jagai madhai kathamrutta

Поділитися
Вставка
  • Опубліковано 18 вер 2024
  • singer-siba prasad das
    lyrics-siba prasad das
    music director-siba Prasad das
    album-sudhasar bhajan sandhya
    editing studio-sudhasar bhajan sandhya
    music staff-pintu,sanjay,suresh,niranjan,sibira
    ସୁଧାସାର ଭଜନ ସନ୍ଧ୍ୟା 9658222775,7008310559,
    କଳିର କରାଳ ପ୍ରକୋପ ଆରମ୍ଭ ହେଇ ଯାଇଛି।ବର୍ତ୍ତିବାର ଉପାୟ।ଏକମାତ୍ର ମନ୍ତ୍ର କୁ ଗୃହରେ ସମସ୍ତେ ଶୁଣନ୍ତୁ।ଘରେ ଘରେ ଅଶାନ୍ତି କଳହ ସବୁ କିଛି ଦୁରୀଭୂତ ହେଇଯିବ।ତା ନହେଲେ ସବୁକିଛି କଳିର କରାଳ ଅଗ୍ନିରେ ସବୁ କିଛି ଭସ୍ମୀଭୂତ ହେଇଯିବ।
    channel to get access to perks:
    / @sibanana775
    ଏହା ଏକ ଆଧ୍ୟାତ୍ମିକ ଚାନେଲ ,ଜଗନ୍ନାଥ ସଂସ୍କୃତି,ଜଗନ୍ନାଥ ପରମ୍ପରା କୁ ଆଗକୁ ନେବାର ପ୍ରୟାସ ,ଆପଣ ମାନଙ୍କର ସହଯୋଗ ମୋତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।
    ବହୁ ପୁରାଣ, ଉପନିଷଦ ବିଲୁପ୍ତ ହେଇ ସାରିଲାଣି।ଯାହା ଫଳରେ ଆମେ ମାନେ କୋଉଟା ଠିକ କୋଉଟା ଭୁଲ ନଜାଣି ,ଭୁଲ ବାଟରେ ଚାଲିବାକୁ ପଡୁଛି।ତେଣୁ ନାନା ପ୍ରକାର ଅସୁବିଧାର ସମୁଖୀନ୍ନ ହେବାକୁ ପଡୁଛି।ଆଗକୁ ଆହୁରି ବିପଦର ସାମ୍ନା କରିବାକୁ ପଡିବ।ତେଣୁ ଆମେ ପୁରାଣ ଗ୍ରନ୍ଥ ଶ୍ରବଣ କରି ସଠିକ ମାର୍ଗରେ ଚାଲିବା ଆଉ ବିଶ୍ବରୁ କାଳ କୁ ଦୁରେଇ ଦେବା।
    ପ୍ରତି ଦିନ ସବୁ ପୁରାଣ କୁ ପାଠ କରି ବିଶ୍ବରୁ କାଳ ଦୂର କରିବାକୁ ଯେଉଁ ସାହସ ବାନ୍ଧିଛି।ସେଥିରେ ମୋତେ ସାହାଯ୍ୟ କରିବାକୁ ଅନୁରୋଧ କରୁଛି।ଖାଲି subscribe, like ,share, comment, କରିଦିଅନ୍ତୁ। ଏତିକି ମାତ୍ର ସାହାଯ୍ୟ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

КОМЕНТАРІ • 455

  • @ashismohapatra5144
    @ashismohapatra5144 Рік тому +18

    ହରି ନାମ ବିନା ଏ ସଂସାର ଅଧୁରା କେତେ କଷ୍ଟ କରି ମହାପ୍ରଭୁ ମାନେ ଆମ କୁ ଏ ଯୁଗ ରୁ ଉଦ୍ଧାର ହେବା ପାଇଁ ହରିନାମ ଏକ ଆଶ୍ରୟ କରି ଦେଇ ଗଲେ
    ଏ ଯୁଗ ରେ ପିଲା ଛୁଆ ସ୍ତ୍ରୀ ସବୁ ପର ହେଲେ ଆମର ଗୋଟେ ନିଜର ହରି ନାମ
    ମୋ ମଣିମା କେତେ ସରଳ ଟିକେ ଚିନ୍ତା କଲେ କେତେ କଷ୍ଟ ରୁ ଦୂର କରିଦିଏ
    ସବୁ ପର ମୋ ମଣିମା ନିଜର
    ହରି ହରି ବୋଲ ମଣିମା ⚫❗⚫

