉପକାରରେ ଆସୁଛି l ଆମ ଭାରତରେ ସେବୁ ବିଭାଗର ଦେବା ଦେବୀ ଅଛନ୍ତି ହେଲେ ଅନ୍ୟ ଦେଶ ମାନେ ସେବୁ କ୍ଷେତ୍ରରେ ଆଗୁଆ କାହିଁକି ଲମେ ଆମ ଦେବା/ଦେବୀ ଙ୍କୁ ପୂଜା କରୁଛେ ହେଲେ ଅନ୍ୟ ଦେଶକୁ କାହିଁକି ସେବୁ କ୍ଷେତ୍ରରେ ଆଗକୁ ନେଉଛନ୍ତି l ଏହାର ଉତ୍ତର କେହି କହିବେ କି?
Debata debi sabu micha
Andha biswas aama desha ku pacha ku neuchi
Sir question ପଚାରିବାରେ ଅତି ଉତ୍ତମ। କଥାରେ ମାଧୁର୍ଯ୍ୟତା ରହିଛି। ମୁଁ ସବୁଦିନେ ସାରଙ୍କ କଥା ଶୁଣିବାକୁ ମୋ ମନ ଆନ୍ଦୋଳିତ କରେ। ଅର୍ଜୁନ କୁମାର ସିଂହ ପ୍ରତିନିଧି ଜଳେଶ୍ଵର (print media)
May all live in divine peace
Good interview against blind belief.
Jay Guru
JAY BABA TUHMARA JAI HO
ଅତି ସୁନ୍ଦର କଥା ଜୟ ଜଗନ୍ନାଥ। ଜୟ ଗୁରୁ 🙏
Perfect kahile balia baba
I love balia baba ❤🙏 pranam baba 🙏
Jay shree Gurudev ji ki 🙏🙏🙏
ଜଣେ ସାଧୁବାବା ଙ୍କ ସମ୍ମୁଖ ରେ ଛିଡ଼ା ହେବାର ଶୈଳୀ ଟିକେ ଅଡ଼ୁଆ laguchi।
ଯଦି ଭଗବାନ ନାହାଁନ୍ତି ତେବେ ଗୀତା, ଭାଗବତ, ଶାସ୍ତ୍ର, ପୁରାଣ ଆସିଲା କୁଆଡୁ। ଯେଉଁ ମାନଙ୍କୁ ଭଗବାନଙ୍କ କିଛି କୃପା ହେଲେ ମଣିଷ ବାଚାଳ ହୁଏ। ନାନା ମୁନିଙ୍କର ନାନା ମତ।
ଭଗବାନ ମାନେ ହେଉଚି
ଭଗ ଶବ୍ଦରମାନେ ସର୍ବଶକ୍ତିମାନ, ବାନ ମାନେ ହେଉଚି ଅଧିକାରୀ, (ସର୍ବଶକ୍ତିର ଅଧିକାରୀ)
Guru is the torchbearer for society!! Pragmatic and empirical saint Padmashree Baba Balia🙏🏻
ସାଧାରଣ ଲୋକଙ୍କୁ ବି ପଚାରନ୍ତୁ ଏ ବିଷୟ ସରଳ ସମାଧାନ ପାଇବେ
ସ୍ୱାଗତ କେମିତି ଜଣାଯାଏ
ଆଗ ଶିଖନ୍ତୁ l
Pranama Prabhu
Pranam🙏 Ananta Balia , apana ama manusya samajara sanskaraka
Jay Guru Dev Pranam.
