Jajpur: Youtuber Monalisha Bhadra and husband surrender for violating Wildlife Protection Act || KTV
Вставка
- Опубліковано 26 бер 2024
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
UA-cam: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
ଟ୍ରକ୍ ଟ୍ରକ୍ ଗୋରୁ ଗାଈମାନଙ୍କୁ ଯେଉଁ ଚାଲାଣ କରାଯାଉଛି ସେ ଘଟଣା ର ଅପରାଧୀ କୁଆଡେ ଯାଉଛନ୍ତି।
Thik katha
ସଳେ ଜଙ୍ଗଲ ବିଭାଗ ଟାଉଟର ମାନେ ଏଠି ମାଙ୍କଡ଼ ବିଦ୍ୟୁତ ରେ ମଲେ ଦେଖା ଦେଉନାହାନ୍ତି ।କିନ୍ତୁ ଏଠି...
ଏହି ଦମ୍ପତ୍ତିଙ୍କ ନାମରେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ। ଯଦି ସରକାରଙ୍କ ଏଥିପ୍ରତି ସନ୍ଦେହ କରୁଛନ୍ତି ତେବେ ଜନସାଧାରଣଙ୍କ ଦ୍ଵାରା ଏକ ଡିବେଟ/ମତାମତ ନେଲେ ବୁଝି ପାରିବେ ଠିକ ଓ ଭୁଲ କଣ।
ଏ ସବୁ ରାଜନୀତି ଚାଲ୍ ପରି ଲାଗୁଛି।😢😢😢
ଜୟ ଜଗନ୍ନାଥ ହେ ମହାବାହୁ ସେ ନବଦମ୍ଫତିଙ୍କୁ ପ୍ରଭୁ ଆପଣଆଶ୍ରୀବାଦ କରନ୍ତୁ ପ୍ରଭୁ ସହାୟ ସେମାନଙ୍କୁ ହୁଅନ୍ତୁ ପ୍ରଭୁ ଆପଣଙ୍କ ଛଡା ଏ ଦୁନିଆର କିଏ ବା ତାଙ୍କ ଡାକ ଶୁଣିବ ପ୍ରଭୁ ଆପଣହିଁ ସେମାନଙ୍କର ସାହାଭରସା ପ୍ରଭୁ ଜୟ ଜଗନ୍ନାଥ ମୋର ଆପଣଙ୍କ ନିକଟରେ ପ୍ରାଥନା ଗୁହାରି ଆକୁଳ ନିବେଦନ ମଣିମା ବହୁତ ନୀରହ ସେମାନେ ପ୍ରଭୁ ତାଙ୍କ ଡାକ ଦୟାକରି ସୁଣନ୍ତୁ ପ୍ରଭୁ ଆପଣଙ୍କର ଶ୍ରୀଚରଣରେ ମୋର ପ୍ରାଥନା ଆକୁଳଭରା ନିବେଦନ ପ୍ରଭୁ
ଶଳା ମାଂକଡ ମାନେ ଗାଁ ରେ ଗୋଟେ ପରିବା ରଖୁ ନାହାନ୍ତି।ଆଉ ବନ ବିଭାଗ ଶୋଇ ଛନ୍ତି 😂😂
ସିଧା କଥା ଲୋକ ଉପର କୁ ଗଲେ ସହି ପାରୁନାହାନ୍ତି। ଏତେ ସବୁ ଫାର୍ସ କଣ ପାଈଁ
00:58 ଆଗର ତମ Wild Life Act ବୋଧେ ଅକାମୀ ଥିଲା ଏବେ ଏବେ Active ହେଇଛି । ତମେ ମାନେ କେବେ ସୁଧୁରି ବନି, ପୁରା କଙ୍କଡା ପ୍ରକୃତି ଛି ଛି ଛି...🤬
ମାଙ୍କଡ ଉତ୍ପାତ ଯୋଗୁଁ ଗାଁରେ ଚାଷ କରି ହେଉନାହିଁ, ହାତୀ, ବାରହା ଫସଲ ନଷ୍ଟ କରୁଛନ୍ତି। ଏମାନଙ୍କୁ ଘଉଡ଼ାଇବା କାର୍ଯ୍ୟ କାହାର?