  • @subhasubha7330
    @subhasubha7330 Рік тому +2

    Hare krishna hare krishna krishna krishna hare hare rama rama rama hare hare

  • @bapisatya3536
    @bapisatya3536 Рік тому +7

    ଜୟ ଜଗନ୍ନାଥ ଶିବନନା, ହରେକୃଷ୍ଣ, ହରେକୃଷ୍ଣ, ହରେରାମ ହରେରାମ,ଏହି ମହା, ମନ୍ତ୍ର,ଗାନ୍ତୁ,ଏହିମତ୍ର୍,ଗାଇଲେ,ଦେହ,ଭଲରହିବ, ଅତିସୁନ୍ଦର ଭଜନ ମନଖୁସି ହୋଇଛି ଶିବନନା,🙏🙏🙏🙏🙏👍👍👍👍👍👌👌👌👌👌

  • @amarendramahalik1572
    @amarendramahalik1572 Рік тому +7

    Jay Sree Chyatanya Mahaprabhu🙏🙏🙏🙏🙏🙏🙏 Jay Sree Gouranga Mahaprabhu🙏🙏🙏🙏🙏🙏 Jay Sree Nityananda Mahaprabhu🙏🙏🙏🙏🙏🙏🙏🙏🙏

  • @bhagabanbehera8573
    @bhagabanbehera8573 Рік тому +4

    Hare krishna hare krishna krishan krishan hare hare hare ram hare ram ram ram hare hare🙏🙏🙏

  • @Rakesh-vo7gp
    @Rakesh-vo7gp Рік тому +5

    Nana i love you tme bahut bhala kahuchanti god tamaku sabu bele bhala re rakhantu

  • @maheshrout1372
    @maheshrout1372 2 роки тому +6

    Apana manakna pai amo odia garvita Radhe Radhe

  • @samirmohanta1454
    @samirmohanta1454 Рік тому +4

    Radhe Radhe Gurujii 🙏🙏🙏

  • @mr.sameer.swain789
    @mr.sameer.swain789 Рік тому +17

    ହରେ କ୍ରିଷ୍ଣ ହରେ କ୍ରିଷ୍ଣ
    କ୍ରିଷ୍ଣ କ୍ରିଷ୍ଣ ହରେ ହରେ
    ହରେ ରାମ ହରେ ରାମ
    ରାମ ରାମ ହରେ ହରେ
    🙏🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭😭😭😭😭

  • @pradhanpinku.7498
    @pradhanpinku.7498 Рік тому +4

    Hey krishna, 🙏🙏❤️
    Hey Gobinda 🙏🙏❤️
    Hey Murare 🙏🙏❤️

  • @vaishnavirath909
    @vaishnavirath909 Рік тому +4

    ନିତାଇ ଗୌର ହରିବୋଲ ରାଧେ ରାଧେ ଜୟ ଜଗନ୍ନାଥ ଖୁବ୍ ସୁନ୍ଦର

  • @bapinabehera4473
    @bapinabehera4473 2 роки тому +3

    Hare Krishna hare Krishna Krishna krishna hare hare ...hare rama hare rama rama rama hare hare 🙏🙏🙏🙏🙏🙏🙏🙏🙏

  • @jayashreerath9031
    @jayashreerath9031 Рік тому +1

    Bahut badhia naamahin saara। ।Hari Om।

  • @golekhabehera4062
    @golekhabehera4062 2 роки тому +2

    Hare krishna Hare krishna krishna krishna Hare Hare Hare ram Hare ram ram ram Hare Hare 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @skkhuntia7901
    @skkhuntia7901 2 роки тому +4

    Omm namah vagabati basudevya namah jay jagannath suwami nayana patha gami bhabutume Jay shree Krishna 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻❤️❤️❤️❤️❤️....