ସୁବିଧା ବାଦୀ ବାବା 😢
ମାନସ ବାବୁ ଆପଣ ବସନ୍ତୁ, କେମିତି ବ୍ୟବହାର କରାଯାଏ ଶିଖନ୍ତୁ
ଉତ୍ତର ନସରିବା ପୂର୍ବରୁ ଭିନ୍ନ ପ୍ରଶ୍ନ ପଚାରୁଛନ୍ତି , ଶ୍ରୋତା ପୂରା ଉତ୍ତର ଶୁଣି ପାରୁ ନାହାଁନ୍ତି ।
Jay guru 🌸
ସମସ୍ତେ ବାସ୍ତବବାଦୀ ଓ ବାସ୍ତବଧର୍ମୀ ହେଲେ ଦେଶ ର ଉନ୍ନତି ଆପେ ହୋଇଯିବ ଏବଂ ଭାଇ ଚାରା ବିଶ୍ୱରେ ପ୍ରମାଣିତ ହୋଇଯିବ ଯାହା ବିବେକାନନ୍ଦ ଅନେକ ବାଟ ଯାଏ ନେଇଥିଲେ
JAY
Baba balianku koti pranam🙏
Thnkyou balia baba badia khatha
ବାବା ବଳିଆ ଙ୍କ ମୁଖପଦ୍ମ ରୁ ଯେଉଁ ବାକ୍ଯାମୃତ ମହୁ ନିର୍ଗତ ହେଉଛି ତାହାକୁ ସମସ୍ତେ ପାନ କରିବା ଉଚିତ.
ଏ ଯୁଗ ର ଜଣେ ସଦଗୁରୁ ଓ ଆଧ୍ୟାତ୍ମିକ ଗୁରୁ ଙ୍କ ପଦ ତଳେ ଭୂମିଷ୍ଠ ପ୍ରଣାମ ।
ଖୁବ ଉପାଦେୟ ଆଲୋଚନା କଲେ ଏବଂ ସମାଜ ପାଇଁ ଖୁବ ଗୁରୁତ୍ୱପୂର୍ଣ ଉପଦେଶ ଦେଲେ ବାବା ବଳିଆ | ଆପଣଙ୍କ ଚ୍ୟାନେଲ କୁ ପ୍ରଣାମ, ବାବାଙ୍କୁ ଶହସ୍ର ପ୍ରଣାମ 🙏🙏
ଭାରତ ବର୍ଷ ରେ କେବଳ ଶ୍ରୀମ। ଅରବିନ୍ଦ ଓ ତାଙ୍କ literature ହି ସବୁଠୁ ବଳିଷ୍ଠ।
ଠିକ୍ ସେହିପରି ଆମ ବାଲିଆ ବାବା, ସେ ବାବା ନୁହନ୍ତି, ସେ ବିଶିଷ୍ଟ ସମାଜ ସଂସ୍କାରକ
Chamatkar prashna....
ବାବାଙ୍କୁ ଅନେକ ଥର ଖୁବ୍ ପାଖରୁ ଦେଖିଛି। ପତିହର। ପତ୍ନୀ concept, ଅମିଷ ଖାଇ ବା ଆଦି ବିଷୟ ବାବା ଙ୍କର ବଢିଆ realistic concept
We love and respect u Baba, our most respectfull sociql reformer
ଏ ସାମ୍ବାଦିକାଙ୍କୁ ପ୍ରଶ୍ନ ପଚାରିବା ଜଣା ନାହିଁ... ବେକାର କଥା
Tume jauna sambadikata kariba then janiba... 😂
ଜୟ ଜଗନ୍ନାଥ 🙏🙏🙏🙏🙏
❤
❤🙏🙏
👍👍👍🙏🙏🙏🙏🙏
The society urges the practical thinking saints like Srimad padmasri baba Balia 🙏
My Gurudeb My Lord
Baba akdam thik katha kahuchanti 🙏🏻
ଜଣେ ବହୁତ୍ ବହୁତ୍ ବାସ୍ତବ ବାଦୀ ଓ ସମାଜ ବାଦୀ ମଣିଷ ଟିଏ
ସଂସାରେ ସାରଏକ ଧର୍ମ, ବହୁତ ଧର୍ମ ନାହିଁ ।
ସର୍ବ ଧର୍ମକୁ ମନୁ ତେଜ ଏ କ ଇ ଭାବ ଗ୍ରାହୀ ।।
ବହୁତ୍ ବାବା ଲାଭ ଜନକ କାର୍ଯ୍ୟ ରେ ଅଛନ୍ତି
🙏🏻🙏🏻🙏🏻Jaya Gurudeb
ଗ୍ୟନରଗୁରୁ