ହଁ ଆମ ବନବିଭାଗ ପୁରା କାଢ଼ୁଆ ଏଥିରେ ସନ୍ଦେହ ନାହିଁ ଜଙ୍ଗଲ ଜମି ଖାଇ ବାରେ ମାହିର
ଏ ବନ ବିଭାଗ ସବୁ ବିଜେଡି ଲୋକ
କଳିଯୁଗ ର ଆଇନି କାନୁନନୁ
ଜଙ୍ଗଲ ତ କାଟି ସଫାକଲ ,ମାଙ୍କଡ ନେଇ ରଖିବ କେଉଁଠି ? ଆଗରୁ ଦେଖାଯାଉ ନ ଥିଲା ? ଏବେ କେହି ଈର୍ଷା କରି କହିଛି ତାପରେ ଏମାନେ ଗଲେ ଚାନ୍ଦା ଆଦାୟ କରିବାକୁ ।
ଆମେ ଷଣ୍ଢ ଆଉ ଗାଈ ଉପରେ ଭିଡିଓ କରି Social Media ରେ ପୋଷ୍ଟ କରିପାରିବୁ ନା ନାହିଁ.. ଶଳା ଭାଡୁଆ ଦଳ🤬
ମୋନାଲିସା ତାଙ୍କ ସ୍ନେହ ବଳରେ ମାଙ୍କଡ ମାନଙ୍କୁ ନିଯାପଖକୁ ଆଣି ପାରୁଥିଲେ।ମାଙ୍କଡ ମାନଙ୍କୁ ଖାଇବାକୁ ଦେଉଥିଲେ।କାରଣ ଜଙ୍ଗଲ ସଫା ହୋଇଗଲାଣି।ଆଉ ମାଙ୍କଡ ଖାଇବାକୁ ନ ପାଇ ଗାଁକୁ ଚାଲି ଆସୁଛନ୍ତି। ମୋନାଲିସା ଙ୍କୁ ମାଙ୍କଡ ଯେଉଁଠି ଦେଖିଲେ ବି ତାଙ୍କ ପାଖକୁ ଆସନ୍ତି।ଏଥିରେ ତାଙ୍କର ଭୁଲ କଣ ।କୋର୍ଟ ଠିକ୍ ବିଚାର କରିବେ ଏବଂ ତାଙ୍କୁ ଛାଡ଼ିଦେବେ। ଏହାପରେ ଜଙ୍ଗଲ ରେ ଗଛ ନାହିଁ।ଗାଁ ରେ ଥିବା ମାଙ୍କଡ କୁକୁର ଙ୍କୁ ସାଲେପୁର ବନବିଭାଗ ଜାଗିବ ।
They are not hunting wild life....How come Section 9 of WidLife Protection Act 1972 applied on them....Actually Forest department has lost its mind
ବଣ ବିଭାଗ ଅଧିକାରୀ, ଭଲରୁପେ ଚିନ୍ତାକରି ନିରୀହ ଲୋକଙ୍କୁ କାଠଗଡାକୁ ନ ଟାଣନ୍ତୁ,
Ama Odisha re aita hela aaaini chi 😂
semane jemiti manisa marichhanti semiti tadanta chalichhi chhii...
Ebe manakar manaku khaibaku bana bivag deu bichara manaka Mane kan karibe abe chasa jami khaibe🎉🎉🎉
Hamari Desh me A kesa kanun ?
ଭାଇରାଲ୍ ମାନେ କିଛି ଦିନ ମଧ୍ୟରେ ସବୁ ଭୁଲି ଯାଉଛନ୍ତି
Tanku blem nkari mukta karantu 🎉🎉
ଏହି ଦୁଇ ଦମ୍ପନ୍ତି ଙ୍କୁ ଧରି ଆଣି ତମେ ମାନେ ଭାବନି ଜେ ଆଇନ କାନୁନ କୁ ଉପରକୁ ଉଠେଇ ପକେଇଚ ଓଡ଼ିଶା ବାସି ତାଙ୍କୁ ସେମିତି ସମ୍ମାନ ଦେଉଥିବେ ଯେମିତି ଆଗରୁ ଦେଉ ଥିଲେ।ମୋର ଗୋଟେ ଅନୁରୋଧ ଆପଣ ଦୁଇ ଜଣଙ୍କୁ ନିଜକୁ ଆଇନ ର କାଠ ଗୋଡ଼ ରେ ଛିଡ଼ା ହେଇ କେବେ ଛୋଟ ମନେ କରିବେନି କାହିକିନl ଆପଣ ମହାନ୍ କାମ ପାଇଁ ଆଜି ଏଇଠି.. କାହିଁକି ନା ଏଟା କଳିଯୁଗ...
Andha kanun , irsha manisha ku khaisari lani . Se pasu mananka niseasa padiba ye murkha nka upare .
Bhagwan saha hebe apana dui jananku . Ye kaliyug , Manisha pasuthu hina .