  • @ramakantabehera5711
    @ramakantabehera5711 Рік тому +3

    Jay shree krishna Namaha Jay shree ram jay sri guru Saranam

  • @Satyanandanayak1748
    @Satyanandanayak1748 Рік тому +77

    ଶିବ ନନା ତୁମ ଶ୍ରୀ ଚରଣେ କୋଟି କୋଟି ନମସ୍କାର, ଜୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🙏🌷ଜପ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ 🌷🙏

  • @sanjaypradhan3468
    @sanjaypradhan3468 2 роки тому +6

    ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ହରେ ହରେ।

  • @byasdevmohanty7281
    @byasdevmohanty7281 Рік тому +6

    ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳଂ
    କଳୈ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିର୍ଅନ୍ୟଥାଃ 🙏 ନିତାଇ ଗୈାର ହରି ହରି ବୋଲ 🙏🚩

  • @kubernayak5737
    @kubernayak5737 2 роки тому +8

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏

  • @maryadapurusottamjena2808
    @maryadapurusottamjena2808 Рік тому +1

    Anande Eka bara hair hari bol,
    Haribolla......

  • @trilochanmallick9321
    @trilochanmallick9321 2 роки тому +2

    Aapan ka sundarkanthare bhagaban nka katha pain aapanku koti pranam

  • @ashokjena5932
    @ashokjena5932 Рік тому +3

    ଅତି ସୁନ୍ଦର ସଂଗୀତ ଶୁଣି ଅତି ଆନନ୍ଦ ଲାଗୁଚି ଶିବପ୍ରସାଦ ଦାସ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍

  • @jayashreepalai8231
    @jayashreepalai8231 2 роки тому +5

    ହରେ କ୍ରିଷ୍ଣା ହରେ କ୍ରିଷ୍ଣା 🙏🏻 କ୍ରିଷ୍ଣା କ୍ରିଷ୍ଣା ହରେ ହରେ ହରେ ରାମ ହରେ ରାମ 🙏🏻 ରାମ ରାମ ହରେ ହରେ 🙏🏻ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🏻

  • @swapnaraniparida7384
    @swapnaraniparida7384 11 місяців тому +7

    VERY VERY NICE ଭେରୀ ଭେରୀ ପସନ୍ଦ🙏🙏🙏🙏🙏🙏🙏🙏🙏

  • @prasannaparida853
    @prasannaparida853 Рік тому +2

    Jay gurudev saranam hare krushna hare krushna krushna krushna hare hare hare rama hare rama Rama rama hare hare

  • @bapisatya3536
    @bapisatya3536 2 роки тому +7

    ହରେକୃଷ୍ଣ ହରେକୃଷ୍ଣ, ହରେରାମ ହରେରାମ ହରେହରେ, ଏହି ମହାମନ୍ତ୍ର,ଜପକରନ୍ତୁ,ଭାଇମାନେ,ଏହି ନାମକୁ, ସନ୍ଧ୍ୟା,ଓଶଖାଳେ,ଗାଇଲେ,ଭଲ,ଜୟ ଜଗନ୍ନାଥ,ଶିବନାନା, ସୁପର ଭିଡିଓ,ଭଜନ, ଭକ୍ତି ଭରା,🙏🙏🙏🙏🙏🙏🙏🙏🙏

  • @user-qy2qq6hm7s
    @user-qy2qq6hm7s Рік тому +1

    Krushnasamal 2:12

  • @hemantasethy8437
    @hemantasethy8437 Рік тому +3

    ❤ହରି ନାମ ଏ ସଂସାର ରେ ମୂଳ ମନ୍ତ୍ର 🙏🚩🙏🚩

  • @chandrasekharmohapatra1227
    @chandrasekharmohapatra1227 2 роки тому +2

    Hare krishan no hare krushan

  • @nbpapu6016
    @nbpapu6016 Рік тому +2

    Hare Krishna hare Krishna

  • @nishamaninaik4080
    @nishamaninaik4080 2 роки тому +1

    Hare rama hare krusna hare krusna hare krusna hare krusna hare krusna

  • @sumantapodh4215
    @sumantapodh4215 Рік тому +3

    Jay shree Krishna jay shree ram ei mahamantra suni sunikari mana Santi lagijauchhi jay shree ram🙏🙏🙏🙏🙏🙏🙏❤️❤️❤️❤️❤️🌹🌹🌹🌹👌👌👌👌😭😭😭😭😭😭

  • @purnabrahmamusica8184
    @purnabrahmamusica8184 Рік тому +10

    ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ, ରାମ ରାମ ହରେ ହରେ....🙏🙏🙏🙏🙏🙏🙏

  • @lalsahebsenapati9644
    @lalsahebsenapati9644 Рік тому +7

    ଗାଧେଇମାଧେଇ ଭାବ ପରିବର୍ତ୍ତନ ହୋଇଗଲା ମହାମତ୍ନ ଅମୃତ ପ୍ରେମ ଭକ୍ତିରହିଛି

  • @Adityasvlogs231
    @Adityasvlogs231 2 роки тому +4

    Mo jaganath mo maa mangala ❤🙏🙏🙏

  • @akshyakusethy9502
    @akshyakusethy9502 Рік тому +1

    Thanks for video Jay Jagannatha🙏🙏🙏🙏

  • @simajena2473
    @simajena2473 2 роки тому +2

    Jay radhe hari bahut bhala lagila nana

  • @gurudebmatia3157
    @gurudebmatia3157 Рік тому +4

    ରାଧେ ରାଧେ,,,, କୃଷ୍ଣ

  • @kumarmaharana7291
    @kumarmaharana7291 Рік тому +25

    ଅତି ସୁନ୍ଦର ଭାବରେ ସଂଗୀତ ପରିବେଷଣ କରୁଛନ୍ତି। ଧନ୍ୟବାଦ ପ୍ରଭୁ ଜୟ ଜଗନ୍ନାଥ।

  • @mantubehera7247
    @mantubehera7247 Рік тому +6

    ବହୁତ୍ ସୁନ୍ଦର୍। ଆନନ୍ଦ ଆନନ୍ଦ
    ଜୟ ଶ୍ରୀ ରାମ 🙏

  • @benudharsathua3017
    @benudharsathua3017 Рік тому +1

    Radhe Gobinda🌹🙏🌹Radhe Gobinda 🌹🙏🌹

  • @sachiranipanda3134
    @sachiranipanda3134 Рік тому +4

    Very nice Nana🙏🙏🙏🙏🙏🙏🙏

  • @MrAshok07655
    @MrAshok07655 2 роки тому +18

    Jay Jagannath 🙏🙏 ଠାକୁରଙ୍କ କଥାମୃତ ଶୁଣି ମନ ପ୍ରଫୁଲ୍ଲିତ ହୋଇଗଲା 🙏🙏 ଆପଣ ବହୁତ ଭଲ ଭାବରେ ବୁଝାଇ ଛନ୍ତି 👌 ଭଗବାନ କରନ୍ତୁ ଏମିତି ଆମ ଦୁଃଖି ଜନଙ୍କୁ କଥା ମ୍ବୃତ ଶୁଣେଇ ଏ ଭବ ସଂସାରୁ ପାରି କରାଓ 🙏🙏

  • @RudraSingh-ow4wo
    @RudraSingh-ow4wo Рік тому +19

    बहुत ही ह्रदय को छू लिए गुरु देव वास्तव में भगवान चैतन्य महाप्रभु का निरन्तर भजन स्मरण करने से आखों में आसूं निकलता है जय श्री कृष्ण जय चैतन्य महाप्रभु राधे राधे💐💐🙏🙏🙏💐💐