ବେ ଆଇନ୍ ପାହାଡ଼ ଖଦାନ ରେ ଜଙ୍ଗଲ ଧ୍ଵଂସ କରୁଛନ୍ତି,.... ଯାହାକୁ ଗିରଫ କରିବା କଥା ସରକାର ତାକୁ ଗିରଫ କରୁନି ରାଜନୀତି ରେ ସ୍ଥାନ ଦେଇ ଚାଲିଛି ସବୁ ଧ୍ଵଂସ କରି ନିଜ ପାଣ୍ଠି ରେ ଭରିବା ପାଇଁ । ହେଲେ ଯିବ ଜନ୍ତୁଙ୍କ ସେବା କରୁଥିବା ଲୋକ ଟି ଜେଲ୍ ଯାଉଛି । ଧନ୍ୟ ତୁମେ ସରକାର ଧନ୍ୟ ତୁମ ନ୍ୟାୟ ବ୍ୟବସ୍ଥା । କୁହ ଯାଇଛି ଆଇନ୍ ସମସ୍ତଙ୍କ ପାଇଁ ସମାନ କିନ୍ତୁ ଆଇନ୍ କୁ ହାତ ମୁଠାରେ ରଖୁଥିବା ନେତା ପାଇଁ ନୁହଁ
।🚩🙏 ହେ ରାମ୍
ଏହା ଘୋର କଳି ବଡ଼ ବଡ଼ ଦୁର୍ଦାନ୍ତ ହାତୀ ଯାଉଛନ୍ତି ଗଳି ଫସି ଯାଉଛି ବିଚରା ନିରୀହ ପିମ୍ପୁଡ଼ି ।
ଏ ସବୁ ବିଜେଡି ର ଚାଲ
Jeun banya jantu tara malika pakhare rahiba pain ,se banya jantu nku ta malika pakhare rakha jau . Ethi pain gote nua law aniba darakara
🙏🙏🙏❤️
ବନ ବିଭାଗକୁ ଗାଣ୍ଡିମାରିବା ଦରକାରି
What is wrong
ମଣିଷ ମାଙ୍କଡ ହେଇ ଗଲେ....ସତ୍ୟ ଯୁଗ ଆରମ୍ଭ ହେଇ ଗଲା
Monkey nka utpat jogu salepur area re lok panipariba ta dura ra katha fasala Kariba kasta sadhya hoichhi.chasi pariba kini khauchhi. Yethi kahaku notice karajiba?
Siye kate banya jantu knu banchae chanti banya department jani chi ki ...bany jantu mari jauthile taku rasta re chadi asibe na kan
ଆମ ଗାଆଁରେ ମାଙ୍କଡ କଦଳୀ ଏବଂ ପନିପରିବା କରୁନାହାଁନ୍ତି।
Au kehi milileni je monalisa madam nku dharibara thila.
Chhi chhi.
Bana bibhaga chora dala, , Manalisa madam ame apana ka pain dukhita, ye saitan forest deptt ku bhagaban sadbudhi diyantu.
Kana ta emiti aparadha kari dele.je😂
Cat 🐈 🐕 dog goats 🐮 cow sabu family wola ....tanku na rakhi panga neigala wild animals rakhi bichari fasigale
Tankara kichhi dosa thila bhali laguni, monalisa Jane bhadrak mahila ,se sneha balare mankada mananku ghare rakhi paruthile, coat re tanku nirdosa praman karajau
Social media re asiba katha nuhen you depended only social media.kichhi kama kara samaj pain.
This is not good thing, if they truture to wild animals that one may be considered in act, but why foresters are not thinking about that
Bala
Kintu se ghare rakhu na thile tanka vala paiba re ghar ku mankada sabu asithanti
Govt keep in nandan kanan against ticket loot from public govt doing animal business it is a govt law blind kanoon do not vote b j d govt
Polic bala ti. Ati mora re koheli ki kahu chhi. Se mane Fera kahi ki heu thi le
Social media ru semane paisa kaiki rojagara kale ete? Sahi hauni para bujhiparuna ki. Amara padisa loka semane au ete famous kaiki hebe?
Monalisa madam nku Naya milu
JANGALA BIBHAGA MANERAKHIBA UCHIT BEZUBAN JANUARRA PATI PHITUNI NAHELE SD KAHITHSNTA TARA KANA ICHA SE KEUNTHI RAHIBA AMARA PROTECTION FOR ANIMALS LAWKU TARJAMA KARANTU BEZUBANKA KATHA BHABANTU
Semane kana ghare hatidanta takhithile ki
Au kichhi news nahi tuma mananku
Ati.klie.rajo.noti.psra.kiya.karihie
Van vibhag aur tutorial
Bilkul anyaya
Andha sarkar
Yee niyam hindu birodha.ram bhakta hanuman seba kale jail jibaku pade .jagoo hindu jagoo.a niyam hatao.hindu manaku prabhu hanuman seba karibaku diya.jagoo bajranga dal jagoo .app ka bhagban ko bachaoo.
Bany jantu jadi kehi lok dwara Upakruta heuchanti banya bihagya hastakepa katiba anuchit. Khud banya bihagy banya jantu ko market beche raheh. Sarkar kya karta hai.