  • @niranjannayak3514
    @niranjannayak3514 Рік тому +10

    ଶିବ ନନା ପ୍ରଣାମ। ଆପଣ ଙ୍କ ଉପସ୍ଥାପନା ଓ ଭଜନ ବହୁତ୍ ବଢିଆ ଲାଗୁଛି। ଦାଦ୍ଧ୍ୟତା ଭକ୍ତିରେ ଯେଉଁ ବିଷୟ ଅଛି ସେ ସବୁ କୁ ଏମିତି ବର୍ଣ୍ଣ ନା କଲେ ବହୁତ ଭଲ ହୁଅନ୍ତା। ଜୟ ରାଧେ କୃଷ୍ଣ।।

  • @dr.surekhadas2004
    @dr.surekhadas2004 Рік тому +3

    Jay Shree Krishna Jay Shree Ram 🙏🙏🌹🌹💐💐

  • @romeojeet9839
    @romeojeet9839 2 роки тому +2

    Bohut sundar lagila nana
    Sri chaitanya Mahaprabhu nkara Au gote sundar story neiki gaantu plz

  • @biswajitpustakgyana9845
    @biswajitpustakgyana9845 Рік тому +1

    A sansare sabu asara Hari nama eka Sara. Japa re Hari nama sansaru heba para. Hari nama eka Sara re bhai tundare thare dhara. E Maya moha sansare kichhi nahin re Sara. Bhai sabu kama chhadi thare kirtana kara...... Aji subuchi siba Nana nka swara..... Hare Krishna hare Krishna Krishna Krishna hare hare hare rama hare rama rama rama hare hare.....

  • @YSBibhu
    @YSBibhu Рік тому +2

    ଜୟ ଜଗନ୍ନାଥ ଜୟ ଶ୍ରୀ ଅଚ୍ୟୁତ ଜୟ ପଞ୍ଚସଖା ଶରଣ ଶିବନନା ଆପଣଙ୍କୁ କୋଟି କୋଟି ପ୍ରଣାମ

  • @dineshpatra5193
    @dineshpatra5193 Рік тому +2

    Jay Jagannath Jay Panjaskha Jay Achhutanda mahapurush baba Jay Jagannath

  • @dillipnayak1598
    @dillipnayak1598 2 роки тому +6

    Sir🙏I,M from jajapur❤️IM YOUR BIG FAN. SIR🙏🙏🙏❤️❤️❤️....

  • @tilottamabarik1464
    @tilottamabarik1464 2 роки тому +1

    Nana aapana dhany jagay madhay ra katha sunai thibaru

  • @lipanlipinamarriage7483
    @lipanlipinamarriage7483 2 роки тому +3

    Eai sansare samasta Jana samaj nku bhalare rakhantu

  • @rakeshdash5532
    @rakeshdash5532 2 роки тому +3

    Hare Krishna hare Krishna Krishna Krishna hare hare. hare rama hare rama rama rama hare hare
    🙏🙏🙏🙏🙏🙏🙏🙏

  • @patitpabanmohanty8933
    @patitpabanmohanty8933 6 місяців тому

    I can't describe your jagai madhai Bhajan. Iam always happy to listen your Bhajan.Thank you Siva Nana.

  • @kaliakumarsahu9004
    @kaliakumarsahu9004 2 роки тому +1

    Sir apan nkara kantha ati sundar nice songs Jay Jagannath

  • @PrahlladMalik
    @PrahlladMalik 9 місяців тому

    ଶିବ ନାନା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସତେ ଅବା ତୁମେ ଜଗନ୍ନାଥ ତୁମ ଦେହରେ ପ୍ରବେଶ କରିଛନ୍ତି ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jayjagannatha2183
    @jayjagannatha2183 2 роки тому +3

    Bahut sundar nana

  • @TRADITIONALSONGOFKORAPUT
    @TRADITIONALSONGOFKORAPUT 2 роки тому +18

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ
    ଜିଏ ମହାମନ୍ତ୍ର ନାମ ଜପ କରିବ ସିଏ ହେ ପାପ ତାପ ରୁ ମୁକ୍ତ ହେଇଯାଏ

  • @pradipbiswal7586
    @pradipbiswal7586 2 роки тому +3

    Jai Sri Ram, Jai Sri Bajrangbali 🙏

  • @ganeshpadhi2222
    @ganeshpadhi2222 Рік тому +3

    Jay Jagannath 🙏🙏🙏🙏

  • @ramaniranjan6677
    @ramaniranjan6677 Рік тому +5

    Jai sri ram Jagannath .

  • @susantgarnaik5542
    @susantgarnaik5542 Рік тому +2

    ଜଗାଇ ମାଧlଇ ଙ୍କ ସମ୍ପୂର୍ଣ ନାମ କଣ ଥଲା

  • @kaliakumarsahu9004
    @kaliakumarsahu9004 2 роки тому +4

    Emiti now'bhajan chadhu thantu Jay Jagannath

  • @jamunapatra9877
    @jamunapatra9877 Рік тому +2

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହ ରେ,❤❤

  • @anilswain9960
    @anilswain9960 Рік тому +1

    Hare Krishna hare Krishna Krishna Krishna hare hare hare Rama hare Rama Rama Rama hare hare.🙏

  • @sattachitpandab7418
    @sattachitpandab7418 Рік тому +1

    Dhanya kaliaa shaante. Appanaka lila kete bichitra.

  • @stvnewsodisha2463
    @stvnewsodisha2463 2 роки тому +2

    ବହୁତ ଭୋଲ ଭାଇ ତୁମର ଭଜନ 🙏🙏🙏

  • @pabitrakumarmalick1721
    @pabitrakumarmalick1721 2 роки тому +2

    Nana ae Maha mantra ta apana daya kar gayana karantu aeita ama balia bankasahi grama tarafaru anurodha

  • @bijaykumardas7200
    @bijaykumardas7200 Рік тому +2

    Radhe radhe guru ji Jay Jagannath ❤❤❤❤❤❤❤❤❤❤❤❤❤❤❤❤

  • @badalbehera2713
    @badalbehera2713 Рік тому +3

    Jay Jaganatha 🙏❤️

  • @raghunathbisoyi3748
    @raghunathbisoyi3748 2 роки тому +4

    Jay Jagannath Swami

  • @biswarupbiswambharsriharik6678

    ଏ ସବୁ ଭୁଲ୍ ହେଉଛି ପ୍ରବଚନ

  • @chittaranjansau2295
    @chittaranjansau2295 Рік тому +3

    Very nice

  • @PulinSuna6408
    @PulinSuna6408 Місяць тому

    ପ୍ରଣାମ ପ୍ରଭୁ
    ହରେ କୃଷ୍ଣ ହରେ ରାମ
    ବହୁତ୍ ବହୁତ୍ ଭଲ ଲାଗୁଛି।
    ଜୟ ପୂର୍ଣ୍ଣ ବ୍ରହ୍ମ କେଶବ ନାରାୟଣ ସତ୍ୟ ନାରାୟଣ।

  • @jayshriram6176
    @jayshriram6176 2 роки тому +2

    ହରେ କ୍ରିଷ୍ଣ ଉଚ୍ଚାରଣ ପରିବର୍ତ୍ତେ ହରେ କୃଷ୍ଣ ଉଚ୍ଚାରଣ କଲେ ଆହୁରି ଭଲଲାଗନ୍ତା

  • @SUBHAMKumarPanigrahi14
    @SUBHAMKumarPanigrahi14 2 роки тому +2

    Bahut sundar

  • @parameswarparida8666
    @parameswarparida8666 Рік тому +1

    ସୁନ୍ଦର ଅତି ସୁନ୍ଦର ଭାବରେ

  • @bhupenkumarbehera6237
    @bhupenkumarbehera6237 2 роки тому +2

    Hare Krishna hare Krishna Krishna Krishna Hare Rama hare Rama Rama Rama hare hare jaya sri Rama