3:21
Ai dui jana couple Banya jantu ku maruthile na khauthile j semananku ete hairan karucha,jie pasu mananku mariki khauchi taku dharuna amane kn karile j semananka against re case heichi what rubbish
Semanankar kichhi dos nahni
monalisha mankada mananka kaunasi prakar khyati karu nahanti jadi mankada rakhi dosi au danda paibe tebe rogina mankada jatna ra purashakar madhya miliba katha. pashu jatna kariba rogi seva kariba kana aparadh
It's very good but why the forest department wasn't taking actions against them before
Monalisa kichi bhul karinahanti
Jate. Jalide. Haba. Taku. Police. Re. Jima. Kariba. Katha
Kn pain
Bhagabana tanara magala karantu. jeimiti nidusi danda na pantu.
Sampurna bhul
Bekar prosason
Bjd bala ka egnest jane ka parinam
Vla heichi paisa pai kichi v karipare ei youtebeeeeeeeee
ମାନାଲିସା ଙ୍କୁ ଦୟା କରି କ୍ଷମା ଦିଆଯାଉ,
Manknodo mannku kiya khaibaku dyabo kono tomo bapa dyboki
ଏରେ ଓଡିଶା ମାଗ୍ୟା ଚୋର ସରକାର, ଘରେ ଘରେ କୁକୁର ପଶୁଛନ୍ତି ସେ ସବୁ କୁ ଘରେ ଘରେ ଯାଇ କି ଚଢାଉ କର, ଦମ ଅଛି ବୋଲେ, ଅନ୍ୟ ରାଜ୍ୟରେ ଏମିତି ନୁହେଁ, ଘରେ ଘରେ ସିଂହ ବାଘ ଭାଲୁ ହରିଣ ସାପ ପଶୁ ଛନ୍ତି, ତାଙ୍କଠୁ ଶିଖ, ଏ
😂😂😂😂😂😂😂😂😂
Jaldi jail vejo usko
😂 paisa pain loko nku disturb karuchhanti...se gaon loko 4 thara complen kaleni...Bt, manantini amane.
@@manasipanda5748 I am accept for your in formation
We suport Monalisha family...tu kvi ek roti khilaya kya a januar ku ???
😅😅😅😅😅😅😅
😅😅😅😅😅😅
Sea kete tanka saruchati masare Tama ghara bi setiki kharcha hounatiba kahilana kan cote gebe
UA-camr na bala😂😂😂
ପଶୁ, ପକ୍ଷୀ ଓ ଯାନବାହାନ କୁ ନେଇ video କରି ପଇସା ରୋଜଗାର କରି
ବେଶ ଭାଇରାଲ ହୋଇଥିଲେ। ସେ ଠିକ୍ କରୁଥିଲେ କି ଭୁଲ କରୁଥିଲେ ମୁଁ ଜାଣେନା। କିନ୍ତୁ ଆପଣ କହୁଛନ୍ତି ଆଇନକୁ ମାନି ଥାନାରେ ହାଜର ହୋଇଛନ୍ତି। ଯଦି ସେ ଆଇନକୁ ମାନି ଥିଲେ ତେବେ ଫେରାର ହୋଇଥିଲେ କାହିଁକି ?
ତୁମେ ଖୋଜିଥିଲ କି ଯାଇକି ????
ଯାହାକୁ ଗିରଫ କରିବା କଥା ସରକାର ତାକୁ ଗିରଫ କରୁନି ରାଜନୀତି ରେ ସ୍ଥାନ ଦେଇ ଚାଲିଛି ସବୁ ଧ୍ଵଂସ କରି ନିଜ ପାଣ୍ଠି ରେ ଭରିବା ପାଇଁ । ହେଲେ ଯିବ ଜନ୍ତୁଙ୍କ ସେବା କରୁଥିବା ଲୋକ ଟି ଜେଲ୍ ଯାଉଛି । ଧନ୍ୟ ତୁମେ ସରକାର ଧନ୍ୟ ତୁମ ନ୍ୟାୟ ବ୍ୟବସ୍ଥା । କୁହ ଯାଇଛି ଆଇନ୍ ସମସ୍ତଙ୍କ ପାଇଁ ସମାନ କିନ୍ତୁ ଆଇନ୍ କୁ ହାତ ମୁଠାରେ ରଖୁଥିବା ନେତା ପାଇଁ ନୁହଁ
।🚩🙏 ହେ ରାମ୍
ଏହା ଘୋର କଳି ବଡ଼ ବଡ଼ ଦୁର୍ଦାନ୍ତ ହାତୀ ଯାଉଛନ୍ତି ଗଳି ଫସି ଯାଉଛି ବିଚରା ନିରୀହ ପିମ୍ପୁଡ଼ି ।
Tama mnakara asubida kan houchi
Juga.olata