  • @srikantamohanta4554
    @srikantamohanta4554 2 роки тому +3

    Jay satgurukesab jay.jagannath.jayguruswami. jaypanchasakha

  • @prabhatkumarsethy7362
    @prabhatkumarsethy7362 Рік тому +2

    Jay Jagannath

  • @jayantapanda6702
    @jayantapanda6702 10 місяців тому +1

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @ikumar9288
    @ikumar9288 Рік тому +1

    Bahut sunder Bhajan

  • @ajitdas9359
    @ajitdas9359 2 роки тому +20

    ଜୟ ଜଗନ୍ନାଥ ପ୍ରଭୁ ଆପଣଙ୍କୁ କୋଟି ପ୍ରଣାମ
    ଶିବ ନନା ଆପଣଙ୍କ କଣ୍ଠରେ ମହାମନ୍ତ୍ର ହରେ ରାମ...ରେକର୍ଡ କରି ଛାଡନ୍ତୁ ବହୁତ ସୁନ୍ଦର ଲାଗିବ ଏବଂ ଆମେ ଉପକାର ପାଇବୁ ..... ଜୟ ଜଗନ୍ନାଥ

  • @laxmipriyaparida9999
    @laxmipriyaparida9999 Рік тому +4

    Jay jay jaganatha 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @soumyaranjan9928
    @soumyaranjan9928 Рік тому +1

    Radhe Krishna Radhe krishna

  • @bharatbharat8365
    @bharatbharat8365 2 роки тому +1

    Nitai gour hari hari bol 🙏🙏🙏♥️♥️♥️♥️♥️

  • @pabanakumartripathytripath2446
    @pabanakumartripathytripath2446 2 роки тому +3

    Nice

  • @ajaykumarlenka1669
    @ajaykumarlenka1669 2 роки тому +2

    Jai jagarnatha swami nayan patha gami bhaba tume jai panchasakha jai sanatan sarana rakhyana mahabahu jai kalki ram jai sri radhe krisna

  • @debaleenasahoo9988
    @debaleenasahoo9988 8 місяців тому +2

    ଶିବ ନନା ତୁମେ ଉଦ୍ଧବ ଙ୍କ ପରିଚୟ ବିଷୟରେ ଆଲୋଚନା କଲେ ଭଲ ହୁଅନ୍ତା

  • @user-be7pp4us3p
    @user-be7pp4us3p 9 місяців тому +1

    ଅତି ସୁନ୍ଦର ଭାବରେ କିତ୍ତ୍ ନ ଟିଏ

  • @TrinathBarik-u4j
    @TrinathBarik-u4j 8 місяців тому

    ବହୁତ ଆନନ୍ଦ ସତରେ ହରେ ରାମର ନାମ ଜୟ ଜଗନ୍ନାଥ

  • @gurupadabarik1076
    @gurupadabarik1076 Рік тому +2

    JayPravuTakur

  • @jyotshnamohanty5189
    @jyotshnamohanty5189 2 роки тому +3

    Radhe Radhe Jay sri Krishna.

  • @kunapradhan7872
    @kunapradhan7872 Рік тому +1

    Jay Jagannath 🙏 bhai

  • @ChandanBehera-j8y
    @ChandanBehera-j8y Рік тому +3

    Om Namo NaraYan😥🙏

  • @swapnaraniparida7384
    @swapnaraniparida7384 11 місяців тому

    ଖୁବ୍ ସୁନ୍ଦର ଖୁବ୍ ସୁନ୍ଦର ଅନନ୍ୟ ଭାବ🙏

  • @himesharuk496
    @himesharuk496 Рік тому +1

    Hare Krishna hare Krishna Krishna Krishna hare hare

  • @kamallochannayak9660
    @kamallochannayak9660 2 роки тому +1

    Hare Krishna hare Krishna Krishna Krishna hare hare hare Ram hare Ram Ram Ram Hare hare